Tito 1
ସତିଅର୍ ବାଟ୍ (DSO) vs AAI
1 ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି ।
1 Ayu Paul God ana akirwairafin naatu Jesu Keriso ana tur abarayan. Baitumatum, turobe ana so’ob bonawiyit God ana efamaim ma, naatu God ana roubinen sabuw baibaisih hai baitumatum baira’atin isan yasairu.
2 ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ ।
2 Naatu it ata nuhifot i yawas wanatowan tafanamaim ebitutut. Anayabin turobe ana God tafaram matara’e ana veya ana omatanen yai.
3 ପର୍ମେସର୍ ଟିକ୍ କଲା ବେଲାଇ ମୁଇ ସୁବ୍କବର୍ ଜାନାଇଲିକେ, ଲକ୍ମନ୍ ସେଟା ବୁଜ୍ବାକେ ସେ ବପୁଦେଲା । ଏଟା ପର୍ମେସରର୍ କାମ୍ । ସେ ଆକା ଆମ୍କେ ରକିଆ କର୍ସି । ସେ ଏ ଦାଇତ୍ ଦେଇକରି ମକେ ତିଆର୍ଲା ଆଚେ ।
3 Taiyuwin ana veya yakitifuw inu’in baib ana maramaim ana tur iwa’an irerereb ayu abibinan wanawanan. Iti obaiyunen tur i God ata baiyawasenayan ayu itutumu itu.
4 ଏ ତିତସ୍, ତର୍ପାଇ ମୁଇ ଏ ଚିଟି ଲେକ୍ଲିନି । ଆମେ ଜିସୁକିରିସ୍ଟକେ ବିସ୍ବାସ୍ କଲାର୍ପାଇ ତୁଇ ମର୍ ନିଜର୍ ପଅପାରା ଅଇ ଆଚୁସ୍ ।
4 Titus o ayu natu anababatun baitumatum ta’imon wanawananamaim. Isa ayoyoyoban Tamat God naatu Jesu Keriso ata baiyawasenayan manaw kabeber, tufuw nit.
5 କିରତେ ତକେ ରଇଜା ବଲି ମୁଇ କଇରଇଲି । ଜେତ୍କି ସବୁ କାମ୍ କରିସାରାଇବାକେ ମକେ ବେଲା ନ ରଇଲା, ସେଟା କରିସାରାଇବାକେ ମୁଇ ସେନ୍ତାରି କଲି । ଏଟା ଅଇଲାନି ପର୍ତୁମ୍ ବିସଇ । କିରତେ ରଇବା ସବୁ ଜାଗାର୍ ମଣ୍ଡଲିମନ୍କେ ପାର୍ଚିନ୍ ଇସାବେ ଲକ୍ମନ୍କେ ବାଚ୍ । ମୁଇ ତର୍ ସଙ୍ଗ୍ ରଇଲାବେଲେ ଏ ବିସଇନେଇ ତକେ ତିଆରି ରଇଲି ।
5 Ana’an iti isan o aihamiy Kurit kuma’am saise abistanawat men tabisawaren o inayabuna naatu marisika au’uwi na’atube bar merar ta’ita’imon hai ukwarih inarubiniyih.
6 ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ ।
6 Orot yait aurin ubar en na’at, aawan ta’imon, natunatun bosunusunubayah, men yah so’aso’arin, men baifanasairayah.
7 ବିନ୍ ବିସ୍ବାସିମନ୍କେ ଜତନ୍ କର୍ବାକେ ଦାଇତ୍ ଇସାବେ ପର୍ମେସର୍ ଗଟେକ୍ ପାର୍ଚିନ୍କେ ଦେଲାଆଚେ । ତେବର୍ ପାଇ ଜନ୍ ମଣ୍ଡଲିର୍ ପାର୍ଚିନ୍କେ ତୁଇ ବାଚ୍ସୁ, ତାକେ କାଇ ଦସ୍ ନ ରଅ । ସେ ବଡ୍ପନିଆ ନ ରଇବାର୍, ଦାପ୍ରେ ରିସା ନ ଅଇବାର୍, ମଦୁଆ ନ ରଇବାର୍, ବିନ୍ ଲକର୍ ସଙ୍ଗ୍ କିରଜାଟି ନ ଅଇବାର୍, ଡାବୁକେ ଆସା ନ କର୍ବାର୍ ।
7 Anayabin Orot ukwarin God itumitum bowabow itin ana sabuw kaifih isan, aurin men ubar nama, men taiyuwin na’it ra’ah, men yan so’aso’arin, men harew fokarin tomayan, men fais robayan, naatu men sawar ana kabat.
8 ସେନ୍ତାରି ନ ଅଇକରି ଲକ୍ମନ୍କେ ଡାକିନେବା ଲକ୍, ଦରମ୍ ବିସଇ କର୍ବାକେ ମନ୍ କର୍ବା ଲକ୍, ନିଜେ ଜାଗ୍ରତ୍ ରଇବା ଲକ୍, ବଡ୍ ସାନ୍ ଇସାବେ ନ ଦେକ୍ବା ଲକ୍, ସୁକଲ୍ ଇସାବେ ଚଲାଚଲ୍ତି କର୍ବା ଲକ୍, ନିଜେ ମନ୍କର୍ବା ବିସଇଟାନେ ଜାଗ୍ରତ୍ ଅଇବା ଲକ୍, ରଇବାର୍ ଆଚେ ।
8 Baise orot babin hai merar nay nabuwih, gewasin nasinaf, not wairafin, ana ef mutufurin, naya’asair kakafiyinamaim nama, taiyuwin narumutufur.
9 ସେ ଲକ୍ ଆମେ ସିକାଇତେରଇବା ସୁବ୍ କବର୍ ଡାଟ୍ସଙ୍ଗ୍ ବିସ୍ବାସ୍ କରିରଇବାର୍ ଆଚେ । ଏ କବର୍ ସତ୍ ଆରି ନ ବାଦ୍ଲେ ବଲି ସେ ଜାନ୍ବାର୍ ଆଚେ । ଏନ୍ତାର୍ ଆଲେ ସେ ଲକ୍ମନ୍କେ ସତ୍ ବିସଇ ସିକାଇପାର୍ସି । ଆରି ଜନ୍ ଲକ୍ ତାର୍ ବିରୁଦେ କାତା ଅଇଲାଇନି, ତାକର୍ ବୁଲ୍ ଦେକାଇପାର୍ସି ।
9 Bosunusunub isan ana tur hibi’obaiy na’atube i nabukikin saise nati’imaim tur ana kirikirifotamaim i karam boro fair nab sabuw koufair nitih naatu sabuw iyab tibi’aw’ase’as boro nakwararih.
10 ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି ।
10 Anayabin sabuw maumurih na’in i baifanasairayah, okwanekwaneyah naatu baifufuwenayah, itinin ta sabuw hai ar afu’afuw kwa wanawanamaim tema’am na’atube.
11 ଏନ୍ତାରି ଲକ୍ମନ୍କେ ସିକାଇବାକେ ଦେସ୍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍ ଗୁଲାଇ କୁଟୁମ୍ମନ୍କେ ବିସ୍ବାସ୍ କରାଇ, ସତ୍ ବିସଇତେଇ ଅନି ବାଉଡାଇଲାଇନି । ଲକ୍ମନର୍ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି ।
11 Gewasin nati sabuw awah kwanasakirafut, anayabin bar awan awan hirun hitit baifuwenamaim sabuw tibi’obaiyih, saise nati’imaim i sawar wairafih hinamatar hinama gewas isan.
12 କିରତେଅନି ଆଗେ ଗଟେକ୍ ଗିଆନ୍ ରଇବା ଲକ୍ ରଇଲା । ସେ ଏନ୍ତାରି କଇରଇଲା, “ କିରତେରଇବା ଲକ୍ମନ୍ ବେସି ମିଚ୍ କଇବାଇ । ସେମନ୍ ବନର୍ ପସୁପାରା ଚଲାଚଲ୍ତି କର୍ବାଇ ଆରି ସେମନ୍ ବେସି ଅଲ୍ସିଆ ଆରି କାଉରାମନ୍ ।”
12 Taiyuwih hai dinab orot iti na’atube hio, “Kurit sabuw i mar etei baifuwenayah, sigarafor, nokonokow yah wiruw.”
13 କିରତେ ରଇବା ଲକର୍ ବିସଇ ସେ ବବିସତ୍ବକ୍ତା କଇଲାଟା ଏବେ ମିସା ସତ୍ସେ । ତେବର୍ ପାଇ ସେମନ୍କେ ଡାଟ୍ ସଙ୍ଗ୍ ଦମ୍କାଇକରି କଇବାର୍ ଆଚେ । ଜେନ୍ତାରିକି ସେମନ୍ ସତ୍ ସିକିଆ ବିସ୍ବାସ୍ କର୍ବାଇ ।
13 Sawar iti isah sif hirurubon i turobe, isan imih tur fokarin kwanakwararih kwana’uwih, saise hai baitumatum nare baron na’of,
14 ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
14 men Jew sabuw hai binanakwar hinanowar naatu men sabuw iyab turobe hikwakwahir hai obaiyunen tur hinanowaramih.
15 ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ ।
15 Sabuw iyab tikukubaituturih hai sawar etei boro gewasih, baise sabuw iyab biyah karitanin naatu men tibitumatum hai sawar etei boro men ta gewasin, hai not naatu hai naniyan etei hibokarit.
16 ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।
16 Hai turamaim i God hiso’ob, baise hai sinafumaim i God teyayaub, hai yawas tenakuyakuy naatu baifanasairayah, hai fanasair ra’at, hai mumunin sawar men karam boro bowabow gewasin hinasinaf.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tito 1, comparar traduções ou montar um estudo — tudo direto pelo WhatsApp.