1 Coríntios 12

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଭାଇ ଓ ଭଉଣୀମାନେ ! ଆତ୍ମିକ ଦାନଗୁଡ଼ିକ ବିଷୟ ରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି।
1 Acerca dos dons espirituais, não quero, irmãos, que sejais ignorantes.
2 ତୁମ୍ଭମାନେେ ମନେପକାଅ ଯେ ବିଶ୍ବାସୀ ହବୋ ପୂର୍ବରୁ ତୁମ୍ଭମାନେେ କିପରି ବିପଥଗାମୀ ହାଇେ ମୂର୍ତ୍ତିପୂଜା କରିବାକୁ ଯାଉଥିଲା।
2 Vós bem sabeis que éreis gentios, levados aos ídolos mudos, conforme éreis guiados.
3 ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ବରଙ୍କ ଆତ୍ମାପ୍ରାପ୍ତ ଲୋକ ଯୀଶୁ ଅଭିଶପ୍ତ ବୋଲି କଦାପି କହିବି ନାହିଁ। ପବିତ୍ର ଆତ୍ମାଙ୍କ ସାହାୟ୍ଯ ବିନା କୌଣସି ଲୋକ ଯୀଶୁ ପ୍ରଭୁ ଅଟନ୍ତି ବୋଲି କହିବ ନାହିଁ।
3 Portanto, vos quero fazer compreender que ninguém que fala pelo Espírito de Deus diz: Jesus é anátema! E ninguém pode dizer que Jesus é o Senhor, senão pelo Espírito Santo.
4 ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।
4 Ora, há diversidade de dons, mas o Espírito é o mesmo.
5 ସବୋ ମଧ୍ଯ ଅନକେ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସବୋ କରୁ, ସହେି ପ୍ରଭୁ ଏକ ଅଟନ୍ତି।
5 E há diversidade de ministérios, mas o Senhor é o mesmo.
6 ପରମେଶ୍ବର ଆମ୍ଭମାନଙ୍କ ଜୀବନର ଅନକେ ପ୍ରକାର କାର୍ୟ୍ଯ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସହେି ପରମେଶ୍ବର ଏକ ଅଟନ୍ତି।
6 E há diversidade de operações, mas é o mesmo Deus que opera tudo em todos.
7 ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।
7 Mas a manifestação do Espírito é dada a cada um para o que for útil.
8 ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆ ଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ବାରା ବୁଦ୍ଧି ରେ କଥା କହିବାକୁ ଦକ୍ଷତା ଦିଆ ହାଇେଛି, ଓ ଅନ୍ୟ ଜଣକୁ ସହେି ଆତ୍ମାଙ୍କ ଦ୍ବାରା ଜ୍ଞାନର କଥା କହିବାକୁ ଯୋଗ୍ଯତା ଦିଆ ହାଇେଛି।
8 Porque a um, pelo Espírito, é dada a palavra da sabedoria; e a outro, pelo mesmo Espírito, a palavra da ciência;
9 ସହେି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ବାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି।
9 e a outro, pelo mesmo Espírito, a fé; e a outro, pelo mesmo Espírito, os dons de curar;
10 ଆତ୍ମା ଅନ୍ୟଜଣକୁ ଆର୍ଶ୍ଚ୍ଯର୍ୟ୍ଯକାର୍ୟ୍ଯ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତ ରେ ପାର୍ଥକ୍ଯ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସହେି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।
10 e a outro, a operação de maravilhas; e a outro, a profecia; e a outro, o dom de discernir os espíritos; e a outro, a variedade de línguas; e a outro, a interpretação das línguas.
11 ସହେି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସା ରେ ଏହି ସମସ୍ତ କାର୍ୟ୍ଯ କରନ୍ତି। ସହେି ଆତ୍ମା ପ୍ରେତ୍ୟକକ ବ୍ଯକ୍ତିଙ୍କୁ କ'ଣ ଦିଆୟିବ, ତାହା ସ୍ଥିର କରନ୍ତି।
11 Mas um só e o mesmo Espírito opera todas essas coisas, repartindo particularmente a cada um como quer.
12 ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।
12 Porque, assim como o corpo é um e tem muitos membros, e todos os membros, sendo muitos, são um só corpo, assim é Cristo também.
13 ଆମ୍ଭ ଭିତରୁ କେତକେ ହେଉଛୁ ୟିହୁଦୀ, କେତକେ ଅଣୟିହୁଦୀ, ଆମ୍ଭ ଭିତରୁ କେତକେ କ୍ରୀତଦାସ ଓ କେତକେ ସ୍ବାଧୀନ। କିନ୍ତୁ ଆମ୍ଭମାନେେ ସମସ୍ତେ ଗୋଟିଏ ଆତ୍ମା ଦ୍ବାରା ଏକ ଶରୀର ହବୋ ଉଦ୍ଦେଶ୍ଯ ରେ ବାପ୍ତିଜିତ ପ୍ରାପ୍ତ ହାଇେ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ଯ ପ୍ରଦାନ କରାଯାଇଛି।
13 Pois todos nós fomos batizados em um Espírito, formando um corpo, quer judeus, quer gregos, quer servos, quer livres, e todos temos bebido de um Espírito.
14 ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନକେ ଗୁଡ଼ିଏ ଅଙ୍ଗ ଦ୍ବାରା ନିର୍ମିତ।
14 Porque também o corpo não é um só membro, mas muitos.
15 ଯଦି ଗୋଡ଼ କୁ ହେ : ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ। କିନ୍ତୁ ଏହା କହିବା ଦ୍ବାରା କ'ଣ ସେ ଶରୀରର ଅଙ୍ଗ ହାଇେ ରହିବ ନାହିଁ କି ?
15 Se o pé disser: Porque não sou mão, não sou do corpo; não será por isso do corpo?
16 କାନ କହିପା ରେ : ମୁଁ ଆଖି ନୁହେଁ, ଅତଏବ ମାରେ ଶରୀରର ଅଙ୍ଗ ନୁହେଁ, କିନ୍ତୁ ଏହା କହିବା ଦ୍ବାରା କ'ଣ ସେ ଶରୀରର ଅଙ୍ଗ ହାଇେ ରହିବ ନାହିଁ କି ?
16 E, se a orelha disser: Porque não sou olho, não sou do corpo; não será por isso do corpo?
17 ସମ୍ପର୍ଣ୍ଣ ଶରୀର ଗୋଟିଏ ଆଖି ଦଇେଥାନ୍ତା, ତବେେ ସେ ଶରୀର ଶୁଣିପାରନ୍ତା କିପରି ? ଯଦି ସମ୍ପର୍ଣ୍ଣ ଶରୀରଟି ଗୋଟିଏ କାନ ହାଇେଥାଆନ୍ତା ତା' ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି ?
17 Se todo o corpo fosse olho, onde estaria o ouvido? Se todo fosse ouvido, onde estaria o olfato?
18 ଯଦି ସମ୍ପର୍ଣ୍ଣ ଶରୀରର ଅଙ୍ଗ କବଳେ ସହେି ଗୋଟିଏ ଅଙ୍ଗ ମାତ୍ର ହାଇେଥାନ୍ତା ତା' ହେଲେ ଶରୀର ନ ଥାନ୍ତା।
18 Mas, agora, Deus colocou os membros no corpo, cada um deles como quis.
19 କିନ୍ତୁ ପରମେଶ୍ବର ଯେପରି ଠିକ୍ ମନେ କଲେ ପ୍ରେତ୍ୟକକ ଅଙ୍ଗକୁ ଶରୀର ରେ ସହେିଭଳି ସ୍ଥାନ ଦେଲେ।
19 E, se todos fossem um só membro, onde estaria o corpo?
20 ତେଣୁ ପ୍ରକୃତ ରେ ଅଙ୍ଗପ୍ରତ୍ଯଙ୍ଗ ଅନକେ, କିନ୍ତୁ ଶରୀର ଗୋଟିଏ।
20 Agora, pois, há muitos membros, mas um corpo.
21 ଆଖି ହାତକୁ କବେେ ହେଲେ କହି ପାରିବ ନାହିଁ ଯେ, ତୋଠା ରେ ମାରେ ଆବଶ୍ଯକତା ନାହିଁ। ସହେିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, ତୋ'ଠା ରେ ମାରେ ଆବଶ୍ଯକତା ନାହିଁ।
21 E o olho não pode dizer à mão: Não tenho necessidade de ti; nem ainda a cabeça, aos pés: Não tenho necessidade de vós.
22 ବରଂ ଅନ୍ୟ ପକ୍ଷ ରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧ ହୁଏ, ସହେିସବୁ ପ୍ରକୃତ ରେ ଗୁରୁତ୍ବପୂର୍ଣ୍ଣ ଅଟେ।
22 Antes, os membros do corpo que parecem ser os mais fracos são necessários.
23 ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସଗେୁଡ଼ିକ ପ୍ରତି ଆମେ ଅଧିକ ଧ୍ଯାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଚାହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶଷେ ଧ୍ଯାଦ ଦେଉ।
23 E os que reputamos serem menos honrosos no corpo, a esses honramos muito mais; e aos que em nós são menos decorosos damos muito mais honra.
24 ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ଯାନ ଦବୋ ଆବଶ୍ଯକ ହାଇେ ନ ଥାଏ। କିନ୍ତୁ ପରମେଶ୍ବର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦଇେ ଶରୀରକୁ ଗଠନ କରିଛନ୍ତି।
24 Porque os que em nós são mais honestos não têm necessidade disso, mas Deus assim formou o corpo, dando muito mais honra ao que tinha falta dela,
25 ଆମ୍ଭର ଶରୀର ରେ ଯେପରି କୌଣସି ବିଭଦେ ନ ହେଉ, ସହେି ଦୃଷ୍ଟିରୁ ପରମେଶ୍ବର ଏପରି କରିଛନ୍ତି। ଦହରେ ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ବର ଇଚ୍ଛା କଲେ।
25 para que não haja divisão no corpo, mas, antes, tenham os membros igual cuidado uns dos outros.
26 ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା'ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ଯ କଷ୍ଟ ପା'ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହାଇେ ଆନନ୍ଦ କରନ୍ତି।
26 De maneira que, se um membro padece, todos os membros padecem com ele; e, se um membro é honrado, todos os membros se regozijam com ele.
27 ତୁମ୍ଭମାନେେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭମାନେେ ପ୍ରେତ୍ୟକକ ସହେି ଶରୀରର ଅଙ୍ଗ।
27 Ora, vós sois o corpo de Cristo e seus membros em particular.
28 ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।
28 E a uns pôs Deus na igreja, primeiramente, apóstolos, em segundo lugar, profetas, em terceiro, doutores, depois, milagres, depois, dons de curar, socorros, governos, variedades de línguas.
29 ସମସ୍ତ ଲୋକ କ'ଣ ପ୍ ରରେିତ? ସମସ୍ତ ଲୋକ କ'ଣ ଭବିଷ୍ଯଦ୍ ବକ୍ତା ? ସମସ୍ତେ କ'ଣ ଶିକ୍ଷକ ? ସମସ୍ତେ କ'ଣ ଆଶ୍ଚର୍ୟ୍ଯକାର୍ୟ୍ଯ କରୁଥିବା ଲୋକ ?
29 Porventura, são todos apóstolos? São todos profetas? São todos doutores? São todos operadores de milagres?
30 ସମସ୍ତେ କ'ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି ? ସମସ୍ତେ କ'ଣ ବିଭିନ୍ନ ଭାଷା କହନ୍ତି ? ସମସ୍ତେ କ'ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି ?
30 Têm todos o dom de curar? Falam todos diversas línguas? Interpretam todos?
31 କିନ୍ତୁ ତୁମ୍ଭମାନେେ ପ୍ରକୃତ ରେ ଆତ୍ମାଙ୍କ ଶ୍ ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍।
31 Portanto, procurai com zelo os melhores dons; e eu vos mostrarei um caminho ainda mais excelente.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 12, comparar traduções ou montar um estudo — tudo direto pelo WhatsApp.