Mateus 21
ସତିଅର୍ ବାଟ୍ (DSO) vs NAA
1 ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇ କଣ୍ଡେକ୍ ଦୁର୍ ଜାଇ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତିନିଆ ନାଉଁର୍ ଗାଏଁ କେଟ୍ଲାଇ । ତାର୍ ଦୁଇଟା ସିସ୍ମନ୍କେ ଆଦେସ୍ ଦେଇ କଇଲା,
1 Quando se aproximaram de Jerusalém e chegaram a Betfagé, ao monte das Oliveiras, Jesus enviou dois discípulos,
2 “ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍ଲା ଦାପ୍ରେ, ଗଟେକ୍ ଗଦ ବାନ୍ଦିଅଇ ରଇବାଟା ଦେକ୍ସା ଆରି ତାର୍ ଲଗେ ତାର୍ ପିଲା ଆଚେ । ସେମନ୍କେ ମେଲି ମର୍ଲଗେ ଦାରି ଆସା ।
2 dizendo-lhes:
3 କେ ଜଦି କାଇ ବଲି ପାଚାର୍ଲେ କଇସା, ‘ଏଟା ସାଉକାର୍କେ ଦର୍କାର୍ ଆଚେ ।’ ସେଡ୍କି ଦାପ୍ରେ ସେ ଗଦମନ୍କେ ଚାଡିଦେଇସି ।”
3 E, se alguém disser alguma coisa, respondam: “O Senhor precisa deles.” E logo ele deixará que vocês tragam os animais.
4 ଏ ଗଟ୍ନାଅନି ବାବବାଦିମନ୍ ଲେକି ରଇଲା କାତା ସିଦ୍ ଅଇଲା ।
4 Ora, isto aconteceu para se cumprir o que foi dito por meio do profeta:
5 “ ସିଅନ୍ ଗଡେ କୁଆ !
5 “Digam à filha de Sião: Eis que o seu Rei vem até você, humilde, montado em jumenta, e num jumentinho, cria de animal de carga.”
6 ସିସ୍ମନ୍ ଜାଇ ଜିସୁ କଇବା ଇସାବେ କଲାଇ ।
6 Indo os discípulos e tendo feito como Jesus lhes havia ordenado,
7 ଗଦ ଆରି ତାର୍ ପିଲାକେ ଦାରି ଆସି ତାକର୍ ଉପ୍ରେ ଲୁଗାମନ୍ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍ରେ ବସ୍ଲା ।
7 trouxeram a jumenta e o jumentinho. Então puseram em cima deles as suas capas, e sobre elas Jesus montou.
8 ତେଇ ରଇଲା ଲକ୍ମନ୍ ଜିସୁ ଜିବା ବାଟେ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ଆରି କେତେକ୍ ଲକ୍ମନ୍ କଜ୍ରି ଡାଲ୍ ଆନି କରି ସେ ବାଟେ ଅଚାଇଦେଲାଇ ।
8 E a maior parte da multidão estendeu as suas capas no caminho, e outros cortavam ramos de árvores, espalhando-os pelo caminho.
9 ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, “ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।”
9 E as multidões, tanto as que iam adiante dele como as que o seguiam, clamavam: “Hosana ao Filho de Davi! Bendito o que vem em nome do Senhor! Hosana nas maiores alturas!”
10 ଜିସୁ ଜିରୁସାଲାମ୍ କେଟ୍ଲାଦାପ୍ରେ ସେ ଗଡର୍ ଲକ୍ମନ୍ ଜିସୁ କେ ? ବଲି କରି ଗୁଲାଇ ବାଟେ ଉଡ୍ରା ଅଇଗାଲା ।
10 E, quando Jesus entrou em Jerusalém, toda a cidade se alvoroçou. E perguntavam: — Quem é este?
11 ଲକ୍ମନ୍ ପାଚାର୍ଲାଇ, “ସେ କେ ?” ବିନ୍ ଲକ୍ମନ୍ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍ ଗଡର୍ ବବିସତ୍ବକ୍ତା ଜିସୁ ।”
11 E as multidões respondiam: — Este é o profeta Jesus, de Nazaré da Galileia!
12 ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା ।
12 Jesus entrou no templo e expulsou todos os que ali vendiam e compravam. Derrubou as mesas dos cambistas e as cadeiras dos que vendiam pombas.
13 ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।”
13 E disse-lhes:
14 ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍ ଆରି ମେଟାମନ୍ ତାର୍ ଲଗେ ଆଇଲାଇ ଆରି ସେ ସେମନ୍କେ ନିକ କଲା ।
14 Cegos e coxos se aproximaram de Jesus, no templo, e ele os curou.
15 ମୁକିଅ ପୁଜାରିମନ୍ ଆରି ଦରମ୍ ଗୁରୁମନ୍ ତାର୍ କାବା ଅଇଜିବା କାମ୍ ସବୁ ଦେକି ଆରି ପିଲାମନ୍ ଦାଉଦର୍ ପଅର୍ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ ।
15 Mas, quando os principais sacerdotes e os escribas viram as maravilhas que Jesus fazia e as crianças que gritavam no templo: “Hosana ao Filho de Davi!”, ficaram indignados e perguntaram a Jesus:
16 ସେମନ୍ ଜିସୁକେ ପାଚାର୍ଲାଇ, “ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି ?” ଜିସୁ କଇଲା, “ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି ? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍ ?”
16 — Você está ouvindo o que estão dizendo? Jesus respondeu:
17 ଏ କାତା କଇକରି ଜିସୁ ସେମନ୍କେ ଚାଡି ଜିରୁସାଲମେଅନି ବେତ୍ନିଆଇ ଗାଲା । ସେ ତେଇ ଗଟେକ୍ ରାତି ବିତାଇଲା ।
17 E, deixando-os, saiu da cidade e foi para Betânia, onde passou a noite.
18 ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା ।
18 Cedo de manhã, ao voltar para a cidade, Jesus teve fome.
19 ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ !” ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା ।
19 E, vendo uma figueira à beira do caminho, aproximou-se dela, mas não encontrou nada, a não ser folhas. Então Jesus disse à figueira: E a figueira secou imediatamente.
20 ଏଟା ଦେକିକରି ସିସ୍ମନ୍ କାବା ଅଇଜାଇ ପାଚାର୍ଲାଇ, “ଏ ଗଚ୍ ଏତେକ୍ ଦାପ୍ରେ କେନ୍ତି ସୁକିଗାଲା ?”
20 Quando os discípulos viram isso, ficaram admirados e disseram: — Como a figueira secou depressa!
21 ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି ।
21 Ao que Jesus lhes disse:
22 ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।”
22 E tudo o que pedirem em oração, crendo, vocês receberão.
23 ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି ? ତକେ ଏ ଅଦିକାର୍ କେ ଦେଲା ?”
23 Jesus entrou no templo e, quando já estava ensinando, os principais sacerdotes e os anciãos do povo se aproximaram dele e perguntaram: — Com que autoridade você faz estas coisas? E quem lhe deu esta autoridade?
24 ଜିସୁ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି । ତାର୍ ଉତର୍ ଦେଇ ପାର୍ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍ କଲିନି, ତମ୍କେ କଇଦେବି ।
24 Jesus respondeu:
25 ଜଅନ୍ ଡୁବନ୍ ଦେବା ଅଦିକାର୍ କାର୍ଟାନେଅନି ମିଲାଇ ରଇଲା ? ସର୍ଗେଅନି କି ମୁନୁସ୍ ମନର୍ଟାନେଅନି ?”
25 De onde era o batismo de João: do céu ou dos homens? E eles discutiam entre si: — Se dissermos: “Do céu”, ele nos dirá: “Então por que não acreditaram nele?”
26 ଜଦି ଲକ୍ମନର୍ ଟାନେଅନି ବଲି କଇଲେ, ତେବେ ଲକ୍ମନ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”
26 Mas, se dissermos: “Dos homens”, é de temer o povo. Porque todos consideram João um profeta.
27 ସେଟାର୍ପାଇ ସେମନ୍ ଜିସୁକେ କଇଲାଇ, “ଆମେ ନାଜାନୁ ।”
27 Então responderam a Jesus: — Não sabemos. E ele, por sua vez, lhes disse:
28 ଆଲେ ଏ ବିସଇ ତମେ କାଇ ବଲି ବାବ୍ଲାସ୍ନି କଇଦେକା ପନି ? ଗଟେକ୍ ଲକର୍ ଦୁଇଟା ପଅମନ୍ ରଇଲାଇ । ଦିନେକ୍ ସେ ଲକ୍ ତାର୍ ବଡ୍ ପଅକେ କଇଲା, “ନୁନାରେ, ଆଜି ଆମର୍ ଅଙ୍ଗୁର୍ ବାଡେ ଜାଇ ପାଇଟି କର୍ ।
28 — O que vocês acham? Um homem tinha dois filhos. Chegando-se ao primeiro, disse: “Filho, vá hoje trabalhar na vinha.”
29 ‘ନାଇ ମୁଇ ନ କରି’ ବଲି ବଡ୍ ପଅ କଇଲା । ମାତର୍ ପଚେ ମନ୍ ବାଦ୍ଲାଇ ପାଇଟି କର୍ବାର୍ ଗାଲା ।
29 Ele respondeu: “Não quero ir.” Mas depois, arrependido, foi.
30 ସେ ଲକ୍ ସାନ୍ ପଅକେ ମିସା ସେ କାମ୍ କର୍ବାକେ କଇଲା । ‘ଉଁ ବାବା ଗାଲିନି’ ବଲି ସାନ୍ ପଅ କଇଲା । ମାତର୍ ସେ କାମ୍ଟାନେ ମୁଲ୍କେ ଜାଏ ନାଇ ।
30 Dirigindo-se ao outro filho, o pai disse a mesma coisa. Ele respondeu: “Sim, senhor.” Mas não foi.
31 କଇଦେକା ପନି, ଏ ଦୁଇଟା ପଅର୍ ବିତ୍ରେ କେ ତାର୍ ବାବା ତିଆର୍ଲାଟା ମାନିରଇଲା ?” ସେମନ୍ କଇଲାଇ, “ବଡ୍ ପଅ ।”
31 Qual dos dois fez a vontade do pai? Eles responderam: — O primeiro. Então Jesus disse:
32 ଡୁବନ୍ ଦେଉ ଜଅନ୍ ତମର୍ଟାନେ ଆସି ଦରମର୍ ବାଟ୍ ଦେକାଇ ଦେଇରଇଲା, ମାତର୍ ତମେ ତାକେ ବିସ୍ବାସ୍ କରାସ୍ ନାଇ, ମାତର୍ ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତାର୍ କଇଲା କାତା ବିସ୍ବାସ୍ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍ କାମ୍କର୍ବାଟା ଚାଡି ମନ୍ ବାଉଡାଇ ତାକେ ବିସ୍ବାସ୍ କରାସ୍ ନାଇ ।”
32 Porque João veio até vocês no caminho da justiça, e vocês não acreditaram nele; no entanto, os publicanos e as prostitutas acreditaram. Vocês, porém, mesmo vendo isso, não se arrependeram depois para acreditar nele.
33 ଜିସୁ କଇଲା, “ଆରି ଗଟେକ୍ କାତା ସୁନା, ଗଟେକ୍ ସାଉକାର୍ ତାର୍ ଜମିଟାନେ ଅଙ୍ଗୁର୍ ଚାସ୍ କରିରଇଲା । ତେଇ ଚାରିବେଟ୍ତି ବାଡ୍ ବୁନ୍ଲା ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ଆରି ଜାଗୁଆଲିର୍ ପାଇ ଗଟେକ୍ ମାଚା ମିସା ତିଆର୍ କରିଦେଲା । ତାର୍ ପଚେ ସେ ଜମି, ଚାସିମନ୍କେ ଆଦିବାଗ୍ ଇସାବେ ଦେଇକରି, ସାଉକାର୍ ବିଦେସେ ଉଟିଗାଲା ।” ଅଙ୍ଗୁର୍ ବାଡ୍ ଜାଗ୍ବା ମାଚା କୁଡିଆ |alt="Watchtower in a vineyard" src="hk00105c.tif" size="col" copy="Horace Knowles ©" ref="୨୧:୩୩"
33 — Escutem outra parábola. Havia um homem, dono de terras, que plantou uma vinha. Pôs uma cerca em volta dela, construiu nela um lagar, edificou uma torre e arrendou a vinha a uns lavradores. Depois, ausentou-se do país.
34 ଅଙ୍ଗୁର୍ ତଲ୍ବାବେଲେ ସେ ସାଉକାର୍ ତାର୍ ଦାଙ୍ଗ୍ଡାମନ୍କେ ନିଜର୍ ଆଦିବାଗ୍ ମାଙ୍ଗ୍ବାକେ ଚାସିମନର୍ ଲଗେ ପାଟାଇଲା ।
34 Quando chegou o tempo da colheita, o dono da vinha mandou os seus servos aos lavradores, para receber os frutos que cabiam a ele.
35 ଚାସିମନ୍ ସେ ଦାଙ୍ଗ୍ଡାମନ୍କେ ଦାରି, ଗଟେକ୍ ଲକ୍କେ ମାର୍ଲାଇ, ଆରି ଗଟେକ୍ ଲକ୍କେ ମରାଇଲାଇ, ଆରି ଗଟେକ୍ ଲକ୍କେ ପାକ୍ନାସଙ୍ଗ୍ ମାରିପାକାଇଲାଇ ।
35 Mas os lavradores, agarrando os servos, espancaram um, mataram outro e apedrejaram ainda outro.
36 ଏଟାର୍ ପାଇ ଜମି ସାଉକାର୍ ଆଗର୍ତେଇଅନି ଅଦିକ୍ ଗତିଦାଙ୍ଗ୍ଡାମନ୍କେ ପାଟାଇଲା । ବାଗ୍ ଚାସିମନ୍ ସେମନ୍କେ ମିସା ସେନ୍ତାରିସେ କଲାଇ ।
36 O dono enviou ainda outros servos em maior número; e os lavradores fizeram a mesma coisa com eles.
37 ସାରାସାରି ପଚେ ପଦା ସାଉକାର୍ ଚାସିମନର୍ଟାନେ ତାର୍ପିଲାକେ ପାଟାଇଲା । ସେ ବାବ୍ଲା, ସେମନ୍ ମର୍ ପିଲାକେ ବାଦିଅରେ ନାମ୍ବାଇ ।
37 Por último, o dono da vinha enviou-lhes o seu próprio filho, pensando: “O meu filho eles respeitarão.”
38 ମାତର୍ ଚାସିମନ୍ ସାଉକାରର୍ ପଅକେ ଦେକିକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍ ପିଲା ! ଆସା ଆକେ ମିସା ମାରିପାକାଉ । ଏନ୍ତାର୍ କଲେ ଆକା ସାଉକାରର୍ ଦନ୍ ଆମର୍ଟା ଅଇସି ।”
38 Mas os lavradores, vendo o filho, disseram uns aos outros: “Este é o herdeiro; venham, vamos matá-lo e ficar com a herança dele para nós.”
39 ଏନ୍ତାରି କଇକରି ସେମନ୍ ତାକେ ଜମିତେଇଅନି ଦାରି ବାର୍କରାଇ, ବାଇରେ ନେଇ ମାରି ମରାଇଦେଲାଇ ।
39 E, agarrando-o, lançaram-no fora da vinha e o mataram.
40 ଜିସୁ ପାଚାର୍ଲା, “ଜେଡେବେଲ୍ ଜମି ସାଉକାର୍ ଆଇସି ସେ ଚାସିମନ୍କେ କାଇଟା କର୍ସି ?”
40 Quando, pois, vier o dono da vinha, que fará àqueles lavradores?
41 ସେମନ୍ କଇଲାଇ “ବଦ୍ମାସ୍ମନ୍କେ ମାରି ମରାଇସି । ଆରି ଜନ୍ ଚାସିମନ୍ ସମାନ୍ ବେଲାଇ ତାର୍ ଆଦିବାଗ୍ ଦେବାଇ, ସେ ଜମି ସେମନର୍ ଆତେ ଜିମା ଦେଇସି ।”
41 Eles responderam: — Fará perecer horrivelmente aqueles malvados e arrendará a vinha a outros lavradores que lhe entregarão os frutos no tempo certo.
42 ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି ?
42 Então Jesus perguntou:
43 ଜିସୁ ଆରି କଇଲା, “ସେଟାର୍ ପାଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ପୁର୍ବା ଅଦିକାର୍ ତମର୍ତେଇଅନି ଦାରିଜିବାଇ ଆରି ଜନ୍ ଦଲ୍ ଏ ରାଇଜର୍ ନିମାନ୍ ପଲ୍ ଦେକାଇ ପାର୍ବାଇ, ସେମନ୍କେ ସେଟା ଦିଆଅଇସି ।”
43 — Portanto, eu lhes digo que o Reino de Deus será tirado de vocês e entregue a um povo que lhe produza os respectivos frutos.
44 ଆରି ଜେ ଏ ପାକ୍ନା ଉପ୍ରେ ଅଦର୍ସି, ସେ କଣ୍ଡ୍ କଣ୍ଡ୍ ଅଇଜାଇସି । ଆରି ଏ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେଟା ତାକେ ଚାପି କରି ଗୁଣ୍ଡ୍ କରି ଦେଇସି ।
44 Todo o que cair sobre esta pedra ficará em pedaços; e aquele sobre quem ela cair ficará reduzido a pó.
45 ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଏ କାତା ସୁନି, ଜିସୁ ସେମନ୍କେ ଦେକାଇ କରି କଇଲାନି ବଲି ବୁଜିପାର୍ଲାଇ ।
45 Os principais sacerdotes e os fariseus, ouvindo estas parábolas, entenderam que Jesus falava a respeito deles;
46 ସେଟାର୍ ପାଇ ସେମନ୍ ତାକେ ବାନ୍ଦାଇ ନେବାକେ ଚେସ୍ଟା କଲାଇ, ମାତର୍ ଲକ୍ମନ୍କେ ଡରି ସେମନ୍ ସେଟା କରି ନାପାର୍ଲାଇ, କାଇକେବଇଲେ ଲକ୍ମନ୍ ଜିସୁକେ ଗଟେକ୍ ବବିସତ୍ବକ୍ତା ବଲି ମନେ ବାବ୍ତେରଇଲାଇ ।
46 e, embora quisessem prendê-lo, tinham medo das multidões, porque estas o consideravam como profeta.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 21, comparar traduções ou montar um estudo — tudo direto pelo WhatsApp.