1 Crônicas 7
Oriya Bible (GL_ORIYA) vs NVT
1 ଇଷାଖରଙ୍କର ଚାରି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ତାେଲୟ, ପୂଯ, ୟାଶୁବ୍ ଓ ଶିମ୍ରୋଣ୍।
1 Os quatro filhos de Issacar foram: Tolá, Puá, Jasube e Sinrom.
2 ତାେଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାଯ, ୟିରୀଯଲେ, ୟହମଯ, ୟିବସମ୍ ଓ ଶାମୁଯଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ବଂଶାନୁସା ରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସମାନଙ୍କେର ସଂଖ୍ଯା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସମାନେେ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।
2 Os filhos de Tolá foram: Uzi, Refaías, Jeriel, Jamai, Ibsão e Samuel. Cada um deles foi chefe de um clã. No tempo do rei Davi, o total de homens aptos para a guerra listados no registro desses clãs era de 22.600.
3 ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।
3 O filho de Uzi foi Israías. Os filhos de Israías foram: Micael, Obadias, Joel e Issias. Os cinco foram chefes de clãs.
4 ସମାନଙ୍କେର ପରବାରର ଇତିହାସ ଦର୍ଶାଏ ଯେ, ସମାନଙ୍କେର 36,000 ସୈନିକ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହାଇେ ରହୁଥିଲେ। ସମାନଙ୍କେର ଏକ ବୃହତ୍ ପରିବାର ଥିଲା, କାରଣ ସମାନଙ୍କେର ଅନକେ ସ୍ତ୍ରୀ ଓ ସନ୍ତାନ ସନ୍ତତି ଥିଲେ।
4 Todos eles tiveram muitas esposas e muitos filhos, por isso o total de homens disponíveis para o serviço militar entre seus descendentes era de 36.000.
5 ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧିଅରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ।
5 O total de homens aptos para a guerra de todos os clãs da tribo de Issacar era de 87.000. Todos eles foram listados nos registros genealógicos.
6 ବିନ୍ଯାମୀନଙ୍କର ତିନି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ବଲୋ, ବେଖର ଓ ୟିଦୀଯଲେ।
6 Os três filhos de Benjamim foram: Belá, Bequer e Jediael.
7 ବଲୋଙ୍କର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ଇଷବୋନ୍, ଉଷ, ଉଷୀଯଲେ, ଯିରମୋେତ୍ ଓ ଈରୀ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ପରିବାରର ଇତିହାସରୁ ଜଣାୟାଏ ଯେ, ସମାନଙ୍କେ ମଧିଅରେ 22,034 ଜଣ ସୈନିକ ଥିଲେ।
7 Os cinco filhos de Belá foram: Esbom, Uzi, Uziel, Jerimote e Iri. Cada um deles foi chefe de um clã. O total de homens aptos para a guerra desses clãs era de 22.034, conforme listado nos registros genealógicos.
8 ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।
8 Os filhos de Bequer foram: Zemira, Joás, Eliézer, Elioenai, Onri, Jeremote, Abias, Anatote e Alemete.
9 ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, ସମାନଙ୍କେର ମଧ୍ଯ 20,000 ଜଣ ସୈନିକ ଥିଲେ।
9 Cada um deles foi chefe de um clã. O total de homens aptos para a guerra e chefes desses clãs era de 20.200, conforme listado nos registros genealógicos.
10 ୟିଦୀଯଲଙ୍କେର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନ୍ଙ୍କର ପୁତ୍ରମାନେ ଥିଲେ : ୟିଯଶ, ବିନ୍ଯାମୀନ, ଏହୂଦ୍, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।
10 O filho de Jediael foi Bilã. Os filhos de Bilã foram: Jeús, Benjamim, Eúde, Quenaaná, Zetã, Társis e Aisaar.
11 ୟିଦୀଯଲଙ୍କେ ସବୁ ପୁତ୍ର ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ମଧିଅରେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ଯ ଥିଲେ।
11 Cada um deles foi chefe de um clã. O total de homens aptos para a guerra desses clãs era de 17.200.
12 ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅ ହରଙ୍କେର ପୁତ୍ର ଥିଲେ।
12 Os filhos de Ir foram: Supim e Hupim. O filho de Aer foi Husim.
13 ନପ୍ତାଲୀଙ୍କ ପୁତ୍ରମାନେ ଥିଲେ ୟହସିଯଲେ, ଗୂନି, ଯେତସର ଓ ଶଲ୍ଲୁମ୍।
13 Os filhos de Naftali foram: Jazeel, Guni, Jezer e Silém. Todos eles foram descendentes de Bila, concubina de Jacó.
14 ଏହିମାନେ ମନଃଶିଙ୍କର ବଂଶଧର ଥିଲେ : ମନଃଶି ଓ ତାଙ୍କର ଅରାମୀଯ ଦାସୀଙ୍କଠାରୁ ଅସ୍ରୀଯଲେ ନାମକ ପୁତ୍ର ଜାତ ହାଇେଥିଲା। ସମାନଙ୍କେର ମାଖୀର ନାମକ ମଧ୍ଯ ପୁତ୍ରଟିଏ ଥିଲା। ମାଖୀର ଗିଲିଯଦଙ୍କ ପିତା ଥିଲେ।
14 Os descendentes de Manassés com sua concubina arameia foram: Asriel e Maquir, pai de Gileade.
15 ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା'ର ଦ୍ବିତୀୟ ପୁତ୍ରର ନାମ ସଲଫାଦ ଥିଲା। ସଲଫାଦର କବଳେ କନ୍ଯାମାନେ ଥିଲେ।
15 Maquir se casou com uma mulher do clã de Hupim e Supim. A irmã de Maquir se chamava Maaca. Outro descendente de Manassés foi Zelofedade, que só teve filhas.
16 ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହାଇେଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା'ର ଭାଇଙ୍କ ନାମ ଥିଲା ଶରେଶ। ଶରେଶଙ୍କ ପୁତ୍ରମାନେ ଥିଲେ ଉଲମ ଓ ରକମେ।
16 Maaca, esposa de Maquir, deu à luz um filho e lhe deu o nome de Perez. Seu irmão se chamava Seres. Os filhos de Perez foram: Ulão e Requém.
17 ଉଲମଙ୍କ ପୁତ୍ର ଥିଲେ, ବଦାନ।
17 O filho de Ulão foi Bedã. Todos esses foram descendentes de Gileade, filho de Maquir, filho de Manassés.
18 ମାଖୀରଙ୍କ ଭଉଣୀ ହମ୍ମୋଲକେତ୍ ଈଶହୋଦ୍, ଅବୀଯଷେର ଓ ମହଲାଙ୍କୁ ଜନ୍ମ ଦେଲେ।
18 Hamolequete, irmã de Maquir, deu à luz Isode, Abiezer e Maalá.
19 ଶମୀଦାଙ୍କ ପୁତ୍ରମାନେ ଥିଲେ : ଅହିଯନ୍, ଶେଖମ୍, ଲିକ୍ହି ଓ ଅନୀଯାମ୍।
19 Os filhos de Semida foram: Aiã, Siquém, Liqui e Anião.
20 ଇଫ୍ରଯିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରଯିମଙ୍କ ପୁତ୍ର ଥିଲେ ଶୁଥଲହେ। ଶୁଥଲହଙ୍କେର ପୁତ୍ର ଥିଲେ, ବରଦେ। ବରଦଙ୍କେର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିଯାଦା।
20 Os descendentes de Efraim foram: Sutela, Berede, Taate, Eleada, Taate,
21 ଇଲିଯାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ ସାବଦ୍। ସାବଦ୍ଙ୍କ ପୁତ୍ର ଥିଲେ ଶୁଥଲହେ।
21 Zabade, Sutela, Ézer e Eleade. Estes dois foram mortos quando tentavam roubar o gado de moradores dos arredores de Gate.
22 ଇଫ୍ରଯିମ, ଏତସର ଓ ଇଲିଯାଦର ପିତା ଥିଲେ। ଏତସର ଓ ଇଲିଯାଦଙ୍କର ମୃତ୍ଯୁ ଘଟିବାରୁ ଇଫ୍ରଯିମ ଅନକେ ଦିନ ପର୍ୟ୍ଯନ୍ତ କ୍ରନ୍ଦନ କଲେ। ଇଫ୍ରଯିମଙ୍କର ପରିବାର ତାଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଆସିଲେ।
22 Seu pai, Efraim, lamentou sua morte por muito tempo, e seus parentes vieram consolá-lo.
23 ଏହାପରେ, ଇଫ୍ରଯିମ ତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରଯିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରଯିମ ଏହି ନବଜାତ ପୁତ୍ରର ନାମ ବରୀଯ ଦେଲେ, କାରଣ ତାଙ୍କର ପରିବାର ରେ ଏକ ଦୁଃଖଦାୟକ ଘଟଣା ଘଟିୟାଇଥିଲା।
23 Depois, Efraim teve relações com sua esposa, e ela engravidou e deu à luz um filho. Efraim lhe deu o nome de Berias, por causa da desgraça que sua família havia sofrido.
24 ଇଫ୍ରଯିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହାରେଣ୍, ଏବଂ ନିମ୍ନତର ଉଷନ୍େ ଶୀରା ଓ ଉଚ୍ଚତର ଉଷନେ ଶୀରା ନିର୍ମାଣ କଲା।
24 Sua filha se chamava Seerá. Ela construiu as cidades de Bete-Horom Baixa, Bete-Horom Alta e Uzém-Seerá.
25 ରଫେନ୍ ଇଫ୍ରଯିମଙ୍କ ପୁତ୍ର ଥିଲେ। ରେଶଫ୍ ରଫେହ୍ଙ୍କ ପୁତ୍ର ଥିଲେ। ତଲହେ ରେଶଫ୍ଙ୍କ ପୁତ୍ର ଥିଲେ। ତହନ୍ ତଲହଙ୍କେ ପୁତ୍ର ଥିଲେ।
25 Os descendentes de Efraim foram: Refa, Resefe, Telá, Taã,
26 ଲାଦନ୍ ତହନ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ।
26 Ladã, Amiúde, Elisama,
27 ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହାଶୂେୟ ନୂନଙ୍କ ପୁତ୍ର ଥିଲେ।
27 Num e Josué.
28 ଏହି ସମସ୍ତ ନଗର ଓ ଦେଶମାନଙ୍କ ରେ ଇଫ୍ରଯିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବ ରେ ନାରନ୍, ପଶ୍ଚିମ ରେ ଗଷେର ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ୟ୍ଯନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ।
28 Os descendentes de Efraim habitavam no território que incluía Betel e seus povoados ao sul, Naarã a leste, Gezer e seus povoados a oeste, e Siquém e seus povoados ao norte, até Aiá e seus povoados.
29 ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍ଶାନ, ତାନକ, ମଗିଦ୍ଦୋ ଓ ଡ଼ୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଯୋଷଫଙ୍କେ ବଂଶଧରମାନେ ବାସ କରୁଥିଲେ। ଯୋଷଫେ ଇଶ୍ରାୟେଲଙ୍କ ପୁତ୍ର ଥିଲେ।
29 Ao longo da divisa de Manassés, ficavam as cidades de Bete-Seã, Taanaque, Megido e Dor, com seus povoados. Os descendentes de José, filho de Israel, habitavam nessas cidades.
30 ଆଶରଙ୍କେ ପୁତ୍ରମାନେ ଥିଲେ ୟିମ୍ନ, ୟିଶବ, ୟିଶବି ଓ ବରୀଯ। ସମାନଙ୍କେ ଭଗିନୀର ନାମ ଥିଲା ସରେହ୍।
30 Os filhos de Aser foram: Imna, Isvá, Isvi e Berias. A irmã deles se chamava Sera.
31 ବରୀଯଙ୍କ ପୁତ୍ରମାନେ ଥିଲେ ହବରେ ଓ ମଲକୀଯଲେ। ମଲକୀଯଲେ ବିର୍ଷୋତଙ୍କ ପିତା ଥିଲେ।
31 Os filhos de Berias foram: Héber e Malquiel, pai de Birzavite.
32 ହବେର୍, ୟଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସମାନଙ୍କେ ଭଗିନୀ ଶୂଯାଙ୍କ ପିତା ଥିଲେ।
32 Os filhos de Héber foram: Jaflete, Somer e Hotão. A irmã deles se chamava Suá.
33 ୟଫଲଟଙ୍କେ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ବତ୍। ଏହିମାନେ ୟଫଲେଟ୍ଙ୍କର ସନ୍ତାନ ଥିଲେ।
33 Os filhos de Jaflete foram: Pasaque, Bimal e Asvate.
34 ଶମରଙ୍କେ ପୁତ୍ରମାନେ ଥିଲେ ଅହି, ରୋହଗ, ୟିହୁବ୍ଦ ଓ ଅରାମ।
34 Os filhos de Somer foram: Aí, Roga, Jeubá e Arã.
35 ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲମ। ହେଲମଙ୍କ ପୁତ୍ରମାନେ ଥିଲେ ଶୋଫହ, ୟିମ୍ନ, ଶଲେଶ୍ ଓ ଆମ୍ଭଲ୍।
35 Os filhos de Helém, irmão de Somer, foram: Zofa, Imna, Seles e Amal.
36 ଶୋଫହଙ୍କ ପୁତ୍ରମାନେ ଥିଲେ : ସୂହ, ହର୍ଣ୍ଣଫେେର୍, ଶୂଯାଲ୍ ବରେୀ, ୟିମ୍ର,
36 Os filhos de Zofa foram: Suá, Harnefer, Sual, Beri, Inra,
37 ବତେସର୍, ହୋଦ, ଶମ୍ମ, ଶିଲ୍ଶ ୟିତ୍ରନ୍ ଓ ବରୋ।
37 Bezer, Hode, Samá, Silsa, Itrã e Beera.
38 ଯେଥରଙ୍କ ପୁତ୍ରମାନେ ଥିଲେ : ଯଫେୁନ୍ନି, ପିଷ୍ପ ଓ ଅରା।
38 Os filhos de Jéter foram: Jefoné, Pispa e Ara.
39 ଉଲ୍ଲଙ୍କ ପୁତ୍ରମାନେ ଥିଲେ : ଆରହ, ହନ୍ନୀଯଲେ ଓ ରିତସିଯ।
39 Os filhos de Ula foram: Ará, Haniel e Rizia.
40 ଏହି ବ୍ଯକ୍ତିମାନେ ଆଶରଙ୍କେ ବଂଶଧର ଥିଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନେେ ସର୍ବୋତ୍ତମ ବ୍ଯକ୍ତି ଥିଲେ। ସମାନେେ ସମସ୍ତେ ଯୋଦ୍ଧା ଓ ମହାନ୍ ନେତାଗଣ ଥିଲେ। ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
40 Cada um desses descendentes de Aser foi chefe de um clã. Eram todos homens escolhidos, guerreiros valentes e líderes de destaque. O total de homens disponíveis para o serviço militar era de 26.000, conforme listado nos registros genealógicos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 7, comparar traduções ou montar um estudo — tudo direto pelo WhatsApp.