1 Coríntios 10

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି ( ଯେଉଁମାନେ ମାଶାଙ୍କେୁ ଅନୁସରଣ କରିଥିଲେ) କ'ଣ ହେଲା ତାହା ତୁମ୍ଭମାନେେ ଜାଣି ରଖ। ପରମେଶ୍ବର ସମାନଙ୍କେୁ ମେଘ ସ୍ତମ୍ଭ ଦ୍ବାରା ସୁଫ ସାଗରକୁ ପାର କରାଇଥିଲେ।
1 Ora, irmãos, não quero que ignoreis que nossos pais estiveram todos sob a nuvem, e todos passaram pelo mar,
2 ସମାନେେ ମେଘ ଓ ସମୁଦ୍ର ରେ ମାଶାଙ୍କେ ଅନୁଗାମୀ ଭାବେ ଡ଼ୁବିତ ହାଇେଥିଲେ।
2 tendo sido todos batizados, assim na nuvem como no mar, com respeito a Moisés.
3 ସମାନେେ ଏକମାତ୍ର ଆଧ୍ଯାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ।
3 Todos eles comeram de um só manjar espiritual
4 ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସମାନେେ ସହେି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସହେି ପଥର ଖ୍ରୀଷ୍ଟ ଥିଲେ।
4 e beberam da mesma fonte espiritual; porque bebiam de uma pedra espiritual que os seguia. E a pedra era Cristo.
5 କିନ୍ତୁ ସମାଙ୍କେ ଭିତରୁ ଅଧିକଙ୍କ ଉପରେ ପରମେଶ୍ବର ପ୍ରସନ୍ନ ନ ଥିଲେ। ସେଥିପାଇଁ ସମାନେେ ମରୁ ପ୍ରାନ୍ତର ରେ ମରିଗଲେ।
5 Entretanto, Deus não se agradou da maioria deles, razão por que ficaram prostrados no deserto.
6 ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ବରୂପ ଅଛି, ଅତଏବ ଆମ୍ଭେ ସମାନଙ୍କେ ଭଳି ମନ୍ଦ କାର୍ୟ୍ଯ କରିବା ପାଇଁ ଇଚ୍ଛା କରିବା ନାହିଁ।
6 Ora, estas coisas se tornaram exemplos para nós, a fim de que não cobicemos as coisas más, como eles cobiçaram.
7 ସମାନଙ୍କେ ଭିତ ରେ କେତକଙ୍କେ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁ ହେ : ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।
7 Não vos façais, pois, idólatras, como alguns deles; porquanto está escrito: O povo assentou-se para comer e beber e levantou-se para divertir-se.
8 ସମାନଙ୍କେ ଭିତରୁ ଯେପରି କେତକେ ୟୌନଗତ ପାପ କଲେ, ଆମ୍ଭେ ସଭେଳି କବେେ କରିବା ନାହିଁ। ସମାନେେ ପାପ କରିଥିବା ହତେୁରୁ ସମାନଙ୍କେ ଭିତରୁ 23,000 ଲୋକ ଗୋଟିଏ ଦିନ ରେ ମରିଗଲେ।
8 E não pratiquemos imoralidade, como alguns deles o fizeram, e caíram, num só dia, vinte e três mil.
9 ସମାନଙ୍କେ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସମାନେେ ସାପ କାମୁଡ଼ା ରେ ମଲେ।
9 Não ponhamos o Senhor à prova, como alguns deles já fizeram e pereceram pelas mordeduras das serpentes.
10 ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।
10 Nem murmureis, como alguns deles murmuraram e foram destruídos pelo exterminador.
11 ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।
11 Estas coisas lhes sobrevieram como exemplos e foram escritas para advertência nossa, de nós outros sobre quem os fins dos séculos têm chegado.
12 ଅତଏବ, ଯେଉଁଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହାଇେଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ।
12 Aquele, pois, que pensa estar em pé veja que não caia.
13 କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।
13 Não vos sobreveio tentação que não fosse humana; mas Deus é fiel e não permitirá que sejais tentados além das vossas forças; pelo contrário, juntamente com a tentação, vos proverá livramento, de sorte que a possais suportar.
14 ତା' ହେଲେ ତୁମ୍ଭମାନେେ ସମସ୍ତ କିଛି ସହି ପାରିବ। ମାରେ ପ୍ରିୟ ବନ୍ଧୁଗଣ ! ଶଷେ ରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂର ରେ ରୁହ।
14 Portanto, meus amados, fugi da idolatria.
15 ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।
15 Falo como a criteriosos; julgai vós mesmos o que digo.
16 ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ଯବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀର ରେ ଅଂଶ ନୁହେଁ କି ?
16 Porventura, o cálice da bênção que abençoamos não é a comunhão do sangue de Cristo? O pão que partimos não é a comunhão do corpo de Cristo?
17 କବଳେ ଗୋଟିଏ ରୋଟୀ ମାତ୍ର ଆମ୍ଭମାନେେ ଅନକେ ଲୋକ। କିନ୍ତୁ ଆମ୍ଭେ ସମସ୍ତ ସହେି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତ ରେ ଗୋଟିଏ ଶରୀର।
17 Porque nós, embora muitos, somos unicamente um pão, um só corpo; porque todos participamos do único pão.
18 ଇଶ୍ରାୟେଲ ଲୋକମାନଙ୍କ କଥା ଭାବ। ସମାନେେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ'ଣ ବଦେୀର ଅଂଶୀଦାର ନୁହଁନ୍ତି ?
18 Considerai o Israel segundo a carne; não é certo que aqueles que se alimentam dos sacrifícios são participantes do altar?
19 ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ବ ଅଛି। ଏବଂ ମୁଁ ଏହା ମଧ୍ଯ କହୁନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ।
19 Que digo, pois? Que o sacrificado ao ídolo é alguma coisa? Ou que o próprio ídolo tem algum valor?
20 କିନ୍ତୁ ମାେ କହିବା କଥା ଯେ, ତୁମ୍ଭମାନେେ ଭୂତମାନଙ୍କ ସହିତ କୌଣସି କାର୍ୟ୍ଯ ରେ ଅଂଶ ଗ୍ରହଣ ନ କର। କିନ୍ତୁ ମଁ କୁ ହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାୟଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ବରଙ୍କରୁ ନୁହେଁ। ଏବଂ ମୁଁ ଚା ହେଁ ତୁମ୍ଭମାନେେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ।
20 Antes, digo que as coisas que eles sacrificam, é a demônios que as sacrificam e não a Deus; e eu não quero que vos torneis associados aos demônios.
21 ତୁମ୍ଭମାନେେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ଯ ପିଇ ପାରିବ ନାହିଁ। ସହେିପରି ପ୍ରଭୁଙ୍କ ମଜେ ଓ ଶୟତାନର ମଜେ ଉଭୟର ଅଂଶୀଦାର ହାଇେ ବସି ପାରିବ ନାହିଁ।
21 Não podeis beber o cálice do Senhor e o cálice dos demônios; não podeis ser participantes da mesa do Senhor e da mesa dos demônios.
22 ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !
22 Ou provocaremos zelos no Senhor? Somos, acaso, mais fortes do que ele?
23 ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ ସବୁ ବିଷୟ ଭଲ ନୁହେଁ। ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ କେତକେ ବିଷୟ ଅନ୍ୟମାନଙ୍କ ବିଶ୍ବାସକୁ ଦୃଢ଼ କରିବା ରେ ସାହାୟ୍ଯ କରେ ନହିଁ।
23 Todas as coisas são lícitas, mas nem todas convêm; todas são lícitas, mas nem todas edificam.
24 କୌଣସି ଲୋକ କବଳେ ନିଜର ସ୍ବାର୍ଥ ପାଇଁ ଚିନ୍ତିତ ହବୋ ଉଚିତ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ।
24 Ninguém busque o seu próprio interesse, e sim o de outrem.
25 ବଜାର ରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବକେ ସକାେଶ ଏହି ମାଂସ ଖାଇବା ଉଚିତ କି ନୁହେଁ, ସେ ବିଷୟ ରେ କୌଣସି ପ୍ରଶ୍ନ ପଚାର ନାହିଁ।
25 Comei de tudo o que se vende no mercado, sem nada perguntardes por motivo de consciência;
26 ତୁମ୍ଭେ ଖାଇପାର କାରଣ ପୃଥିବୀ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ବିଷୟ ପ୍ରଭୁଙ୍କର ଅଟେ।
26 porque do Senhor é a terra e a sua plenitude.
27 ଜଣେ ଅବିଶ୍ବାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡ଼ାକି ପା ରେ। ଯଦି ତୁମ୍ଭମାନେେ ୟିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗ ରେ ଥୁଆ ହାଇେଛି, ତାହା ଖାଅ।
27 Se algum dentre os incrédulos vos convidar, e quiserdes ir, comei de tudo o que for posto diante de vós, sem nada perguntardes por motivo de consciência.
28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁ ହେ : ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ହାଇେଛି। ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ୟିଏ ଏହା କହିଛି ତା'ର ବିଶ୍ବାସକୁ ତୁମ୍ଭମାନେେ ଆଘାତ ନ ଦବୋ ପାଇଁ ଖାଅ ନାହିଁ ଓ ଦ୍ବିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ ବୋଲି କେତକେ ମତ ଦିଅନ୍ତି।
28 Porém, se alguém vos disser: Isto é coisa sacrificada a ídolo, não comais, por causa daquele que vos advertiu e por causa da consciência;
29 ତୁମ୍ଭମାନେେ ଏହାକୁ ଭୁଲ ବିବଚେନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବଚେନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହତେୁ ମାେ ନିଜର ସ୍ବାଧୀନତା ରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ।
29 consciência, digo, não a tua propriamente, mas a do outro. Pois por que há de ser julgada a minha liberdade pela consciência alheia?
30 କାରଣ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସାରି ଭୋଜନ କରିଥିବା ୟୋଗୁଁ ମୁଁ ସମାଲୋଚିତ ହବୋ ଅନୁଚିତ୍।
30 Se eu participo com ações de graças, por que hei de ser vituperado por causa daquilo por que dou graças?
31 ଅତଏବ, ଯେତବେେଳେ ତୁମ୍ଭମାନେେ ଖାଅ, ପିଅ ବା ଅନ୍ୟ ଯାହା କିଛି କର, ପରମେଶ୍ବରଙ୍କ ମହିମା ପାଇଁ କରିବା ଉଚିତ୍।
31 Portanto, quer comais, quer bebais ou façais outra coisa qualquer, fazei tudo para a glória de Deus.
32 ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।
32 Não vos torneis causa de tropeço nem para judeus, nem para gentios, nem tampouco para a igreja de Deus,
33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରେତ୍ୟକକଙ୍କୁ ସମସ୍ତ କାର୍ୟ୍ଯ ରେ ସନ୍ତୁଷ୍ଟ କରିବାକୁ ଚା ହେଁ। ମୁଁ ଅନକଙ୍କେର ମଙ୍ଗଳ ଚିନ୍ତାକରେ ୟଦ୍ବାରା ସମାନେେ ପରିତ୍ରାଣ ପାଇ ପାରିବେ।
33 assim como também eu procuro, em tudo, ser agradável a todos, não buscando o meu próprio interesse, mas o de muitos, para que sejam salvos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 10, comparar traduções ou montar um estudo — tudo direto pelo WhatsApp.