Mateus 7
ସତିଅର୍ ବାଟ୍ (DSO) vs NVI
1 ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ ।
1 "Não julguem, para que vocês não sejam julgados.
2 କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
2 Pois da mesma forma que julgarem, vocês serão julgados; e a medida que usarem, também será usada para medir vocês.
3 ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ?
3 "Por que você repara no cisco que está no olho do seu irmão, e não se dá conta da viga que está em seu próprio olho?
4 ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି ?
4 Como você pode dizer ao seu irmão: ‘Deixe-me tirar o cisco do seu olho’, quando há uma viga no seu?
5 ଏରେ କୁଟିଆଲ୍ମନ୍ ! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।
5 Hipócrita, tire primeiro a viga do seu olho, e então você verá claramente para tirar o cisco do olho do seu irmão.
6 ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
6 "Não dêem o que é sagrado aos cães, nem atirem suas pérolas aos porcos; caso contrário, estes as pisarão e, aqueles, voltando-se contra vocês, os despedaçarão".
7 ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି ।
7 "Peçam, e lhes será dado; busquem, e encontrarão; batam, e a porta lhes será aberta.
8 ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
8 Pois todo o que pede, recebe; o que busca, encontra; e àquele que bate, a porta será aberta.
9 ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ କି ? ତମର୍ ପିଲା ଜଦି ରୁଟି ମାଙ୍ଗ୍ଲେ, ତାକେ ପାକ୍ନା ଦେଇସା ?
9 "Qual de vocês, se seu filho pedir pão, lhe dará uma pedra?
10 ନଇଲେ ସେ ମାଚ୍ ମାଙ୍ଗ୍ଲେ ତାକେ ସାଁପ୍ ଦେଇସା ?
10 Ou se pedir peixe, lhe dará uma cobra?
11 ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
11 Se vocês, apesar de serem maus, sabem dar boas coisas aos seus filhos, quanto mais o Pai de vocês, que está nos céus, dará coisas boas aos que lhe pedirem!
12 “ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
12 Assim, em tudo, façam aos outros o que vocês querem que eles lhes façam; pois esta é a Lei e os Profetas".
13 “ଚିପଙ୍ଗା ଦୁଆର୍ ବାଟେ ଜାଆ । କାଇକେବଇଲେ ବିନାସ୍ କର୍ବାକେ ନେବା ନର୍କେ ଜିବା ବାଟ୍ ଅସାର୍ ଆରି ସୁବିଦାର୍ଟା । କେତେ କେତେ ଲକ୍ ସେ ବାଟେ ଜିବାଇ ।
13 "Entrem pela porta estreita, pois larga é a porta e amplo o caminho que leva à perdição, e são muitos os que entram por ela.
14 ମାତର୍ ନ ସାର୍ବା ଜିବନେ ମିସି ରଇଲା ବାଟ୍, ଚିପଙ୍ଗା ଆରି ଜିବାଟା ବେସି କସ୍ଟ । ଉନା ଲକ୍ ସେ ବାଟ୍ କଜି କଜି ମିଲାଇବାଇ ।”
14 Como é estreita a porta, e apertado o caminho que leva à vida! São poucos os que a encontram".
15 “ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା ।
15 "Cuidado com os falsos profetas. Eles vêm a vocês vestidos de peles de ovelhas, mas por dentro são lobos devoradores.
16 ସେମନର୍ କର୍ବା କାମ୍ ଦେକି ତମେ ସେମନ୍କେ ଚିନିପାରାସ୍ । କାଟା ବୁଟାଇ ଅଙ୍ଗୁର୍ ନ ପଲେ କି କାଟାକଲି ବୁଟାଇ ଡୁମ୍ରି ପଲ୍ ନ ଦାରେ ।
16 Vocês os reconhecerão por seus frutos. Pode alguém colher uvas de um espinheiro ou figos de ervas daninhas?
17 ନିକ ଗଚେ ନିକ ପଲ୍ ଦାର୍ସି, ବାନିଆ ଗଚର୍ ପଲ୍ ବାନିଆ ସେ ।
17 Semelhantemente, toda árvore boa dá frutos bons, mas a árvore ruim dá frutos ruins.
18 ନିକ ଗଚେ ବାନିଆ ପଲ୍ ନ ପଲେ କି ବାନିଆ ଗଚେ ନିକ ପଲ୍ ଅଇନାପାରେ ।
18 A árvore boa não pode dar frutos ruins, nem a árvore ruim pode dar frutos bons.
19 ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
19 Toda árvore que não produz bons frutos é cortada e lançada ao fogo.
20 ସେନ୍ତାରି ସେ ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ କାମ୍ କର୍ବାଟାନେ ଅନି ତମେ ସେମନ୍କେ ଚିନିପାରାସ୍ ।”
20 Assim, pelos seus frutos vocês os reconhecerão!
21 ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
21 "Nem todo aquele que me diz: ‘Senhor, Senhor’, entrará no Reino dos céus, mas apenas aquele que faz a vontade de meu Pai que está nos céus.
22 ମାପ୍ରୁର୍ ବିଚାର୍ କର୍ବା ଦିନ୍ କେଟ୍ଲେ କେତେ କେତେ ଲକ୍ ମକେ କଇବାଇ, ଏ ମାପ୍ରୁ, ତମର୍ ନାଉଁ ଦାରି ଆମେ ପର୍ମେସରର୍ ସୁବ୍କବର୍ ଜାନାଇ ଆଚୁ । ତମର୍ ନାଉଁ ଦାରି ଡୁମାମନ୍କେ କେଦି ଆଚୁ ଆରି କେତେକ୍ କାବାଅଇଜିବା କାମ୍ମନ୍ କରିଆଚୁ ।
22 Muitos me dirão naquele dia: ‘Senhor, Senhor, não profetizamos nós em teu nome? Em teu nome não expulsamos demônios e não realizamos muitos milagres? ’
23 ସେଡ୍କି ବେଲେ ମୁଇ ସେମନ୍କେ କଇବି, ନାଇ, ମୁଇ ତମ୍କେ ନାଜାନି । କରାପ୍କାମ୍ କର୍ବା ଲକ୍ମନ୍, ମର୍ଲଗେ ରୁଆନାଇ ।
23 Então eu lhes direi claramente: ‘Nunca os conheci. Afastem-se de mim vocês, que praticam o mal! ’ "
24 “ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
24 "Portanto, quem ouve estas minhas palavras e as pratica é como um homem prudente que construiu a sua casa sobre a rocha.
25 ଅପର୍ବଲ୍ ବର୍ସା ମାର୍ଲାକେ ଗାଡ୍ ଉଚ୍ଲି ଗାଲା ଆରି ସେ ଗର୍ ଉପ୍ରେ ବେସି ପବନ୍ ଦାର୍ଲା । ମାତର୍ ସେ ଗର୍ ବସ୍ଲେ ନାଇ । କାଇକେ ବଇଲେ ସେଟା ପାକ୍ନା ଉପ୍ରେ ତିଆର୍ ଅଇରଇଲା ।”
25 Caiu a chuva, transbordaram os rios, sopraram os ventos e deram contra aquela casa, e ela não caiu, porque tinha seus alicerces na rocha.
26 “ମାତର୍ ଜନ୍ ଲକ୍ମନ୍ ମର୍ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେମନ୍ ବାଲି ଗାଦି ଉପ୍ରେ ଗର୍ ତିଆର୍ କରି ରଇବା ବକୁଆ ଲକ୍ ପାରା ।
26 Mas quem ouve estas minhas palavras e não as pratica é como um insensato que construiu a sua casa sobre a areia.
27 ଅପର୍ବଲ୍ ବର୍ସା ଅଇଲାକେ ଗାଡ୍ ପୁରି ଉଚଲ୍ଲା, ଜବର୍ ବାଉଦୁକା ଆଇଲା ଆରି ଗର୍ କୁରୁପ୍ନାସ୍ ଅଇଗାଲା । ସେ କୁରୁପ୍ନାସ୍ ଅଇଲାଟା କେଡେ ଇନସ୍ତା ରଇଲା ! ”
27 Caiu a chuva, transbordaram os rios, sopraram os ventos e deram contra aquela casa, e ela caiu. E foi grande a sua queda".
28 ସାରାସାରି ଜାକ ଜିସୁ ସିକିଆ ଦେବାଟାନେ ଏ ସବୁ କାତା ସୁନିକରି ଲକ୍ମନ୍ କାବା ଅଇଗାଲାଇ ।
28 Quando Jesus acabou de dizer essas coisas, as multidões estavam maravilhadas com o seu ensino,
29 ସେ ବିନ୍ବିନ୍ ସାସ୍ତର୍ ସିକାଉମନର୍ ପାରା ନ ସିକାଇକରି ନିଜର୍ ଅଦିକାର୍ ସଙ୍ଗ୍ ସିକାଇତେ ରଇଲା ।
29 porque ele as ensinava como quem tem autoridade, e não como os mestres da lei.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 7, comparar traduções ou montar um estudo — tudo direto pelo WhatsApp.