Lucas 4
ସତିଅର୍ ବାଟ୍ (DSO) vs NAA
1 ଜିସୁ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇକରି ଜର୍ଦନ୍ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍ ଟାନେ ପରିକା କରାଇବାକେ ତାକେ ଆତ୍ମା ଚାଲାଇ ନେଲା । ତେଇ ଚାଲିସ୍ ଦିନ୍ ଜାକ ସଇତାନ୍ ତାକେ ପରିକା କର୍ତେରଇଲା ।
1 Jesus, cheio do Espírito Santo, voltou do Jordão e foi guiado pelo mesmo Espírito, no deserto,
2 ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
2 durante quarenta dias, sendo tentado pelo diabo. Nada comeu naqueles dias, ao fim dos quais teve fome.
3 ତେଇ ସଇତାନ୍ ଜିସୁକେ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଏ ପାକ୍ନା କାଦି ଅ ବଲି ଆଦେସ୍ ଦେସ୍ ।”
3 Então o diabo disse a Jesus: — Se você é o Filho de Deus, mande que esta pedra se transforme em pão.
4 ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇ ଆଚେ, ମୁନୁସ୍ ଅବ୍କା କାଦି କାଇ ନ ବଁଚେ । ”
4 Mas Jesus lhe respondeu:
5 ତାର୍ପଚେ ସଇତାନ୍ ଜିସୁକେ ଗଟେକ୍ ଉଁଚ୍ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍କା ମାର୍ବା ଏତ୍କି ପର୍କେ ଜଗତର୍ ସବୁ ରାଇଜ୍ ଦେକାଇଲା ।
5 Então o diabo o levou para um lugar mais alto e num instante lhe mostrou todos os reinos do mundo.
6 ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍ ସଁପତିର୍ ଅଦିକାର୍ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍ପିଦେଲାଆଚେ, ଆରି ମୁଇ ଜାକେ ମନ୍ କର୍ବି, ତାକେ ଦେବି ।
6 E disse: — Eu lhe darei todo este poder e a glória destes reinos, porque isso me foi entregue, e posso dar a quem eu quiser.
7 ତେବର୍ପାଇ, ଜେବେ ତୁଇ ମକେ ଜୁଆର୍ କର୍ସୁ, ତେବେ ସେ ସବୁଜାକ ତର୍ ଅଇସି ।”
7 Portanto, se você me adorar, tudo isso será seu.
8 ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇଆଚେ, ତୁଇ ତର୍ ପର୍ମେସର୍କେସେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
8 Mas Jesus respondeu:
9 ପଚେ ସଇତାନ୍ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଇତିଅନି ତଲେ ଡେଗଇଦେସ୍,
9 Então o diabo levou Jesus a Jerusalém, colocou-o sobre o pináculo do templo e disse: — Se você é o Filho de Deus, jogue-se daqui,
10 କାଇକେବଇଲେ ସାସ୍ତରେ ଲେକାଆଚେ ତକେ ରକିଆ କର୍ବାକେ ପର୍ମେସର୍ ତାର୍ ନିଜର୍ ଦୁତ୍ମନ୍କେ ଆଦେସ୍ ଦେଇସି ।
10 porque está escrito: “Aos seus anjos ele dará ordens a seu respeito, para que o guardem.”
11 ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍ ପାଦ୍ ପାକ୍ନାଇ ନ ପାଏ, ସେଟାର୍ପାଇ ଦୁତ୍ମନ୍ ତକେ ଆତେଦାରି ଟେକି ନେବାଇ ।’ ”
11 E: “Eles o sustentarão nas suas mãos, para que você não tropece em alguma pedra.”
12 ଜିସୁ ସଇତାନ୍କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍ ମାପ୍ରୁ ନିଜର୍ ପର୍ମେସର୍କେ ପରିକା କର୍ ନାଇ ।”
12 Jesus respondeu ao diabo:
13 ସଇତାନ୍ ସବୁ ରକାମର୍ ପରିକା ସାରାଇଲା ପଚେ, ଆରି ତରେକ୍ ବେଲା ମିଲ୍ବାଜାକ କେତେ ଦିନର୍ ପାଇ ଜିସୁକେ ଚାଡି ଉଟିଗାଲା ।
13 Tendo concluído todas as tentações, o diabo afastou-se de Jesus, até momento oportuno.
14 ତାର୍ପଚେ ଜିସୁ ଆତ୍ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍ କବର୍ ଗାଲିଲି ରାଇଜର୍ ଗୁଲାଇ ଗାଉଁମନ୍ ଜାନ୍ଲାଇ ।
14 Então Jesus, no poder do Espírito, voltou para a Galileia, e a sua fama correu por toda aquela região.
15 ପଚେ ଜିସୁ ଜିଉଦିମନର୍ ପାର୍ତନା ଗର୍ମନ୍କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍ଟାନେ ଅନି ଡାକ୍ପୁଟା ପାଇବାର୍ ଦାର୍ଲା ।
15 E ensinava nas sinagogas, sendo elogiado por todos.
16 ଏତ୍କିବିତ୍ରେ ନାଜରିତେ, ଜନ୍ ଜାଗାଇ କି ଜିସୁ ସାନ୍ବେଲେ ଅନି ବଡ୍ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍ ରିତିନିତି ଇସାବେ, ବିସ୍ରାମ୍ ବାରେ ଜିଉଦିମନର୍ ପାର୍ତନା ଗରେ କେଟି ଦରମ୍ ସାସ୍ତର୍ ପଡ୍ବାକେ ଟିଆ ଅଇଲା ।
16 Jesus foi para Nazaré, onde havia sido criado. Num sábado, entrou na sinagoga, segundo o seu costume, e levantou-se para ler.
17 ସେଡ୍କିବେଲେ ତାକେ ଜିସାୟ ବବିସତ୍ବକ୍ତା ଲେକିରଇଲା ଦରମ୍ ସାସ୍ତର୍ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା । ଚାମ୍ଟାନେ ଲେକାଅଇ ରଇଲାଟା|alt="Scroll" src="hk00150c.tif" size="col" copy="Horace Knowles ©" ref="୪:୧୬"
17 Então lhe deram o livro do profeta Isaías. E, abrindo o livro, achou o lugar onde está escrito:
18 “ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ,
18 “O Espírito do Senhor
19 ଆରି ମାପ୍ରୁ ତାର୍ ଲକ୍ମନ୍କେ ରକିଆ କର୍ବା ବେଲା ଆସିଆଚେ, ବଲି ଜାନାଇବାକେ
19 e proclamar o ano aceitável
20 ପଚେ ସେ ସାସ୍ତର୍ ଡାବି, ପାର୍ତନା ଚାଲାଇବା ଗଟେକ୍ ଲକ୍କେ ବାଉଡାଇଦେଇ ବସିଦେଲା । ପାର୍ତନା ଗରେ ରଇଲା ଲକ୍ମନ୍ ତାକେସେ ଦେକ୍ତେରଇଲାଇ ।
20 Tendo fechado o livro, Jesus o devolveu ao assistente e sentou-se. Todos na sinagoga tinham os olhos fixos nele.
21 ଜିସୁ ଲକ୍ମନ୍କେ କଇବାର୍ ଦାର୍ଲା, “ଆଜି ତମେ ସୁନ୍ଲା ଏ ଦରମ୍ ସାସ୍ତରର୍ ବାକିଅ ପୁରାପୁରୁନ୍ ଅଇଲା ।”
21 Então Jesus começou a dizer:
22 ଜିସୁର୍ ବିସଇ ନେଇକରି ସବୁଲକ୍ ନିକ ସାକି ଦେବାର୍ ଦାର୍ଲାଇ ଆରି ସେ କଇବା, ମନ୍କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍ “ଏଟାକାଇ ଜସେପର୍ ପ ନଏଁ ଜେ ?” ବଲି କଇବାର୍ଦାର୍ଲାଇ ।
22 Todos davam testemunho dele e se maravilhavam das palavras cheias de graça que lhe saíam dos lábios. E perguntavam: — Não é este o filho de José?
23 ଜିସୁ ଲକ୍ମନ୍କେ କଇଲା, “ତମେ ସେ ଗାଲା କାତା ଆରିତରେକ୍ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍ ନିଜର୍ ଜନମ୍ ନଅରେ ମିସା କର୍ ।”
23 Então Jesus disse:
24 “ମାତର୍ ମୁଇ ତମ୍କେ ସତ୍ କଇଲିନି, ବବିସତ୍ବକ୍ତା ଅଇରଇବା କାକେମିସା ନିଜର୍ ଗାଏଁ ନ ନାମତ୍ ।”
24 E Jesus prosseguiu:
25 “ମାତର୍ ମୁଇ ତମ୍କେ ସତ୍କାତା କଇଲିନି, ଜେଡେବେଲେ ବବିସତ୍ବକ୍ତା ଏଲିୟର୍ ବେଲେ ତିନ୍ବରସ୍ ଚ ମାସ୍ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍ଡି ଅଇରଇଲା, ସେବେଲେ ଇସ୍ରାଏଲ୍ ଦେସେ କେତେ କେତେ ରାଣ୍ଡିମାଇଜିମନ୍ ରଇଲାଇ ।
25 Na verdade lhes digo que havia muitas viúvas em Israel no tempo de Elias, quando o céu se fechou por três anos e seis meses, reinando grande fome em toda a terra,
26 ରଇଲେ ମିସା ପର୍ମେସର୍ ଏଲିୟକେ କାର୍ଲଗେ ମିସା ନ ପାଟାଇ ସିଦନ୍ ଦେସର୍ ସାରିପତ୍ ବଲି ଗଟେକ୍ ଜାଗାଇ, ଗଟେକ୍ ରାଣ୍ଡିମାଇଜିର୍ ଲଗେ ପାଟାଇଲା ।
26 e Elias não foi enviado a nenhuma delas, a não ser a uma viúva de Sarepta de Sidom.
27 ଆରି ମାପ୍ରୁର୍ ବବିସତ୍ବକ୍ତା ଏଲିସାୟର୍ ବେଲେ ଇସ୍ରାଏଲ୍ ଦେସେ କେତେ କୁସ୍ଟି ରଗି ରଇଲାଇ, ଏଲେ ମିସା ତାକର୍ ବିତ୍ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍ ନାମାନ୍ ନାଉଁର୍ ଲକ୍କେ ସେ ନିକକରି ରଇଲା ।”
27 Havia também muitos leprosos em Israel nos dias do profeta Eliseu, e nenhum deles foi purificado, a não ser Naamã, o sírio.
28 ଜିଉଦିମନର୍ ପାର୍ତନା ଗରେ ଏ କାତା ସୁନି ଲକ୍ମନ୍ ବେସି ରିସାଅଇଗାଲାଇ ।
28 Todos na sinagoga, ouvindo estas coisas, se encheram de ira.
29 ଆରି ସେମନ୍ ଉଟିକରି ଜିସୁକେ ନଅରେଅନି ବାର୍କରାଇଦେଲାଇ । ତାକର୍ ନଅରର୍ ଜନ୍ ପର୍ବତ୍ ଉପ୍ରେ ତିଆର୍ ଅଇରଇଲା, ସେ ପର୍ବତର୍ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
29 E, levantando-se, expulsaram Jesus da cidade e o levaram até o alto do monte sobre o qual a cidade estava edificada, para que, de lá, pudessem atirá-lo abaixo.
30 ମାତର୍ ଜିସୁ ସେମନର୍ ବିତ୍ରେ ପୁରି ଉଟିଗାଲା ।
30 Jesus, porém, passando pelo meio deles, foi embora.
31 ଜିସୁ ଗାଲିଲି ରାଇଜର୍ କପର୍ନାଉମ୍ ନାଉଁର୍ ଗଟେକ୍ ନଅରେ ଆଇଲା, ଆରି ବିସ୍ରାମ୍ବାରେ ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
31 E Jesus foi a Cafarnaum, cidade da Galileia, e os ensinava no sábado.
32 ଲକ୍ମନ୍ ତାର୍ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍ ବାକିଅ ଅଦିକାର୍ ସଙ୍ଗ୍ ରଇଲା ।
32 E maravilhavam-se com a sua doutrina, porque a sua palavra era com autoridade.
33 ଦିନେକ୍ ଜିଉଦିମନର୍ ପାର୍ତନା ଗରେ ଗଟେକ୍ ଡୁମା ଡସିରଇବା ଲକ୍ ରଇଲା । ସେ ଆଉଲିଅଇ କିର୍କିରି କଇଲା,
33 E apareceu na sinagoga um homem possuído de um espírito de demônio imundo, o qual gritou em alta voz:
34 “ଏ ନାଜରିତର୍ ଜିସୁ, ଆମର୍ଟାନେ ତର୍ କାଇ କାମ୍ ଆଚେ ? ତୁଇ କାଇ ଆମ୍କେ ମରାଇବାକେ ଆସିଆଚୁସ୍ ? ତୁଇ କେ ସେଟା ମୁଇ ଜାନି, ତୁଇ ପର୍ମେସରର୍ ସୁକଲ୍ ଲକ୍ ।”
34 — Ah! O que você quer conosco, Jesus Nazareno? Você veio para nos destruir? Sei muito bem quem você é: o Santo de Deus!
35 ଜିସୁ ତାକେ ଦମ୍କାଇ କରି କଇଲା, “ଚୁପ୍ ର, ଆର୍ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍କେ ସବୁର୍ ମୁଆଟେ ଅଦ୍ରାଇଲା ଆରି, ତାକେ କାଇଟା ନ କରି ତାର୍ ଗାଗ୍ଡେଅନି ବାରଇ ଉଟିଗାଲା ।
35 Mas Jesus o repreendeu, dizendo: O demônio, depois de o ter jogado no chão no meio de todos, saiu daquele homem sem lhe fazer mal.
36 ତେଇ ସବୁଲକ୍ କାବାଅଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍ ସଙ୍ଗ୍ ଡୁମାମନ୍କେ ମିସା ଆଦେସ୍ ଦେଲାନି । ସେମନ୍ ମିସା ବାରଇ ଗାଲାଇନି ।”
36 Todos ficaram admirados e comentavam entre si: — Que palavra é esta? Pois, com autoridade e poder, ele ordena aos espíritos imundos, e eles saem.
37 ଜିସୁର୍ ଏ କବର୍ ସେ ଜାଗାର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ ।
37 E a fama de Jesus se espalhava por todos os lugares daquela região.
38 ପଚେ ଜିସୁ ଜିଉଦିମନର୍ ପାର୍ତନା ଗରେଅନି ଉଟି ସିମନର୍ ଗରେ ଗାଲା । ସିମନର୍ ସାତ୍ରିକେ ବେସି ଜର୍ ଅଇରଇଲାଜେ ସେମନ୍ ତାର୍ ବିସଇ ନେଇ ଜିସୁକେ କଇଲାଇ ।
38 Deixando a sinagoga, Jesus foi para a casa de Simão. A sogra de Simão estava doente, com febre muito alta, e pediram a Jesus em favor dela.
39 ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।
39 E inclinando-se para ela, Jesus repreendeu a febre, e esta a deixou. E imediatamente ela se levantou e passou a servi-los.
40 ବେଲ୍ବସି ସଞ୍ଜ୍ ଅଇଲାଜେ ଜର୍ଦୁକା ଅଇରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ, ଆରି ସେ ଜର୍ଦୁକାର୍ ଲକ୍ମନ୍କେ ଗଟେକ୍ ଗଟେକ୍ ଲକର୍ ଉପ୍ରେ ଆତ୍ ସଙ୍ଗଇ ନିକ କଲା ।
40 Ao pôr do sol, todos os que tinham enfermos, com diferentes tipos de doença, os trouxeram a Jesus. E ele os curava, impondo as mãos sobre cada um deles.
41 ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ !” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
41 Também de muitos saíam demônios, gritando e dizendo: — Você é o Filho de Deus! Ele, porém, os repreendia para que não falassem, pois sabiam que ele era o Cristo.
42 ସାକାଲ୍ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍ କିନରା ଜାଗାଇ ଗାଲା । ଲକ୍ମନ୍ କଜି କଜି ତାର୍ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍ ଲଗେଅନି ଉଟିନଜାଅ ବଲି ଅଟ୍କାଇବାକେ ଚେସ୍ଟା କଲାଇ ।
42 Quando amanheceu, Jesus saiu e foi para um lugar deserto. As multidões o procuravam, foram até junto dele e não queriam deixar que ele fosse embora.
43 ମାତର୍ ଜିସୁ ସେମନ୍କେ କଇଲା, “ବିନ୍ ବିନ୍ ନଅରେ ମିସା ମୁଇ ପର୍ମେସରର୍ ରାଇଜର୍ ନିକ କବର୍ ଜାନାଇବାର୍ ଆଚେ, କାଇକେ ବଇଲେ ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”
43 Jesus, porém, lhes disse:
44 ଆରି ସେ ଜିଉଦା ଦେସର୍ ଜିଉଦି ଲକ୍ମନର୍ ପାର୍ତନା ଗର୍ମନ୍କେ ବାକିଅ ସୁନାଇବାର୍ ଦାର୍ଲା ।
44 E pregava nas sinagogas da Judeia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 4, comparar traduções ou montar um estudo — tudo direto pelo WhatsApp.