Mateus 11
ସତିଅର୍ ବାଟ୍ (DSO) vs ACF
1 ଜିସୁ ବାର୍ଟା ସିସ୍ମନ୍କେ ସିକାଇ କରି କଇ ପାଟାଇ ସାର୍ଲା ପଚେ, ସେ ଜାଗା ଚାଡିକରି ଲଗେ ରଇଲା ଗଡ୍ମନର୍ ଲକ୍ମନ୍କେ ଜାଇ ସିକାଇଲା ଆରି ମାପ୍ରୁର୍ କାତା ସୁନାଇବାର୍ ଦାର୍ଲା ।
1 E aconteceu que, acabando Jesus de dar instruções aos seus doze discípulos, partiu dali a ensinar e a pregar nas cidades deles.
2 ସେ ବେଲା ଡୁବନ୍ଦେଉ ଜଅନ୍ ବନ୍ଦିଗରେ ରଇଲା । ଜିସୁ ଜନ୍ କାମ୍ମନ୍ ସବୁ କର୍ତେ ରଇଲା, ତାର୍ କବର୍ ସୁନି ତାର୍ କେତେଟା ସିସ୍ମନ୍କେ ଜିସୁର୍ ଲଗେ ପାଟାଇଲା ।
2 E João, ouvindo no cárcere falar dos feitos de Cristo, enviou dois dos seus discípulos,
3 ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି ? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି ?”
3 A dizer-lhe: És tu aquele que havia de vir, ou esperamos outro?
4 ଜିସୁ ସେମନ୍କେ କଇଲା, “ତମେ ବାଉଡି ଜାଇ ଜନ୍ଟା ସବୁ ଦେକ୍ଲାସ୍ ଆରି ସୁନ୍ଲାସ୍, ଜଅନ୍କେ କଇଦିଆସ୍ ।
4 E Jesus, respondendo, disse-lhes: Ide, e anunciai a João as coisas que ouvis e vedes:
5 କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
5 Os cegos vêem, e os coxos andam; os leprosos são limpos, e os surdos ouvem; os mortos são ressuscitados, e aos pobres é anunciado o evangelho.
6 ଜେ ମର୍ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍ ଲକ୍ । ଜେ ମକେ ନାମ୍ସି ଆରି ମକେ ସବୁ ବେଲା ବିସ୍ବାସ୍ କର୍ସି ତାକେ ପର୍ମେସର୍ ଆସିର୍ବାଦ୍ କର୍ସି ।” ବଲି କଇଲା ।
6 E bem-aventurado é aquele que não se escandalizar em mim.
7 ଜଅନର୍ ସିସ୍ମନ୍ ବାଉଡି ଗାଲାବେଲେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇଲା, ତମେ ଜଅନ୍କେ ଦେକ୍ବାକେ ଜେଡେବଲ୍ ମରୁବାଲିବୁଏଁ ଜାଇରଇଲାସ୍, କାଇଟା ଦେକ୍ବାକେ ଆସା କରିରଇଲାସ୍ ? ପବନ୍ ମାର୍ଲେ ଜୁଲ୍ବା ଗାଁସ୍ ପତର୍ ?
7 E, partindo eles, começou Jesus a dizer às turbas, a respeito de João: Que fostes ver no deserto? uma cana agitada pelo vento?
8 କାକେ ଦେକ୍ବାକେ ଜାଇ ରଇଲାସ୍ ? କାଇ ସୁନ୍ଦର୍ ବସ୍ତର୍ ପିନ୍ଦିରଇବା ଲକ୍କେ ଦେକ୍ବୁ ବଲି ଜାଇ ରଇଲାସ୍ କି ? ସେନ୍ତି ବସ୍ତର୍ ପିନ୍ଦ୍ବା ଲକ୍ ରାଜାର୍ ଗରେ ରଇବାଇ ।
8 Sim, que fostes ver? um homem ricamente vestido? Os que trajam ricamente estão nas casas dos reis.
9 ମକେ କୁଆ, କାଇଟା ଦେକ୍ବାକେ ଜାଇ ରଇଲାସ୍ ? ଗଟେକ୍ ବବିସତ୍ବକ୍ତାକେ ଦେକ୍ବୁ ବଲିକରି କି ? ସେଟା ତ ସତ୍, ମାତର୍ ଅବ୍କା ବବିସତ୍ବକ୍ତା ଟାନେଅନି ଗଟେକ୍ ଅଦିକ୍ ବଡ୍ ଲକ୍କେ ବେଟ୍ପାଇଆଚାସ୍ ।
9 Mas, então que fostes ver? um profeta? Sim, vos digo eu, e muito mais do que profeta;
10 କାଇକେ ବଇଲେ ଏ ଜଅନର୍ ବିସଇ ସାସ୍ତରେ ଲେକାଅଇଲା ଆଚେ । ପର୍ମେସର୍ କଇଲା, “ତମର୍ ପାଇ ବାଟ୍ ତିଆର୍ କର୍ବାକେ ମୁଇ ପର୍ତୁମ୍ ମର୍ ଦୁତ୍କେ ପାଟାଇବି ।”
10 Porque é este de quem está escrito:Eis que diante da tua face envio o meu anjo,que preparará diante de ti o teu caminho.
11 ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ ।
11 Em verdade vos digo que, entre os que de mulher têm nascido, não apareceu alguém maior do que João o Batista; mas aquele que é o menor no reino dos céus é maior do que ele.
12 ଡୁବନ୍ ଦେଉ ଜଅନ୍ ପର୍ମେସରର୍ ନିକ କାତା ଜାନାଇବାଟା ଆରାମ୍ କଲାବେଲେ ଅନି ଆଜିକେ ଜାକ ସରଗ୍ ରାଇଜ୍ ନେଇକରି ବେସି ଜୁଇଦ୍ ଚାଲ୍ଲାଆଚେ । ଦୟା ମାୟା ନଇଲା ଲକ୍ମନ୍ ତାକର୍ ବପୁସଙ୍ଗ୍ ସରଗ୍ ରାଇଜ୍ ଅଦିକାର୍ କର୍ବାକେ ଚେସ୍ଟା କଲାଇନି ।
12 E, desde os dias de João o Batista até agora, se faz violência ao reino dos céus, e pela força se apoderam dele.
13 ଜଅନ୍ ଆଇବା ଜାକ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ ସରଗ୍ ରାଇଜର୍ ବିସଇ କଇତେ ରଇଲାଇ ।
13 Porque todos os profetas e a lei profetizaram até João.
14 ଜଦି ସେମନର୍ କାତା ତମେ ବିସ୍ବାସ୍ କର୍ସା, ତେବେ ଜଅନ୍ ଅଇଲାନି ସେ ଏଲିୟ, ଜେ କି ପର୍ତୁମ୍ ଆଇବାର୍ ରଇଲା ।
14 E, se quereis dar crédito, é este o Elias que havia de vir.
15 ଜାକେ କାନ୍ଆଚେ, ସେ ସୁନ ।
15 Quem tem ouvidos para ouvir, ouça.
16 ଏ ଜୁଗର୍ ଲକ୍ମନ୍କେ କାର୍ ସଙ୍ଗ୍ ସମାନ୍ କର୍ବି ? ସେମନ୍ ଆଟ୍ ମଜାଇ ବସିକରି କେଲ୍ବା ପିଲାମନର୍ ପାରା । ଗଟେକ୍ ଦଲର୍ ପିଲାମନ୍ ଆରି ଗଟେକ୍ ଦଲ୍କେ କଇବାଇ,
16 Mas, a quem assemelharei esta geração? É semelhante aos meninos que se assentam nas praças, e clamam aos seus companheiros,
17 “ଆମେ ବିବା ବାଜା ବାଜାଇଲୁ, ମାତର୍ ତମେ ନାଟ୍ କରାସ୍ ନାଇ । ଦୁକର୍ ଗିତ୍ ଗାଇଲୁ ତମେ କାନ୍ଦାସ୍ ନାଇ ।
17 E dizem: Tocamo-vos flauta, e não dançastes; cantamo-vos lamentações, e não chorastes.
18 ଜଅନ୍ ତର୍କେ ତର୍ ଉପାସ୍ କର୍ତେ ରଇଲା ଆରି କେବେ ମିସା ମଦ୍ ନ କାଇତେ ରଇଲା, ମାତର୍ ତମେ ତାକେ ଡୁମା ଦାର୍ଲା ଲକ୍ ବଲି କଇଲାସ୍ନି ।
18 Porquanto veio João, não comendo nem bebendo, e dizem: Tem demônio.
19 ମାତର୍ ନର୍ପିଲା ମୁଇ କାଇଲେ କି ପିଇଲେ ମକେ କାଉରାଟା ଆରି ମଦୁଆଟା ବଲି କଇଲାସ୍ନି । ସିସ୍ତୁ ମାଙ୍ଗୁମନର୍ ଆରି ପାପି ଲକ୍ମନର୍ ମଇତର୍ ବଲି କଇଲାସ୍ନି । ସେଟା ଜନ୍ଟା ଅବେ ଚାଡା, ପର୍ମେସରର୍ ବିଚାର୍ ସତ୍ ଆକା । ଏଟା ତାର୍ କାମେଅନି ଜାନାପଡ୍ସି ।”
19 Veio o Filho do homem, comendo e bebendo, e dizem: Eis aí um homem comilão e beberrão, amigo dos publicanos e pecadores. Mas a sabedoria é justificada por seus filhos.
20 ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା,
20 Então começou ele a lançar em rosto às cidades onde se operou a maior parte dos seus prodígios o não se haverem arrependido, dizendo:
21 “ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା ! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।”
21 Ai de ti, Corazim! ai de ti, Betsaida! porque, se em Tiro e em Sidom fossem feitos os prodígios que em vós se fizeram, há muito que se teriam arrependido, com saco e com cinza.
22 “ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ବିଚାରର୍ ଦିନେ ତମର୍ତେଇଅନି ସର୍ ଆରି ସିଦନ୍ ଗଡର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
22 Por isso eu vos digo que haverá menos rigor para Tiro e Sidom, no dia do juízo, do que para vós.
23 ଏ କପର୍ନାଉମର୍ ଲକ୍ମନ୍ ! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି ? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା ।
23 E tu, Cafarnaum, que te ergues até ao céu, serás abatida até ao inferno; porque, se em Sodoma tivessem sido feitos os prodígios que em ti se operaram, teria ela permanecido até hoje.
24 “ମୁଇ ତମ୍କେ ସତ୍ କାତା କଇଲିନି, ପର୍ମେସରର୍ ବିଚାର୍ନା ଦିନେ ତମର୍ତେଇଅନି ସଦମର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
24 Eu vos digo, porém, que haverá menos rigor para os de Sodoma, no dia do juízo, do que para ti.
25 ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
25 Naquele tempo, respondendo Jesus, disse: Graças te dou, ó Pai, Senhor do céu e da terra, que ocultaste estas coisas aos sábios e entendidos, e as revelaste aos pequeninos.
26 ଉଁ ବାବା, ତମର୍ ମନ୍ କଲା ଇସାବେ ଏ ସବୁ ଗଟ୍ଲାନି ।”
26 Sim, ó Pai, porque assim te aprouve.
27 “ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
27 Todas as coisas me foram entregues por meu Pai, e ninguém conhece o Filho, senão o Pai; e ninguém conhece o Pai, senão o Filho, e aquele a quem o Filho o quiser revelar.
28 “ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି ।
28 Vinde a mim, todos os que estais cansados e oprimidos, e eu vos aliviarei.
29 ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା ।
29 Tomai sobre vós o meu jugo, e aprendei de mim, que sou manso e humilde de coração; e encontrareis descanso para as vossas almas.
30 ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।”
30 Porque o meu jugo é suave e o meu fardo é leve.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 11, comparar traduções ou montar um estudo — tudo direto pelo WhatsApp.