Romanos 4
ସତିଅର୍ ବାଟ୍ (DSO) vs NVI
1 ଆମର୍ ବାବା ଅବ୍ରାଆମର୍ ବିସଇନେଇ କାଇଟା ବଲି କଉଁ ? ସେ ଆମର୍ ଜିଉଦି ବଁସର୍ ଆନିଦାଦି ରଇଲା । ସେ କେନ୍ତି ଦରମ୍ ବଲାଇ ଅଇଲା ?
1 Portanto, que diremos do nosso antepassado Abraão?
2 ଜଦି ଅବ୍ରାଆମ୍ ନିଜର୍ କରିରଇବା କାମେଅନି ସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇତା, ସେ ବଡ୍ପନ୍ କାତା କଇପାର୍ତା । ମାତର୍ ସେଟା ପରମେସରର୍ ମୁଆଟେ ଅଇ ନାପାରେ ।
2 Se de fato Abraão foi justificado pelas obras, ele tem do que se gloriar, mas não diante de Deus.
3 ସାସ୍ତର୍ ଇସାବେ, “ଅବ୍ରାଆମ୍ ପରମେସରର୍ତେଇ ବିସ୍ବାସ୍ କଲା, ଆରି ଏ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ଲକ୍ ଇସାବେ ନିଜର୍ କଲା ।”
3 Que diz a Escritura? "Abraão creu em Deus, e isso lhe foi creditado como justiça".
4 ଜେ କାମ୍ କର୍ସି ସେ ବୁତି ପାଇସି ଆକା । କାର୍ଟାନେଅନି ଦାନ୍ ଇସାବେ ନ ପାଏ ।
4 Ora, o salário do homem que trabalha não é considerado como favor, mas como dívida.
5 ମାତର୍ ଜେ ନିଜର୍ ଉପ୍ରେ ଆସା ନ କରି, ପରମେସରର୍ତେଇ ବିସ୍ବାସ୍ କର୍ସି, ତାର୍ ବିସ୍ବାସର୍ ଲାଗି, ଅପ୍ରାଦର୍ ଦସ୍ ନ ଦାରି ଚାଡିଦେବା ପରମେସର୍, ତାକେ ଦରମ୍ଲକ୍ ଇସାବେ ଡାକ୍ସି ।
5 Todavia, àquele que não trabalha, mas confia em Deus que justifica o ímpio, sua fé lhe é creditada como justiça.
6 ଜନ୍ ଲକର୍ ରିତିନିତି ନ ଦେକି ପରମେସର୍ ତାକେ ଦରମ୍ଲକ୍ ବଲି ଡାକ୍ସି, ସେନ୍ତାରି ଲକର୍ ବିସଇନେଇ ଦାଉଦ୍ କଇଆଚେ,
6 Davi diz a mesma coisa, quando fala da felicidade do homem a quem Deus credita justiça independente de obras:
7 ଜାର୍ ଦସ୍ ଦଇଅଇଲା ଆଚେ ସେ କେଡେ କରମର୍ ଲକ୍ ।
7 "Como são felizes aqueles que têm suas transgressões perdoadas, cujos pecados são apagados.
8 ମାପ୍ରୁ ଜାର୍ ପାପର୍ ଇସାବ୍ ନ କରେ,
8 Como é feliz aquele a quem o Senhor não atribui culpa".
9 ଇତି ଦାଉଦ୍ ଜନ୍ ଲକ୍ମନ୍କେ କେଡେ କରମର୍ ଲକ୍ ବଲି କଇଲାଆଚେ, ସେମନର୍ ବିତ୍ରେ କାଇ ଅବ୍କା ସୁନତ୍ ଅଇଲା ଲକ୍ସେ ରଇଲାଇ କି ? ନାଇ, ସୁନତ୍ ନ ଅଇଲା ଲକ୍ ମିସା କେଡେ କରମର୍ ଲକ୍ ଅଇପାରତ୍ । ଆମେ କଇଲୁନି ଅବ୍ରାଆମ୍ ବିସ୍ବାସ୍ କଲାକେସେ ଦରମ୍ ଲକ୍ ଇସାବେ ଏଜାଇଅଇଲା,
9 Destina-se esta felicidade apenas aos circuncisos ou também aos incircuncisos? Já dissemos que, no caso de Abraão, a fé lhe foi creditada como justiça.
10 ଏଟା କେଡେବେଲେ ଗଟିରଇଲା ? ଅବ୍ରାଆମ୍ ସୁନତ୍ ଅଇଲା ପଚେ କି, ତାର୍ ଆଗ୍ତୁ ? ଆଗ୍ତୁ, ପଚେ ନାଇ ।
10 Sob quais circunstâncias? Antes ou depois de ter sido circuncidado? Não foi depois, mas antes!
11 ସୁନତ୍ ଅଇବା ଆଗ୍ତୁ, ଅବ୍ରାଆମର୍ ବିସ୍ବାସ୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଡାକି ରଇଲା । ଏଟା ଜାନାଇବାକେ ଗଟେକ୍ ଚିନ୍ପାରା ଅବ୍ରାମ୍ ଏ ସୁନତ୍ବିଦି କର୍ବାଟା ନାମି ରଇଲା । ଜେନ୍ତାର୍କି ଜନ୍ ଲକ୍ମନ୍ ସୁନତ୍ ନ ଅଇକରି ମିସା, ବିସ୍ବାସ୍ କର୍ବାଇ, ସେମନ୍ ଦରମ୍ଲକ୍ ବଲି ଏଜାଇ ଅଇବାଇ । ସେଟାର୍ପାଇ ଗାଗଡ୍ ଇସାବେ ଅବ୍ରାଆମ୍ ସେମନର୍ ବାବା ବଲାଇଅଇସି,
11 Assim ele recebeu a circuncisão como sinal, como selo da justiça que ele tinha pela fé, quando ainda não fora circuncidado. Portanto, ele é o pai de todos os que crêem, sem terem sido circuncidados, a fim de que a justiça fosse creditada também a eles;
12 ଅବ୍ରାଅମ ସୁନତ୍ ଅଇବା ଆଗ୍ତୁ ବିସ୍ବାସର୍ ଜନ୍ ଚିନ୍ ଦେଇରଇଲା, ଜଦି ସୁନତ୍ ନଇଲା ଲକ୍ମନ୍ ନିଜର୍ ଜିବନେ ସେ ରକାମ୍ ବିସ୍ବାସ୍ ଦେକାଇ ପାର୍ବାଇ ବଇଲେ, ଅବ୍ରାଆମ୍ ସେମନର୍ ମିସା ବାବା ।
12 e é igualmente o pai dos circuncisos que não somente são circuncisos, mas também andam nos passos da fé que teve nosso pai Abraão antes de passar pela circuncisão.
13 ଅବ୍ରାଆମ୍ ନିୟମ୍ ମାନ୍ଲାର୍ ପାଇ ନାଇ, ଅବ୍କା ବିସ୍ବାସ୍ କଲାର୍ପାଇ ସେ ଦରମ୍ ଲକ୍ ବଲି ଏଜାଇଅଇରଇଲା । ଆରି ସେଟାର୍ ପାଇ, ସେ ଆରି ତାର୍ କୁଟୁମର୍ ଲକ୍ମନ୍ ଜଗତର୍ ଅଦିକାରି ଅଇବାଇ ବଲି ପରମେସର୍ କାତା ଦେଇରଇଲା ।
13 Não foi mediante a lei que Abraão e a sua descendência receberam a promessa de que ele seria o herdeiro do mundo, mas mediante a justiça que vem da fé.
14 ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନ୍ସେ ଜଦି ପରମେସରର୍ ଦାନ୍ ପାଇବାଇ, ତେବେ ଲକ୍ମନର୍ ବିସ୍ବାସ୍ ଚୁଚାଇ ଅଇସି । ପରମେସର୍ ଦେଇରଇବା କାତା ମିସା ଚୁଚାଇସେ ।
14 Pois se os que vivem pela lei são herdeiros, a fé não tem valor, e a promessa é inútil;
15 ନିୟମ୍ ନ ମାନ୍ଲାର୍ପାଇ ଲକ୍ମନ୍ ପରମେସରର୍ ବଡ୍ ରିସାଇ ପଡ୍ବାଇ । ମାତର୍ ଜନ୍ତି ନିୟମ୍ ନାଇ, ତେଇ ନିୟମ୍ ନ ମାନ୍ବା କାତା ଉଟେ ନାଇ ।
15 porque a lei produz a ira. E onde não há lei, não há transgressão.
16 “ ସେଟାର୍ପାଇ ପରମେସର୍ କାତା ଦେଇରଇବାଟା ବିସ୍ବାସର୍ ଲାଗି ରଇସି । ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନର୍ ପାଇସେ ପରମେସର୍ କାତା ଦେଏ ନାଇ । ଅବ୍ରାଆମର୍ ପାରା ବିସ୍ବାସ୍ କର୍ତେ ରଇବା ସବୁର୍ ପାଇ ସେଟା ଲଡା । କାଇକେବଇଲେ ଅବ୍ରାମ୍ ସେମନର୍ ଆତ୍ମା ଇସାବେ ରଇବା ବାବା ।”
16 Portanto, a promessa vem pela fé, para que seja de acordo com a graça e seja assim garantida a toda a descendência de Abraão; não apenas aos que estão sob o regime da lei, mas também aos que têm a fé que Abraão teve. Ele é o pai de todos nós.
17 ଏ ବିସଇ ସାସ୍ତରେ ଲେକାଆଚେ “ତକେ ଆମେ ସବୁ ବଁସର୍ ବାବା କରିଆଚୁ ।” ପରମେସରର୍ ଇସାବେ ଏ କାତା ଦେଲାଟା ଟିକ୍ ରଇଲା, କାଇକେ ବଇଲେ ଜନ୍ ପରମେସର୍କେ ଅବ୍ରାଆମ୍ ବିସ୍ବାସ୍ କର୍ତେ ରଇଲା, ସେ ପର୍ମେସରର୍ ବାକିଅ ମଲା ଲକ୍ମନ୍କେ ଜିବନ୍ କର୍ସି ଆରି କାଇଟା ନଇଲାତେଇଅନି ସବୁ ବିସଇ ତିଆର୍ କର୍ସି ।
17 Como está escrito: "Eu o constituí pai de muitas nações". Ele é nosso pai aos olhos de Deus, em quem creu, o Deus que dá vida aos mortos e chama à existência coisas que não existem, como se existissem.
18 ଆସା କର୍ବାକେ କାଇଟା ନ ରଇଲେ ମିସା, ଅବ୍ରାଆମ୍ ବିସ୍ବାସ୍ କରି ଆସାଅଇ ରଇଲା । ସେଟାର୍ ପାଇ ସେ ସବୁ ବଁସର୍ ବାବା ଅଇଲା, କାଇକେ ବଇଲେ ସେ ସାସ୍ତରେଅନି କାତା ମିଲାଇରଇଲା, “ ତାର୍ କୁଟୁମର୍ ଲକ୍ମନ୍ ଏଜି ନାପାର୍ବା ଆକାସର୍ ତାରାପାରା ଅଇବାଇ । ”
18 Abraão, contra toda esperança, em esperança creu, tornando-se assim pai de muitas nações, como foi dito a seu respeito: "Assim será a sua descendência".
19 ତାକେ ସେଡ୍କିବେଲେ ସଏ ବରସ୍ ଅଇରଇଲା । ମାତର୍ ତାକର୍ ମଲାପାରା ଗାଗଡର୍ କାତା ବାବି, କି ସାରା ଜେକି ଆରି ପିଲା ପାଇ ନାପାରେ, ଏ କାତା ଜାନିକରି ମିସା, ତାକର୍ ବିସ୍ବାସ୍ ଉନା ଅଏନାଇ ।
19 Sem se enfraquecer na fé, reconheceu que o seu corpo já estava sem vitalidade, pois já contava cerca de cem anos de idade, e que também o ventre de Sara já estava sem vitalidade.
20 ସେ ତାର୍ ବିସ୍ବାସେଅନି ବିନେ ବେଗ୍ଲେ ନାଇ, କି ପରମେସର୍ ଦେଇରଇବା କାତା ଅଇସି କି ନଏଁ ବଲି କଏନାଇ । ସେ ବିସ୍ବାସ୍ କରି ବପୁ ସଙ୍ଗ୍ ପୁରାପୁରୁନ୍ ଅଇଲା ଆରି ସେ ପରମେସର୍କେ ଡାକ୍ପୁଟା କଲା ।
20 Mesmo assim não duvidou nem foi incrédulo em relação à promessa de Deus, mas foi fortalecido em sua fé e deu glória a Deus,
21 “ପରମେସର୍ ଜନ୍ କାତା ଦେଇରଇଲା, ସେଟା ସେ କର୍ସି ଆକା ବଲି ଡାଟ୍ସଙ୍ଗ୍ ବିସ୍ବାସ୍ କଲା ।”
21 estando plenamente convencido de que ele era poderoso para cumprir o que havia prometido.
22 ସେ ବିସ୍ବାସର୍ ଲାଗି ଅବ୍ରାଆମ୍ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା ।
22 Em conseqüência, "isso lhe foi também creditado como justiça".
23 ଦରମ୍ ଲକ୍ ଇସାବେ ଏଜାଇଅଇବାଟା ସାସ୍ତରର୍ କାତା, ଉଜେ ଅବ୍ରାମ୍କେସେ ଅଇସି, ସେନ୍ତାରି ନାଇ ।
23 As palavras "lhe foi creditado" não foram escritas apenas para ele,
24 ସେଟା ଆମର୍ପାଇ ମିସା ଲେକାଅଇଆଚେ । ଆମେ ମିସା ପରମେସର୍କେ ବିସ୍ବାସ୍ କଲେ ଦରମ୍ ଲକ୍ ବଲି ଏଜାଇଅଇବୁ । ସେ ମାପ୍ରୁ ଜିସୁକେ ମଲାତେଇଅନି ଆରି ତରେକ୍ ଜିବନ୍ କରି ଉଟାଇଲା ଆଚେ ବଲି ବିସ୍ବାସ୍ କଲୁନି ।
24 mas também para nós, a quem Deus creditará justiça, para nós, que cremos naquele que ressuscitou dos mortos a Jesus, nosso Senhor.
25 ମାପ୍ରୁ ଜିସୁ ଆମର୍ ପାପର୍ ଲାଗି ମରିରଇଲା ଆରି ପରମେସରର୍ତେଇ ଆମ୍କେ ଦରମ୍ ଲକ୍ କରାଇବାକେ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ।
25 Ele foi entregue à morte por nossos pecados e ressuscitado para nossa justificação.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 4, comparar traduções ou montar um estudo — tudo direto pelo WhatsApp.