Mateus 6
ସତିଅର୍ ବାଟ୍ (DSO) vs ARA
1 ଲକ୍ମନ୍କେ ଦେକାଇଅଇବାକେ ସବୁର୍ ମୁଆଟେ ନିକ କାମ୍ କରାନାଇ । ସେଟା କଲେ ସର୍ଗେ ରଇବା ତମର୍ ବାବାର୍ ଟାନେଅନି ପୁରୁସ୍କାର୍ ନ ପାଆସ୍ ।
1 Guardai-vos de exercer a vossa justiça diante dos homens, com o fim de serdes vistos por eles; doutra sorte, não tereis galardão junto de vosso Pai celeste.
2 ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ ।
2 Quando, pois, deres esmola, não toques trombeta diante de ti, como fazem os hipócritas, nas sinagogas e nas ruas, para serem glorificados pelos homens. Em verdade vos digo que eles já receberam a recompensa.
3 ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ ।
3 Tu, porém, ao dares a esmola, ignore a tua mão esquerda o que faz a tua mão direita;
4 ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
4 para que a tua esmola fique em secreto; e teu Pai, que vê em secreto, te recompensará.
5 ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ ।
5 E, quando orardes, não sereis como os hipócritas; porque gostam de orar em pé nas sinagogas e nos cantos das praças, para serem vistos dos homens. Em verdade vos digo que eles já receberam a recompensa.
6 ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
6 Tu, porém, quando orares, entra no teu quarto e, fechada a porta, orarás a teu Pai, que está em secreto; e teu Pai, que vê em secreto, te recompensará.
7 ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ ।
7 E, orando, não useis de vãs repetições, como os gentios; porque presumem que pelo seu muito falar serão ouvidos.
8 ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି ।
8 Não vos assemelheis, pois, a eles; porque Deus, o vosso Pai, sabe o de que tendes necessidade, antes que lho peçais.
9 ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
9 Portanto, vós orareis assim:
10 ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି,
10 venha o teu reino;
11 ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
11 o pão nosso de cada dia dá-nos hoje;
12 ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ
12 e perdoa-nos as nossas dívidas,
13 ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ,
13 e não nos deixes cair em tentação;
14 “ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି ।
14 Porque, se perdoardes aos homens as suas ofensas, também vosso Pai celeste vos perdoará;
15 ମାତର୍ ତମେ ଜଦି ବିନ୍ ଲକ୍ମନ୍କେ କେମା ନ କରାସ୍, ସରଗର୍ ବାବା ମିସା ତମେ କରିରଇବା ପାପ୍ଦସ୍ କେମା ନ କରେ ।”
15 se, porém, não perdoardes aos homens [as suas ofensas], tampouco vosso Pai vos perdoará as vossas ofensas.
16 “ଉପାସ୍ କର୍ବା ବେଲେ ଦରମ୍ ବଲି ଦେକାଇଅଇଲା ଲକର୍ ପାରା ବାଇରେ ସପାସୁତର୍ ଅଇବାଟା ଚାଡିଦେବାର୍ ନାଇ । ସେମନ୍ ଉପାସ୍ କଲୁନି ବଲି ଲକର୍ ଲଗେ ଦେକାଇ ଅଇବାକେ ସେନ୍ତାରି କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ଏନ୍ତି କର୍ବାର୍ ଲାଗି ନିଜର୍ ପୁରୁସ୍କାର୍ ସବୁ ପାଇଲାଇବେ ।
16 Quando jejuardes, não vos mostreis contristados como os hipócritas; porque desfiguram o rosto com o fim de parecer aos homens que jejuam. Em verdade vos digo que eles já receberam a recompensa.
17 ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ ।
17 Tu, porém, quando jejuares, unge a cabeça e lava o rosto,
18 ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।”
18 com o fim de não parecer aos homens que jejuas, e sim ao teu Pai, em secreto; e teu Pai, que vê em secreto, te recompensará.
19 “ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ ।
19 Não acumuleis para vós outros tesouros sobre a terra, onde a traça e a ferrugem corroem e onde ladrões escavam e roubam;
20 ସର୍ଗେ ତମର୍ ପାଇ ଏନ୍ତାରି ଦନ୍ ଅର୍ଜି ସଙ୍ଗୁଆ । ତେଇ ଅଲ୍ମା ଆରି ଚିଲମ୍ ନ ଦାରେ । ଆରି ଚର୍ମନ୍ ମିସା କତି କାଣାକରି ଚରାଇ ନେଇ ନାପାରତ୍ । ଜାଗ୍ରତ୍ !
20 mas ajuntai para vós outros tesouros no céu, onde traça nem ferrugem corrói, e onde ladrões não escavam, nem roubam;
21 କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।”
21 porque, onde está o teu tesouro, aí estará também o teu coração.
22 “ତମର୍ ଆଁକି ଅଇଲାନି ଗାଗଡର୍ ବତି । ଜେଡେବେଲା ଆଁକି ନିର୍ମଲ୍ ରଇସି, ତେବେ ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ବର୍ତି ଅଇରଇସି ।
22 São os olhos a lâmpada do corpo. Se os teus olhos forem bons, todo o teu corpo será luminoso;
23 ମାତର୍ ଜେବେ ତମର୍ ଆଁକି ନସିରଇସି, ତେବେ ସବୁ ଗାଗଡ୍ ଆନ୍ଦାର୍ ଅଇସି । ତେବର୍ପାଇ ତମର୍ ମନ୍ ବିତ୍ରର୍ ଉଜଲ୍ ଜେବେ ଆନ୍ଦାର୍ ଅଇସି, ତେବେ ସେ ଆନ୍ଦାର୍ କେଡେକ୍ ବଡ୍ ବିପଦ୍ ।”
23 se, porém, os teus olhos forem maus, todo o teu corpo estará em trevas. Portanto, caso a luz que em ti há sejam trevas, que grandes trevas serão!
24 “କେ ମିସା ଗଟେକ୍ ଲକ୍ ଦୁଇଟା ସାଉକାରର୍ ସେବାକରି ନାପାରେ । ସେ ଗଟେକ୍ ଲକ୍କେ ମାନ୍ସି ଆରି ଗଟେକ୍ ଲକ୍କେ ଗିନ୍ କର୍ସି । ନଇଲେ ଗଟେକ୍ ଲକ୍କେ ବିସ୍ବାସ୍ କର୍ସି ଆରି ଗଟେକ୍ ଲକ୍କେ ବିସ୍ବାସ୍ ନ କରେ । ତମେ ଏକାତର୍ ପର୍ମେସର୍କେ ଆରି ଡାବୁକାସୁକେ ସେବାକରି ନାପାରାସ୍ ।”
24 Ninguém pode servir a dois senhores; porque ou há de aborrecer-se de um e amar ao outro, ou se devotará a um e desprezará ao outro. Não podeis servir a Deus e às riquezas.
25 ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
25 Por isso, vos digo: não andeis ansiosos pela vossa vida, quanto ao que haveis de comer ou beber; nem pelo vosso corpo, quanto ao que haveis de vestir. Não é a vida mais do que o alimento, e o corpo, mais do que as vestes?
26 ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ?
26 Observai as aves do céu: não semeiam, não colhem, nem ajuntam em celeiros; contudo, vosso Pai celeste as sustenta. Porventura, não valeis vós muito mais do que as aves?
27 ବଁଚ୍ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍ ଅଇ ଜେ ତାର୍ କଣ୍ଡେକ୍ ମିସା ବଁଚ୍ବା ଦିନ୍ ପାର୍ସି କି ? ନାଇ ନାପାରେ ।
27 Qual de vós, por ansioso que esteja, pode acrescentar um côvado ao curso da sua vida?
28 ବସ୍ତର୍ ପାଇ କାଇକେ ବିକଲ୍ ଅଇଲାସ୍ନି ? ଦେକା, ବନର୍ ପୁଲ୍ମନ୍ କେନ୍ତି ବଡ୍ଲାଇନି, ସେମନ୍ କାମ୍ଦାମ୍ କରତ୍ ନାଇ କି ନିଜର୍ ପାଇ ବସ୍ତର୍ ତିଆର୍ କରତ୍ ନାଇ,
28 E por que andais ansiosos quanto ao vestuário? Considerai como crescem os lírios do campo: eles não trabalham, nem fiam.
29 ମାତର୍ ମୁଇ ତମ୍କେ କଇଲିନି, ରାଜା ସଲ୍ମନ୍ ତାର୍ ସବୁ ଦନ୍ ସଁପତି ସଙ୍ଗ୍ ମିସା ଏ ପୁଲ୍ ପାରା ସୁନ୍ଦର୍ ବସ୍ତର୍ କେବେ ପିନ୍ଦି ନ ରଇଲା ।
29 Eu, contudo, vos afirmo que nem Salomão, em toda a sua glória, se vestiu como qualquer deles.
30 ଆଜି ପଦାଇ ରଇଲା ଗାଁସ୍ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍ମେସର୍ ଏନ୍ତି ସୁନ୍ଦର୍ ବେସ୍ ଦେଇସି, ତେବେ ଏ ଅଲପ୍ ବିସ୍ବାସିମନ୍, ସେ ବାଇଦରେ ତମ୍କେ ଅଦିକ୍ ନିମାନ୍ ବସ୍ତର୍ ନ ଦେଏ କି ? ଦେଇସିସେ ।
30 Ora, se Deus veste assim a erva do campo, que hoje existe e amanhã é lançada no forno, quanto mais a vós outros, homens de pequena fé?
31 ଏଟାର୍ ପାଇ କାଇଟା କାଇବି ? ଆରି କାଇଟା ପିଇବି ? ଆରି କାଇଟା ଅଡ୍ବି ବଲି ଚିନ୍ତା କରାନାଇ ।
31 Portanto, não vos inquieteis, dizendo: Que comeremos? Que beberemos? Ou: Com que nos vestiremos?
32 କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ କଜିବୁଲ୍ବାଇ । ଆରି ଏ ସବୁ ବିସଇ ଜେ ତମ୍କେ ଲଡା, ସେଟା ତମର୍ ସରଗର୍ ବାବା ଜାନେ ।
32 Porque os gentios é que procuram todas estas coisas; pois vosso Pai celeste sabe que necessitais de todas elas;
33 ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
33 buscai, pois, em primeiro lugar, o seu reino e a sua justiça, e todas estas coisas vos serão acrescentadas.
34 ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।
34 Portanto, não vos inquieteis com o dia de amanhã, pois o amanhã trará os seus cuidados; basta ao dia o seu próprio mal.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 6, comparar traduções ou montar um estudo — tudo direto pelo WhatsApp.