Marcos 6
ସତିଅର୍ ବାଟ୍ (DSO) vs AAI
1 ଜିସୁ ସେ ଜାଗା ଚାଡି, ସାନ୍ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
1 Jesu efan nati ihamiy matabir maiye ana bai’ufununayah hitur bairi hina ana bar ana merar hitit.
2 ବିସ୍ରାମ୍ବାର୍ ଆଇଲାକେ, ସେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାର୍ ଦାର୍ଲା, ଆରି କେତେ କେତେ ଲକ୍ ତାର୍ କାତା ସୁନି କାବା ଅଇ କଇଲାଇ, “ଏ ଲକ୍ ଏ ସବୁଜାକ କନ୍ତି ଅନି ସିକ୍ଲା ? ଆରି, ଆକେ ଏନ୍ତାରି ଗିଆନ୍ କେ ଦେଲା ? ଆରି କେବେ ନ ଅଇବା କାମର୍ ବପୁ କନ୍ତିଅନି ପାଇଲା ?
2 Baiyarir ana veya Kou’ay Baremaim busuruf sabuw i’obaibiyih, naatu sabuw moumurih ana tur hinonowar i hifofofor naatu hio, “Iti orot menamaim kirum so’ob? Naatu not rerekab yait itin ina’inanen fokarih esisinaf?
3 ଏ ଲକ୍ତା ସେ ବାଡଇ । ସେ ମରିୟମର୍ ପଅ, ଜାକୁବ୍, ଜସି, ଜିଉଦା ଆରି ସିମନ୍ ତାର୍ ବାଇ ଅଇବାଇ । ଆର୍ ବଇନିମନ୍ ତା ଇତି ଆମର୍ ସଙ୍ଗ୍ ଆଚତ୍ । ” ଏନ୍ତାରି କଇକରି ସେମନ୍ ତାକେ ମାନତ୍ ନାଇ ।
3 Iti orot i bar wowabayan. Mary natun taitin James, Joseph, Judas naatu Simon, ruburubun baibitar iti’imaim bairit tama’am?” Iti na’atube hio naatu hikwahir.
4 ତେଇ ଜିସୁ ସେମନ୍କେ କଇଲା, “ନିଜର୍ ନଅରର୍ କୁଟୁମର୍ ଲକ୍ମନ୍କେ ଆରି ନିଜର୍ ଗରର୍ ଲକ୍କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍କେ ସନ୍ମାନ୍ ମିଲ୍ସି ।”
4 Naatu Jesu hai tur eowen bar merar afa’amaim dinab orot i tekakakafiy, baise orot taiyuwin ana bar merar, ana sabuw, ana rara men tekakakafiy.
5 ସେଜାଗାଇ ଆରି କେତେଟା ରଗିମନ୍କେ ସେ ଆତ୍ ସଙ୍ଗଇକରି ନିକ କର୍ବାଟା ଚାଡି ଆରି କାଇ ନ ଅଇବା କାମ୍ କରିନାପାର୍ଲା । କାଇକେବଇଲେ ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ କରତ୍ ନାଇ ।
5 Naatu ana bar meraramaim ina’inan men ta sinaf, sawusawuwih bai’abamo biyah botobonen hiyawas.
6 ଆରି ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ ନ କର୍ବାଟା ଦେକି ଜିସୁ କାବାଅଇଗାଲା ।
6 Sabuw men hibitumatum isan Jesu ifofofor men kafai ta.
7 ପଚେ ସେ ଚାରିବେଡ୍ତିର୍ ଗାଉଁ ମନ୍ ବୁଲି ବୁଲି ସିକିଆ ଦେବାର୍ ଦାର୍ଲା । ଏତ୍କି ବିତ୍ରେ ସେ ବାରଟା ସିସ୍ମନ୍କେ ଲଗେ ଡାକି, ଦୁଇ ଦୁଇ ଲକ୍କେ ପାଟାଇବାର୍ ଆରାମ୍ କଲା, ସେମନ୍କେ ଡୁମାମନ୍କେ ଚାଡାଇବାକେ ଅଦିକାର୍ ଦେଲା ।
7 Ana bai’ufununayah nah 12 eafih hina hitit afiy kakafih nunih isan fair itih naatu orot rouru’ab iyafarih hitit.
8 ଜିବାବେଲେ ଗଟେକ୍ ଡାଙ୍ଗ୍ ଚାଡି ବାଟ୍ କର୍ଚର୍ ପାଇ ରୁଟି କି ବେସ୍ନିଟାନେ ଡାବୁ ନ ନିଆ ବଲି ଆଦେସ୍ ଦେଲା ।
8 Naatu iuwih, “Remor kwanabubusuruf a tu akisin kwanab, men sawar ta, men rafiy, men hafoy, naatu men kabay ta kwanab naiw a kikiramaim kwanarobere.
9 ମାତର୍ ସେମନ୍କେ ପାଣ୍ଡଇ ପିନ୍ଦ୍ବାକେ କଇଲା, ପିନ୍ଦିରଇବା ଚକା ଚାଡି ଆରି ଗଟେକ୍ ଚକା ନିଆନାଇ ବଲି କଇଲା ।
9 A baibiyon kwaniyoun, baise biya baibiyon men bairou’abin kwanab.”
10 “ଜେଡେବେଲେ ତମ୍କେ ଜାର୍ ଗରେ ଡାକ୍ବାଇ ସେ ନଅର୍ ଚାଡିଜିବା ଜାକ ତେଇସେ ରୁଆ ।
10 Naatu iuwih, “Bar merar menatan kwarur imaim kwanama kwanabow nanan a veya nab imaibo nati bar merar kwanihamiy.
11 ଜଦି କନ୍ ନଅରର୍ ଲକ୍ମନ୍ ତମ୍କେ ନ ନାମତ୍, ଆରି ତମର୍ କାତା ନ ସୁନତ୍, ସେ ଜାଗାଇ ଅନି ଆଇବା ବେଲେ ସେମନର୍ ବିରଦେ ସାକି ଇସାବେ, ତମର୍ ପାଦର୍ ଦୁଲି ପାପ୍ଡିଦିଆସ୍ । ଏଟାର୍ଲାଗି ସେ ନଅରର୍ ଲକ୍ମନ୍ ଜାନ୍ବାଇ ଜେ, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।”
11 Naatu efan menamaim a merar men hinay hinabubuwi, o fana men hinanonowar kwana’orarafih kwanana’ufut tafaram kwanihamiy kwanan, nati i hai baimatnuwen!”
12 ସିସ୍ମନ୍ ବାରଇ ଜାଇ ଲକ୍ମନ୍କେ “ତମର୍ ପାପ୍ ଟାନେଅନି ବାଉଡା ।” ବଲି ଜାନାଇଲାଇ ।
12 Basit hitit hin bowabow kakafihine dogor baikitabiren isan hibinan.
13 କେତେକ୍ କେତେକ୍ ଲକ୍ମନର୍ ଟାନେଅନି ଡୁମା ଚାଡାଇଲାଇ, ଆରି କେତେକ୍ ରଗି ଲକ୍ମନ୍କେ ଚିକନ୍ ଲାଗାଇ ନିମାନ୍ କଲାଇ ।
13 Wagabur moumurih maiyow hinunih hitit naatu sawusawuwih moumurih na’in biyah raiy hirarouw etei hiyawas.
14 ଜିସୁର୍ ନାଉଁ ସବୁବାଟେ ଉଡ୍ରା ଅଇଗାଲାକେ, ଏରଦ୍ ରାଜା ଜିସୁର୍ ବିସଇ ସୁନ୍ଲା, ଆରି ଲକ୍ମନ୍ କଇତେରଇଲାଇ, ଡୁବନ୍ ଦେଉ ଜଅନ୍ ମରିକରି ଉଟି ଆଚେ, ତେବର୍ପାଇ ଏ ସବୁ ନ ଅଇବା କାମର୍ ସକ୍ତି ତାର୍ଟାନେ କାମ୍ କଲାନି ।
14 Jesu wabin ra’at aiwob orot Herod nowar, anayabin sabuw afa hio’o Iti i John Baptist morobone misir maiye, imih biyanamaim fair ma ina’inanen ta ta sinaf temamatar.
15 ମାତର୍ ବିନ୍ ବିନ୍ ଲକ୍ମନ୍ କଇତେ ରଇଲାଇ, ଏ ଏଲିୟ, ଆରି କେ କେ କଇତେ ରଇଲାଇ, ଆଗର୍ ବାବବାଦି ମନର୍ପାରା ଗଟେକ୍ ଲକ୍ ।
15 Afa hio, “Iti i Elijah. Afa ibanak hio’o, ‘Iti i marasika dinab orot ta na tit.’”
16 ମାତର୍ ଏରଦ୍ ଏଟା ସୁନି କଇଲା, “ମୁଇ ଜନ୍ ଜଅନର୍ ମୁଣ୍ଡ୍ କାଟାଇଲି, ସେ ମଲାତେଇଅନି ଉଟିଆଚେ !”
16 Baise Herod nonowar ana maramaim eo, “John sikan abuburu’um i morobone misir maiye?”
17 ତେବେ ଏରଦ୍ ନିଜର୍ ବାଇ ପିଲିପର୍ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍ଦା କର୍ବାକେ ନିଜେ ଏରଦ୍ ଲକ୍ମନ୍କେ ପାଟାଇ ଡୁବନ୍ ଦେଉ ଜଅନ୍କେ ଦାରି, ବାନ୍ଦିକରି ବନ୍ଦି କର୍ବାକେ ଆଦେସ୍ ଦେଲା ।
17 Anayabin Herod taiyuwin iuwih John hifatum hibai hin dibur baremaim hiyaru’uy. Iti sisinaf ana’an i Herod tain Philip aawan bi’awan isan.
18 କାଇକେବଇଲେ ଜଅନ୍ ଏରଦ୍କେ ତର୍କେତର୍ କଇତେରଇଲା “ମସାର୍ ନିୟମ୍ ଇସାବେ ନିଜର୍ ବାଇର୍ ମାଇଜିକେ ସଙ୍ଗଇବାର୍ ତର୍ ବିଦି ନାଇ ।”
18 Anayabin Herod tain aawan bi’aawan isan John gam tur fokarin maiyow eo, “O i ofafar iastu’ub yawas kakafin kusisinaf.”
19 ଏନ୍ତାରି କଇଲାକେ ଏରଦିଆ ଜଅନ୍କେ ରିସା ଅଇ ତାକେ ମରାଇବାକେ ମନ୍ କର୍ତେରଇଲା, ମାତର୍ ନାପାର୍ତେ ରଇଲା ।
19 Imih Herodias yan so’ar kok kwanekwan boro John ta’asabun, baise ef men ta ma boro tasinaf.
20 କାଇକେବଇଲେ ଏରଦ୍ ଜଅନ୍କେ ଗଟେକ୍ ଦରମ୍ ଆରି ସୁକଲ୍ ଲକ୍ ବଲି ଜାନି ଡର୍ତେ ରଇଲା, ଆରି ତାକେ ରକିଆ କର୍ବାକେ ଚେସ୍ଟା କର୍ତେରଇଲା । ଜେଡେବେଲେ ମିସା ତାର୍ କାତା ସୁନ୍ତେରଇଲା, ବେସି କିଲ୍ବିଲ୍ ଅଇତେରଇଲା । ଏଲେମିସା ସେଟା ସାର୍ଦା ସଙ୍ଗ୍ ସୁନ୍ତେରଇଲା ।
20 Baise Herod i John isan birubir anayabin i so’ob John i orot kakafiyin, ana yawas mutufurin imih tatafafar, John binan Herod nonowar ana not i’afiy baise Herod ana kok i John tabinan i tanowar.
21 ପଚେ ଏରଦିଆର୍ ଜାଗ୍ତେ ରଇବା ଦିନ୍ କେଟିଆଇଲା । ଏରଦର୍ ଜନମ୍ ଦିନେ, ନିଜର୍ ମନ୍ତ୍ରି ମନ୍କେ ଆରି ମୁକିଅ ମୁକିଅ ସେନାପତି ଆରି ଗାଲିଲିର୍ ବଡ୍ବଡ୍ ଲକ୍ମନ୍କେ ଡାକି, ରାତିଆ ଗଟେକ୍ ବଜିକଲା ।
21 Basit veya gewasin ta Herod tutufuw ana veya baiyasisir isan hiyuw bogaigiwas, ana sabuw nukwanukwarih, baiyowayah nukwanukwarih, naatu Galilee wanawanan sabuw gagamih etei e’af ayuwih.
22 ତେଇ ଏରଦିଆର୍ ଟକି ବିତ୍ରେ ପୁରି ଏରଦ୍ ଆରି ତାର୍ ସଙ୍ଗ୍ ବସି କାଇବା ଲକ୍ମନ୍କେ ନାଟ୍କରି ମନ୍ଚାଇ ଦେଲା । ରାଜା ଟକିକେ କଇଲା, “ତୁଇ ଜାଇଟା ମନ୍ କଲୁସ୍ନି ସେଟା ମାଙ୍ଗ୍, ମୁଇ ତକେ ଦେବି ।”
22 Nati’imaim Herodias natun babitai na run benaben Herod ana nanawan sabuw hiru’ay hima’am etei hiyasisir men kikimin ta.
23 ଆରି ଏରଦ୍ ତାର୍ ଲଗେ ପର୍ମାନ୍ କଲା, “ତୁଇ ଆମ୍କେ ଜାଇଟା ମାଙ୍ଗ୍ଲେ ମିସା, ମୁଇ ରାଇଜର୍ ଅଦ୍ ବାଗ୍ ଜାକ ତକେ ଦେଇ ଦେବି ।”
23 Naatu babitai isan eobaifaro eo, “Abisa isan inifefeyan au aiwob turin auman boro anit.”
24 ତେଇଅନି ସେ ବାରଇଜାଇ ତାର୍ ମାଆକେ ପାଚାର୍ଲା, “ମୁଇ କାଇଟା ମାଙ୍ଗ୍ବି ?” ତାର୍ ମାଆ କଇଲା, “ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ମାଙ୍ଗ୍ ।”
24 Babitai in hinah ibatiy, “Ayu boro abisa isan anifefeyan?” Hinah iya’afut iu, “John Baptist ukwarin!”
25 ସେଦାପ୍ରେ ଟକି ରାଜାର୍ ଲଗେ ଆସି ଏଟା କଇ ମାଙ୍ଗ୍ଲା, “ତୁଇ ମକେ ଏବେ ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ କାଟି ଦେ ।”
25 Babitai matan kabiy in aiwob biyan tit ifefeyan eo, “Ayu akokok John Baptist ukwarin tew yan inayai iti boun inab inan initu.”
26 ସେକାତା ସୁନି ରାଜା ବେସି ଦୁକ୍ କଲା ମାତର୍ ନିଜେ କାତା ଦେଇରଇଲାଟା ଆରି କାଇବାକେ ବସି ରଇବା ଲକ୍ମନର୍ମୁଆଟେ ମାଙ୍ଗ୍ଲାଟା ନାଇ ବଲି କଇବାକେ ମନ୍ କରେନାଇ ।
26 Aiwob orot yababan gagamin bai, baise men karam sabuw matahamaim babitai isan eo’obaifaro ta’astu’ub.
27 ତେବେ ରାଜା ସେଦାପ୍ରେ ଗଟେକ୍ ସଇନକେ ପାଟାଇ ତାର୍ ମୁଣ୍ଡ୍ ଆନ୍ବାକେ ଆଦେସ୍ ଦେଲା, ତେଇ ସଇନ ବନ୍ଦି ଗରେ ଜାଇ, ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟ୍ଲା ।
27 Mar ta’imonamo tur iyafar sika afu’afuw orot iyun in John dibur baremaim ma’am sikan buru’um.
28 ଆରି ସେ ମୁଣ୍ଡ୍ ଗଟେକ୍ ତାଲାଇ ଆନି ଟକିକେ ଦେଲା, ଆରି ଟକି ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ନେଇ ତାର୍ ମାକେ ଦେଲା ।
28 Naatu ukwarin tew yan iwan bai na babitai itin imaibo bai in hinah itin.
29 ଜଅନର୍ ସିସ୍ମନ୍ ତେଇର୍ କବର୍ ସୁନି ଆଇଲାଇ, ଆରି ମଲା ମଡ୍କେ ନେଇ ମସ୍ନେ ତପ୍ଲାଇ ।
29 John ana bai’ufununayah tur hinonowar ana veya hina biyan hibai hin rahamaim hiyai.
30 ପଚେ ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
30 Tur Abarayah himatabir hina Jesu biyan hitit mi’itube hibowabow naatu sabuw hibi’obaiyih ana tur hi’owen.
31 ସେଡ୍କି ବେଲେ ଜିସୁ ସେମନ୍କେ କଇଲା, “ତମେମନ୍ ମର୍ସଙ୍ଗ୍ ଆସା ଆମେ ଗଟେକ୍ କିନରା ଜାଗାଇ ଜାଇ ଚନେକ୍ ବିସ୍ରାମ୍ କରୁ ।” କାଇକେବଇଲେ କେତେକ୍ କେତେକ୍ ଲକ୍ ଆସ୍ ଜା ଅଇତେରଇଲାଇଜେ ସେମନ୍କେ କାଇବାକେ ମିସା ସୁଜଗ୍ ନ ମିଲ୍ତେ ରଇଲା ।
31 Naatu Jesu iuwih eo, “Tarabon tan efan sira’utubinamaim mar kafai taniyarir. Anayabin sabuw moumurih Jesu isan hirun hititit, ana bai’ufununayah bay men karam boro hitaa.
32 ତେବେ ଜିସୁ ଆରି ତାର୍ ସିସ୍ମନ୍ ବାରଇ ବେଗ୍ଲି ଜାଇ ଡଙ୍ଗାଇ ବସି ଗଟେକ୍ କିନରା ଜାଗାଇ ଗାଲାଇ ।
32 Imih akisihimo wa afe’en hisra’at hin efan ana sira’utubinamaim hitit.
33 ମାତର୍ ସେମନ୍ ବାରଇ ଜିବାଟା ବେସିଲକ୍ ଦେକି ଚିନ୍ଲାଇ, ଆରି ସବୁ ନଅରେ ଅନି ଲକ୍ମନ୍ ପାଲାଇ ପାଲାଇ ଜାଇ ସେମନର୍ ଆଗ୍ତୁ କେଟ୍ଲାଇ ।
33 Baise hinan sabuw moumurih na’in hi’itih hi’inanih, naatu hai bar hai merar hihamiyen aunah hi’iyon hina hima isan hikakaif na run,
34 ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍ମନ୍କେ ଦେକି ତାର୍ ଜିବନ୍ ଦୁକାଇ ଦୟାକଲା । କାଇକେବଇଲେ ସେମନ୍ ଗଉଡ୍ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍କେ କେତେକ୍ ବିସଇ ସିକିଆ ଦେବାର୍ଦାର୍ଲା ।
34 wa’ane bisure auman sabuw kou’ay gagamin hima’am itih iyababan, anayabin iti sabuw i sheep na’atube aurih nabatanenayan en, naatu busuruf sawar moumurih na’in i’obaibiyih.
35 ଏତ୍କି ବିତ୍ରେ ବେଲ୍ ବସି ଆଇବାକେ ସିସ୍ମନ୍ ଆସି ଜିସୁକେ କଇଲାଇ, “ଏ ଜାଗା ତା ଚିମ୍ରା ଜାଗା ଆରି ବେଲ୍ ମିସା ବସିଆଇଲାନି,
35 Veya ra’iy birabirab auman, ana bai’ufununayah hina biyan hitit hio, “Iti efan i yok na’in naatu veya i sawar,
36 ତେବର୍ପାଇ ଲକ୍ମନ୍କେ ପାଟାଇ ଦିଆସ୍ । ଜେନ୍ତି କି ସେମନ୍ ଚାରିବେଡ୍ତିର୍ ଗାଉଁ ମନ୍କେ ଜାଇ ନିଜର୍ ନିଜର୍ ପାଇ କାଇବାକେ କାଇଟା ମିସା ଗେନତ୍ ।”
36 sabuw kwiyafarih ten bar merar afa iti yubinamaim naatu masaw baremaim bay hinatobon hinaa.”
37 ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।” ସେମନ୍ ତାକେ କଇଲାଇ, “ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି ?”
37 Baise Jesu iyafutih eo, “Kwa a efanamaim abisa ema’am i kwaitih te’aan.” Naatu hiya’afut hio, “Bay nati na’atube i boro sumar etei eight orot ta’imon ana baiyan ana fofonin tanatobon sabuw tanituwih.”
38 ଜିସୁ ସେମନ୍କେ କଇଲା, “ତମର୍ ଲଗେ କେତେଟା ରୁଟି ଆଚେ ? ଜାଇ ଦେକା ।” ସେମନ୍ ଦେକିଆସି ତାକେ କଇଲାଇ, “ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।”
38 Jesu ibatiyih, “Kwa rafiy fafar bai’ab isa tema’am? Kwan kwa’itin.” Hin hiso’ob hina ana tur hi’owen rafiy fafar etei five naatu siy rou’ab.
39 ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା ।
39 Imaibo Jesu eo, “Sabuw kwa’uwih matan, matan fotan gewasin yan timarir.”
40 ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ ।
40 Naatu sabuw hi’uwih matan, matan fotan gewasin yan himarir, afa 100 na’atube afa 50 na’atube.
41 ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।” ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା ।
41 Jesu rafiy five naatu siy rou’ab auman bow au mar nuw ra’at God ana merar yi imseseben ana bai’ufununayah itih hibow sabuw hifaramih.
42 ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ,
42 Sabuw etei nati bay hi’aa hai fofonin bai.
43 ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।
43 Ana bai’ufununayah rafiy rebarebah, naatu siy turih sabuw hi’aa hibow sakasak etei 12 hiwan foten.
44 ତେଇ କାଇଲା ଲକ୍ମନର୍ ବିତ୍ରେ ଅବ୍କା ମନସ୍ ପିଲାମନ୍ ପାଁଚ୍ ଅଜାର୍ ରଇଲାଇ ।
44 Oro’orot bay hi’aa i etei 5,000.
45 ସେଦାପ୍ରେ ଜିସୁ ନିଜର୍ ସିସ୍ମନ୍କେ ଡଙ୍ଗାଇ ବସି ଗାଡ୍ ସେପାଟର୍ ବେତ୍ସାଇଦାଇ ତାର୍ ଆଗ୍ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍ମନ୍କେ ନିଜର୍ ନିଜର୍ ଗର୍ମନ୍କେ ପାଟାଇ ଦେଲା ।
45 Mar ta’imonamo Jesu ana bai’ufununayah iuwih wa hisra’at au Bethsaida wan iyafarih hirabon naatu i baise ma sabuw itubabarih hai ubar hin.
46 ଜିସୁ ଲକ୍ମନ୍କେ ପାଟାଇଲା ପଚେ, ପାର୍ତନା କର୍ବାକେ କୁପ୍ଲିଉପ୍ରେ ଗାଲା ।
46 Sabuw itubarih hinan ufunamaim yoyobanamih yen in oyaw wan tit.
47 ରାତି ଅଇଲାକେ ଡଙ୍ଗା ସମ୍ଦୁର୍ ମଜାଇ ରଇଲା, ଆରି ସମ୍ଦୁର୍ ପାଲି ଜିସୁ ଗଟେକ୍ ଲକ୍ସେ ରଇଲା ।
47 Birabirab auman wa re in kuyowen naatu Jesu akisinamo i me yanamaim ma.
48 ମୁଆଟ୍ ବାଟେ ଅନି ପବନ୍ ଆଇତେ ରଇଲାଜେ ତାର୍ ସିସ୍ମନ୍ ଡଙ୍ଗା ଗାଟ୍ବାକେ କସ୍ଟ ଅଇବାଟା ଜିସୁ ଦେକ୍ଲା । କୁକ୍ଡା ଡାକେ ଜିସୁ ସମ୍ଦୁର୍ ଉପ୍ରେ ଇଣ୍ଡି ଇଣ୍ଡି ସେମନର୍ ଲଗେ ଗାଲା, ଆରି ସେମନ୍କେ ବାଟ୍ ଦେଇ ଜିବାଟା ସିସ୍ମନ୍ ଦେକ୍ଲାଇ ।
48 Ana bai’ufununayah i’itih i hiboy hibi’akir, anayabin yourabad nahine bababin, mar tot auman Jesu tit riy yan bat remor in biyah tit tanatabirihimih.
49 ମାତର୍ ସେମନ୍ ଜିସୁ ପାନିତେଇ ଇଣ୍ଡ୍ବାଟା ଦେକି ଡୁମା ବଲି ବାବି କିର୍କିର୍ଲାଇ ।
49 Baise hinuw harew yan bat remor nan hi’itin ana veya wagabur mowan ta hirouw hitar koukuw.
50 କାଇକେବଇଲେ ସବୁଲକ୍ ତାକେ ଦେକି କିଲ୍ବିଲ୍ ଅଇଜାଇତେ ରଇଲାଇ । ସେଦାପ୍ରେ ଜିସୁ ସେମନର୍ ସଙ୍ଗ୍ କାତା ବାର୍ତା ଅଇ ସେମନ୍କେ କଇଲା, “ଡରାନାଇ ସାଆସ୍ ଦାରା, ଏଟାତା ମୁଇ ।”
50 Anayabin Jesu iti na’atube sinaf hi’itin i hibir men kikimin ta, baise Jesu matan kabiy iuwih eo, “Ya hinakwat! Men kwanabirumih! Ayu anan.”
51 ଆରି, ସେ ସେମନର୍ ଲଗେ ଜାଇ ଡଙ୍ଗାଇ ଚଗ୍ଲା, ଆରି ପବନ୍ ବନ୍ଦ୍ ଅଇଲା । ତେଇ ସେମନ୍ ମନେ ମନେ କାବା ଅଇଗାଲାଇ,
51 Naatu wa afe’en yen nuwarob eafuw ana bai’ufununayah hifofofor men kafaita.
52 କାଇକେବଇଲେ ପାଁଚ୍ଟା ରୁଟିର୍ ଗଟ୍ନାଇଅନି ଜିସୁ କେ ବଲି ବୁଜି ନ ରଇଲାଇଜେ ସେମନର୍ ବୁଦି ଗୁପିଜାଇରଇଲା ।
52 Anayabin rafiy bimasib ana kirikirifot men hiso’ob, baise dogorohine i fokar.
53 ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ଲଙ୍ଗି ଗିନେସରତ୍ ବାଟେ ଜାଇକରି କେଟ୍ଲାଇ ଆରି ଗାଡ୍ପାଲି ଡଙ୍ଗା ବାନ୍ଦ୍ଲାଇ ।
53 Naatu harew hirabon tafaram Genesaret imaim hirun hai wa hirouw,
54 ଆରି, ଡଙ୍ଗାଇ ଅନି ଉତର୍ଲା ଦାପ୍ରେ, ଲକ୍ମନ୍ ଜିସୁକେ ଚିନ୍ଲାଇ ।
54 wa’ane hitit hirara’iy ana veya sabuw Jesu hi’itin hi’inan.
55 ଆରି ସେମନ୍ ଜିସୁ ଆଇଲା କବର୍ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍ ଜନ୍ ଜାଗାଇ ଆଚେ ବଲି ସୁନ୍ଲାଇ, ସେ ଜାଗାଇ ଜରର୍ ଲକ୍ମନ୍କେ କଟ୍ ମିସ୍ତେ ବଇ ଆନ୍ବାର୍ ଦାର୍ଲାଇ ।
55 Naatu nati tafaram wanawanan sabuw himatkabikabiy hinunuw sawusawuwih emo’em hiwan hi’abar Jesu ana tur hinonowar imaim hi’abar hin.
56 ଆରି ସେ ଜେତେକ୍ ଜେତେକ୍ ଗାଉଁ, ସଅର୍ ଆରି ପୁଟ୍ ମନ୍କେ କେଟ୍ଲା, ଲକ୍ମନ୍ ସେ ସବୁ ଜାଗାଇ ଆଟ୍ ବଜାର୍ମନ୍କେ ରଗିମନ୍କେ ସଙ୍ଗଇଦେଇ, ସେମନ୍ ତାର୍ ଲୁଗା ଅଁଟିଟାନେ ଚିଇବୁ ବଲି ଜୁଆର୍ବିଆର୍ କଲାଇ । ଜେତେକ୍ ଲକ୍ ତାକେ ଚିଇଲାଇ, ସବୁଲକ୍ ନିକ ଅଇଲାଇ ।
56 Bar merar kikimin o gagamin, naatu masaw bar imaim inan ana tur hinonowar, sawusawuwih hibow hitit ahar efanamaim hiya hifefeyan hai kok i mi’itube ana waifuw yomaninawat hitabutubun. Naatu sabuw etei Jesu hibubutubun iyawasih.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 6, comparar traduções ou montar um estudo — tudo direto pelo WhatsApp.