1 Coríntios 7

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଏବେ ମୁଁ ତୁମ୍ଭମାନେେ ଲେଖିଥିବା ବିଷୟଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ।
1 Quanto ao que me escrevestes, é bom que o homem não toque em mulher;
2 କିନ୍ତୁ ୟୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରେତ୍ୟକକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସହେିଭଳି ପ୍ରେତ୍ୟକକ ସ୍ତ୍ରୀର ନିଜ ସ୍ବାମୀ ଥିବା ଉଚିତ୍।
2 mas, por causa da impureza, cada um tenha a sua própria esposa, e cada uma, o seu próprio marido.
3 ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ଯ ଦବୋ ଉଚିତ୍।
3 O marido conceda à esposa o que lhe é devido, e também, semelhantemente, a esposa, ao seu marido.
4 ପତ୍ନୀର ତା' ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା' ସ୍ବାମୀର ଅଧିକାର ଅଛି। ସହେିଭଳି ସ୍ବାମୀର ତା' ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି।
4 A mulher não tem poder sobre o seu próprio corpo, e sim o marido; e também, semelhantemente, o marido não tem poder sobre o seu próprio corpo, e sim a mulher.
5 ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁ ହେଁ ପ୍ରାର୍ଥନା ରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହାଇେ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା' ପରେ ପୁନର୍ବାର ଏକାଠି ହୁଅ, ଯା'ଦ୍ବାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନଇେ ତୁମ୍ଭମାନଙ୍କୁ ପ୍ରଲୋଭିତ କରିପାରିବ ନାହିଁ।
5 Não vos priveis um ao outro, salvo talvez por mútuo consentimento, por algum tempo, para vos dedicardes à oração e, novamente, vos ajuntardes, para que Satanás não vos tente por causa da incontinência.
6 ମାରେ ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି।
6 E isto vos digo como concessão e não por mandamento.
7 ମୁଁ ଇଚ୍ଛା କରେ ଯେ, ସମସ୍ତେ ମାେ ଭଳି ରୁହନ୍ତୁ। କିନ୍ତୁ ପ୍ରେତ୍ୟକକ ଲୋକକୁ ପରମେଶ୍ବରଙ୍କଠାରୁ ଏକ ବିଶଷେ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା' ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
7 Quero que todos os homens sejam tais como também eu sou; no entanto, cada um tem de Deus o seu próprio dom; um, na verdade, de um modo; outro, de outro.
8 ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସମାନେେ ମାେ ଭଳି ଏକାକୀ ରହି ପାରିବେ, ତା' ହେଲେ ଭଲ।
8 E aos solteiros e viúvos digo que lhes seria bom se permanecessem no estado em que também eu vivo.
9 କିନ୍ତୁ ଯଦି ସମାନେେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା' ହେଲେ ସମାନେେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନି ରେ ପୋଡ଼ି ହବୋ ଅପେକ୍ଷା ବିବାହ କରିବା ଉତ୍ତମ।
9 Caso, porém, não se dominem, que se casem; porque é melhor casar do que viver abrasado.
10 ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।
10 Ora, aos casados, ordeno, não eu, mas o Senhor, que a mulher não se separe do marido
11 ଯେ ପତ୍ନୀ ନିଜ ପତିରକୁ କବେେ ହେଲେ ଛାଡ଼ିବା ଉଚିତ ନୁହେଁ, କିନ୍ତୁ ଯଦି ପତ୍ନୀ ପତିକୁ ଛାଡ଼େ, ତା' ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶି ୟିବା ଉଚିତ୍। ଠିକ୍ ସହେିଭଳି ପତି ମଧ୍ଯ ନିଜ ପତ୍ନୀକୁ ଛାଡ଼ପତ୍ର ଦବୋ ଉଚିତ୍ ନୁହେଁ।
11 (se, porém, ela vier a separar-se, que não se case ou que se reconcilie com seu marido); e que o marido não se aparte de sua mulher.
12 ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କ ହେ (ଏହା ମାରେ କଥା, ପ୍ରଭୁଙ୍କର ନୁହେଁ) : ଯଦି କୌଣସି ଖ୍ରୀଷ୍ଟୀୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ବାସୀନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା' ହେଲେ ପତି ତାକୁ ତ୍ଯାଗ କରିବା ଉଚିତ୍ ନୁହେଁ।
12 Aos mais digo eu, não o Senhor: se algum irmão tem mulher incrédula, e esta consente em morar com ele, não a abandone;
13 ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ବାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା' ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦବୋ ଅନୁଚିତ।
13 e a mulher que tem marido incrédulo, e este consente em viver com ela, não deixe o marido.
14 ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ନ କରୁଥବା ପତି, ତା'ର ବିଶ୍ବାସ କରୁଥିବା ପତ୍ନୀ ମାଧ୍ଯମ ରେ ପବିତ୍ର କରାଯାଇଅଛି। ସହେିଭଳି ବିଶ୍ବାସ ନ କରୁଥିବା ପତ୍ନୀ, ତା' ବିଶ୍ବାସ କରୁଥିବା ପତି ମାଧ୍ଯମ ରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ଯ ହାଇେ ନଥାନ୍ତା, ତା' ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହାଇେ ନ ଥାନ୍ତେ। କିନ୍ତୁ ସମାନେେ ଏବେ ପବିତ୍ର ଅଟନ୍ତି।
14 Porque o marido incrédulo é santificado no convívio da esposa, e a esposa incrédula é santificada no convívio do marido crente. Doutra sorte, os vossos filhos seriam impuros; porém, agora, são santos.
15 ତଥାପି ଯଦି ଜଣେ ଅବିଶ୍ବାସୀ, ଜଣେ ବିଶ୍ବାସୀଠାରୁ ଅଲଗା ହବୋକୁ ଇଚ୍ଛା କରେ, ତା' ହେଲେ ସେ ଅଲଗା ହାଇପୋ ରେ। ଯେତବେେଳେ ଏପରି ଘଟିବ, ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହବେେ। ପରମେଶ୍ବର ତୁମ୍ଭମାନଙ୍କୁ ଶାନ୍ତି ରେ ରହିବାକୁ ଆହ୍ବାନ ଦଇେଛନ୍ତି।
15 Mas, se o descrente quiser apartar-se, que se aparte; em tais casos, não fica sujeito à servidão nem o irmão, nem a irmã; Deus vos tem chamado à paz.
16 ପତ୍ନୀଗଣା ହୁଏତ ତୁମ୍ଭମାନେେ ନିଜର ରକ୍ଷା କରି ପାରିବ; ପତିଗଣ ! ହୁଏତ ତୁମ୍ଭମାନେେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ଯତ ରେ କ'ଣ ଘଟିବ, ଏହା ତୁମ୍ଭମାନେେ ଏବେ ଜାଣି ନାହଁ।
16 Pois, como sabes, ó mulher, se salvarás teu marido? Ou, como sabes, ó marido, se salvarás tua mulher?
17 ପ୍ରଭୁ ତୁମକୁ ଆହ୍ବାନ କଲା ବେଳେ ଯେଉଁ ପ୍ରକାର ଜୀବନ ଯାପନ କରିବା ପାଇଁ ଚାଳନା ଦେଉଛନ୍ତି, ପ୍ରେତ୍ୟକକ ଲୋକ ସହେିଭଳି ଜୀବନ ଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦଶେ ଦିଏ।
17 Ande cada um segundo o Senhor lhe tem distribuído, cada um conforme Deus o tem chamado. É assim que ordeno em todas as igrejas.
18 ପରମେଶ୍ବରଙ୍କ ଆହ୍ବାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହାଇେ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ ନୁହେଁ। ଯଦି ଜଣେ ଆହ୍ବାନ ପାଇବା ବେଳେ ସୁନ୍ନତ ହାଇେ ନାହିଁ, ତା'ର ମଧ୍ଯ ସୁନ୍ନତ ହବୋ ଉଚିତ୍ ନୁହେଁ।
18 Foi alguém chamado, estando circunciso? Não desfaça a circuncisão. Foi alguém chamado, estando incircunciso? Não se faça circuncidar.
19 ଜଣେ ସୁନ୍ନତ ହାଇେଛି ବା ନାହିଁ, ତାହା ବଡ଼ ବିଷୟ ନୁହେଁ, ମାତ୍ର ପରମେଶ୍ବରଙ୍କର ଆତ୍ମାଙ୍କୁ ମାନିବା ବଡ଼ ବିଷୟ।
19 A circuncisão, em si, não é nada; a incircuncisão também nada é, mas o que vale é guardar as ordenanças de Deus.
20 ପରମେଶ୍ବର ଆହ୍ବାନ କଲା ବେଳେ ଯେ ଯେଉଁ ଅବସ୍ଥା ରେ ଥିଲ, ସେ ସଭେଳି ଥାଉ।
20 Cada um permaneça na vocação em que foi chamado.
21 ଯଦି ପରମେଶ୍ବର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥା ରେ ଡ଼ାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭମାନେେ ସ୍ବାଧୀନ ହାଇପୋର, ତାହାହେଲେ ସହେି ସୁଯୋଗର ବ୍ଯବହାର କର।
21 Foste chamado, sendo escravo? Não te preocupes com isso; mas, se ainda podes tornar-te livre, aproveita a oportunidade.
22 କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ବାନ କଲା ବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠା ରେ ସ୍ବାଧୀନ ଲୋକ। ସହେି ପ୍ରକାର ସ୍ବାଧୀନ ଲୋକ ଥିଲା ବେଳେ ପ୍ରଭୁ ଯାହାକୁ ଆହ୍ବାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ।
22 Porque o que foi chamado no Senhor, sendo escravo, é liberto do Senhor; semelhantemente, o que foi chamado, sendo livre, é escravo de Cristo.
23 ପରମେଶ୍ବର ମୂଲ୍ଯ ଦଇେ ତୁମ୍ଭମାନଙ୍କୁ କିଣିଛନ୍ତି। ତେଣୁ ମନୁଷ୍ଯମାନଙ୍କ କ୍ରୀତଦାସ ହୁଅ ନାହିଁ।
23 Por preço fostes comprados; não vos torneis escravos de homens.
24 ଅତଏବ ମଣିଷମାନଙ୍କର ଦାସ ହୁଅ ନାହିଁ। ଭାଇ ଓ ଭଉଣୀମାନେ ! ଆହ୍ବାନ ହେଲା ବେଳେ ଯେ ଯେଉଁ ଅବସ୍ଥା ରେ ଥିଲା, ପରମେଶ୍ବରଙ୍କ ସହ ନୂତନ ଜୀବନ ଲାଭ କରି, ସେ ସହେିପରି କାର୍ୟ୍ଯ କରୁ।
24 Irmãos, cada um permaneça diante de Deus naquilo em que foi chamado.
25 ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟ ରେ କହୁଛି। ଏ ବିଷୟ ରେ ପ୍ରଭୁଙ୍କଠାରୁ ମାେତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମାେ ପ୍ରତି ଦୟା ଦଖାଇେ ଥିବାରୁ ଓ ମୁଁ ବିଶ୍ବାସଭାଜନ ହାଇେ ଥିବାରୁ, ମୁଁ ମାରେ ମତାମତ ଦେଉଛି।
25 Com respeito às virgens, não tenho mandamento do Senhor; porém dou minha opinião, como tendo recebido do Senhor a misericórdia de ser fiel.
26 ଏହା ସଙ୍କଟର ସମୟ। ଅତଏବ, ମାେ ମତ ରେ ତୁମ୍ଭେ ଯେପରି ଅଛ ସହେିପରି ରହିବା ଉତ୍ତମ।
26 Considero, por causa da angustiosa situação presente, ser bom para o homem permanecer assim como está.
27 ଯଦି ତୁମ୍ଭମାନେେ ବିବାହିତ, ତବେେ ପତ୍ନୀଠାରୁ ମୁକ୍ତ ହବୋକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହାଇେ ନାହିଁ, ତବେେ ପତ୍ନୀଟିଏ ଖାଜେିବା ପାଇଁ ଚେଷ୍ଟା କର ନାହିଁ।
27 Estás casado? Não procures separar-te. Estás livre de mulher? Não procures casamento.
28 କିନ୍ତୁ ଯଦି ତୁମ୍ଭମାନେେ ବିବାହ କରିବା ପାଇଁ ମନସ୍ଥ କରିଛ, ତବେେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ଯା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସମାନେେ ଏହି ଜୀବନ ରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।
28 Mas, se te casares, com isto não pecas; e também, se a virgem se casar, por isso não peca. Ainda assim, tais pessoas sofrerão angústia na carne, e eu quisera poupar-vos.
29 ଭାଇ ଓ ଭଉଣୀମାନେ ! ମାରେ କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହାପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସମାନେେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସମାନଙ୍କେ ପତ୍ନୀ ନାହିଁ।
29 Isto, porém, vos digo, irmãos: o tempo se abrevia; o que resta é que não só os casados sejam como se o não fossem;
30 ଯେଉଁମାନେ ଦୁଃଖି ସମାନେେ ଦୁଃଖି ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସମାନେେ ଏପରି ରୁହନ୍ତୁ ଯେପରି ସୁଖୀ ନୁହଁନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସମାନେେ ନିଜ ପାଖ ରେ କିଛି ନ ଥିଲା ଭଳି ରୁହନ୍ତୁ।
30 mas também os que choram, como se não chorassem; e os que se alegram, como se não se alegrassem; e os que compram, como se nada possuíssem;
31 ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ଯବହାର କରୁଛନ୍ତି, ସମାନେେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସମାନଙ୍କେ ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହିଃକ ବିଷୟ ସବୁ ଶୀଘ୍ର ଲୋପ ପାଇବ।
31 e os que se utilizam do mundo, como se dele não usassem; porque a aparência deste mundo passa.
32 ତୁମ୍ଭମାନେେ ଯେପରି ଚିନ୍ତା ନ କର ଏହା ମାରଇେଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମ ରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ।
32 O que realmente eu quero é que estejais livres de preocupações. Quem não é casado cuida das coisas do Senhor, de como agradar ao Senhor;
33 କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟ ରେ ଲିପ୍ତ ରହି ତା'ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ଯସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ଯାନ ଦିଅ : ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ଯା ପ୍ରଭୁଙ୍କ ପାଇଁ ସମୟ ଦିଏ।
33 mas o que se casou cuida das coisas do mundo, de como agradar à esposa,
34 ସେ ତା'ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠା ରେ ସମର୍ପିତ କରିପା ରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତା ରେ ମାତି ରହି, ନିଜ ସ୍ବାମୀକୁ ସନ୍ତୁଷ୍ଟ କରିବା ରେ ବ୍ଯସ୍ତ ରୁ ହେ।
34 e assim está dividido. Também a mulher, tanto a viúva como a virgem, cuida das coisas do Senhor, para ser santa, assim no corpo como no espírito; a que se casou, porém, se preocupa com as coisas do mundo, de como agradar ao marido.
35 ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭମାନେେ ନିଜକୁ କୌଣସି ଅନ୍ୟ କାମ ରେ ନ ଲଗାଇ, ସୂର୍ଣ୍ଣ ଭାବରେ ପ୍ରଭୁଙ୍କଠା ରେ ସମର୍ପଣ କର।
35 Digo isto em favor dos vossos próprios interesses; não que eu pretenda enredar-vos, mas somente para o que é decoroso e vos facilite o consagrar-vos, desimpedidamente, ao Senhor.
36 ଯଦି କହେି ନିଜର କନ୍ଯା ଗତବୟସ୍କା ହବୋର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ଯା ପ୍ରତି ଉଚିତ୍ ବ୍ଯବହାର କରୁ ନାହିଁ, ଓ ଭାବେ ଯେ କନ୍ଯାର ବିବାହ ଆବଶ୍ଯକ, ତବେେ ସେ ଯେପରି ଚା ହେଁ ସପରେି କରିପା ରେ। ସମାନଙ୍କେର ବିବାହ କରିଦବୋ ଉଚିତ୍। ଏହା ପାପ ନୁହେଁ।
36 Entretanto, se alguém julga que trata sem decoro a sua filha, estando já a passar-lhe a flor da idade, e as circunstâncias o exigem, faça o que quiser. Não peca; que se casem.
37 କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପା ରେ ଯେ ବାହା ହବୋ ଦରକାର ନାହିଁ। ତାହାହେଲେ ସେ ଯାହା ଚା ହେଁ ତାହା କରିବା ପାଇଁ ସ୍ବାଧୀନତା ପାଇଛି। ଯଦି ସେ ଗ୍ଭ ହେଁ ତାହାର ମନ ରେ ଯେ ସେ ତାହାର କନ୍ଯାକୁ ବିବାହ ଦବେ ନାହିଁ, ସେ ଉଚିତ୍ କରୁଛିା
37 Todavia, o que está firme em seu coração, não tendo necessidade, mas domínio sobre o seu próprio arbítrio, e isto bem-firmado no seu ânimo, para conservar virgem a sua filha, bem fará.
38 ଅତଏବ ୟିଏ ନିଜର କୁମାରୀ କନ୍ଯାର ବିବାହ କରାଉଛି, ସେ ଭଲ କରୁଛି ଓ ୟିଏ କୁମାରୀ କନ୍ଯାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।
38 E, assim, quem casa a sua filha virgem faz bem; quem não a casa faz melhor.
39 ଜଣେ ସ୍ବାମୀ ଜୀବିତ ଥିବା ପର୍ୟ୍ଯନ୍ତ ସେ ତା' ସହିତ ରହିବା ପାଇଁ ବାଧ୍ଯ। ସ୍ବାମୀ ମରିଗଲା ପରେ ସେ ଯେ କୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ବାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପର୍ଣ୍ଣ ବିଶ୍ବସ୍ତ ହବୋ ଉଚିତ୍।
39 A mulher está ligada enquanto vive o marido; contudo, se falecer o marido, fica livre para casar com quem quiser, mas somente no Senhor.
40 ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା' ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମାରେ ମତ। ମୁଁ ବିଶ୍ବାସ କରେ ଯେ ମାେ ପାଖ ରେ ମଧ୍ଯ ପରମେଶ୍ବରଙ୍କ ଆତ୍ମା ଅଛି।
40 Todavia, será mais feliz se permanecer viúva, segundo a minha opinião; e penso que também eu tenho o Espírito de Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 7, comparar traduções ou montar um estudo — tudo direto pelo WhatsApp.