Romanos 3
ସତିଅର୍ ବାଟ୍ (DSO) vs NVT
1 ତେବେ ଜିଉଦି ନଇଲା ଲକ୍ମନର୍ତେଇଅନି ଜିଉଦିମନର୍ ଅଦିକ୍ ସୁବିଦା କାଇଟା ? ସୁନତ୍ କଲେ କାଇ ଲାବ୍ ?
1 Então qual é a vantagem de ser judeu? A circuncisão tem algum valor?
2 ସବୁ ରକାମର୍ ଲାବ୍ ଆଚେ । ତେବେ ପର୍ତୁମ୍, ପରମେସର୍ ତାର୍ କବର୍ ଜାନାଇବା ଦାଇତ୍ ଜିଉଦିମନର୍ ଆତେ ଦେଲା ଆଚେ ।
2 Sim, há muitos benefícios. Em primeiro lugar, aos judeus foi confiada toda a revelação de Deus.
3 ତେବେ କାଇଟା ଅଇସି ? ଜିଉଦିମନର୍ ବିତ୍ରେଅନି କେତେ ଲକ୍ ବିସ୍ବାସ୍ ନ କଲେ ପରମେସର୍ କାତା ଦେଇରଇବାଟା ପୁରାପୁରୁନ୍ ନ ଅଏ କି ?
3 É verdade que alguns deles foram infiéis, mas isso significa que Deus será infiel?
4 କେବେ ନାଇ । ମୁନୁସ୍ମନ୍ ସବୁ ଲକ୍ ମିଚୁଆ ଅଇଲେ ମିସା, ପରମେସର୍ ସତ୍ସେ । ସାସ୍ତରେ ଲେକା ଆଚେ,
4 De maneira nenhuma! Ainda que todos sejam mentirosos, Deus é verdadeiro. E as Escrituras dizem a seu respeito: “Será provado que tens razão no que dizes, e ganharás tua causa no juízo”.
5 ଇତି ଗଟେକ୍ ପର୍ସନ୍ ଅଇପାରେ, “ଆମର୍ କାରାପ୍ ଚଲାଚଲ୍ତି, ପରମେସରର୍ ଦରମ୍କେ ଚିନାଇ ଦେଇସି ବଇଲେ, ସେ ଆମ୍କେ ଡଣ୍ଡ୍ଦେଇ ଅନିଆଇ କଲାନି ବଲି କଇପାରିଅଇସି କି ?
5 Alguém poderia dizer: “Mas nosso pecado não cumpre um bom propósito, ajudando os outros a verem como Deus é justo? Não é uma injustiça, portanto, Deus nos castigar?”. (Estou seguindo o ponto de vista humano.)
6 କେବେ ନାଇ । ପରମେସର୍ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍ ନିଆଇ ବିଚାର୍ କର୍ସି ?”
6 Claro que não! Se fosse assim, como Deus poderia julgar o mundo?
7 “ଜଦି ମୁଇ ମିଚ୍ କଇବାଟା ପରମେସରର୍ ସତ୍ ଅଦିକ୍ ଡିସି କରି ଡାକ୍ପୁଟା କରାଇସି ବଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି ?”
7 Alguém poderia argumentar, ainda: “Mas por que Deus me condena como pecador se minha mentira ressalta sua verdade e lhe traz mais glória?”.
8 ସେନ୍ତାର୍ଆଲେ “ଆସା, ଆମେ କାରାପ୍ କାମ୍ କରୁ ଜେନ୍ତାରି କି ତେଇଅନି ନିକ ବିସଇ ବାରଇସି” ବଲି କଇଅଇସି କି ? ନାଇ, କଇ ନଏ । ମୁଇ ସମାନ୍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍ ମକେ ଇଜତ୍ ଜିକ୍ଲାଇନି । ସେମନ୍ ସେଟାର୍ ପାଇ ଜନ୍ ଡଣ୍ଡ୍ ପାଇବାର୍ ରଇଲାଇ, ସତଇସେ ପାଇବାଇ ।
8 E alguns até nos difamam, afirmando que dizemos: “Quanto mais pecarmos, melhor!”. Quem diz essas coisas merece condenação.
9 ତେବେ କାଇ ଜିଉଦିମନର୍ ଜିଉନା କାଉନା, ଜିଉଦି ନଇଲା ଲକ୍ମନର୍ଟାନେଅନି ଅଦିକ୍ ନିକ କି ? ନାଇ, ମୁଲ୍କେ ନାଇ ! ମୁଇ ଆଗ୍ତୁଅନି କଇଲି ଆଚି ଜେ, ସେମନ୍ ଦୁଇ ଦଲ୍ ଜାକ ପାପର୍ ସାସନେ ଆଚତ୍ ।
9 Pois bem, devemos concluir que nós, judeus, somos melhores que os outros? Não, de maneira nenhuma, pois já mostramos que todos, judeus ou gentios, estão sob o poder do pecado.
10 ସାସ୍ତରେ ଲେକା ଆଚେ,
10 Como afirmam as Escrituras: “Ninguém é justo, nem um sequer.
11 କେ ମିସା ଗିଆନ୍ ରଇବା ଲକ୍ ନାଇ ।
11 Ninguém é sábio, ninguém busca a Deus.
12 ସେମନ୍ ସବୁ ଲକ୍ ପରମେସର୍ଟାନେଅନି ଅନି ଦୁରିକେ ଜାଇ ଆଚତ୍ ।
12 Todos se desviaram, todos se tornaram inúteis. Ninguém faz o bem, nem um sequer.”
13 ସେମନର୍ କାତା କଇବାଟାନେ ଅଦିକ୍ ନାଡାଇବାଟା ଆଚେ,
13 “Sua conversa é repulsiva, como o odor de um túmulo aberto; sua língua é cheia de mentiras.” “Veneno de serpentes goteja de seus lábios.”
14 ସେମନର୍ କାତା, ପିତା ଅଇ, ଅବିସାପେ ପୁରୁନ୍ ଅଇଆଚେ ।
14 “Sua boca é cheia de maldição e amargura.”
15 ସେମନ୍ ମାର୍ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି ।
15 “Apressam-se em cometer homicídio;
16 ସେମନ୍ ଜନ୍ବାଟେ ଗାଲାଇନି, ତେଇ କୁରୁପ୍ନାସ୍ ଅଇବାଟା ଆରି କସ୍ଟ ଅଇବାଟା ଉବଜ୍ଲାନି ।
16 por onde passam, deixam destruição e sofrimento.
17 ସେମନ୍ ସାନ୍ତିର୍ ବାଟ୍ ନାଜାନତ୍,
17 Não sabem onde encontrar paz.”
18 କି ପରମେସର୍କେ ଡର୍ବାଟା ସିକତ୍ ନାଇ ।
18 “Não têm o menor temor de Deus.”
19 ଆମେ ଜାନୁ, ଜନ୍ ଲକ୍ମନ୍ ନିୟମର୍ ସାସନ୍ ତଲେ ଆଚତ୍, ତେଇର୍ ସବୁ ବିଦିବିଦାନ୍ ମାନ୍ବାକେ ବାଦିଅ । ପରମେସର୍ ଜେଡେବଲ୍ ଗୁଲାଇ ଜଗତର୍ ବିଚାର୍ କର୍ସି, ନିୟମ୍ ନ ମାନ୍ଲା ଲକ୍ମନ୍ କାଇ କାମ୍ ମିସା ଦେକାଇକରି, ଦସ୍ କରିନାଇ ବଲି କଇନାପାରତ୍ ।
19 É evidente que a lei se aplica àqueles a quem ela foi entregue, pois seu propósito é evitar desculpas e mostrar que todo o mundo é culpado diante de Deus.
20 ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
20 Pois ninguém será declarado justo diante de Deus por fazer o que a lei ordena. A lei simplesmente mostra quanto somos pecadores.
21 ମାତର୍ ଏବେ ଲକ୍ମନ୍ ତାର୍ ମୁଆଟେ ଦରମ୍ ବଲି ଏଜାଇ ଅଇବାକେ, ପରମେସର୍ ଜନ୍ଟା ଜଜ୍ନା କରି ରଇଲା, ସେଟା ସେ ଆମ୍କେ ଜାନାଇଦେଲାଆଚେ । ମାତର୍ ଏଟା ନିୟମ୍ ମାନ୍ଲାକେ ଅଏନାଇ । ଏ ଜଜ୍ନା ମସାର୍ ନିୟମେ ଆରି ବିନ୍ ବବିସତ୍ବକ୍ତାମନର୍ ଟାନେ ମିସା ରଇଲା ।
21 Agora, porém, conforme prometido na lei de Moisés e nos profetas, Deus nos mostrou como somos declarados justos diante dele sem as exigências da lei:
22 ଉଜେ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ଏବେ ଆମେ ପରମେସରର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇ ଅଇଆଚୁ । ପରମେସର୍ କେତେ ଲକ୍କେ ଆଲାଦ୍ କରି ଆରି କେତେକ୍ ଲକ୍କେ ଗିନ୍ କରେନାଇ । କିରିସ୍ଟକେ ବିସ୍ବାସ୍କର୍ବା ସବୁ ଲକ୍ମନ୍କେ ଏ ଅଦିକାର ଦେଲାଆଚେ ।
22 somos declarados justos diante de Deus por meio da fé em Jesus Cristo, e isso se aplica a todos que creem, sem nenhuma distinção.
23 ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ ।
23 Pois todos pecaram e não alcançam o padrão da glória de Deus,
24 ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
24 mas ele, em sua graça, nos declara justos por meio de Cristo Jesus, que nos resgatou do castigo por nossos pecados.
25 ପରମେସର୍ ଜିସୁକେ ଦାନ୍କଲା, ଜେନ୍ତିକି ତାର୍ ମରନ୍, ତାକେ ବିସ୍ବାସ୍ କର୍ବା ଲକ୍ମନର୍ ପାପ୍ କେମାର୍ ବାଟ୍ ଦେକାଇସି । ସେ ନିଜର୍ ଦରମ୍ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍ଚିକରି ଲକ୍ମନ୍ ଆଗ୍ତୁ କରିରଇବା ପାପ୍ ଦାରେ ନାଇ ।
25 Deus apresentou Jesus como sacrifício pelo pecado, com o sangue que ele derramou, mostrando assim sua justiça em favor dos que creem. No passado ele se conteve e não castigou os pecados antes cometidos,
26 ମାତର୍ ଏବେ ସେ ତାର୍ ଦରମ୍ ଅଇଲାଟା ଦେକାଇବାକେ ସେ ସବୁ ପାପ୍, ଜନ୍ ପାପ୍ କି ଜିସୁ କୁର୍ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍ଲାଗି ପର୍ମେସର୍ ପୁରାପୁରୁନ୍ ଦରମ୍ ଆଚେ । ଆରି ଜେତ୍କି ଲକ୍ ଜିସୁକେ ବିସ୍ବାସ୍ କର୍ବାଇ ସେ ସବୁ ଦରମ୍ ଲକ୍ ବଲି ଏଜାଇଅଇବାଇ ।
26 pois planejava revelar sua justiça no tempo presente. Com isso, Deus se mostrou justo, condenando o pecado, e justificador, declarando justo o pecador que crê em Jesus.
27 ସେନ୍ତାର୍ଆଲେ ଆମେ କାଇ ବିସଇନେଇ ବଡ୍ପନ୍ ଅଇବାର୍ ଆଚେ ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍ପନ୍ ଦେକାଇବାକେ କାଇ ବିସଇ ଆଚେ କି ? ଆମେ ପୁରାପୁରି ନିୟମ୍ ମାନ୍ଲୁନି ବଲିକରି କି ? ନାଇ, ଅବ୍କା ବିସ୍ବାସ୍ କର୍ବାଟାସେ ଆମର୍ ବଡ୍ପନ୍ ଦେକାଇବାଟା ।
27 Podemos então nos vangloriar de ter feito algo para sermos aceitos por Deus? Não, pois nossa absolvição não vem pela obediência à lei, mas pela fé.
28 ଆମେ ସତଇସେ ବୁଜି ପାର୍ଲୁ ଜେ, ଗଟେକ୍ ଲକ୍ ଅବ୍କା ବିସ୍ବାସ୍ କରିସେ ଦରମ୍ ଲକ୍ ବଲାଇ ଅଇସି, ନିୟମ୍ ମାନିକରି ନାଇ ।
28 Portanto, somos declarados justos por meio da fé, e não pela obediência à lei.
29 ପରମେସର୍ କାଇ ଉଜେ ଜିଉଦିମନର୍ସେ ପରମେସର୍ କି ? ସେ କାଇ ଜିଉଦିନଇଲା ଲକ୍ମନର୍ ପରମେସର୍ ନଏଁ କି ? ସତଇସେ ସେ ସବୁ ଲକର୍ ପରମେସର୍ ।
29 Afinal, Deus é Deus apenas dos judeus? Não é também Deus dos gentios? Claro que sim!
30 ପରମେସର୍ ଗଟେକ୍ସେ । ଜିଉଦି ଆରି ଜିଉଦିନଇଲା ଲକର୍ ପାଇ ସମାନ୍ । ସେମନର୍ ବିସ୍ବାସ୍ ପାଇ ସେମନ୍କେ ଦରମ୍ ଲକ୍ ଇସାବେ ବାଚ୍ସି ।
30 Existe um só Deus, e ele declara justos tanto judeus como gentios somente pela fé.
31 ଏଟାର୍ ଅରତ୍ କାଇଟା, ଏନ୍ତାରି ବିସ୍ବାସ୍ କରି ନିୟମ୍ ନସାଇଦେଉଁ କି ? ନାଇ, ଆମେ ଜଦି ଜିସୁକିରିସ୍ଟକେ ବିସ୍ବାସ୍ କର୍ବୁ ବଇଲେ, ନିୟମ୍କେ ମିସା ଡାଟ୍ କର୍ବୁ ।
31 Então, se enfatizamos a fé, quer dizer que podemos abolir a lei? Claro que não! Na realidade, é só quando temos fé que cumprimos verdadeiramente a lei.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 3, comparar traduções ou montar um estudo — tudo direto pelo WhatsApp.