Mateus 15
ସତିଅର୍ ବାଟ୍ (DSO) vs NVI
1 ଦିନେକ୍ କେତେଟା ପାରୁସିମନ୍ ଆରି ଦରମ୍ ଗୁରୁମନ୍ ଜିରୁସାଲାମ୍ ଅନି ଆସି ଜିସୁକେ ପାଚାର୍ଲାଇ,
1 Então alguns fariseus e mestres da lei, vindos de Jerusalém, foram a Jesus e perguntaram:
2 “ଆମର୍ ଆନିଦାଦିମନ୍ ଜନ୍ ରିତିନିତି ଦେଇଆଚତ୍, ସେଟା ସବୁ କାଇକେ ତମର୍ ସିସ୍ମନ୍ ମାନତ୍ନାଇ ? ବିଦି ଇସାବେ କାଇବା ଆଗ୍ତୁ ନିକ କରି ଆତ୍ ନ ଦଅତ୍ ।” ରିତିନିତିର୍ ନିୟମ୍|alt="Ceremonial washing" src="lb00280c.tif" size="col" copy="Horace Knowles ©" ref="୧୫:୨"
2 "Por que os seus discípulos transgridem a tradição dos líderes religiosos? Pois não lavam as mãos antes de comer! "
3 ଜିସୁ କଇଲା, “ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି ?”
3 Respondeu Jesus: "E por que vocês transgridem o mandamento de Deus por causa da tradição de vocês?
4 ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
4 Pois Deus disse: ‘Honra teu pai e tua mãe’ e ‘quem amaldiçoar seu pai ou sua mãe terá que ser executado’.
5 ମାତର୍ ତମେ ସିକିଆ ଦେଲାସ୍ନି ଜେ, ଗଟେକ୍ ଲକ୍ ଜନ୍ ଦନ୍ ସଙ୍ଗ୍ ବାବା ମାକେ ସାଇଜ କରିପାର୍ତା, ସେଟା ପର୍ମେସର୍କେ ଦାନ୍ କଲିଆଚି ବଲି କଇଲେ,
5 Mas vocês afirmam que se alguém disser a seu pai ou a sua mãe: ‘Qualquer ajuda que vocês poderiam receber de mim é uma oferta dedicada a Deus’,
6 “ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି ।
6 ele não é obrigado a ‘honrar seu pai’ dessa forma. Assim vocês anulam a palavra de Deus por causa da tradição de vocês.
7 ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।”
7 Hipócritas! Bem profetizou Isaías acerca de vocês, dizendo:
8 ପର୍ମେସର୍ କଇଲାନି,
8 ‘Este povo me honra com os lábios, mas o seu coração está longe de mim.
9 ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ,
9 Em vão me adoram; seus ensinamentos não passam de regras ensinadas por homens’".
10 ତାର୍ପଚେ ଲକ୍ମନ୍କେ କଇଲା, “ମନ୍ ଦେଇ ସୁନା ଆରି ବୁଜ୍ବାକେ ଚେସ୍ଟା କରା ।
10 Jesus chamou para junto de si a multidão e disse: "Ouçam e entendam.
11 ଲକର୍ ଟଣ୍ଡେଅନି ଜାଇଟା ବିତ୍ରେ ଗାଲାନି, ସେଟା ତାକେ ଅସୁକଲ୍ ନ କରେ, ମାତର୍ ଜାଇଟା, ତାର୍ ବିତ୍ରେଅନି ବାରଇଆଇସି, ସେଟା ତାକେ ଅସୁକଲ୍ କର୍ସି ।”
11 O que entra pela boca não torna o homem ‘impuro’; mas o que sai de sua boca, isto o torna ‘impuro’ ".
12 ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ କଇଲା କାତା ପାରୁସିମନ୍କେ ବେସି ବାଦ୍ଲା, ଏଟା କାଇ ତମେ ନାଜାନାସ୍ କି ?”
12 Então os discípulos se aproximaram dele e perguntaram: "Sabes que os fariseus ficaram ofendidos quando ouviram isso? "
13 ଜିସୁ କଇଲା, “ଜନ୍ ଗଚ୍ମନ୍ ମର୍ ସରଗର୍ ବାବା ରପେ ନାଇ, ସେ ସବୁ ଜିକା ଅଇସି ।
13 Ele respondeu: "Toda planta que meu Pai celestial não plantou será arrancada pelas raízes.
14 ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
14 Deixem-nos; eles são guias cegos. Se um cego conduzir outro cego, ambos cairão num buraco".
15 ପିତର୍ କଇଲା, “ଏ କାତା ଆମ୍କେ ନିକ କରି ବୁଜାଇଦେ ।”
15 Então Pedro pediu-lhe: "Explica-nos a parábola".
16 ଜିସୁ କଇଲା, “ଆଜିକେ ଜାକ ବିନ୍ଲକ୍ମନର୍ତେଇ ଅନି ତମର୍ ବୁଜ୍ବା ବପୁ କଣ୍ଡେକ୍ ମିସା ଅଦିକ୍ ଅଏନାଇ ।
16 "Será que vocês ainda não conseguem entender? ", perguntou Jesus:
17 ତମେ ଏତ୍କି ବୁଜାସ୍ ନାଇ କି ? ଜନ୍ ଦିନ୍ସୁ ମୁନୁସର୍ ଟଣ୍ଡ୍ବାଟେ ପୁର୍ସି, ସେଟା ପେଟ୍ ବିତ୍ରେ ଜାଇସି ଆରି ଗାଗ୍ଡେଅନି ବାରଇ ଜାଇସି ।
17 "Não percebem que o que entra pela boca vai para o estômago e mais tarde é expelido?
18 ମାତର୍ ଜନ୍ଟା ସବୁ ମୁନୁସର୍ ଟଣ୍ଡେଅନି ବାରଇସି, ସେଟା ତାର୍ ମନ୍ବିତ୍ରେଅନି ଜନମ୍ ଅଇସି ଆରି ସେଟାସେ ତାକେ ଅସୁଚି କର୍ସି ।
18 Mas as coisas que saem da boca vêm do coração, e são essas que tornam o homem ‘impuro’.
19 କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।”
19 Pois do coração saem os maus pensamentos, os homicídios, os adultérios, as imoralidades sexuais, os roubos, os falsos testemunhos e as calúnias.
20 “ଏସବୁ କାମ୍ ଲକ୍କେ ଅସୁକଲ୍ କର୍ସି । ମାତର୍ ସେମନ୍ କଇଲା ଇସାବେ ଆତ୍ ନ ଦଇକରି କାଇଲେ, କେ ଅସୁକଲ୍ ନଅଅତ୍ ।”
20 Essas coisas tornam o homem ‘impuro’; mas o comer sem lavar as mãos não o torna ‘impuro’ ".
21 ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା ।
21 Saindo daquele lugar, Jesus retirou-se para a região de Tiro e de Sidom.
22 ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
22 Uma mulher cananéia, natural dali, veio a ele, gritando: "Senhor, Filho de Davi, tem misericórdia de mim! Minha filha está endemoninhada e está sofrendo muito".
23 ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, “ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି ?”
23 Mas Jesus não lhe respondeu palavra. Então seus discípulos se aproximaram dele e pediram: "Manda-a embora, pois vem gritando atrás de nós".
24 ଜିସୁ କଇଲା, “ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।”
24 Ele respondeu: "Eu fui enviado apenas às ovelhas perdidas de Israel".
25 ସେ ମାଇଜି ଆସି ଜିସୁର୍ ଗଡ୍ତଲେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମାପ୍ରୁ ମକେ ଦୟା କରା ।”
25 A mulher veio, adorou-o de joelhos e disse: "Senhor, ajuda-me! "
26 ଜିସୁ କଇଲା, “ପିଲାମନର୍ କାଦି ନେଇ କୁକୁରର୍ ମୁଆଟେ ପିଙ୍ଗ୍ବାଟା ଟିକ୍ ନାଇ ।”
26 Ele respondeu: "Não é certo tirar o pão dos filhos e lançá-lo aos cachorrinhos".
27 ସେ ମାଇଜି କଇଲା, ଏଟା ସତ୍ କାତା ମାପ୍ରୁ, ମାତର୍ କୁକୁର୍ମନ୍ ମିସା ସାଉକାରର୍ ଅଦର୍ଲା ସକ୍ଡି କାଇବାକେ ପାଇବାଇ ।
27 Disse ela, porém: "Sim, Senhor, mas até os cachorrinhos comem das migalhas que caem da mesa dos seus donos".
28 ଜିସୁ ତାକେ କଇଲା, “ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।” ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।
28 Jesus respondeu: "Mulher, grande é a sua fé! Seja conforme você deseja". E naquele mesmo instante a sua filha foi curada.
29 ଜିସୁ ତେଇଅନି ବାରଇ ଗାଡ୍ କଣ୍ଡି କଣ୍ଡି ଜାଇ ଗଟେକ୍ ଡଙ୍ଗର୍ ଉପ୍ରେ ବସ୍ଲା ।
29 Jesus saiu dali e foi para a beira do mar da Galiléia. Depois subiu a um monte e se assentou.
30 ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
30 Uma grande multidão dirigiu-se a ele, levando-lhe os mancos, os aleijados, os cegos, os mudos e muitos outros, e os colocaram aos seus pés; e ele os curou.
31 ଗୁଲା କାତା ଅଇବାଟା, ସୁକ୍ଲା ଆତ୍ ନିକ ଅଇବାଟା, ଚଟା ଇଣ୍ଡ୍ବାଟା, କାଣା ଦେକିପାର୍ବାଟା ଦେକି ଲକ୍ମନ୍ କାବା ଅଇଗାଲାଇ ଆରି ଇସ୍ରାଏଲର୍ ମାପ୍ରୁକେ ଜୁଆର୍ କଲାଇ ।
31 O povo ficou admirado quando viu os mudos falando, os aleijados curados, os mancos andando e os cegos vendo. E louvaram o Deus de Israel.
32 ଜିସୁ ସିସ୍ମନ୍କେ ଡାକି କଇଲା, “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।”
32 Jesus chamou os seus discípulos e disse: "Tenho compaixão desta multidão; já faz três dias que eles estão comigo e nada têm para comer. Não quero mandá-los embora com fome, porque podem desfalecer no caminho".
33 ସିସ୍ମନ୍ ତାକେ କଇଲାଇ, “ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ ?”
33 Os seus discípulos responderam: "Onde poderíamos encontrar, neste lugar deserto, pão suficiente para alimentar tanta gente? "
34 ଜିସୁ ପାଚାର୍ଲା, “ତମର୍ ଲଗେ କେତେଟା ରୁଟି ଆଚେ ?” ସେମନ୍ କଇଲାଇ,
34 "Quantos pães vocês têm? ", perguntou Jesus. "Sete", responderam eles, "e alguns peixinhos".
35 ଜିସୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା ।
35 Ele ordenou à multidão que se assentasse no chão.
36 ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ ।
36 Depois de tomar os sete pães e os peixes e dar graças, partiu-os e os entregou aos discípulos, e os discípulos à multidão.
37 ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ ।
37 Todos comeram até se fartar. E ajuntaram sete cestos cheios de pedaços que sobraram.
38 ମାଇଜିଟକି ଆରି ପିଲାମନ୍କେ ଚାଡି ଚାରି ଅଜାର୍ ଲକ୍ ଏ କାଦି କାଇରଇଲାଇ ।
38 Os que comeram foram quatro mil homens, sem contar mulheres e crianças.
39 ଏଟାର୍ ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଇ ଡଙ୍ଗାଇ ଚଗି ମଗ୍ଦାନ୍ ଜାଗାର୍ ସନ୍ଦିଲଗେ ଗାଲା ।
39 E, havendo despedido a multidão, Jesus entrou no barco e foi para a região de Magadã.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 15, comparar traduções ou montar um estudo — tudo direto pelo WhatsApp.