Mateus 13
ସତିଅର୍ ବାଟ୍ (DSO) vs NTLH
1 ଦିନେକ୍ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗରେ ଅନି ବାରଇ ସମ୍ଦୁର୍ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍ ଦାର୍ଲା ।
1 Naquele mesmo dia Jesus saiu de casa, foi para a beira do lago da Galileia, sentou-se ali e começou a ensinar.
2 ଲକ୍ମନ୍ ତାର୍ ଚାରିବେଡ୍ତି ଜବର୍ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍ ଡଙ୍ଗାଇ ଜାଇ ବସ୍ଲା । ଲକ୍ମନ୍ ଟିଆ ଅଇ ତାର୍ କାତା ସୁନ୍ବାର୍ ଦାର୍ଲାଇ ।
2 A multidão que se ajuntou em volta dele era tão grande, que ele entrou num barco e sentou-se; e o povo ficou em pé na praia.
3 ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା,
3 Jesus usou parábolas para ensinar muitas coisas. Ele disse:
4 ଚାସି ସେ ଜମିଟାନେ ବିଅନ୍ ବୁନ୍ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍ଲାଜେ ସେଟା ଚଡଇମନ୍ ଆସି କାଇଦେଲାଇ ।
4 Quando estava espalhando as sementes, algumas caíram na beira do caminho, e os passarinhos comeram tudo.
5 ଆରି ଅଦେକ୍ ମାଟି ଉନାରଇ ଜବର୍ ପାକ୍ନା ରଇବା ପଦାଇ ଅଦର୍ଲା । ତେଇ ମାଟି ବଉଲ୍ ନ ରଇଲାଜେ ଦାପ୍ରେ ଆଁକ୍ରି ଗାଜା ଅଇଲା ।
5 Outra parte das sementes caiu num lugar onde havia muitas pedras e pouca terra. As sementes brotaram logo porque a terra não era funda.
6 ମାତର୍ ଗାଜାର୍ ଚେର୍ ବିତ୍ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା ।
6 Mas, quando o sol apareceu, queimou as plantas, e elas secaram porque não tinham raízes.
7 ଆରି କେତେଟା ବିଅନ୍ କାଟାବୁଟା ବିତ୍ରେ ଅଦର୍ଲା, ଆରି କାଟାବୁଟା ଆଁକ୍ରି ଗାଜା ଅଇଲା । ବିଅନର୍ ଚାରିବେଡ୍ତି ବର୍ଡି ଜାଇ ସେଟା ସବୁ ଗିଲିଦେଲା ।
7 Outras sementes caíram no meio de espinhos, que cresceram e sufocaram as plantas.
8 ମାତର୍ ଆରି ବାକି ସବୁ ବିଅନ୍ ନିକ ବୁଏଁ ଅଦ୍ରି ବୁଟା ଅଇ ବଡିକରି ପଲ୍ ଦାର୍ଲା । କେତେଟା ବୁଟାଇ ତିରିସ୍ ବାଗ୍, ସାଟେ ବାଗ୍, ଆରି ସଏ ବାଗ୍ ଅନି ଅଦିକ୍ ପଲ୍ଦାର୍ଲା ।” ଜିସୁ ସମ୍ଦୁର୍ କଣ୍ଡି ସିକିଆ ଦେବାଟା|alt="Jesus teaching the crowd by the sea" src="lb00299c.tif" size="span" copy="Horace Knowles ©" ref="୧୩:୨"
8 Mas as sementes que caíram em terra boa produziram na base de cem, de sessenta e de trinta grãos por um.
9 ଜିସୁ ଉଦାଅରଣ୍ ସାରାଇକରି କଇଲା, “ଜାକେ ସୁନ୍ଲା ପାରା କାନ୍ ଆଚେ, ସେ ସୁନ ।”
9 E Jesus terminou, dizendo:
10 ପଚେ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ ଲକ୍ମନ୍କେ ସିକାଇଲା ବେଲେ କାଇକେ ଉଦାଅରଣ୍ ଇସାବେ କଇଲାସ୍ନି ?”
10 Então os discípulos chegaram perto de Jesus e perguntaram: — Por que é que o senhor usa
11 ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ ।
11 Jesus respondeu:
12 ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।”
12 Pois quem tem receberá mais, para que tenha mais ainda. Mas quem não tem, até o pouco que tem lhe será tirado.
13 ସେମନ୍କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍ ଦେକି ଦେକି ରଇବାଇ, ମାତର୍ ନ ଦେକ୍ଲା ପାରା । ସୁନ୍ତେ ରଇବାଇ, ମାତର୍ ନ ସୁନ୍ଲା ପାରା ଆରି ନ ବୁଜତ୍ ।
13 É por isso que eu uso parábolas para falar com essas pessoas. Porque elas olham e não enxergam; escutam e não ouvem, nem entendem.
14 ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା ।
14 E assim acontece com essas pessoas o que disse o
15 କାଇକେ ବଇଲେ ସେମନର୍ ବୁଦି ଉନା ।
15 Pois a mente deste povo está fechada:
16 “ତମେ କେଡେକ୍ ନିକ କରମର୍ ଲକ୍ ! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି !
16 Jesus continuou, dizendo:
17 ମୁଇ ତମ୍କେ ସତ୍ କଇଲିନି, କେତେକ୍ କେତେକ୍ ବବିସତ୍ବକ୍ତା ଆରି ପର୍ମେସରର୍ ଲକ୍ମନ୍ ତମେ ଜନ୍ଟା ଦେକ୍ଲାସ୍ନି, ସେଟା ଦେକ୍ବାକେ, ଆରି ଜାଇଟା ସୁନ୍ଲାସ୍ନି, ସେଟାମନ୍ ସୁନ୍ବାକେ ମନ୍ କର୍ତେରଇଲାଇ, ମାତର୍ ନାପାର୍ଲାଇ ।”
17 Eu afirmo a vocês que isto é verdade: muitos profetas e muitas outras pessoas do povo de Deus gostariam de ver o que vocês estão vendo, mas não puderam; e gostariam de ouvir o que vocês estão ouvindo, mas não ouviram.
18 “ତେବେ ସୁନା, ବିଅନ୍ ବୁନ୍ବା କାତାର୍ ଅରତ୍ କଇଲିନି । ତମେ ବୁଜ୍ବାକେ ଚେସ୍ଟା କରା ।
18 — Então escutem e aprendam o que a
19 ଜନ୍ ଲକ୍ମନ୍ ସରଗ୍ ରାଇଜର୍ ବାକିଅ ସୁନି ନ ବୁଜତ୍, ସଇତାନ୍ ଆସି ସେମନର୍ ମନ୍ ବିତ୍ରେ ଅନି ଜନ୍ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍ରି ରଇବା ବିଅନର୍ ଅରତ୍ ।”
19 As pessoas que ouvem a mensagem do vem e tira o que foi semeado no coração delas.
20 “ଜନ୍ ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ସଙ୍ଗ୍ ମାନ୍ବାଇ, ସେଟା ପାକ୍ନାବାଡି ଜାଗାଇ ଅଦ୍ରିରଇବା ବିଅନ୍ ପାରା ।
20 As sementes que foram semeadas onde havia muitas pedras são as pessoas que ouvem a mensagem e a aceitam logo com alegria,
21 ବାକିଅ ପୁରାପୁରୁନ୍ ତାକର୍ ମନ୍ ବିତ୍ରେ ଜାଇ ନ ରଏ ଜେ, ସେମନ୍ ସେଟା ବେସି ଦିନ୍ ମାନିକରି ରଇ ନାପାରତ୍ । ବାକିଅର୍ ଲାଗି କସ୍ଟ କି ବେମ୍ଜା ଆଇଲେ, ସେମନ୍ ଦାପ୍ରେସେ ସେଟା ଚାଡିଦେବାଇ ।
21 mas duram pouco porque não têm raiz. E, quando por causa da mensagem chegam os sofrimentos e as perseguições, elas logo abandonam a sua fé.
22 କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ ।
22 Outras pessoas são parecidas com as sementes que foram semeadas no meio dos espinhos. Elas ouvem a mensagem, mas as preocupações deste mundo e a ilusão das riquezas sufocam a mensagem, e essas pessoas não produzem frutos.
23 ଜନ୍ଲକ୍ମନ୍ ବାକିଅ ସୁନି ନିକକରି ବୁଜ୍ବାଇ, ନିକ ପଦାଇ ଅଦ୍ରିରଇବା ବିଅନର୍ ପାରା । ସେମନ୍ ନିକ ପସଲ୍ ଲାବ୍ କର୍ବାଇ କେ ସଏ ପୁଟିଅନି ଅଦିକ୍, କେ ସାଟେ ପୁଟିଅନି ଅଦିକ୍, କେ ତିରିସ୍ ପୁଟିଅନି ଅଦିକ୍ ପସଲ୍ ପାଚାଇବାଇ ।”
23 E as sementes que foram semeadas em terra boa são aquelas pessoas que ouvem, e entendem a mensagem, e produzem uma grande colheita: umas, cem; outras, sessenta; e ainda outras, trinta vezes mais do que foi semeado.
24 ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା ।
24 Jesus contou outra parábola . Ele disse ao povo:
25 ସେ ଦିନେକ୍, ରାତିଆ ସଇଲା ବେଲେ, ତାର୍ ଗଟେକ୍ ବିରଦ୍ ଲକ୍ ଆସି ସେ ଜମିଟାନେ ଗାଁସ୍ ମୁଞ୍ଜି ବୁନି ଦେଇ, ଉଟିଗାଲା ।
25 Certa noite, quando todos estavam dormindo, veio um inimigo, semeou no meio do trigo uma erva ruim, chamada joio, e depois foi embora.
26 ଜେଡେବେଲେ ଗଚ୍ ବଡି କେଡ୍ ଦାର୍ଲା, ମଜାଇମଜାଇ ଜୁଡ୍ ଗାଁସ୍ ଡିସ୍ଲା ।
26 Quando as plantas cresceram, e se formaram as espigas, o joio apareceu.
27 ସେ ଲକର୍ ଦାଙ୍ଗ୍ଡାମନ୍ ଆସି କଇଲାଇ, “ ଏ ସାଉକାର୍ ତମେ ଜମିଟାନେ ନିକ ବିଅନ୍ ବୁନିରଇଲାସ୍, ଏତେକ୍ମାଣ୍ଡ୍ ଜୁଡ୍ ଗାଁସ୍ କନ୍ତିଅନି ଆଇଲା ?”
27 Aí os empregados do dono das terras chegaram e disseram: “Patrão, o senhor semeou sementes boas nas suas terras. De onde será que veio este joio?”
28 ଜମି ସାଉକାର୍ କଇଲା, ମର୍ ବିରଦି ଲକ୍ ଗଟେକ୍ ଏନ୍ତି କଲାଆଚେ । ସେମନ୍ ପାଚାର୍ଲାଇ, “ତେବେ ଆମେ ଜାଇ ସେ ଜୁଡ୍ ଗାଁସ୍ମନ୍କେ ଜିକି ପିଙ୍ଗିଦେବୁ କି ?”
28 — “Foi algum inimigo que fez isso!”, respondeu ele.
29 ସାଉକାର୍ କଇଲା, “ନାଇ, ଜୁଡ୍ ଗାଁସ୍ ଜିକ୍ବାବେଲେ କେଡେବଲ୍ ଦାନ୍ବୁଟା ମିସା ଜିକିଅଇଜାଇସି ।
29 — “Não”, respondeu ele, “porque, quando vocês forem tirar o joio, poderão arrancar também o trigo.
30 କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।”
30 Deixem o trigo e o joio crescerem juntos até o tempo da colheita. Então eu direi aos trabalhadores que vão fazer a colheita: ‘Arranquem primeiro o joio e amarrem em feixes para ser queimado. Depois colham o trigo e ponham no meu depósito.’ ”
31 ଜିସୁ ଆରି ଗଟେକ୍ ବିସଇ କଇଲା, “ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା ।
31 Jesus contou outra parábola . Ele disse ao povo:
32 ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।”
32 Ela é a menor de todas as sementes; mas, quando cresce, torna-se a maior de todas as plantas. Ela até chega a ser uma árvore, de modo que os passarinhos vêm e fazem ninhos nos seus ramos.
33 ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, “ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।”
33 Jesus contou mais esta parábola para o povo:
34 ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
34 Jesus usava parábolas para dizer tudo isso ao povo. Ele não dizia nada a eles sem ser por meio de parábolas.
35 ଏଟାର୍ପାଇ ବବିସତ୍ବକ୍ତାର୍ ଏ ବାକିଅ ପୁରାପୁରୁନ୍ ଅଇଲା ।
35 Isso aconteceu para se cumprir o que o profeta tinha dito: “Usarei parábolas quando falar com esse povo e explicarei coisas desconhecidas desde a criação do mundo.”
36 ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, “ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।”
36 Então Jesus deixou a multidão e voltou para casa. Os discípulos chegaram perto dele e perguntaram: — Conte para nós o que quer dizer a
37 ଜିସୁ କଇଲା, “ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ ।
37 Jesus respondeu:
38 ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ ।
38 O terreno é o mundo. As sementes boas são as pessoas que pertencem ao .
39 ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ ।
39 O inimigo que semeia o joio é o próprio Diabo. A colheita é o fim dos tempos, e os que fazem a colheita são os anjos.
40 ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି ।
40 Assim como o joio é ajuntado e jogado no fogo, assim também será no fim dos tempos.
41 ନର୍ପିଲା ମୁଇ ମର୍ ରାଇଜେଅନି ସବୁ ପାପ୍ କାମ୍ କଲା ଲକ୍ମନ୍କେ ଆରି ଜେଜେମନ୍ ବିନ୍ ଲକ୍ମନ୍କେ ପାପ୍ କର୍ବାକେ ଉସ୍କାଇଲାଇନି, ସେମନ୍କେ ଟୁଲିଆଇବାକେ ସରଗର୍ ଦୁତ୍ମନ୍କେ ପାଟାଇବି ।
41 O Filho do Homem mandará os seus anjos, e eles ajuntarão e tirarão do seu Reino todos os que fazem com que os outros pequem e também todos os que praticam o mal.
42 ସେମନ୍ ଏ ସବୁ ଲକ୍ମନ୍କେ ଲାଗି ରଇବା ଜଇଟାନେ ପିଙ୍ଗ୍ବାଇ । ତେଇ ସେମନ୍ କିଲ୍ବିଲ୍ ଅଇ କାନ୍ଦ୍ବାଇ ଆରି ଦାତ୍ କାତ୍ରିଅଇବାଇ ।
42 Depois os anjos jogarão essas pessoas na fornalha de fogo, onde vão chorar e ranger os dentes de desespero.
43 ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।”
43 Então o povo de Deus brilhará como o sol no Reino do seu Pai. Se vocês têm ouvidos para ouvir, então ouçam.
44 “ଦିନେକ୍ ଗଟେକ୍ ଲକ୍ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍ଦା ସଙ୍ଗ୍ ନିଜର୍ ସବୁ ଦନ୍ ବିକି ଦେଇ, ସେ ଜମି ଗେନ୍ଲା । ସରଗ୍ ରାଇଜ୍ ମିସା ଏନ୍ତାରି ତପିଅଇରଇବା ଦନ୍ ପାରା ।”
44 — O
45 ଆରି ସରଗ୍ ରାଇଜ୍ ଏନ୍ତାରି, ଗଟେକ୍ ସୁନାରି ବେସି ମୁଲିଅର୍ ମୁକ୍ତା କଜି କଜି ରଇଲା ।
45 — O
46 ଗଟେକ୍ ବେସି ମୁଲିଅର୍ ମୁକ୍ତା ରଇଲାଟା ସୁନି, ସେ ତାର୍ ସବୁ ଦନ୍ ସଁପତି ବିକି ସେଟା ଗେନ୍ଲା । ସରଗ୍ ରାଇଜ୍ ମିସା ସେ ମୁକ୍ତା ପାରା ।
46 Quando encontra uma pérola que é mesmo de grande valor, ele vai, vende tudo o que tem e compra a pérola.
47 ସରଗ୍ ରାଇଜ୍ ଗଟେକ୍ ମାଚ୍ ଦାର୍ବା ଜାଲ୍ ପାରା । କେଉଟ୍ମନ୍ ଗାଡେ ଜାଲ୍ ପାକାଇ ବିନ୍ବିନ୍ ରକାମର୍ ମାଚ୍ ଦାର୍ବାଇ ।
47 — O
48 “ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ ।
48 E, quando está cheia, os pescadores a arrastam para a praia e sentam para separar os peixes: os que prestam são postos dentro dos cestos, e os que não prestam são jogados fora.
49 ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ ।
49 No fim dos tempos também será assim: os anjos sairão, e separarão as pessoas más das boas,
50 ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।”
50 e jogarão as pessoas más na fornalha de fogo. E ali elas vão chorar e ranger os dentes de desespero.
51 ଜିସୁ ସିସ୍ମନ୍କେ ପାଚାର୍ଲା, “ଏ ସବୁ ବିସଇ ବୁଜି ପାର୍ଲାସ୍ନି କି ?” ସେମନ୍ “ଉଁ ମାପ୍ରୁ ।” ବଲି କଇଲାଇ ।
51 Então Jesus perguntou aos discípulos: — Sim! — responderam eles.
52 ଜିସୁ ସେମନ୍କେ କଇଲା, “ଜେନ୍ତାର୍କି ଗଟେକ୍ ଗରର୍ ଲକ୍, ତାର୍ ବାଣ୍ଡାର୍ ଗରେଅନି ତାକେ ଦର୍କାର୍ ଅଇବା ଇସାବେ ନୁଆ ଦିନ୍ସୁ ଆରି ପୁର୍ନା ଦିନ୍ସୁ ବାର୍କରାଇସି । ସରଗ୍ ରାଇଜେ ସିସ୍ ଅଇରଇବା ଗଟେକ୍ ଦରମ୍ ଗୁରୁ ସମାନ୍ ସେନ୍ତାରିସେ କର୍ସି ।”
52 Jesus disse:
53 ଜିସୁ ଏ ଉଦାଅରଣ୍ କଇସାରାଇ, ସେ ଜାଗା ଚାଡି ଉଟିଗାଲା ।
53 Quando Jesus acabou de contar essas parábolas , saiu dali
54 ଆରି ନିଜର୍ ଜାଗାଇ ବାଅଡ୍ଲା । ସେ ଜାଗାର୍ ପାର୍ତନା ଗରେ ତାର୍ ସିକାଇବାଟା ସୁନି ଲକ୍ମନ୍ କାବା ଅଇଜାଇ କଇଲାଇ, “ଏତେକ୍ ଗିଆନ୍ ଏ କନ୍ତିଅନି ମିଲାଇଲା ? ଏ କାବା ଅଇଜିବା କାମ୍ମନ୍ କର୍ବାକେ ଆକେ କେ ବପୁ ଦେଲା ?
54 e voltou para a cidade de Nazaré, onde ele tinha morado. Ele ensinava na sinagoga , e os que o ouviam ficavam admirados e perguntavam: — De onde vêm a sabedoria dele e o poder que ele tem para fazer milagres?
55 ଏ କାଇ ସେ ବାଡଇର୍ ପିଲା ! ମରିୟମ୍ ତାର୍ ମାଆ ! ଜାକୁବ୍, ଜସେପ୍, ସିମନ୍ ଆରି ଜିଉଦା ତାର୍ ବାଇମନ୍ !
55 Por acaso ele não é o filho do carpinteiro? A sua mãe não é Maria? Ele não é irmão de Tiago, José, Simão e Judas?
56 ତାର୍ ବଇନିମନ୍ ଇତି ଆଚତ୍ ! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା ?”
56 Todas as suas irmãs não moram aqui? De onde é que ele consegue tudo isso?
57 ଏନ୍ତାରି କଇ, ସେମନ୍ ଜିସୁକେ ନାମତ୍ ନାଇ ।
57 Por isso ficaram desiludidos com ele. Mas Jesus disse:
58 କାଇକେବଇଲେ ସେମନ୍ ଜିସୁକେ ବିସ୍ବାସ୍ କରତ୍ ନାଇଜେ ସେ ତେଇ ଆରି ଅଦିକ୍ କାବା ଅଇଜିବା କାମ୍ମନ୍ କରେ ନାଇ ।
58 Jesus não pôde fazer muitos milagres ali porque eles não tinham fé.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 13, comparar traduções ou montar um estudo — tudo direto pelo WhatsApp.