Mateus 25
ସତିଅର୍ ବାଟ୍ (DSO) vs ARA
1 “ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ ।
1 Então, o reino dos céus será semelhante a dez virgens que, tomando as suas lâmpadas, saíram a encontrar-se com o noivo.
2 ସେମନର୍ ବିତ୍ରେଅନି ପାଁଚ୍ଟା ଦାଙ୍ଗ୍ଡି ଚତୁର୍ ରଇଲାଇ, ଆରି ପାଁଚ୍ଟା ଦାଙ୍ଗ୍ଡି ବକୁଆ ରଇଲାଇ ।
2 Cinco dentre elas eram néscias, e cinco, prudentes.
3 ବକୁଆ ରଇଲା ଦାଙ୍ଗ୍ଡିମନ୍ ଅଦିକ୍ ଚିକନ୍ ନେଇ ନ ରଇଲାଇ ।
3 As néscias, ao tomarem as suas lâmpadas, não levaram azeite consigo;
4 ମାତର୍ ଚତୁର୍ ରଇବା ଦାଙ୍ଗ୍ଡିମନ୍ ନିଜର୍ ନିଜର୍ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍ ବର୍ତି କରି ନେଇରଲାଇ ।
4 no entanto, as prudentes, além das lâmpadas, levaram azeite nas vasilhas.
5 ବର୍ ଦାଙ୍ଗ୍ଡା ଆଇବାଟା ଅଲ୍ସମ୍ ଅଇଲାକେ ଦାଙ୍ଗ୍ଡିମନ୍ ଜୁମ୍ରି ଜୁମ୍ରି କରି ସଇଦେଲାଇ ।”
5 E, tardando o noivo, foram todas tomadas de sono e adormeceram.
6 ମଜା ରାତିବେଲାଇ ଆଉଲି ସୁନି ଅଇଲା, “ଏଦେ ଦେକା ! ବର୍ ଦାଙ୍ଗ୍ଡା ଆଇଲାବେ ! ଆସା ସେମନ୍କେ ଡାକିଆନୁ !”
6 Mas, à meia-noite, ouviu-se um grito: Eis o noivo! Saí ao seu encontro!
7 ଦାଙ୍ଗ୍ଡିମନ୍ ଉଟିକରି ନିଜର୍ ନିଜର୍ ବତିମନ୍ ସାଜାଡ୍ଲାଇ ।
7 Então, se levantaram todas aquelas virgens e prepararam as suas lâmpadas.
8 ସେଡ୍କି ବେଲେ ବକୁଆ ଦାଙ୍ଗ୍ଡିମନ୍ ଚତୁର୍ ରଇଲା ଦାଙ୍ଗ୍ଡିମନ୍କେ କଇଲାଇ “ଆମ୍କେ କଣ୍ଡେକ୍ ଚିକନ୍ ଦିଆ । ଆମର୍ ବତି ଲିବିଗାଲାନି ।”
8 E as néscias disseram às prudentes: Dai-nos do vosso azeite, porque as nossas lâmpadas estão-se apagando.
9 ଚତୁର୍ ଦାଙ୍ଗ୍ଡିମନ୍ କଇଲାଇ, “ତମ୍କେ ଦେଲେସରି ଆମର୍ ପାଇ ଚିକନ୍ ନ ଅଏ । ତମେ ଦୁକାନେ ଜାଇ ନିଜର୍ ନିଜର୍ ପାଇ ଚିକନ୍ ଗେନିଆନା ।”
9 Mas as prudentes responderam: Não, para que não nos falte a nós e a vós outras! Ide, antes, aos que o vendem e comprai-o.
10 ସେଟାର୍ପାଇ ବୁଦି ନଇଲା ଦାଙ୍ଗ୍ଡିମନ୍ ଚିକନ୍ ଗେନ୍ବାକେ ବାରଇଲାଇ । ସେମନ୍ ଗାଲା, ପଚେ ବର୍ ଦାଙ୍ଗ୍ଡା ଆସି କେଟ୍ଲା । ଜାଗ୍ରତ୍ ଅଇରଇଲା ପାଁଚ୍ଟା ଚତୁର୍ ଦାଙ୍ଗ୍ଡିମନ୍ ତାକର୍ ସଙ୍ଗ୍ ବିବା ବଜିତେଇ ଗାଲା ପଚେ କାପାଟ୍ ଡାବିଅଇଗାଲା ।
10 E, saindo elas para comprar, chegou o noivo, e as que estavam apercebidas entraram com ele para as bodas; e fechou-se a porta.
11 ସେ ବୁଦି ନ ରଇଲା ଦାଙ୍ଗ୍ଡିମନ୍ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍ରୁ, ଏ ମାପ୍ରୁ କାପାଟ୍ ଉଗାଡା, ଆମେ ବିତ୍ରେ ଜିବୁ ବଲି ସେମନ୍ ଆଉଲି ଅଇଲାଇ ।
11 Mais tarde, chegaram as virgens néscias, clamando: Senhor, senhor, abre-nos a porta!
12 ବର୍ଦାଙ୍ଗ୍ଡା କଇଲା, “ମୁଇ ସତ୍ କଇଲିନି, ତମେ କେ, ମୁଇ ନାଜାନି ।”
12 Mas ele respondeu: Em verdade vos digo que não vos conheço.
13 କାତା କଇବାଟା ସାରାଇ, କରି ଜିସୁ କଇଲା, “ଜାଗ୍ରତ୍ ଅଇ ରୁଆ । ସେ ଦିନ୍ କି ବେଲା କେ ମିସା ନାଜାନାସ୍ ।”
13 Vigiai, pois, porque não sabeis o dia nem a hora.
14 “ସରଗ୍ ରାଇଜ୍ ଏନ୍ତାରି, ସେ ବିସଇର୍ ଆରି ଗଟେକ୍ କାତା ସୁନା । ତରେକ୍ ଗଟେକ୍ ଲକ୍ ତାର୍ ଚାକର୍ମନ୍କେ, ତାର୍ ସଁପତି ଚାଡିଦେଇ ବିଦେସେ ଉଟିଗାଲା ।
14 Pois será como um homem que, ausentando-se do país, chamou os seus servos e lhes confiou os seus bens.
15 ସେମନର୍ ପାର୍ବା ଇସାବେ ସେମନ୍କେ କେତେକ୍ କେତେକ୍ ଡାବୁ ଜିମା ଦେଲା । ଗଟେକ୍ ଲକ୍କେ ପାଁଚ୍ ଅଜାର୍ ରୁପା ଟାଙ୍ଗା ଦେଲା, ଗଟେକ୍ ଲକ୍କେ ଦୁଇ ଅଜାର୍, ଆରି ଗଟେକ୍ଲକ୍କେ ଅଜାର୍ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା ।
15 A um deu cinco talentos, a outro, dois e a outro, um, a cada um segundo a sua própria capacidade; e, então, partiu.
16 ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ସେ ଡାବୁ ବେବାର୍ କରି ଆରି ପାଁଚ୍ ଅଜାର୍ ଲାବ୍କଲା ।
16 O que recebera cinco talentos saiu imediatamente a negociar com eles e ganhou outros cinco.
17 ସେନ୍ତାରି ଦୁଇ ଅଜାର୍ଟା ନେଇରଇଲା ଚାକର୍ ମିସା ଆରି ଦୁଇ ଅଜାର୍ ଲାବ୍କଲା ।
17 Do mesmo modo, o que recebera dois ganhou outros dois.
18 ମାତର୍ ଜନ୍ ଚାକର୍ ଅଜାର୍ଟା ପାଇରଇଲା, ସେ ଗଟେକ୍ କାଲ୍କୁନି ସାଉକାର୍ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା । ଅଦ୍ଲି ଡାବୁ|alt="Talents" src="hk00168c.tif" size="col" copy="Horace Knowles ©" ref="୨୫:୧୫"
18 Mas o que recebera um, saindo, abriu uma cova e escondeu o dinheiro do seu senhor.
19 “ବେସିଦିନ୍ ଗାଲା ପଚେ ସାଉକାର୍ ବାଅଡ୍ଲା ଆରି ଚାକର୍ମନର୍ ସଙ୍ଗ୍ ଇସାବ୍କିତାବ୍ କଲା ।”
19 Depois de muito tempo, voltou o senhor daqueles servos e ajustou contas com eles.
20 ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ଆସି ଆରି ପାଁଚ୍ ଅଜାର୍ ଦେଇ କଇଲା, “ସାଉକାର୍ ତମେ ମକେ ପାଁଚ୍ ଅଜାର୍ ଦେଇରଇଲାସ୍, ଏଦେ ଦେକା, ମୁଇ ଆରି ପାଁଚ୍ ଅଜାର୍ ଲାବ୍ କଲିଆଚି ।”
20 Então, aproximando-se o que recebera cinco talentos, entregou outros cinco, dizendo: Senhor, confiaste-me cinco talentos; eis aqui outros cinco talentos que ganhei.
21 ସାଉକାର୍ ସାର୍ଦା ଅଇ ତାକେ କଇଲା, “ ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍ ! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।”
21 Disse-lhe o senhor: Muito bem, servo bom e fiel; foste fiel no pouco, sobre o muito te colocarei; entra no gozo do teu senhor.
22 “ଦୁଇ ଅଜାର୍ ରୁପାଟାଙ୍ଗା ନେଇ ରଇଲା ଚାକର୍ ଆସି କଇଲା, ସାଉକାର୍ ତମେ ମକେ ଦୁଇ ଅଜାର୍ ଦେଇ ରଇଲାସ୍, ମୁଇ ଆରି ଦୁଇ ଅଜାର୍ ଲାବ୍ କଲିଆଚି ।”
22 E, aproximando-se também o que recebera dois talentos, disse: Senhor, dois talentos me confiaste; aqui tens outros dois que ganhei.
23 ସାଉକାର୍ କଇଲା, କେଡେକ୍ ନିକ ! ତୁଇ ମିସା ମର୍ ବଡିଆ ଚାକର୍ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍ । ଏବେ ତର୍ ଜିମାରେ ମୁଇ ବୁତେକ୍ ଦନ୍ ଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।
23 Disse-lhe o senhor: Muito bem, servo bom e fiel; foste fiel no pouco, sobre o muito te colocarei; entra no gozo do teu senhor.
24 ସାରାସାରି ଅଜାର୍ ରୁପାଟାଙ୍ଗା ପାଇରଇଲା ଚାକର୍ ଆସି କଇଲା, “ଏ ସାଉକାର୍ ମୁଇ ଜାନି, ତମେ ଗଟେକ୍ ବେସି ରିସା ଅଇବା ଲକ୍ । ବୁନି ନ ରଇବା ପଦାଇ କାଟ୍ସା ଆରି ବିଅନ୍ ନ ବୁନିକରି ତାସ୍ ବାରା ବାନ୍ଦ୍ସା ।
24 Chegando, por fim, o que recebera um talento, disse: Senhor, sabendo que és homem severo, que ceifas onde não semeaste e ajuntas onde não espalhaste,
25 ସେଟାର୍ ପାଇ ମୁଇ ଡରିକରି ତମର୍ ଦନ୍ ମାଟିତେଇ କାଲ୍କୁନି ତପି ରଇଲି । ଏଦେ ଦେକା ! ତମର୍ ସେ ଟାଙ୍ଗା !”
25 receoso, escondi na terra o teu talento; aqui tens o que é teu.
26 ସାଉକାର୍ କଇଲା, “ଅଇରେ କାମ୍କେ ନଇଲା ବାଡୁ ! ତୁଇତା ଜାନିରଇଲୁସ୍, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍ ଟୁଲିଆଇବି ।
26 Respondeu-lhe, porém, o senhor: Servo mau e negligente, sabias que ceifo onde não semeei e ajunto onde não espalhei?
27 ତେବେ ମର୍ ଟାଙ୍ଗାନେଇ ବିନ୍ ଲକ୍ମନ୍କେ କଲନ୍ତର୍ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍ ମିଲ୍ତା ।”
27 Cumpria, portanto, que entregasses o meu dinheiro aos banqueiros, e eu, ao voltar, receberia com juros o que é meu.
28 ଏନ୍ତାରି କଇ ସାଉକାର୍ ଆଦେସ୍ ଦେଲା, ଏ ଚାକରର୍ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍ ଆତେ ଦସ୍ଅଜାର୍ ଆଚେ, ତାକେ ଦେଇଦିଆସ୍ ।
28 Tirai-lhe, pois, o talento e dai-o ao que tem dez.
29 କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍ ଦିଆଅଇସି । ଆରି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ ତାର୍ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି ।
29 Porque a todo o que tem se lhe dará, e terá em abundância; mas ao que não tem, até o que tem lhe será tirado.
30 ଏ କାମ୍କେ ନଇଲା ଚାକର୍କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍ । ତେଇ ସେ କିଲିବିଲିଅଇ ଦାତ୍ କାତ୍ରି ମାରି ଚପି ଅଇ କାନ୍ଦ୍ସି ।
30 E o servo inútil, lançai-o para fora, nas trevas. Ali haverá choro e ranger de dentes.
31 ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି,
31 Quando vier o Filho do Homem na sua majestade e todos os anjos com ele, então, se assentará no trono da sua glória;
32 ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି ।
32 e todas as nações serão reunidas em sua presença, e ele separará uns dos outros, como o pastor separa dos cabritos as ovelhas;
33 ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି ।
33 e porá as ovelhas à sua direita, mas os cabritos, à esquerda;
34 ତାର୍ ପଚେ ମର୍ ଉଜାବାଟେ ରଇଲା ଲକ୍ମନ୍କେ ମୁଇ କଇବି, “ଆସା, ତମ୍କେ ମର୍ ବାବା ଆସିର୍ବାଦ୍ କଲାଆଚେ । ଦୁନିଆ ତିଆର୍ଅଇଲା ବେଲେଅନି ଜନ୍ ରାଇଜ୍ ତମର୍ ପାଇ ତିଆର୍ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
34 então, dirá o Rei aos que estiverem à sua direita: Vinde, benditos de meu Pai! Entrai na posse do reino que vos está preparado desde a fundação do mundo.
35 ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ ।
35 Porque tive fome, e me destes de comer; tive sede, e me destes de beber; era forasteiro, e me hospedastes;
36 ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।”
36 estava nu, e me vestistes; enfermo, e me visitastes; preso, e fostes ver-me.
37 ଦରମ୍ ଲକ୍ମନ୍ କଇବାଇ, “ମାପ୍ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ ?
37 Então, perguntarão os justos: Senhor, quando foi que te vimos com fome e te demos de comer? Ou com sede e te demos de beber?
38 କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ ?
38 E quando te vimos forasteiro e te hospedamos? Ou nu e te vestimos?
39 କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ ?”
39 E quando te vimos enfermo ou preso e te fomos visitar?
40 ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
40 O Rei, respondendo, lhes dirá: Em verdade vos afirmo que, sempre que o fizestes a um destes meus pequeninos irmãos, a mim o fizestes.
41 ତାର୍ପଚେ ଡେବ୍ରିବାଟେ ବସି ରଇବା ଲକ୍ମନ୍କେ ମୁଇ କଇବି “ଏଇ ସାଇପ୍ ପାଇରଇବା ଦଲର୍ ଲକ୍ମନ୍ ! ମର୍ ମୁଆଟେ ରୁଆନାଇ । ସଇତାନ୍ ଆରି ତାର୍ ସଙ୍ଗ୍ ରଇଲା ଦୁତ୍ମନର୍ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍ ଅଇଲାଆଚେ । ତେଇ ଜାଆ !
41 Então, o Rei dirá também aos que estiverem à sua esquerda: Apartai-vos de mim, malditos, para o fogo eterno, preparado para o diabo e seus anjos.
42 ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍ ନାଇ, ମକେ ସସ୍ କଲାଜେ ପାନି ଗୁଡିକ୍ ଦିଆସ୍ ନାଇ ।
42 Porque tive fome, e não me destes de comer; tive sede, e não me destes de beber;
43 ମୁଇ ଅଚିନାର୍ ଅଇ ରଇଲା ବେଲେ ମକେ ଡାକାସ୍ ନାଇ । ମୁଇ ଡୁମ୍ଣ୍ଡା ରଇଲା ବେଲେ ମକେ ବସ୍ତର୍ ପିନ୍ଦାଆସ୍ ନାଇ । ଜର୍ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍ କରାସ୍ନାଇ ।”
43 sendo forasteiro, não me hospedastes; estando nu, não me vestistes; achando-me enfermo e preso, não fostes ver-me.
44 ସେମନ୍ ସେଡ୍କିବେଲେ ମକେ କଇବାଇ, “ମାପ୍ରୁ, ତମ୍କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍ ରଇଲା ବେଲେ, ଡୁମ୍ଣ୍ଡା ରଇଲା ବେଲେ ଆରି ଜର୍ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍କେ ସାଇଜ କରୁ ନାଇ ?”
44 E eles lhe perguntarão: Senhor, quando foi que te vimos com fome, com sede, forasteiro, nu, enfermo ou preso e não te assistimos?
45 ସତଇସେ ମୁଇ କଇବି, “ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ ।
45 Então, lhes responderá: Em verdade vos digo que, sempre que o deixastes de fazer a um destes mais pequeninos, a mim o deixastes de fazer.
46 ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।”
46 E irão estes para o castigo eterno, porém os justos, para a vida eterna.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 25, comparar traduções ou montar um estudo — tudo direto pelo WhatsApp.