1 Coríntios 8
Oriya Bible (GL_ORIYA) vs BKJ
1 ଏବେ ମୁଁ ମୂର୍ତ୍ତିଗୁଡ଼ିକଠା ରେ ଉତ୍ସର୍ଗୀକୃତ ମାଂସ ବିଷୟ ରେ କହିବି। ଆମ୍ଭେ ଜାଣୁ ଆମ୍ଭ ସମସ୍ତଙ୍କ ପାଖ ରେ ଜ୍ଞାନ ଅଛି। କିନ୍ତୁ ଜ୍ଞାନ ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ।
1 Ora, no tocante às coisas oferecidas aos ídolos, nós sabemos que todos temos conhecimento. O conhecimento envaidece, mas a caridade edifica.
2 କିନ୍ତୁ ପ୍ ରମେ ଅନ୍ୟମାନଙ୍କୁ ବଳିଷ୍ଠ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା' ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍।
2 E, se algum homem pensa que sabe alguma coisa, ele ainda não o sabe como deveria saber.
3 କିନ୍ତୁ ୟିଏ ପରମେଶ୍ବରଙ୍କୁ ପ୍ ରମେ କରେ, ପରମଶ୍ବର ତାହାର ପରିଚୟ ନିଅନ୍ତି।
3 Mas, se algum homem ama a Deus, esse é conhecido dele.
4 ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।
4 No que diz respeito ao comer das coisas oferecidas em sacrifício aos ídolos, nós sabemos que o ídolo nada é no mundo, e que não há outro Deus, somente um.
5 ଆକାଶ ବା ପୃଥିବୀ ରେ ଅନକଗେୁଡ଼ିଏ ତଥା-କଥିତ ଦବେତା ଥାଇ ପାରନ୍ତି (ଲୋକେ ଅନକେ ବସ୍ତୁକୁ ଦବଗେଣ ଓ ପ୍ରଭୁଗଣ ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ବପୂର୍ଣ୍ଣ ନୁହେଁ।)
5 Porque, ainda que haja os que são chamados deuses, quer no céu ou na terra (como há muitos deuses e muitos senhores),
6 କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ବର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆ ସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କବଳେ ଜଣେ। ସେ ଯୀଶୁଖ୍ରୀଷ୍ଟ ଅଟନ୍ତି। ପ୍ରେତ୍ୟକକ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦଇେଛନ୍ତି।
6 todavia, para nós há um só Deus, o Pai, de quem são todas as coisas, e nós nele; e um Senhor, Jesus Cristo, pelo qual são todas as coisas, e nós por ele.
7 କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖ ରେ ନାହିଁ। କେତକେ ଲୋକ ପୂର୍ବ ଅଭ୍ଯାସ ୟୋଗୁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ କି ନୁହେଁ, ଏ ସମ୍ବନ୍ଧ ରେ ସମାନଙ୍କେର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି।
7 Todavia não há este conhecimento em todos os homens; porque alguns, conscientes do ídolo, até agora comem coisas oferecidas ao ídolo; e a sua consciência, sendo fraca, é contaminada.
8 ଖାଦ୍ୟ ଆମକୁ ପରମେଶ୍ବରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ବାରା ପରମେଶ୍ବରଙ୍କ ସହ ଆମର ସମ୍ପର୍କ ରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ବାରା ଆମ୍ଭର କିଛି ଲାଭ ମଧ୍ଯ ହୁଏ ନାହିଁ।
8 Mas o alimento não nos faz mais aceitos ante Deus, porque se comemos não somos melhores, se não comemos, não somos piores.
9 କିନ୍ତୁ ନିଜର ସ୍ବାଧୀନତା ବିଷୟ ରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ବାଧୀନତା, ଦୁର୍ବଳ ବିଶ୍ବାସୀମାନଙ୍କୁ ପାପରେ ନ ପକାଉ।
9 Mas tomeis cuidado para que essa liberdade não se torne de alguma maneira pedra de tropeço para os fracos.
10 ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦବେ ମନ୍ଦିର ଭୋଜନ ଶାଳା ରେ ବସି ଖାଇବା ପାଇଁ ଉଚିତ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ବାସୀ, ସଠାେରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ ଜାଣି ମଧ୍ଯ ଏହାକୁ ଖାଇବ।
10 Pois, se alguém te vir a ti, que tens conhecimento, sentado à mesa no templo dos ídolos, não será a consciência do que é fraco motivada a comer das coisas que são oferecidas aos ídolos?
11 ଅତଏବ ସହେି ଦୁର୍ବଳ ବିଶ୍ବାସୀ ଯାହା ନିମନ୍ତେ ଯୀଶୁଖ୍ରୀଷ୍ଟ ପ୍ରାଣ ତ୍ଯାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାଯୀ ହବେ।
11 E, por teu conhecimento, perecerá o irmão fraco, pelo qual Cristo morreu?
12 ତୁମ୍ଭମାନେେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧ ରେ ପାପ କରୁଛ, ଓ ସମାନେେ ଭୁଲ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସମାନଙ୍କେ ବିବକେକୁ ଆଘାତ ଦେଉଛ। ଏହା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ ମଧ୍ଯ ପାପ କରୁଛ।
12 Mas, pecando assim contra os irmãos, e ferindo a sua fraca consciência, pecais contra Cristo.
13 ଯଦି ମାରେ ମାଂସ ଖାଇବା ଦ୍ବାରା ମାେ ଭାଇ ପାପରେ ପଡ଼ିବ, ତା' ହେଲେ ମୁଁ ଭବିଷ୍ଯତ ରେ ଆଉ ମାଂସ ଖାଇବି ନାହିଁ। ଏପ୍ରକା ରେ ମୁଁ ମାେ ଭାଇର ବିଘ୍ନର କାରଣ ହବେି ନାହିଁ।
13 Portanto, se a comida ofender ao meu irmão, eu não comerei carne enquanto no mundo estiver, para que meu irmão não se ofenda.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 8, comparar traduções ou montar um estudo — tudo direto pelo WhatsApp.