Marcos 9
ସତିଅର୍ ବାଟ୍ (DSO) vs AAI
1 ଆରିତରେକ୍ ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କାତା କଇଲିନି । ସେଟାର୍ପାଇ ସୁନା, ଏବେ ଇତି ରଇବା କେତେ ଲକ୍ମନ୍, ପର୍ମେସର୍ ରାଜା ଅଇକରି ତାର୍ ରାଇଜ୍ ସାସନ୍ କର୍ବାଟା ନ ଦେକ୍ବା ଜାକ ନ ମରାସ୍ ।
1 Jesu sabuw iuwih eo, “Turobe a tur ao’owen kwa afa iti kwama’am boro morobo’e yawas kwanama’am maramaim God ana aiwob fairin boro nanan kwana’itin.”
2 ଚଅ ଦିନ୍ ପଚେ ଜିସୁ ପିତର୍ ଜାକୁବ୍ ଆରି ଜଅନକେ ତାର୍ ସଙ୍ଗ୍ ମିସ୍ତେ ଡାକିକରି କେ ନଇବା ଗଟେକ୍ ଡେଙ୍ଗ୍ ପର୍ବତ୍ ଉପ୍ରେ ଗାଲା । ସିତି ସେମନର୍ ମୁଆଟେ ତାର୍ ରୁପ୍ ବଦ୍ଲିଗାଲା ।
2 Veya etei six sasawar ufunamaim Peter, James naatu John, Jesu buwih bairi akisihimo hiyen hin oyaw tafantoro’ot hitit. Nati’imaim matah yan hi’itin Jesu ana yumat botabir.
3 ଆରି ତାର୍ ପଚିଆ ବେସି ଜଗ୍ଜଗି ଜାଇ, ଦବ୍ ଅଇଗାଲା । ଆରି ଏ ଦୁନିଆ ଇସାବେ କେ ମିସା ସେନ୍ତି ଦବ୍ କରି ଦଇନାପାରତ୍ ।
3 Naatu ana faifuw hina hikwes anababatun, men karam tafaramamaim orot babin ta na’atube tasouwen hitikwes.
4 ଆରି ମସାର୍ ସଙ୍ଗ୍ ଏଲିୟ ଆରି ଜିସୁ ମିସ୍ତେ କାତାବାର୍ତା ଅଇବାଟା ସେମନ୍କେ ଡିସ୍ଲା ।
4 Nati’imaim Elijah, Moses hairi hirerereb Jesu bairi hibat hio’o bai’ufununayah nah tounu hi’itih.
5 ତେଇ ପିତର୍ ଜିସୁକେ କଇଲା, “ଏ ଗୁରୁ ଆମେ ଇତି ରଇବାଟା ନିକ । ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ ପାଇ ଗଟେକ୍ ।”
5 Peter Jesu isan eo, “Regah aki bairi tanan i gewasin maiyow, aki boro sis tounu ana wowab, ta o isa, ta Moses isan, naatu ta Elijah isan.”
6 ପିତର୍ କଇବା ବିସଇ କାଇଟା ବଲି ନିଜେ ନାଜାନି ରଇଲା । କାଇକେବଇଲେ ସେମନ୍ ବେସି ଡରିଜାଇରଇଲାଇ ।
6 Nah tounu hai bir ra’at Peter tur erekasiy auman eo kwanekwan.
7 ଆରି ସେମନ୍କେ ମେଗର୍ ଚାଇ ଡାବିଅଇଦେଲା । ସେ ମେଗେଅନି ଏନ୍ତାରି କାତା ଅଇଲା, “ଏ ମର୍ ଆଲାଦର୍ ପ, ଆର୍ କାତା ସୁନା ।”
7 Naatu sakuk earuw na ana youninamaim tarsumih naatu sakuk wanawanan orot fanan hinowar eo, “Iti i ayu Natu au yabow, tain kwanarub nao kwananowar!”
8 ଆରି ଅଟାତ୍ ସେମନ୍ ଚାରିବେଡ୍ତି ଦେକ୍ଲାଇ, ତାକର୍ ସଙ୍ଗ୍ ଜିସୁକେ ଚାଡି ଆରି କାକେ ମିସା ଦେକତ୍ ନାଇ ।
8 Naatu matah doda iwa’an hibat hibinuwanuw men yait ta hi’itin, baise Jesu akisinamo bairi hibatabat hi’itin.
9 ସେମନ୍ ପର୍ବତେ ଅନି ଉତର୍ଲାବେଲେ ଜିସୁ ସେମନ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇ ଏନ୍ତି ବଲି କଇଲା, “ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମୁଇ, ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଇତି କାଇକାଇଟା ତମେ ଦେକ୍ଲାସ୍, ସେ ବିସଇ କାକେମିସା ନ କୁଆ ।”
9 Oyawane hire hinan auman abisa hi’itin isan Jesu tur fokarin maiyow eofafarih eo, “Men yait ta ana tur kwana’owen kwanama’am Orot Natun morobone namisiribo.”
10 ସେଟାର୍ପାଇ ପର୍ବତ୍ ଉପ୍ରେ ଜାଇଟା ସେମନ୍ ଦେକ୍ଲାଇ, ସେ ବିସଇ କାକେମିସା କଅତ୍ ନାଇ । ମାତର୍ ମଲାଟାନେଅନି ଆରିତରେକ୍ ଉଟ୍ବା ଅରତ୍ କାଇଟା ବଲିକରି ସେମନ୍ କାତାବାର୍ତା ଅଇତେରଇଲାଇ ।
10 Jesu abistan eo i fanan hibai, baise morobone misir maiye eo anayabin hikasiy taiyuwih hima hibabatiyih.
11 ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏଲିୟ ପର୍ତୁମ୍ ଆଇବାର୍ ଆଚେ ବଲି ନିୟମ୍ ସିକାଇଦେବା ଲକ୍ମନ୍ କାଇକେ କଇଲାଇନି ?”
11 Imaibo Jesu hibatiy, “Aisim Ofafar bai’obaiyenayah hio Elijah i boro wan nan?”
12 ଜିସୁ ତାର୍ ସିସ୍ମନ୍କେ କଇଲା, “ଉଁ ପର୍ମେସରର୍ ବଇତେଇ ଏଲିୟ ଆଗ୍ତୁ ଆଇସି ବଲି ଲେକା ଅଇଲାକାତା ସତ୍ସେ । ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ଟିକ୍ କର୍ସି, ମାତର୍ ପର୍ମେସର୍ ଅନି ଆସିରଇବା ନର୍ପିଲା ମୁଇ ବେସି ବେସି କସ୍ଟ ପାଇବି ଆରି ଲକ୍ମନ୍ ମକେ ନ ନାମତ୍ ବଲି ମିସା କାଇ ପର୍ମେସରର୍ ବଇଟାନେ ଲେକା ଅଏନାଇ କି ?
12 Jesu iyafutih eo, “Kwanaso’ob Elijah i wan Roubininenayan orot aunan i’iyon na sawar etei yabuna, baise aisimamih Bukamaim hikikirum hio, ‘Orot Natun nanan i boro hinakwahir naatu bai’akir gagamin na’in nab.’
13 ମୁଇ ତମ୍କେ ସତ୍ କଇଲିନି, ଏବେ ଏଲିୟ ଆସି ସାର୍ଲା ଆଚେ । ଆରି ତାର୍ ବିସଇ ପର୍ମେସର୍ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍ମନ୍ ମିସା ତାକର୍ ନିଜର୍ ମନ୍ କଲା ଇସାବେ କରାପ୍ ଚଲାଚଲ୍ତି କଲାଇ ।”
13 Baise a tur ao’owen, Elijah i marasika na naatu sabuw hai kokomaim yawas kakafin maiyow isan hisinaf mi’itube Bukamaim eo na’atube.”
14 ତାର୍ପଚେ ଜିସୁ, ପିତର୍, ଜାକୁବ୍ ଆରି ଜଅନ୍ ବିନ୍ ସିସ୍ମନର୍ ଲଗେ କେଟ୍ଲାବେଲେ ତେଇ ବେସି ଲକ୍ମନ୍ ରୁଣ୍ଡିରଇବାଟା ଦେକ୍ଲାଇ । ଆରି ନିୟମ୍ ସିକାଇଦେବା ଲକ୍ମନ୍ ସିସ୍ମନର୍ ସଙ୍ଗ୍ ଦଦାପେଲା ଅଇତେରଇଲାଇ ।
14 Hire hinan ana bai’ufununayah afa bairi hibita’imon ana veya sabuw hiru’ay hi’a’ar bebera’uh hi’itih. Naatu Ofafar bai’obaiyenayah afa auman hina hibusuruf bairi higam.
15 ଲକ୍ମନ୍ ଜେଡେବେଲ୍ ଜିସୁ ତେଇ ଆଇବାଟା ଦେକ୍ଲାଇ, ସାର୍ଦାରେ କାବା ଅଇଗାଲାଇ ଆରି ଜିସୁକେ ଦୁକ୍ ସୁକ୍ ପାଚାର୍ବାକେ ତାର୍ଲଗେ ପାଲାଇ ଆସି ଜୁଆର୍ କର୍ବାର୍ ଦାର୍ଲାଇ ।
15 Sabuw hiru’ay Jesu hi’i’itin ana veya hifofofor men kafaita naatu hinunuw hin hibai ana merar hiyi.
16 ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ତମେ ନିୟମ୍ ସିକାଇବା ଲକ୍, ମର୍ ସିସ୍ମନର୍ ସଙ୍ଗ୍ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”
16 Jesu ana bai’ufununayah ibatiyih, “Abistan isan bairi kwagamigam?”
17 ସେ ମାନ୍ଦା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଡାକି କଇଲା, “ଏ ଗୁରୁ, ମୁଇ ମର୍ ପିଲାକେ ନିକ କର୍ବାକେ ତମର୍ ଟାନେ ଆନିରଇଲି । ତାର୍ ବିତ୍ରେ ଗଟେକ୍ କାରାପ୍ ଆତ୍ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ ।
17 Orot ta kou’ay wanawanan iya’afut eo, “Bai’obaiyenayan ayu au kek abai ana o isa, anayabin afiy kakafin iwanasum awan bofafaren tur men eo’omih.
18 ସେ କରାପ୍ ଆତ୍ମା ପିଲାକେ ଦାର୍ଲାବେଲେ, ତାକେ ମଡିକରି ଅଦ୍ରାଇଦେଲାନି ଆରି ତାର୍ ଟଣ୍ଡେଅନି ପେପୁଲ୍ ବାରଇଲାନି ଆରି ସେ ଦାତ୍ କାତର୍ସି । ଆରି ତାର୍ ଗାଗଡ୍ ସିଦା ଅଇଜାଇସି । ମୁଇ ତାର୍ତେଇ ଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଇ ବଲି ତମର୍ ସିସ୍ମନର୍ ଲଗେ ଆନିରଇଲି । ମାତର୍ ତମର୍ ସିସ୍ମନ୍ ନାପାର୍ଲାଇ ।”
18 Naatu afiy kakafin kaun eyey ana veya ebai erouw me yan ere awan fusifusin ekubar naatu wan eyob takitak tebiwa’an naatu an uman etei’imak tewowofaf. Ayu a bai’ufununayah afiy kakafin nuninamih auwih, baise men karam hitasinaf.”
19 ଜିସୁ ସେମନ୍କେ କଇଲା, “ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।”
19 Jesu iuwih eo “Kwa iti boun ana sabuw ayu men kwabitutumu, mar boro bai’ab bairi tanama? Ayu boro men manin kwa bairit tanama tanabow? Kek kwabai kwana aitin.”
20 ଆରି ଲକ୍ମନ୍ ସେ ପିଲାକେ ଜିସୁର୍ଲଗେ ଆନ୍ଲାଇ । ସେ କରାପ୍ ଆତ୍ମା ଜିସୁକେ ଦେକ୍ଲା ଦାପ୍ରେ ପିଲାକେ ତଲେ ମଡିକରି ଅଦ୍ରାଇଲା । ଆରି ଗୁଣ୍ଡ୍ଲି ଗୁଣ୍ଡ୍ଲି କରି ତାର୍ ଟଣ୍ଡେଅନି ପେପୁଲ୍ ବାରଇ ଜାଇତେରଇଲା ।
20 Kek hibai hina Jesu biyan hitit, afiy kakafin nuw Jesu i’itin ana veya kek busuruf an uman duduwar rab naatu me yan re rab firur awan fusifusin kubar.
21 ଜିସୁ ସେ ପିଲାର୍ ବାବାକେ ପାଚାର୍ଲା, “ଏ ପିଲା ଏନ୍ତି ଅଇ କେତେଦିନ୍ ଅଇଲା ?” ପିଲାର୍ ବାବା କଇଲା, “ ସାନ୍ବେଲେଅନି ” ବଲି ।
21 Jesu kek tamah ibatiy, “Iti kek sawow maninaka bai ma?” Tamah iya’afut eo, “Tasiyar ana mareika sawow bai,
22 ଆରି ସେ କଇଲା, “ସେ କାରାପ୍ ଆତ୍ମା ପିଲାକେ ମରାଇବାକେ ବେସିତର୍ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍ରାଇ ଆଚେ । ମାତର୍ ତୁଇ ଜଦି କାଇଟା କର୍ବାକେ ପାରୁସ୍ ବଇଲେ ଆମର୍ ପାଇ ଦୟାକରି ସାଇଜ କର୍ ।”
22 matan fufur asabuninamih ebai en wairaf wan eyey naatu harew yan ere’er, baise o baiyawasin isan isa nakakaram na’at basit kwiwanbabanu baibais kwiti.”
23 ଜିସୁ ତାକେ କଇଲା, “କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।”
23 Jesu iya’afut eo, “Karam, o inabitumatum na’at sawar etei o isa boro hamehameh maiyow hinamatar.”
24 ସେ ଦାପ୍ରେ ପିଲାର୍ ବାବା ଆଉଲିଅଇକରି, “ମୁଇ ବିସ୍ବାସ୍ କଲିନି, ଆରି ଅଦିକ୍ ବିସ୍ବାସ୍ କର୍ବାକେ ମକେ ସାଇଜ କର୍ ।” ବଲିକରି କଇଲା ।
24 Kek tamah mar ta’imonamo iya’afut eo, “Ayu abitumatum baise kwibaisu au baitumatum tafan kuya’abar era’at.”
25 ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, “ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।”
25 Jesu sabuw i’itih i hina yaten hiyey, imih Jesu afiy kakafin isan tur fokarin maiyow eaf iu, “O afiy tain gugurin awa gugin au’uwi kek biyanamaim kwihamiy kutit naatu men ina’intabir inarun maiye!”
26 ଆରି କାରାପ୍ ଆତ୍ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍ରାଇ, ତାର୍ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍ ପାରା ଡିସ୍ଲା, ଏନ୍ତିକି କେତେକ୍ ଲକ୍ମନ୍ “ସେ ମରିଗାଲା ।” ବଲିକରି କଇଲାଇ ।
26 Afiy kakafin iwow itarakouw kek busuruf an uman duduwar rab, naatu afiy kakafin rauwatait bihir kek re imamayay in, naatu sabuw hinot i morob hirouw.
27 ମାତର୍ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।
27 Baise Jesu na ofere kek uman bai ibais imisiruw misir.
28 ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଗର୍ ବିତ୍ରେ ଗାଲାପଚେ, ଲକ୍ମନ୍ କେ ନଇଲାବେଲେ ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?”
28 Nati ufunamaim Jesu bar wanawanan run naatu ana bai’ufununayah wa’iwa’iramaim hibatiy, “Aisim aki afiy kakafin men anun titamih?”
29 ଏ କାତା ସୁନି ଜିସୁ ସେମନ୍କେ କଇଲା, “ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।”
29 Jesu iyafutih eo, “Men abistanamaim boro sawar iti na’atube hinamataramih, baise yoyoban akisinamo.”
30 ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେ ଜାଗା ଚାଡିକରି ଉଟିଗାଲାଇ । ସେମନ୍ ଗାଲିଲି ଦେସର୍ ବାଟ୍ଦେଇକରି ଜାଇତେରଇଲାଇ । ସେମନ୍ କନ୍ ଜାଗାଇ ଆଚତ୍ ବଲିକରି ଲକ୍ମନ୍ ନ ଜାନତ୍ ବଲି ଜିସୁ ମନ୍ କର୍ତେରଇଲା
30 Jesu ana bai’ufununayah bairi nati efan hihamiy, i hibusuruf Galilee wanawanan hiremor hin. Jesu men kok sabuw etei hitaso’ob i menamaim hinan.
31 କାଇକେବଇଲେ ସେ ତାର୍ ସିସ୍ମନ୍କେ ସିକାଇ ଦେବାକେ ମନ୍ କର୍ତେରଇଲା । ଜିସୁ ତାର୍ ସିସ୍ମନ୍କେ କଇଲା, “ସତ୍ ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମକେ, ଲକ୍ମନର୍ ଆତେ ସର୍ପି ଦେବାଇ ଆରି ସେମନ୍ ମକେ ମରାଇଦେବାଇ । ମାତର୍ ମୁଇ ମରିକରି ତିନ୍ଦିନ୍ ଗାଲାପଚେ ଆରି ତରେକ୍ ମଲାଟାନେଅନି ଜିବନ୍ ଅଇ ଉଟ୍ବି ।”
31 Anayabin i ana bai’ufnunenayah bi’obaibiyih. Naatu ana bai’obaiyenamaim iuwih eo, “Orot Natun boro hinabonawiy gawan umahimaim hinayai naatu hina’asabun namorob, veya tounu ufunamaim boro namisir maiye.”
32 ମାତର୍ ଜିସୁ କଇବା ଏ କାତାର୍ ଅରତ୍ ସିସ୍ମନ୍ ବୁଜତ୍ ନାଇ ଆରି ସେମନ୍ ସେ କାତାର୍ ଅରତ୍ ପାଚାର୍ବାକେ ଡର୍ଲାଇ ।
32 Bai’ufnunenayah iti tur bi’obaiyih naniyan men hibai naatu baibatiyin isan hibir.
33 ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଆଇଲାଇ ଆରି ସେମନ୍ ଗର୍ ବିତ୍ରେ ଗାଲାଇ । ତାର୍ପଚେ ଜିସୁ ସେମନ୍କେ ପାଚାର୍ଲା, “ତମେ ବାଟେ କନ୍ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”
33 Imaibo hina Capernaum hitit, naatu hirun bar wanawanan hima’am Jesu ibatiyih, “Efamaim tanan kwa abisa isan kwagamigam?”
34 ମାତର୍ ତାର୍ ସିସ୍ମନ୍ ଚିମ୍ରା ଅଇଦେଲାଇ । କାଇକେବଇଲେ ସେମନ୍ ବାଟେ, ଆମର୍ ବିତ୍ରେ ସବୁର୍ଟାନେଅନି କେ ବଡ୍ ବଲି ଦଦାପେଲା ଅଇତେରଇଲାଇ ।
34 Baise fanan men hiya’afutimih, anayabin efamaim hinan i taiyuwih higam yait i orot gagamintoro’ot.
35 ଜିସୁ ବସ୍ଲା ଆରି ତାର୍ ବାର୍ଟା ସିସ୍ମନ୍କେ ତାର୍ଲଗେ ଡାକାଇ ସେମନ୍କେ କଇଲା, “ଜଦି କେ ମୁକିଆ ଅଇବାକେ ମନ୍ କଲେ, ସେ ସବୁର୍ଟାନେଅନି ସାନ୍ ଅଇବାର୍ ଆଚେ, ଆରି ସବୁଲକର୍ ସେବା କର୍ବାର୍ ଆଚେ ।”
35 Jesu mare ana bai’ufnunenayah nah 12 eafih hina biyan hitit naatu iuwih eo, “Yait wan bai’iyonamih, i taiyuwin boro nan uftoro’ot nabat, sabuw etei’imak isah ni’akir nabow.”
36 ତାର୍ପଚେ ଜିସୁ ଗଟେକ୍ ସାନ୍ଟା ପିଲାକେ ନେଇକରି ସେମନର୍ ମୁଆଟେ ଟିଆ କରାଇ ସେମନ୍କେ କଇଲା,
36 Naatu kek bai na nahimaim iu bat, uman kek tuwabunamaim rauwabon naatu eo,
37 “କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।”
37 “O yait ayu wabu’umaim kek gidigidih inabuwih hai merar inayiy, ayu au merar kuyiy, naatu o yait ayu au merar kuyiy, men ayu akisu au merar kuyiy baise yait ayu iyunu anan auman ana merar kuyiy.”
38 ଜଅନ୍ ଜିସୁକେ କଇଲା, “ଏ ଗୁରୁ, ଗଟେକ୍ ଲକ୍ ତର୍ନାଉଁ ଦାରି ଲକ୍ମନର୍ଟାନେଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଟା ଆମେ ଦେକିକରି, ତାକେ ସେନ୍ତି ନ କର୍ ବଲି କଇଲୁ, କାଇକେବଇଲେ ସେ ଆମର୍ ନିଜର୍ ଲକ୍ ନଏଁ ।”
38 John eo, “Bai’obaiyenayan aki orot ta o wabimaim wagabur kakafih nununih ai’itin naatu a’otan, anayabin i men it ata kou’ay orot ta’amih.”
39 ମାତର୍ ଜିସୁ କଇଲା, “ତାକେ ଏନ୍ତି ନ କର୍ ବଲି ତେବାଆ ନାଇ କାଇକେବଇଲେ, ମର୍ ନାଉଁର୍ ବପୁ ପାଇକରି କାବା ଅଇଜିବା କାମ୍ମନ୍ କରିପାର୍ବା ଲକ୍, ମର୍ ବିରୁଦେ କାରାପ୍ କାତା ନ କଏ ।
39 Jesu iya’afut eo, “Orot men kwana’otanimih! Orot yait ayu wabu’umaim ina’inan nati na’atube esisinaf boro men karam nati bowabow ufunamaim ayu isau tur kakafih na’omih,
40 କାଇକେବଇଲେ ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ ।
40 anayabin orot babin yait men it isat ibiwosai, nati it nowat.
41 ଆରି ମୁଇ ତମ୍କେ ସତ୍ କଇଲିନି, କେ ତମ୍କେ ମର୍ନାଉଁ ଦାରି ଗଟେକ୍ ଗିଲାସ୍ ପାନି କାଇବାକେ ଦେଇସିବଇଲେ, ସେଟାର୍ପାଇ ସତ୍ସେ ତାକେ ପୁରୁସ୍କାର୍ ମିଲ୍ସି ।”
41 Anababatun a tur o’owen, orot babin yait ayu wabu’umaim o harew it kutomatom anayabin o i ayu nowau, i turobe ana baiyan boro nab.
42 ଜିସୁ କଇବାର୍ ଦାର୍ଲା “ଜଦି କେ ମର୍ତେଇ ବିସ୍ବାସ୍ କରିରଇବା ଗଟେକ୍ ଲକ୍କେ, ସେ କରିରଇବା ବିସ୍ବାସ୍ ଚାଡିଦେବାକେ ପାପ୍କାମ୍ କରାଇଲାଇନି ବଇଲେ, ସେ ଲକର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ପିଙ୍ଗିଦେବାଟା ତାର୍ପାଇ ନିକ ଅଇତା ।
42 Naatu ayu au bai’ufununayah hai baitumatum kikimin, orot yait nan hai not nabi’afiy, gewasin nati orot i boro sikan aumor hita’utan taiyan hititaiy tare.
43 ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି ।
43 O uma nabonawiy bowabow kakafin inasisinaf na’at, ku’afuw kwisaroun! Uma rounawat ma’ama wanatowanamaim inarur i gewasin, men basit uma rou’abaka itan efan kakafin wairaf wanatowan wan itayen,
44 କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।
44 motamot hita’ani naatu wairaf wanatowan in etoto’ab ta’arahi.
45 ଜଦି ତମର୍ ପାଦ୍ ତମ୍କେ ପାପ୍କାମ୍ କରାଇଲାନି ବଇଲେ, ସେ ପାଦ୍ କାଟି ପିଙ୍ଗିଦିଆସ୍ । ଜଡେକ୍ ପାଦ୍ ରଇକରି ନର୍କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍ଗେ କେଟ୍ବାଟା ତମର୍ପାଇ ନିକଅଇସି ।
45 Naatu a nabonawiy bowabow kakafin inasisinaf na’at, ku’afuw kwisaroun! A dubon ma’ama wanatowanamaim inarur i gewasin, men basit a rou’abaka inan efan kakafin,
46 କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।
46 motamot hina’aani naatu wairaf wanatowan in etoto’ab na’arahi.
47 ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ, ସେ ଆଁକି ବେଟି ପିଙ୍ଗିଦିଆସ୍ । କାଇକେବଇଲେ ଜଡେକ୍ ଆଁକି ରଇ ନର୍କେ ପେଲାଇଅଇବା ବାଦୁଲେ, ଗଟେକ୍ ଆଁକି ରଇକରି ସରଗ୍ ରାଇଜେ କେଟ୍ବାଟା ତମର୍ପାଇ ନିକରଇସି ।
47 Naatu mata nabonawiy bowabow kakafin inasisinaf na’at, kukubai kwisaroun! Mata ta’imon God ana aiwobomaim inarur i gewasin, men basit mata rou’abaka hinisrouni efan kakafinamaim inare,
48 କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।”
48 nati’imaim
49 “ଜେନ୍ତିକି ସୁନା ଜଇଟାନେ ପଡାଇକରି ନିର୍ମଲ୍ କଲାପାରା ସବୁ ଲକ୍ମନ୍କେ ଜଇସଙ୍ଗ୍ ନିର୍ମଲ୍ କର୍ବାଇ ।”
49 Sabuw etei’imak boro wairafamaim na’arahih narusouwih hinan riyabe hinamatar.
50 “ନୁନ୍ ଗଟେକ୍ ନିମାନ୍ ଜିନିସ୍ । ମାତର୍ ନୁନ୍ ଜଦି ତାର୍ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍ କେନ୍ତାର୍ କରିଆ ଅଇପାର୍ସି ? ତମେ ନୁନ୍ ପାରା ନିମାନ୍ ଗୁନେ ପୁରାପୁରୁନ୍ ଅଇ ସବୁଲକ୍ମନର୍ ସଙ୍ଗ୍ ମିସି ବିଡି କରି ସୁଆଲେ ରୁଆ” ବଲି କଇଲା ।
50 Riy i gewasin baise naniyan nabi’en boro men karam hiniwa’an naniyan namatar maiye, imih kwa i riy wanawanamaim nama, saise taituwa bairi boro tufuwamaim kwanama.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 9, comparar traduções ou montar um estudo — tudo direto pelo WhatsApp.