Mateus 27
ସତିଅର୍ ବାଟ୍ (DSO) vs VC
1 ତାର୍ ଆରକର୍ ଦିନର୍ ସାକାଲ୍ ସାକାଲ୍ ଜିସୁକେ ମରାଇଦେବାକେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ରାଜି ଅଇଲାଇ ।
1 Chegando a manhã, todos os príncipes dos sacerdotes e os anciãos do povo reuniram-se em conselho para entregar Jesus à morte.
2 ସେମନ୍ ଜିସୁକେ ସିକିଲି ସଙ୍ଗ୍ ବାନ୍ଦି ରମ୍ରାଇଜର୍ ରାଜା ପିଲାତର୍ ଲଗେ ଦାରିଗାଲାଇ ।
2 Ligaram-no e o levaram ao governador Pilatos.
3 ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା,
3 Judas, o traidor, vendo-o então condenado, tomado de remorsos, foi devolver aos príncipes dos sacerdotes e aos anciãos as trinta moedas de prata,
4 “ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।”
4 dizendo-lhes: Pequei, entregando o sangue de um justo. Responderam-lhe: Que nos importa? Isto é lá contigo!
5 ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।
5 Ele jogou então no templo as moedas de prata, saiu e foi enforcar-se.
6 ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।”
6 Os príncipes dos sacerdotes tomaram o dinheiro e disseram: Não é permitido lançá-lo no tesouro sagrado, porque se trata de preço de sangue.
7 ସେ ଡାବୁ କେନ୍ତାରି କର୍ଚ କରିଅଇସି, ଏ ବିସଇର୍ କାତାବାର୍ତା ଅଇ କୁମାର୍କେତ୍ ନାଉଁର୍ କଣ୍ଡେକ୍ ଜମି ଗେନ୍ଲାଇ । ଏଟା ବିନ୍ ଦେସର୍ ମଲା ଲକ୍ମନର୍ ପାଇ କବର୍ ଦେବା ଜାଗା ଅଇଲା ।
7 Depois de haverem deliberado, compraram com aquela soma o campo do Oleiro, para que ali se fizesse um cemitério de estrangeiros.
8 ତେବର୍ ପାଇ ଆଜିକେ ଜାକ ସେ ଜାଗାକେ ବନିର୍ ଜାଗାବଲିକରି କଇଲାଇନି ।
8 Esta é a razão por que aquele terreno é chamado, ainda hoje, Campo de Sangue.
9 ଏ ବିସଇ ନେଇକରି ଜିରିମିୟ ବବିସତ୍ବକ୍ତା ଜେନ୍ତି କଇରଇଲା, ସେଟା ପୁରାପୁରୁନ୍ ଅଇଲା । ଜନ୍ଟା ତିରିସ୍ ଟାଙ୍ଗାକେ ବିକ୍ବାକେ ଇସ୍ରାଇଲର୍ ପିଲାମନ୍ ରାଜି କରିରଇଲାଇ ସେଟା ନେଲାଇ ।
9 Assim se cumpriu a profecia do profeta Jeremias: Eles receberam trinta moedas de prata, preço daquele cujo valor foi estimado pelos filhos de Israel;
10 ଆରି ତିରିସ୍ଟା ଅଦ୍ଲି ଡାବୁ ନେଇ ସେମନ୍ କୁମାର୍ କେତ୍ ଗେନ୍ଲାଇ । ଏଟା କର୍ବାକେ ମକେ ମାପ୍ରୁ ଆଦେସ୍ ଦେଇରଇଲା ।
10 e deram-no pelo campo do Oleiro, como o Senhor me havia prescrito.
11 ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି ।
11 Jesus compareceu diante do governador, que o interrogou: És o rei dos judeus? Sim, respondeu-lhe Jesus.
12 ମାତର୍ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ବିରୁଦେ ଆନିରଇବା ନିନ୍ଦା କାତାର୍ କାଇମିସା ଉତର୍ ଦେଏ ନାଇ ।
12 Ele, porém, nada respondia às acusações dos príncipes dos sacerdotes e dos anciãos.
13 ତେବର୍ ପାଇ ପିଲାତ୍ ତାକେ କଇଲା, ତର୍ ବିରୁଦେ ସେମନ୍ ଜାଇ ଜାଇଟା କଇଲାଇନି ସେଟା କାଇ ତୁଇ ସୁନି ନାପାର୍ଲୁସ୍ନି କି ?
13 Perguntou-lhe Pilatos: Não ouves todos os testemunhos que levantam contra ti?
14 ମାତର୍ ଜିସୁ ପଦେକ୍ ମିସା କଏନାଇ ଜେ ପିଲାତ୍ କାବାଅଇଗାଲା ।
14 Mas, para grande admiração do governador, não quis responder a nenhuma acusação.
15 ନିସ୍ତାର୍ ପରବ୍ ବେଲେ ରମିୟ ସାସନ୍କାରିଆ ଲକ୍ମନର୍ ମନ୍ କଲା ଇସାବେ କାକେ ମିସା ଗଟେକ୍ ବନ୍ଦି ଲକ୍କେ ବନ୍ଦିଗରେଅନି ମୁକ୍ଲାଇଦେବା ରିତିନିତି ରଇଲା ।
15 Era costume que o governador soltasse um preso a pedido do povo em cada festa de Páscoa.
16 ସେବେଲେ ବାର୍ବା ନାଉଁର୍ ଗଟେକ୍ ବଡ୍ ଟାଉଟରିଆ ନର୍ମାରୁ ବନ୍ଦି ଅଇରଇଲା ।
16 Ora, havia naquela ocasião um prisioneiro famoso, chamado Barrabás.
17 ତେଇ ଆସି ରଇଲା ଲକ୍ମନ୍କେ ପିଲାତ୍ ପାଚାର୍ଲା, “ମୁଇ କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି ? ବାର୍ବାକେ କି ଜିସୁକେ, ଜାକେ କିରିସ୍ଟ ବଲି କଇବାଇ ?”
17 Pilatos dirigiu-se ao povo reunido: Qual quereis que eu vos solte: Barrabás ou Jesus, que se chama Cristo?
18 ପିଲାତ୍, ଜିଉଦି ନେତାମନ୍ ଆଁକାର୍ ଅଇ ଜିସୁକେ ତାର୍ଟାନେ ସର୍ପିଦେଇ ଆଚତ୍ ବଲି ନିକ ସଙ୍ଗ୍ ଜାନିରଇଲା ।
18 {Ele sabia que tinham entregue Jesus por inveja.}
19 ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
19 Enquanto estava sentado no tribunal, sua mulher lhe mandou dizer: Nada faças a esse justo. Fui hoje atormentada por um sonho que lhe diz respeito.
20 ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବାର୍ବାକେ ମୁକ୍ଲାଇ ଦେଇକରି, ଜିସୁକେ ମରନ୍ ଡଣ୍ଡ୍ ଦେବାକେ ଲକ୍ମନ୍କେ ପିଲାତର୍ ଲଗେ ଜାଇ ଦାବି କର୍ବାକେ ଉସ୍କାଇଲାଇ ।
20 Mas os príncipes dos sacerdotes e os anciãos persuadiram o povo que pedisse a libertação de Barrabás e fizesse morrer Jesus.
21 ପିଲାତ୍ ଆରି ତରେକ୍ ଲକ୍ମନ୍କେ ପାଚାର୍ଲା, “ମୁଇ ଏ ଦୁଇ ଲକର୍ ବିତ୍ରେଅନି କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି ?”
21 O governador tomou então a palavra: Qual dos dois quereis que eu vos solte? Responderam: Barrabás!
22 ପିଲାତ୍ ପାଚାର୍ଲା, “ତେବେ ସବୁ ଲକ୍ ମସିଅ ବଲି ଜାନିରଇଲା ଜିସୁକେ ମୁଇ କାଇଟା କର୍ବି ?” “ତାକେ କୁର୍ସେ ଚଗାଆ” ବଲି ସବୁଲକ୍ ଆଉଲି ଅଇଲାଇ ।
22 Pilatos perguntou: Que farei então de Jesus, que é chamado o Cristo? Todos responderam: Seja crucificado!
23 ପିଲାତ୍ ପାଚାର୍ଲା, “ମାତର୍ ସେ କାଇ ଦସ୍ କଲା ଆଚେ ?”
23 O governador tornou a perguntar: Mas que mal fez ele? E gritavam ainda mais forte: Seja crucificado!
24 ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
24 Pilatos viu que nada adiantava, mas que, ao contrário, o tumulto crescia. Fez com que lhe trouxessem água, lavou as mãos diante do povo e disse: Sou inocente do sangue deste homem. Isto é lá convosco!
25 ଲକ୍ମନ୍ କଇଲାଇ, “ତାର୍ ମରନର୍ ଡଣ୍ଡର୍ ଦସ୍ ପାଇବାର୍ ରଇଲେ, ସେ ଦସ୍ ଆମ୍କେ ଆରି ଆମର୍ ପିଲାଜିଲାକେ ପଡ ।”
25 E todo o povo respondeu: Caia sobre nós o seu sangue e sobre nossos filhos!
26 ସାରାସାରି ପିଲାତ୍ ବାର୍ବାକେ ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା, ତାର୍ ପଚେ କୁର୍ସେ ମରାଇବା ପାଇ ସନିଅମନ୍କେ ସର୍ପି ଦେଲାଇ ।
26 — ausente —
27 ପିଲାତର୍ ସନିଅମନ୍ ଜିସୁକେ ରମିୟ ସାସନ୍କାରିଆର୍ ଗରେ ଦାରି ଗାଲାଇ ଆରି ତାର୍ ଚାରିବେଟ୍ତି ଟିଆଅଇଲାଇ ।
27 Os soldados do governador conduziram Jesus para o pretório e rodearam-no com todo o pelotão.
28 ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ ।
28 Arrancaram-lhe as vestes e colocaram-lhe um manto escarlate.
29 କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, “ଏ ଜିଉଦିମନର୍ ରାଜା ! ବେସି ଦିନ୍ ବଁଚି ରଅ ।”
29 Depois, trançaram uma coroa de espinhos, meteram-lha na cabeça e puseram-lhe na mão uma vara. Dobrando os joelhos diante dele, diziam com escárnio: Salve, rei dos judeus!
30 ସେମନ୍ ଜିସୁର୍ ଉପ୍ରେ ତୁକି ପାକାଇଲାଇ ଆରି ସେ ଦାରି ରଇବା ଡାଙ୍ଗ୍ସଙ୍ଗ୍ ତାର୍ ମୁଣ୍ଡେ ମାର୍ଲାଇ ।
30 Cuspiam-lhe no rosto e, tomando da vara, davam-lhe golpes na cabeça.
31 ତାକେ ଏନ୍ତାରି କିଜାଇ ସାର୍ଲା ପଚେ ରାଜା ପିନ୍ଦ୍ବା ବସ୍ତର୍ ବେଟିଦେଇ ତାର୍ ନିଜର୍ ବସ୍ତର୍ ପିନ୍ଦାଇଦେଲାଇ ଆରି ତେଇଅନି ତାକେ କୁର୍ସେ ଚଗାଇବାକେ ଦାରିଗାଲାଇ ।
31 Depois de escarnecerem dele, tiraram-lhe o manto e entregaram-lhe as vestes. Em seguida, levaram-no para o crucificar.
32 ସେମନ୍ ଜିବାବାଟେ କୁରିଣି ସଅରର୍ ସିମନ୍ ନାଉଁର୍ ଗଟେକ୍ ଲକ୍କେ ବେଟ୍ଅଇଲାଇ ଆରି ସନିଅମନ୍ ତାକେ ଜିସୁର୍ କୁର୍ସ ବଇ ନେବାକେ ବାଦିଅ କଲାଇ ।
32 Saindo, encontraram um homem de Cirene, chamado Simão, a quem obrigaram a levar a cruz de Jesus.
33 ସେମନ୍ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ କେଟ୍ଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, ମୁଣ୍ଡ୍ଗିଗ୍ଡି ପାରା ରଇବା ଜାଗା ।
33 Chegaram ao lugar chamado Gólgota, isto é, lugar do crânio.
34 ତେଇ ସେମନ୍ ଜିସୁକେ ପିତା ରଇବା ଅଙ୍ଗୁର୍ ରସ୍ କାଇବାକେ ଦେଲାଇ । ସେଟା ଜିସୁ ଅଲପ୍ ଚାକିକରି ଆରି କାଏନାଇ ।
34 Deram-lhe de beber vinho misturado com fel. Ele provou, mas se recusou a beber.
35 ସେମନ୍ ଜିସୁକେ କୁର୍ସେ ମାରି କରି ସେ ପିନ୍ଦିରଇବା ବସ୍ତର୍ ତାକର୍ ତାକର୍ ବିତ୍ରେ କେଡ୍ପୁଟାଇ ବାଟାକରି ନେଲାଇ ।
35 Depois de o haverem crucificado, dividiram suas vestes entre si, tirando a sorte. Cumpriu-se assim a profecia do profeta: Repartiram entre si minhas vestes e sobre meu manto lançaram a sorte {Sl 21,19}.
36 ତାର୍ପଚେ ସେମନ୍ କୁର୍ସେ ଚଗାଇଲା ଜିସୁକେ, ତେଇ ଜାଗି ରଇଲାଇ ।
36 Sentaram-se e montaram guarda.
37 ତାର୍ ବିରୁଦେ ଲେକାଅଇରଇବା ଗଟେକ୍ ବରଡ୍ ଲେକି ତାର୍ ମୁଣ୍ଡ୍ ଉପ୍ରେ, ଜୁଲାଇ ରଇଲାଇ । ସେ ବରଡ୍ ଲଗେ ଏନ୍ତି ଲେକାଅଇରଇଲା, ଏ ଅଇଲାନି ଜିଉଦିମନର୍ ରାଜା, ଜିସୁ ।
37 Por cima de sua cabeça penduraram um escrito trazendo o motivo de sua crucificação: Este é Jesus, o rei dos judeus.
38 ତାର୍ପଚେ ସେମନ୍ ତେଇ ଦୁଇଟା ଚର୍ମନ୍କେ ଆନ୍ଲାଇ । ଗଟେକ୍କେ ଜିସୁର୍ ଉଜା ବାଟେ ଆରି ଗଟେକ୍କେ ତାର୍ ଡେବ୍ରି ବାଟେ କୁର୍ସେ ଚଗାଇଲାଇ ।
38 Ao mesmo tempo foram crucificados com ele dois ladrões, um à sua direita e outro à sua esquerda.
39 ସେବାଟେ ଜାଇତେ ରଇବା ଲକ୍ମନ୍ ମୁଣ୍ଡ୍ ଜୁଲାଇ ଜୁଲାଇ ଜିସୁକେ କିଜାଇ କିଜାଇ କଇଲାଇ,
39 Os que passavam o injuriavam, sacudiam a cabeça e diziam:
40 “ ତୁଇସେ କାଇକି ମନ୍ଦିର୍ ବସ୍ଲାଇଦେଇ ତିନ୍ ଦିନ୍କେ ଆରି ତରେକ୍ ତିଆର୍ କରିଦେଇତେ ରଇଲୁସ୍ ? ତୁଇ ଜଦି ପର୍ମେସରର୍ ପଅ, ନିଜ୍କେ ରକିଆ କର୍ ଆରି କୁର୍ସେଅନି ଉତ୍ରି ଆଉ ।”
40 Tu, que destróis o templo e o reconstróis em três dias, salva-te a ti mesmo! Se és o Filho de Deus, desce da cruz!
41 ମୁକିଅ ପୁଜାରି, ଦରମ୍ ଗୁରୁ ଆରି ଜିଉଦି ଜାତିର୍ ପାର୍ଚିନ୍ ନେତାମନ୍ ମିସା ଜିସୁକେ କିଜାଇକରି କଇଲାଇ,
41 Os príncipes dos sacerdotes, os escribas e os anciãos também zombavam dele:
42 “ସେ ବିନ୍ ଲକ୍ମନ୍କେ ରକିଆ କର୍ତେ ରଇଲା, ମାତର୍ ନିଜ୍କେ ରକିଆ କରିନାପାର୍ଲାନି । ସେ ଇସ୍ରାଏଲର୍ ରାଜା କାଇକି ? ଏବେ ଜଦି ସେ କୁର୍ସେଅନି ଉତ୍ରି ଆସି ପାର୍ସି ବଇଲେ ଆମେ ତାକେ ବିସ୍ବାସ୍ କର୍ବୁ ।
42 Ele salvou a outros e não pode salvar-se a si mesmo! Se é rei de Israel, desça agora da cruz e nós creremos nele!
43 ସେ ନିଜେ ମୁଇ ପର୍ମେସରର୍ ପଅ ବଲି କଇ, ପର୍ମେସର୍ଟାନେ ଆସା କଲାଆଚେ । ଆଲେ ଦେକୁ ତେବେ, ପର୍ମେସର୍ ତାକେ ଏବେ ରକିଆ କର୍ବାକେ ମନ୍ କଲାନି କି ନାଇ ।”
43 Confiou em Deus, Deus o livre agora, se o ama, porque ele disse: Eu sou o Filho de Deus!
44 ଜିସୁର୍ ସଙ୍ଗ୍ କୁର୍ସେ ଚଗିରଇବା ଦୁଇଟା ଚର୍ମନ୍ ମିସା ତାକେ ସେନ୍ତାରି କିଜାଇଲାଇ ।
44 E os ladrões, crucificados com ele, também o ultrajavam.
45 ସେ ଦିନେ ମୁଣ୍ଡ୍ବେଲାଇ ଅନି ଆଡ୍ବେଲାଇ ଜାକ ଗୁଲାଇ ଜଗତ୍ ଆନ୍ଦାର୍ ଅଇଗାଲା ଆରି ସେଟା ତିନ୍ ଗନ୍ଟାଜାକ ରଇଲା ।
45 Desde a hora sexta até a nona, cobriu-se toda a terra de trevas.
46 ଆଡ୍ବେଲାର୍ ତିନ୍ଟା ବେଲେ ଜିସୁ ଆକ୍ମାରି କଇଲା, “ଏଲି, ଏଲି, ଲାମାସବକ୍ତାନି, ବଇଲେ ଏ ମର୍ ପର୍ମେସର୍, ଏ ମର୍ ପର୍ମେସର୍, ମକେ ତମେ କାଇକେ ଚାଡିଦେଲାସ୍ ?”
46 Próximo da hora nona, Jesus exclamou em voz forte: Eli, Eli, lammá sabactáni? - o que quer dizer: Meu Deus, meu Deus, por que me abandonaste?
47 ଲଗେ ଟିଆ ଅଇରଇବା କେତେ ଲକ୍ ଏଟା ସୁନିକରି କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
47 A estas palavras, alguns dos que lá estavam diziam: Ele chama por Elias.
48 ଗଟେକ୍ ଲକ୍ ପାଲାଇ ଜାଇ ପିତା ରଇଲା ଅଙ୍ଗୁର୍ରସ୍ଟାନେ ଗଟେକ୍ ସୁତାର୍ ଗର୍ଣ୍ଡା ବୁଡାଇଲା । ଆରି ସେଟା ଲାଟି ଟିପେ ବାନ୍ଦି କାଅ ବଲି ଜିସୁର୍ ମୁଆଟେ ଲାମାଇଦେଲା ।
48 Imediatamente um deles tomou uma esponja, embebeu-a em vinagre e apresentou-lha na ponta de uma vara para que bebesse.
49 ବିନ୍ ଲକ୍ମନ୍ କଇଲାଇ “ଚନେକ୍ ଜାଗା, ତାକେ ଏଲିୟ ରକିଆ କର୍ବାକେ ଆଇଲାନି କି ନାଇ ଦେକିଦେକୁ ।”
49 Os outros diziam: Deixa! Vejamos se Elias virá socorrê-lo.
50 ଜିସୁ ଆରି ତରେକ୍ ଆକ୍ମାରିକରି, ସାରାସାରି ଜିବନ୍ ଚାଡିଗାଲା ।
50 Jesus de novo lançou um grande brado, e entregou a alma.
51 ସେଡ୍କି ବେଲେ ମନ୍ଦିରେ ଜୁଲ୍ତେ ରଇବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ଗନ୍ଦାଅଇ ଚିରିଅଇଗାଲା । ଦର୍ତନି ଚୁଲ୍ବୁଲି ପାକ୍ନାମନ୍ ସବୁ ପୁଟିଗାଲା
51 E eis que o véu do templo se rasgou em duas partes de alto a baixo, a terra tremeu, fenderam-se as rochas.
52 ଆରି କବର୍ ଦେଇରଇବା କାଲ୍ମନ୍ ଉଗାଡିଅଇ କେତେକ୍ କେତେକ୍ ପର୍ମେସରର୍ ଦରମ୍ ଲକ୍ମନ୍ ଆରିତରେକ୍ ଜିବନ୍ ଅଇ ଉଟ୍ଲାଇ ।
52 Os sepulcros se abriram e os corpos de muitos justos ressuscitaram.
53 ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
53 Saindo de suas sepulturas, entraram na Cidade Santa depois da ressurreição de Jesus e apareceram a muitas pessoas.
54 ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, “ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !”
54 O centurião e seus homens que montavam guarda a Jesus, diante do estremecimento da terra e de tudo o que se passava, disseram entre si, possuídos de grande temor: Verdadeiramente, este homem era Filho de Deus!
55 ଗାଲିଲିଅନି ଜିସୁର୍ ସଙ୍ଗ୍ ରଇକରି ତାକେ ସାଇଜ କରିରଇବା କେତେଟା ମାଇଜି ଦୁରିକେ ରଇକରି ଏଟା ସବୁ ଦେକ୍ତେ ରଇଲାଇ ।
55 Havia ali também algumas mulheres que de longe olhavam; tinham seguido Jesus desde a Galiléia para o servir.
56 ସେମନର୍ ବିତ୍ରେ ମଗ୍ଦଲିନି ମରିୟମ୍, ଜାକୁବ୍ ଆରି ଜସେପର୍ ମାଆ ମରିୟମ୍ ଆରି ଜେବଦିର୍ ମାଇଜି ରଇଲାଇ ।
56 Entre elas se achavam Maria Madalena e Maria, mãe de Tiago e de José, e a mãe dos filhos de Zebedeu.
57 ସଞ୍ଜ୍ବେଲାଇ ଆରାମାତିଆ ସଅରର୍ ଜସେପ୍ ନାଉଁର୍ ଗଟେକ୍ ସାଉକାର୍ ଆସି କେଟ୍ଲା । ସେ ମିସା ଗଟେକ୍ ସିସ୍ ରଇଲା ।
57 À tardinha, um homem rico de Arimatéia, chamado José, que era também discípulo de Jesus,
58 ସେ ପିଲାତ୍କେ ବେଟ୍ଅଇକରି ଜିସୁର୍ ମଲାମଡ୍ ଦାରିଜିବାକେ ଗୁଆରି କଲା । ଜସେପ୍ ଗୁଆର୍ଲାକେ ପିଲାତ୍ ମଡ୍ ନେବାକେ ଆଦେସ୍ ଦେଲା ।
58 foi procurar Pilatos e pediu-lhe o corpo de Jesus. Pilatos cedeu-o.
59 ସେ ଜିସୁର୍ ଗାଗଡ୍ ଦାରିଗାଲା ଆରି ଗଟେକ୍ ନୁଆ ଚାଦର୍ ଗର୍ଣ୍ଡାଇ ଗୁଡିଆଇ ଦେଲା ।
59 José tomou o corpo, envolveu-o num lençol branco
60 ପାକ୍ନାଇ ତାକର୍ ନିଜର୍ ପାଇ କୁନି ରଇବା ଗଟେକ୍ ନୁଆ କବର୍ ଦେବା ପାଆରେ ସେଟା ନେଇ ସଙ୍ଗଇଲା ଆରି ସେ ପାଆର୍ ମୁଆଟେ ଗଟେକ୍ ବଡ୍ଟା ଚାଚଡା ପାକ୍ନା ଡାବିଦେଇ ଉଟିଗାଲା ।
60 e o depositou num sepulcro novo, que tinha mandado talhar para si na rocha. Depois rolou uma grande pedra à entrada do sepulcro e foi-se embora.
61 ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ କବର୍ ଦେଲା ପାଆର୍ ମୁଆଟେ ବସି ରଇଲାଇ ।
61 Maria Madalena e a outra Maria ficaram lá, sentadas defronte do túmulo.
62 ତାର୍ ଆର୍କର୍ ଦିନର୍ ବିସ୍ରାମ୍ବାରେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପିଲାତ୍କେ ବେଟ୍ଅଇ କଇଲାଇ,
62 No dia seguinte - isto é, o dia seguinte ao da Preparação -, os príncipes dos sacerdotes e os fariseus dirigiram-se todos juntos à casa de Pilatos.
63 “ଆଗିଆଁ, ସେ ବେସି ମିଚୁଆଟା । ବଁଚିରଇଲାବେଲେ ‘ମୁଇ ତିନ୍ଦିନ୍ ପଚେ ଆରିତରେକ୍ ଉଟ୍ବି’ ବଲି କଇତେ ରଇଲା । ଏଟା ଆମର୍ ମନେ ଆଚେ ।
63 E disseram-lhe: Senhor, nós nos lembramos de que aquele impostor disse, enquanto vivia: Depois de três dias ressuscitarei.
64 ତେବର୍ ପାଇ ତିନ୍ ଦିନ୍ ଜାକ ତାକେ କବର୍ ଦେଲାଟାନେ ଜାଗୁଆଲ୍ ଦାର୍ବାକେ ଆଦେସ୍ ଦିଆସ୍ । ସେନ୍ତି କଲେ ତାର୍ ସିସ୍ମନ୍ ତାର୍ ଗାଗଡ୍ ଚରାଇନେଇ ସେ ଜିବନ୍ ଅଇକରି ମଲାତେଇଅନି ଉଟ୍ଲା ବଲି କଇନାପାରତ୍ ।” ସେମନର୍ ଏନ୍ତାରି ମିଚ୍ କାତା ଜାନାଇବାଟା ସବୁର୍ଟାନେଅନି ଅଦିକ୍ କେତି ଅଇସି ।
64 Ordena, pois, que seu sepulcro seja guardado até o terceiro dia. Os seus discípulos poderiam vir roubar o corpo e dizer ao povo: Ressuscitou dos mortos. E esta última impostura seria pior que a primeira.
65 ପିଲାତ୍ କଇଲା, “ଗଟେକ୍ ଦଲ୍ ଜାଗୁଆଲ୍ମନ୍କେ ନିଆ ଆରି ତାକେ କବର୍ ଦେଲାଟାନେ କାଇଟା ନ ପୁର୍ଲା ପାରା ଜାଗାଆ ।”
65 Respondeu Pilatos: Tendes uma guarda. Ide e guardai-o como o entendeis.
66 ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।
66 Foram, pois, e asseguraram o sepulcro, selando a pedra e colocando guardas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 27, comparar traduções ou montar um estudo — tudo direto pelo WhatsApp.