1 Coríntios 14

Oriya Bible (GL_ORIYA) vs BKJ

Sair da comparação
1 ପ୍ ରମରେ ଅନୁସରଣ କର। ଆଧ୍ଯାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶଷେ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।
1 Segui a caridade, e desejai os dons espirituais, mas principalmente que profetizeis.
2 ମୁଁ ବୁଝାଇ କହୁଛି : ଯେଉଁ ଲୋକ ବିଭିନ୍ନ ଭାଷା ରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତ ରେ ମନୁଷ୍ଯର ସହିତ ନୁହେଁ ବରଂ ପରମେଶ୍ବରଙ୍କ ସହିତ କଥାବାର୍ତ୍ତା କରେ। କହେି ହେଲେ ତା'କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ବାରା ନିଗୂଢ଼ ବିଷୟ କ ହେ।
2 Porque o que fala em uma língua desconhecida não fala aos homens, mas a Deus; porque nenhum homem o entende, sendo que em espírito ele fala mistérios.
3 କିନ୍ତୁ ୟିଏ ଭାବବାଣୀ କ ହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ବନାର କଥା କ ହେ।
3 Mas o que profetiza fala aos homens para edificação, exortação e consolação.
4 ଯେଉଁଲୋକକୁ ବିଭିନ୍ନ ଭାଷା ରେ କହିବା ଶକ୍ତି ପ୍ରାପ୍ତ ହାଇେଛି, ସେ ନିଜକୁ ନିଷ୍ଠା ଜନ୍ମାଏ ; କିନ୍ତୁ ଯେଉଁଲୋକ ଭାବବାଣୀ କ ହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
4 O que fala em uma língua desconhecida edifica-se a si mesmo, mas o que profetiza edifica a igreja.
5 ତୁମ୍ଭମାନେେ ସମସ୍ତେ ଅନକେ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭମାନେେ ଯେ ଭାବବାଣୀ କୁହ, ଏହା ମାହେର ଅଧିକ ଇଚ୍ଛା। ଯେଉଁଲୋକ ଭାବବାଣୀ କ ହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ ରେଷ୍ଠ। କିନ୍ତୁ ସେ ଯଦି ସହେି ଭାଷାଗୁଡ଼ିକର ଅର୍ଥ କରିପାରୁଥିବ ତବେେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହାଦ୍ବାରା ମଣ୍ଡଳୀକୁ ସାହାୟ୍ଯ ହବେ।
5 Eu quero que todos vós faleis em línguas; mas antes que profetizeis, porque maior é o que profetiza do que o que fala em línguas, a não ser que as interprete, para que a igreja receba edificação.
6 ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖ ରେ ଅନ୍ୟଭାଷା ରେ କଥା କ ହେ, ତା' ହେଲେ ତୁମ୍ଭର ବା କଣ ଲାଭ ହବେ? କବଳେ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ୟ୍ଯ ବା କିଛି ଭବିଷ୍ଯତ୍ ବାଣୀ ବା କିଛି ଉପଦେଶର କଥା କୁ ହେ ତବେେ ତୁମ୍ଭମାନଙ୍କର ପ୍ରକୃତ ରେ ଲାଭ ହବେ।
6 Agora, irmãos, se eu for até vós falando em línguas, de que vos aproveitarei? A não ser que vos fale, ou por revelação, ou por conhecimento, ou por profecia, ou por doutrina?
7 ଅନ୍ୟଥା ମାରେ କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ବନି ତୁଲ୍ଯ ହବେ। ଯଦି କୌଣସି ବାଦ୍ଯ ୟନ୍ତ୍ରର ସ୍ବରଗୁଡ଼ିକରେ ପାର୍ଥକ୍ଯ ନ ରହିବ, ତା' ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ'ଣ ବାଜୁଅଛି?
7 E até as coisas sem vida que transmitem som, seja flauta, seja harpa, se não formarem sons distintos, como se saberá o que está sendo tocado ou dedilhado?
8 ୟୁଦ୍ଧ ରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା' ହେଲେ ସୈନିକଗଣ ୟୁଦ୍ଧ ପାଇଁ ପ୍ରସ୍ତୁତ ହବୋର ସମୟ ଜାଣି ପାରିବେ ନାହିଁ।
8 Porque se a trombeta der um som incerto, quem se preparará para a batalha?
9 ସହେିଭଳି ତୁମ୍ଭମାନେେ ଜିହ୍ବା ଦ୍ବାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା' ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନ ରେ କଥା କହିଲାପରି ହବେ।
9 Assim também vós, a não ser que transmitais com a língua palavras bem articuladas, como se entenderá o que é falado? Porque estareis falando ao ar.
10 ଏହା ସତ୍ଯ ଯେ, ସଂସାର ରେ ଅନକେ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।
10 Há tantas espécies de vozes no mundo, e nenhuma delas é sem significado.
11 ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପା ରେ ତା' ହେଲେ ସହେି କଥା ମାେତେ ଅଦ୍ଭୁତ ମନେ ହବେ।
11 Portanto, se eu não conhecer o significado da voz, serei, para aquele a quem falo, bárbaro, e o que fala será um bárbaro para mim.
12 ତୁମ୍ଭପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ତୁମ୍ଭମାନେେ ଆଧ୍ଯାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣ ରେ ପାଇବାକୁ ଚେଷ୍ଟା କର।
12 Assim também vós, que sois zelosos dos dons espirituais, procurai tê-los em abundância, para a edificação da igreja.
13 ଅତଏବ, ୟିଏ ଅନ୍ୟ ଭାଷା ରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍।
13 Portanto, aquele que fala em língua desconhecida, ore para que a possa interpretar.
14 ଯଦି ମୁଁ ଅନ୍ୟ ଭାଷା ରେ ପ୍ରାର୍ଥନା କରୁଛି, ତା' ହେଲେ ମାରେ ଆତ୍ମା ପ୍ରାର୍ଥନା କରେ, ମାରେବୁଦ୍ଧି କିଛି କରେ ନାହିଁ।
14 Porque, se eu orar em língua desconhecida, o meu espírito ora, mas o meu entendimento é infrutífero.
15 ତାହାହେଲେ ମାରେ କ'ଣ କରିବା ଉଚିତ୍ ? ମୁଁ ମାହେର ଆତ୍ମା ଦ୍ବାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ବାରା ମଧ୍ଯ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ବାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ଯ ସ୍ତୁତିଗାନ କରିବି।
15 O que farei, pois? Eu orarei com o espírito, e também orarei com o entendimento; eu cantarei com o espírito, e também cantarei com o entendimento.
16 ତୁମ୍ଭମାନେେ ଯଦି ଆତ୍ମା ଦ୍ବାରା ପରମେଶ୍ବରଙ୍କ ପ୍ରଶଂସା କର, ତବେେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ଯବାଦ ରେ ଆମେନ୍ କହିବେ ?
16 Do contrário, se tu abençoares com o espírito, como dirá amém o indouto sobre a tua ação de graças, já que não sabe o que dizes?
17 ତୁମ୍ଭମାନେେ ପରମେଶ୍ବରଙ୍କୁ ପ୍ରକୃତ ରେ ଭଲ ଭାବରେ ଧନ୍ଯବାଦ ଜଣାଉଛ, କିନ୍ତୁ ତା'ଦ୍ବାରା ଅନ୍ୟ ଲୋକ ଆଧ୍ଯାତ୍ମିକ ଲାଭ ପାଉ ନାହିଁ।
17 Porque realmente tu dás bem as graças, mas o outro não é edificado.
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ବରଙ୍କୁ ଧନ୍ଯବାଦ ଦେଉଛି।
18 Eu agradeço ao meu Deus, que falo mais línguas do que vós todos;
19 କିନ୍ତୁ ମଣ୍ଡଳୀ ରେ ଅନ୍ୟ ଭାଷା ରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସମାନେେ ବୁଝୁଥିବା ପାନ୍ଚୋଟି କଥା କହିବାକୁ ଭଲ ପାଏ। ଏହାଦ୍ବାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦଇେ ପାରିବି।
19 todavia, eu antes quero falar na igreja cinco palavras no meu entendimento, para que pela minha voz eu possa também ensinar aos outros, do que dez mil palavras em língua desconhecida.
20 ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।
20 Irmãos, não sejais crianças no entendimento: na malícia sede crianças, mas no entendimento sede homem.
21 ଶାସ୍ତ୍ର ରେ ଲଖାେଅଛି :
21 Na lei está escrito: Através de homens de outras línguas e por outros lábios, eu falarei a este povo; e ainda por todos os que não me ouvirem, diz o Senhor.
22 ଏଣୁ ବିଭିନ୍ନ ଭାଷା ରେ କଥା କହିବା ବିଶ୍ବାସୀମାନଙ୍କ ପାଇଁ ଚିହ୍ନ ସ୍ବରୂପେ ନୁହେଁ, ମାତ୍ର ଅବିଶ୍ବାସୀମାନଙ୍କ ନିମନ୍ତେ ଚିହ୍ନସ୍ବରୂପେ, ଭାବବାଣୀ କହିବା ଅବିଶ୍ବାସୀମାନଙ୍କ ନିମନ୍ତେ ଚିହ୍ନ ସ୍ବରୂପ।
22 Portanto as línguas são um sinal, não para os que creem, mas para os que não creem; mas a profecia não serve para os que não creem, mas para os que creem.
23 ଯଦି ସମସ୍ତ ମଣ୍ଡଳୀ ସମବତେ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷା ରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ବାସୀ ଲୋକମାନେ ଆସନ୍ତି, ସମାନେେ ଯଦି ବୁଝି ନ ପାରନ୍ତି, ତାହାହେଲେ ସମାନେେ ତୁମ୍ଭକୁ ପାଗଳ କହିବେ।
23 Se, pois, toda a igreja se congregar em um lugar, e todos falarem em línguas, e entrarem aqueles que são iletrados ou os incrédulos, não dirão que estais loucos?
24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ବାସୀ ବା ସାଧାରଣ ଲୋକ ଆ ସେ ତବେେ ତା'ର ଦୋଷ ତୁମ୍ଭକୁ ଦଖାୟିବେ ଓ ତୁମ୍ଭ କଥା ଦ୍ବାରା ସେ ବିଚାରିତ ହବେ।
24 Mas se todos profetizarem, e entrar um que não crê ou um iletrado, por todos é convencido, por todos é julgado;
25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହବେ, ସେଥି ରେ ସେ ମସ୍ତକ ନତକରି ପରମେଶ୍ବର ଯେ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ଏହା ସ୍ବୀକାର କରି ପରମେଶ୍ବରଙ୍କ ଉପାସନା କରିବ।
25 e assim, os segredos do seu coração ficarão manifestos, e assim, prostrando-se sobre a sua face, ele adorará a Deus, relatando que Deus está verdadeiramente entre vós.
26 ତା' ହେଲେ, ଭାଇ (ଓ ଭଉଣୀ)ମାନେ, ତୁମ୍ଭେ କ'ଣ କରିବା ଉଚିତ୍ ? ତୁମ୍ଭେ ଯେତବେେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧିଅରେ କହେି ଗୀତ ବା ଶିକ୍ଷା ବା ପରମେଶ୍ବରଙ୍କ ନୂତନ ସତ୍ଯ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।
26 Como é então, irmãos? Quando vos reunis, cada um de vós tem um salmo, tem uma doutrina, tem uma língua, tem uma revelação, tem uma interpretação. Que todas as coisas sejam feitas para a edificação.
27 ଯଦି କିଏ ଅନ୍ୟ ଭାଷା ରେ କହୁଛି, ତା' ହେଲେ ମାତ୍ର ଦୁଇ ବା ତିନିଜଣ ଲୋକ ଏପରି କହିବା ଉଚିତ ଓ ଅନ୍ୟଜଣେ ସମାନେେ ଯାହାସବୁ କ ହେ ତାର ଅନୁବାଦ କରିବା ଉଚିତ୍।
27 Se algum homem falar em uma língua desconhecida, que seja por dois, ou no máximo em três, e a seu turno, e que alguém interprete.
28 କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାଁନ୍ତି, ତା' ହେଲେ ଯେଉଁମାନେ ଅନ୍ୟ ଭାଷା ରେ କହିବା ପାଇଁ ଇଚ୍ଛା କରନ୍ତି, ସମାନେେ ମଣ୍ଡଳୀ ସଭା ରେ ଚୁପ୍ ରହିବା ଉଚିତ୍। ସେ କବଳେ ନିରୋଳା ରେ ପରମେଶ୍ବରଙ୍କ ସହିତ କଥା କହିବା ଉଚିତ୍।
28 Mas se não houver intérprete, permaneça em silêncio na igreja, e fale consigo mesmo e com Deus.
29 ଆହୁରି ମଧ୍ଯ କବଳେ ଦୁଇ ବା ତିନିଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସମାନେେ ଯାହା କହୁଛନ୍ତି, ସଗେୁଡ଼ିକୁ ପରୀକ୍ଷା କରିବା ଉଚିତ୍।
29 E falem dois ou três profetas, e os outros julguem.
30 ଯଦି ସଠାେରେ ବସିଥିବା ଜଣେ ଲୋକ ପରମେଶ୍ବରଙ୍କଠାରୁ ଏକ ନୂତନ ସତ୍ଯ ପାଏ, ତା' ହେଲେ ପ୍ରଥମ ବକ୍ତା ଚୁପ୍ ହାଇଯେିବା ଉଚିତ୍।
30 Se alguma coisa for revelada ao outro que está assentado, o primeiro permaneça em silêncio.
31 ଏହିପରି ତୁମ୍ଭମାନେେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସପରେି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହାଇେ ପାରିବେ।
31 Porque todos vós podeis profetizar um após o outro, para que todos aprendam e todos sejam consolados.
32 ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ଯଦ୍ ବକ୍ତାମାନଙ୍କ ନିୟନ୍ତ୍ରଣ ରେ ଥାନ୍ତି।
32 E os espíritos dos profetas estão sujeitos aos profetas.
33 ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।
33 Porque Deus não é o autor da confusão, mas da paz, como em todas as igrejas dos santos.
34 ମଣ୍ଡଳୀର ସଭାମାନଙ୍କ ରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ବରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀ ରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀ ଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମାଶାଙ୍କେ ନିୟମାନୁଯାଯୀ ସମାନେେ ବଶୀଭୂତ ହାଇେ ରହିବା ଉଚିତ୍।
34 Vossas mulheres estejam em silêncio nas igrejas, porque não lhes é permitido falar; mas estejam sujeitas à obediência, como também diz a lei.
35 ଯଦି ସ୍ତ୍ରୀ ମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା' ହେଲେ ସମାନେେ ନିଜ ସ୍ବାମୀଙ୍କୁ ଘ ରେ ପଚାରି ବୁଝି ପାରିବେ। ମଣ୍ଡଳୀ ସଭା ରେ ସ୍ତ୍ରୀ ଲୋକମାନଙ୍କ ପେଛ କିଛି କହିବା ଲଜ୍ଜାଜନକ ଅଟେ।
35 E, se elas desejarem aprender alguma coisa, perguntem a seus maridos em casa; porque é vergonhoso que as mulheres falem na igreja.
36 ପରମେଶ୍ବରଙ୍କ ବାକ୍ଯ କ'ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି ? ନା। ଅଥବା ସହେି ବାକ୍ଯ କ'ଣ କବଳେ ତୁମ୍ଭମାନଙ୍କ ପାଖ ରେ ପହଞ୍ଚିଥିଲା ? ନା।
36 Porventura, a palavra de Deus partiu de vós, ou somente chegou até vós?
37 ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ଯାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା' ହେଲେ ସେ ବୁଝି ପାରିବା ଉଚିତ ଯେ, ମୁଁ ଯାହା କିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ।
37 Se algum homem pensa ser profeta ou espiritual, reconheça que as coisas que eu vos escrevo são mandamentos do Senhor.
38 ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ବରଙ୍କ ଦ୍ବାରା ଅଜଣା ଅଟେ।
38 Mas, se algum homem o ignora, é ignorado.
39 ଅତଏବ, ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ଭବିଷ୍ଯଦ୍ ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷା ରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ।
39 Portanto, irmãos, desejai arduamente profetizar e não proibais falar em línguas.
40 ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।
40 Todas as coisas sejam feitas decentemente e com ordem.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 14, comparar traduções ou montar um estudo — tudo direto pelo WhatsApp.