1 Crônicas 6
Oriya Bible (GL_ORIYA) vs VC
1 ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
1 Filhos de Levi: Gerson, Caat e Merari.
2 କହାତଙ୍କର ପୁତ୍ରମାନେ ଥିଲେ ଅମା୍ରମ୍, ୟିଷହାର, ହିବ୍ରୋଣ୍ ଓ ଉଷିଯଲେ।
2 Filhos de Caat: Amrão, Isaar e Oziel.
3 ଅମ୍ରାନ୍ଙ୍କର ସନ୍ତାନମାନେ ଥିଲେ ହାରୋଣ, ମାଶାେ ଓ ମରିଯମ୍।
3 Filhos de Amrão: Aarão, Moisés e Maria. Filhos de Aarão: Nadab, Abiú, Eleazar e Itamar.
4 ଇଲିଯାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂଯଙ୍କ ପିତା ଥିଲେ।
4 Eleazar gerou Finéias e Finéias gerou Abisué,
5 ଅବିଶୂଯ ବୁକ୍କିଙ୍କ ପିତା ଥିଲେ। ବୁକ୍କ ଉଷିଙ୍କ ପିତା ଥିଲେ।
5 Abisué gerou Boci, Boci gerou Ozi,
6 ଉଷି ସରହିଯଙ୍କ ପିତା ଥିଲେ। ସରହିଯ ମରାଯୋତଙ୍କ ପିତା ଥିଲେ।
6 Ozi gerou Zaraías, Zaraías gerou Meraiot,
7 ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।
7 Meraiot gerou Amarias, Amarias gerou Aquitob,
8 ଅହୀଟୂବ୍ ସାଦୋକ୍ଙ୍କ ପିତା ଥିଲେ। ସାଦୋକ୍ ଅହୀମାସ୍ଙ୍କ ପିତା ଥିଲେ।
8 Aquitob gerou Sadoc, Sadoc gerou Aquimaas,
9 ଅହୀମାସ ଅସରିଯଙ୍କ ପିତା ଥିଲେ। ଅସରିଯ ୟୋହାନନ୍ଙ୍କ ପିତା ଥିଲେ।
9 Aquimaas gerou Azarias, Azarias gerou Joanã,
10 ୟୋହାନନ୍ ଅସରିଯଙ୍କ ପିତା ଥିଲେ (ଶଲୋମନ୍ ୟିରୁଶାଲମ ରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସଠାେରେ ଏହି ଅସରିଯ ଯାଜକ ଭାବେ କାର୍ୟ୍ଯ କରୁଥିଲେ)।
10 Joanã gerou Azarias, que exerceu o sacerdócio no templo que Salomão construiu em Jerusalém.
11 ଅସରିଯ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।
11 Azarias gerou Amarias, Amarias gerou Aquitob,
12 ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ।
12 Aquitob gerou Sadoc, Sadoc gerou Selum,
13 ଶକ୍ଲୁମ୍ ହିଲକିଯଙ୍କ ପିତା ଥିଲେ। ହିଲକିଯ ଅସରିଯଙ୍କ ପିତା ଥିଲେ।
13 Selum gerou Helcias, Helcias gerou Azarias,
14 ଅସରିଯ ସରାଯଙ୍କ ପିତା ଥିଲେ। ସରାଯ ୟିହୋସାଦକଙ୍କ ପିତା ଥିଲେ।
14 Azarias gerou Saraías, Saraías gerou Josedec,
15 ସଦାପ୍ରଭୁ ଯେତବେେଳେ ଯିହୁଦା ଓ ୟିରୁଶାଲମକୁ ନିର୍ବାସିତ କଲେ, ୟିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗେଲ। ସଦାପ୍ରଭୁ ନବୂଖଦନିତସରଙ୍କ ଦ୍ବାରା ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ନିର୍ବାସନ ରେ ପଠାଇଲେ।
15 Josedec partiu para o exílio quando o Senhor fez com que Judá e Jerusalém fossem levados ao cativeiro por Nabucodonosor.
16 ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
16 Filhos de Levi: Gerson, Caat e Merari.
17 ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବନି ଓ ଶମିଯି।
17 Eis os nomes dos filhos de Gerson: Lobni e Semei.
18 କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।
18 Filhos de Caat: Amrão, Isaar, Hebron e Oziel.
19 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।
19 Filhos de Merari: Mooli e Musi. Eis as famílias de Levi, segundo suas casas patriarcais.
20 ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।
20 De Gerson: Lobni, seu filho, Jaat, seu filho, Zama, seu filho,
21 ୟୋଯାଦ ସମ୍ମିଙ୍କ ପୁତ୍ର ଥିଲେ। ଇଦ୍ଦୋ ୟୋଯାହଙ୍କ ପୁତ୍ର ଥିଲେ। ସରହେ ଇଦ୍ଦୋଙ୍କ ପୁତ୍ର ଥିଲେ। ୟିଯତ୍ରଯ ସରହଙ୍କେର ପୁତ୍ର ଥିଲେ।
21 Joá, seu filho, Ado, seu filho, Zara, seu filho, Jetraim, seu filho.
22 ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତ୍ଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।
22 Filhos de Caat: Aminadab, seu filho, Coré, seu filho, Asir,
23 ଇଲକାନା ଅସୀରଙ୍କ ପୁତ୍ର ଥିଲେ, ଅବୀଯାସଫ୍ ଇଲକାନାଙ୍କ ପୁତ୍ର ଥିଲେ। ଅସୀର ଅବୀଯାସଫଙ୍କ ପୁତ୍ର ଥିଲେ।
23 seu filho, Elcana, seu filho, Abiasaf, seu filho, Asir,
24 ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିଯଲେ ତହତ୍ଙ୍କ ପୁତ୍ର ଥିଲେ। ଊଷିଯ ଉରିଯଲଙ୍କେ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।
24 seu filho, Taat, seu filho, Uriel, seu filho, Ozias, seu filho, Saul, seu filho.
25 ଇଲକାନାଙ୍କ ପୁତ୍ରମାନେ ଥିଲେ ଅମାସଯ ଓ ଅହୀମାେତ୍।
25 Filhos de Elcana: Amasaí e Aquimot,
26 ଇଲକାନା ଅହୀମାେତଙ୍କର ପୁତ୍ର ଥିଲେ। ସୋଫୀଯ ଇଲକାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ।
26 Elcana, seu filho, Sofaí, seu filho, Naat, seu filho,
27 ଇଲୀଯାବ୍ ନହାତଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯାବ୍ଙ୍କ ପୁତ୍ର ଥିଲେ। ଇଲକାନା ୟିରୋହମ୍ଙ୍କ ପୁତ୍ର ଥିଲେ। ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ।
27 Eliaba, seu filho, Jeroão, seu filho, Elcana, seu filho.
28 ଶାମୁଯଲଙ୍କେ ପୁତ୍ରମାନେ ଥିଲେ : ଯାୟେଲ ଜେଷ୍ଠ ପୁତ୍ର ଓ ଅବୀଯ କନିଷ୍ଠ ପୁତ୍ର।
28 Os filhos de Samuel: o primogênito Vasseni e Abia.
29 ଏହିମାନେ ମରାରିଙ୍କ ପୁତ୍ର ଥିଲେ : ମହଲି, ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ।
29 Filhos de Merari: Mooli, Lobni, seu filho, Semei, seu filho, Oza, seu filho,
30 ଶିମିଯି ଲିବନିଙ୍କ ପୁତ୍ର ଥିଲେ। ଉଷଃ ଶିମିଯିଙ୍କ ପୁତ୍ର ଥିଲେ। ଶିମିଯି ଉଷଃଙ୍କ ପୁତ୍ର ଥିଲେ। ହଗିଯ ଶିମିଯିଙ୍କ ପୁତ୍ର ଥିଲେ। ଅସାଯ ହଗିଯଙ୍କ ପୁତ୍ର ଥିଲେ।
30 Samaa, seu filho, Hagia, seu filho, Asaia, seu filho.
31 ନିଯମ ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧିଅରେ ରଖାୟିବା ପରେ ଦାଉଦ ଏହି ବ୍ଯକ୍ତିମାନଙ୍କୁ ବାଦ୍ଯକାରୀ ରୂପେ ମନୋନୀତ କଲେ।
31 Para dirigir o canto na casa do Senhor, depois que a arca foi colocada em lugar de repouso, eis os que Davi escolheu.
32 ଏହି ବ୍ଯକ୍ତିମାନେ ପବିତ୍ର ତମ୍ବୁ ମଧିଅରେ ସଙ୍ଗୀତ ଗାନ କରି ସବୋକାର୍ୟ୍ଯ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ ତମ୍ବୁ ବୋଲି ମଧ୍ଯ କୁହା ଯାଉଥିଲା। ଶଲୋମନ ୟିରୁଶାଲମ ରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ୟ୍ଯନ୍ତ ଏହି ବ୍ଯକ୍ତିମାନେ ସବୋକାର୍ୟ୍ଯ କଲେ। ସମାନଙ୍କେ କାର୍ୟ୍ଯ ନିମନ୍ତେ ସମାନଙ୍କେୁ ଦିଆୟାଇଥିବା ନିଯମାବଳୀକୁ ସୂଚାରୁରୂପେ ପାଳନ କରି ସମାନେେ ସବୋକାର୍ୟ୍ଯ କଲେ।
32 Eles cumpriram suas funções de cantores diante do Tabernáculo da Tenda de Reunião até que Salomão construiu o templo do Senhor em Jerusalém. Faziam seu serviço segundo o seu regulamento.
33 ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,
33 Eis os que cumpriam esse ofício juntamente com seus filhos: Dentre os filhos de Caat: Hemão, cantor, filho de Joel, filho de Samuel,
34 ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।
34 filho de Elcana, filho de Jeroão, filho de Eliel, filho de Toul,
35 ତୋହ ସୂଫ୍ଙ୍କ ପୁତ୍ର ଥିଲେ। ସୂଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ମାହତ୍ଙ୍କ ପୁତ୍ର ଥିଲେ। ମାହତ୍ ଅମାସଯଙ୍କ ପୁତ୍ର ଥିଲେ।
35 filho de Suf, filho de Elcana, filho de Matat, filho de Amasaí,
36 ଅମାସଯ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯାୟେଲଙ୍କ ପୁତ୍ର ଥିଲେ। ଯାୟେଲ୍ ଅସରିଯଙ୍କ ପୁତ୍ର ଥିଲେ। ଅସରିଯ ସଫନିଯରଙ୍କ ପୁତ୍ର ଥିଲେ।
36 filho de Elcana, filho de Joel, filho de Azarias, filho de Sofonias,
37 ସଫନିଯର ତହତ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରହଙ୍କ ପୁତ୍ର ଥିଲେ।
37 filho de Taat, filho de Asir, filho de Abiasaf, filho de Coré,
38 କୋରହ ୟିଷହରଙ୍କ ପୁତ୍ର ଥିଲେ। ୟିଷହର କହାତ୍ଙ୍କ ପୁତ୍ର ଥିଲେ। କହାତ୍ ଲବେୀଙ୍କ ପୁତ୍ର ଥିଲେ। ଲବେୀ ଇଶ୍ରାୟେଲଙ୍କ ପୁତ୍ର ଥିଲେ।
38 filho de Isaar, filho de Caat, filho de Levi, filho de Israel.
39 ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।
39 Seu irmão Asaf, que estava à sua direita; Asaf, filho de Baraquias, filho de Samaa,
40 ଶିମିଯ ମୀଖାଯଲଙ୍କେ ପୁତ୍ର ଥିଲେ। ମୀଖାଯଲେ ବା ସଯଙ୍କେ ପୁତ୍ର ଥିଲେ। ବା ସଯେ ମଲ୍କିଯରଙ୍କ ପୁତ୍ର ଥିଲେ।
40 filho de Miguel, filho de Basaías, filho de Melquias,
41 ମଲ୍କିଯର ଇତ୍ନିଙ୍କ ପୁତ୍ର ଥିଲେ। ଇତ୍ନି ସରହଙ୍କେ ପୁତ୍ର ଥିଲେ। ସରହେ ଅଦାଯାଙ୍କ ପୁତ୍ର ଥିଲେ।
41 filho de Atanai, filho de Zara, filho de Adaia,
42 ଅଦାଯା ଏଥନ୍ଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିଯଙ୍କ ପୁତ୍ର ଥିଲେ।
42 filho de Etã, filho de Zama, filho de Semei,
43 ଶିମିଯ ୟହତଙ୍କ ପୁତ୍ର ଥିଲେ। ୟହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲବେୀଙ୍କ ପୁତ୍ର ଥିଲେ।
43 filho de Jet, filho de Gerson, filho de Levi.
44 ମରାରିଙ୍କ ବଂଶଧରମାନେ ହମେନ୍ ଓ ଆସଫ୍ଙ୍କ ଆତ୍ମୀଯ ଥିଲେ। ସମାନେେ ହମେନ୍ଙ୍କ ବାମ ପାଶର୍ବସ୍ଥ ସଙ୍ଗୀତଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।
44 Filhos de Merari, seus irmãos, à esquerda: Etã, filho de Cusi, filho de Abdi, filho de Maloc,
45 ମାଲ୍ଲୁକ ହଶବିଯଙ୍କ ପୁତ୍ର ଥିଲେ। ହଶବିଯ ଅମତ୍ସିଯଙ୍କ ପୁତ୍ର ଥିଲେ। ଅମତ୍ସିଯ ହିଲ୍କିଯଙ୍କ ପୁତ୍ର ଥିଲେ।
45 filho de Hasabias, filho de Amasias, filho de Helcias,
46 ହିଲ୍କିଯ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶମରଙ୍କେ ପୁତ୍ର ଥିଲେ।
46 filho de Amassaí, filho de Boni, filho de Somer,
47 ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।
47 filho de Mooli, filho de Musi, filho de Merari, filho de Levi.
48 ହମେନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ଲବେୀଙ୍କ ଗୋଷ୍ଠୀମାନଙ୍କୁ ଲବେୀୟ ମଧ୍ଯ କୁହାଯାଉଥିଲା। ପବିତ୍ର ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଲବେୀୟମାନେ ମନୋନୀତ ହାଇେଥିଲେ। ପରମେଶ୍ବରଙ୍କ ଗୃହ ରେ ପବିତ୍ର ତମ୍ବୁ ରହିଥିଲା,
48 Seus irmãos levitas estavam encarregados de todo o serviço do Tabernáculo da casa do Senhor.
49 କିନ୍ତୁ କବଳେ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହାମବେଳି, ୟଜ୍ଞବଦେୀ ସୁଗନ୍ଧିବଦେୀ ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆୟାଇ ଥିଲା। ପରମେଶ୍ବରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ୟ୍ଯ ଏବଂ ଇଶ୍ରାୟେଲ ପାଇଁ ମଧ୍ଯ ପ୍ରାଯଶ୍ଚିତ କରନ୍ତି। ମାଶାେ ପରମେଶ୍ବରଙ୍କ ସବେକ, ଯେଉଁ ସମସ୍ତ ନୀତି ଓ ଆଇନ ଦଇେଥିଲେ ସହେିସବୁ ସମାନେେ ପାଳନ କଲେ।
49 Aarão e seus filhos queimavam as oblações no altar dos holocaustos e no altar dos perfumes. Eles tomavam sobre si todo o serviço do Santo dos Santos, e faziam a expiação por Israel, segundo as prescrições de Moisés, servo de Deus.
50 ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ : ଇଲିଯାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିଯାସରଙ୍କ ପୁତ୍ର ଥିଲେ। ଅବୀଶୂଯ ପୀନ୍ହସ୍ଙ୍କ ପୁତ୍ର ଥିଲେ।
50 Eis os filhos de Aarão: Eleazar, seu filho, Finéias, seu filho, Abisué, seu filho,
51 ବୁକ୍କି ଅବୀଶୂଯଙ୍କ ପୁତ୍ର ଥିଲେ। ଉଷି ସରହିଯଙ୍କ ପୁତ୍ର ଥିଲେ। ସରହିଯ ଯିଷିଙ୍କ ପୁତ୍ର ଥିଲେ।
51 Boci, seu filho, Ozi, seu filho, Zaraías,
52 ମରାଯୋତ୍ ସରହିଯଙ୍କ ପୁତ୍ର ଥିଲେ। ଅମରିଯ ମରାଯୋତ୍ଙ୍କ ପୁତ୍ର ଥିଲେ।
52 seu filho, Meraiot, seu filho, Amarias, seu filho, Aquitob,
53 ସାଦୋକ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକ୍ଙ୍କ ପୁତ୍ର ଥିଲେ।
53 seu filho, Sadoc, seu filho, Aquimaas, seu filho.
54 ଏହି ସମସ୍ତ ସ୍ଥାନ ରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସମାନଙ୍କେୁ ଦତ୍ତ ହାଇେଥିବା ଦେଶ ରେ ସମାନେେ ଛାଉଣୀ ମଧିଅରେ ବାସ କଲେ। ଲବେୀୟ ଲୋକମାନଙ୍କୁ ଦିଆୟାଇଥିବା ଦେଶ ରେ କହାତୀଯମାନେ ପ୍ରଥମ ଅଂଶ ପାଇଲେ।
54 Eles se estabeleceram nos territórios das seguintes cidades. Aos filhos de Aarão, da família dos caatitas,
55 ସମାନଙ୍କେୁ ହିବ୍ରୋଣ୍ ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷେତ୍ରମାନ ଦତ୍ତ ହେଲା।
55 que por primeiro a sorte designou, foi dada Hebron e suas redondezas na terra de Judá.
56 କିନ୍ତୁ ସମାନେେ ସହରଠାରୁ ଦୂର ରେ ଥିବା କ୍ଷେତ୍ର ଓ ଗ୍ରାମସବୁ ୟୁଫୁନ୍ନିର ପୁତ୍ର କାଲବଙ୍କେୁ ଦେଲେ।
56 Mas foi dado a Caleb, filho de Jefoné, o território da cidade e suas aldeias.
57 ହାରୋଣର ବଂଶଧରମାନଙ୍କୁ ଦିଆୟାଇଥିବା ଆଶ୍ରଯ ନଗର ସବୁ ହିବ୍ରୋଣ, ଲିବନା, ୟତ୍ତୀର, ଇଷ୍ଟିମାେଯ,
57 Foi, portanto, dada aos filhos de Aarão, a cidade de refúgio, Hebron, Lobna e seus arredores, Jeter, Estemo e seus arredores,
58 ହିଲନ୍େ, ଦବୀର ଏବଂ ସମାନଙ୍କେର କ୍ଷତେ।
58 Helon e seus arredores, Dabir e seus arredores,
59 ଆଶନ୍, ବୈଥ୍-ଶମେଶ ଏବଂ ସମାନଙ୍କେର କ୍ଷତେ।
59 Asã e seus arredores, Betsemes e seus arredores.
60 ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।
60 Da tribo de Benjamim, Gabee e seus arredores, Almat e seus arredores, Anatot e seus arredores. O número total de suas cidades foi de treze, conforme suas famílias.
61 କହାତତୀଯମାନଙ୍କୁ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ୟର୍ଦ୍ଦନ ନଦୀର ପୂର୍ବ ରେ ଥିବା ଦଶଗୋଟି ସହର ଦିଆୟାଇଥିଲା।
61 Os outros filhos de Caat receberam, pela sorte, dez cidades das famílias da tribo {de Efraim, de Dã}, e da meia tribo de Manassés.
62 ଗେର୍ଶୋନଙ୍କ ଗୋଷ୍ଠୀ ତରେ ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ଇଷାଖର, ଆଶରେ, ନପ୍ତାଲି ଓ ବାଶନ ଅଞ୍ଚଳ ରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସହେି ନଗରଗୁଡ଼ିକ ପ୍ରାପ୍ତ ହେଲେ।
62 Aos filhos de Gerson, segundo suas famílias, foram dadas treze cidades da tribo de Issacar, de Aser, de Neftali e de Manassés em Basã.
63 ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ରୂବନ୍େ, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସହେି ସମସ୍ତ ନଗର ପ୍ରାପ୍ତ ହେଲେ। ସମାନେେ ଗୁଳାବାଣ୍ଟ ଦ୍ବାରା ସହେି ନଗରସବୁ ପ୍ରାପ୍ତ କଲେ।
63 Aos filhos de Merari, segundo suas famílias, foram dadas, pela sorte, doze cidades das tribos de Rubem, de Gad, e de Zabulon.
64 ତେଣୁ ଇଶ୍ରାୟେଲୀୟ ଲୋକମାନେ ସହେିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲବେୀୟମାନଙ୍କୁ ଦଇେ ଦେଲେ।
64 Os israelitas deram aos levitas essas cidades e suas pastagens.
65 ସହେି ସମସ୍ତ ନଗରୀ ସମାନେେ ଯିହୁଦା,ଶିମିଯୋନ୍, ଓ ବିନ୍ଯାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହାଇେଥିଲେ। ଯେଉଁଗୁଡ଼ିକର ନାମ ଗୁଳାବାଣ୍ଟ ରେ ଉଲ୍ଲେଖ କରାୟାଇଛି।
65 Da tribo dos filhos de Judá, de Simeão, e de Benjamim, foram essas, designadas por seus nomes, as cidades que lhes foram dadas, por meio da sorte.
66 ଇଫ୍ରଯିମ୍ ଗୋଷ୍ଠୀ କହାତ୍ର କେତକେ ପରିବାର କିଛି ନଗରୀଗୁଡ଼ିକ ଦେଲେ।
66 Quanto às famílias dos filhos de Caat, as cidades que lhes couberam eram da tribo de Efraim.
67 ଇଫ୍ରଯିମର ପାର୍ବତ୍ଯମଯ ଦେଶ ରେ, ସମାନଙ୍କେୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗଷେର ଓ ସମାନଙ୍କେର କ୍ଷେତ୍ରଗୁଡ଼ିକ ଦିଆଗଲା।
67 Foram-lhes dadas as cidades de refúgio, Siquém, e suas redondezas na montanha de Efraim, Gazer e seus arredores,
68 ୟକମିଯାମ୍, ବୈଥ୍ହୋରଣ ସମାନଙ୍କେର କ୍ଷତେସବୁ।
68 Jecmaã e seus arredores, Betoron e seus arredores,
69 ଅଯାଲୋନ୍ ଓ ଗାତ୍-ରିମ୍ମାେନ୍ ମଧ୍ଯ ସମାନଙ୍କେୁ ଦିଆୟାଇଥିଲା। ସମାନେେ ସହେି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।
69 Helon e seus arredores, Getremon e seus arredores;
70 ଇଶ୍ରାୟେଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନରେ ଓ ବିଲିଯମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସହେି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ଯ ପାଇଲେ।
70 e, da meia tribo de Manassés, Aner e seus arredores, Balaão e seus arredores. É o que foi dado às famílias dos outros filhos de Caat.
71 ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ଭୂମି ପାଇଲେ, ସମାନେେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଚାରଣ ଭୂମି ସହ ପାଇଲେ।
71 Aos filhos de Gerson foram dadas, na meia tribo de Manassés, Gaulon em Basã e seus arredores, Astarot e seus arredores;
72 ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମାେତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ।
72 da tribo de Issacar, Cedes e seus arredores, Daberet e seus arredores,
73 ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ଯ ସମାନେେ ଲାଭ କଲେ।
73 Ramot e seus arredores, Anem e seus arredores;
74 ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଆଶରରେ ପରିବାରବର୍ଗଠାରୁ ମଶାଲ୍, ଅବଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ।
74 da tribo de Aser, Masal e seus arredores, Abdon e seus arredores,
75 ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
75 Hucac e seus arredores, Roob e seus arredores;
76 ଗେର୍ଶୋନଙ୍କ ପରିବାର ଆହୁରି ମଧ୍ଯ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲୀଲର କଦେେଶ, ହମ୍ମୋନ୍ ଓ କିରିଯାଥଯିମ୍ ସହର ମଧ୍ଯ ପ୍ରାପ୍ତ ହେଲ। ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
76 da tribo de Neftali, Cedes na Galiléia e seus arredores, Hamon e seus arredores e Cariataim e seus arredores.
77 ଲବେୀୟ ଲୋକମାନଙ୍କ ମଧିଅରେ ଆଉ କବଳେ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସମାନେେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମାନେ ଓ ତାବୋର୍ ସହରଗୁଡ଼ିକ ଚାରଣଭୂମି ସହିତ ପ୍ରାପ୍ତ ହେଲେ।
77 Aos outros filhos de Merari foram dadas, da tribo de Zabulon, Remono e seus arredores, Tabor e seus arredores;
78 ମରାରି ବଂଶ ଆହୁରି ମଧ୍ଯ ରୁବନ୍େ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବତେସର ସହର, ୟହସ, କଦମୋେତ୍ ଓ ମଫୋତ୍ ସହରଗୁଡ଼ିକ ପ୍ରାପ୍ତ ହେଲ। ରୁବନ୍େ ଗୋଷ୍ଠୀ ଯରେିଖୋ ନଗରର ପୂର୍ବ ପାଶର୍ବ ଓ ୟର୍ଦ୍ଦନ ନଦୀର ପୂର୍ବ ପାଶର୍ବ ରେ ବାସ କରୁଥିଲେ।
78 do outro lado do Jordão, de Jericó ao oriente, da tribo de Rubem, Bosor no deserto e seus arredores, Jassa e seus arredores,
79 ମରାରିର ଏହି ପରିବାରଗୁଡ଼ିକ ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ଲାଭ କଲେ।
79 Cademot e seus arredores, Mefaat e seus arredores;
80 ମରାରି ପରିବାରବର୍ଗ ଗାଦ ଗୋଷ୍ଠୀଠାରୁ ଗିଲିଯଦସ୍ଥ ରାମାେତ୍, ହିଷବୋନ୍ ଓ ୟା ସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ।
80 da tribo de Gad, Ramot em Galaad e seus arredores, Manaim e seus arredores,
81 ସହେି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ଯ ସମାନେେ ଲାଭ କଲେ।
81 Hesebon e seus arredores, Jeser e seus arredores.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 6, comparar traduções ou montar um estudo — tudo direto pelo WhatsApp.