Lucas 7
ସତିଅର୍ ବାଟ୍ (DSO) vs VC
1 ଜିସୁ ଲକ୍ମନ୍କେ ସବୁ କାତା କଇ ସାରାଇକରି କପର୍ନାଉମ୍ ସଅରେ କେଟ୍ଲା ।
1 Tendo Jesus concluído todos os seus discursos ao povo que o escutava, entrou em Cafarnaum.
2 ସେବେଲେ ସଏଟା ସନିଅମନର୍ ମୁକିଆର୍ ଗଟେକ୍ ଗତିଦାଙ୍ଗ୍ଡା, ଜର୍ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍ଲକ୍ ପାରା ଆଲାଦ୍ କର୍ତେରଇଲା ।
2 Havia lá um centurião que tinha um servo a quem muito estimava e que estava à morte.
3 ସେ ଜିସୁର୍ ବିସଇର୍ କବର୍ ସୁନି, ଜିସୁ ଜେନ୍ତିକି ଆସି ତାର୍ ଗତିଦାଙ୍ଗ୍ଡାର୍ ଜିବନ୍ ରକିଆ କର୍ସି ବଲି ବାବ୍ଲା । ସେଟାର୍ପାଇ ଜିସୁର୍ ଲଗେ କେତେଟା ଜିଉଦି ପାର୍ଚିନ୍ମନ୍କେ ପାଟାଇ ତାକେ ବାବୁଜିଆ କଲାଇ ।
3 Tendo ouvido falar de Jesus, enviou-lhe alguns anciãos dos judeus, rogando-lhe que o viesse curar.
4 ପାର୍ଚିନ୍ମନ୍ ଜିସୁର୍ଲଗେ କେଟିକରି ତାକେ ଜୁଆର୍ ବିଆର୍ କରି କଇବାର୍ ଦାର୍ଲାଇ, “ତାର୍ପାଇ ତମେ ଏନ୍ତାରି କରିରଇଲେ, ନିକରଇସି ।
4 Aproximando-se eles de Jesus, rogavam-lhe encarecidamente: Ele bem merece que lhe faças este favor,
5 କାଇକେବଇଲେ ସେ ଆମର୍ ଲକ୍ମନ୍କେ ଆଲାଦ୍ କର୍ସି ଆରି ନିଜେ ସେ ଆମର୍ ସବୁଲକର୍ ପାଇ ପାର୍ତନାଗର୍ ତିଆର୍କରି ଦେଇଆଚେ ।”
5 pois é amigo da nossa nação e foi ele mesmo quem nos edificou uma sinagoga.
6 ତେଇ ଜିସୁ ତାକର୍ ସଙ୍ଗ୍ ଗାଲା । ସେ ଗରେ କେଟ୍ବାକେ କଣ୍ଡେକ୍ ଦୁର୍ ରଇଲାକେ, ସଏଟା ସନିଅମନର୍ ମୁକିଆ ଲକ୍ମନ୍କେ ପାଟାଇ ତାକେ କଇଲା, “ମାପ୍ରୁ, କସ୍ଟ ଉଆନାଇ, କାଇକେବଇଲେ ତମେ ଜେ ମର୍ ଗରେ ପାଦ୍ ପାକାଇସା, ମର୍ ଏନ୍ତାରି ବାଗିଅ ନାଇ ।
6 Jesus então foi com eles. E já não estava longe da casa, quando o centurião lhe mandou dizer por amigos seus: Senhor, não te incomodes tanto assim, porque não sou digno de que entres em minha casa;
7 ଏଟାର୍ପାଇ ମୁଇ ତମର୍ଟାନେ ଆଇବାକେ ମନ୍ କରିନାଇ । ମାତର୍ ଗଟେକ୍ ପଦ୍ ଆଦେସ୍ କରା, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି ।
7 por isso nem me achei digno de chegar-me a ti, mas dize somente uma palavra e o meu servo será curado.
8 ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।”
8 Pois também eu, simples subalterno, tenho soldados às minhas ordens; e digo a um: Vai ali! E ele vai; e a outro: Vem cá! E ele vem; e ao meu servo: Faze isto! E ele o faz.
9 ଜିସୁ ତାର୍ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍ ପଚେ ଆଇତେରଇବା ଲକ୍ମନ୍କେ କଇଲା, “ମୁଇ ତମ୍କେ କଇଲିନି, ଇସ୍ରାଏଲ୍ ବିତ୍ରେ ମିସା ଏତେକ୍ ବଡ୍ ବିସ୍ବାସି ନ ମିଲତ୍ ।”
9 Ouvindo estas palavras, Jesus ficou admirado. E, voltando-se para o povo que o ia seguindo, disse: Em verdade vos digo: nem mesmo em Israel encontrei tamanha fé.
10 ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।
10 Voltando para a casa do centurião os que haviam sido enviados, encontraram o servo curado.
11 ତେଇଅନି ଜିସୁ ନାଇନ୍ ନାଉଁର୍ ନଅରେ ଗାଲା । ତାର୍ସଙ୍ଗ୍ ସିସ୍ମନ୍ ଆରି ଲକ୍ମନ୍ ବେସି ଜାଇତେରଇଲାଇ ।
11 No dia seguinte dirigiu-se Jesus a uma cidade chamada Naim. Iam com ele diversos discípulos e muito povo.
12 ସେ ନଅରର୍ ଦୁଆର୍ଲଗେ କେଟୁ କେଟୁ, ଏଦେ ଦେକା ! ଲକ୍ମନ୍ ଗଟେକ୍ ମଲା ଲକ୍କେ ବଇଆନ୍ତେ ରଇଲାଇ । ସେ ନିଜର୍ ମାଆର୍ ଗଟେକ୍ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍ ବେସିଲକ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
12 Ao chegar perto da porta da cidade, eis que levavam um defunto a ser sepultado, filho único de uma viúva; acompanhava-a muita gente da cidade.
13 ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
13 Vendo-a o Senhor, movido de compaixão para com ela, disse-lhe: Não chores!
14 ଆରି, ଜିସୁ ଜାଇକରି ଡାଣ୍ଡିଆ ଚିଇଲାକେ ବଇ ଆନ୍ତେରଇବା ଲକ୍ମନ୍ ଟିଆଅଇଲାଇ । ଆରି ସେ କଇଲା, “ମୁଇ ତକେ କଇଲିନି, ନୁନା ଉଟ୍ !”
14 E aproximando-se, tocou no esquife, e os que o levavam pararam. Disse Jesus: Moço, eu te ordeno, levanta-te.
15 ତେଇ ସେ ଦାଙ୍ଗ୍ଡା ଉଟିବସ୍ଲା ଆରି କାତା କଇବାର୍ ଦାର୍ଲା । ଆରି ଜିସୁ ସେ ଦାଙ୍ଗ୍ଡାକେ ତାର୍ ମାକେ ସର୍ପିଦେଲା ।
15 Sentou-se o que estivera morto e começou a falar, e Jesus entregou-o à sua mãe.
16 ତେଇ ସବୁଲକ୍ ଡରିଗାଲାଇ, ଆରି ପର୍ମେସରର୍ ମଇମା କରି କରି କଇଲାଇ “ଆମର୍ ବିତ୍ରେ ଗଟେକ୍ ମଆନ୍ ବବିସତ୍ବକ୍ତା ଆଇଲାଆଚେ, ଆରି ପର୍ମେସର୍ ନିଜର୍ ଲକ୍ମନ୍କେ ଉଦାର୍ କର୍ବାକେ ଆସିଆଚେ ।”
16 Apoderou-se de todos o temor, e glorificavam a Deus, dizendo: Um grande profeta surgiu entre nós: Deus voltou os olhos para o seu povo.
17 ଜିସୁର୍ ଏ ବିସଇର୍ କାତା ଗୁଲାଇ ଜିଉଦା ଦେସେ ଆରି ଚାରିବାଟର୍ ଗାଉଁଗଣ୍ଡାର୍ ଲକ୍ମନ୍ ଜାନ୍ଲାଇ ।
17 A notícia deste fato correu por toda a Judéia e por toda a circunvizinhança.
18 ପଚେ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଏ ସବୁ କାତା ଜଅନ୍କେ ଜାନାଇଲାଇ ।
18 Os discípulos de João referiram-lhe todas estas coisas.
19 ତେଇ ଜଅନ୍ ନିଜର୍ ସିସ୍ମନର୍ ବିତ୍ରେଅନି ଦୁଇଲକ୍କେ ଡାକି ମାପ୍ରୁର୍ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍ ରଇଲା, ସେ ଲକ୍ ତମେସେ କି ? କି କାଇ ବିନ୍ ଲକ୍କେ ଆମେ ଜାଗ୍ବୁ ?”
19 E João chamou dois dos seus discípulos e enviou-os a Jesus, perguntando: És tu o que há de vir ou devemos esperar por outro?
20 ସେ ଲକ୍ମନ୍ ଜିସୁର୍ଲଗେ କେଟିକରି କଇଲାଇ, “ଡୁବନ୍ ଦେଉ ଜଅନ୍ ଆମ୍କେ ଏନ୍ତାରି କଇ ତମର୍ଲଗେ ପାଟାଇଆଚେ, ଜେ ଆଇବାର୍ ରଇଲା, ସେ ଲକ୍ ତମେ କି ? କି କାଇ ଆମେ ଆରି ବିନ୍ ଲକ୍କେ ଜାଗ୍ବୁ ?”
20 Chegando estes homens a ele, disseram: João Batista enviou-nos a ti, perguntando: És tu o que há de vir ou devemos esperar por outro?
21 ସେବେଲେ ଜିସୁ ଜର୍ ଦୁକା, ଆରି ଡୁମା ଦାର୍ଲା ଲକ୍ମନ୍କେ ନିକ କଲା । ଆରି କେତେଟା କାଣାମନ୍କେ ମିସା ଆଁକି ଡିସାଇଲା ।
21 Ora, naquele momento Jesus havia curado muitas pessoas de enfermidades, de doenças e de espíritos malignos, e dado a vista a muitos cegos.
22 ଜିସୁ ଜଅନର୍ ସିସ୍ମନ୍କେ କଇଲା, “ତମେମନ୍ ଜନ୍ ଜନ୍ଟା ଦେକ୍ଲାସ୍ ଆରି ସୁନ୍ଲାସ୍, ସେଟା ସବୁ ଜାଇ ଜଅନ୍କେ ଜାନାଆ, କାଣା ଲକ୍ମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡିବୁଲ୍ଲାଇନି, ବଡ୍ ରଗିମନ୍ ନିକ ଅଇଲାଇନି, ବଇରା ଲକ୍ମନ୍ ସୁନ୍ଲାଇନି, ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାଇନି, ଆରି ଦୁକର୍ ଲକ୍ମନ୍କେ ମାପ୍ରୁର୍ ବାକିଅ ସୁନାଇଅଇଲାନି ।
22 Respondeu-lhes ele: Ide anunciar a João o que tendes visto e ouvido: os cegos vêem, os coxos andam, os leprosos ficam limpos, os surdos ouvem, os mortos ressuscitam, aos pobres é anunciado o Evangelho;
23 ଜନ୍ଲକ୍ ମକେ ‘କିରିସ୍ଟ ସେ କି ନଏଁ ?’ ବଲି ନ ବାବିକରି ବିସ୍ବାସ୍ କର୍ସି, ତାର୍ କେଡେକ୍ ନିକ କରମ୍ ।”
23 e bem-aventurado é aquele para quem eu não for ocasião de queda!
24 ଜଅନର୍ ସିସ୍ମନ୍ ବାଉଡିଗାଲାପଚେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇବାର୍ଦାର୍ଲା, “କାଇଟା ଦେକ୍ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍ ? କାଇ ପବନେ ଜୁଲ୍ତେରଇବା ବାଉଁସ୍ ନାଲା ?
24 Depois que se retiraram os mensageiros de João, ele começou a falar de João ao povo: Que fostes ver no deserto? Um caniço agitado pelo vento?
25 ସେଟା ନଇଲେ ତମେ କାଇଟା ଦେକ୍ବାକେ ବାରଇଜାଇ ରଇଲାସ୍ ? କାଇ ଜବର୍ ଡାବୁଦେଇ ବସ୍ତର୍ ଗେନି ପିନ୍ଦିରଇବା ଗଟେକ୍ ଲକ୍କେ ଦେକ୍ବାକେ ? ଦେକା, ଜନ୍ ଲକ୍ମନ୍ ଜେ କି ସୁନ୍ଦର୍ ବସ୍ତର୍ ପିନ୍ଦିକରି, ସୁକର୍ ସଙ୍ଗ୍ ଦିନ୍ ବିତାଇବାଇ, ସେମନ୍ ତା ରାଜାର୍ ନଅରେ ରଇବାଇ ।
25 Mas que fostes ver? Um homem vestido de roupas finas? Mas os que vestem roupas preciosas e vivem no luxo estão nos palácios dos reis.
26 ସେନ୍ତାର୍ ନଇଲେ କାଇକେ ବାରଇ ଜାଇରଇଲାସ୍ ? କାଇ ଗଟେକ୍ ବବିସତ୍ବକ୍ତାକେ ଦେକ୍ବାକେ ? ମୁଇ ତମ୍କେ ସତ୍ କଇଲିନି, ଜଅନ୍ ବବିସତ୍ବକ୍ତାମନର୍ ତେଇଅନି ମିସା ଅଦିକାର୍ ରଇବା ଲକ୍ ।”
26 Mas, enfim, que fostes ver? Um profeta? Sim, digo-vos, e mais do que profeta.
27 ଜାର୍ ବିସଇ ନେଇକରି ଦରମ୍ ସାସ୍ତରେ ଲେକାଆଚେ । ପର୍ମେସର୍ କଇଲା, “ଆମେ ନିଜର୍ ଦୁତ୍କେ ତମର୍ ଆଗେ ପାଟାଇଲୁନି, ସେ ତମର୍ ମୁଆଟେ ତମର୍ପାଇ ବାଟ୍ ତିଆର୍ କର୍ସି, ଏ ସେ ଲକ୍ ।
27 Este é aquele de quem está escrito: Eis que envio o meu mensageiro ante a tua face; ele preparará o teu caminho diante de ti {Ml 3,1}.
28 ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।”
28 Pois vos digo: entre os nascidos de mulher não há maior que João. Entretanto, o menor no Reino de Deus é maior do que ele.
29 ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ ।
29 Ouvindo-o todo o povo, e mesmo os publicanos, deram razão a Deus, fazendo-se batizar com o batismo de João.
30 ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।
30 Os fariseus, porém, e os doutores da lei, recusando o seu batismo, frustraram o desígnio de Deus a seu respeito.
31 ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି ? ଆରି ସେମନ୍ କାର୍ ପାରା ?
31 A quem compararei os homens desta geração? Com quem se assemelham?
32 ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, “ ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା ।
32 São semelhantes a meninos que, sentados na praça, falam uns com os outros, dizendo: Tocamos a flauta e não dançastes; entoamos lamentações e não chorastes.
33 କାଇକେବଇଲେ, ଡୁବନ୍ ଦେଉ ଜଅନ୍ ଆସି ଉପାସେ ରଇ, ଆମଟ୍ ଅଇଲା ପଲ୍ରସ୍ ମିସା କାଏନାଇ, ଆରି ତମେ ତାକେ କଇଲାସ୍ନି ଡୁମା ଦାରିଆଚେ ବଲି ।
33 Pois veio João Batista, que nem comia pão nem bebia vinho, e dizeis: Ele está possuído do demônio.
34 ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ ।
34 Veio o Filho do Homem, que come e bebe, e dizeis: Eis um comilão e beberrão, amigo dos publicanos e libertinos.
35 ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।”
35 Mas a sabedoria foi justificada por todos os seus filhos.
36 ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା ।
36 Um fariseu convidou Jesus a ir comer com ele. Jesus entrou na casa dele e pôs-se à mesa.
37 ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା ।
37 Uma mulher pecadora da cidade, quando soube que estava à mesa em casa do fariseu, trouxe um vaso de alabastro cheio de perfume;
38 ପଚ୍ବାଟେ ଜିସୁର୍ ପାଦ୍ଲଗେ ଟିଆଅଇ ଆଁସୁ ଜରାଇ ଜରାଇ ତାର୍ ଆଁସୁ ପାନି ସଙ୍ଗ୍ ଜିସୁର୍ ପାଦ୍ ବିଜାଇକରି ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚ୍ବାର୍ ଦାର୍ଲା । ଆରି ତାର୍ ପାଦେ ଚୁମି ଚୁମି କରି ସେ ଚିକନ୍ ଲାଗାଇବାର୍ ଦାର୍ଲା ।
38 e, estando a seus pés, por detrás dele, começou a chorar. Pouco depois suas lágrimas banhavam os pés do Senhor e ela os enxugava com os cabelos, beijava-os e os ungia com o perfume.
39 ସେଟା ଦେକିକରି ଜନ୍ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍ଲା, “ଜଦି ଏ ଲକ୍ ବବିସତ୍ବକ୍ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍ ମାଇଜି, ବଲି ଜାନ୍ତା । କାଇକେବଇଲେ ସେ ଗଟେକ୍ ପାପି ମାଇଜି ।”
39 Ao presenciar isto, o fariseu, que o tinha convidado, dizia consigo mesmo: Se este homem fosse profeta, bem saberia quem e qual é a mulher que o toca, pois é pecadora.
40 ଜିସୁ ତାକେ କଇଲା, “ସିମନ୍ ତକେ ମୁଇ ଅଲପ୍ କଇବାର୍ ଆଚେ ।” ସେ କଇଲା, “ଗୁରୁ କୁଆ ତେବେ ।”
40 Então Jesus lhe disse: Simão, tenho uma coisa a dizer-te. Fala, Mestre, disse ele.
41 “ଗଟେକ୍ ସାଉକାରର୍ ରୁନ୍ ନେଇରଇବା ଦୁଇଲକ୍ ରଇଲାଇ, ଗଟେକ୍ଲକ୍ ପାଁଚ୍ସ ରୁପାଟାଙ୍ଗା ଆରି ଗଟେକ୍ଲକ୍ ପଚାସ୍ ରୁପାଟାଙ୍ଗା ରୁନ୍ କରିରଇଲାଇ ।
41 Um credor tinha dois devedores: um lhe devia quinhentos denários e o outro, cinqüenta.
42 ରୁନ୍ ବାନ୍ଦ୍ବାକେ ସେମନ୍କେ କାଇଟା ନ ରଇଲାଜେ, ସାଉକାର୍ ଦୁଇଲକର୍ ଜାକ ରୁନ୍ ଚାଡିଦେଲା । ତେବେ ସେମନର୍ ବିତ୍ରେ କେ ତାକେ ବେସି ଆଲାଦ୍ କର୍ସି ?”
42 Não tendo eles com que pagar, perdoou a ambos a sua dívida. Qual deles o amará mais?
43 ସିମନ୍ କଇଲା, “ମୁଇ ବାବ୍ଲିନି, ସାଉକାର୍ ଜାକେ ଅଦିକ୍ ରୁନ୍ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍ କଲାସ୍ ।”
43 Simão respondeu: A meu ver, aquele a quem ele mais perdoou. Jesus replicou-lhe: Julgaste bem.
44 ଆରି ଜିସୁ ସେ ମାଇଜିର୍ବାଟେ ମୁ ବୁଲାଇକରି ସିମନ୍କେ କଇଲା, “ଏ ମାଇଜିକେ ଦେକ୍ଲୁସ୍ନି ? ମୁଇ ତମର୍ ଗରେ ଆଇଲି, ମକେ ଗଡ୍ ଦଇବାକେ ପାନି ଦିଆସ୍ନାଇ, ମାତର୍ ଏ ତାର୍ ଆଁସୁପାନି ସଙ୍ଗ୍ ମର୍ ପାଦ୍ ବିଜାଇ ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚିଦେଲା ।
44 E voltando-se para a mulher, disse a Simão: Vês esta mulher? Entrei em tua casa e não me deste água para lavar os pés; mas esta, com as suas lágrimas, regou-me os pés e enxugou-os com os seus cabelos.
45 ତମେ ମକେ ଚୁମାସ୍ନାଇ, ମାତର୍ ମୁଇ ବିତ୍ରେ ଆଇଲା ବେଲେଅନି ଏ ମର୍ ପାଦେ ଚୁମି ଚୁମି, ତାକେନାଇ ।
45 Não me deste o ósculo; mas esta, desde que entrou, não cessou de beijar-me os pés.
46 ତମେ ମକେ ସନ୍ମାନର୍ ସଙ୍ଗ୍ ମୁଣ୍ଡେ ଚିକନ୍ ଲାଗାଆସ୍ନାଇ, ମାତର୍ ଏ ମର୍ ପାଦେ ବାସ୍ନା ଚିକନ୍ ଲାଗାଇଲା ।
46 Não me ungiste a cabeça com óleo; mas esta, com perfume, ungiu-me os pés.
47 ତେବର୍ପାଇ ମୁଇ ତକେ କଇଲିନି, ଏ ମାଇଜିର୍ କେତେ କେତେ ପାପ୍ କେମାଅଇଲାଆଚେ, କାଇକେବଇଲେ ସେ ବେସି ଆଲାଦ୍ କଲା, ମାତର୍ ଜାକେ ଅଲପ୍ କେମା ଦିଆଅଇସି, ସେ ଅଲପ୍ ଆଲାଦ୍ କର୍ସି ।”
47 Por isso te digo: seus numerosos pecados lhe foram perdoados, porque ela tem demonstrado muito amor. Mas ao que pouco se perdoa, pouco ama.
48 ଆରି ଜିସୁ ସେ ମାଇଜିକେ କଇଲା, “ତର୍ ସବୁ ପାପ୍ କେମା ଅଇଲା ଆଚେ ।”
48 E disse a ela: Perdoados te são os pecados.
49 ତେଇ ଜିସୁର୍ସଙ୍ଗ୍ କାଇବାକେ ବସିରଇବା ଲକ୍ମନ୍ ମନେ ମନେ କଇବାର୍ ଦାର୍ଲାଇ, “ପାପ୍ ମିସା କେମାକଲାନିଜେ, ଏ କେ ?”
49 Os que estavam com ele à mesa começaram a dizer, então: Quem é este homem que até perdoa pecados?
50 ମାତର୍ ଜିସୁ ସେ ମାଇଜିକେ କଇଲା, “ତୁଇ ମକେ ବିସ୍ବାସ୍ କଲାର୍ପାଇ ବଲି ରକିଆ ପାଇଆଚୁସ୍, ସାନ୍ତିସଙ୍ଗ୍ ଉଟିଜା ।”
50 Mas Jesus, dirigindo-se à mulher, disse-lhe: Tua fé te salvou; vai em paz.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 7, comparar traduções ou montar um estudo — tudo direto pelo WhatsApp.