1 Tessalonicenses 2
Desiya NT (DSO_TWF) vs ARIB
1 ଏ ବାଇବଇନିମନ୍ ତମେ ନିଜେ ଜାନି ଆଚାସ୍, ତମର୍ଲଗେ ଆମେ ଆଇଲାଟା ଚୁଚାଇ ନ ରଇଲା ।
1 Porque vós mesmos sabeis, irmãos, que a nossa entrada entre vós não foi vã;
2 ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା ।
2 mas, havendo anteriormente padecido e sido maltratados em Filipos, como sabeis, tivemos a confiança em nosso Deus para vos falar o evangelho de Deus em meio de grande combate.
3 ଆମେ ବାବୁଜିଆ କଲାଟା, ଲକ୍ମନର୍ ବୁଲ୍ ଆଦେସ୍ ଅନି ନ ରଇଲା ଆରି ନାଡାଇବାଟା କି ବୁଲ୍ବାଟେ ନେବା ବିସଇ ନ ରଇଲା ।
3 Porque a nossa exortação não procede de erro, nem de imundícia, nem é feita com dolo;
4 ମାତର୍ ସବୁବେଲେ ଆମେ ପର୍ମେସରର୍ ମନ୍ କଲା ଇସାବେ ସେ କାତା କଇତେରଇବୁ । କାଇକେବଇଲେ ସେ ଆମ୍କେ ବାଚିକରି ସୁବ୍କବର୍ ଜାନାଇବା ଦାଇତ୍ ସର୍ପି ଦେଲାଆଚେ । ଲକ୍ମନ୍କେ ସାର୍ଦା କରାଇବାକେ ଆମର୍ ଆଦେସ୍ ନାଇ । ଜନ୍ ପର୍ମେସର୍ ଆମର୍ ମନ୍ ବିତ୍ରର୍ଟା ପରିକା କରି ଦେକିପାର୍ସି, ତାକେ ଆକା ସାର୍ଦା କର୍ବାକେ ଆମେ ଚେସ୍ଟା କଲୁନି ।
4 mas, assim como fomos aprovados por Deus para que o evangelho nos fosse confiado, assim falamos, não para agradar aos homens, mas a Deus, que prova os nossos corações.
5 ତମେତା ନିକ କରି ଜାନାସ୍ । ଆମେ କେବେ ମିସା ତମ୍କେ ସାର୍ଦା କରାଇବା କାତା କଇ ନ ରଇଲୁ । ଆମର୍ ଲବ୍ଅଇବାଟାକେ ଲୁଚାଇକରି ସଙ୍ଗଉନାଇ । ତମର୍ଲଗେ କାରାପ୍ ବେବାର୍ କରି ନ ରଇଲୁ । ଏ ବିସଇଟାନେ ପର୍ମେସର୍ ଆମର୍ ସାକି ।
5 Pois, nunca usamos de palavras lisonjeiras, como sabeis, nem agimos com intuitos gananciosos. Deus é testemunha,
6 ଆମେ କାର୍ଲଗେ ଅନି ସନ୍ମାନ୍ ପାଇବୁ ବଲି ଚେସ୍ଟା କରି ନ ରଇଲୁ । ତମର୍ଟାନେ ଅନି କି ବିନ୍ ଲକର୍ ଟାନେଅନି ମିସା ନାଇ ।
6 nem buscamos glória de homens, quer de vós, quer de outros, embora pudéssemos, como apóstolos de Cristo, ser-vos pesados;
7 ଜଦି କିରିସ୍ଟ ପାଟାଇରଇବା ପେରିତ୍ ଇସାବେ ଆମ୍କେ ତମେ ମାନିକରି ରୁଆ ବଲି ଦାବି କର୍ତୁ । ମାଆ ଜେନ୍ତି ନିଜର୍ ପିଲାମନ୍କେ ଜତନ୍ କର୍ତେରଇସି, ଆମେ ତମର୍ଲଗେ ରଇବା ବେଲାଇ ସେରକାମ୍ କର୍ତେରଇଲୁ ।
7 antes nos apresentamos brandos entre vós, qual ama que acaricia seus próprios filhos.
8 ଆମେ ତମ୍କେ ବେସି ଆଲାଦ୍ କଲୁ ଜେ, ତମ୍କେ ଅବ୍କା ପର୍ମେସରର୍ ସୁବ୍ କବର୍ ଜାନାଇବୁ ବଲି ନାଇ, ମାତର୍ ତମର୍ଲାଗି ନିଜ୍କେ ସର୍ପି ଅଇବାକେ ମିସା ତିଆର୍ ଅଇରଇଲୁ । ତମେ ଆମର୍ କେଡେକ୍ ନିଜର୍ ନ ରଇଲାସ୍ !
8 Assim nós, sendo-vos tão afeiçoados, de boa vontade desejávamos comunicar-vos não somente o evangelho de Deus, mas ainda as nossas próprias almas; porquanto vos tornastes muito amados de nós.
9 ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ।
9 Porque vos lembrais, irmãos, do nosso labor e fadiga; pois, trabalhando noite e dia, para não sermos pesados a nenhum de vós, vos pregamos o evangelho de Deus.
10 ଜେଡେବେଲେ ଆମେ ତମର୍ଟାନେ ରଇଲୁ, ଆମେ କେନ୍ତି ସୁକଲ୍ଅଇ, ସତଇସେ କାଇ ଦସ୍ ନ ଅଇକରି ଚଲାଚଲ୍ତି କର୍ତେରଇଲୁ । ନିଜେ ପର୍ମେସର୍ ଆରି ତମେ ଆକା ଆମର୍ ସାକି ଆଚାସ୍ ।
10 Vós e Deus sois testemunhas de quão santa e irrepreensivelmente nos portamos para convosco que credes;
11 ତମେତା ଜାନାସ୍ । ବାବା ଜେନ୍ତି ନିଜର୍ ପିଲାମନ୍କେ ଚଲାଚଲ୍ତି କର୍ତା, ଆମେ ମିସା ସମାନ୍ ସେନ୍ତାରିସେ ଚଲାଚଲ୍ତି କରିରଇଲୁ ।
11 assim como sabeis de que modo vos tratávamos a cada um de vós, como um pai a seus filhos,
12 ଆମେ ତମ୍କେ ସାଆସ୍ ଦେଇରଇଲୁ, ଦୁକ୍ ସାରାଇରଇଲୁ, ଆରି ପରମେସର୍ଟାନେ ଟିକ୍ସଙ୍ଗ୍ ଚଲାଚଲ୍ତି ଅଇ ବଁଚ୍ବାକେ ବାବୁଜିଆ କର୍ତେରଇଲୁ । ପର୍ମେସର୍ ଜେ କି ତାର୍ ରାଇଜେ ଆରି ତାର୍ ମଇମା ଟାନେ ମିସିରଇବାକେ ତମ୍କେ ଡାକ୍ଲାନି ।
12 exortando-vos e consolando-vos, e instando que andásseis de um modo digno de Deus, o qual vos chama ao seu reino e glória.
13 ଆମେ ପର୍ମେସର୍କେ ଏଟାର୍ପାଇ ମିସା ଦନିଅବାଦ୍ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ସେଟା ପର୍ମେସର୍ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍ଲାସ୍ । ଏଟା ଲକ୍ମନର୍ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍ମେସରର୍ ବାକିଅ । ଆରି ତମର୍ପାରା ବିସ୍ବାସିମନର୍ ମନ୍ ବିତ୍ରେ, ସେଟା ଡାଟ୍ ଅଇରଇସି ।
13 Por isso nós também, sem cessar, damos graças a Deus, porquanto vós, havendo recebido a palavra de Deus que de nós ouvistes, a recebestes, não como palavra de homens, mas {segundo ela é na verdade} como palavra de Deus, a qual também opera em vós que credes.
14 ଏ ବାଇବଇନିମନ୍ ଜିଉଦା ଦେସେ ରଇବା ପର୍ମେସରର୍ ମଣ୍ଡଲିମନ୍କେ ଆରି ତେଇ ରଇବା କିରିସ୍ଟ ବିସ୍ବାସିମନର୍ଲାଗି ଜନ୍ ଗଟ୍ନା ଗଟିରଇଲା, ତମର୍ପାଇ ମିସା ସେ ଗଟ୍ନା ଗଟ୍ଲା ଆଚେ । ସେମନ୍ ଜିଉଦିମନର୍ ଲଗେଅନି ଜନ୍ ରକାମ୍ ତାଡ୍ନା ପାଇରଇଲାଇ, ତମେ ମିସା ନିଜର୍ ଦେସର୍ ଲକ୍ମନର୍ ଲଗେଅନି ସେ ସମାନ୍ ତାଡ୍ନା ପାଇଆଚାସ୍ ।
14 Pois vós, irmãos, vos haveis feito imitadores das igrejas de Deus em Cristo Jesus que estão na Judéia; porque também padecestes de vossos próprios concidadãos o mesmo que elas padeceram dos judeus;
15 ଜିଉଦିମନ୍ ମାପ୍ରୁ ଜିସୁକେ ଆରି ବବିସତ୍ବକ୍ତାମନ୍କେ ମରାଇରଇଲାଇ ଆରି ଆମ୍କେ ମିସା ଦୁକ୍ କସ୍ଟ ଦେଇରଇଲାଇ । ସେମନର୍ଟାନେ ପର୍ମେସର୍ ସାନ୍ତି ନାଇ । ସେମନ୍ ସବୁ ମୁନୁସ୍ଜାତିର୍ ସତ୍ରୁ ।
15 os quais mataram ao Senhor Jesus, bem como aos profetas, e a nós nos perseguiram, e não agradam a Deus, e são contrários a todos os homens,
16 ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ ।
16 e nos impedem de falar aos gentios para que sejam salvos; de modo que enchem sempre a medida de seus pecados; mas a ira caiu sobre eles afinal.
17 ଏ ବାଇବଇନିମନ୍ ଜେଡେବେଲେ ଆମେ ଚନେକର୍ପାଇ ତମର୍ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍ ଇସାବେ । ମାତର୍ ଆମର୍ ମନ୍ ବିତ୍ରେ ତମେ ସବୁବେଲେ ବାସାଅଇରଇଲାସ୍ । ତମ୍କେ ଏତାଇ ଏତାଇ କରି ବେସି ଚିନ୍ତା କର୍ତେରଇଲୁ । ପଚେ ଆରିତରେକ୍ ତମ୍କେ ଦେକ୍ବାକେ ଚେସ୍ଟା କର୍ତେରଇଲୁ ।
17 Nós, porém, irmãos, sendo privados de vós por algum tempo, de vista, mas não de coração, tanto mais procuramos com grande desejo ver o vosso rosto;
18 ମାତର୍ ତମର୍ଲଗେ ବାଉଡିଆଇବାକେ ଆମ୍କେ ବେସି ମନ୍ରଇଲା । ମୁଇ ନିଜେ ତମର୍ଲଗେ ବାଉଡିଆଇବାକେ ଗଟେକ୍ତର୍ ଚେସ୍ଟାକରିରଇଲି, ମାତର୍ ଏଟାର୍ପାଇ ଆମ୍କେ ସଇତାନ୍ ବାଦା ଦେଲା ।
18 pelo que quisemos ir ter convosco, pelo menos eu, Paulo, não somente uma vez, mas duas, e Satanás nos impediu.
19 ସେ ଗାଲା କାତା ଗାଲାବେ । ମର୍ ଆସା ଆଚେ, ମାପ୍ରୁ ଜିସୁ ଆଇବା ବେଲେ ତମେ ଆମର୍ ଆସା, ସାର୍ଦା ବଡ୍ପନ୍ ଆରି ଜିତ୍ବାଟା ।
19 Porque, qual é a nossa esperança, ou gozo, ou coroa de glória, diante de nosso Senhor Jesus na sua vinda? Porventura não o sois vós?
20 ତମେ ସବୁବେଲେ ଆମର୍ପାଇ ଡାକ୍ପୁଟା ଆରି ସାର୍ଦା ।
20 Na verdade vós sois a nossa glória e o nosso gozo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Tessalonicenses 2, comparar traduções ou montar um estudo — tudo direto pelo WhatsApp.