Mateus 17
ସତିଅର୍ ବାଟ୍ (DSO) vs ACF
1 ଚଅ ଦିନ୍ପଚେ ଜିସୁ ପିତର୍, ଜାକୁବ୍ ଆରି ଜଅନ୍ ଦୁଇ ବାଇକେ ନେଇ ଗଟେକ୍ ଡେଙ୍ଗ୍ ଡଙ୍ଗ୍ରେ ଗାଲା । ତେଇ କେ ମିସା ନ ରଇଲାଇ ।
1 Seis dias depois, tomou Jesus consigo a Pedro, e a Tiago, e a João, seu irmão, e os conduziu em particular a um alto monte,
2 ସିସ୍ମନ୍ ଦେକ୍ଲା ଦାପ୍ରେ ଜିସୁ, ଗଟେକ୍ ଦେକ୍ଲେ କାବା ଅଇଜିବା ରୁପ୍ ଅଇ ବାଦ୍ଲି ଗାଲା । ତାର୍ ମୁ ବେଲ୍ ପାରା ଉଜଲ୍ ଅଇଲା ଆରି ପଚିଆର୍ ଉଜଲ୍ ପୁଲ୍ପାରା ଦବ୍ ଡିସ୍ଲା ।
2 E transfigurou-se diante deles; e o seu rosto resplandeceu como o sol, e as suas vestes se tornaram brancas como a luz.
3 ସିସ୍ମନ୍ ମସା ଆରି ଏଲିୟ ଜିସୁର୍ ସଙ୍ଗ୍ କାତାବାର୍ତା ଅଇବାଟା ଦେକ୍ଲାଇ ।
3 E eis que lhes apareceram Moisés e Elias, falando com ele.
4 ପିତର୍ ଜିସୁକେ କଇଲା, “କେଡେ ସୁକର୍ କାତା, ଆଜି ଆମେ ଇତି ଆଚୁ । ତମେ ଜଦି ମନ୍ କର୍ସା, ଇତି ମୁଇ ତିନ୍ଟା କୁଡିଆ ତିଆର୍ କର୍ବି । ତମର୍ ପାଇ ଗଟେକ୍, ମସା ଆରି ଏଲିୟର୍ ପାଇ ଦୁଇଟା ।”
4 E Pedro, tomando a palavra, disse a Jesus: Senhor, bom é estarmos aqui; se queres, façamos aqui três tabernáculos, um para ti, um para Moisés, e um para Elias.
5 ପିତର୍ ଏଟା କଇବାବେଲେ ଏଦେ ଦେକା ! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା “ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।”
5 E, estando ele ainda a falar, eis que uma nuvem luminosa os cobriu. E da nuvem saiu uma voz que dizia: Este é o meu amado Filho, em quem me comprazo; escutai-o.
6 ସିସ୍ମନ୍ ସେ ସର୍ ସୁନି ଏତେକ୍ ଡରି ଗାଲାଇ ଜେ ସେମନ୍ ଉମ୍ତାଡିଅଇ ଅଦ୍ରିଗାଲାଇ ।
6 E os discípulos, ouvindo isto, caíram sobre os seus rostos, e tiveram grande medo.
7 ଜିସୁ ସେମନର୍ ଲଗେ ଆସି ସେମନ୍କେ ଚିଇ କରି କଇଲା, “ଉଟା, ଡରା ନାଇ ।”
7 E, aproximando-se Jesus, tocou-lhes, e disse: Levantai-vos, e não tenhais medo.
8 ସେଟାର୍ ପାଇ ସେମନ୍ ଉପ୍ରେ ଦେକ୍ଲାଇଜେ ଜିସୁକେ ଚାଡି ଆରି କେ ଡିସତ୍ ନାଇ ।
8 E, erguendo eles os olhos, ninguém viram senão unicamente a Jesus.
9 ସେମନ୍ ଡଙ୍ଗ୍ରେଅନି ଉତ୍ରି ଆଇଲା ବେଲେ ଜିସୁ ସେମନ୍କେ ଆଦେସ୍ ଦେଇ କଇଲା, “ନର୍ପିଲା ମୁଇ ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଏ ଦେକ୍ଲା କାତା ତମେ କାକେ କୁଆ ନାଇ ।”
9 E, descendo eles do monte, Jesus lhes ordenou, dizendo: A ninguém conteis a visão, até que o Filho do homem seja ressuscitado dentre os mortos.
10 ସିସ୍ମନ୍ ତାକେ ପାଚାର୍ଲାଇ “ଆମର୍ ଦରମ୍ ଗୁରୁମନ୍ ଏଲିୟ ପର୍ତୁମ୍ ଆଇସି ବଲି କାଇକେ କଇଲାଇ ଆଚତ୍ ?”
10 E os seus discípulos o interrogaram, dizendo: Por que dizem então os escribas que é mister que Elias venha primeiro?
11 ଜିସୁ କଇଲା, “ଉଁ ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ତିଆର୍ କରି ରଇବା କାତା ।
11 E Jesus, respondendo, disse-lhes: Em verdade Elias virá primeiro, e restaurará todas as coisas;
12 ମାତର୍ ମୁଇ ତମ୍କେ କଇଲିନି, ଏଲିୟ ତା ଆସି ସାର୍ଲା ଆଚେ ଆରି ଲକ୍ମନ୍ ତାକେ ନ ଚିନି ଜନ୍ଟା ମନ୍ କଲା ସେଟା ତାକେ କଲାଇ ଆଚତ୍ । ସେନ୍ତାରିସେ ନର୍ପିଲା ମକେ ମିସା ସେମନ୍ ସେନ୍ତି କାରାପ୍ ଚଲାଚଲ୍ତି କର୍ବାଇ ।”
12 Mas digo-vos que Elias já veio, e não o conheceram, mas fizeram-lhe tudo o que quiseram. Assim farão eles também padecer o Filho do homem.
13 ସେଡ୍କି ବେଲେ ସେମନ୍ ବୁଜି ପାର୍ଲାଇ ଜେ, ଜିସୁ ଡୁବନ୍ ଦେଉ ଜଅନର୍ ବିସଇ କଇଲାନି ବଲି ।
13 Então entenderam os discípulos que lhes falara de João o Batista.
14 ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
14 E, quando chegaram à multidão, aproximou-se-lhe um homem, pondo-se de joelhos diante dele, e dizendo:
15 “ମାପ୍ରୁ, ମର୍ ପିଲାକେ ଦୟା କରା । ମୁର୍ଚା ବେମାର୍ ଲାଗି କସ୍ଟ ପାଇଲାନି । ସେ ବେସି ତର୍ ଜଇତେଇ ଆରି ପାନିତେଇ ଅଦ୍ରି ଦେଲାନି ।
15 Senhor, tem misericórdia de meu filho, que é lunático e sofre muito; pois muitas vezes cai no fogo, e muitas vezes na água;
16 ତାକେ ମୁଇ ତମର୍ ସିସ୍ମନର୍ ଲଗେ ଆନି ରଇଲି, ମାତର୍ ସେମନ୍ ନିକ କରି ନାପାର୍ଲାଇ ।”
16 E trouxe-o aos teus discípulos; e não puderam curá-lo.
17 ଜିସୁ କଇଲା, “ତମର୍ କେଡେ ଡାଟ୍ ନ ରଇବା ବିସ୍ବାସ୍ ଆରି ବୁଲ୍ ! ତମର୍ ସଙ୍ଗ୍ ଆରି ମୁଇ କେତେ ଦିନ୍ ରଇବି ? ଆରି କେତେ ଦିନ୍ ତମର୍ ଚଲାଚଲ୍ତିଟା ସୁନି ସୁନି ତୁମ୍ପୁଡି ରଇବି ? ସେ ପିଲାକେ ମର୍ ଲଗେ ଆନା ।”
17 E Jesus, respondendo, disse: Ó geração incrédula e perversa! até quando estarei eu convosco, e até quando vos sofrerei? Trazeimo aqui.
18 ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।
18 E, repreendeu Jesus o demônio, que saiu dele, e desde aquela hora o menino sarou.
19 ତାର୍ ପଚେ ସିସ୍ମନ୍ ଜିସୁ ଏକ୍ଲା ରଇଲା ବେଲେ ଆସି ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?”
19 Então os discípulos, aproximando-se de Jesus em particular, disseram: Por que não pudemos nós expulsá-lo?
20 ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
20 E Jesus lhes disse: Por causa de vossa incredulidade; porque em verdade vos digo que, se tiverdes fé como um grão de mostarda, direis a este monte: Passa daqui para acolá, e há de passar; e nada vos será impossível.
21 ମାତର୍ ଉପାସ୍ ରଇକରି ପାର୍ତନା ନ କଲେ, କାଇ ବିନ୍ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
21 Mas esta casta de demônios não se expulsa senão pela oração e pelo jejum.
22 ସିସ୍ମନ୍ ଗାଲିଲିତେଇ ରୁଣ୍ଡ୍ଲା ପଚେ ଜିସୁ ସେମନ୍କେ କଇଲା, “ନର୍ପିଲା ମୁଇ ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।
22 Ora, achando-se eles na Galiléia, disse-lhes Jesus: O Filho do homem será entregue nas mãos dos homens;
23 ତେଇ ସେମନ୍ ମକେ ମରାଇବାଇ, ମାତର୍ ତିନ୍ ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।” ଜିସୁର୍ କାତା ସୁନି ସିସ୍ମନ୍ ବେସି ଦୁକ୍ ଅଇଗାଲାଇ ।
23 E matá-lo-ão, e ao terceiro dia ressuscitará. E eles se entristeceram muito.
24 ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ କେଟ୍ଲା ପଚେ ମନ୍ଦିର୍ ପାଇ ସିସ୍ତୁମାଙ୍ଗୁମନ୍ ପିତର୍କେ ପାଚାର୍ଲାଇ, “ତମର୍ ଗୁରୁ ମନ୍ଦିରର୍ ପାଇ ସିସ୍ତୁ ଦେଇସି କି ନାଇ ?”
24 E, chegando eles a Cafarnaum, aproximaram-se de Pedro os que cobravam as dracmas, e disseram: O vosso mestre não paga as dracmas?
25 ପିତର୍ କଇଲା, “ଦେଇସି ।” ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, “ସିମନ୍, ତମେ କାଇଟା ବାବ୍ଲାସ୍ନି ? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି ?”
25 Disse ele: Sim. E, entrando em casa, Jesus se lhe antecipou, dizendo: Que te parece, Simão? De quem cobram os reis da terra os tributos, ou o censo? Dos seus filhos, ou dos alheios?
26 ପିତର୍ କଇଲା, “ବିନ୍ ଦେସର୍ ଲକ୍ମନର୍ତେଇଅନି ।” ଜିସୁ କଇଲା, “ସେନ୍ତି ବଇଲେ ରାଇଜର୍ ଲକ୍ମନ୍ ସିସ୍ତୁ ନ ଦେଅତ୍ ?
26 Disse-lhe Pedro: Dos alheios. Disse-lhe Jesus: Logo, estão livres os filhos.
27 ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।”
27 Mas, para que os não escandalizemos, vai ao mar, lança o anzol, tira o primeiro peixe que subir, e abrindo-lhe a boca, encontrarás um estáter; toma-o, e dá-o por mim e por ti.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 17, comparar traduções ou montar um estudo — tudo direto pelo WhatsApp.