Marcos 11
ସତିଅର୍ ବାଟ୍ (DSO) vs ARIB
1 ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ଲଗାଲଗି ଅଇକରି ଜିତ୍ ନାଉଁର୍ ଡଙ୍ଗର୍ଲଗେ ରଇଲା ବେତ୍ପାଗି ଆରି ବେତ୍ନିଆ ନାଉଁର୍ ଗାଏଁ କେଟ୍ଲାଇ । ଜିସୁ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକିକରି ସେମନ୍କେ କଇଲା,
1 Ora, quando se aproximavam de Jerusalém, de Betfagé e de Betânia, junto do Monte das Oliveiras, enviou Jesus dois dos seus discípulos
2 ତମେ ଆମର୍ ମୁଆଟେ ରଇଲା ଗାଏଁ ଜା । ତମେ ଗାଉଁ ବିତ୍ରେ ଜିବାବେଲେ, ଗଟେକ୍ ଗଦ ପିଲା ବାନ୍ଦିରଇଲାଟା ଦେକ୍ସା । ସେ ଗଦ ପିଲାର୍ ଉପ୍ରେ ଏବେଜାକ କେ ମିସା ଚଗତ୍ ନାଇ । ତାକେ ମେଲିକରି ମର୍ଲଗେ ଦାରିଆସା ।
2 e disse-lhes: Ide à aldeia que está defronte de vós; e logo que nela entrardes, encontrareis preso um jumentinho, em que ainda ninguém montou; desprendei-o e trazei-o.
3 ଜଦି କେ ତମ୍କେ କାଇକେ ମେଲିକରି ନେଲାସ୍ନି ? ବଲି ପାଚାର୍ଲେ, ମାପ୍ରୁକେ ଦର୍କାର୍ ଆଚେ ଆରି ସେ ତମ୍କେ ଦାପ୍ରେସେ ବାଉଡାଇଦେଇସି । ବଲି ସେମନ୍ ଜିବା ଆଗ୍ତୁ ସେମନ୍କେ ପାଟାଇଦେଲା ।
3 E se alguém vos perguntar: Por que fazeis isso? respondei: O Senhor precisa dele, e logo tornará a enviá-lo para aqui.
4 ସେ ଗାଏଁ ଗାଲାଇ ଜେ ଗଟେକ୍ ଗରର୍ ଡାଣ୍ଡର୍ ଡିଆଗଡିଲଗେ ଗଦ ପିଲା ବାନ୍ଦିଅଇ ରଇଲାଟା ଦେକିକରି ତାକେ ଜାଇ ମେଲ୍ଲାଇ ।
4 Foram, pois, e acharam o jumentinho preso ao portão do lado de fora na rua, e o desprenderam.
5 ତେଇ ଟିଆଅଇରଇଲା କେତେଲକ୍ମନ୍ କଇଲାଇ, “ତମେ କାଇଟା କଲାସ୍ନି ? ଆରି କାଇକେ ଏ ଗଦ ପିଲାକେ ମେଲ୍ଲାସ୍ନି ?”
5 E alguns dos que ali estavam lhes perguntaram: Que fazeis, desprendendo o jumentinho?
6 ସେମନ୍କେ ଜିସୁ ଜେନ୍ତି କଇବାକେ କଇରଇଲା, ସେନ୍ତାରିସେ ସିସ୍ମନ୍ ଲକ୍ମନ୍କେ କଇଲାଇ । ତାର୍ପଚେ ସେ ଲକ୍ମନ୍ “ଗଦ ପିଲାକେ ନିଆ ।” ବଲି କଇଲାଇ ।
6 Responderam como Jesus lhes tinha mandado; e lho deixaram levar.
7 ସେମନ୍ ଗଦ ପିଲାକେ ଜିସୁର୍ ଲଗେ ଆନ୍ଲାଇ ଆରି ନିଜର୍ ନିଜର୍ ପଚିଆମନ୍ ଗଦ ପିଲାର୍ ପିଟି ଉପ୍ରେ ପାକାଇଲାଇ । ଆରି ଜିସୁ ଗଦ ଉପ୍ରେ ବସ୍ଲା ।
7 Então trouxeram a Jesus o jumentinho e lançaram sobre ele os seus mantos; e Jesus montou nele.
8 ବେସି ଲକ୍ମନ୍ ଜିସୁକେ ସନ୍ମାନ୍ ଦେବାକେ ନିଜର୍ ନିଜର୍ ପଚିଆମନ୍ ବାଟେ ଅଚାଇଦେଲାଇ ଆରି ବିନ୍ଲକ୍ମନ୍ ଗଚର୍ ଡାଲ୍ପତର୍ ଆରି କେନ୍ଦାମନ୍ କାଟିଆନିକରି ବାଟେ ଅଚାଇଦେଲାଇ ।
8 Muitos também estenderam pelo caminho os seus mantos, e outros, ramagens que tinham cortado nos campos.
9 ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜିବା ଲକ୍ମନ୍ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍ମେସର୍କେ ଡାକ୍ପୁଟା କରା । ପର୍ମେସର୍ ତାକେ ଆସିର୍ବାଦ୍ କଲାଆଚେ ।
9 E tanto os que o precediam como os que o seguiam, clamavam: Hosana! bendito o que vem em nome do Senhor!
10 ଆମର୍ ଆନିଦାଦି ଦାଉଦ୍ ରାଜାର୍ ରାଇଜ୍ ଆଇଲାନି, ତାର୍ ରାଇଜ୍ ପର୍ମେସର୍ ଆସିର୍ବାଦ୍ କର । ସର୍ଗେ ରଇବା ବାବା ପର୍ମେସର୍ ସନ୍ମାନ୍ ପାଇଲାପାରା କାତା କୁଆ” ବଲି କଇଲାଇ ।
10 Bendito o reino que vem, o reino de nosso pai Davi! Hosana nas alturas!
11 ତାର୍ପଚେ ଜିସୁ ଜିରୁସାଲାମ୍ ଆସିକରି ପର୍ମେସରର୍ ଗର୍ ବିତ୍ରେ ପୁର୍ଲା । ଆରି ଚାରିବେଡ୍ତି ରଇଲା ସବୁ ଜିନିସ୍ମନ୍ ନିମାନ୍ କରି ଦେକ୍ଲା । ସେ ବେଲା ବେସି ଅଲ୍ସମ୍ ଅଇଗାଲାଜେ, ସେ ବାର୍ଟା ସିସ୍ମନର୍ ସଙ୍ଗ୍ ବେତ୍ନିଆ ନାଉଁର୍ ଗାଏଁ ଉଟିଜାଇକରି ତେଇ ରଇଲା ।
11 Tendo Jesus entrado em Jerusalém, foi ao templo; e tendo observado tudo em redor, como já fosse tarde, saiu para Betânia com os doze.
12 ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା ।
12 No dia seguinte, depois de saírem de Betânia teve fome,
13 ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା ।
13 e avistando de longe uma figueira que tinha folhas, foi ver se, porventura, acharia nela alguma coisa; e chegando a ela, nada achou senão folhas, porque não era tempo de figos.
14 ଜିସୁ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।” ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ ।
14 E Jesus, falando, disse à figueira: Nunca mais coma alguém fruto de ti. E seus discípulos ouviram isso.
15 ତାର୍ପଚେ ଜିସୁ ଜିରୁସାଲାମର୍ ଗଡେ ଜାଇ, ମନ୍ଦିରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ଡାଣ୍ଡେ ବାର୍କରାଇଦେଲା । ବିନ୍ ଦେସର୍ ଡାବୁ ବାଦ୍ଲାଇବା ଲକ୍ମନର୍ ଟେବୁଲ୍ ଆରି ବିରୁ କର୍ବା ପରୁଆ ବିକ୍ବା ଲକ୍ମନର୍ ବସ୍ବା ପିଡା ପାସ୍ଲାଇ ପାକାଇଲା ।
15 Chegaram, pois, a Jerusalém. E entrando ele no templo, começou a expulsar os que ali vendiam e compravam; e derribou as mesas dos cambistas, e as cadeiras dos que vendiam pombas;
16 ମନ୍ଦିରର୍ ଡାଣ୍ଡେ ଗେନା ବିକା କର୍ବାକେ ସେ କାକେମିସା ଦେଏ ନାଇ ।
16 e não consentia que ninguém atravessasse o templo levando qualquer utensílio;
17 ତାର୍ ପଚେ ସେ ଲକ୍ମନ୍କେ ସିକାଇଦେବାବେଲେ ଏନ୍ତି କଇଲା,
17 e ensinava, dizendo-lhes: Não está escrito: A minha casa será chamada casa de oração para todas as nações? Vós, porém, a tendes feito covil de salteadores.
18 ତେଇ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ଏ କାତା ସୁନି, ଜିସୁକେ କେନ୍ତି ମରାଇବାର୍ ଅଇସି ବଲି ଚେସ୍ଟା କର୍ତେରଇଲାଇ । ମାତର୍ ଲକ୍ମନ୍କେ ଡର୍ତେରଇଲାଇ । କାଇକେବଇଲେ ଲକ୍ମନ୍ ସେ ସିକାଇଦେବା ବିସଇ କାବା ଅଇକରି ବେସି ମନ୍ କରି ସୁନ୍ତେରଇଲାଇ ।
18 Ora, os principais sacerdotes e os escribas ouviram isto, e procuravam um modo de o matar; pois o temiam, porque toda a multidão se maravilhava da sua doutrina.
19 ଆରି ସେଦିନର୍ ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ସିସ୍ମନ୍ ଜିରୁସାଲାମ୍ ନଅରେଅନି ବାରଇକରି ଉଟିଗାଲାଇ ।
19 Ao cair da tarde, saíam da cidade.
20 ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା ! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ ।
20 Quando passavam na manhã seguinte, viram que a figueira tinha secado desde as raízes.
21 ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।”
21 Então Pedro, lembrando-se, disse-lhe: Olha, Mestre, secou-se a figueira que amaldiçoaste.
22 ଜିସୁ ସେମନ୍କେ କଇଲା, “ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ ।
22 Respondeu-lhes Jesus: Tende fé em Deus.
23 ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
23 Em verdade vos digo que qualquer que disser a este monte: Ergue-te e lança-te no mar; e não duvidar em seu coração, mas crer que se fará aquilo que diz, assim lhe será feito.
24 ସେଟାର୍ପାଇ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
24 Por isso vos digo que tudo o que pedirdes em oração, crede que o recebereis, e tê-lo-eis.
25 ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
25 Quando estiverdes orando, perdoai, se tendes alguma coisa contra alguém, para que também vosso Pai que está no céu, vos perdoe as vossas ofensas.
26 ମାତର୍ ତମେ କେମା ନ କଲେ, ତମର୍ ସରଗର୍ ବାବା ମିସା ତମ୍କେ କେମା ନ ଦେଏ ।”
26 {Mas, se vós não perdoardes, também vosso Pai, que está no céu, não vos perdoará as vossas ofensas.}
27 ସେମନ୍ ଆରିତରେକ୍ ଜିରୁସାଲାମେ ଆଇଲାଇ । ଜିସୁ ମନ୍ଦିରର୍ ଦୁଆରେ ବୁଲ୍ବାବେଲେ ମୁକିଅ ପୁଜାରିମନ୍, ନିୟମ୍ ସିକାଉମନ୍ ଆରି ପାର୍ଚିନ୍ମନ୍ ତାର୍ ଲଗେ ଆସି ପାଚାର୍ଲାଇ,
27 Vieram de novo a Jerusalém. E andando Jesus pelo templo, aproximaram-se dele os principais sacerdotes, os escribas e os anciãos,
28 “ତୁଇ କାଇ ଅଦିକାରେ ଏ ସବୁ କାମ୍ମନ୍ କଲୁସ୍ନି ? ଆରି ଏ ସବୁ କାମ୍ମନ୍ କର୍ବାକେ ତକେ କେ ଅଦିକାର୍ ଦେଲାଆଚେ ?”
28 que lhe perguntaram: Com que autoridade fazes tu estas coisas? ou quem te deu autoridade para fazê-las?
29 ମାତର୍ ଜିସୁ ସେମନ୍କେ କଇଲା, “ମୁଇ ମିସା ତମ୍କେ ଏକାଇ ଗଟେକ୍ ସେ ପର୍ସନ୍ ପାଚାର୍ବି, ସେ ପର୍ସନର୍ ଉତର୍ ତମେ କଇଲେ, ମୁଇ ଏ ସବୁ କାମ୍ କନ୍ ଅଦିକାରେ କଲିନି, ସେଟା ତମ୍କେ କଇବି ।
29 Respondeu-lhes Jesus: Eu vos perguntarei uma coisa; respondei-me, pois, e eu vos direi com que autoridade faço estas coisas.
30 ଜଅନ୍ ଡୁବନ୍ ଦେବା ଅଦିକାର୍ ସରଗର୍ ପର୍ମେସରର୍ଟାନେଅନି ଆସିରଇଲା କି ଲକ୍ମନର୍ ଟାନେଅନି ଆସିରଇଲା ? ଏଟା ମକେ କୁଆ ।” ବଲି କଇଲା ।
30 O batismo de João era do céu, ou dos homens? respondei-me.
31 ତେଇ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍ ପର୍ମେସରର୍ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍ ଆଲେ ତମେ ଜଅନ୍ ଜନ୍ଟା କଇଲା ସେଟା କାଇକେ ବିସ୍ବାସ୍ କରାସ୍ ନାଇ ? ବଲିକରି ଜିସୁ ଆମ୍କେ କଇସି ।
31 Ao que eles arrazoavam entre si: Se dissermos: Do céu, ele dirá: Então por que não o crestes?
32 ମାତର୍ ଲକ୍ମନର୍ଟାନେଅନି ବଲି କଇବାକେ ଆମ୍କେ ଡର୍ ଲାଗ୍ଲାନି । କାଇକେ ବଇଲେ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ସେମନ୍ ସବୁଲକ୍ ବିସ୍ବାସ୍ କଲାଇନି ।”
32 Mas diremos, porventura: Dos homens?-É que temiam o povo; porque todos verdadeiramente tinham a João como profeta.
33 ସେଟାର୍ପାଇ ସେମନ୍ ଆମେ ନାଜାନୁ । ବଲି ଜିସୁକେ କଇଲାଇ । ତାର୍ପଚେ ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କନ୍ ଅଦିକାରେ ଏସବୁ କାମ୍ କଲିନି, ସେଟା ତମ୍କେ ନ କଇ ।”
33 Responderam, pois, a Jesus: Não sabemos. Replicou-lhes ele: Nem eu vos digo com que autoridade faço estas coisas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 11, comparar traduções ou montar um estudo — tudo direto pelo WhatsApp.