Marcos 15
ସତିଅର୍ ବାଟ୍ (DSO) vs ARIB
1 ସାକାଲ୍ ସାକାଲ୍ ପାର୍ତନା ଗରର୍ ମୁକିଅ ପୁଜାରିମନ୍, ମୁକିଅ ନେତାମନ୍, ଜିଉଦି ନେତାମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ଜିଉଦି ଲକ୍ମନ୍କେ ସାସନ୍ କର୍ବା ସବୁ ରକାମର୍ ନେତାମନ୍ ଜିସୁକେ କାଇଟା କର୍ବାର୍ ଆଚେ ? ବଲି ଗଟେକ୍ ବଡ୍ ପଁଚାଦି କଲାଇ । ସେମନ୍ ତାକେ ବାନ୍ଦିକରି ସାସନ୍ କର୍ବା ପିଲାତ୍କେ ସର୍ପିଦେଲାଇ ।
1 Logo de manhã tiveram conselho os principais sacerdotes com os anciãos, os escribas e todo o sinédrio; e maniatando a Jesus, o levaram e o entregaram a Pilatos.
2 ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା ?” ଜିସୁ ତାକେ କଇଲା, “ତୁଇ ଜନ୍ଟା ପାଚାର୍ଲୁସ୍ନି, ସେଟା ସତ୍ସେ ।”
2 Pilatos lhe perguntou: És tu o rei dos judeus? Respondeu-lhe Jesus: É como dizes.
3 ମୁକିଅ ପୁଜାରିମନ୍ ଜିସୁକେ ଦସ୍ ଦେଇ କଇବାର୍ ଦାର୍ଲାଇ ।
3 e os principais dos sacerdotes o acusavam de muitas coisas.
4 ସେବେଲା ପିଲାତ୍ ତାକେ ଆରିତରେକ୍ ପାଚାର୍ଲା, “ତୁଇ କାଇକେ ଚିମ୍ରା ଅଇଦେଲୁସ୍ ? କାଇଟା ମିସା କଉସ୍ ନାଇ । ଦେକା ସେମନ୍ ତର୍ ବିରଦେ କେତେକ୍ ନିନ୍ଦା କାତା କଇଲାଇନି ।”
4 Tornou Pilatos a interrogá-lo, dizendo: Não respondes nada? Vê quantas acusações te fazem.
5 ମାତର୍ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍ ବେସି କାବା ଅଇଗାଲା ।
5 Mas Jesus nada mais respondeu, de maneira que Pilatos se admirava.
6 ରକିଆ ପାଇବାର୍ ପରବ୍ କଲାବେଲେ ସବୁ ବରସର୍ ରିତିନିତି ଇସାବେ ପିଲାତ୍, ଜନ୍ ଆଲେ ବନ୍ଦି ଲକ୍କେ, ଲକ୍ମନ୍ ବାର୍କରାଇ ଦେବାକେ ମନ୍ କରତେରଇଲାଇ, ତାକେ ବାର୍କରାଇ ଦେଇତେରଇଲା ।
6 Ora, por ocasião da festa costumava soltar-lhes um preso qualquer que eles pedissem.
7 ସେବେଲେ ସର୍କାରର୍ ବିରୁଦେ ଦାବିକରି ବାର୍ବା ନାଉଁର୍ ଗଟେକ୍ ଲକ୍ ବନ୍ଦି ଅଇରଇଲା । ଏ ଲକ୍ ଆରି କେତେଟା ଲକ୍ମନର୍ ସଙ୍ଗ୍, ଲକ୍ମନ୍କେ ମରାଇ ବନ୍ଦି ଅଇରଇଲା ।
7 E havia um, chamado Barrabás, preso com outros sediciosos, os quais num motim haviam cometido um homicídio.
8 ଲକ୍ମନ୍ ପିଲାତର୍ଟାନେ ଆସି, କଇଲାଇ, “ସବୁ ବରସର୍ ରିତିନିତି ଇସାବେ ଏ ତରେକ୍ ମିସା ଗଟେକ୍ ବନ୍ଦି ଲକ୍କେ ମୁକ୍ଲାଇ କରି ବାର୍କରାଇଦେସ୍ ।”
8 E a multidão subiu e começou a pedir o que lhe costumava fazer.
9 ପିଲାତ୍ ଲକ୍ମନ୍କେ ପାଚାର୍ଲା, “ତମେ କାକେ ମନ୍ କଲାସ୍ନି ? ମୁଇ ତମର୍ ଲାଗି ଜିଉଦିମନର୍ ରାଜାକେ ଚାଡିଦେବି କି ?”
9 Ao que Pilatos lhes perguntou: Quereis que vos solte o rei dos judeus?
10 ପିଲାତ୍ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍ କୁଟ୍ ପାଁଚି ଜିସୁକେ ତାର୍ ଆତେ ସର୍ପିଦେଇ ଆଚତ୍ ବଲିକରି ସେ ଜାନିରଇଲା ।
10 Pois ele sabia que por inveja os principais sacerdotes lho haviam entregado.
11 ମାତର୍ ମୁକିଅ ପୁଜାରିମନ୍ ଲକ୍ମନ୍କେ ଉସ୍କାଇ କରି, “ଜିସୁର୍ ବାଦୁଲେ ବାର୍ବାକେ ଆମର୍ପାଇ ବନ୍ଦି ଗରେଅନି ମୁକ୍ଲାଇବାକେ କୁଆ ।” ବଲି କଇଲାଇ ।
11 Mas os principais sacerdotes incitaram a multidão a pedir que lhes soltasse antes a Barrabás.
12 ମାତର୍ ପିଲାତ୍ ଆରିତରେକ୍ ପାଚାର୍ଲା, “ସେନ୍ତିଆଲେ ତମେ ଜନ୍ ଲକ୍କେ ଜିଉଦିମନର୍ ରାଜା ବଲି କଇଲାସ୍ନି, ତାକେ ମୁଇ କାଇଟା କର୍ବି ବଲି ତମେ ମନ୍ କଲାସ୍ନି ?”
12 E Pilatos, tornando a falar, perguntou-lhes: Que farei então daquele a quem chamais reis dos judeus?
13 ଲକ୍ମନ୍ ବେସି ରାଟୁକରି କଇଲାଇ, “ତାକେ କୁର୍ସେ ମରାଆ ।”
13 Novamente clamaram eles: Crucifica-o!
14 ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
14 Disse-lhes Pilatos: Mas que mal fez ele? Ao que eles clamaram ainda mais: Crucifica-o!
15 ସେଟାର୍ପାଇ ପିଲାତ୍ ଲକ୍ମନ୍କେ ସାର୍ଦା କରାଇବାକେ ମନ୍କରି ବାର୍ବାକେ ବନ୍ଦି ଗରେଅନି ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାରି, କୁରୁସ୍କାଟେ କୁଟିମାରି ମରାଇଦେବାକେ ସନିଅମନ୍କେ ସର୍ପିଦେଲା ।
15 Então Pilatos, querendo satisfazer a multidão, soltou-lhe Barrabás; e tendo mandado açoitar a Jesus, o entregou para ser crucificado.
16 ସନିଅମନ୍ ଜିସୁକେ ରମିୟ ସର୍କାରର୍ ସାସନ୍କାରିଆ ପିଲାତର୍, ମୁକିଅ ଗରର୍ ଡାଣ୍ଡେ ଦାରିଗାଲାଇ ଆରି ସେମନ୍ ବିନ୍ ସନିଅମନ୍କେ ଗଟେକ୍ ଟାନେ ଡାକି ରୁଣ୍ଡାଇଲାଇ ।
16 Os soldados, pois, levaram-no para dentro, ao pátio, que é o pretório, e convocaram toda a corte;
17 ସେମନ୍ ଜିସୁକେ କିଜାଇବାକେ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇଲାଇ ଆରି ଗଟେକ୍ କାଟାର୍ ମୁକୁଟ୍ ତିଆର୍କରି ତାର୍ ମୁଣ୍ଡେ ପିନ୍ଦାଇଦେଲାଇ ।
17 vestiram-no de púrpura e puseram-lhe na cabeça uma coroa de espinhos que haviam tecido;
18 ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।”
18 e começaram a saudá-lo: Salve, rei dos judeus!
19 ସେମନ୍ ତର୍କେତର୍ ବେତ୍ ଡାଙ୍ଗ୍ ସଙ୍ଗ୍ ତାର୍ ମୁଣ୍ଡେ ମାର୍ତେରଇଲାଇ ଆରି ତାର୍ ଉପ୍ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍ କଲାଇ ।
19 Davam-lhe com uma cana na cabeça, cuspiam nele e, postos de joelhos, o adoravam.
20 ସେମନ୍ ଜିସୁକେ କିଜାଇ ସାରାଇଲାପଚେ, ଜାମ୍କଲି ରଙ୍ଗର୍ ବସ୍ତର୍ ତାର୍ ଗାଗ୍ଡେଅନି ବେଟିକରି, ନିଜର୍ ବସ୍ତର୍ ପିନ୍ଦାଇଦେଲାଇ । ତାର୍ପଚେ ସେମନ୍ ତାକେ କୁର୍ସକାଟେ ମରାଇବାକେ ଗଡ୍ ବାଇରେ ଦାରିଗାଲାଇ ।
20 Depois de o terem assim escarnecido, despiram-lhe a púrpura, e lhe puseram as vestes. Então o levaram para fora, a fim de o crucificarem.
21 ସେବେଲା ଆଲେକ୍ଜାଣ୍ଡାର୍ ଆରି କୁର୍ନିୟ ଜାଗାର୍ ରୁପ୍ଅର୍ ବାବା ସିମନ୍ ନାଉଁର୍ ଗଟେକ୍ ଲକ୍, ପଲିଗାରାମ୍ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍ ତାକେ ଜିସୁର୍ କୁର୍ସ ବଇବାକେ ବାଦିଅ କଲାଇ ।
21 E obrigaram certo Simão, cireneu, pai de Alexandre e de Rufo, que por ali passava, vindo do campo, a carregar-lhe a cruz.
22 ତାର୍ପଚେ ସେମନ୍ ଜିସୁକେ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, କାପାଲ୍ ଜାଗା ।
22 Levaram-no, pois, ao lugar do Gólgota, que quer dizer, lugar da Caveira.
23 ସେମନ୍ ଜିସୁକେ ଅସ ମିସାଇଲା ଅଙ୍ଗୁର୍ ରସ୍ କାଅ ବଲିକରି ଦେଲାଇ, ମାତର୍ ସେ ନିଚ୍ଲା ।
23 E ofereciam-lhe vinho misturado com mirra; mas ele não o tomou.
24 ତାର୍ପଚେ ଜିସୁକେ କୁର୍ସେ ଚଗାଇଲାଇ ଆରି ତାର୍ ବସ୍ତର୍ କାର୍ବାଗେ କାଇଟା ମିଲ୍ସି ବଲି ବାଟାକରି ନେବାକେ, କେଡ୍ ପୁଟାଇକରି ନିଜର୍ ନିଜର୍ ବିତ୍ରେ ବାଟାକରି ନେଲାଇ ।
24 Então o crucificaram, e repartiram entre si as vestes dele, lançando sortes sobre elas para ver o que cada um levaria.
25 ସେମନ୍ ସାକ୍ଲିଆ ନ ଗଁଟା ବେଲାଇ ଜିସୁକେ କୁର୍ସେ ଚଗାଇଲାଇ ।
25 E era a hora terceira quando o crucificaram.
26 ଆରି “ଏଟା ଜିଉଦିମନର୍ ରାଜା । ” ବଲି ନିନ୍ଦା କାତା ଲେକି କୁରୁସ୍ ଉପ୍ରେ ଡସାଇଲାଇ ।
26 Por cima dele estava escrito o título da sua acusação: O REI DOS JUDEUS.
27 କୁର୍ସେ ଜିସୁର୍ ସଙ୍ଗ୍ ଆରି ଦୁଇଟା ଚର୍ମନ୍କେ, ତାର୍ ଉଜାବାଟେ ଗଟେକ୍କେ, ଡେବ୍ରି ବାଟେ ଆରିଗଟେକ୍କେ ଚଗାଇରଇଲାଇ ।
27 Também, com ele, crucificaram dois salteadores, um à sua direita, e outro à esquerda.
28 ସେ ବୁଲ୍ କଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି, ଇସାବ୍ ଅଇଲା ବଲିକରି ପର୍ମେସରର୍ ସାସ୍ତରେ ଲେକାଅଇରଇବା ବିସଇ ସିଦ୍ ଅଇଲା ।
28 {E cumpriu-se a escritura que diz: E com os malfeitores foi contado.}
29 ସେ ବାଟ୍ ଦେଇ ଜିବା ଲକ୍ମନ୍ ନିଜେ ନିଜେ ମୁଣ୍ଡ୍ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍ତନା ଗର୍ ବାଙ୍ଗାଇ କରି ତିନ୍ଦିନ୍ ବିତ୍ରେ ତିଆର୍ କର୍ବାଲକ୍ ଏ ସେ କି ?” ବଲି କିଜାଇଲାଇ ।
29 E os que iam passando blasfemavam dele, meneando a cabeça e dizendo: Ah! tu que destróis o santuário e em três dias o reedificas.
30 “ତୁଇ ଏବେ କୁର୍ସେ ଅନି ଉତ୍ରି ନିଜ୍କେ ରକିଆ କର୍ ।”
30 salva-te a ti mesmo, descendo da cruz.
31 ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇବା ଲକ୍ମନ୍ ମିସା ନିଜର୍ ନିଜର୍ ବିତ୍ରେ କାତାଅଇକରି କିଜାଇଲାଇ । ସେମନ୍ କଇତେରଇଲାଇ, “ବିନ୍ ଲକ୍ମନ୍କେ ରକିଆ କର୍ତେରଇଲା, ମାତର୍ ସେ ନିଜେ ରକିଆ ଅଇ ନାପାର୍ଲା ।”
31 De igual modo também os principais sacerdotes, com os escribas, escarnecendo-o, diziam entre si: A outros salvou; a si mesmo não pode salvar;
32 “ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
32 desça agora da cruz o Cristo, o rei de Israel, para que vejamos e creiamos, Também os que com ele foram crucificados o injuriavam.
33 ମୁଇଦାନିଆ ବାର୍ଟା ବେଲାଇଅନି ତିନ୍ଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା ।
33 E, chegada a hora sexta, houve trevas sobre a terra, até a hora nona.
34 ଦିନ୍ ତିନ୍ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍ତାନି ।” ଆର୍ ଅରତ୍ ଅଇଲାନି, “ଏ ମର୍ ପର୍ମେସର୍ ଏ ମର୍ ପର୍ମେସର୍, ତମେ ମକେ କାଇକେ ଚାଡିଦେଲାସ୍ ?”
34 E, à hora nona, bradou Jesus em alta voz: Eloí, Eloí, lamá, sabactani? que, traduzido, é: Deus meu, Deus meu, por que me desamparaste?
35 ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍ କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
35 Alguns dos que ali estavam, ouvindo isso, diziam: Eis que chama por Elias.
36 ତେଇଅନି ଗଟେକ୍ ଲକ୍ ପାଲାଇ ଜାଇ ଅଙ୍ଗୁର୍ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍ରେ ଲାମାଇଦେଲା । ସେ ଲକ୍ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍ସେ ଅନି ଉତ୍ରାଇଦେଇସି କି ନାଇ ଦେକୁ ।”
36 Correu um deles, ensopou uma esponja em vinagre e, pondo-a numa cana, dava-lhe de beber, dizendo: Deixai, vejamos se Elias virá tirá-lo.
37 ମାତର୍ ଜିସୁ ଆଉଲିଅଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
37 Mas Jesus, dando um grande brado, expirou.
38 ସେବେଲା ମନ୍ଦିରର୍ ସୁକଲ୍ ଜାଗା ବିନେ କର୍ବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ତାଡ୍ ଅଇ ଚିରିଅଇଗାଲା ।
38 Então o véu do santuário se rasgou em dois, de alto a baixo.
39 ତେଇ ଜିସୁର୍ କୁର୍ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍ମେସରର୍ ପିଲା ରଇଲା ।”
39 Ora, o centurião, que estava defronte dele, vendo-o assim expirar, disse: Verdadeiramente este homem era filho de Deus.
40 ତେଇ କେତେଟା ମାଇଜିମନ୍ ମିସା କୁର୍ସେ ଅନି ଦୁରିକେ ଟିଆଅଇ ଦେକ୍ତେରଇଲାଇ । ସେମନ୍ ଅଇଲାଇନି, ମଗ୍ଦଲିନି ମରିୟମ୍, ସାନ୍ଟା ଜାକୁବ୍ ଆରି ଜସିର୍ ମା ମରିୟମ୍ ଆରି ସଲମି ।
40 Também ali estavam algumas mulheres olhando de longe, entre elas Maria Madalena, Maria, mãe de Tiago o Menor e de José, e Salomé;
41 ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍ ଜିସୁର୍ ସଙ୍ଗ୍ ଜାଇତେରଇଲାଇ । ଆରି ତାକେ ଦର୍କାର୍ ରଇଲା ବିସଇ ସାଇଜ କର୍ତେରଇଲାଇ । ଜିସୁର୍ ସଙ୍ଗ୍ ଜିରୁସାଲାମେ ଆସିରଇଲା ବିନ୍ ମାଇଜିମନ୍ ମିସା ତେଇ ରଇଲାଇ ।
41 as quais o seguiam e o serviam quando ele estava na Galiléia; e muitas outras que tinham subido com ele a Jerusalém.
42 ସେ ଦିନ୍ ବିସ୍ରାମ୍ ଦିନ୍ ପାଇ ତିଆର୍ ଅଇବା ଦିନ୍ ଅଇରଇଲା । ସେଦିନେ ସଞ୍ଜ୍ବେଲା,
42 Ao cair da tarde, como era o dia da preparação, isto é, a véspera do sábado,
43 ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା ।
43 José de Arimatéia, ilustre membro do sinédrio, que também esperava o reino de Deus, cobrando ânimo foi Pilatos e pediu o corpo de Jesus.
44 ଜିସୁ ଏତେକ୍ ଦାପ୍ରେ ମରିଗାଲା ବଲି ସୁନି ପିଲାତ୍ କାବା ଅଇଗାଲା । ତାର୍ ସନିଅମନର୍ ନେତାକେ ଡାକି “ଜିସୁ ମଲାବେ କି ?” ବଲି ପାଚାର୍ଲା ।
44 Admirou-se Pilatos de que já tivesse morrido; e chamando o centurião, perguntou-lhe se, de fato, havia morrido.
45 ସେ ସନିଅମନର୍ ନେତା, ଜିସୁ ମରିଗାଲା ବିସଇ ପିଲାତ୍କେ କଇଲା । ତାର୍ପଚେ ଜସେପ୍କେ ପିଲାତ୍ କଇଲା, “ତୁଇ ମଡ୍ ନେଇ ପାରୁସ୍ ।”
45 E, depois que o soube do centurião, cedeu o cadáver a José;
46 ସେଟାର୍ପାଇ ଜସେପ୍ ଜିସୁର୍ ଗାଗଡ୍ କୁର୍ସ ଉପ୍ରେଅନି ଉତ୍ରାଇ ଆନ୍ଲା ଆରି ଗଟେକ୍ ନୁଆ ଲୁଗା ସଙ୍ଗ୍ ଗୁଡିଆଇକରି ରାଙ୍ଗ୍ନି କାଟି ତିଆର୍ କରି ରଇଲା ଗଟେକ୍ ପାଆରେ ନେଇକରି ସଙ୍ଗଇଲା । ଗଟେକ୍ ବଡ୍ ଚାଚଡା ପାକ୍ନା ନେଇ ପାଆର୍ ମୁଆଟେ ଡାବିଦେଲା ।
46 o qual, tendo comprado um pano de linho, tirou da cruz o corpo, envolveu-o no pano e o depositou num sepulcro aberto em rocha; e rolou uma pedra para a porta do sepulcro.
47 ଜିସୁକେ ଜନ୍ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍ଦଲିନି ମରିୟମ୍ ଆରି ଜସିର୍ ମା ମରିୟମ୍ ଦେକିରଇଲା ।
47 E Maria Madalena e Maria, mãe de José, observavam onde fora posto.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 15, comparar traduções ou montar um estudo — tudo direto pelo WhatsApp.