Mateus 20
ସତିଅର୍ ବାଟ୍ (DSO) vs NAA
1 ସରଗ୍ ରାଇଜ୍ କେନ୍ତିଟା, ଏଟାର୍ ପାଇ ଆରି ଗଟେକ୍ କାତା ସୁନା । ଦିନେକ୍ ଗଟେକ୍ ଲକ୍ ସାକାଲ୍ ସାକାଲ୍ ତାର୍ ଅଙ୍ଗୁର୍ ବାଡେ କାମ୍ କରାଇବାକେ କୁଲିଆର୍ମନ୍କେ କଜ୍ବାର୍ ବାରଇଲା ।
1 — Porque o Reino dos Céus é semelhante a um homem, dono de terras, que saiu de madrugada para contratar trabalhadores para a sua vinha.
2 ସେ ଜନ୍ ଲକ୍ମନ୍କେ ମିସ୍ଲା, ସେମନ୍କେ ଗଟେକ୍ ଦିନ୍କେ, ଗଟେକ୍ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍ ବାଡେ ପାଟାଇଲା ।
2 E, tendo combinado com os trabalhadores o pagamento de um denário por dia, mandou-os para a vinha.
3 ତାର୍ ପଚେ ସାକ୍ଲିଆ ନଅଟା ବେଲେ ଆଟେ ଜାଇ, ଗଟେକ୍ ଦଲର୍ ଲକ୍ କାଇ କାମ୍ ନ କରି ଟିଆଅଇ ରଇଲାଟା ଦେକ୍ଲା ।
3 Saindo por volta de nove horas da manhã, viu, na praça, outros que estavam desocupados
4 ସେ ଲକ୍ ସେମନ୍କେ କଇଲା, “ତମେ ମିସା ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା, ତମ୍କେ ମିସା ସମାନ୍ ଇସାବେ ବୁତି ଦେବି ।”
4 e lhes disse: “Vão vocês também trabalhar na vinha, e eu lhes pagarei o que for justo.”
5 ସେମନ୍ ଜାଇ କାମ୍ କର୍ବାର୍ ଦାର୍ଲାଇ । ସେନ୍ତାରିସେ ମୁଣ୍ଡ୍ବେଲାଇ, ଆଡ୍ବେଲାଇ ମିସା ଆରି କେତେଟା କୁଲିଆର୍ମନ୍କେ ଆନି କାମେ ମିସାଇଲା ।
5 Eles foram. Tendo saído de novo, perto do meio-dia e às três horas da tarde, fez a mesma coisa.
6 ସଞ୍ଜୁଆ ପାଁଚ୍ଟା ବେଲା ଆରି ତରେକ୍ ଆଟେ ଜାଇ ଆରି କେତେ ଲକ୍ ଚୁଚାଇ ଟିଆଅଇରଇବାଟା ଦେକ୍ଲା । ସେମନ୍କେ ପାଚାର୍ଲା “ଗୁଲାଇ ମୁଇଦାନ୍ କାମ୍ ନ କରି କାଇକେ ଇତି ଉଜେ ଉଜେ ଆଚାସ୍ ?”
6 E, saindo por volta de cinco horas da tarde, encontrou outros que estavam desocupados e lhes perguntou: “Por que vocês ficaram desocupados o dia todo?”
7 ସେମନ୍ ତାକେ କଇଲାଇ, “ଆମ୍କେ ତା କେ ମିସା କାମେ ମିସାଅତ୍ ନାଇ ।” ସାଉକାର୍ ସେମନ୍କେ କଇଲା “ସେନ୍ତାର୍ଆଲେ ତମେ ସବୁ ଲକ୍ ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା ।”
7 Eles responderam: “Porque ninguém nos contratou.” Então ele lhes disse: “Vão vocês também trabalhar na vinha.”
8 ସେ ଦିନେ ସଞ୍ଜ୍ ଅଇଲାକେ ଅଙ୍ଗୁର୍ ବାଡର୍ ସାଉକାର୍ ଗୁମୁସ୍ତାକେ କଇଲା, “କୁଲିଆର୍ମନ୍କେ ଡାକ୍ । ଜନ୍ ଲକ୍ମନ୍ ସବୁର୍ ପଚେ କାମ୍ ଦାର୍ଲାଇ, ସେମନ୍କେ ଆଗେ ବୁତି ଦେଇଦେସ୍ । ଜନ୍ ଲକ୍ମନ୍ ସବୁର୍ତେଇଅନି ପର୍ତୁମ୍ କାମେ ମିସି ଆଚତ୍, ସେମନ୍କେ ତାକର୍ ବୁତି ସାରାସାରି ପଚେ ଦେସ୍ ।”
8 — Ao cair da tarde, o dono da vinha disse ao seu administrador: “Chame os trabalhadores e pague-lhes o salário, começando pelos últimos, indo até os primeiros.”
9 ଜନ୍ ଲକ୍ମନ୍ ସଞ୍ଜୁଆ ପାଁଚ୍ଟା ବେଲେ କାମେ ମିସି ରଇଲାଇ ସେମନ୍କେ ସବୁ ଲକ୍କେ ଗଟେକ୍ ଗଟେକ୍ ରୁପା ଟାଙ୍ଗା ଦେଲାଇ ।
9 Chegando os que foram contratados às cinco da tarde, cada um deles recebeu um denário.
10 ଜନ୍ ଲକ୍ମନ୍ ପର୍ତୁମ୍ କାମ୍ ଆରାମ୍ କରି ରଇଲାଇ, ସେମନ୍କେ ଅଦିକ୍ ବୁତି ମିଲ୍ସି ବଲି ଆସା କଲାଇ । ମାତର୍ ସେମନ୍ ମିସା ଗଟେକ୍ସେ ରୁପା ଟାଙ୍ଗା ମିଲାଇଲାଇ ।
10 Ao chegarem os primeiros, pensaram que receberiam mais; porém também estes receberam um denário cada um.
11 ସେମନ୍ ସେତ୍କି ନେଇ ମୁର୍ମୁରା ଅଇକରି ସାଉକାରର୍ ବିରୁଦେ କଇଲାଇ,
11 Mas, tendo-o recebido, começaram a murmurar contra o dono das terras,
12 “ସଞ୍ଜୁଆ ପାଁଚ୍ଟା ବେଲେ କାମ୍ ଆରାମ୍ କଲା କୁଲିଆର୍ମନ୍ ଏକାଇ ଗଟେକ୍ ଗଁଟାସେ କାମ୍ କଲାଇ ଆଚତ୍ । ଆମେ ଟାଇ ଟାଇ କାରାଇ, ଦିନ୍ଜାକ କଟ୍ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍କେ ମିସା ସେମନର୍ ସଙ୍ଗ୍ ସମାନ୍ କରିଦେଲାସ୍ ।”
12 dizendo: “Estes últimos trabalharam apenas uma hora, mas você os igualou a nós, que suportamos a fadiga e o calor do dia.”
13 ସାଉକାର୍ ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ କଇଲା, “ମଇତର୍ ମୁଇ ତମ୍କେ ନାଡାଇ ନାଇ । ଗଟେକ୍ ଦିନର୍ ବୁତି ପାଇ ଗଟେକ୍ ରୁପା ଟାଙ୍ଗା ନେଇ କାମ୍କର୍ବାକେ ତମେତା ସବୁ ଲକ୍ ରାଜି ଅଇରଇଲାସ୍ ।
13 — Então o dono disse a um deles: “Amigo, não estou sendo injusto com você. Você não combinou comigo trabalhar por um denário?
14 ତମର୍ ସେତ୍କି ବୁତି ଦାରି ଗରେ ଜାଆ । ତମ୍କେ ଜେତ୍କି ଦେଲି ଆଚି, ଗଟେକ୍ ଗଁଟା କାମ୍ କରିରଇବା ଲକ୍ମନ୍କେ ମିସା ସେତ୍କିସେ ଦେବାକେ ମର୍ ମନ୍ ।
14 Pegue o que é seu e saia daqui. Pois quero dar a este último tanto quanto dei a você.
15 ମର୍ ନିଜର୍ ଦନ୍, ମୁଇ ଜେନ୍ତି ମନ୍ କଲିନି, ସେନ୍ତି କର୍ଚ କର୍ବାକେ ମର୍କାଇ ଅଦିକାର୍ ନାଇ କି ? କି ମୁଇ ଦାନ୍ ଇସାବେ ଦେଲିନି ବଲି ଆଁକାର୍ ଅଇଲାସ୍ନି ?”
15 Será que não me é lícito fazer o que quero com o que é meu? Ou você ficou com inveja porque eu sou bom?”
16 ଜିସୁ ଏ କାତା କଇସାରାଇ କଇଲା, “ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।”
16 — Assim, os últimos serão primeiros, e os primeiros serão últimos.
17 ଜିସୁ ଜିରୁସାଲାମ୍ ଜିବା ବାଟେ ତାର୍ ବାର୍ଟା ସିସ୍ମନ୍କେ ଗଟେକ୍ ଲଗେ ଡାକି ନେଇ, କେ ନଇଲା ବେଲେ କଇଲା,
17 Estando Jesus para subir a Jerusalém, chamou os doze discípulos para um lado e, no caminho, lhes disse:
18 “ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍ ଗୁରୁମନ୍କେ ସର୍ପି ଅଇବି । ସେମନ୍ ମକେ ମରନ୍ ଡଣ୍ଡ୍ ଦେବାଇ ।
18 — Eis que subimos para Jerusalém, e o Filho do Homem será entregue aos principais sacerdotes e aos escribas. Eles vão condená-lo à morte
19 ତାର୍ପଚେ ସେମନ୍ ମକେ, ଜିଉଦି ନ ଅଇଲା ଲକ୍ମନ୍କେ ସର୍ପି ଦେବାଇ । ଜିଉଦି ନ ଅଇଲା ଲକ୍ମନ୍, ମକେ କିଜାଇବାଇ, କର୍ଡା ସଙ୍ଗ୍ ମାର୍ବାଇ ଆରି କୁର୍ସେ ଚଗାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
19 e entregá-lo aos gentios para ser zombado, açoitado e crucificado; mas, ao terceiro dia, ressuscitará.
20 ସେଡିକିବେଲେ ଜେବଦିର୍ ମାଇଜି ତାର୍ ଦୁଇଟା ପିଲାମନର୍ ସଙ୍ଗ୍ ଜିସୁର୍ଲଗେ ଆସି ତାକେ ଜୁଆର୍କରି, ଗଟେକ୍ ବିସଇ ମାଙ୍ଗ୍ଲା ।
20 Então se aproximou de Jesus a mulher de Zebedeu, com seus filhos, e, adorando-o, pediu-lhe um favor.
21 ଜିସୁ ତାକେ ପାଚାର୍ଲା, “ତୁଇ କାଇଟା ମନ୍ କଲୁସ୍ନି ?” ସେ କଇଲା, “ଜେଡେବଲ୍ ତମେ ତମର୍ ରାଇଜେ ରାଜା ଅଇସା, ମର୍ ଏ ଦୁଇଟା ପିଲାମନ୍କେ ତମର୍ ଡେବ୍ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
21 Jesus lhe perguntou: Ela respondeu: — Mande que, no seu reino, estes meus dois filhos se assentem um à sua direita e o outro à sua esquerda.
22 ଜିସୁ ଜେବଦିର୍ ପିଲାମନ୍କେ କଇଲା, “ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି ?” ସେମନ୍ “ଉଁ” ବଲି କଇଲାଇ ।
22 Mas Jesus disse: Eles responderam: — Podemos.
23 ଜିସୁ ସେମନ୍କେ କଇଲା, “ତମେ, ମର୍ ମୁତାର୍ ପାନି କାଇଲେ କାଇପାରାସ୍ । ମାତର୍ ମର୍ ଉଜା ବାଟେ ଆରି ଡେବ୍ରି ବାଟେ କେ ବସିପାରେ ସେଟା ବାଚ୍ବାକେ ମର୍ ଅଦିକାର୍ ନାଇ । ଜନ୍ ଲକ୍ମନର୍ ପାଇ ମର୍ ବାବା ସେ ଜାଗା ତିଆର୍ କଲା ଆଚେ, ସେଟା ସେମନର୍ ପାଇ ଆକା ।”
23 Então Jesus lhes disse:
24 ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ ।
24 Quando os outros dez discípulos ouviram isso, ficaram indignados com os dois irmãos.
25 ଜିସୁ ସିସ୍ମନ୍କେ ଗଟେକ୍ଟାନେ ଟୁଲ୍କରି କଇଲା, “ତମେତା ଜାନାସ୍ ଏ ଦୁନିଆର୍ ରାଜାମନ୍ ବିନ୍ ଲକ୍ମନ୍କେ ନିଜର୍ ଅଦିକାର୍ କରିରଇବାଇ । ବଡ୍ ବଡ୍ ନେତାମନ୍ ମିସା ବିନ୍ ଲକ୍ମନ୍କେ ସାସନ୍ କର୍ବାଇ ।
25 Então Jesus, chamando-os para junto de si, disse:
26 ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ ।
26 Mas entre vocês não será assim; pelo contrário, quem quiser tornar-se grande entre vocês, que se coloque a serviço dos outros;
27 ତମର୍ ବିତ୍ରେ ଜେ ମୁକିଅ ଅଇବାକେ ମନ୍ କଲାସ୍ନି, ସେ ବିନ୍ ଲକର୍ ଗତିଦାଙ୍ଗ୍ଡା ପାରା ଅଇ ସେମନର୍ ସେବା କର ।
27 e quem quiser ser o primeiro entre vocês, que seja servo de vocês;
28 ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
28 tal como o Filho do Homem, que não veio para ser servido, mas para servir e dar a sua vida em resgate por muitos.
29 ଦିନେକ୍ ଜିସୁ ସିସ୍ମନର୍ ସଙ୍ଗ୍ ଜିରିଅ ସଅର୍ ଚାଡିକରି ଜିବାବେଲେ କେତେ କେତେ ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ବାର୍ ଦାର୍ଲାଇ ।
29 Saindo eles de Jericó, uma grande multidão seguia Jesus.
30 ଆରି ଏଦେ ଦେକା ! ବାଟ୍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍ମାରି ଡାକ୍ଲାଇ, “ଏ ମାପ୍ରୁ ଦାଉଦର୍ ପଅ ! ଆମ୍କେ ଦୟା କର ।”
30 E eis que dois cegos, sentados à beira do caminho, tendo ouvido que Jesus passava, começaram a gritar: — Senhor, Filho de Davi, tenha compaixão de nós!
31 ଲକ୍ମନ୍ ସେମନ୍କେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେମନ୍ ଅଦିକ୍ ଅଦିକ୍ ଆକ୍ମାରି କଇଲାଇ, “ଏ ମାପ୍ରୁ, ଦାଉଦର୍ ପଅ ! ଆମ୍କେ ଦୟା କର ।”
31 Mas a multidão os repreendia para que se calassem. Eles, porém, gritavam cada vez mais: — Senhor, Filho de Davi, tenha compaixão de nós!
32 ଜିସୁ ତେଇ ଟିଆଅଇ ସେମନ୍କେ ଡାକି ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି ?”
32 Jesus parou, chamou-os e perguntou:
33 ସେମନ୍ କଇଲାଇ, “ମାପ୍ରୁ ଆମ୍କେ ଦେକ୍ବା ବପୁ ଦିଆ ।”
33 Eles responderam: — Senhor, que se abram os nossos olhos.
34 ଜିସୁ ସେମନର୍ ପାଇ ଦୟା ଅଇ, ତାକର୍ ଆଁକି ଚିଇଲା । ସେ ଦାପ୍ରେସେ ସେମନ୍ ଦେକିପାର୍ଲାଇ ଆରି ଜିସୁର୍ ପଚେ ପଚେ ଗାଲାଇ ।
34 Profundamente compadecido, Jesus tocou nos olhos deles. E imediatamente recuperaram a vista e o seguiram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 20, comparar traduções ou montar um estudo — tudo direto pelo WhatsApp.