1 Coríntios 5
Oriya Bible (GL_ORIYA) vs ACF
1 ଲୋକେ ପ୍ରକୃତ ରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ୟୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ବରଙ୍କୁ ନ ଜାଣିଥିବା ଲୋକମାନଙ୍କ ଠା ରେ ମଧ୍ଯ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,
1 Geralmente se ouve que há entre vós fornicação, e fornicação tal, que nem ainda entre os gentios se nomeia, como é haver quem possua a mulher de seu pai.
2 ତଥାପି ମଧ୍ଯ ତୁମ୍ଭମାନେେ ଏହିସବୁ ପାଇଁ ଗର୍ବୀ। ତୁମ୍ଭମାନେେ ଏଥିପାଇଁ ଦୁଃଖିତ ହବୋ ଉଚିତ୍। ୟିଏ ଏପରି ବ୍ଯଭିଚାର କରିଛି, ତାହାକୁ ତୁମ୍ଭ ଦଳରୁ ବାହାର କରି ଦବୋ ଉଚିତ୍।
2 Estais ensoberbecidos, e nem ao menos vos entristecestes por não ter sido dentre vós tirado quem cometeu tal ação.
3 ମୁଁ ସ୍ବଶରୀର ରେ ତୁମ୍ଭମାନଙ୍କ ପାଖ ରେ ନାହିଁ କିନ୍ତୁ ଆତ୍ମା ରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଚାର କରିଥାଆନ୍ତି, ସପରେି ମୁଁ ବିଚାର କରି ସାରିଛି।
3 Eu, na verdade, ainda que ausente no corpo, mas presente no espírito, já determinei, como se estivesse presente, que o que tal ato praticou,
4 ଆମ୍ଭର ପ୍ରଭୁ ଯୀଶୁଙ୍କ ନାମ ରେ ତୁମ୍ଭମାନେେ ଏକତ୍ର ହୁଅ।
4 Em nome de nosso Senhor Jesus Cristo, juntos vós e o meu espírito, pelo poder de nosso Senhor Jesus Cristo,
5 ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭମାନେେ ପ୍ରଭୁଯୀଶୁଙ୍କ ଶକ୍ତି ରେ ଏହି ଲୋକକୁ ଶୟତାନ ହସ୍ତ ରେ ସମର୍ପଣ କରିଦିଅ, ୟଦ୍ଦ୍ବାରା ତାର ପାପର ଶରୀର ନଷ୍ଟ ହାଇଯେିବ। ତା' ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନ ରେ ରକ୍ଷା ପାଇ ପାରିବ।
5 Seja, este tal, entregue a Satanás para destruição da carne, para que o espírito seja salvo no dia do Senhor Jesus.
6 ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭମାନେେ ଏହି ଉକ୍ତି ବିଷୟ ରେ ଜାଣିଛ ଯେ, ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।
6 Não é boa a vossa jactância. Não sabeis que um pouco de fermento faz levedar toda a massa?
7 ତୁମ୍ଭମାନେେ ସଂମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହବୋଲାଗି ତୁମ୍ଭମାନଙ୍କ ଭିତ ରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭମାନେେ ସହେି ଖମୀର ଶୂନ୍ଯ ନିସ୍ତାର ପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାର ପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହାଇେ ଯାଇଛନ୍ତି।
7 Alimpai-vos, pois, do fermento velho, para que sejais uma nova massa, assim como estais sem fermento. Porque Cristo, nossa páscoa, foi sacrificado por nós.
8 ଅତଏବ, ଆସ ଆମ୍ଭମାନେେ ନିସ୍ତାର ପର୍ବର ରୋଟୀକୁ ଭୋଜନ କରିବା କିନ୍ତୁ ସହେି ପୁରୁଣା ଖମୀରୟୁକ୍ତ ରୋଟୀ ନୁହେଁ। ସହେି ପୁରୁଣା ଖମୀର ପାପ ଓ ମନ୍ଦର ଖମୀର। କିନ୍ତୁ ଆସ ସହେି ରୋଟୀ ଖାଇବା ଯେଉଁଥି ରେ ଖମୀର ମିଶା ହାଇେ ନ ଥାଏ। ଏହି ରୋଟୀ ଉତ୍ତମ ଓ ସତ୍ଯର ରୋଟୀ।
8 Por isso façamos a festa, não com o fermento velho, nem com o fermento da maldade e da malícia, mas com os ázimos da sinceridade e da verdade.
9 ମାରେ ପୂର୍ବ ପତ୍ର ରେ ମୁଁ ଲେଖିଥିଲି ଯେ, ତୁମ୍ଭମାନେେ ୟୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ।
9 Já por carta vos tenho escrito, que não vos associeis com os que se prostituem;
10 କିନ୍ତୁ ମାରେ କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭମାନେେ ସଂପର୍କ କାଟି ଦବେ। ଜଗତର ସହେି ଲୋକମାନେ ୟୌନଗତ ପାପ କରନ୍ତି, ଯେଉଁମାନେ ସ୍ବାର୍ଥପର ସମାନେେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହବେ, ଏହି ସଂସାରରୁ ଆମ୍ଭକୁ ବାହାରି ୟିବାକୁ ପଡ଼ିବ।
10 Isto não quer dizer absolutamente com os devassos deste mundo, ou com os avarentos, ou com os roubadores, ou com os idólatras; porque então vos seria necessário sair do mundo.
11 ମାରେ ଲେଖିବାର ଅର୍ଥ ଥିଲା, ଯେ ଯେଉଁଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘାଷେଣା କରି ଏବେ ମଧ୍ଯ ୟୌନଗତ ପାପ କରୁଛି କିଅବା ସ୍ବାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁ ହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସହେିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ଯ ଗ୍ରହଣ କର ନାହିଁ।
11 Mas agora vos escrevi que não vos associeis com aquele que, dizendo-se irmão, for devasso, ou avarento, ou idólatra, ou maldizente, ou beberrão, ou roubador; com o tal nem ainda comais.
12 ଯେଉଁମାନେ କୌଣସି ମଣ୍ଡଳୀର ସଭ୍ଯ ନୁହଁନ୍ତି, ସମାନଙ୍କେ ବିଚାର କରିବା ଉଚିତ୍ ନୁହେଁ। ପରମେଶ୍ବର ସମାନଙ୍କେର ବିଚାର କରିବେ।
12 Porque, que tenho eu em julgar também os que estão de fora? Não julgais vós os que estão dentro?
13 କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ଯ ଅଟନ୍ତି, ତୁମ୍ଭେ ସମାନଙ୍କେର ବିଚାର କର। ଶାସ୍ତ୍ର କୁ ହେ ତୁମ୍ଭମାନେେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।
13 Mas Deus julga os que estão de fora. Tirai pois dentre vós a esse iníquo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 5, comparar traduções ou montar um estudo — tudo direto pelo WhatsApp.