1 Crônicas 1

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଆଦମ, ଶେଥ, ଈନୋଶ,
1 Adão, Set, Enós,
2 କଯିନାନ, ମହଲଲଲେ, ଯରେସ,
2 Cainã, Malaleel, Jared,
3 ହନୋକ, ମଥୁଶଲହେ, ଲମେକ, ନୋହ।
3 Henoc, Matusalém,Lamec,
4 ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶମେ, ହାମ, ଯଫେତ୍।
4 Noé, Sem, Cam e Jafet.
5 ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।
5 Filhos de Jafet: Gomer, Magog, Madai, Javã, Tubal, Mosoc e Tiras.
6 ଗୋମରଙ୍କର ପୁତ୍ରମାନେ ଥିଲେ : ଅସ୍ମିନସ୍, ଦୀଫତ୍ ଓ ତୋଗର୍ମ।
6 Filhos de Gomer: Asquenaz, Rifiat, e Togorma.
7 ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍।
7 Filhos de Javã: Elisa, Tarsis, Cetim e Dodanim.
8 ହାମର ସନ୍ତାନମାନେ ଥିଲେ : କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ।
8 Filhos de Cam: Cus, Mesraim, Fut, e Canaã.
9 ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।
9 Filhos de Cus: Saba, Hevila, Sabata, Regma e Sabteca. Filhos de Regma: Saba e Dadã.
10 କୂଶ୍ଙ୍କର ବଂଶଧରମାନଙ୍କ ମଧ୍ଯରୁ ନିମ୍ରୋଦ ନାମକ ଜଣେ ବ୍ଯକ୍ତି ବୃଦ୍ଧିପ୍ରାପ୍ତ ହାଇେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହବୋକୁ ଲାଗିଲା।
10 Cus gerou Nemrod, aquele que por primeiro foi poderoso na terra.
11 ମିଶ୍ରଯୀମ (ମିଶର), ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୂହୀଯମାନଙ୍କର ପିତା ଥିଲେ।
11 Mesraim gerou os ludim, os ananim, os laabim, os neftuim, os fetrusim, os casluim,
12 ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ।
12 dos quais procederam os filisteus e os caftorim.
13 କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର
13 Canaã gerou Sidon, seu primogênito, e Het,
14 ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;
14 os jebuseus, os amorreus e os gergeseus,
15 ହବ୍ବୀଯ, ଅର୍କୀଯ, ସୀନୀଯ ;
15 os heveus, os araceus, os sineus,
16 ଅର୍ବଦୀଯ, ସମାରୀଯ ଓ ହମାତୀଯମାନଙ୍କର ମଧ୍ଯ ପିତା ଥିଲେ।
16 os aradeus, os samareus e os hamateus.
17 ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍।
17 Filhos de Sem: Elão, Assur, Arfaxad, Lud, Arão, Hus, Hul, Geter, e Mosoc.
18 ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା।
18 Arfaxad gerou Sale, o qual gerou Heber.
19 ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍ ; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।
19 Dois filhos nasceram a Heber: um se chamou Faleg, porque a divisão da terra foi em seu tempo, e seu irmão foi chamado Jectã.
20 ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ
20 Jectã gerou Elmodad, Salef, Asarmot,
21 ହଦୋରାମ୍, ଉସଲ, ଦିକ୍ଲା,
21 Jaré, Adorão, Huzal e Decla;
22 ଓବଲ, ଅବୀମାଯଲେ, ଶିବା,
22 Hebal, Abimael, Seba,
23 ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।
23 Ofir, Hevila e Jobab, todos filhos de Jectã.
24 ତେଣୁ ଶମଙ୍କେର ବଂଶଧରଗଣ ଥିଲେ : ଶମେ, ଅର୍ଫକ୍ଷଦ, ଶଲହେ ;
24 De Sem: Arfaxad, Sale,
25 ଏବର, ପଲେଗ୍, ରିଯ ;
25 Heber, Faleg, Ragau,
26 ସରୁଗ୍, ନାହାରେ, ତରହେ,
26 Serug, Nacor, Taré,
27 ଅବ୍ରାମଙ୍କୁ ଅବ୍ରହାମ୍ ବୋଲି କୁହାଯାଉଥିଲା।
27 Abrão, que é Abraão.
28 ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ।
28 Filhos de Abraão: Isaac e Ismael,
29 ସମାନଙ୍କେର ବଂଶଧରଗଣ ଏହିପରି ଥିଲେ :-
29 dos quais a posteridade é a seguinte: Nabaiot, primogênito de Ismael; em seguida, Cedar, Adbeel, Mabsão,
30 ମିଶମ, ଦୂମା, ମସା ; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ।
30 Masma, Duma, Massa, Hadad, Tema,
31 ଏସମସ୍ତେ ଇଶ୍ମାଯଲଙ୍କେର ପୁତ୍ରମାନେ ଥିଲେ।
31 Jetur, Nafis, Cedma, que são os filhos de Ismael.
32 କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ।
32 Filhos de Cetura, concubina de Abraão: ela deu à luz Zimrã, Jecsã, Madã, Madiã, Jesboc e Sué. Filhos de Jecsã: Seba e Dedã.
33 ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।
33 Filhos de Madiã: Efa, Efer, Henoc, Abida e Eldaa, todos filhos de Cetura.
34 ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ : ଏଷୌ ଓ ଇଶ୍ରାୟେଲ।
34 Abraão gerou Isaac. Filhos de Isaac: Esaú e Jacó.
35 ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।
35 Filhos de Esaú: Elifaz, Rauel, Jeus, Ielon e Coré.
36 ଇଲୀଫସଙ୍କର ପୁତ୍ରମାନେ ଥିଲେ : ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ।
36 Filhos de Elifaz: Temã, Omar, Sef, Gatã, Cenez, Tamna, Amalec.
37 ରୁଯଲଙ୍କେର ପୁତ୍ରମାନେ ଥିଲେ : ନହତ୍, ସରହେ, ଶମ୍ମ ଓ ମିସା।
37 Filhos de Rauel: Naat, Zara, Sama e Meza.
38 ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।
38 Filhos de Seir: Lotã, Sobal, Sebeon, Ana, Dison, Eser e Disã.
39 ଲୋଟନର ପୁତ୍ରମାନେ ଥିଲେ : ହୋରି ଓ ହୋମମ୍। ଲୋଟଙ୍କର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।
39 Filhos de Lotã: Hori e Homão. Irmã de Lotã: Tamna.
40 ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍।
40 Filhos de Sobal: Aliã, Manaat, Ebal, Sefi e Onão. Filhos de Sebeon: Aia e Ana. Filho de Ana: Dison.
41 ଅନାର ପୁତ୍ର ଦିଶୋନ୍।
41 Filhos de Dison: Hamrão, Esebã, Jetrã e Carã.
42 ଏତସରଙ୍କର ପୁତ୍ରମାନେ ଥିଲେ : ବିଲ୍ହନ୍, ସାବନ୍ ଓ ୟାକନ୍। ଦୀଶନର ପୁତ୍ରମାନେ ଥିଲେ : ଊସ୍ ଓ ଅରାଣ।
42 Filhos de Eser: Balaa, Zavã e Jacã. Filhos de Disã: Hus e Arã.
43 ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା :
43 Eis os reis que reinaram na terra de Edom, antes que um rei governasse sobre os israelitas. Bela, filho de Beor, cuja cidade se chamava Denaba.
44 ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।
44 Depois da morte de Bela, Jobab, filho de Zaré, de Bosra, reinou em seu lugar.
45 ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।
45 Jobab morreu e Husão, do país dos temanitas, lhe sucedeu.
46 ହୂଶମ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମାୟୋବ ଦେଶ ରେ ମିଦିଯନୀଯଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।
46 Estando Husão morto, subiu ao trono Adad, filho de Badad, que derrotou os madianitas na terra de Moab. Sua cidade se chamava Avit.
47 ହଦଦ୍ଙ୍କର ମୃତ୍ଯୁ ପରେ ସମ୍ଲ ନୂତନ ରାଜା ହେଲେ। ଏହି ସମ୍ଲ ମସ୍ ରକୋରୁ ଆସିଥିଲେ।
47 Adad morreu, e Semla, de Masreca, lhe sucedeu.
48 ସମ୍ଲଙ୍କ ମୃତ୍ଯୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।
48 Semla morreu, e Saul de Roobot, que está situado junto do rio, lhe sucedeu.
49 ଶୌଲ୍ଙ୍କର ମୃତ୍ଯୁ ପରେ କ୍ବୋର ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ।
49 Saul morreu e Balanã, filho de Acobor, lhe sucedeu.
50 ବାଲ୍ହାନନ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦ୍ଙ୍କର ନଗରର ନାମ ଥିଲା ପାଯୀ। ହଦଦ୍ଙ୍କ ସ୍ତ୍ରୀଙ୍କର ନାମ ଥିଲା ମ ହଟେବଲେ। ମ ହଟେବଲେ ମଟ୍ ରଦେରଙ୍କ କନ୍ଯା ଥିଲେ। ମଟ୍ ରଦେର ମଷୋହବଙ୍କର କନ୍ଯା ଥିଲେ।
50 Balanã morreu, e Adad lhe sucedeu. Sua cidade se chamava Fau, e sua mulher Meetabel, filha de Matred, filha de Mesaab.
51 ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା।
51 Morreu Adad. Os governadores de Edom foram: o governador de Tamna, o governador Alva, o governador Jetet,
52 ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିଯା, ୟିଥେତ୍ ଓ ଅହଲୀବାମା, ଏଲା, ପୀ ନୋନ୍,
52 o governador Oolibama, o governador Ela, o governador Finon,
53 କନସ, ତୈମନ, ମିବ୍ସର,
53 o governador Cenez, o governador Temã, o governador Mabsar,
54 ମଗଦୀଯଲେ ଓ ଈରମ୍। ଏହା ହିଁ ଇଦୋମଙ୍କର ଦତାମାନଙ୍କେର ତାଲିକା ଅଟେ।
54 o governador Magdiel, o governador Hirão. Estes são os governadores de Edom.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 1, comparar traduções ou montar um estudo — tudo direto pelo WhatsApp.