1 Coríntios 13

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷା ରେ ବା ସ୍ବର୍ଗଦୂତଙ୍କ ଭାଷା ରେ କହିପା ରେ, ମାତ୍ର ମାଠାେ ରେ ପ୍ ରମେ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ।
1 Ainda que eu falasse as línguas dos homens e dos anjos, se não tiver caridade, sou como o bronze que soa, ou como o címbalo que retine.
2 ମାେ ପାଖ ରେ ଭାବବାଣୀ କହିବାର ଶକ୍ତି ଥାଇ ପା ରେ, ମୁଁ ପରମେଶ୍ବରଙ୍କ ସମସ୍ତ ନିଗୂଢ଼ ତତ୍ତ୍ବ ଜାଣି ଥାଇ ପା ରେ, ମାରେସମସ୍ତ ଜ୍ଞାନ ଥାଇପା ରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମାହେର ସମ୍ପୂର୍ଣ୍ଣ ବିଶ୍ବାସ ଥାଇପା ରେ, କିନ୍ତୁ ଯଦି ମାଠାେ ରେ ପ୍ ରମେ ନାହିଁ, ତା' ହେଲେ ମୁଁ କିଛି ନୁହେଁ।
2 Mesmo que eu tivesse o dom da profecia, e conhecesse todos os mistérios e toda a ciência; mesmo que tivesse toda a fé, a ponto de transportar montanhas, se não tiver caridade, não sou nada.
3 ଯଦି ମୁଁ ମାରେ ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦଇପୋ ରେ, ବା ନିଜ ଶରୀରକୁ ଦଗ୍ଧ ହବୋ ପାଇଁ ସମର୍ପଣ କରି ଦଇପୋ ରେ, ମାତ୍ର ମାହେର ପ୍ ରମେ ନ ଥାଏ, ତବେେ ମୁଁ କିଛି ପାଇବି ନାହିଁ।
3 Ainda que distribuísse todos os meus bens em sustento dos pobres, e ainda que entregasse o meu corpo para ser queimado, se não tiver caridade, de nada valeria!
4 ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।
4 A caridade é paciente, a caridade é bondosa. Não tem inveja. A caridade não é orgulhosa. Não é arrogante.
5 ପ୍ ରମେ ଅନୁଚିତ ବ୍ଯବହାର କରେ ନାହିଁ, ସ୍ବାର୍ଥ ଚେଷ୍ଟା କରେ ନାହିଁ। ସହଜ ରେ ବିରକ୍ତ ହୁଏ ନାହିଁ। ପ୍ ରମେ କବେେ ହେଲେ ତା'ପ୍ରତି ହାଇେଥିବା ଅପକାରକୁ ମନ ରେଖ ନାହିଁ।
5 Nem escandalosa. Não busca os seus próprios interesses, não se irrita, não guarda rancor.
6 ସେ ଅଧର୍ମ ରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ଯ ରେ ଆନନ୍ଦ କରେ।
6 Não se alegra com a injustiça, mas se rejubila com a verdade.
7 ପ୍ ରମେ ସମସ୍ତ ବିଷୟ ସହ୍ଯ କରେ। ପ୍ ରମେ ସମସ୍ତ ବିଶ୍ବାସ କରେ ; ସମସ୍ତ ଭରସା କରେ, ସବୁ ବିଷୟ ରେ ର୍ଧୈୟ୍ଯ ଧରି ରହେ।
7 Tudo desculpa, tudo crê, tudo espera, tudo suporta.
8 ପ୍ ରମେ କଦାପି ଶଷେ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହବେ, ଅନକେ ଭାଷା କହିବା ଶକ୍ତି ବନ୍ଦ ହାଇଯେିବ ; ଯଦି ଜ୍ଞାନ ଥାଏ ତାହା ଲୋପ ହବେ।
8 A caridade jamais acabará. As profecias desaparecerão, o dom das línguas cessará, o dom da ciência findará.
9 କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ଯତ୍ ବାଣୀ ଆଂଶିକ ହବୋରୁ ଏହା ଲୋପ ହବେ।
9 A nossa ciência é parcial, a nossa profecia é imperfeita.
10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ସମସ୍ତ ଆଂଶିକ ବିଷୟ ଲୋପ ହବେ।
10 Quando chegar o que é perfeito, o imperfeito desaparecerá.
11 ମୁଁ ଯେତବେେଳେ ଶିଖୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଚାର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତବେେଳେ ମୁଁ ବୟସ୍କ ହଲିେ, ମୁଁ ସହେି ଶିଶୁ ବଳରେ କଥାଗୁଡ଼ିକୁ ଛାଡ଼ି ଦଲେି।
11 Quando eu era criança, falava como criança, pensava como criança, raciocinava como criança. Desde que me tornei homem, eliminei as coisas de criança.
12 ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।
12 Hoje vemos como por um espelho, confusamente; mas então veremos face a face. Hoje conheço em parte; mas então conhecerei totalmente, como eu sou conhecido.
13 ଅତଏବ ବିଶ୍ବାସ, ଭରସା ଓ ପ୍ ରମେ ସ୍ଥାଯୀ ଅଟେ। ଉକ୍ତ ତିନୋଟି ମଧ୍ଯରୁ ପ୍ ରମେ ହେଉଛି ସର୍ବୋତ୍କୃଷ୍ଟ।
13 Por ora subsistem a fé, a esperança e a caridade - as três. Porém, a maior delas é a caridade.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 13, comparar traduções ou montar um estudo — tudo direto pelo WhatsApp.