Marcos 10
ସତିଅର୍ ବାଟ୍ (DSO) vs NTLH
1 ତାର୍ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍ ସନ୍ଦି ଆରି ଜର୍ଦନର୍ ଆରି ଗଟେକ୍ ବାଟେ ଆଇଲା । ଆରି ସବୁ ବେଲାର୍ ପାରା ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ଆରି ଜିସୁ ସେମନ୍କେ ପର୍ମେସରର୍ କାତା ସିକାଇଦେଲା ।
1 Jesus saiu daquele lugar e foi para a região da Judeia que fica no lado leste do rio Jordão. Uma grande multidão se ajuntou outra vez em volta dele, e ele ensinava todos, como era o seu costume.
2 କେତେଟା ପାରୁସିମନ୍ ଜିସୁରୁ ଲଗେ ଆସିକରି ତାକେ ବୁଲ୍ ଦାର୍ବାକେ ଏନ୍ତାରି ପର୍ସନ୍ ପାଚାର୍ଲାଇ । “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାଟା ଆମର୍ ନିୟମେ ଆଚେ କି ?”
2 Alguns fariseus , querendo conseguir uma prova contra ele, perguntaram: — De acordo com a nossa
3 ଜିସୁ ସେମନ୍କେ କଇଲା, “ମସା ତମ୍କେ କାଇ ଆଦେସ୍ ଦେଲା ଆଚେ ?”
3 Jesus respondeu com esta pergunta:
4 ସେମନ୍ କଇଲାଇ, “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାର୍ ରାଜିନାମା ପତର୍ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
4 Eles responderam: — Moisés permitiu ao homem dar à sua esposa um documento de divórcio e mandá-la embora.
5 ଜିସୁ ସେମନ୍କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଡାଟ୍ ରଇଲାଟା ଦେକିକରି ସେ, ଏ ଆଦେସ୍ ଲେକିଦେଲା ଆଚେ ।
5 Então Jesus disse:
6 ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ସେ ମାଇଜିମୁନୁସ୍ କରି ତିଆର୍କଲା ଆଚେ ।
6 Mas no começo, quando foram criadas todas as coisas, foi dito: “Deus os fez homem e mulher.
7 ସେଟାର୍ପାଇ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି ।
7 Por isso o homem deixa o seu pai e a sua mãe para se unir com a sua mulher,
8 ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ ।
8 e os dois se tornam uma só pessoa.” Assim, já não são duas pessoas, mas uma só.
9 ସେଟାର୍ପାଇ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।”
9 Portanto, que ninguém separe o que Deus uniu.
10 ଜିସୁ ଆରି ତାର୍ ସିସ୍ମନ୍ ଗରେ ବାଉଡିଗାଲା ପଚେ, ସିସ୍ମନ୍ ଆରିତରେକ୍ ଏ ବିସଇ ତାକେ ପାଚାର୍ଲାଇ ।
10 Quando já estavam em casa, os discípulos tornaram a fazer perguntas sobre esse assunto.
11 ଜିସୁ ସେମନ୍କେ କଇଲା, “ଗଟେକ୍ ମନସ୍ ତାର୍ ମାଇଜିକେ ଚାଡ୍ପତର୍ ଦେଇ ବିନ୍ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍ ପର୍ତୁମ୍ ମାଇଜିର୍ ବିରୁଦେ ପାଦ୍ରା କାମ୍ କଲାନି ।
11 E Jesus respondeu:
12 ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।” ବଲିକରି କଇଲା ।
12 E, se a mulher mandar o seu marido embora e casar com outro homem, ela também estará cometendo adultério.
13 ଗଟେକ୍ ଦିନ୍ କେତେକ୍ ଲକ୍ମନ୍ ତାକର୍ ପିଲାଟକିମନ୍କେ ଜିସୁ ଆତ୍ ସଙ୍ଗଇ ଆସିର୍ବାଦ୍ କର ବଲି ତାର୍ଲଗେ ଆନ୍ଲାଇ । ମାତର୍ ତାର୍ ସିସ୍ମନ୍ ଲକ୍ମନ୍କେ, ଦମ୍କାଲାଇ ।
13 Depois disso, algumas pessoas levaram as suas crianças a Jesus para que ele as abençoasse, mas os discípulos repreenderam aquelas pessoas.
14 ଜିସୁ ଏଟା ଦେକି ବେସି ରିସାଅଇ ସିସ୍ମନ୍କେ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍, ସେମନ୍କେ ମନା କରାନାଇ । କାଇକେବଇଲେ ପର୍ମେସରର୍ ରାଇଜ୍ ଏନ୍ତି ପିଲାଟକିମନର୍ ପାରା ରଇବା ଲକ୍ମନର୍ ପାଇସେ ।
14 Quando viu isso, Jesus não gostou e disse:
15 ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।”
15 Eu afirmo a vocês que isto é verdade: quem não receber o Reino de Deus como uma criança nunca entrará nele.
16 ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
16 Então Jesus abraçou as crianças e as abençoou, pondo as mãos sobre elas.
17 ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?”
17 Quando Jesus estava saindo de viagem, um homem veio correndo, ajoelhou-se na frente dele e perguntou: — Bom Mestre, o que devo fazer para conseguir a vida eterna?
18 ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍ ଲକ୍ ବଲି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ଚାଡିକରି ଆରି ବିନ୍ଟା କେ ମିସା ନିମାନ୍ ଲକ୍ ନାଇ ।
18 Jesus respondeu:
19 ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
19 Você conhece os mandamentos: “Não mate, não cometa adultério, não roube, não dê falso testemunho contra ninguém, não tire nada dos outros, respeite o seu pai e a sua mãe.”
20 ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍ ସାନ୍ ବେଲେ ଅନି ମାନ୍ଲିନି ।”
20 — Mestre, desde criança eu tenho obedecido a todos esses mandamentos! — respondeu o homem.
21 ଜିସୁ ତାକେ ନିକକରି ଦେକ୍ଲା ଆରି ତାକେ ଆଲାଦ୍ କରି କଇଲା, “ତୁଇ ଏବେ ମିସା ଗଟେକ୍ ବିସଇତେଇ ଉନା ଆଚୁସ୍ । ତୁଇ ଜାଇ ତର୍ ଦନ୍ସଁପତି ବିକି, ସେ ଡାବୁ ଗରିବ୍ ଲକ୍ମନ୍କେ ବାଟାକରି ଦେସ୍, ତୁଇ ସର୍ଗେ ଦନ୍ ପାଇସୁ । ଏନ୍ତିକରି ମର୍ ପଚେ ପଚେ ଆଉ ।” ବଲିକରି କଇଲା ।
21 Jesus olhou para ele com amor e disse:
22 ଜିସୁ କଇଲା ଏ କାତା ସୁନିକରି ସେ ଲକ୍ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍ ବେସି ସାଉକାର୍ ରଇଲା ।
22 Quando o homem ouviu isso, fechou a cara; e, porque era muito rico, foi embora triste.
23 ଜିସୁ ଚାରିବେଡ୍ତି ଦେକିକରି ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ପର୍ମେସରର୍ ରାଇଜେ ଜିବାଟା ବେସି କସ୍ଟ ଆଚେ ।”
23 Jesus então olhou para os seus discípulos, que estavam em volta dele, e disse:
24 ଜିସୁର୍ କାତା ସୁନିକରି ସିସ୍ମନ୍ କାବା ଅଇଗାଲାଇ । ମାତର୍ ଜିସୁ ସେମନ୍କେ ଆରିତରେକ୍ କଇଲା, “ଏ ମର୍ ପିଲାମନ୍ ପର୍ମେସରର୍ ରାଇଜେ ଜିବାଟା ଲକ୍ମନ୍କେ କେଡେକ୍ କସ୍ଟ !
24 Quando ouviram isso, os discípulos ficaram espantados, mas Jesus continuou:
25 ଜେନ୍ତି ଗଟେକ୍ ବଡ୍ ଜଁତ୍ ସୁଜି ବାଟେ ଚିଙ୍ଗ୍ଲି ଜିବାକେ କସ୍ଟ, ସାଉକାର୍ ଲକ୍ ପର୍ମେସରର୍ ରାଇଜେ କେଟ୍ବାଟା ତାର୍ତେଇଅନି ଅଦିକ୍ କସ୍ଟ ।” ବେବାରି ଉଁଟ୍ ଉପ୍ରେ ବସି ବେବାର୍ କର୍ବାକେ ଗାଲାନି|alt="Merchant leading a camel outside a city wall and gate" src="hk00041c.tif" size="col" copy="Horace Knowles ©" ref="୧୦:୨୫"
25 É mais difícil um rico entrar no Reino de Deus do que um camelo passar pelo fundo de uma agulha.
26 ସିସ୍ମନ୍ ଆରିତରେକ୍ ବେସି କାବା ଅଇଗାଲାଇ ଆରି ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି ?”
26 Quando ouviram isso, os discípulos ficaram espantadíssimos e perguntavam uns aos outros: — Então, quem é que pode se salvar?
27 ଜିସୁ ସେମନ୍କେ ଦେକିକରି କଇଲା, “ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
27 Jesus olhou para eles e disse:
28 ପିତର୍ ଜିସୁକେ କଇଲା, “ଦେକା ଆମେ ଆମର୍ ସବୁ ଚାଡିଦେଇ ତମର୍ ସଙ୍ଗ୍ ଆଇଲୁଆଚୁ ।”
28 Aí Pedro disse: — Veja! Nós deixamos tudo e seguimos o senhor.
29 ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ମର୍ ସଙ୍ଗ୍ ଆଇବାକେ ଆରି ପର୍ମେସରର୍ ନିମାନ୍ କାତା ଜାନାଇବାକେ ଗର୍ ଦୁଆର୍, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
29 Jesus respondeu:
30 ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି ।
30 receberá muito mais, ainda nesta vida. Receberá cem vezes mais casas, irmãos, irmãs, mães, filhos, terras e também perseguições. E no futuro receberá a vida eterna.
31 ମାତର୍ ଜନ୍ ଲକ୍ମନ୍ ଆଗ୍ତୁ ଅଇତେରଇବାଇ, ସେମନ୍ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍ ଆଗ୍ତୁ ରଇବାଇ ।”
31 Muitos que agora são os primeiros serão os últimos, e muitos que agora são os últimos serão os primeiros.
32 ସେମନ୍ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍ ଆଗ୍ତୁ ଆଗ୍ତୁ ଜାଇତେ ରଇଲା । ସେବେଲା ସିସ୍ମନ୍ କାବାଅଇଜାଇତେ ରଇଲାଇ । ଆରି ଜିସୁର୍ ପଚେ ପଚେ ଜିବା ଲକ୍ମନ୍ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇକରି ନିଜ୍କେ କାଇକାଇଟା ଅଇସି, ସେ ବିସଇ କଇବାର୍ ଦାର୍ଲା ।
32 Jesus e os discípulos iam pela estrada, subindo para Jerusalém. Ele caminhava na frente, e os discípulos, espantados, iam atrás dele; as outras pessoas que iam com eles estavam com medo. Então Jesus chamou outra vez os discípulos para um lado e começou a falar sobre o que ia acontecer com ele. Jesus disse:
33 ଜିସୁ ତାର୍ ସିସ୍ମନ୍କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍ମେସରର୍ଟାନେଅନି ଆସିରଇବା ନର୍ପିଲା, ମକେ ବିସ୍ବାସେ ବିସ୍ ଦେଲାପାରା କରି ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍କେ ସର୍ପି ଦେବାଇ । ସେମନ୍ ମକେ କିଜାଇକରି ବିଚାର୍ କରି ‘ଆକେ ମରାଇବାର୍ ଆଚେ ।’ ବଲି ରମିୟ ଲକ୍ମନ୍କେ ସର୍ପି ଦେବାଇ ।
33 — Escutem! Nós estamos indo para Jerusalém, onde o
34 ସେମନ୍ ମକେ ଟାପ୍ରା କର୍ବାଇ, ମର୍ ଉପ୍ରେ ତୁକ୍ବାଇ । ମକେ କର୍ଡା ସଙ୍ଗ୍ ମାର୍ବାଇ, ଆରି ସାରାସାରି ମରାଇବାଇ । ମାତର୍ ମରିକରି ତିନ୍ଦିନ୍ ଗାଲାପଚେ, ମୁଇ ଆରି ତରେକ୍ ମଲାଟାନେଅନି ଉଟ୍ବି ।”
34 Estes vão zombar dele, cuspir nele, bater nele e matá-lo; mas três dias depois ele ressuscitará.
35 ଜେବଦି ନାଉଁର୍ ଗଟେକ୍ ଲକର୍ ପିଲାମନ୍ ଜାକୁବ୍ ଆରି ଜଅନ୍ ଜିସୁର୍ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍ତେଇ ଜାଇଟା ମାଙ୍ଗ୍ବୁ, ତୁଇ ସେଟା କର୍ ବଲି ଆମେ ମନ୍ କଲୁନି ।”
35 Depois Tiago e João, filhos de Zebedeu, chegaram perto de Jesus e disseram: — Mestre, queremos lhe pedir um favor.
36 ଜିସୁ ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି ?”
36 — O que vocês querem que eu faça para vocês? — perguntou Jesus.
37 ସେମନ୍ ଜିସୁକେ କଇଲାଇ, “ତୁଇ ତର୍ ଡାକ୍ପୁଟା ପାଇବା ବସ୍ବା ଜାଗାଇ ବସ୍ଲା ବେଲେ ଆମର୍ ଦୁଇଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ତର୍ ଉଜା ବାଟେ ଆରି ଗଟେକ୍ ଲକ୍କେ ଡେବ୍ରି ବାଟେ ବସାଅ ବଲି ମନ୍ କଲୁନି ।”
37 Eles responderam: — Quando o senhor sentar-se no trono do seu
38 ଜିସୁ ସେମନ୍କେ କଇଲା, “ତମେ କାଇ ବିସଇ ମାଙ୍ଗ୍ଲାସ୍ନି ସେ ବିସଇ ନାଜାନାସ୍ । ମକେ ଜନ୍ ମୁତାଇ ଦୁକ୍କସ୍ଟ ପାଇବାକେ ଆଚେ, ସେ ମୁତାର୍ ଦୁକ୍କସ୍ଟ ପାଇପାରାସ୍ କି ? ଆରି ମୁଇ ଜନ୍ ଡୁବନ୍ ନେବାର୍ ଆଚେ, ସେ ଡୁବନ୍ ନେଇ ପାରାସ୍ କି ?”
38 Jesus respondeu:
39 ସେମନ୍ ଜିସୁକେ କଇଲାଇ, “ଉଁ ଆମେ ପାର୍ବୁ ।” ଜିସୁ ସେମନ୍କେ କଇଲା, “ଏଟା ସତ୍ସେ । ମୁଇ ଜନ୍ ମୁତାର୍ ଦୁକ୍କସ୍ଟ ପାଇବି ଆରି ଜନ୍ ଡୁବନ୍ ନେବି ତମେମିସା ସେ ମୁତାର୍ ଦୁକ୍ କସ୍ଟ ଆରି ଡୁବନ୍ ପାଇସା ।
39 Eles disseram: — Podemos. Então Jesus disse:
40 ମାତର୍ ମର୍ ଉଜାବାଟେ କି ଡେବ୍ରିବାଟେ ବସ୍ବାକେ ଦେବାର୍, ମର୍ ଅଦିକାର୍ ନାଇ, ମାତର୍ ମର୍ ବାବା ବାଚ୍ସି ।”
40 Mas eu não tenho o direito de escolher quem vai sentar à minha direita e à minha esquerda. Pois foi Deus quem preparou esses lugares e ele os dará a quem quiser.
41 ଜାକୁବ୍ ଆରି ଜଅନ୍ କଇଲା କାତା ବିନ୍ ସିସ୍ମନ୍ ଜେଡେବେଲ୍ ସୁନ୍ଲାଇ, ଜାକୁବ୍ ଆରି ଜଅନ୍କେ ବେସି ରିସା ଅଇଗାଲାଇ ।
41 Quando os outros dez discípulos ouviram isso, começaram a ficar zangados com Tiago e João.
42 ମାତର୍ ଜିସୁ ତାର୍ ସିସ୍ମନ୍କେ ଗଟେକ୍ଟାନେ ଡାକି କରି ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ଆରି ନେତାମନ୍ ଲକ୍ମନ୍କେ ନିଜର୍ ଅଦିକାରେ ରକ୍ବାକେ ମନ୍ କର୍ବାଇ । ଆରି ସର୍କାର୍ ମିସା ତାକର୍ ତଲେ ରଇଲା ଲକ୍ମନ୍କେ ନିଜର୍ ଅଦିକାରେ ରକି ରଇବାକେ ମନ୍ କର୍ବାଇ । ଏ ବିସଇ ତମେ ଜାନିଆଚାସ୍ ।
42 Então Jesus chamou todos para perto de si e disse:
43 ମାତର୍ ତମର୍ ବିତ୍ରେ ଏନ୍ତି ନ ରଇକରି ବିନ୍ବାବେ ରଇବାର୍ ଆଚେ । ତମର୍ ବିତ୍ରେଅନି କେ ବଡ୍ ଲକ୍ ପାରା ଦେକାଇଅଇବାକେ ମନ୍ କଲାନି ବଇଲେ, ସେ ତମର୍ ସବୁ ଲକର୍ ଗଟେକ୍ ଗତିଦାଙ୍ଗ୍ଡା ପାରା ରଅ ।
43 Mas entre vocês não pode ser assim. Pelo contrário, quem quiser ser importante, que sirva os outros,
44 ଜଦି କେ ତମର୍ ବିତ୍ରେ ଅନି ପର୍ମେସରର୍ ମୁଆଟେ ମୁକିଅ ଲକ୍ ଅଇବାକେ ମନ୍ କଲାନି ବଇଲେ, ସେ ଗଟେକ୍ ଗେନ୍ଲା ଗତିଦାଙ୍ଗ୍ଡା ପାରା ସେବା କର ।
44 e quem quiser ser o primeiro, que seja o escravo de todos.
45 କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
45 Porque até o
46 ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା ।
46 Jesus e os discípulos chegaram à cidade de Jericó. Quando ele estava saindo da cidade, com os discípulos e uma grande multidão, encontrou um cego chamado Bartimeu, filho de Timeu. O cego estava sentado na beira do caminho, pedindo esmola.
47 ନାଜରିତର୍ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍ ପଅ ଜିସୁ, ମକେ ଦୟାକରା !”
47 Quando ouviu alguém dizer que era Jesus de Nazaré que estava passando, o cego começou a gritar: — Jesus,
48 ବେସି ଲକ୍ମନ୍ ତାକେ ଚିମ୍ରାଇଅଇ ରଇବାକେ କଇଲାଇ, ମାତର୍ ସେ କାଣାଲକ୍ ଅଦିକ୍ ଅଦିକ୍ ଆଉଲିଅଇକରି କଇଲା, “ଏ ଦାଉଦର୍ ପଅ ! ମକେ ଦୟା କରା ।”
48 Muitas pessoas o repreenderam e mandaram que ele calasse a boca, mas ele gritava ainda mais: — Filho de Davi, tenha pena de mim!
49 ଜିସୁ ତେବିକରି କଇଲା, “ତାକେ ମର୍ ଲଗେ ଆଇବାକେ କୁଆ ।” ଲକ୍ମନ୍ କାଣାକେ ଡାକିକରି କଇଲାଇ, “ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।”
49 Então Jesus parou e disse: Eles chamaram e lhe disseram: — Coragem! Levante-se porque ele está chamando você!
50 କାଣା ଲକ୍ ତାର୍ ଚାଦର୍ ତେଇ ପିଙ୍ଗିଦେଇକରି ଚିକାଲ୍ନା ଡେଗଇ ଉଟ୍ଲା ଆରି ଜିସୁର୍ ଲଗେ ଗାଲା ।
50 Então Bartimeu jogou a sua capa para um lado, levantou-se depressa e foi até o lugar onde Jesus estava.
51 ଜିସୁ ତାକେ ପାଚାର୍ଲା “ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି ?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।”
51 — O que é que você quer que eu faça? — perguntou Jesus. — Mestre, eu quero ver de novo! — respondeu ele.
52 ଜିସୁ ତାକେ କଇଲା, “ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।” ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।
52 — Vá; você está curado porque teve fé! — afirmou Jesus. No mesmo instante, Bartimeu começou a ver de novo e foi seguindo Jesus pelo caminho.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 10, comparar traduções ou montar um estudo — tudo direto pelo WhatsApp.