Mateus 24
ସତିଅର୍ ବାଟ୍ (DSO) vs VC
1 ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍ମନ୍ ମନ୍ଦିର୍ ପିଣ୍ଡା ଦୁଆରେ ରଇବା ବଡ୍ ବଡ୍ ପାକ୍ନା ବାଟେ ଦେକାଇଲାଇ ।
1 Ao sair do templo, os discípulos aproximaram-se de Jesus e fizeram-no apreciar as construções.
2 ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍ଲାସ୍ନି । ମୁଇ ତମ୍କେ ସତ୍ କଇଲିନି ଏ ମନ୍ଦିରର୍ ଗଟେକ୍ ମିସା ପାକ୍ନା ତାର୍ ଜାଗାଇ ନ ରଏ । ସବୁଜାକ ଅଦ୍ରି ବିଲିଜାଇସି ।”
2 Jesus, porém, respondeu-lhes: Vedes todos estes edifícios? Em verdade vos declaro: não ficará aqui pedra sobre pedra; tudo será destruído.
3 ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, “ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି ?”
3 Indo ele assentar-se no monte das Oliveiras, achegaram-se os discípulos e, estando a sós com ele, perguntaram-lhe: Quando acontecerá isto? E qual será o sinal de tua volta e do fim do mundo?
4 ଜିସୁ କଇଲା, “ଜାଗ୍ରତ୍ଅଇକରି ରୁଆ, ଜେନ୍ତିକି କେ ମିସା ତମ୍କେ ନ ନାଡାଅତ୍ ।
4 Respondeu-lhes Jesus: Cuidai que ninguém vos seduza.
5 କେତେ କେତେ ଲକ୍ମନ୍ ମର୍ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍ଟ ମସିଅ ।’ ସେମନ୍ ଏନ୍ତାର୍ କଇ କେତେ କେତେ ଲକ୍ମନ୍କେ ନାଡାଇବାଇ ।
5 Muitos virão em meu nome, dizendo: Sou eu o Cristo. E seduzirão a muitos.
6 ତମର୍ ଲଗେ ଅଇତେ ରଇବା ଜୁଇଦର୍ କିଲ୍ବିଲ୍ ଅଇବାଟା ସୁନ୍ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍ କବର୍ ଜାନ୍ସା । ମାତର୍ ଡରାନାଇ, ବାଇଦରେ ଏନ୍ତି ଗଟ୍ନା ଅଇସି । ମାତର୍ ଏଟାର୍ ଅରତ୍ ନଏଁ ଜେ, ଜୁଗ୍କାଲ୍ କେଟିଗାଲା ।
6 Ouvireis falar de guerras e de rumores de guerra. Atenção: que isso não vos perturbe, porque é preciso que isso aconteça. Mas ainda não será o fim.
7 ଦେସ୍ ଦେସ୍ ବିତ୍ରେ ଜୁଇଦ୍ ଅଇସି, ଗଟେକ୍ ରାଇଜ୍ ଆରି ଗଟେକ୍ ରାଇଜ୍ ଉପ୍ରେ ଜୁଇଦ୍ କର୍ସି । ସବୁ ବାଟେ ମର୍ଡି ଆରି ଦର୍ତନି ଚୁଲ୍ବୁଲ୍ସି ।
7 Levantar-se-á nação contra nação, reino contra reino, e haverá fome, peste e grandes desgraças em diversos lugares.
8 ମାତର୍ ଏଟାମନ୍ ସବୁ ମାଇଜିମନର୍ ଆତ୍ଗଡ୍ ସୁକ୍ଅଇବା ବେଲେ ପର୍ତୁମ୍ ପର୍ତୁମ୍ ଅଇବା ଦୁକାସୁକା ପାରା ।
8 Tudo isto será apenas o início das dores.
9 ତମେ ଦାରାଇ ଅଇ ମାଡ୍ କାଇବାକେ ଆରି ମରନର୍ ଡଣ୍ଡ୍ ପାଇବାକେ ସର୍ପି ଅଇସା । ତମେ ମକେ ବିସ୍ବାସ୍ କଲାର୍ ପାଇ ବଲି ସବୁ ଲକ୍ ଗିନ୍ କର୍ବାଇ ।
9 Então sereis entregues aos tormentos, matar-vos-ão e sereis por minha causa objeto de ódio para todas as nações.
10 ସେଡ୍କିବେଲେ କେତେ କେତେ ଲକ୍ ତାକର୍ ବିସ୍ବାସ୍ ଆରାଇବାଇ, ତାକର୍ ତାକର୍ ବିତ୍ରେ ଗିନ୍ ଅଇକରି ତାକର୍ ତାକର୍ ବିତ୍ରେ ବିସ୍ବାସେ ବିସ୍ ଦିଆ ଦିଇ ଅଇବାଇ ।
10 Muitos sucumbirão, trair-se-ão mutuamente e mutuamente se odiarão.
11 ସେବେଲେ କେତେ କେତେକ୍ ଟକାବଣ୍ଡା ବବିସତ୍ବକ୍ତା ଆସିକରି ଲକ୍ମନ୍କେ ନାଡାଇବାଇ ।
11 Levantar-se-ão muitos falsos profetas e seduzirão a muitos.
12 ଏନ୍ତାରି ଅଇ ପାପ୍ ଅଦିକ୍ ଅଦିକ୍ ଅଇସି ଆରି ପର୍ମେସର୍ ପାଇରଇବା ଲକ୍ମନର୍ ଆଲାଦ୍ ସିତଲ୍ ଅଇଜାଇସି ।
12 E, ante o progresso crescente da iniqüidade, a caridade de muitos esfriará.
13 ମାତର୍ ଜେ ସାରାସାରି ଜାକ ମୁର୍ଚିକରି ରଇସି, ସେ ମୁକ୍ତି ପାଇସି ।
13 Entretanto, aquele que perseverar até o fim será salvo.
14 ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।”
14 Este Evangelho do Reino será pregado pelo mundo inteiro para servir de testemunho a todas as nações, e então chegará o fim.
15 ଦାନିଏଲ୍ ବବିସତ୍ବକ୍ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍ ଦିନ୍ ତମେ ଆରି ତରେକ୍ ଦେକ୍ସା । ସେଟା ସୁକଲ୍ ଜାଗାକେ ଅସୁକଲ୍ କରିଦେଇସି । ଇତିର୍ ଅରତ୍ କାଇଟା, ପଡ୍ଲା ଲକ୍ ବୁଜା ।
15 Quando virdes estabelecida no lugar santo a abominação da desolação que foi predita pelo profeta Daniel {9,27} - o leitor entenda bem -
16 ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
16 então os habitantes da Judéia fujam para as montanhas.
17 ଜନ୍ ଲକ୍ମନ୍ ଚାଉନି ଉପ୍ରେ ରଇବାଇ, ସେମନ୍ ଗର୍ବିତ୍ରର୍ ଜିନିସ୍ ପତର୍ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍ ।
17 Aquele que está no terraço da casa não desça para tomar o que está em sua casa.
18 ଜନ୍ ଲକ୍ମନ୍ ପଦାଇ ଜାଇତେ ରଇବାଇ, ସେମନ୍ ତାକର୍ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍ ।
18 E aquele que está no campo não volte para buscar suas vestimentas.
19 ସେଡ୍କିବେଲେ ଗାଗ୍ଡେ ରଇବା ମାଇଜିମନ୍ ଆରି ପିଲାକେ ଦୁଦ୍ କୁଆଇତେ ରଇବା ମାମନର୍ ଦସା କେଡେ ଇନସ୍ତା ଅଇସି ।
19 Ai das mulheres que estiverem grávidas ou amamentarem naqueles dias!
20 ଏ ସବୁ ଗଟ୍ନା ସିତ୍ ଦିନେ ନ ଅ । ସେଟାର୍ପାଇ ପର୍ମେସର୍କେ ପାର୍ତନା କର୍ତେ ରୁଆ, ଜେନ୍ତାରି କି ସିତ୍ମାସେ ନଇଲେ ବିସ୍ରାମ୍ବାରେ ତମ୍କେ ପାଲାଇବାକେ ନ ପଡେ ।
20 Rogai para que vossa fuga não seja no inverno, nem em dia de sábado;
21 ସେବେଲେ ଜନ୍ ଦୁକ୍ ପାଇବାକେ ପଡ୍ସି, ଦୁନିଆ ତିଆର୍ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍ଟତେଇଅନି ଅଦିକ୍ ଅଇଜାଇସି । ସେନ୍ତାରି ଦୁକ୍ ଆଗ୍କେ ଆରି କେବେ ନ ଆସେ ।
21 porque então a tribulação será tão grande como nunca foi vista, desde o começo do mundo até o presente, nem jamais será.
22 ମାତର୍ ପର୍ମେସର୍ ଦୁକର୍ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍ ସେ ବାଚିରଇବା ଲକ୍ମନ୍କେ ଜିଆଇବାପାଇ ପର୍ମେସର୍ ସେ ବେଲା ଉନାକରି ଦେଇଆଚେ ।
22 Se aqueles dias não fossem abreviados, criatura alguma escaparia; mas por causa dos escolhidos, aqueles dias serão abreviados.
23 ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
23 Então se alguém vos disser: Eis, aqui está o Cristo! Ou: Ei-lo acolá!, não creiais.
24 କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ ।
24 Porque se levantarão falsos cristos e falsos profetas, que farão milagres a ponto de seduzir, se isto fosse possível, até mesmo os escolhidos.
25 ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
25 Eis que estais prevenidos.
26 “ଦେକା, ଜଦି ଲକ୍ମନ୍ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍କେ ବିସ୍ବାସ୍ କରା ନାଇ ।
26 Se, pois, vos disserem: Vinde, ele está no deserto, não saiais. Ou: Lá está ele em casa, não o creiais.
27 ଉଦିଆନ୍ ଦିଗେଅନି ବୁଡ୍ତି ଦିନ୍ ଜାକ ଜେନ୍ତାରି ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରି ଅଇକରିସେ ନର୍ପିଲା ମୁଇ ଆଇବି ।”
27 Porque, como o relâmpago parte do oriente e ilumina até o ocidente, assim será a volta do Filho do Homem.
28 “ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍କାଉ ଗିଦ୍ମନ୍ ରୁଣ୍ଡିରଇବାଇ ।”
28 Onde houver um cadáver, aí se ajuntarão os abutres.
29 ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ ।
29 Logo após estes dias de tribulação, o sol escurecerá, a lua não terá claridade, cairão do céu as estrelas e as potências dos céus serão abaladas.
30 ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ ।
30 Então aparecerá no céu o sinal do Filho do Homem. Todas as tribos da terra baterão no peito e verão o Filho do Homem vir sobre as nuvens do céu cercado de glória e de majestade.
31 ବଡ୍ ମଇରି ବାଜ୍ସି । ଆରି ଗୁଲାଇ ସରଗର୍ ଗଟେକ୍ କନେ ଅନି ବିନ୍ ବିନ୍ କନେ ରଇବା ମର୍ ବାବା ବାଚି ରଇବା ଲକ୍ମନ୍କେ ଟୁଲିଆଇବାକେ ମୁନୁସ୍ ପିଲା ମୁଇ ମର୍ ଦୁତ୍ମନ୍କେ ପାଟାଇବି ।
31 Ele enviará seus anjos com estridentes trombetas, e juntarão seus escolhidos dos quatro ventos, duma extremidade do céu à outra.
32 ଡୁମ୍ରି ଗଚେଅନି ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା ।
32 Compreendei isto pela comparação da figueira: quando seus ramos estão tenros e crescem as folhas, pressentis que o verão está próximo.
33 ସମାନ୍ ସେନ୍ତାର୍ସେ ଏ ସବୁ ଜାକ ଅଇବାଟା ଦେକ୍ଲେ, ସାରାସାରି ଦିନ୍କାଲ୍ ଆରାମ୍ ଅଇଲା ବଲି ତମେ ଜାନା ।
33 Do mesmo modo, quando virdes tudo isto, sabei que o Filho do Homem está próximo, à porta.
34 “ ଏତାଇରୁଆ, ମୁଇ ସତ୍ କଇଲିନି, ଏବେ ଜିବନ୍ ରଇଲା ଲକ୍ମନର୍ ବିତ୍ରେଅନି ସବୁ ଲକ୍ ମର୍ବା ଆଗ୍ତୁ, ଏସବୁ ବିସଇ ଗଟ୍ସି ।
34 Em verdade vos declaro: não passará esta geração antes que tudo isto aconteça.
35 ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
35 O céu e a terra passarão, mas as minhas palavras não passarão.
36 “ସେ ଦିନ୍, ସେ ବେଲା କେବେ ଆଇସି, କେ କଇନାପାରତ୍ । ପର୍ମେସରର୍ ପିଲା ମୁଇ ମିସା କି ସରଗର୍ ଦୁତ୍ମନ୍ ମିସା ସେ କାତା ନାଜାନତ୍, ବାବା ପର୍ମେସର୍ ଆକା ଜାନିଆଚେ ।
36 Quanto àquele dia e àquela hora, ninguém o sabe, nem mesmo os anjos do céu, mas somente o Pai.
37 ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା ।
37 Assim como foi nos tempos de Noé, assim acontecerá na vinda do Filho do Homem.
38 ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ ।
38 Nos dias que precederam o dilúvio, comiam, bebiam, casavam-se e davam-se em casamento, até o dia em que Noé entrou na arca.
39 ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି ।
39 E os homens de nada sabiam, até o momento em que veio o dilúvio e os levou a todos. Assim será também na volta do Filho do Homem.
40 ସେ ବେଲାଇ ପଦାଇ ପାଇଟି କର୍ତେ ରଇବା ଦୁଇ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ବାଚ୍ବାଇ ଆରି ଗଟେକ୍ ଲକ୍କେ ଚାଡିଦେବାଇ ।
40 Dois homens estarão no campo: um será tomado, o outro será deixado.
41 ଗର୍ତେରଇବା ଦୁଇଟା ମାଇଜି ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବାଚି ଅଇସି ଆରି ଗଟେକ୍ ଲକ୍ ରଇଜାଇସି ।
41 Duas mulheres estarão moendo no mesmo moinho: uma será tomada a outra será deixada.
42 ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
42 Vigiai, pois, porque não sabeis a hora em que virá o Senhor.
43 କେଡେବଲ୍ ଚର୍ ପୁର୍ସି ବଲି ଜାନିରଇଲେ, ଗର୍ ସାଉକାର୍ ଜାଗ୍ରତ୍ ରଇ ଚର୍କେ ଗରେ ପୁର୍ବାକେ ନ ଦେଏ ।
43 Sabei que se o pai de família soubesse em que hora da noite viria o ladrão, vigiaria e não deixaria arrombar a sua casa.
44 ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
44 Por isso, estai também vós preparados porque o Filho do Homem virá numa hora em que menos pensardes.
45 “ସେନ୍ତି ବଇଲେ କେ ତେବେ ନିମାନ୍ ଆରି ବୁଦି ରଇବା ଦାଙ୍ଗ୍ଡା ? ଜାର୍ ଉପ୍ରେ ସାଉକାର୍ ବିନ୍ ଦାଙ୍ଗ୍ଡାମନର୍ ଟିକ୍ ବେଲାଇ, କାଇବା କାଦି ଦେବା ଦାଇତ୍ ଦେଇରଇସି ।
45 Quem é, pois, o servo fiel e prudente que o Senhor constituiu sobre os de sua família, para dar-lhes o alimento no momento oportuno?
46 ସାଉକାର୍ ବାଉଡି ଆଇଲା ବେଲେ ସେ ଦାଙ୍ଗ୍ଡା ଜଦି ଟିକ୍ ସଙ୍ଗ୍ କାମ୍ କରିରଇସି ବଇଲେ, ତାର୍ କେଡେକ୍ ନିକ କରମ୍ !
46 Bem-aventurado aquele servo a quem seu senhor, na sua volta, encontrar procedendo assim!
47 ମୁଇ ସତ୍ କଇଲିନି, ସେନ୍ତାରି ଦାଙ୍ଗ୍ଡାକେ ସାଉକାର୍ ଗଟେକ୍ ଦିନେ ତାର୍ ସବୁ ଦନ୍ ସଁପତିର୍ ଦାଇତ୍ ଦେଇ ଦେଇସି ।
47 Em verdade vos digo: ele o estabelecerá sobre todos os seus bens.
48 ମାତର୍ ସେ ଦାଙ୍ଗ୍ଡା ଜଦି ‘ସାଉକାର୍ ନ ଆସେତା’ ବଲି ବାବ୍ସି ଆରି
48 Mas, se é um mau servo que imagina consigo:
49 ବିନ୍ ଦାଙ୍ଗ୍ଡାମନ୍କେ ମାର୍ପିଟ୍ କରି ମଦୁଆମନର୍ ସଙ୍ଗ୍ କିଆପିଆ କର୍ତେ ରଇସି,
49 - Meu senhor tarda a vir, e se põe a bater em seus companheiros e a comer e a beber com os ébrios,
50 ସେ ଜାଗ୍ରତ୍ ନ ରଇଲା ବେଲେ ଆରି ଜନ୍ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍ ବାଉଡିଆଇସି ।
50 o senhor desse servo virá no dia em que ele não o espera e na hora em que ele não sabe,
51 ତାକେ ସେଡ୍କି ବେଲେ କଣ୍ଡ୍ କଣ୍ଡ୍ କରି କାଟି ଦେଇସି । ସେ ନାଡାଉମନର୍ ଦସାର୍ ଡଣ୍ଡ୍ ପାଇସି । ଆରି ସାରାସାରି ଦାଁତ୍ କାତ୍ରି ମାର୍ଚପ୍ ଅଇ କାନ୍ଦ୍ସି ।”
51 e o despedirá e o mandará ao destino dos hipócritas; ali haverá choro e ranger de dentes.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 24, comparar traduções ou montar um estudo — tudo direto pelo WhatsApp.