Marcos 12
ସତିଅର୍ ବାଟ୍ (DSO) vs NAA
1 ତାର୍ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ କେତେଟା କାତାନି କଇବାର୍ ଦାର୍ଲା । ପର୍ତୁମ୍ କାତାନି ଅଇଲାନି, ଗଟେକ୍ ଲକ୍ ଗଟେକ୍ ଅଙ୍ଗୁର୍ବାଡ୍ ତିଆର୍କରି, ତାର୍ ଚାରିବେଡ୍ତି ବାଡ୍ ବୁନ୍ଲା, ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ବାଡ୍ ଜାଗ୍ବାକେ ଗଟେକ୍ ଚାଙ୍ଗ୍ ତିଆର୍କଲା । ଚାସ୍ କର୍ବା ଲକ୍ମନ୍କେ ବାଡ୍ ଆଦିବାଗ୍ କର୍ବାକେ ଦେଇକରି, ସେ ଗଟେକ୍ ବିନ୍ ଦେସେ ଉଟିଗାଲା ।
1 Depois Jesus começou a falar-lhes por parábola:
2 ତାର୍ପଚେ ଅଙ୍ଗୁର୍ ତଲ୍ବା ବେଲା ଆଇଲାକେ, ସାଉକାର୍ ତାର୍ ଗଟେକ୍ ଗତିଦାଙ୍ଗ୍ଡାକେ ଅଙ୍ଗୁର୍ପଲର୍ ବାଗ୍ ବାଟା ପାଇବାକେ ଚାସିମନର୍ଲଗେ ପାଟାଇଲା ।
2 No tempo da colheita, mandou um servo para que recebesse dos lavradores a sua parte dos frutos da vinha.
3 ମାତର୍ ଚାସି ଲକ୍ମନ୍, ସାଉକାର୍ ପାଟାଇଲା ଗତିଦାଙ୍ଗ୍ଡାକେ ଦାରିକରି ମାରିପାକାଇଲାଇ ଆରି କାଇଟା ନ ଦେଇ ଚୁଚା ଆତେ ପାଟାଇଦେଲାଇ ।
3 Mas os lavradores o agarraram, espancaram e o despacharam de mãos vazias.
4 ସାଉକାର୍ ତାର୍ ଆରିଗଟେକ୍ ଗତି ଦାଙ୍ଗ୍ଡାକେ ଚାସିମନର୍ ଲଗେ ପାଟାଇଲା । ଚାସି ଲକ୍ମନ୍ ସେ ଗତିଦାଙ୍ଗ୍ଡାକେ ମିସା ମୁଣ୍ଡ୍ ପୁଟ୍ତେ ମାର୍ଲାଇ ଆରି ଇଜତ୍ ଜିକ୍ଲାଇ ।
4 De novo, enviou-lhes outro servo, e eles bateram na cabeça dele e o insultaram.
5 ସାଉକାର୍ ଆରି ଗଟେକ୍ ଗତିଦାଙ୍ଗ୍ଡାକେ ପାଟାଇଲା ଜେ, ଚାସିଲକ୍ମନ୍ ତାକେ ମର୍ତେ ମାରିଦେଲାଇ । ତାର୍ପଚେ ସାଉକାର୍ ଆରି ଗାଦି ଗତିଦାଙ୍ଗ୍ଡାମନ୍କେ ପାଟାଇଲା ଜେ କେତେଟା ଗତିଦାଙ୍ଗ୍ଡାମନ୍କେ ମାର୍ଲାଇ ଆରି କେତେଟାକେ ମର୍ତେ ମାରିପାକାଇଲାଇ ।
5 Mandou ainda outro servo, e a este mataram. Muitos outros lhes enviou, dos quais espancaram uns e mataram outros.
6 ଏବେ ସାଉକାରର୍ ଲଗେ ଗଟେକ୍ ଲକ୍ସେ ରଇଲା, ତାର୍ ନିଜର୍ ଆଲାଦର୍ ପିଲା । ମର୍ ପିଲାକେ ଚାସିଲକ୍ମନ୍ ନାମ୍ବାଇ ଆକା ଆରି ମର୍ ବାଗ୍ ପାଟାଇଦେବାଇ । ବଲି ବାବିକରି ସେ ସାରାସାରି ତାର୍ ପିଲାକେ ଚାସିମନର୍ ଲଗେ ପାଟାଇଲା ।
6 — Restava-lhe ainda um: o seu filho amado. Por fim, mandou o filho, pensando: “O meu filho eles respeitarão.”
7 ମାତର୍ ଚାସିମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ ତା ଆମର୍ ସାଉକାରର୍ ଗଟେକ୍ ବଲି ପିଲା, ଆସା ଆମେ ଆକେ ମର୍ତେ ମାର୍ଲେ ଏ ବାଡ୍ ଆମର୍ ଅଇଜାଇସି ।”
7 Mas os tais lavradores disseram entre si: “Este é o herdeiro; venham, vamos matá-lo, e a herança será nossa.”
8 ଆରି ଚାସିମନ୍ ସାଉକାରର୍ ପିଲାକେ ଦାରିକରି ମର୍ତେ ମାରି ଅଙ୍ଗୁର୍ ବାଡର୍ ସେପାଟେ ପିଙ୍ଗିଦେଲାଇ ।
8 E, agarrando o filho, mataram-no e o lançaram fora da vinha.
9 ଏ କାତାନି କଇସାରାଇଲା ପଚେ, ଜିସୁ ସେମନ୍କେ ପାଚାର୍ଲା, “ଏନ୍ତି ବଇଲେ ଅଙ୍ଗୁର୍ ବାଡର୍ ସାଉକାର୍ କାଇଟା କର୍ସି ? ସେ ଆସିକରି ଚାସିମନ୍କେ ମର୍ତେ ମାର୍ସି । ଆରି ଅଙ୍ଗୁର୍ ବାଡ୍ ବିନ୍ ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।
9 — Que fará, pois, o dono da vinha? Virá, exterminará aqueles lavradores e entregará a vinha a outros.
10 “ଗର୍ ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ନଏଁ ବଲି ଚାଡ୍ଲାଇ,
10 Vocês ainda não leram este trecho da Escritura:
11 ଏ ବିସଇ ମାପ୍ରୁ କରିଆଚେ,
11 Isto procede do Senhor
12 ତେଇ ଜିଉଦି ଲକର୍ ମୁକିଅ ପୁଜାରିମନ୍ ଜିସୁକେ ବାନ୍ଦିନେବାକେ ବାଟ୍ କଜ୍ଲାଇ । କାଇକେବଇଲେ ଜିସୁ ଆମର୍ ବିରଦେ ଏ କାତାନି କଇଲାଇନି ବଲିକରି ସେମନ୍ ଜାନିରଇଲାଇ । ମାତର୍ ଲକ୍ମନ୍ ଆମ୍କେ କାଇ କାଇଟା କର୍ବାଇ। ବଲିକରି ଡରି, ତାକେ ଚାଡିକରି ଉଟିଗାଲାଇ ।
12 E procuravam prender Jesus, porque entenderam que ele havia contado essa parábola contra eles; mas temiam o povo. Então eles o deixaram e foram embora.
13 ତାର୍ପଚେ ଜିସୁକେ ତାର୍ କାତାଇ ବୁଲ୍ ଦାର୍ବାକେ ଜିଉଦି ନେତାମନ୍ କେତେଟା ପାରୁସି ଦଲର୍ ଲକ୍ମନ୍କେ ଆରି ଏରଦ୍ ରାଜାର୍ କେତେଟା ଲକ୍ମନ୍କେ ତାର୍ ଲଗେ ପାଟାଇଲାଇ ।
13 E enviaram a Jesus alguns dos fariseus e dos herodianos, para que o apanhassem em alguma palavra.
14 ସେମନ୍ ଜିସୁର୍ ଲଗେ ଆସିକରି, “ଏ ଗୁରୁ ତମେ ସତ୍ କାତା କଇଲାସ୍ନି ଆରି କାକେ ମିସା ନ ଡରାସ୍, ସବୁ ଲକ୍ମନ୍କେ ସମାନ୍ ଇସାବେ ଦେକ୍ଲାସ୍ନି ବଲି ଆମେ ଜାନିଆଚୁ । କାଇକେବଇଲେ ତମେ ଲକ୍ମନର୍ ଇସାବେ ନାଇ, ମାତର୍ ସତ୍ ବାବେ ସିକାଇଲାସ୍ନି । ଏବେ ଆମ୍କେ କୁଆ, ରମିଅ ରାଜାକେ ସିସ୍ତୁ ଦେବାଟା ନିୟମ୍ କି ନାଇ ?”
14 Chegando, disseram-lhe: — Mestre, sabemos que o senhor é verdadeiro e não se importa com a opinião dos outros, porque não olha a aparência das pessoas, mas, segundo a verdade, ensina o caminho de Deus; é lícito pagar imposto a César ou não? Devemos ou não devemos pagar?
15 “ଆମେ ସିସ୍ତୁ ବାନ୍ଦ୍ବୁ କି ନାଇ ?” ଜିସୁ ସେମନର୍ ମନ୍ବିତ୍ରର୍ କୁଟ୍ କାତା ବୁଜିକରି ସେମନ୍କେ କଇଲା, “କାଇକେ ତମେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ? ରମିୟ ସର୍କାରର୍ ଗଟେକ୍ ଅଦ୍ଲି ଡାବୁ ମର୍ ଲଗେ ଆନା, ମୁଇ ସେଟା ଦେକ୍ବି ।”
15 Mas Jesus, percebendo a hipocrisia deles, respondeu:
16 ସେମନ୍ ଗଟେକ୍ ଅଦ୍ଲି ଡାବୁ ଆନ୍ଲାକେ ଜିସୁ ପାଚାର୍ଲା, “ଏ ଡାବୁ ଉପ୍ରେ କାର୍ ମୁର୍ତି ଆରି ନାଉଁ ଲେକା ଅଇଆଚେ ?” ସେମନ୍ କଇଲାଇ, “ରମିୟ ରାଜାର୍ ମୁର୍ତି ଆରି ତାର୍ ନାଉଁ ଲେକା ଅଇଲାଆଚେ ।”
16 Eles trouxeram. E Jesus lhes perguntou: Eles responderam: — De César.
17 ଜିସୁ କଇଲା, “ଏନ୍ତି ବଇଲେ ଜନ୍ଟା ରମିୟ ରାଜାର୍, ସେଟା ରମିୟ ରାଜାକେ ଆରି ଜନ୍ଟା ପର୍ମେସରର୍, ସେଟା ପର୍ମେସର୍କେ ଦିଆସ୍ ।” ଏ କାତା ସୁନିକରି ସେମନ୍ କାବା ଅଇଗାଲାଇ ।
17 Então Jesus disse: E muito se admiraram dele.
18 ତାର୍ପଚେ ମଲାଟାନେଅନି ଉଟ୍ବା ବିସଇ, ବିସ୍ବାସ୍ ନ କର୍ବା ସାଦୁକି ଦଲର୍ ଲକ୍ମନ୍ ଜିସୁର୍ ଲଗେ ଆସିକରି ଏ ପର୍ସନ୍ ପାଚାର୍ଲାଇ ।
18 Então alguns saduceus, que dizem não haver ressurreição, aproximaram-se de Jesus e lhe perguntaram:
19 “ଏ ଗୁରୁ, ଜଦି ଗଟେକ୍ ଲକ୍ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍ ଆଚେ । ଏନ୍ତି କଲେ ମରିଗାଲା ବାଇର୍ ପାଇ ସେ ପିଲାଟକିମନ୍ ତାର୍ ନାଉଁ ଦାର୍ବାଇ ବଲି ମସା ଆମର୍ପାଇ ନିଅମ୍ ଲେକିଦେଲା ଆଚେ ।
19 — Mestre, Moisés nos deixou escrito que, se um homem morrer e deixar mulher sem filhos, o irmão desse homem deve casar com a viúva e gerar descendentes para o falecido.
20 ଏନ୍ତି ସାତ୍ ବାଇ ରଇଲାଇ, ସବୁର୍ଟାନେଅନି ବଡ୍ ବାଇ ବିବା ଅଇଲା । ମାତର୍ ପିଲାଟକି ନ ଅଇତେ ମରିଗାଲା ।
20 Havia sete irmãos. O primeiro casou e morreu sem deixar filhos;
21 ସେଟାର୍ପାଇ ତାର୍ ପଚର୍ ବାଇ ସେ ମାଇଜିକେ ସଙ୍ଗଇଲା । ସେ ମିସା ପିଲାଟକି ନଇତେ ମରିଗାଲା । ତାର୍ପଚର୍ ବାଇ ମିସା ବିବା ଅଇ ପିଲାଟକି ନଇତେ ମରିଗାଲା ।
21 o segundo casou com a viúva e morreu, também sem deixar descendência; e o terceiro, da mesma forma.
22 ସାତ୍ବାଇ ଜାକ ସେ ମାଇଜିକେ ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ ବିବା ଅଇରଇଲାଇ । ସାରାସାରି ସାତ୍ ବାଇ ଜାକ ପିଲାଟକି ନ ଅଇତେ ମରିଗାଲାଇ । ତାର୍ପଚେ ସେ ମାଇଜି ମିସା ମରିଗାଲା ।
22 E, assim, os sete não deixaram descendência. Por fim, depois de todos, morreu também a mulher.
23 ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ, ତେବେ ମରିକରି ଉଟ୍ଲା ବେଲେ, ସେ କାର୍ ମାଇଜି ଅଇସି ? ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ ।”
23 Na ressurreição, quando eles ressuscitarem, de qual deles ela será a esposa? Porque os sete casaram com ela.
24 ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ପର୍ମେସରର୍ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍ ବପୁର୍ ବିସଇ ତମେ ନାଜାନି କରି ବୁଲ୍ ବାବ୍ଲାସ୍ନି ।
24 Jesus respondeu:
25 ଜେଡେବେଲେ ଲକ୍ମନ୍ ମରିକରି ଆରି ତରେକ୍ ଉଟ୍ବାଇ, ସେବେଲେ ମୁନୁସ୍ପିଲାମନ୍ ବିବା ନ ଅଅତ୍, କି ମାଇଜି ଟକିମନ୍କେ ବିବା ଅଇବାକେ ନ ଦେଅତ୍ । ସେମନ୍ ସବୁଲକ୍ ସରଗର୍ ଦୁତ୍ପାରା ଅଇବାଇ ।
25 Pois, quando ressuscitarem dentre os mortos, nem casarão, nem se darão em casamento, mas serão como os anjos nos céus.
26 ମଲାଟାନେଅନି ଉଟ୍ବା ବିସଇ ମସା ଲେକ୍ଲା ବଇଟାନେ ପଡାସ୍ ନାଇ କି ? ପର୍ମେସର୍ ଜଇଲାଗ୍ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପର୍ମେସର୍ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍ ଏ ଲକ୍ମନ୍ ସବୁ ମରିଗାଲାଇ ଆଚତ୍ ।
26 Quanto aos mortos, que eles de fato ressuscitam, vocês nunca leram no Livro de Moisés, no trecho referente à sarça, como Deus lhe falou: “Eu sou o Deus de Abraão, o Deus de Isaque e o Deus de Jacó”?
27 ପର୍ମେସର୍ ମଲାଲକ୍ମନର୍ ମାପ୍ରୁ ନଏଁ । ସେ ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ଏ ବିସଇ ତମେ ବେସି ବୁଲ୍ ବୁଜ୍ଲାସ୍ନି ।” ବଲି କଇଲା ।
27 Ele não é Deus de mortos, e sim de vivos. Vocês estão completamente enganados.
28 ଜିସୁ ଆରି ସାଦୁକି ଦଲର୍ ଲକ୍ମନ୍ ଦଦା ପେଲା ଅଇବାବେଲେ ଗଟେକ୍ ନିୟମ୍ ସିକାଉ ତାର୍ ଲଗେ ଆଇଲା । ଜିସୁ ଲକ୍ମନର୍ ପର୍ସନର୍ ଉତର୍ ନିମାନ୍ସଙ୍ଗ୍ କଇବାଟା ସୁନିକରି, ତାକେ ପାଚାର୍ଲା, “କନ୍ ଆଦେସ୍ ସବୁର୍ଟାନେଅନି ଅଦିକ୍ ମୁକିଅ ?”
28 Chegando um dos escribas, que ouviu a discussão entre eles e viu que Jesus tinha dado uma boa resposta, perguntou-lhe: — Qual é o principal de todos os mandamentos?
29 ଜିସୁ କଇଲା, “ସବୁର୍ଟାନେଅନି ପର୍ତୁମର୍ ମୁକିଅ ଆଦେସ୍ ଅଇଲାନି, ସୁନା ଏ ଇସ୍ରାଏଲର୍ ଲକ୍ମନ୍ ମାପ୍ରୁ ଆମର୍ ପର୍ମେସର୍ ଗଟେକ୍ସେ ମାପ୍ରୁ ।
29 Jesus respondeu:
30 ତମେ ତମର୍ ପୁରାପୁରୁନ୍ ମନ୍ ସଙ୍ଗ୍, ପୁରାପୁରୁନ୍ ଆତ୍ମା ସଙ୍ଗ୍, ପୁରାପୁରୁନ୍ ଚିନ୍ତାର୍ ସଙ୍ଗ୍ ଆରି ପୁରାପୁରୁନ୍ ବପୁସଙ୍ଗ୍ ତାକେ ଆଲାଦ୍ କର୍ବାର୍ ଆଚେ ।
30 Ame o Senhor, seu Deus, de todo o seu coração, de toda a sua alma, de todo o seu entendimento e com toda a sua força.”
31 ଆରି ପଚର୍ ମୁକିଅ ଆଦେସ୍ ଅଇଲାନି, ତମେ ନିଜ୍କେ ଆଲାଦ୍ କଲାପାରା ପଡିସାର୍ ଲକ୍କେ ମିସା ଆଲାଦ୍ କରା । ଏ ଦୁଇଟା ଆଦେସ୍ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍ ନାଇ” ବଲି କଇଲା ।
31 O segundo é: “Ame o seu próximo como você ama a si mesmo.” Não há outro mandamento maior do que estes.
32 ଏ କାତା ସୁନି ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ପର୍ମେସର୍ ଗଟେକ୍ ସେ, ତାକେ ଚାଡିଦେଲେ ଆରି କେ ମିସା ନାଇ । ଏ କାତା ତମେ ଟିକ୍ ବାବେ କଇଆଚାସ୍ ।
32 Então o escriba disse: — Muito bem, Mestre! E com verdade o senhor disse que ele é o único, e não há outro além dele,
33 ପର୍ମେସର୍କେ ସବୁ ମନ୍ଦେଇକରି ସବୁ ଚିନ୍ତା ଦେଇକରି ଆରି ସବୁ ବପୁ ଦେଇ ଆଲାଦ୍ କର୍ବାର୍ ଆଚେ ଆରି ନିଜ୍କେ ଆଲାଦ୍ କଲା ପାରା ବିନ୍ ଲକ୍କେ ମିସା ଆଲାଦ୍ କର୍ବାର୍ଆଚେ ବଲିକରି ତମେ କଇଲା କାତା ଟିକ୍ ସେ । ଆମେ ପର୍ମେସର୍କେ ଜେତେକ୍ ଅମ୍ କଲେ ମିସା ଆରି ଜେତେକ୍ କାଇଟା ପୁଜ୍ଲେ ମିସା, ଏ ଦୁଇଟା ଆଦେସ୍ ବେସି ମୁକିଅ ।” ବଲି କଇଲା ।
33 e que amar a Deus de todo o coração e de todo o entendimento e com todas as forças e amar o próximo como a si mesmo é mais do que todos os holocaustos e sacrifícios.
34 ସେଲକ୍ ବେସି ବୁଦି ସଙ୍ଗ୍ ଉତର୍ ଦେଲା ଆଚେ ବଲି ଜିସୁ ଦେକି, ତାକେ କଇଲା, “ତୁଇ ପର୍ମେସରର୍ ରାଇଜେ ପୁର୍ବା ଲଗେସେ ଆଚୁସ୍ ।” ତାର୍ପଚେ ଆରି କେ ମିସା ଜିସୁକେ ପର୍ସନ୍ ପାଚାର୍ବାକେ ସାଆସ୍ କରି ନାପାର୍ଲାଇ ।
34 Vendo Jesus que o escriba havia respondido sabiamente, declarou-lhe: E ninguém mais ousava fazer perguntas a Jesus.
35 ଜିସୁ ଜିଉଦିମନ୍ ରୁଣ୍ଡ୍ବା ଗରର୍ ଡାଣ୍ଡେ ସିକିଆ ଦେବାବେଲେ ଲକ୍ମନ୍କେ ପାଚାର୍ଲା, “ପର୍ମେସର୍ ବାଚିକରି ପାଟାଇଲା ରାଜା ଦାଉଦର୍ ନାତିତିତି ବଲିକରି ନିୟମ୍ ସିକାଇଦେବା ଲକ୍ମନ୍ କେନ୍ତି କଇଲାଇନି ?”
35 Jesus, ensinando no templo, perguntou:
36 ଦାଉଦ୍ ସୁକଲ୍ ଆତ୍ମାଇ ଅନି ଏନ୍ତି କଇଲା,
36 O próprio Davi falou, pelo Espírito Santo:
37 “ଜଦି ଦାଉଦ୍ ରାଜା ନିଜେ ମାପ୍ରୁବଲି କଇରଇଲା ବଇଲେ ପର୍ମେସର୍ ବାଚିକରି ପାଟାଇରଇବା ମସିଅ କେନ୍ତି ଦାଉଦର୍ ପିଲା ଅଇସି ?” ତେଇ ରଇଲା ବେସି ଲକ୍ମନ୍ ସାର୍ଦା ସଙ୍ଗ୍ ଏ କାତା ସୁନ୍ଲାଇ ।
37 — O próprio Davi chama o Cristo de Senhor; então como ele pode ser filho de Davi? E a grande multidão o ouvia com prazer.
38 ଜିସୁ ଆରି କେତେଟା ବିସଇ ସିକାଇଦେବା ବେଲେ କଇଲା, “ତମେ ନିୟମ୍ ସିକାଇଦେବା ଲକ୍ମନର୍ପାରା ଚଲାଚଲ୍ତି ନ ଅଇକରି ଜାଗ୍ରତ୍ ସଙ୍ଗ୍ ରୁଆ । ସେମନ୍ ସନ୍ମାନ୍ ପାଇବାକେ ବେସି ଡେଙ୍ଗ୍ ପଚିଆ ପିନ୍ଦିକରି ଏନେ ତେନେ ବୁଲ୍ବାଇ । ଆଟେ ବାଟେ ଲକ୍ମନର୍ଟାନେଅନି ଜୁଆର୍ ପାଇକରି ସନ୍ମାନ୍ ପାଇବାକେ ମନ୍ କର୍ବାଇ ।
38 E, ao ensinar, Jesus dizia:
39 ଜିଉଦିମନର୍ ପାର୍ତନା ଗରେ ମୁକିଅ ଜାଗାଇ, ବଜିଟାନର୍ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ବାଇ ।
39 buscam as primeiras cadeiras nas sinagogas e os primeiros lugares nos banquetes;
40 ଆରି ସେମନ୍ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ସେମନ୍ ନିମାନ୍ ଲକ୍ ବଲିକରି ଦେକାଇଅଇବାକେ ବେସି ପର୍ ପାର୍ତନା କର୍ବାଇ । ଏନ୍ତି ଲକ୍ମନ୍କେ ପର୍ମେସର୍ ବିନ୍ ଲକ୍ମନର୍ଟାନେଅନି ବେସି ବଡ୍ ଡଣ୍ଡ୍ ଦେଇସି ।”
40 devoram as casas das viúvas e, para o justificar, fazem longas orações. Estes sofrerão juízo muito mais severo.
41 ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଚାନ୍ଦାଦେବା ପେଡିଲଗେ ବସିକରି ଲକ୍ମନ୍ ପର୍ମେସର୍କେ କେନ୍ତି ଚାନ୍ଦା ଦେଲାଇନି ବଲି ଦେକ୍ତେରଇଲା । ସାଉକାର୍ ଲକ୍ମନ୍ ଲଚେକ୍ ଲଚେକ୍ ଡାବୁ ଦେବାଟା ଦେକ୍ଲା ।
41 Sentado diante da caixa de ofertas, Jesus observava como o povo lançava ali o dinheiro. Ora, muitos ricos depositavam grandes quantias.
42 ସାରାସାରି ଗଟେକ୍ ଗରିବ୍ ରାଣ୍ଡି ମାଇଜି ଦାନ୍ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍ ଦାମ୍ ଗଟେକ୍ ଟାଙ୍ଗାଇ ଅନି ମିସା ଉନା ।
42 Vindo, porém, uma viúva pobre, lançou duas pequenas moedas correspondentes a um quadrante.
43 ତାର୍ପଚେ ଜିସୁ ତାର୍ ସିସ୍ମନ୍କେ ଲଗେ ଡାକି କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଏ ସବୁ ସାଉକାର୍ ଲକ୍ମନ୍ ଦେଲା ଡାବୁତେଇଅନି, ଏ ଅର୍କିତ୍ ରାଣ୍ଡି ମାଇଜି ଅଦିକ୍ ଦେଲାଆଚେ ।
43 E, chamando os seus discípulos, Jesus disse:
44 କାଇକେବଇଲେ ସବୁ ଲକ୍ମନ୍ ସେମନ୍କେ ଦର୍କାର୍ ଅଇକରି ଅଗଲ୍ଲା ଡାବୁ ଦେଲାଇଆଚତ୍ । ମାତର୍ ଏ ଗରିବ୍ ରାଣ୍ଡି ମାଇଜି, ସେ ବଁଚ୍ବାପାଇ ଜେତ୍କି ଡାବୁ ରଇଲା, ସେ ସବୁ ଦେଲାଆଚେ” ବଲିକରି କଇଲା ।
44 Porque todos eles deram daquilo que lhes sobrava; ela, porém, da sua pobreza deu tudo o que possuía, todo o seu sustento.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 12, comparar traduções ou montar um estudo — tudo direto pelo WhatsApp.