1 Crônicas 17
Oriya Bible (GL_ORIYA) vs NTLH
1 ଦାଉଦ ନିଜ ଗୃହକୁ ଫରେିୟିବା ପରେ, ନାଥନ୍ ଭବିଷ୍ଯତବକ୍ତାଙ୍କୁ କହିଲେ, ଦେଖ, ମୁଁ ଦବଦୋରୁ କାଠ ରେ ନିର୍ମିତ ଗୃହ ରେ ବାସ କରୁଅଛି, କିନ୍ତୁ ନିଯମସିନ୍ଦୁକ ଏକ ତମ୍ବୁ ମଧିଅରେ ରହିଅଛି। ମୁଁ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଅଛି।
1 Davi estava morando no seu palácio. Um dia ele mandou chamar o profeta Natã e disse: — Veja só! Eu estou aqui, morando numa casa revestida de madeira de cedro, mas a
2 ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ବର ତୁମ୍ଭ ସହିତ ରେ ଅଛନ୍ତି।
2 Natã respondeu: — Faça tudo o que quiser, pois Deus está com o senhor.
3 କିନ୍ତୁ ସହେି ଦିନ ରାତ୍ରି ରେ ପରମେଶ୍ବରଙ୍କ ବାକ୍ଯ ନାଥନଙ୍କ ନିକଟକୁ ଆସିଲା।
3 Mas naquela noite o Senhor disse a Natã:
4 ପରମେଶ୍ବର କହିଲେ, ୟାଅ ଓ ଏହିସବୁ ବିଷଯ ମାହେର ଦାସ ଦାଉଦକୁ ଜଣାଅ ; ସଦାପ୍ରଭୁ କହନ୍ତି, 'ଦାଉଦ, ଆମ୍ଭେ ଯେଉଁ ଗୃହ ରେ ବାସ କରିବା, ସହେି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।
4 — Vá e diga ao meu servo Davi que eu mandei dizer o seguinte: “Você não é a pessoa que vai construir o templo em que eu vou morar.
5 ଇଶ୍ରାୟେଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ୟ୍ଯନ୍ତ ଆମ୍ଭେ ଗୃହ ମଧିଅରେ 'ବାସ କରି ନାହିଁ। ମୁଁ ତମ୍ବୁ ମଧିଅରେ ରହୁଛି। ମୁଁ ଇଶ୍ରାୟେଲ ନିମନ୍ତେ ନେତା ମନୋନୀତ କରିଥିଲି ସମାନେେ ମଷେପାଳକ ତୁଲ୍ଯ ଥିଲେ।
5 Desde o tempo em que tirei o povo de Israel do Egito até hoje, eu não tenho morado em nenhum templo. Tenho sempre morado numa tenda e mudado de um lugar para outro.
6 ଆମ୍ଭେ ଇଶ୍ରାୟେଲୀୟମାନଙ୍କ ସହିତ ଗଲା ସମୟରେ କବେେ ହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ : ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦବଦୋରୁ କାଠ ରେ ଗୃହ ନିର୍ମାଣ କରି ନାହଁ ?
6 Em todas as minhas viagens com o povo de Israel, nunca perguntei a nenhum dos líderes que escolhi por que razão eles não construíram para mim um templo revestido de cedro.”
7 ବର୍ତ୍ତମାନ, ଏହିସବୁ ବିଷଯ ମାରେ ଦାସ ଦାଉଦକୁ କୁହ : ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ଯରୁ ଓ ମଷେ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇଶ୍ରାୟେଲ ଉପରେ ରାଜା କଲୁ।
7 Portanto, diga ao meu servo Davi que eu, o Senhor Deus Todo-Poderoso, digo o seguinte: “Eu tirei você do trabalho de cuidar de ovelhas nos campos, para que governasse o meu povo de Israel.
8 ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତ ରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖ ରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ଯାତ ଲୋକଙ୍କ ମଧିଅରେ ଜଣେ କରିବା।
8 Estive com você em todos os lugares por onde tem ido e o defendi de todos os seus inimigos conforme você foi avançando. Eu farei com que você seja famoso, tão famoso quanto os maiores líderes do mundo. Escolhi um lugar para o meu povo de Israel e o fiz morar ali, num lugar onde eles viverão sem nunca mais serem perseguidos. Desde que entraram nesta terra, eles têm sido atacados por povos violentos, mas isso não acontecerá mais. Prometo derrotar todos os seus inimigos e dar descendentes a você.
9 ଆମ୍ଭେ ଆମ୍ଭର ଲୋକ ଇଶ୍ରାୟେଲକୁ ଏହି ସ୍ଥାନ ଦଇେଅଛୁ। ସମାନେେ ବୃକ୍ଷ ରୋପଣ କରିବେ ଓ ସହେି ବୃକ୍ଷସବୁର ତଳେ ଶାନ୍ତି ରେ ବସିବେ। ସମାନେେ ଆଉ କୌଣସି ବିଷଯ ରେ ଚିନ୍ତିତ ହବେେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସମାନଙ୍କେୁ ଆଘାତ କରିବେ ନାହିଁ।
9 — ausente —
10 ସହେି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇଶ୍ରାୟେଲର ଯତ୍ନ ନବୋ ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ଯ ପରାଜିତ କରିବା।
10 — ausente —
11 ତୁମ୍ଭେ ଯେତବେେଳେ ମୃତ୍ଯୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ୟିବ, ସେତବେେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ଯରୁ ଜଣେ ନୂତନ ରାଜା ହବେ, ଏବଂ ଆମ୍ଭେ ତା'ର ରାଜ୍ଯକୁ ଶକ୍ତିଶାଳୀ କରିବା।
11 E, quando você morrer e for sepultado ao lado dos seus antepassados, eu colocarei um dos seus filhos como rei e tornarei forte o reino dele.
12 ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ଯଭାର ଦବୋ।
12 Será ele quem construirá um templo para mim, e eu farei com que os seus descendentes governem para sempre.
13 ଆମ୍ଭେ ତାହାର ପିତା ହବୋ ଓ ସେ ଆମ୍ଭର ପୁତ୍ର ହବେ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ଯାହାର କରିନଲେୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ ରମେକୁ ପରିତ୍ଯାଗ କରିବା ନାହିଁ।
13 Eu serei pai dele, e ele será meu filho. Nunca retirarei dele o meu amor, como fiz com Saul, que foi rei antes de você.
14 ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ଯର ଦାଯିତ୍ବ ଦବୋ ଓ ତା'ର ସିଂହାସନ ଚିରକାଳ ତିଷ୍ଠି ରହିବ।'
14 Eu o colocarei como responsável pelo meu povo e pelo meu reino para sempre. A sua descendência real nunca terminará.”
15 ପରମେଶ୍ବର ଯେଉଁ ସମସ୍ତ ବିଷଯ ଓ ଦର୍ଶନ କରାଇଥିଇଲେ, ନାଥନ ସହେିସବୁ ଦାଉଦଙ୍କୁ ଜଣାଇଲେ।
15 E Natã contou a Davi tudo o que Deus lhe havia revelado.
16 ଏହାପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ବସିଲେ। ଦାଉଦ କହିଲେ, ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାେ' ନିମନ୍ତେ ଓ ମାରେ ପରିବାର ନିମନ୍ତେ ଅନକେ ମହାନ୍ କାର୍ୟ୍ଯମାନ କରିଅଛ। ଆଉ ମୁଁ ଜାଣନୋ କାହିଁକି।
16 Então o rei Davi entrou na barraca, sentou-se e orou assim: — Ó
17 ସର୍ବୋପରି, ଭବିଷ୍ଯତ ରେ ମାେ' ପରିବାର ପ୍ରତି କ'ଣ ଘଟିବ, ତାହା ମଧ୍ଯ ତୁମ୍ଭେ ମାେତେ ଜାଣିବାକୁ ଦଲେ। ସତେ ଯେପରି ମୁଁ ଜଣେ ଅତି ମହାନ୍ ବ୍ଯକ୍ତି ଅଟେ, ତୁମ୍ଭେ ମାେ' ପ୍ରତି ସେ ପ୍ରକାର ବ୍ଯବହାର କଲ।
17 E, como se isso ainda fosse pouco, estás fazendo promessas a respeito dos meus descendentes no futuro e tu, ó Senhor Deus, já me estás tratando como um grande homem.
18 ମୁଁ ଆଉ ଅଧିକ କ'ଣ ବା କହିବି ? ତୁମ୍ଭେ ମାେ' ନିମନ୍ତେ ବହୁତ ମହାନ୍ କାର୍ୟ୍ଯମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କବଳେ ତୁମ୍ଭର ଜଣେ ଦାସ ମାତ୍ର ଅଟେ।
18 O que mais posso te dizer? Tu me conheces bem e, no entanto, me honras a mim, teu servo .
19 ହେ ସଦାପ୍ରଭୁ, ତୁମ୍ଭେ ମାେ' ନିମନ୍ତେ ଏହି ଆଶ୍ଚର୍ୟ୍ଯଜନକ କାର୍ୟ୍ଯଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛା ରେ ତାହା କରିଅଛ।
19 Era teu desejo e propósito fazeres isso por mim e me mostrares a minha futura grandeza.
20 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କହେି ନାହାନ୍ତି। ଆଉ କୌଣସି ପରମେଶ୍ବର ନାହାନ୍ତି। ଆଉ କୌଣସି ଦବୋଦବେୀ ଏପରି ମହତ୍ କର୍ମମାନ କରିବା ଆମ୍ଭମାନେେ କବେେ ଶୁଣି ନାହୁଁ।
20 Ó Senhor , não há ninguém igual a ti; nós sempre soubemos que só tu és Deus.
21 ଇଶ୍ରାୟେଲ ପରି ଆଉ କୌଣସି ଦେଶ ଅଛି କି ? ନା ! ଇଶ୍ରାୟେଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ୟ୍ଯ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ୍ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତ ରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀଯମାନଙ୍କୁ ସମାନଙ୍କେ ଦେଶରୁ ତଡ଼ି ଦଲେ।
21 Não há nenhuma outra nação na terra como o teu povo de Israel, que libertaste para ser o teu próprio povo. As grandes e maravilhosas coisas que fizeste por eles tornaram o teu nome famoso em todo o mundo. Tu libertaste o teu povo do Egito e expulsaste as outras nações conforme o teu povo ia avançando.
22 ତୁମ୍ଭେ ଚିରକାଳ ନିମନ୍ତେ ଇଶ୍ରାୟେଲକୁ ଆପଣାର ଲୋକ କରିନଲେ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେର ପରମେଶ୍ବର ହେଲ।
22 Tu fizeste com que o teu povo de Israel fosse teu para sempre e tu, ó Senhor , te tornaste o seu Deus.
23 ହେ ସଦାପ୍ରଭୁ, ତୁମ୍ଭେ ମାେ ନିକଟରେ ଓ ମାରେପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସହେି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର।
23 — E agora, ó Senhor Deus, confirma para sempre a promessa que fizeste a meu respeito e a respeito dos meus descendentes e cumpre o que disseste que ias fazer.
24 ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତବେେ ଲୋକମାନେ ଏହା କହିବେ, ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି।' ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମାରେପରିବାରକୁ ସଦାସର୍ବଦା ତୁମ୍ଭର ସବୋ କରିବା ନିମନ୍ତେ ବଳିଷ୍ଠ କର।
24 A tua fama será grande, e para sempre as pessoas dirão: “O Senhor Todo-Poderoso é o Deus de Israel.” E tu farás com que sempre haja reis entre os meus descendentes.
25 ହେ ମାରେ ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମାେତେ ତମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମାେ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗ ରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି।
25 Ó meu Deus, eu tenho coragem para te fazer esta oração porque revelaste a mim, teu servo, que farás com que os meus descendentes sejam reis.
26 ହେ ସଦାପ୍ରଭୁ ତୁମ୍ଭେ ପରମେଶ୍ବର ଅଟ। ଆଉ ହେ ପରମେଶ୍ବର, ତୁମ୍ଭେ ମାେ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି।
26 Tu, ó Senhor , és Deus e me fizeste essa maravilhosa promessa.
27 ହେ ସଦାପ୍ରଭୁ, ତୁମ୍ଭେ ସ୍ବଯଂ ମାରେ ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମାରେ ପରିବାର ପ୍ରକୃତ ରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହବେ।
27 Eu te peço que abençoes os meus descendentes para que eles continuem a ter sempre a tua proteção. Tu, ó Senhor , os tens abençoado, e que a tua bênção esteja com eles para sempre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 17, comparar traduções ou montar um estudo — tudo direto pelo WhatsApp.