1 Crônicas 22
Oriya Bible (GL_ORIYA) vs NVT
1 ଦାଉଦ କହିଲେ, ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ଓ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ହାମବେଳି ଉତ୍ସର୍ଗ କରିବାର ବଦେୀ ଏହି ସ୍ଥାନ ରେ ହିଁ ନିର୍ମିତ ହବେ।
1 Então Davi disse: “Este será o lugar do templo do S enhor Deus e o lugar do altar para os holocaustos de Israel!”.
2 ଇଶ୍ରାୟେଲ ମଧିଅରେ ବାସ କରୁଥିବା ସମସ୍ତ ବିଦେଶୀଯମାନଙ୍କୁ ଏକତ୍ର ଠୁଳ ହବୋ ନିମନ୍ତେ ଦାଉଦ ଆଦେଶ ଦେଲେ। ସହେି ବିଦେଶୀମାନଙ୍କ ମଧ୍ଯରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ବରଙ୍କ ମନ୍ଦିର ନିର୍ମାଣ ରେ ବ୍ଯବହୃତ ହବୋ ନିମନ୍ତେ ଉଦ୍ଦିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସମାନଙ୍କେର କାର୍ୟ୍ଯ ଥିଲା।
2 Davi deu ordens para reunir os estrangeiros que viviam em Israel e os encarregou de preparar as pedras cortadas para a construção do templo de Deus.
3 ପ୍ରବେଶ ଦ୍ବାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାୟାଇ ପାରିଲା ନାହିଁ।
3 Davi providenciou grandes quantidades de ferro para os pregos necessários para as portas e suas dobradiças, e deu tanto bronze que não se podia pesar.
4 ଦାଉଦ ଏତେ ସଂଖ୍ଯକ ଦବଦୋରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାୟାଇ ନ ପା ରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ଯ ଦବଦୋରୁ କାଠ ଆଣିଲେ।
4 Também providenciou inúmeras toras de cedro, pois os homens de Tiro e Sidom lhe haviam trazido grandes quantidades dessa madeira.
5 ଦାଉଦ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମାେ ପୁଅ ଶଲୋମନ ଅଳ୍ପ ବଯସ୍କ ଅଟେ ଓ ଯେଉଁସବୁ ବିଷଯ ସେ ଜାଣିବା ଆବଶ୍ଯକ, ସେ ଏପର୍ୟ୍ଯନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହବୋ ଆବଶ୍ଯକ। ତାହାର ବିଶାଳତା ଓ ସୌନ୍ଦର୍ୟ୍ଯ ସକାେଶ ତାହା ସମସ୍ତ ଦେଶ ରେ ବିଖ୍ଯାତ ହବୋ ଆବଶ୍ଯକ ସେଥିନିମନ୍ତେ ସଦାପ୍ରଭୁ ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି। ତେଣୁ ଦାଉଦ ତାଙ୍କର ମୃତ୍ଯୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନକେ ଯୋଜନା ପ୍ରସ୍ତୁତ କଲେ।
5 Davi disse: “Meu filho Salomão ainda é jovem e inexperiente. Uma vez que o templo do S enhor deve ser um edifício magnífico, famoso e glorioso por todo o mundo, começarei desde já a fazer os preparativos”. Assim, antes de sua morte, Davi juntou grandes quantidades de materiais para a construção.
6 ଏହାପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡ଼କାଇ ପଠାଇଲେ।
6 Então mandou chamar seu filho Salomão e lhe ordenou que construísse um templo para o S enhor , o Deus de Israel.
7 ଦାଉଦ ଶଲୋମନଙ୍କୁ କହିଲେ, ମାରେ ପୁତ୍ର, ମୁଁ ମାରେ ପରମେଶ୍ବର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।
7 Disse-lhe: “Meu filho, eu quis construir um templo em honra ao nome do S enhor , meu Deus,
8 କିନ୍ତୁ ସଦାପ୍ରଭୁ ମାେତେ କହିଲେ, 'ଦାଉଦ, ତୁମ୍ଭେ ଅନକେ ୟୁଦ୍ଧ କରିଅଛ ଓ ଅନକେ ଲୋକଙ୍କୁ ହତ୍ଯା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମ ରେ ମନ୍ଦିର ନିର୍ମାଣ କରିପାରିବ ନାହିଁ।
8 mas o S enhor me disse: ‘Você matou muitos homens nas batalhas em que lutou. Derramou muito sangue diante de mim, por isso não será você quem construirá um templo em honra ao meu nome.
9 କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିଯ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତି ରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗ ରେ ଥିବା ଶତ୍ରୁମାନେ ତାହାକୁ ବ୍ଯତିବ୍ଯସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହବୋ ସମୟରେ ଆମ୍ଭେ ଇଶ୍ରାୟେଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।
9 Contudo, você terá um filho que será um homem de paz. Darei a ele descanso de seus inimigos de todas as terras vizinhas. Seu nome será Salomão, e darei paz e tranquilidade a Israel durante seu reinado.
10 ଶଲୋମନ ଆମ୍ଭ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମାରେ ପୁତ୍ର ହବେ ଏବଂ ଆମ୍ଭେ ତାହାର ପିତା ହବୋ। ଏବଂ ଆମ୍ଭେ ଶଲୋମନର ରାଜ୍ଯକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇଶ୍ରାୟେଲ ଉପରେ ସଦାସର୍ବଦା ରାଜତ୍ବ କରିବ।'
10 Ele construirá um templo em honra ao meu nome. Ele será meu filho, e eu serei seu pai, e eu estabelecerei o trono de seu reino sobre Israel para sempre’.
11 ଦାଉଦ ଆହୁରି ମଧ୍ଯ କହିଲେ, ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତ ରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେପରି କହିଅଛନ୍ତି, ସପରେି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।
11 “Agora, meu filho, que o S enhor seja com você e lhe dê êxito na construção do templo do S enhor , seu Deus, exatamente como ele prometeu a seu respeito.
12 ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଚାଳିତ କରିପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିଯମର ବାଧ୍ଯ ହାଇପୋରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ।
12 E que o S enhor lhe dê sabedoria e entendimento, para que você obedeça à lei do S enhor , seu Deus, ao governar Israel.
13 ସଦାପ୍ରଭୁ ଇଶ୍ରାୟେଲ ନିମନ୍ତେ ମାଶାଙ୍କେୁ ଯେଉଁସବୁ ବ୍ଯବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ଯ ହବୋ ନିମନ୍ତେ ଯତ୍ନ କରିବ, ତବେେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।
13 Você terá êxito se for cuidadoso em obedecer aos decretos e estatutos que o S enhor ordenou a Israel por meio de Moisés. Seja forte e corajoso; não tenha medo nem desanime!
14 ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।
14 “Trabalhei arduamente para providenciar os materiais para a construção do templo do S enhor : 3.500 toneladas de ouro, 35.000 toneladas de prata e tanto ferro e bronze que não se pode pesar. Também juntei madeira e pedra, embora talvez você precise providenciar mais.
15 ତୁମ୍ଭର ଅନକେ ପଥରକଟାଳୀ ଓ ବଢ଼ଇେ ଅଛନ୍ତି। ପ୍ରେତ୍ୟକକ ପ୍ରକାର କାର୍ୟ୍ଯ ରେ ଦକ୍ଷ କାରିଗର ତୁମ୍ଭର ଅଛନ୍ତି।
15 Você tem muitos trabalhadores habilidosos: cortadores de pedra, pedreiros, carpinteiros e artesãos de todo tipo,
16 ସମାନେେ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ ଓ ଲୁହା କାର୍ୟ୍ଯ ରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ଯ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ୟ୍ଯ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।
16 peritos nos trabalhos com ouro, prata, bronze e ferro. Agora comece a obra, e que o S enhor esteja com você!”.
17 ଏହାପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାୟ୍ଯ କରିବା ପାଇଁ ଇଶ୍ରାୟେଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ।
17 Então Davi ordenou a todos os líderes de Israel que ajudassem Salomão nesse projeto.
18 ଦାଉଦ ଏହି ଲୋକମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କର ସହିତ ରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହାଇେଅଛି।
18 “O S enhor , seu Deus, está com vocês”, declarou. “Ele lhes deu descanso das nações ao redor. Entregou-as em minhas mãos, e agora estão sujeitas ao S enhor e ao seu povo.
19 ବର୍ତ୍ତମାନ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦଯ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠା ରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହାପରେ, ନିଯମସିନ୍ଦୁକ ଓ ଅନ୍ଯାନ୍ଯ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ଯକୁ ଆଣ।
19 Agora busquem o S enhor , seu Deus, de todo o coração e de toda a alma. Construam o santuário do S enhor Deus, a fim de trazer a arca da aliança do S enhor e os utensílios sagrados para o templo edificado em honra ao nome do S enhor .”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 22, comparar traduções ou montar um estudo — tudo direto pelo WhatsApp.