Tito 2
ସତିଅର୍ ବାଟ୍ (DSO) vs ARIB
1 ମାତର୍ ତିତସ୍ ତୁଇ ବିସ୍ବାସିମନ୍କେ ଜନ୍ ବିସଇ ସିକାଇଲୁସ୍ନି ସେଟା ଜିସୁକିରିସ୍ଟର୍ ସତ୍ ସିକିଆ ଇସାବେସେ ସିକା ।
1 Tu, porém, fala o que convém à sã doutrina.
2 ପର୍ତୁମ୍ ଡକ୍ରାମନ୍କେ ତାକର୍ ଜିବନେ ନିକ ଚଲାଚଲ୍ତି କର୍ବାକେ ସିକା, ଜେନ୍ତିକି ନିଜେ ବୁଦିର୍ସଙ୍ଗ୍ ରଇ, ଲକ୍ମନର୍ଟାନେଅନି ସନ୍ମାନ୍ ପାଇବାଲକ୍ ପାରା ଅଇ ଜାଗ୍ରତ୍ ରଇବାର୍ । ସେମନ୍ ପର୍ମେସର୍କେ ଡାଟ୍ସଙ୍ଗ୍ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ସତ୍ସଙ୍ଗ୍ ଆଲାଦ୍ କରି ମୁର୍ଚି ରଇବାର୍ ଆଚେ ।
2 Exorta os velhos a que sejam temperantes, sérios, sóbrios, sãos na fé, no amor, e na constância;
3 ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ ।
3 as mulheres idosas, semelhantemente, que sejam reverentes no seu viver, não caluniadoras, não dadas a muito vinho, mestras do bem,
4 ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ ।
4 para que ensinem as mulheres novas a amarem aos seus maridos e filhos,
5 ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।
5 a serem moderadas, castas, operosas donas de casa, bondosas, submissas a seus maridos, para que a palavra de Deus não seja blasfemada.
6 ସେନ୍ତାର୍ ସେ ଦାଙ୍ଗ୍ଡାମନ୍କେ ମିସା ନିଜେ ଜାଗରତ୍ ରଇବାକେ ସିକା ।
6 Exorta semelhantemente os moços a que sejam moderados.
7 ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍ତି କର୍ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍ଡାମନ୍ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍ ସତ୍ ରଇକରି ଲକ୍ମନର୍ ମୁଆଟେ ସନ୍ମାନ୍ ପାଇଲାପାରା ପର୍ମେସରର୍ ବିସଇ ସିକା ।
7 Em tudo te dá por exemplo de boas obras; na doutrina mostra integridade, sobriedade,
8 ଜେତ୍କି ବିସଇ ସିକାଇଲୁସ୍ନି, ସେ ସବୁ ବିସଇ ସତ୍ ରଅ ଜେନ୍ତାରିକି ଲକ୍ମନ୍ ନିନ୍ଦା କରିନାପାରତ୍ । ଜେତ୍କି ଲକ୍ ଜିସୁକିରିସ୍ଟର୍ପାଇ ତୁଇ କର୍ବା କାମ୍ ବିରଦ୍ କଲାଇନି, ସେମନ୍ ସବୁ ଲାଜ୍ ଅଇଜିବାଇ । କାଇକେବଇଲେ ଆମ୍କେ ନିନ୍ଦା କର୍ବାକେ ତାକର୍ଟାନେ କାଇଟା ନ ରଏ ।
8 linguagem sã e irrepreensível, para que o adversário se confunda, não tendo nenhum mal que dizer de nós.
9 ତର୍ ମଣ୍ଡଲିମନ୍କେ ରଇବା ଗତିଦାଙ୍ଗ୍ଡାମନ୍କେ ତାକର୍ ସାଉକାର୍ମନ୍କେ ମାନିକରି ରଇବାକେ ସିକା । ତାକର୍ କର୍ବା କାମ୍ ଦେକି ସାଉକାର୍ମନ୍ ସାର୍ଦା ଅଅତ୍ ଆରି ସାଉକାର୍ମନ୍କେ ସେମନ୍ ଟଣ୍ଡ୍ ନ ଲାଗାଅତ୍ ।
9 Exorta os servos a que sejam submissos a seus senhores em tudo, sendo-lhes agradáveis, não os contradizendo
10 ସାଉକାରର୍ କାଇ ଜିନିସ୍ ନ ଚରାଇକରି ସବୁବେଲେ ଦରମ୍ ଚଲାଚଲ୍ତି କର । ସେମନ୍କେ ସାଉକାର୍ ବିସ୍ବାସ୍ କର୍ବାର୍ ଆଚେ । ତାକର୍ ନିକ ଚଲାଚଲ୍ତି କର୍ବାଟା ଦେକି ଆମ୍କେ ମୁକ୍ତି ଦେବା ପରମେସରର୍ କବର୍ ସୁନ୍ବାକେ ଲକ୍ମନ୍ ମନ୍ କର୍ବାଇ ।
10 nem defraudando, antes mostrando perfeita lealdade, para que em tudo sejam ornamento da doutrina de Deus nosso Salvador.
11 କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ ।
11 Porque a graça de Deus se manifestou, trazendo salvação a todos os homens,
12 ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
12 ensinando-nos, para que, renunciando à impiedade e às paixões mundanas, vivamos no presente mundo sóbria, e justa, e piamente,
13 ଜନ୍ ବଡ୍ ଦିନ୍ ଆଇବାକେ ଆମେ ଜାଗିଆଚୁ, ସେତ୍କି ଦିନ୍ ଜାକ ଏନ୍ତାରିସେ ଚଲାଚଲ୍ତି କରୁ । ସେ ଦିନେ ଜିସୁକିରିସ୍ଟ ଜେକି ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ, ତାର୍ ସବୁ ଡାକ୍ପୁଟା ସଙ୍ଗ୍ ଏ ଜଗତେ ବାଉଡିଆଇସି ।
13 aguardando a bem-aventurada esperança e o aparecimento da glória do nosso grande Deus e Salvador Cristo Jesus,
14 ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
14 que se deu a si mesmo por nós para nos remir de toda a iniqüidade, e purificar para si um povo todo seu, zeloso de boas obras.
15 ତେବର୍ପାଇ ତିତସ୍, ତୁଇ କିରତେ ରଇବା ବିସ୍ବାସିମନ୍କେ, ମୁଇ ତକେ କଇରଇବା ସବୁ ବିସଇ ସିକାଇଦେସ୍ । ଏ ସବୁ ବିସଇ କର୍ବାକେ ସାର୍ଦା କରା ଆରି ନ କଲେ ସେମନ୍କେ ଜାଗ୍ରତ୍ କରା । ସେନ୍ତାରି କର୍ବାକେ ତର୍ ଅଦିକାର୍ ଆଚେ । ତୁଇ ସିକାଇଲା ବିସଇମନ୍ କେ ମିସା ନିଚ୍ ଇସାବେ ନ ନାମତ୍ ।
15 Fala estas coisas, exorta e repreende com toda autoridade. Ninguém te despreze.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tito 2, comparar traduções ou montar um estudo — tudo direto pelo WhatsApp.