1 Coríntios 15

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।
1 Também vos notifico, irmãos, o evangelho que já vos tenho anunciado; o qual também recebestes, e no qual também permaneceis.
2 ତୁମ୍ଭମାନେେ ଏହି ସୁସମାଚାର ଦ୍ବାରା ପରିତ୍ରାଣ ପାଇଛ। କିନ୍ତୁ ମାେ କହିଥିବା କଥାଗୁଡ଼ିକୁ ତୁମ୍ଭମାନେେ ବିଶ୍ବାସ କରି ଚାଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ଯର୍ଥ ରେ ବିଶ୍ବାସୀ ହାଇେଥିଲ।
2 Pelo qual também sois salvos se o retiverdes tal como vo-lo tenho anunciado; se não é que crestes em vão.
3 ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।
3 Porque primeiramente vos entreguei o que também recebi: que Cristo morreu por nossos pecados, segundo as Escrituras,
4 ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।
4 E que foi sepultado, e que ressuscitou ao terceiro dia, segundo as Escrituras.
5 ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।
5 E que foi visto por Cefas, e depois pelos doze.
6 ତା'ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦଖାଦେଇେଥିଲେ। ତାହାଙ୍କ ମଧ୍ଯରୁ ଅଧିକାଂଶ ଲୋକ ଆଜି ମଧ୍ଯ ଜୀବିତ। କିନ୍ତୁ କେତକେ ମରି ଯାଇଛନ୍ତି।
6 Depois foi visto, uma vez, por mais de quinhentos irmãos, dos quais vive ainda a maior parte, mas alguns já dormem também.
7 ତା'ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ ରରେିତମାନଙ୍କୁ ଆଉଥରେ ଦଖାେ ଦେଲେ।
7 Depois foi visto por Tiago, depois por todos os apóstolos.
8 ଯଥା ସମୟ ପୂର୍ବରୁ ଜନ୍ମ ହାଇେଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମାେତେ ସର୍ବ ଶଷେ ରେ ଦଖାେ ଦେଲେ।
8 E por derradeiro de todos me apareceu também a mim, como a um abortivo.
9 ମୁଁ ସମସ୍ତ ପ୍ ରରେିତମାନଙ୍କ ମଧିଅରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମାରେ ପ୍ ରରେିତ ବୋଲି ଡ଼କା ୟିବାର ୟୋଗ୍ଯତା ମଧ୍ଯ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଛି।
9 Porque eu sou o menor dos apóstolos, que não sou digno de ser chamado apóstolo, pois que persegui a igreja de Deus.
10 କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।
10 Mas pela graça de Deus sou o que sou; e a sua graça para comigo não foi vã, antes trabalhei muito mais do que todos eles; todavia não eu, mas a graça de Deus, que está comigo.
11 ମୁଁ ତୁମ୍ଭକୁ ପ୍ରଚାର କରେ ବା ଅନ୍ୟମାନେ ପ୍ରଚାର କରନ୍ତି, ସେଥି ରେ କିଛି ଯାଏ ଆ ସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଚାର କରିଥାଉ। ଆଉ ଏହି ପ୍ରକା ରେ ତୁମ୍ଭମାନେେ ବିଶ୍ବାସୀ ହାଇେଅଛ।
11 Então, ou seja eu ou sejam eles, assim pregamos e assim haveis crido.
12 ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ଉତ୍ଥିତ ହାଇେଥିଲେ, ଏହା ପ୍ରଚାରିତ ହାଇେଛି, ତା' ହେଲେ ତୁମ୍ଭମାନଙ୍କ ମଧ୍ଯରୁ କେତଜେଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ଯୁରୁ ଉତ୍ଥିତ ହାଇପୋରିବେ ନାହିଁ।
12 Ora, se se prega que Cristo ressuscitou dentre os mortos, como dizem alguns dentre vós que não há ressurreição de mortos?
13 ଯଦି ଲୋକମାନେ ମୃତ୍ଯୁରୁ ଉଥିତ ହବେେ ନାହିଁ, ତା' ହେଲେ ଖ୍ରୀଷ୍ଟ ମଧ୍ଯ ମୃତ୍ଯୁରୁ ଉତ୍ଥିତ ହାଇେ ନାହାଁନ୍ତି,
13 E, se não há ressurreição de mortos, também Cristo não ressuscitou.
14 ଯଦି ଖ୍ରୀଷ୍ଟ ମୃତ୍ଯୁରୁ ଉତ୍ଥିତ ହାଇେ ନାହାଁନ୍ତି, ତା' ହେଲେ ଆମ୍ଭର ଶିକ୍ଷାଦାନ ଓ ତୁମ୍ଭମାନଙ୍କର ବିଶ୍ବାସର କିଛି ମୂଲ୍ଯ ନାହିଁ।
14 E, se Cristo não ressuscitou, logo é vã a nossa pregação, e também é vã a vossa fé.
15 ଆମ୍ଭେ ମଧ୍ଯ ପରମେଶ୍ବରଙ୍କ ବିଷୟ ରେ ମିଛ କହିଥିବା ଅପରାଧ ରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ବରଙ୍କ ବିଷୟ ରେ ପ୍ରଚାର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ଯଦି ମୃତମାନେ ଉଥିତ ନ ହୁଅନ୍ତି, ତା' ହେଲେ ପରମେଶ୍ବର ମଧ୍ଯ ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ଉଠାଇ ନାହାଁନ୍ତି।
15 E assim somos também considerados como falsas testemunhas de Deus, pois testificamos de Deus, que ressuscitou a Cristo, ao qual, porém, não ressuscitou, se, na verdade, os mortos não ressuscitam.
16 ଯଦି ମୃତମାନେ ଉଥିତ ହୁଅନ୍ତି ନାହିଁ, ତା' ହେଲେ ଯୀଶୁଖ୍ରୀଷ୍ଟ ମଧ୍ଯ ଉଥିତ ହାଇେ ନାହାଁନ୍ତି।
16 Porque, se os mortos não ressuscitam, também Cristo não ressuscitou.
17 ଯଦି ଖ୍ରୀଷ୍ଟ ମୃତ୍ଯୁରୁ ଉଠି ନାହାଁନ୍ତି, ତା' ହେଲେ ତୁମ୍ଭ ବିଶ୍ବାସର କିଛି ମୂଲ୍ଯ ନାହିଁ। ତୁମ୍ଭମାନେେ ଏ ପର୍ୟ୍ଯନ୍ତ ନିଜ ନିଜ ପାପରେ ଅଛ।
17 E, se Cristo não ressuscitou, é vã a vossa fé, e ainda permaneceis nos vossos pecados.
18 ପୁଣି ଖ୍ରୀଷ୍ଟଙ୍କଠା ରେ ଥାଉ ଯେଉଁମାନେ ମରିଛନ୍ତି, ସମାନେେ ମଧ୍ଯ ବିନଷ୍ଟ ହାଇେ ଯାଇ ଅଛନ୍ତି।
18 E também os que dormiram em Cristo estão perdidos.
19 ଯଦି ଖ୍ରୀଷ୍ଟଙ୍କଠା ରେ ଆମ୍ଭର ଭରସା କବଳେ ଏହି ସଂସାରର ଜୀବନ ପାଇଁ, ତା' ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନା ରେ ଆମ୍ଭେ ଅଧିକ ହତଭାଗ୍ଯ।
19 Se esperamos em Cristo só nesta vida, somos os mais miseráveis de todos os homens.
20 କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ଉଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ବାସୀମାନଙ୍କ ମଧ୍ଯରୁ ଉଥିତ ପ୍ରଥମ ଫଳ ସ୍ବରୂପ।
20 Mas de fato Cristo ressuscitou dentre os mortos, e foi feito as primícias dos que dormem.
21 ଜଣେ ମନୁଷ୍ଯ ହତେୁ ଲୋକମାନଙ୍କ ପାଖକୁ ମୃତ୍ଯୁ ଆସିଲା। କିନ୍ତୁ ଜଣେ ମନୁଷ୍ଯ ଦ୍ବାରା ମଧ୍ଯ ମୃତ୍ଯୁର ପୁନରୁତ୍ଥାନ ହେଲା।
21 Porque assim como a morte veio por um homem, também a ressurreição dos mortos veio por um homem.
22 ଆଦମ ଯୋଗୁ ସମସ୍ତ ଲୋକ ମୃତ୍ଯୁ ଭୋଗ କରନ୍ତି, ସହେି ଭଳି ଖ୍ରୀଷ୍ଟଙ୍କ ୟୋଗୁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହବେେ।
22 Porque, assim como todos morrem em Adão, assim também todos serão vivificados em Cristo.
23 କିନ୍ତୁ ପ୍ରେତ୍ୟକକ ଲୋକ କ୍ରମାନୁସା ରେ ପୁନଃ ଜୀବିତ ହବେେ। ପ୍ରଥମ ଫଳ ସ୍ବରୂପ ଖ୍ରୀଷ୍ଟ ତା'ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁଥିତ ହବେେ।
23 Mas cada um por sua ordem: Cristo as primícias, depois os que são de Cristo, na sua vinda.
24 ତା'ପରେ ୟୁଗାନ୍ତ ହବେ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ବରଙ୍କ ରାଜତ୍ବ ସମର୍ପଣ କରିବେ।
24 Depois virá o fim, quando tiver entregado o reino a Deus, ao Pai, e quando houver aniquilado todo o império, e toda a potestade e força.
25 କିନ୍ତୁ ଯେତେ ଦିନ ପର୍ୟ୍ଯନ୍ତ ପରମେଶ୍ବର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, େସତଦେିନ ପର୍ୟ୍ଯନ୍ତ ଖ୍ରୀଷ୍ଟ ରାଜତ୍ବ କରିବେ।
25 Porque convém que reine até que haja posto a todos os inimigos debaixo de seus pés.
26 ଶଷେ ଶତୃ ଭାବରେ ମୃତ୍ଯୁକୁ ଲୋପ କରାୟିବ।
26 Ora, o último inimigo que há de ser aniquilado é a morte.
27 ଶାସ୍ତ୍ର କୁ ହେ : ପରମେଶ୍ବର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି। ଯେତବେେଳେ ଏହା କୁ ହେ ଯେ, ସେ ସମସ୍ତ ବିଷୟ ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ବର ନିଜେ ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସହେି ସବୁ ରେ ପରମେଶ୍ବର ଅନ୍ତର୍ଗତ ନୁହଁନ୍ତି।
27 Porque todas as coisas sujeitou debaixo de seus pés. Mas, quando diz que todas as coisas lhe estão sujeitas, claro está que se excetua aquele que lhe sujeitou todas as coisas.
28 ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତା ରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ଯ ପରମେଶ୍ବରଙ୍କ ବଶୀଭୂତ ହବେେ। ଯେଉଁ ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସହେି ଖ୍ରୀଷ୍ଟ ପରମେଶ୍ବରଙ୍କ ବଶୀଭୂତ ହବେେ ଓ ଏହିଭଳି ପ୍ରେତ୍ୟକକ ବିଷୟ ଉପରେ ପରମେଶ୍ବର ଶାସନ ପ୍ରତିଷ୍ଠିତ କରିବେ।
28 E, quando todas as coisas lhe estiverem sujeitas, então também o mesmo Filho se sujeitará àquele que todas as coisas lhe sujeitou, para que Deus seja tudo em todos.
29 ଯଦି ଲୋକମାନେ ମୃତ୍ଯୁରୁ ଆଦୌ ଉଥିତ ହବେେ ନାହିଁ, ତା' ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହାଇେଛନ୍ତି, ସମାନେେ କ'ଣ କରିବେ ? ଯଦି ମୃତମାନେ ଆଦୌ ଉତ୍ଥିତ ହବେେ ନାହିଁ, ତା' ହେଲେ କାହିଁକି ସମାନଙ୍କେ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ ?
29 Doutra maneira, que farão os que se batizam pelos mortos, se absolutamente os mortos não ressuscitam? Por que se batizam eles então pelos mortos?
30 ଆମ୍ଭେ ପ୍ରତି ମୁହୂର୍ତ୍ତ ରେ କ'ଣ ପାଇଁ ବିପଦର ସମ୍ମୁଖୀନ ହେଉ ?
30 Por que estamos nós também a toda a hora em perigo?
31 ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠା ରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମ ରେ।
31 Eu protesto que cada dia morro, gloriando-me em vós, irmãos, por Cristo Jesus nosso Senhor.
32 ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି ? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।
32 Se, como homem, combati em Éfeso contra as bestas, que me aproveita isso, se os mortos não ressuscitam? Comamos e bebamos, que amanhã morreremos.
33 ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।
33 Não vos enganeis: as más conversações corrompem os bons costumes.
34 ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ଯରୁ କେତକେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦବୋ ପାଇଁ ଏକଥା ମୁଁ କହୁଛି।
34 Vigiai justamente e não pequeis; porque alguns ainda não têm o conhecimento de Deus; digo-o para vergonha vossa.
35 କିନ୍ତୁ ଜଣେ ପଚାରି ପା ରେ : ମୃତଗୁଡ଼ିକ କିପରି ଉଥିତ ହୁଅନ୍ତି ?
35 Mas alguém dirá: Como ressuscitarão os mortos? E com que corpo virão?
36 ସମାନେେ କେଉଁ ଭଳି ଦହେ ଧାରଣ କରିବେ ? ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀ ରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ୟ୍ଯନ୍ତ ସଜୀବ ହୁଏ ନାହିଁ।
36 Insensato! o que tu semeias não é vivificado, se primeiro não morrer.
37 ବୁଣିଲା ବେଳେ ତୁମ୍ଭମାନେେ ଯାହା ବୁଣ, ବିକଶିତ ହେଲା ପରେ ତାହା ସହେି ଶରୀର ଧାରଣ କରେ ନାହିଁ। ତୁମ୍ଭମାନେେ ଗହମ ହେଉ ବା ଅନ୍ୟ କୌଣସି ଶସ୍ଯ ହେଉ, କବଳେ ବୀଜଟି ବୁଣ।
37 E, quando semeias, não semeias o corpo que há de nascer, mas o simples grão, como de trigo, ou de outra qualquer semente.
38 ତା'ପରେ ପରମେଶ୍ବର ଯେପରି ଇଚ୍ଛା କରନ୍ତି, ସହେିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ବର ସମସ୍ତ ବୀଜ ମଧ୍ଯରୁ ପ୍ରେତ୍ୟକକକୁ ତାହାର ନିଜ ଶରୀର ଦିଅନ୍ତି।
38 Mas Deus dá-lhe o corpo como quer, e a cada semente o seu próprio corpo.
39 ଶରୀରରୁ ଜାତ ସମସ୍ତ ବିଷୟ ରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼ଇମାନଙ୍କେର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର।
39 Nem toda a carne é uma mesma carne, mas uma é a carne dos homens, e outra a carne dos animais, e outra a dos peixes e outra a das aves.
40 ସ୍ବର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ଯ ଅଛି। କିନ୍ତୁ ସ୍ବର୍ଗୀୟ ଶରୀରରୁ ଏକ ପ୍ରକାରର ହବେ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହବେ।
40 E há corpos celestes e corpos terrestres, mas uma é a glória dos celestes e outra a dos terrestres.
41 ସୂର୍ୟ୍ଯର ଜ୍ଯୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ଯୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ଯୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ଯୋତିଃ, ଅନ୍ୟ ତାରାମାନଙ୍କ ଠାରୁ ଅଲଗା।
41 Uma é a glória do sol, e outra a glória da lua, e outra a glória das estrelas; porque uma estrela difere em glória de outra estrela.
42 ମୃତମାନଙ୍କର ଉତ୍ଥାନ ବିଷୟ ରେ ମଧ୍ଯ ଏହି କଥାଟି ପ୍ରୟୁୟ୍ଯ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହାଇଯେିବ। କିନ୍ତୁ ସହେି ଶରୀରଟି ଯେଉଁ ନୂତନ ଦହେ ଧାରଣ କରିବ, ତାହା ନଷ୍ଟ ହବେ ନାହିଁ।
42 Assim também a ressurreição dentre os mortos. Semeia-se o corpo em corrupção; ressuscitará em incorrupção.
43 ଶରୀରଟି ଅନାଦର ରେ ବୁଣାଯାଏ, କିନ୍ତୁ ମହିମା ରେ ତାହା ଉଥିତ ହୁଏ। ଯେତବେେଳେ ଦୁର୍ବଳତା ରେ ଶରୀରଟି ବୁଣାଯାଏ ଏହା ଶକ୍ତିର ସହିତ ଉଥିତ ହୁଏ।
43 Semeia-se em ignomínia, ressuscitará em glória. Semeia-se em fraqueza, ressuscitará com vigor.
44 ପ୍ରାକୃତିକ ଶରୀରଟି ବୁଣାଯାଏ, ଆତ୍ମିକ ଶରୀର ଉଥିତ ହୁଏ।
44 Semeia-se corpo natural, ressuscitará corpo espiritual. Se há corpo natural, há também corpo espiritual.
45 ଶାସ୍ତ୍ର ରେ ଲଖାେ ଅଛି : ପ୍ରଥମ ମନୁଷ୍ଯ (ଆଦମ) ସଜୀବ ପ୍ରାଣୀ, କିନ୍ତୁ ଶଷେ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା।
45 Assim está também escrito: O primeiro homem, Adão, foi feito em alma vivente; o último Adão em espírito vivificante.
46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆ ସେ।
46 Mas não é primeiro o espiritual, senão o natural; depois o espiritual.
47 ପ୍ରଥମ ମନୁଷ୍ଯଟି ପୃଥିବୀର ମାଟିରୁ ନିର୍ମିତ ହାଇେଥିଲା ; କିନ୍ତୁ ଦ୍ବିତୀୟ ମନୁଷ୍ଯ ସ୍ବର୍ଗରୁ ଆସିଥିଲେ।
47 O primeiro homem, da terra, é terreno; o segundo homem, o Senhor, é do céu.
48 ଜଗତର ପ୍ରଥମ ମନୁଷ୍ଯ ଭଳି ପ୍ରେତ୍ୟକକ ମନୁଷ୍ଯ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ବର୍ଗର, ସମାନେେ ସ୍ବର୍ଗରୁ ଆଗତ ସହେି ମନୁଷ୍ଯ ତୁଲ୍ଯ।
48 Qual o terreno, tais são também os terrestres; e, qual o celestial, tais também os celestiais.
49 ଆମ୍ଭମାନେେ ଜଗତରୁ ସହେି ମନୁଷ୍ଯ ତୁଲ୍ଯ ନିର୍ମିତ ହାଇେଅଛୁ। ଅତଏବ, ଆମ୍ଭେ ମଧ୍ଯ ସ୍ବର୍ଗର ସହେି ବ୍ଯକ୍ତି ତୁଲ୍ଯ ଶରୀର ଧାରଣ କରିବା।
49 E, assim como trouxemos a imagem do terreno, assim traremos também a imagem do celestial.
50 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏକଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହାଇେ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ।
50 E agora digo isto, irmãos: que a carne e o sangue não podem herdar o reino de Deus, nem a corrupção herdar a incorrupção.
51 କିନ୍ତୁ ଶୁଣ ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି : ଆମ୍ଭମାନଙ୍କ ମଧ୍ଯରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହବୋ।
51 Eis aqui vos digo um mistério: Na verdade, nem todos dormiremos, mas todos seremos transformados;
52 ଏହା କବଳେ ମୁହୂର୍ତ୍ତକ ମଧିଅରେ ଆଖି ପିଛୁଳାକେ, ଘଟି ୟିବ। ଯେତବେେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ବାସୀ ମରିଯାଇଛନ୍ତି ସମାନେେ ମୃତ୍ଯୁରୁ ଅନନ୍ତକାଳ ପାଇଁ ଉଥିତ ହବେେ ଓ ଆମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ଜୀବିତ ଅଛନ୍ତି, ସମାନେେ ପରିବର୍ତ୍ତିତ ହବେେ।
52 Num momento, num abrir e fechar de olhos, ante a última trombeta; porque a trombeta soará, e os mortos ressuscitarão incorruptíveis, e nós seremos transformados.
53 ଏହି ବିନାଶ ଦହେ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହବେ ଓ ଏହି ମର୍ତ୍ତ୍ଯ ଦହେ ଅମରରୂପ ବସ୍ତ୍ର ଧାରଣ କରିବାକୁ ହବେ।
53 Porque convém que isto que é corruptível se revista da incorruptibilidade, e que isto que é mortal se revista da imortalidade.
54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ଯ ଦହେ ଅମରତ୍ବ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହବେ।
54 E, quando isto que é corruptível se revestir da incorruptibilidade, e isto que é mortal se revestir da imortalidade, então cumprir-se-á a palavra que está escrita: Tragada foi a morte na vitória.
55 ମୃତ୍ଯୁ ତୁମ୍ଭର ବିଜୟ କେଉଁଠା ରେ ଅଛି ? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠା ରେ ଅଛି ହାେେଶୟ 13;14
55 Onde está, ó morte, o teu aguilhão? Onde está, ó inferno, a tua vitória?
56 ମୃତ୍ଯୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ଯବସ୍ଥା।
56 Ora, o aguilhão da morte é o pecado, e a força do pecado é a lei.
57 କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି। ଅତଏବ, ମାେ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ ? ପରମେଶ୍ବରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ୟ୍ଯ କଦାପି ବ୍ଯର୍ଥ ୟିବ ନାହିଁ।
57 Mas graças a Deus que nos dá a vitória por nosso Senhor Jesus Cristo.
58 ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
58 Portanto, meus amados irmãos, sede firmes e constantes, sempre abundantes na obra do Senhor, sabendo que o vosso trabalho não é vão no Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 15, comparar traduções ou montar um estudo — tudo direto pelo WhatsApp.