1 Coríntios 6

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଯେତବେେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ବାସୀ ବିରୁଦ୍ଧ ରେ ଅଭିଯୋଗ ଥାଏ, ସେତବେେଳେ ତୁମ୍ଭମାନେେ କାହିଁକି ବିଚାରାଳୟର ବିଚାରପତି ନିକଟକୁ ଯାଅ ? ପରମେଶ୍ବରଙ୍କ ଦୃଷ୍ଟି ରେ ସମାନେେ ଧାର୍ମିକ ନୁହଁନ୍ତି। ତେଣୁ ସୁବିଚାର ନିମନ୍ତେ ପରମେଶ୍ବରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ୟିବାକୁ ଲଜ୍ଜାବୋଧ ହୁଏ ନାହିଁ କି ?
1 Quando algum de vocês tem um desentendimento com outro irmão, como se atreve a recorrer a um tribunal e pedir que injustos decidam a questão em vez de levá-la ao povo santo?
2 ତୁମ୍ଭମାନେେ ଅବଶ୍ଯ ଜାଣିଛ ଯେ ପରମେଶ୍ବରଙ୍କର ଲୋକମାନେ ଜଗତର ବିଚାର କରିବେ। ଅତଏବ, ଯଦି ତୁମ୍ଭମାନେେ ଜଗତର ବିଚାର କରିବ, ତା' ହେଲେ ଏହି ଭଳି େଛାଟ େଛାଟ କଥାଗୁଡ଼ିକର ବିଚାର କ'ଣ ତୁମ୍ଭମାନେେ କରିପାରିବ ନାହିଁ ?
2 Vocês não sabem que um dia nós, os santos, julgaremos o mundo? E, uma vez que vocês julgarão o mundo, acaso não são capazes de decidir entre vocês nem mesmo essas pequenas causas?
3 ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଭବିଷ୍ଯତ ରେ ଆମ୍ଭେ ସ୍ବର୍ଗଦୂତମାନଙ୍କର ମଧ୍ଯ ବିଚାର କରିବା। ତା' ହେଲେ ନିଶ୍ଚିତ ରେ ତୁମ୍ଭମାନେେ ଏହି ଜାଗତିକି ବିଷୟ ଗୁଡ଼ିକର ବିଚାର କରିପାରିବ।
3 Não sabem que julgaremos os anjos? Que dizer, então, dos desentendimentos corriqueiros desta vida?
4 ଅତଏବ, ଯଦି ତୁମ୍ଭମାନଙ୍କ ଭିତ ରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭମାନେେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ୟିବ ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗଣ୍ଯ।
4 Se vocês têm conflitos legais, por que levá-los para fora da igreja, a juízes que não fazem parte dela?
5 ମୁଁ ତୁମ୍ଭକୁ ଲଜ୍ଜା ଦବୋ ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ବାସୀ ଭାଇମାନଙ୍କ ମଧିଅରେ ଥିବା ବିବାଦର ବିଚାର କରିବାକୁ ତୁମ୍ଭମାନଙ୍କ ଭିତ ରେ କ'ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ ?
5 Digo isso para envergonhá-los. Ninguém entre vocês tem sabedoria suficiente para resolver essas questões?
6 କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧ ରେ ଅଦାଲତକୁ ଯାଉଛି, ଓ ଅବିଶ୍ବାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।
6 Em vez disso, um irmão processa outro irmão diante dos descrentes!
7 ତୁମ୍ଭମାନଙ୍କ ଭିତ ରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭମାନେେ ପରାଜିତ ହାଇେ ସାରିଛ। ତା' ଅପେକ୍ଷା ଅନ୍ୟ କହେି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଥିଲେ ଭଲ ହାଇେଥାନ୍ତା।
7 O simples fato de terem essas ações judiciais entre si já é uma derrota para vocês. Por que não aceitar a injustiça sofrida? Por que não arcar com o prejuízo?
8 ତା' ପରିବର୍ତେ ତୁମ୍ଭମାନେେ ନିଜେ ନିଜ ପ୍ରତି ଅନ୍ଯାୟ କରୁଛ ଓ ଠକୁଛ। ଖ୍ରୀଷ୍ଟ ରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ଯ ଅନ୍ଯାୟ କରୁଛ।
8 Em vez disso, vocês mesmos cometem injustiças e causam prejuízos até contra os próprios irmãos.
9 ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।
9 Vocês não sabem que os injustos não herdarão o reino de Deus? Não se enganem: aqueles que se envolvem em imoralidade sexual, adoram ídolos, cometem adultério, se entregam a práticas homossexuais,
10 ଯେଉଁମାନେ ୟୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ଯଭିଚାରୀ, ସମଲିଙ୍ଗୀ, ସ୍ବାର୍ଥପର, ଚୋର, ମଦୁଆ, ପରନିନ୍ଦକ ଓ ଠକୁଆ, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହବେେ ନାହିଁ।
10 são ladrões, avarentos, bêbados, insultam as pessoas ou exploram os outros não herdarão o reino de Deus.
11 ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।
11 Alguns de vocês eram assim, mas foram purificados e santificados, declarados justos diante de Deus no nome do Senhor Jesus Cristo e pelo Espírito de nosso Deus.
12 ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି। କିନ୍ତୁ ପ୍ରେତ୍ୟକକ ବିଷୟ ଭଲ ନୁହେଁ। ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି କିନ୍ତୁ ମାେ ଉପରେ କତ୍ତୃର୍ତ୍ବ କରିବାକୁ ମୁଁ କାହାକୁ ଦବେି ନାହିଁ।
12 “Tudo me é permitido”, mas nem tudo convém. “Tudo me é permitido”, mas não devo me tornar escravo de nada.
13 ଖାଦ୍ୟ ପଟେ ପାଇଁ ଓ ପଟେ ଖାଦ୍ୟ ପାଇଁ ଅଟେ। ଏ କଥା ଠିକ୍, କିନ୍ତୁ ପରମେଶ୍ବର ଏ ଦୁହିଁକୁ ନାଶ କରିବେ। ଶରୀର ୟୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି।
13 “Os alimentos foram feitos para o estômago, e o estômago para os alimentos.” É verdade, mas um dia Deus acabará com os dois. Vocês, contudo, não podem dizer que nosso corpo foi feito para a imoralidade sexual. Ele foi feito para o Senhor, e o relacionamento que o Senhor tem conosco inclui nosso corpo.
14 ପରମେଶ୍ବର କବଳେ ପ୍ରଭୁଙ୍କୁ ମୃତ୍ଯୁରୁ ପୂର୍ନରୁଥିତ କରି ନାହାଁନ୍ତି, ବରଂ ନିଜର ଶକ୍ତି ଦ୍ବାରା ସେ ଆମ୍ଭମାନଙ୍କୁ ମଧ୍ଯ ମୃତ୍ଯୁରୁ ପୂର୍ନରୁଥିତ କରିବେ।
14 Portanto, Deus nos ressuscitará dos mortos por seu poder, assim como ressuscitou o Senhor.
15 ତୁମ୍ଭମାନେେ କ'ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶଷେ ? ତା' ହେଲେ ତୁମ୍ଭମାନେେ କ'ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନଇୟିବେି, ଓ ସଗେୁଡ଼ିକୁ କୌଣସି ବେଶ୍ଯାର ଅଙ୍ଗ କରି ଦବେି ? କବେେ ନୁହେଁ।
15 Vocês não sabem que seu corpo é, na realidade, membro de Cristo? Acaso um homem deve tomar seu corpo, que faz parte de Cristo, e uni-lo a uma prostituta? De maneira nenhuma!
16 ଶାସ୍ତ୍ର ରେ ଲଖାେଅଛି ଉଭୟ ଏକ ହବେେ। ଅତଏବ ତୁମ୍ଭମାନେେ ଜାଣିବା ଉଚିତ୍ ଯେ ବେଶ୍ଯାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା' ସହିତ ଏକ ହୁଏ।
16 E vocês não sabem que se um homem se une a uma prostituta ele se torna um corpo com ela? Pois as Escrituras dizem: “Os dois se tornam um só”.
17 କିନ୍ତୁ ଯେଉଁଲୋକ ପ୍ରଭୁଙ୍କ ସଙ୍ଗ ରେ ରହେ ସେ ଆତ୍ମା ରେ ତାହାଙ୍କ ସହିତ ଏକ ହୁଏ।
17 Mas a pessoa que se une ao Senhor tem com ele uma união de espírito.
18 ଅତଏବ ୟୌନଗତ ପାପଠାରୁ ଦୂର ରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହା ରେ କରେ। କିନ୍ତୁ ୟୌନଗତ ପାପ ଦ୍ବାରା ସେ ନିଜ ଶରୀର ବିରୁଦ୍ଧ ରେ ପାପ କରେ।
18 Fujam da imoralidade sexual! Nenhum outro pecado afeta o corpo como esse, pois a imoralidade sexual é um pecado contra o próprio corpo.
19 ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।
19 Vocês não sabem que seu corpo é o templo do Espírito Santo, que habita em vocês e lhes foi dado por Deus? Vocês não pertencem a si mesmos,
20 କାରଣ ପରମେଶ୍ବର ତୁମ୍ଭମାନଙ୍କୁ ମୂଲ୍ଯ ଦଇେ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ଯମ ରେ ପରମେଶ୍ବରଙ୍କୁ ଗୌରବ ଦିଅ।
20 pois foram comprados por alto preço. Portanto, honrem a Deus com seu corpo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 6, comparar traduções ou montar um estudo — tudo direto pelo WhatsApp.