Mateus 23
ସତିଅର୍ ବାଟ୍ (DSO) vs AAI
1 ଜିସୁ ସିସ୍ମନ୍କେ ଆରି ତେଇ ରୁଣ୍ଡି ରଇବା ଲକ୍ମନ୍କେ କଇଲା,
1 Imaibo Jesu sabuw rou’ay gagamin naatu i ana bai’ufununayah isah eo,
2 “ପାରୁସି ଆରି ଦରମ୍ ଗୁରୁମନ୍କେ ମସାର୍ ନିୟମର୍ ଅରତ୍ ବୁଜାଇ ଦେବାର୍ ଅଦିକାର୍ ଆଚେ ।
2 “Ofafar bai’obaiyenayah naatu Pharisee i Moses ana ofafar etei hisora’ub.
3 ସେମନ୍ ଜାଇଟା କର୍ବାକେ କଇଲାଇନି, ସେଟା କରା, ମାତର୍ ସେମନ୍ ଜାଇ ଜାଇଟା କଲାଇନି, ସେଟା ଦେକି ସେନ୍ତାରି କରାନାଇ । କାଇକେ ବଇଲେ ସେମନ୍ ନିଜେ ଜନ୍ ସିକିଆ ଦେବାଇ, ତାର୍ ଉଲ୍ଟା କର୍ବାଇ ।
3 Imih abistan tibi’obaiyi i kwanabosiyasiyar, baise men kwani’u’urih. Anayabin abisa teo i men na’atube tisisinafumih.
4 ସେମନ୍ ତାକର୍ ସିକିଆ ସବୁ ଲକ୍ମନର୍ ପିଟି ଉପ୍ରେ ବେସି ବଜ୍ ପାରା ଲାଦିଦେବାଇ । ମାତର୍ ସେ ସବୁ ବଜର୍ ନିୟମ୍, ଚିନି ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ ନ କରତ୍ ।
4 Ofafar fokarih maiyow sabuw tuwabuh hiyara’ah hi’abar tibi’akir, naatu i men kafa’imo boro umah hina’ofere hinibaisih bit nakereremih.
5 ସେମନ୍ ଲକ୍କେ ଦେକାଇଅଇବାକେ ସବୁ କାମ୍ କର୍ବାଇ । ସାସ୍ତର୍ ପଦ୍ ଲେକାଅଇଲା କେଡେ କେଡେ ବଡ୍ ବଡ୍ ଡଅଁରାମନ୍ କାପାଲେ ଆରି ପଡିଆଇ ବାନ୍ଦିଅଇ ଆଚତ୍ । ଆରି ଦେକା, ସେମନର୍ ବସ୍ତରର୍ ଜାଲି କେତେକ୍ ଡେଙ୍ଗ୍ ।
5 “Sawar etei bebeyanamaim tisisinaf sabuw itihimih. God ana Tur ai kanabihimaim hikirum, ukwarih, umah, hai faifuwamaim hikubabaren sabuw itihimih.
6 ସେମନ୍ ବଜିମନ୍କେ ମୁକିଅ ଜାଗାଇ ଆରି ପାର୍ତନା ଗରେ ବାଚିଅଇରଇଲା ଜାଗା ଅଦିକାର୍ କର୍ବାକେ ମନ୍ କର୍ବାଇ ।
6 Hiyuw hai mar tekokok efan gewasih hinabow hinamare hinama, naatu Kou’ay Bar wanawanan tekokok efan gewasih imaim hinama.
7 ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।
7 Hai kok gagamin i ahar efanamaim sabuw hinakakafiyih, hai merar hinay hinabora’ara’ahih bai’obaiyenayah gewasih hinarouw.
8 ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ ।
8 “Baise kwa men bai’obaiyenayah hinarauw hina’omih. Anayabin kwa etei i ain uf, naatu a Bai’obaiyenayan i ta’imon.
9 ଆରି ଜଗତେ ତମେ କାକେ ବାବା ବଲି ଡାକ୍ବାକେ ଦର୍କାର୍ ନାଇ । କାଇକେ ବଇଲେ ତମର୍ ଗଟେକ୍ସେ ବାବା, ସେ ସର୍ଗେ ଆଚେ ।
9 Men yait ta iti tafaramamaim Tamat kwana’omih, anayabin kwa Tamat i ta’imonamo maramaim ema’am.
10 ତମ୍କେ ନେତା ବଲି ମିସା କେ ନ ଡାକତ୍, କାଇକେ ବଇଲେ ଗଟେକ୍ ସେ ନେତା, ସେ ଅଇଲାନି ମାପ୍ରୁ ମସିଅ ।
10 Naatu men yait ta kwa isa bai’obaiyenayah narouw nao, anayabin kwa A Bai’obaiyenayan i ta’imon Keriso akisin.
11 ତମର୍ ବିତ୍ରେ ଜେ ସବୁର୍ ଟାନେଅନି ମୁକିଅ, ସେ ତମର୍ ସେବା କର ।
11 Orot gagamin kwa wanawananamaim i orot yait taintuwan isah ebi’akir.
12 ଜେ ନିଜ୍କେ ବଡ୍ ବଲି କଇସି, ତାକେ ସାନ୍ କରାଅଇସି ଆରି ଜେ ନିଜ୍କେ ସାନ୍ ବଲି ବାବ୍ସି, ତାକେ ବଡ୍ କରାଅଇସି ।”
12 Orot yait taiyuwin ebobora’ah God boro nayare, naatu orot yait taiyuwin eyayare God boro nabora’ah orot gagamin namatar.
13 “ଅଇରେ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ସେସ୍ବେଲେ ତମର୍ ଦସା କେତେ ଅଦିକ୍ ଅଇସି ! ଏଇ ଟକାବଣ୍ଡା ଦଲ୍, ସରଗ୍ ରାଇଜେ କେଟ୍ବା ଦୁଆର୍ ତମେ ଡାବିଦେଇଆଚାସ୍ ! ନିଜେ ତେଇ କେଟାସ୍ ନାଇ ଆରି ଜନ୍ଲକ୍ମନ୍ ତେଇ କେଟ୍ବାକେ ମନ୍ କଲାଇନି, ସେମନ୍କେ ବାଟ୍ ଚାଡାସ୍ ନାଇ ।”
13 “Yababan boro kwanab, Ofafar Bai’obaiyenayah naatu Pharisee, wanawanah rerekabih! Sabuw mar ana aiwobomaim run isan hai etawan kwahir, naatu kwa run isan kwakwahir, sabuw afa runamih tisisinaftobon baise kwa men kwabibasit boro hinarun.
14 “ଏ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ତମର୍ ଇନସ୍ତା କେତେକ୍ କାକୁର୍ତି ଅଇସି । ତମେ ଚାଲାକି ଅଇକରି ଜବର୍ ପର୍ ପାର୍ତନା କର୍ସା । ମାତର୍ ରାଣ୍ଡି ମାଇଜିମନର୍ ଗର୍ମନ୍ ସବୁ ଦାପ୍ରେ ଗିଲିଦେଇସା । ତେବେ ତମ୍କେ ଅଦିକ୍ ଡଣ୍ଡ୍ ଦିଆଅଇସି ।”
14 Yababan boro kanab, Ofafar Bai’obaiyenayah naatu Pharisee, wanawan rerekabih! Kwafur baibin kwai’a’afiyih hai sawar kwabowabow, naatu iti baifa’i isan kwai’o’orot yoyoban manimanih kwayoyoyoban
15 ଏ ଟକାବଣ୍ଡା ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ତମେ କେଡେ ଇନସ୍ତା ଅଇ କାକୁର୍ତି ଅଇସା । ସମ୍ଦୁର୍ ଲଙ୍ଗି ବିନ୍ ବିନ୍ ଦେସ୍ମନ୍କେ ଜାଇ ଗଟେକ୍ ଲକ୍କେ ତମର୍ ଦରମ୍ଟାନେ ମିସାଇବାକେ କଜି ବୁଲ୍ଲାସ୍ନି । ମାତର୍ ସେନ୍ତାର୍ ଗଟେକ୍ ଲକ୍କେ ମିଲାଇଲେ, ତାକେ ତମର୍ ଟାନେଅନି ଅଦିକ୍, ନରକର୍ ଡଣ୍ଡ୍ ପାଇବାକେ ବାଚ୍ଲାସ୍ନି ।
15 “Yababan boro kwanab, Ofafar Bai’obaiyenayah naatu Pharisee, wanawanan rerekabih! Tafaram, tafaram un boy kwabai sabuw dogoroh baikitabirin a kou’ayomaim run isan kwa’u’uwih, naatu orot ta’imon kwabai a kou’ayomaim erur i ana kakafin tafan kwaya’abar kwai’afiy kakafin natun matar kwa bairi kwanan kwani’akiramih.
16 ଏଇ ବାଟ୍ ଦେକାଉ କାଣାମନ୍ ! ତମର୍ ଦସା କେତେକ୍ ଇନସ୍ତା ଅଇସି । କେ ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେଟା ସେମନ୍ ମାନ୍ବାର୍ ବାଦିଅ ନାଇ, ମାତର୍ ମନ୍ଦିରେ ରଇଲା ସୁନାର୍ ନାଉଁ ଦାରି ଜେ ପର୍ମାନ୍ କର୍ସି, ତାକେ ସେଟା ମାନ୍ବାକେ ପଡ୍ସି ବଲି ତମେ ସିକାଇତେ ରଇସା ।
16 “Yababan boro kwanab! Mata fimih! A bai’obaiyenamaim sabuw kwai’obaiyih kwao, ‘Orot yait Tafaror Bar isan na’obaifaro, nati ana’obaifaro yabin en, baise orot yait Tafaror Bar wanawanan gold isan na’obaifaro, nati anao matanen i nakakafiy.’
17 ଏଇ ବୁଦି ନ ରଇବା କାଣାମନ୍ ! ସୁନା ବଡ୍, କି ସୁନାକେ ସୁକଲ୍ କର୍ତେ ରଇବା ମନ୍ଦିର୍ ବଡ୍ ?
17 Mata hifim kwabobosa! Sawar menatan i gagamin, gold o Tafaror Bar? Baise Tafaror Bar i gagamin anayabin i wanawananamaim gold i kakafiyih himatar ti’inu’in.
18 ଗଟେକ୍ ଲକ୍ ବେଦିର୍ ନାଉଁ ଦାରି ପର୍ମାନ୍ କଲେ ସେ ସେଟା ମାନ୍ବାର୍ ଆକା ଆଚେ ବଲି ନଏଁ, ମାତର୍ ବେଦି ଉପ୍ରେ ସଙ୍ଗଇ ରଇବା ମାପ୍ରୁକେ ଦେଲାଟା ନାଉଁଦାରି ପର୍ମାନ୍ କଲେ, ସେଟା ମାନ୍ବାଟା ବଲି ତମେ ସିକାଇତେ ରଇସା ।
18 Iban maiye sabuw kwai’obaiyih kwao, ‘Orot yait sibor ana gem kakafiyin isan nao’obaifaro, nati anao baifaro i yabin en, baise gem kakafiyin afe’enamaim siwar isan na’obaifaro nati ana’obaifaro i nakakafiy.’
19 ତମେ କେଡେବଡ୍ କାଣାମନ୍ ! କନ୍ଟା ମୁକିଅ ? ମାପ୍ରୁକେ ଦେଲାଟା କି, ମାପ୍ରୁକେ ଦେଲାଟା ସୁକଲ୍ କର୍ତେ ରଇବା ବେଦି ?
19 Mata hifim kwabobosa! Sawar menatan i gagamin, siwar o sibor ana gem kakafiyin tafanamaim siwar tena kakafiyin kakafiyin temamatar i gagamin?
20 ତେବର୍ ପାଇ କେ ମିସା ବେଦିର୍ ନାଉଁ ଦାରି ପର୍ମାନ୍ କଲେ, ସେ ବେଦି ଆରି ତାର୍ ଉପ୍ରେ ରଇବା ମାପ୍ରୁକେ ଦେଇ ରଇବା ସବୁ ଜିନିସ୍ ନାଉଁ ଦାରି ପର୍ମାନ୍ କର୍ସି ।
20 Isan imih orot yait sibor ana gem kakafiyin isan eobaifaro, sawar etei nati gem tafaramamaim ti’inu’in auman isah eobaifaro.
21 କେ ମିସା ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେ ମନ୍ଦିର୍ ଆରି ତେଇ ବାସା ଅଇରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
21 Na’atube orot yait Tafaror Bar isan eobaifaro, i God nati wanawananamaim ema’am auman isan eobaifaro.
22 କେ ମିସା ସରଗର୍ ନାଉଁ ଦାରି ପର୍ମାନ୍ କଲେ, ସେ ପରମେସରର୍ ବସ୍ବା ଜାଗା ଆରି ସେ ବସ୍ବା ଜାଗାଇ ବସି ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
22 Naatu orot yait mar isan eobaifaro i God ana urama’ama efan isan eobaifaro, anayabin nati i God ana ma’ama efan.
23 ଏଇ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍, ତମର୍ ଦସା କେଡେ ଇନସ୍ତା ଆରି କାକୁର୍ତି ଅଇସି ! ତମେ ପର୍ମେସରର୍ ପାଇ ବଲି ସାନ୍ ସାନ୍ ଜିନିସ୍ ଅଇଲେ ମିସା ଦସ୍ବାଗ୍ ଅନି ବାଗେକ୍ ଦାନ୍ କର୍ସା, ମାତର୍ ନିଆଇ, ଦୟା, ବିସ୍ବାସ୍ ଏନ୍ତି ମୁକିଅ ମୁକିଅ ବିସଇର୍ ନିୟମର୍ ସିକିଆ ଏଲା କଲାସ୍ନି । ପୁର୍ବର୍ ମୁକିଅ ବିସଇ ଏଲା ନ କରି, ଏ ସବୁଜାକ ଆଗ୍ତୁଅନିସେ ଅବିଆସ୍ କର୍ବାର୍ ରଇଲା ।
23 “Yababan boro kwanab, Ofafar Bai’obaiyenayah naatu Pharisee, wanawanan rerekabih! Kwa i fiyow yamurih gewasih, bay hai momon, bay matah haibaib gewasih i roumukur kwayai God kwabitin, baise ofafar gagamih ma gewas isan, kabeber, bosunusunub isan eo i kwakwahiren. Ofafar iti i gagamih, gewasin i kwatabosiyasiyar ofafar afa auman.
24 ଏଇ ବାଟ୍ଦେକାଇବା କାଣା ଲକ୍ମନ୍ ! ତମେ କାଇବାବେଲେ କେଡେବଲ୍ ତେଇ କାଇଆଲେ କିଡା ଅଦ୍ରି ରଇସି ବଲି ସେଟା ଚାନି ପାକାଇତେ ରଇସା । ମାତର୍ ତମେ ଗଟେକ୍ ଗଟେକ୍ ବଡ୍ ପସୁକେ ମିସା ଗିଲି କାଇପାକାଇସା ।
24 Bonawiyenayah mata fim! Ofafar rimiyafof totomar i kwarurububuna, baise camel koun butun i kwatotonan.
25 ସାରାସାରି ଦିନେ ତମେ କେଡେ କାକୁର୍ତି ଅଇସା, ଏଇ କୁଟିଆଲ୍ ଦରମ୍ ଗୁରୁ ଆରି ପାରୁସିମନ୍ ! ତମେ ଉପ୍ରେ ଉପ୍ରେ ତାଲାଗିନା ମାଜି ପରିଚଲ୍ କରିରଇସା, ମାତର୍ ସେ ବିତ୍ରେ ଇଁସା ଆରି ନିଜର୍ ବିସଇ ଚିନ୍ତା କର୍ବାଟା ବର୍ତି ଅଇରଇସି ।
25 “Yababan boro kwanab, Ofafar Bai’obaiyenayah, naatu Pharisee wanawanan rerekabih! A kerowas naatu a tew ufuhine i kwasasouwen, baise wanawanah i kato rabirabih, bain, bai’o’orot, kabat, gamin baiyow awan karatan inu’in.
26 ଏଇ କାଣା ପାରୁସିମନ୍ ! ମୁତାର୍ ବିତ୍ରେ ରଇବାଟା ଆଗ୍ତୁ ପରିଚଲ୍ କରା, ସେନ୍ତାର୍ କଲେ ଉପ୍ରର୍ଟା ମିସା ପରିଚଲ୍ ଅଇଜାଇସି ।
26 Mata hifim kwabobosa Pharisee! Gewasin a tew naatu a kerowas wanawanahine wan kwanasouwen, saise ufuhine auman boro hinigewasih.
27 ଏଇ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ତମ୍କେ କେଡେ ବଡ୍ ଡଣ୍ଡ୍ ମିଲ୍ସି । ଏଇ କୁଟିଆଲ୍ମନ୍ ! ତମେ ଉପ୍ରେ ଉପ୍ରେ ଚୁନ୍ସଙ୍ଗ୍ ସାରଇ ରଇବା ଗୁଡାମ୍ ପାରା । ଏଟାମନ୍ ଉପ୍ରେ ସୁନ୍ଦର୍ ଡିସ୍ସି, ମାତର୍ ବିତ୍ରେ କୁଇଲା ମଡ୍ ଆରି ଆଡ୍ଗଡ୍ ବର୍ତି ଅଇରଇସି ।
27 “Yababan boro kwanab, Ofafar Bai’obaiyenayah naatu Pharisee. wanawan rerekabih! Kwa a’itinin i rah ufunane tewowab gewas ebatabat na’atube, baise wanawanan i orot babin hai rarik awan karatan masin kakafin.
28 ସେନ୍ତାରିସେ ତମେ ମିସା ବାଇରେ ଲକ୍ମନର୍ ଦେକ୍ତେ ଦରମ୍ ପାରା ଡିସ୍ତେରଇସା, ମାତର୍ ତମର୍ ବିତ୍ରେ କୁଟ୍ କାତା, ଆଁକାର୍, ଆରି ପାପ୍ ବର୍ତି ଅଇଆଚେ ।
28 Imih kwa ayumat i nati na’atube, ufunane sabuw matahimaim a’itinin i gewasin, baise wanawananamaim a kakafin naatu a tafasar i ra’at.
29 ଏଇ ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ଏ ଟକାବଣ୍ଡା କରୁମନ୍ ! ତମର୍ ପାଇ ଏଟା କେଡେକ୍ ଇନସ୍ତାର୍ ବିସଇ । ତମେ ବବିସତ୍ବକ୍ତାମନର୍ ପାଇ ସୁନ୍ଦର୍ ସୁନ୍ଦର୍ ସମାଦି ତିଆର୍ କଲାସ୍ନି ଆରି ଦରମ୍ ଲକ୍ମନ୍କେ ସବୁ ଦିନ୍ ଏତାଇବାକେ ନାଉଁ ଲେକି ଡସାଇଲାସ୍ନି ।
29 “Yababan boro kwanab, Ofafar Bai’obaiyenayah, naatu Pharisee, wanawan rerekabih! dinab oro’orot hai yawas gewasih naatu sabuw hai yawas mutufurih himomorob hai rah i kwabobuna’en kwama kwabi’aburen.
30 ଆରି ତମେସେ କଇଲାସ୍ନି ଜଦି ତମର୍ ଆନିଦାଦିମନର୍ ବେଲେ, ତମେ ରଇତାସ୍ ବଇଲେ, ସେମନର୍ ପାରା ଚଲାଚଲ୍ତି ନ କର୍ତାସ୍, କି ବବିସତ୍ବକ୍ତାମନ୍କେ ନ ମରାଇତାସ୍ ।
30 Naatu kwao, aki ai a’agir hima’am hai veya’amaim bairi ata ma’am aki boro men dinab oro’orot ata rauw hitamorobomih.
31 ଏ କାତା କଇଲାର୍ ପାଇ ତମେ ବବିସତ୍ବକ୍ତାମନ୍କେ ମରାଉମନର୍ ନାତି ତିତିର୍ ଲକ୍ ବଲି ଏବେ ମାନ୍ଲାସ୍ନି ।
31 Imih nati turamaim kwa taiyuw kwao’orereb kwa uwatanah i dinab oro’orot hi’asbunubunuw himorob.
32 ତେବେ ତମେ ଆଗ୍ତୁ ଉଆ । ତମର୍ ଆନିଦାଦିମନ୍ କରିରଇବା କର୍ତା କାମ୍ ପୁରାପୁରୁନ୍ ସାରାଇ ଦିଆସ୍ ।
32 Imih abisa uwatanah hibubusuruf hisisinaf i kwaisawar nuhi efot.
33 ଏଇ ସାଁପ୍ମନ୍ ! ବିସ୍ରଇବା ସାଁପର୍ କୁଟୁମର୍ ପାରା ଲକ୍ମନ୍, ତମେ କେନ୍ତି ନରକର୍ ଡଣ୍ଡେଅନି ରକିଆ ମିଲ୍ସି ବଲି ଆସା କଲାସ୍ନି ?
33 “Kok hai yumat! naatu kok natunatun! God ana baimakiy boro kwanahaiw?
34 ସେଟାର୍ ପାଇ ମୁଇ ତମ୍କେ କଇଲିନି, ତମର୍ ଲଗେ ବବିସତ୍ବକ୍ତାମନ୍କେ, ସିକାଇବା ଗୁରୁମନ୍କେ ଆରି ଗିଆନ୍ ରଇବା ବଡ୍ ଲକ୍ମନ୍କେ ମୁଇ ପାଟାଇବି । ତାକର୍ ବିତ୍ରେଅନି ତମେ କେତେ ଲକ୍କେ ମରାଇସା, କେତେ ଲକ୍କେ କୁର୍ସେ ଚଗାଇସା, ଆରି ବାକି ଲକ୍ମନ୍କେ ପାର୍ତନା ଗରେଅନି କର୍ଡା ସଙ୍ଗ୍ ମାରି ମାରି ଗଟେକ୍ ନଅରେ ଅନି ଆରିଗଟେକ୍ ନଅରେ କେଦି ଦେଇସା ।
34 Isan imih a tur ao’owen, dinab oro’orot, bai’obaiyenayah naatu orot not wairafih boro aniyafarih hinan. Baise boro kwanabow kwanarauw hinamorob, afa boro kwana’onafih, naatu boro kwanarouw hinamorob, afa boro Kou’ay bar wanawanan kwanawabirih, naatu bar merar ta ta’amaim kwaninunih kwanaremor.
35 ଜେନ୍ତିକି ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲାସ୍, ଦସ୍ ନ କରିରଇବା ସବୁ ଲକ୍ମନ୍କେ ମରାଇଲା ପାଇ ତମେ ଦସିଅଇ ଡଣ୍ଡ୍ ପାଇସା ।
35 Sinaf ana an nati isan, sabuw gewasih himorob hai rara susuwa anabit etei boro kwa tafa nayen baimakiy kwanab. Abel orot gewasin momorob ana veya’ika re na Berakiah natun Zechariah, iti Tafaror Bar naatu sibor kakafiyin hai founamaim kwarab momorob i ana veya’amaim tit.
36 ମୁଇ ସତ୍ କଇଲିନି, ଏ ସବୁ ଲକ୍ମନ୍କେ ମରାଇଲା ପାଇ ଏ ଜୁଗର୍ ଲକ୍ମନ୍ ଡଣ୍ଡ୍ ପାଇବାଇ ।
36 Imih tur anababatun a tur ao’owen, Sabuw himorob hai rara re’er hai bit etei kwa iti boun yawasih kwama’am boro kwanab.
37 ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।
37 “O Jerusalem, Jerusalem! dinab oro’orot etei i’asbunuw himorob, naatu kob abarayah hiyunih hinan etei kabayamaim irauw himorob. Mar etei a kok kwanekwan umau’umaim natunat atabuwih hitan ta’imon hitamatar. Kokorere natunatun ita’imonih ebaba’afuwih na’atube, baise o men kafa’imo baibasit itu.
38 ସେଟାର୍ ପାଇ ତର୍ ମନ୍ଦିର୍ ବାଙ୍ଗିରୁଜି ଚିନ୍ବିନ୍ ଅଇଜାଇସି ।
38 Isan imih a bar a merar boro hinakwahir naowarar.
39 ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।
39 A tur ao’owen ayu boro men kwana’itu maiye’emih. Ana maramaim kwanao, ‘Yait Regah wabinamaim enan boro baigegewasin nab.’”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 23, comparar traduções ou montar um estudo — tudo direto pelo WhatsApp.