1 Crônicas 14
Oriya Bible (GL_ORIYA) vs NVT
1 ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ ରରଣେ କଲେ। ହୀରମ୍ ଆହୁରି ମଧ୍ଯ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼ଇମାନଙ୍କେୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସମାନଙ୍କେୁ ପଠାଇଲେ।
1 Hirão, rei de Tiro, enviou a Davi mensageiros com madeira de cedro, pedreiros e carpinteiros, para que lhe construíssem um palácio.
2 ଦାଉଦ ଜାଣିପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇଶ୍ରାୟେଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇଶ୍ରାୟେଲ ପାଇଁ ଦାଉଦଙ୍କ ରାଜ୍ଯକୁ ଏକ ବିଶାଳ ରାଜ୍ଯ ରେ ପରିଣତ କଲେ।
2 E Davi compreendeu que o S enhor o havia confirmado como rei sobre Israel e exaltado seu reino por causa de seu povo, Israel.
3 ଦାଉଦ ୟିରୁଶାଲମ ରେ ଆହୁରି ସ୍ତ୍ରୀମାନଙ୍କୁ ବିବାହ କଲେ। ତାଙ୍କର ଆହୁରି ପୁତ୍ର ଓ କନ୍ଯାମାନ ଜନ୍ମିଲେ।
3 Em Jerusalém, Davi tomou para si outras mulheres, que lhe deram mais filhos e filhas.
4 ୟିରୁଶାଲମ ରେ ଜନ୍ମ ହାଇେଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି : ଶମ୍ମଯ, ଶୋବବ, ନାଥନ, ଶଲୋମନ,
4 Estes são os nomes dos filhos de Davi que nasceram em Jerusalém: Samua, Sobabe, Natã, Salomão,
5 ୟିଭର, ଇଲୀଶୂଯ, ଇଲ୍ପଲେଟ୍,
5 Ibar, Elisua, Elpalete,
6 ନୋଗହ, ନଫରୋ, ୟାଫିଯ,
6 Nogá, Nefegue, Jafia,
7 ଇଲୀଶମା, ବୀଲିଯାଦା ଓ ଇଲୀଫଲଟେ।
7 Elisama, Eliada e Elifelete.
8 ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇଶ୍ରାୟେଲର ରାଜା ହବୋ ନିମନ୍ତେ ମନୋନୀତ ହାଇେଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଗଲେ।
8 Quando os filisteus souberam que Davi tinha sido ungido rei de Israel, mobilizaram suas tropas para capturá-lo. Davi, porém, foi informado disso e saiu para enfrentá-los.
9 ପଲେଷ୍ଟୀୟମାନେ ରଫଯୀମ ଉପତ୍ୟକା ରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସମାନଙ୍କେର ଜିନିଷପତ୍ର ଚୋରି କରି ନଇଗେଲେ।
9 Os filisteus chegaram e invadiram o vale de Refaim.
10 ଦାଉଦ ପରମେଶ୍ବରଙ୍କୁ ପଚାରିଲେ, ମୁଁ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟୁଦ୍ଧ କରିବି କି ? ତୁମ୍ଭେ ମାେତେ ସମାନଙ୍କେ ଉପରେ ବିଜଯ ପ୍ରଦାନ କରିବ କି ? ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, ୟାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜଯ ପ୍ରଦାନ କରାଇବା।
10 Então Davi perguntou a Deus: “Devo sair e lutar contra os filisteus? Tu os entregarás em minhas mãos?”. O S
11 ଏହାପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ଫରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, ପରମେଶ୍ବର ମାେ ଦ୍ବାରା ମାେ ଶତ୍ରୁମାନଙ୍କୁ ବନ୍ଯା ବ୍ଯାପିବା ତୁଲ୍ଯ ଧ୍ବଂସ କରିଅଛନ୍ତି। ତେଣୁ ସହେି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା।
11 Então Davi e seus soldados foram a Baal-Perazim e ali derrotaram os filisteus. Davi exclamou: “Por meu intermédio, Deus irrompeu no meio de meus inimigos como uma violenta inundação!”. Por isso, chamou aquele lugar de Baal-Perazim.
12 ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀମ୍ଠା ରେ ସମାନଙ୍କେର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସହେି ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସହେି ପ୍ରତିମାମାନଙ୍କୁ ଜ୍ବଳାଇ ଦବୋ ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।
12 Os filisteus haviam deixado seus ídolos ali, e Davi ordenou que fossem queimados.
13 ପଲେଷ୍ଟୀୟମାନେ ଇଫାଯୀମ୍ ଉପତ୍ୟକା ରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ।
13 Pouco tempo depois, os filisteus voltaram a invadir o vale.
14 ଦାଉଦ ପରମେଶ୍ବରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ବର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ବର କହିଲେ, ଦାଉଦ, ତୁମ୍ଭେ ଯେତବେେଳେ ଆକ୍ରମଣ କରିବ, ସେତବେେଳେ ପଲେଷ୍ଟୀୟମାନଙ୍କ ପେଛ ପେଛ ପର୍ବତ ଉପରକୁ ୟିବ ନାହିଁ। ବରଂ ସମାନଙ୍କେ ଚତୁର୍ଦ୍ଦିଗ ରେ ୟାଇ ତୂତ୍ ବୃକ୍ଷ ଆଢୁ଼ଆଳ ରେ ନିଜକୁ ଲୁଚାଅ।
14 Mais uma vez, Davi consultou a Deus. “Não os ataque pela frente”, respondeu Deus. “Em vez disso, dê a volta por trás deles e ataque-os perto dos álamos.
15 ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ୟୁଦ୍ଧ ୟାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ବର, ତୁମ୍ଭ ସମ୍ମୁଖ ରେ ୟିବା ଓ ପଲେଷ୍ଟୀୟ ସୈନ୍ଯଦଳକୁ ପରାସ୍ତ କରିବା।
15 Quando ouvir um som como de pés marchando por cima dos álamos, saia e ataque! É o sinal de que Deus vai à sua frente para derrotar o exército filisteu.”
16 ପରମେଶ୍ବର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସହେିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ଯଦଳଙ୍କୁ ପରାସ୍ତ କଲେ। ସମାନେେ ଗିବଯେୋନ୍ ସହରଠାରୁ ଗଷେର ସହର ପର୍ୟ୍ଯନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ।
16 Davi fez como Deus ordenou e derrotou os filisteus por todo o caminho, desde Gibeom até Gezer.
17 ତେଣୁ ଦାଉଦ ସବୁଦେଶ ରେ ବିଖ୍ଯାତ ହାଇେ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟକୀଜ କରାଇଲେ।
17 Assim, a fama de Davi se espalhou por toda parte, e o S enhor fez que todas as nações o temessem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 14, comparar traduções ou montar um estudo — tudo direto pelo WhatsApp.