1 Crônicas 27

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ରାଜାଙ୍କ ସୈନ୍ଯବାହିନୀ ରେ ସବୋକାର୍ୟ୍ଯ କରୁଥିବା ଇଶ୍ରାୟେଲୀୟ ଲୋକଙ୍କର ତାଲିକା ଏହି। ପ୍ରେତ୍ୟକକ ଦଳକୁ ପ୍ରତିବର୍ଷର ଗୋଟିଏ ମାସ ନିମନ୍ତେ କାର୍ୟ୍ଯ ରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ଯାପଟନ୍େ, ସନୋଧ୍ଯକ୍ଷ ଓ ପୋଲିସମାନେ ରାଜାଙ୍କର ସବୋକାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ସନୋଦଳ ରେ 24,000 ଲୋକ ଥିଲେ।
1 São estes os filhos de Israel segundo o seu número, os chefes das famílias e os capitães de milhares e de centenas com os seus oficiais, que serviam ao rei em todos os negócios dos turnos que entravam e saíam de mês em mês durante o ano, cada turno de vinte e quatro mil.
2 ୟାରବିଯାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାଯିତ୍ବ ରେ ଥିଲେ। ୟାରବିଯାମ ସବଦୀଯଲଙ୍କେ ପୁତ୍ର ଥିଲେ। ୟାରବିଯାମଙ୍କ ଦଳ ରେ 24,000 ଲୋକ ଥିଲେ।
2 Sobre o primeiro turno do primeiro mês estava Jasobeão, filho de Zabdiel; em seu turno havia vinte e quatro mil.
3 ୟାଶବିଯାମ ପରେସଙ୍କ ପରିବାରର ଜଣେ ଥିଲେ। ୟାରବିଯାମ ପ୍ରଥମ ମାସ ନିମନ୍ତେ ସମସ୍ତ ସନୋଧ୍ଯକ୍ଷମାନଙ୍କର ନେତା ଥିଲେ।
3 Era este dos filhos de Perez, chefe de todos os capitães dos exércitos para o primeiro mês.
4 ଦୋଦୟ ଦ୍ବିତୀୟ ମାସ ନିମନ୍ତେ ସୈନ୍ଯଦଳର ଦାଯିତ୍ବ ରେ ଥିଲେ। ସେ ଅହୋଦୀଯରୁ ଆସିଥିଲେ। ଦୋଦୟଙ୍କ ଦଳ ରେ 24,000 ଲୋକ ଥିଲେ।
4 Sobre o turno do segundo mês estava Dodai, o aoíta, a cujo lado estava Miclote; também em seu turno havia vinte e quatro mil.
5 ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।
5 O terceiro capitão do exército e o designado para o terceiro mês era Benaia, chefe, filho do sacerdote Joiada; também em seu turno havia vinte e quatro mil.
6 ସହେି ବନାଯ ହିଁ ତିରିଶ ଜଣ ବୀରଙ୍କ ମଧିଅରେ ଜଣେ ସାହସୀ ବୀର ଥିଲେ। ବନାଯ ସହେି ଲୋକମାନଙ୍କୁ ପରିଚାଳିତ କରୁଥିଲେ। ବନାଯଙ୍କ ପୁତ୍ର ଅମ୍ମୀଷାବଦ ବନାଯଙ୍କ ଦଳର ଦାଯିତ୍ବ ରେ ଥିଲେ।
6 Era este Benaia homem poderoso entre os trinta e cabeça deles; o seu turno estava ao encargo do seu filho Amizabade.
7 ଅସା ହେଲ ଚତୁର୍ଥ ସନୋଧ୍ଯକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିଯ ସନୋଧ୍ଯକ୍ଷ ହେଲେ। ଅସା ହେଲ ଚତୁର୍ଥ ମାସର ସନୋଧ୍ଯକ୍ଷ ଥିଲେ। ଅସା ହେଲଙ୍କ ସୈନ୍ଯ ଦଳ ରେ 24,000 ଲୋକ ଥିଲେ।
7 O quarto, para o quarto mês, Asael, irmão de Joabe, e depois dele Zebadias, seu filho; também em seu turno havia vinte e quatro mil.
8 ୟିଷ୍ରାହୀଯର ପଞ୍ଚମ ମାସ ପାଇଁ ପଞ୍ଚମ ସନୋଧ୍ଯକ୍ଷ ଶମ୍ମୋତ ରେ ଥିଲେ। ତାଙ୍କ ଦଳ ରେ 24,000 ଲୋକ ଥିଲେ।
8 O quinto capitão, para o quinto mês, Samute, o izraíta; também em seu turno havia vinte e quatro mil.
9 ଇରା ଷଷ୍ଠ ମାସ ରେ ସନୋଧ୍ଯକ୍ଷ ଥିଲେ। ଇରା ଇକ୍କେଶଙ୍କ ପୁତ୍ର ଥିଲେ। ଇକ୍କେଶ ତକ୍କୋଯୀଯ ସହର ନିବାସୀ ଥିଲେ। ଇରାଙ୍କ ଦଳ ରେ 24,000 ଲୋକ ଥିଲେ।
9 O sexto, para o sexto mês, Ira, filho de Iques, o tecoíta; também em seu turno havia vinte e quatro mil.
10 ହେଲସ୍ ସପ୍ତମ ସନୋଧ୍ଯକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସନୋଧ୍ଯକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରଯିମୀଯ ଲୋକ। ହେଲସ୍ଙ୍କ ଦଳ ରେ 24,000 ଲୋକ ଥିଲେ।
10 O sétimo, para o sétimo mês, Heles, o pelonita, dos filhos de Efraim; também em seu turno havia vinte e quatro mil.
11 ସିଦ୍ଦଖଯ ଅଷ୍ଟମ ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ଅଷ୍ଟମ ମାସର ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ହୂଶାତୀଯରୁ ଆସିଥିଲେ। ସିଦ୍ଦଖଯ ସରହଙ୍କେ ପରିବାରରୁ ଆସିଥିଲେ। ସିଦ୍ଦଖଯଙ୍କ ଦଳ ରେ 24,000 ଲୋକ ଥିଲେ।
11 O oitavo, para o oitavo mês, Sibecai, o husatita, dos zeraítas; também em seu turno havia vinte e quatro mil.
12 ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।
12 O nono, para o nono mês, Abiezer, o anatotita, dos benjamitas; também em seu turno havia vinte e quatro mil.
13 ମହରଯ ଦଶମ ସନୋଧ୍ଯକ୍ଷ ଥିଲେ। ମହରଯ ଦଶମ ମାସର ସନୋଧ୍ଯକ୍ଷ ଥିଲେ। ମହରଯ ନଟୋଫାରୁ ଆସିଥିଲେ। ସେ ସରହଙ୍କେ ପରିବାରରୁ ଆସିଥିଲେ। ମହରଯଙ୍କ ଦଳ ରେ 24,000 ଲୋକ ଥିଲେ।
13 O décimo, para o décimo mês, Maarai, o netofatita, dos zeraítas; também em seu turno havia vinte e quatro mil.
14 ବନାଯ ଏକାଦଶତମ ସନୋଧ୍ଯକ୍ଷ ଥିଲେ। ବନାଯ ଏକାଦଶ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ପିରିଯାଥୋରୁ ଆସିଥିଲେ। ବନାଯ ଇଫ୍ରଯିମ ପରିବାରବର୍ଗରୁ ଆସିଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।
14 O undécimo, para o undécimo mês, Benaia, o piratonita, dos filhos de Efraim; também em seu turno havia vinte e quatro mil.
15 ହିଲଦଯ ଦ୍ବାଦଶତମ ସନୋଧ୍ଯକ୍ଷ ଥିଲେ। ହିଲଦଯ ଦ୍ବାଦଶ ମାସର ସନୋଧ୍ଯକ୍ଷ ଥିଲେ। ହିଲଦଯ ନଟୋଫାରୁ ଆସିଥିଲେ। ହିଲଦଯ ଅବନୀଯଲେ ପରିବାରରୁ ଆସିଥିଲେ। ହିଲଦଯଙ୍କ ଦଳ ରେ 24,000 ଲୋକ ଥିଲେ।
15 O duodécimo, para o duodécimo mês, Heldai, o netofatita, de Otniel; também em seu turno havia vinte e quatro mil.
16 ଇଶ୍ରାୟେଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ :
16 Sobre as tribos de Israel eram estes: sobre os rubenitas era chefe Eliézer, filho de Zicri; sobre os simeonitas, Sefatias, filho de Maaca;
17 ଲବେୀ : କମୂଯଲଙ୍କେ ପୁତ୍ର ହଶବିଯ।
17 sobre os levitas, Hasabias, filho de Quemuel; sobre os aronitas, Zadoque;
18 ଯିହୁଦା : ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ଯରୁ ଜଣେ ଥିଲେ।)
18 sobre Judá, Eliú, dos irmãos de Davi; sobre Issacar, Onri, filho de Micael;
19 ସବୂଲୂନ୍ : ଓବଦିଯଙ୍କ ପୁତ୍ର ୟିଶମଯିମ୍।
19 sobre Zebulom, Ismaías, filho de Obadias; sobre Naftali, Jerimote, filho de Azriel;
20 ଇଫ୍ରଯିମ : ଅସସିଯଙ୍କ ପୁତ୍ର ହାେେଶୟ।
20 sobre os filhos de Efraim, Oseias, filho de Azazias; sobre a meia tribo de Manassés, Joel, filho de Pedaías;
21 ପୂର୍ବ ମନଃଶିର : ୟିଖରିଯଙ୍କ ପୁତ୍ର ୟିଦ୍ଦୋ।
21 sobre a outra meia tribo de Manassés em Gileade, Ido, filho de Zacarias; sobre Benjamim, Jaasiel, filho de Abner;
22 ଦାନ୍ : ୟିରୋହମ୍ଙ୍କ ପୁତ୍ର ଅସ ରେଲ।
22 sobre Dã, Azarel, filho de Jeroão; estes eram os chefes das tribos de Israel.
23 ଦାଉଦ ଇଶ୍ରାୟେଲର ଲୋକମାନଙ୍କୁ ଗଣିବା ନମସ୍ତେ ସ୍ଥିର କଲେ। ସଠାେରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ଇଶ୍ରାୟେଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ଯ ଅଗଣ୍ଯ କରିବେ। ତେଣୁ ଦାଉଦ କବଳେ 20 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ବଯସର ଲୋକଙ୍କୁ ଗଣନା କଲେ।
23 Davi não contou os que eram de vinte anos para baixo, porque o Senhor tinha dito que multiplicaria a Israel como as estrelas do céu.
24 ସରୁଯାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶଷେ କରିପାରିଲେ ନାହିଁ। ପରମେଶ୍ବର ଇଶ୍ରାୟେଲର ଲୋକଙ୍କ ପ୍ରତି କୋର୍ଧାନ୍ବିତ ହାଇେଉଠିଲେ। ସେଥିନିମନ୍ତେ ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ ଲୋକମାନଙ୍କ ସଂଖ୍ଯା ଲଖାୟୋଇ ନାହିଁ।
24 Joabe, filho de Zeruia, tinha começado a contar o povo, porém não acabou, porquanto viera por isso grande ira sobre Israel; pelo que o número não se registrou na história do rei Davi.
25 ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିବା ଲୋକମାନଙ୍କର ତାଲିକା ଏହି :
25 Azmavete, filho de Adiel, estava sobre os tesouros do rei; sobre o que este possuía nos campos, nas cidades, nas aldeias e nos castelos, Jônatas, filho de Uzias.
26 କଲୂବ୍ଙ୍କ ପୁତ୍ର ଇଷ୍ରି କ୍ଷତମାନଙ୍କେ ରେ କାର୍ୟ୍ଯ କରୁଥିବା ଲୋକମାନଙ୍କ ଦାଯିତ୍ବ ରେ ଥିଲେ।
26 Sobre os lavradores do campo, que cultivavam a terra, Ezri, filho de Quelube.
27 ରାମାଥୀଯଙ୍କ ପୁତ୍ର ଶିମିଯି ଦ୍ରାକ୍ଷା କ୍ଷତଗେୁଡ଼ିକର ଦାଯିତ୍ବ ରେ ଥିଲେ।
27 Sobre as vinhas, Simei, o ramatita; porém sobre o que das vides entrava para as adegas, Zabdi, o sifmita.
28 ଗାଦରେୀଯର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ଯମଯ ଦେଶ ରେ ଥିବା ଅଲିଭ୍ ବୃକ୍ଷ ଓ ଡ଼ିମ୍ବିରି ଜାତୀଯ ବୃକ୍ଷ ସବୁର ଦାଯିତ୍ବ ରେ ଥିଲେ।
28 Sobre os olivais e sicômoros que havia nas campinas, Baal-Hanã, o gederita; porém Joás, sobre os depósitos do azeite.
29 ଶାରୋଣୀଯ ସିଟ୍ରଯ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାଯିତ୍ବ ରେ ଥିଲେ।
29 Sobre os gados que pasciam em Sarom, Sitrai, o saronita; porém sobre os gados dos vales, Safate, filho de Adlai.
30 ଇଶମାଯଲେୀଯ ଓବୀଲ୍ ଓଟମାନଙ୍କର ଦାଯିତ୍ବ ରେ ଥିଲେ। ମରେୋଣୋଥୀଯ ଯହଦେୀଯ ଗଧମାନଙ୍କର ଦାଯିତ୍ବ ରେ ଥିଲେ।
30 Sobre os camelos, Obil, o ismaelita; sobre as jumentas, Jedias, o meronotita.
31 ହାଗରୀଯ ୟାସୀଷ୍ ମଷେମାନଙ୍କର ଦାଯିତ୍ବ ରେ ଥିଲେ।
31 Sobre o gado miúdo, Jaziz, o hagareno; todos estes eram administradores da fazenda do rei Davi.
32 ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅକମାନେିଙ୍କ ପୁତ୍ର ୟିହୀଯେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ।
32 Jônatas, tio de Davi, era do conselho, homem sábio e escriba; Jeiel, filho de Hacmoni, atendia os filhos do rei.
33 ଅହୀଥୋଫଲ ରାଜାଙ୍କର ପରାମର୍ଶଦାତା ଥିଲେ। ହୁଶଯ ରାଜାଙ୍କ ବନ୍ଧୁ ଥିଲେ। ହୁଶଯ ଅର୍କୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ।
33 Aitofel era do conselho do rei; Husai, o arquita, amigo do rei.
34 ୟିହୋଯାଦା ଓ ଅବିଯାଥର୍ ପରେ ଅହୀଥୋଫଲଙ୍କ ସ୍ଥାନ ରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହାୟୋଦାରଦା ବନାଯଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ଯଦଳର ସନୋପତି ଥିଲେ।
34 A Aitofel sucederam Joiada, filho de Benaia, e Abiatar; Joabe era comandante do exército do rei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 27, comparar traduções ou montar um estudo — tudo direto pelo WhatsApp.