Mateus 5
ସତିଅର୍ ବାଟ୍ (DSO) vs VC
1 ଜିସୁ ଜବର୍ ଲକ୍ମନ୍ ତାର୍ଟାନେ ଆଇବାଟା ଦେକି ଡଙ୍ଗର୍ ଉପ୍ରେ ଜାଇ ବସ୍ଲା । ସିସ୍ମନ୍ ତାକେ ଚାରିବେଡ୍ତି ଗେରି ରଇଲାଇ ।
1 Vendo aquelas multidões, Jesus subiu à montanha. Sentou-se e seus discípulos aproximaram-se dele.
2 ସେବେଲେ ଜିସୁ ସେମନ୍କେ ସିକିଆ ଦେଇ କଇବାର୍ ଦାର୍ଲା ।
2 Então abriu a boca e lhes ensinava, dizendo:
3 “ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍,
3 Bem-aventurados os que têm um coração de pobre, porque deles é o Reino dos céus!
4 ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
4 Bem-aventurados os que choram, porque serão consolados!
5 ସୁଆଲେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
5 Bem-aventurados os mansos, porque possuirão a terra!
6 ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍,
6 Bem-aventurados os que têm fome e sede de justiça, porque serão saciados!
7 ବିନ୍ ଲକ୍ମନ୍କେ ଦୟା ଦେକାଇବା ଲକ୍ମନର୍ କେଡେକ୍ ନିକ କରମ୍,
7 Bem-aventurados os misericordiosos, porque alcançarão misericórdia!
8 ମନ୍ ବିତ୍ରେ ନିର୍ମଲ୍ ରଇଲା ଲକ୍ମନର୍ କେଡେକ୍ ନିକ କରମ୍,
8 Bem-aventurados os puros de coração, porque verão Deus!
9 ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍,
9 Bem-aventurados os pacíficos, porque serão chamados filhos de Deus!
10 ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କରି ଦୁକ୍ କସ୍ଟ ପାଇବାଇ, ସେମନର୍ କେଡେକ୍ ନିକ କରମ୍,
10 Bem-aventurados os que são perseguidos por causa da justiça, porque deles é o Reino dos céus!
11 “ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା ।
11 Bem-aventurados sereis quando vos caluniarem, quando vos perseguirem e disserem falsamente todo o mal contra vós por causa de mim.
12 ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।”
12 Alegrai-vos e exultai, porque será grande a vossa recompensa nos céus, pois assim perseguiram os profetas que vieram antes de vós.
13 “ତମେ ସବୁ ମୁନୁସ୍ ଜାତିର୍ପାଇ ନୁନ୍ ପାରା । ମାତର୍ ନୁନ୍ ଜଦି ସୁଆଦ୍ ଆରାଇସି, ତେବେ ସେଟା କେନ୍ତି କରିଆ ଅଇସି ? ସେଟା ଆରି କାଇ କାମେ ନ ଆସେ, ତେବେ ତାକେ ବାଇରେ ପିଙ୍ଗି ଦେବାଇ ଆରି ସେଟା ଲକ୍ମନ୍ ମାଣ୍ଡି ପାକାଇବାଇ ।”
13 Vós sois o sal da terra. Se o sal perde o sabor, com que lhe será restituído o sabor? Para nada mais serve senão para ser lançado fora e calcado pelos homens.
14 ତମେ ଗୁଲାଇ ଜଗତର୍ ପାଇ ଉଜଲ୍ ପାରା । ଜନ୍ ଗଡ୍ ଡଙ୍ଗର୍ ଉପ୍ରେ ତିଆର୍ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ ।
14 Vós sois a luz do mundo. Não se pode esconder uma cidade situada sobre uma montanha
15 କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି ।
15 nem se acende uma luz para colocá-la debaixo do alqueire, mas sim para colocá-la sobre o candeeiro, a fim de que brilhe a todos os que estão em casa.
16 ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
16 Assim, brilhe vossa luz diante dos homens, para que vejam as vossas boas obras e glorifiquem vosso Pai que está nos céus.
17 “ମୁଇ ମିସା, କରିରଇବା ନିୟମ୍ କି ବାବବାଦିମନର୍ ଦରମ୍ ସାସ୍ତର୍ ବୁଡାଇବାକେ ଆସିଆଚି ବଲି ବାବା ନାଇ । ମୁଇ ସେଟା ବୁଡାଇବାକେ ଆସିନାଇ ମାତର୍ ସିଦ୍ କର୍ବାକେ ଆସିଆଚି ।
17 Não julgueis que vim abolir a lei ou os profetas. Não vim para os abolir, mas sim para levá-los à perfeição.
18 ମନେରକିରୁଆ, ମୁଇ ତମ୍କେ ସତ୍ କଇଲିନି ସରଗ୍ ଆରି ଦର୍ତନି ତବିର୍ ଅଇ ରଇବା ଜାକ ମସାର୍ ନିୟମର୍ ଗଟେକ୍ ଚିନ୍ ମିସା ନ ବୁଡେ । ସବୁ ବିସଇ ପୁରାପୁରୁନ୍ ନ ଅଇତେ ଏ ସବୁ ନ ଗଟେ ।
18 Pois em verdade vos digo: passará o céu e a terra, antes que desapareça um jota, um traço da lei.
19 ତେବର୍ପାଇ ଜେ ମିସା ନିୟମ୍ ତେଇ ରଇବା ସବୁଟାନେଅନି ସାନ୍ ଆଦେସ୍ ନ ମାନେ ଆରି ସେନ୍ତି କର୍ବାକେ ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ସାନ୍ ଲକ୍ ବଲି ଏଜାଇଅଇସି । ମାତର୍ ଜେ ନିୟମର୍ ସବୁ ବିସଇର୍ ସାନ୍ ଆଦେସ୍ ମାନ୍ସି ଆରି ସେଟା ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ବଡ୍ ଲକ୍ ବଲି ଏଜାଇଅଇସି ।
19 Aquele que violar um destes mandamentos, por menor que seja, e ensinar assim aos homens, será declarado o menor no Reino dos céus. Mas aquele que os guardar e os ensinar será declarado grande no Reino dos céus.
20 କାଇକେବଇଲେ ମୁଇ ତମ୍କେ କଇଲିନି, ସାସ୍ତର୍ ସିକାଉମନ୍ ଆରି ପାରୁସିମନର୍ତେଇଅନି ଅଦିକ୍ ବିସ୍ବାସ୍ ରଇ, ପର୍ମେସରର୍ ମନ୍ କଲା ଇସାବେ, କାମ୍ କଲେସେ ସରଗ୍ ରାଇଜେ ଜାଇପାରାସ୍ ।”
20 Digo-vos, pois, se vossa justiça não for maior que a dos escribas e fariseus, não entrareis no Reino dos céus.
21 “ତମେ ସୁନି ଆଚାସ୍ ଜେ, ପୁର୍ବେଅନି ଲକ୍ମନ୍କେ କୁଆଅଇଲା ଆଚେ, ଲକ୍କେ ମରାଇବାର୍ ନାଇ । ଆରି ଜେ ମରାଇସି ବଇଲେ ସେ ବିଚାର୍ କରାଇଅଇସି ।
21 Ouvistes o que foi dito aos antigos: Não matarás, mas quem matar será castigado pelo juízo do tribunal.
22 ମାତର୍ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍ନା କରାଅଇସି । ଜେ ବାଇକେ ଏ ବେକାର୍ଟାସେ ବଲି କଇସି, ତାକେ ବଡ୍ ସବାଟାନେ ବିଚାର୍ନା କର୍ବାକେ ଆନ୍ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍ପାଇ ନରକର୍ ଜଇଟାନେ ପିଙ୍ଗାଇଅଇବା ବିପଦ୍ ଆଚେ ।
22 Mas eu vos digo: todo aquele que se irar contra seu irmão será castigado pelos juízes. Aquele que disser a seu irmão: Raca, será castigado pelo Grande Conselho. Aquele que lhe disser: Louco, será condenado ao fogo da geena.
23 ସେଟାର୍ପାଇ ତମେ ପର୍ମେସର୍କେ ବେଦି ଟାନେ ନିଜର୍ ଦାନ୍ ଦେଲା ବେଲେ, ତେଇ ତମର୍ ବିରୁଦେ ତମର୍ ବାଇର୍ କାଇମିସା କାତା ଆଚେ ବଲି ମନେ ଏତାଇଲୁସ୍,
23 Se estás, portanto, para fazer a tua oferta diante do altar e te lembrares de que teu irmão tem alguma coisa contra ti,
24 ସେନ୍ତି ବଇଲେ ବେଦିଲଗେ ବଲିଦେବାଟା ସଙ୍ଗଇଦେଇ ବାରିଜା, ଆଗେ ନିଜର୍ ବାଇ ସଙ୍ଗ୍ ମିସା, ତାର୍ ପଚେ ଆସି ତମର୍ ବଲି ଦିଆସ୍ ।”
24 deixa lá a tua oferta diante do altar e vai primeiro reconciliar-te com teu irmão; só então vem fazer a tua oferta.
25 ଜଦି କେ ତମର୍ ବିରଦେ ତମ୍କେ ବିଚାର୍ କର୍ବା ଜାଗାଇ ଜିବାକେ ବାଦିଅ କର୍ସି ବଇଲେ, ବିଚାର୍ ଜାଗାଇ ଜିବା ଆଗ୍ତୁ, ବେଲ୍ ରଇତେସେ ତାର୍ ସଙ୍ଗ୍ ରାଜି ଅ । ନଇଲେ ବିଚାର୍ କର୍ବା ଜାଗାଇ କେଟିଗାଲେ, ସେ ତମ୍କେ ବିଚାର୍କରୁକେ ସର୍ପି ଦେଇସି ଆରି ଅଇପାରେ ବିଚାର୍ କରୁ ତମ୍କେ ବନ୍ଦି ଗରେ ନେବାକେ ଜମାନ୍କେ ସର୍ପି ଦେଇସି ।
25 Entra em acordo sem demora com o teu adversário, enquanto estás em caminho com ele, para que não suceda que te entregue ao juiz, e o juiz te entregue ao seu ministro e sejas posto em prisão.
26 ମୁଇ ତମ୍କେ ସତ୍ କଇଲିନି, ତମର୍ ଉପ୍ରେ ଟିକ୍ ଅଇଲା ଜରିମନାର୍ ସାରାସାରି ଅଣା ମିସା ନ ଦେବା ଜାକ, ତେଇଅନି କୁଲାସ୍ ନ ଉଆସ୍ ।
26 Em verdade te digo: dali não sairás antes de teres pago o último centavo.
27 “ବେସିଆ କାମ୍ କରାନାଇ, ତମେ ପୁରୁବେ ଅନି ଏ ଆଦେସ୍ ସୁନି ଆସିଆଚାସ୍ ।
27 Ouvistes que foi dito aos antigos: Não cometerás adultério.
28 ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
28 Eu, porém, vos digo: todo aquele que lançar um olhar de cobiça para uma mulher, já adulterou com ela em seu coração.
29 ସେଟାର୍ପାଇ ତମର୍ ଉଜାବାଟର୍ ଆଁକିର୍ ଲାଗି ତମେ ପାପ୍କରିଆଚାସ୍, ତେବେ ସେଟା ବେଟି ପିଙ୍ଗି ଦିଆସ୍, କାଇକେ ବଇଲେ ତମର୍ ସବୁ ଗାଗଡ୍ ନର୍କେ ଜିବା ବାଦୁଲେ ଗଟେକ୍ ଆଁକି ନସ୍ଟ ଅଇବାଟା ତମର୍ପାଇ ନିକ ।
29 Se teu olho direito é para ti causa de queda, arranca-o e lança-o longe de ti, porque te é preferível perder-se um só dos teus membros, a que o teu corpo todo seja lançado na geena.
30 ଜଦି ତମର୍ ଉଜା ଆତ୍ ତମ୍କେ ପାପ୍ କାମ୍ କରାଇଲାନି ବଇଲେ, ସେଟା କାଟି ପିଙ୍ଗି ଦିଆସ୍, କାଇକେ ବଇଲେ ତମର୍ ସବୁ ଗାଗଡ୍ ନର୍କେ ଜିବା ବାଦୁଲେ ଗଟେକ୍ ଆତ୍ ନସ୍ଟ ଅଇବାଟା ନିକ ।”
30 E se tua mão direita é para ti causa de queda, corta-a e lança-a longe de ti, porque te é preferível perder-se um só dos teus membros, a que o teu corpo inteiro seja atirado na geena.
31 “ଜଦି କେ ମିସା ନିଜର୍ ମାଇଜିକେ ଚାଡିଦେବାକେ ମନ୍ କଲାନି, ସେ ତାକେ ରାଜିନାମା ପତର୍ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍ତୁ ପାଇଆଚାସ୍ ।
31 Foi também dito: Todo aquele que rejeitar sua mulher, dê-lhe carta de divórcio.
32 ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।”
32 Eu, porém, vos digo: todo aquele que rejeita sua mulher, a faz tornar-se adúltera, a não ser que se trate de matrimônio falso; e todo aquele que desposa uma mulher rejeitada comete um adultério.
33 “ତମେ ପୁରୁବ୍ କାଲେଅନି ଏ ସିକିଆ ସୁନି ଆଇଲାସ୍ନି, ପର୍ମାନ୍ ବାଙ୍ଗା ନାଇ । ପର୍ମେସରର୍ ମୁଆଟେ ଜନ୍ ପର୍ମାନ୍ କରିଆଚାସ୍ ସେଟା ପୁରାପୁରୁନ୍ କରା ।
33 Ouvistes ainda o que foi dito aos antigos: Não jurarás falso, mas cumprirás para com o Senhor os teus juramentos.
34 ମାତର୍ ମୁଇ ତମ୍କେ କଇଲିନି ସପତ୍ କର୍ବା ବେଲେ ପର୍ମାନ୍ ନିୟମ୍ ପାକାଆ ନାଇ । ସରଗ୍ ନାଉଁ ଦାରି ରାନ୍ ପାକାଆ ନାଇ, କାଇକେବଇଲେ ସେଟା ପର୍ମେସରର୍ ବସ୍ବା ଜାଗା ।
34 Eu, porém, vos digo: não jureis de modo algum, nem pelo céu, porque é o trono de Deus;
35 ଦର୍ତନିର୍ ନାଉଁ ଦାରି ରାନ୍ ପାକାଆ ନାଇ, କାଇକେବଇଲେ, ସେଟା ପର୍ମେସରର୍ ପାଦ୍ ସଙ୍ଗଇବା ଜାଗା । ଜିରୁସାଲାମ୍ ଗଡର୍ ନାଉଁ ଦାରି ମିସା ରାନ୍ ପାକାଇବାଟା ଟିକ୍ ନାଇ, କାଇକେବଇଲେ ସେଟା ରାଜାମନର୍ ରାଜା ରଇବା ଜାଗା ।
35 nem pela terra, porque é o escabelo de seus pés; nem por Jerusalém, porque é a cidade do grande Rei.
36 ଆରି ନିଜର୍ ମୁଣ୍ଡ୍ ଚିଇ କରି ପର୍ମାନ୍ କରାନାଇ, କାଇକେବଇଲେ ତମେ, ତେଇର୍ ଗଟେକ୍ ଚେଣ୍ଡି ଦବ୍ଲା କି କାଲିଆ କରିନାପାରାସ୍ ।
36 Nem jurarás pela tua cabeça, porque não podes fazer um cabelo tornar-se branco ou negro.
37 ମାତର୍ ତମେ ପର୍ମାନ୍ ନିୟମ୍ ନ କରି, ତର୍ ଉଁ କାତା ଉଁ ଅ, ନାଇ କାତା ନାଇ ଅ, ଇତିଅନି ଆରି ଅଦିକ୍ କାତା କଇ ପର୍ମାନ୍ କର୍ବାଟା ସଇତାନର୍ଟାନେଅନି ଆଇଲାଟା ।”
37 Dizei somente: Sim, se é sim; não, se é não. Tudo o que passa além disto vem do Maligno.
38 “ଏ କାତା ତମେ ସୁନିଆଚାସ୍, ଆଁକିର୍ ବାଦୁଲେ ଆଁକି ଆରି ଦାଁତର୍ ବାଦୁଲେ ଦାଁତ୍,
38 Tendes ouvido o que foi dito: Olho por olho, dente por dente.
39 ମାତର୍ ମୁଇ ତମ୍କେ କଇଲିନି, ତମର୍ ବିରଦେ କେ ଅନିଆଇ କାମ୍ କଲେ, ତାକେ ସୁଜାଇବାକେ ଚେସ୍ଟା କରା ନାଇ, ଜେ ତମର୍ ଉଜା ଗାଲେ ଚାପଡ୍ ମାର୍ସି, ତାକେ ଆରି ଗଟେକ୍ ଚାପ୍ଡା ମାର୍ବାକେ ଡେବ୍ରି ଗାଲ୍ ମିସା ଦେକାଇ ଦିଆସ୍ ।
39 Eu, porém, vos digo: não resistais ao mau. Se alguém te ferir a face direita, oferece-lhe também a outra.
40 କେ ଜଦି ତମର୍ସଙ୍ଗ୍ ବିରଦ୍ କରି ବିଚାର୍ ଲଗେ ଦାବିକରି ତମର୍ କାମିଜ୍ ନେବାକେ ମନ୍ କର୍ସି, ତାକେ ଚାଦର୍ ମିସା ଦେଇ ପାକାଆ ।
40 Se alguém te citar em justiça para tirar-te a túnica, cede-lhe também a capa.
41 ସନିଅମନର୍ ବିତ୍ରେ ଅନି, କେ ମିସା ତମ୍କେ ତାର୍ ବଜ୍ ବୁଆଇ କରି ଗଟେକ୍ କିଲମିଟର୍ ଜୁ ଆକା ବଇଲେ, ତମେ ତାର୍ ସଙ୍ଗ୍ ଦୁଇ କିଲମିଟର୍ ଜା ।
41 Se alguém vem obrigar-te a andar mil passos com ele, anda dois mil.
42 କେ ଜଦି ତମ୍କେ କାଇଆଲେ ଜିନିସ୍ ମାଙ୍ଗ୍ସି ବଇଲେ, ମନା ନ କରି ତାକେ ଦିଆସ୍ । କେ ମିସା କାଇଆଲେ ଉଦାର୍ ମାଙ୍ଗ୍ଲେ ତାକେ ଦିଆସ୍ ।”
42 Dá a quem te pede e não te desvies daquele que te quer pedir emprestado.
43 “ମଇତର୍କେ ଆଲାଦ୍ କରା ଆରି ତମର୍ ସତ୍ରୁକେ ଗିନ୍ କରା । ଏ ସିକିଆ ତମେ ପୁର୍ବେଅନି ସୁନି ଆଚାସ୍ ।
43 Tendes ouvido o que foi dito: Amarás o teu próximo e poderás odiar teu inimigo.
44 ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା ।
44 Eu, porém, vos digo: amai vossos inimigos, fazei bem aos que vos odeiam, orai pelos que vos {maltratam e} perseguem.
45 ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି ।
45 Deste modo sereis os filhos de vosso Pai do céu, pois ele faz nascer o sol tanto sobre os maus como sobre os bons, e faz chover sobre os justos e sobre os injustos.
46 ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି ? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ ।
46 Se amais somente os que vos amam, que recompensa tereis? Não fazem assim os próprios publicanos?
47 ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
47 Se saudais apenas vossos irmãos, que fazeis de extraordinário? Não fazem isto também os pagãos?
48 ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।”
48 Portanto, sede perfeitos, assim como vosso Pai celeste é perfeito.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 5, comparar traduções ou montar um estudo — tudo direto pelo WhatsApp.