Lucas 24
ସତିଅର୍ ବାଟ୍ (DSO) vs ACF
1 ଆଟର୍ ପର୍ତୁମ୍ ଦିନର୍ ସାକାଲେ, ମାଇଜିମନ୍ ସେମନ୍ ତିଆର୍ କରିରଇବା ବାସ୍ନା ଦିନ୍ସୁ ଆରି ବାସ୍ନା ଚିକନ୍ ଦାରି ଜିସୁର୍ ମଡ୍ ରଇଲା ପାଆରେ ଗାଲାଇ ।
1 E no primeiro dia da semana, muito de madrugada, foram elas ao sepulcro, levando as especiarias que tinham preparado, e algumas outras com elas.
2 ଆରି ପାଆରର୍ ମୁଆଟେ ରଇଲା ପାକ୍ନା ଗୁଣ୍ଡ୍ଲିରଇଲାଟା ଦେକ୍ଲାଇ ।
2 E acharam a pedra revolvida do sepulcro.
3 ସେଟା ଦେକି ପାଆର୍ ବିତ୍ରେ ଜାଇ ଦେକ୍ଲାଇ, ତେଇ ଜିସୁର୍ ଗାଗଡ୍ ନ ରଇଲା ।
3 E, entrando, não acharam o corpo do Senhor Jesus.
4 କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା ! ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍ ସେମନର୍ ମୁଆଟେ ଟିଆ ଅଇଲାଇ ।
4 E aconteceu que, estando elas muito perplexas a esse respeito, eis que pararam junto delas dois homens, com vestes resplandecentes.
5 ମାଇଜିମନ୍ ସେ ଦୁଇ ଲକ୍କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍ ସେମନ୍କେ କଇଲାଇ, “ଜିବନ୍ ରଇଲା ଲକ୍କେ କାଇକେ ମଲା ଲକ୍କେ ସଙ୍ଗଇଲାଟାନେ କଜ୍ଲାସ୍ନି ?
5 E, estando elas muito atemorizadas, e abaixando o rosto para o chão, eles lhes disseram: Por que buscais o vivente entre os mortos?
6 ଜିସୁ ଇତି ନାଇ, ପର୍ମେସର୍ ତାକେ ଉଟାଇଲାଆଚେ । ସେ ତମର୍ ସଙ୍ଗ୍ ଗାଲିଲିତେଇ ମିସ୍ତେ ରଇଲା ବେଲେ ତମ୍କେ କାଇବଲି କଇରଇଲା, ସେଟା ତମର୍ ମନେ ନାଇ କି ?
6 Não está aqui, mas ressuscitou. Lembrai-vos como vos falou, estando ainda na Galiléia,
7 ନର୍ପିଲା ପାପି ଲକ୍ମନର୍ ଆତେ ସର୍ପାଇ ଅଇସି ଆରି ସେମନ୍ ତାକେ କୁର୍ସେ କୁଟିମାରି ମରାଇ ଦେବାଇ । ମାତର୍ ତିନ୍ଦିନ୍ ଗାଲାପଚେ ସେ ଆରି ତରେକ୍ ଜିବନ୍ ଅଇ ଉଟ୍ସି ।”
7 Dizendo: Convém que o Filho do homem seja entregue nas mãos de homens pecadores, e seja crucificado, e ao terceiro dia ressuscite.
8 ସେଡ୍କି ବେଲେ ମାଇଜିମନ୍ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।
8 E lembraram-se das suas palavras.
9 ସେଟାର୍ ପାଇ ସେମନ୍ ତେଇଅନି ଦାପ୍ରେ ବାଉଡି ଆସିକରି ଏଗାର୍ଟା ସିସ୍ମନ୍କେ ଆରି ତେଇ ରଇଲା ଲକ୍ମନ୍କେ ସେ ଜାଗାଇ ଅଇଲା ଗଟ୍ନା ସବୁ କଇଲାଇ ।
9 E, voltando do sepulcro, anunciaram todas estas coisas aos onze e a todos os demais.
10 ମଗ୍ଦଲିନି ମରିୟମ୍, ଜଆନା, ଜାକୁବର୍ ମାଆ ମରିୟମ୍ ଆରି ତାକର୍ସଙ୍ଗ୍ ରଇଲା ବିନ୍ ମାଇଜିମନ୍ ମିସା କାଇ କାଇଟା ଗଟ୍ଲା, ସେ ସବୁ ବିସଇ ପେରିତ୍ମନ୍କେ କଇଲାଇ ।
10 E eram Maria Madalena, e Joana, e Maria, mãe de Tiago, e as outras que com elas estavam, as que diziam estas coisas aos apóstolos.
11 ମାତର୍ ପେରିତ୍ମନ୍ ମାଇଜିମନର୍ କାତା ଟଣ୍ଡେ ପାନ୍ଦି କଇଲାଇନି ବଲି ବିସ୍ବାସ୍ କରତ୍ ନାଇ ।
11 E as suas palavras lhes pareciam como desvario, e não as creram.
12 ମାତର୍ ପିତର୍ ଅଦର୍ପଡ୍ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍ଲା । ପାଆର୍ ବିତ୍ରେ ଏରି ଦେକ୍ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍ ସେ ଗଟ୍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା ।
12 Pedro, porém, levantando-se, correu ao sepulcro e, abaixando-se, viu só os lençóis ali postos; e retirou-se, admirando consigo aquele caso.
13 ସେ ଦିନେସେ ଜିସୁର୍ ଦୁଇଟା ସିସ୍ମନ୍ ଜିରୁସାଲମେଅନି ଏଗାର କିଲମିଟର୍ ଦୁର୍କେ ରଇଲା ଇମାୟୁ ନାଉଁର୍ ଗାଏଁ ଇଣ୍ଡିକରି ଜାଇତେ ରଇଲାଇ ।
13 E eis que no mesmo dia iam dois deles para uma aldeia, que distava de Jerusalém sessenta estádios, cujo nome era Emaús.
14 ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍ କାତାଅଇ କାତାଅଇ ଇଣ୍ଡ୍ତେ ରଇଲାଇ ।
14 E iam falando entre si de tudo aquilo que havia sucedido.
15 ସେମନ୍ ଏନ୍ତି କାତାବାର୍ତା ଅଇ ଆଇବାବେଲେ ଏଦେ ଦେକା ! ଜିସୁ ନିଜେ ଆସି ସେମନର୍ ସଙ୍ଗ୍ ଇଣ୍ଡ୍ବାର୍ ଦାର୍ଲା ।
15 E aconteceu que, indo eles falando entre si, e fazendo perguntas um ao outro, o mesmo Jesus se aproximou, e ia com eles.
16 ସେମନ୍ ତାକେ ଦେକ୍ଲାଇ, ମାତର୍ ଚିନି ନାପାର୍ଲାଇ ।
16 Mas os olhos deles estavam como que fechados, para que o não conhecessem.
17 ସେଡିକିବେଲେ ଜିସୁ ସେମନ୍କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି ?” ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ ।
17 E ele lhes disse: Que palavras são essas que, caminhando, trocais entre vós, e por que estais tristes?
18 “ଗାଲା କେତେଦିନ୍ ବିତ୍ରେ ଜିରୁସାଲାମ୍ ଜନ୍ ଗଟ୍ନା ଗଟିଗାଲା ଆଚେ ? ସେଟା ନାଜାନ୍ଲାଟା ତୁଇ ଗଟେକ୍ ଲକ୍ସେ କି ?”
18 E, respondendo um, cujo nome era Cléopas, disse-lhe: És tu só peregrino em Jerusalém, e não sabes as coisas que nela têm sucedido nestes dias?
19 ଜିସୁ ସେମନ୍କେ ପାଚାର୍ଲା, “କାଇଟା ଅଇରଇବା ବିସଇ ତମେ କଇଲାସ୍ନି ?” ସେମନ୍, “ନାଜରିତର୍ ଜିସୁକେ ଜାଇଟା ସବୁ ଗଟ୍ଲା । ସେ ଗଟେକ୍ ବବିସତ୍ବକ୍ତା ରଇଲା । ପର୍ମେସରର୍ ମୁଆଟେ ଆରି ଲକ୍ମନର୍ଟାନେ ଗଟେକ୍ ବପୁସଙ୍ଗର୍ ଲକ୍ ରଇଲା । ତାର୍ ସବୁକାମ୍ ଆରି କାତାଇଅନି ଏ ସବୁ ଜାନାପଡ୍ତେ ରଇଲା ।
19 E ele lhes perguntou: Quais? E eles lhe disseram: As que dizem respeito a Jesus Nazareno, que foi homem profeta, poderoso em obras e palavras diante de Deus e de todo o povo;
20 ଆମର୍ ମୁକିଅ ପୁଜାରିମନ୍ ଆରି ସାସନ୍ କାରିଆମନ୍ ତାକେ ମରନ୍ ଡଣ୍ଡ୍ ପାଇବାକେ ସତ୍ରୁମନ୍କେ ସର୍ପିଦେଲାଇ ଆରି ତାକେ କୁର୍ସେ ଚଗାଇ ମରାଇଲାଇ ।
20 E como os principais dos sacerdotes e os nossos príncipes o entregaram à condenação de morte, e o crucificaram.
21 ସେ ଆକା ଇସ୍ରାଏଲର୍ ଲକ୍ମନ୍କେ ରକିଆ କର୍ସି ବଲି ଆସା କରି ରଇଲୁ । ମାତର୍ ତାକେ ମରାଇ ତିନ୍ଦିନ୍ ଅଇଲାନି ।
21 E nós esperávamos que fosse ele o que remisse Israel; mas agora, sobre tudo isso, é já hoje o terceiro dia desde que essas coisas aconteceram.
22 ଆମର୍ ଦଲର୍ କେତେଟା ମାଇଜିମନ୍ ଆମ୍କେ କାବାଅଇଜିବା କାତା କଇଲାଇ । ସେମନ୍ ଆଜି ସାକାଲ୍ ସାକାଲ୍ ତାର୍ ମଡ୍ ରଇବା ପାଆରେ ଗାଲାଇ ।
22 É verdade que também algumas mulheres dentre nós nos maravilharam, as quais de madrugada foram ao sepulcro;
23 ମାତର୍ ତେଇ ତାର୍ ଗାଗଡ୍ ନ ରଇଲା । ସେମନ୍ କଇଲାଇ, ପାଆରେଅନି ବାଉଡ୍ଲାବେଲେ ସରଗର୍ ଦୁତ୍ମନର୍ ଦର୍ସନ୍ ପାଇରଇଲା ଆରି ସେ ଦୁତ୍ମନ୍ ଜାନାଇଲାଇଜେ, ସେ ଏବେ ଜିବନ୍ ଅଇଆଚେ ।
23 E, não achando o seu corpo, voltaram, dizendo que também tinham visto uma visão de anjos, que dizem que ele vive.
24 ଆମର୍ ସଙ୍ଗାରିମନର୍ ବିତ୍ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍ଲାଇ ମିସା ମାଇଜିମନ୍ ଜେନ୍ତି କଇରଇଲାଇ, ସେ ସମାନ୍ ଇସାବେ ଦେକ୍ଲାଇ । ମାତର୍ ସେମନ୍ ଜିସୁକେ ଦେକତ୍ ନାଇ ।”
24 E alguns dos que estavam conosco foram ao sepulcro, e acharam ser assim como as mulheres haviam dito; porém, a ele não o viram.
25 ସେବେଲେ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ ?
25 E ele lhes disse: Ó néscios, e tardos de coração para crer tudo o que os profetas disseram!
26 ଏ ସବୁ ଦୁକ୍କସ୍ଟ ପାଇଲା ପଚେସେ ପର୍ମେସର୍ ବାଚିପାଟାଇଲା କିରିସ୍ଟକେ ମଇମା ପାଇବାକେ ଅଇସି ।
26 Porventura não convinha que o Cristo padecesse estas coisas e entrasse na sua glória?
27 ଜିସୁ ମସାର୍ ବଇତେଇଅନି ଆରି ବିନ୍ ବିନ୍ ବବିସତ୍ବକ୍ତାମନ୍ ଲେକିରଇଲା କାତାଇ ଅନି ଆରାମ୍ କରି ସବୁ ଦରମ୍ ସାସ୍ତରେ ତାର୍ ଜେତ୍କି ବିସଇ ଲେକା ଅଇରଇଲା, ସେ ସବୁ ସେମନ୍କେ ବୁଜାଇଦେଲା ।”
27 E, começando por Moisés, e por todos os profetas, explicava-lhes o que dele se achava em todas as Escrituras.
28 ଆରି ସେମନ୍ ଜନ୍ ଗାଉଁ ଜିବାର୍ ରଇଲା, ସେ ଗାଉଁ ଲଗାଲଗି ଅଇବାକେ ଜିସୁ ଆଗ୍ତୁ ଗାଲାପାରା ଅଇ ଇଣ୍ଡ୍ବାର୍ ଦାର୍ଲା ।
28 E chegaram à aldeia para onde iam, e ele fez como quem ia para mais longe.
29 ମାତର୍ ସେ ଲକ୍ମନ୍ ଜିସୁକେ ସୁତ୍ରାଇ କରି କଇଲାଇ, “ଆମର୍ ସଙ୍ଗ୍ ର, କାଇକେ ବଇଲେ ବେଲ୍ ବସିଗାଲା ଆରି ରାତି ଅଇଗାଲାନି ।” ସେଟାର୍ ପାଇ ଜିସୁ ସେମନର୍ ସଙ୍ଗ୍ ରଇବାକେ ଗର୍ବିତ୍ରେ ଗାଲା ।
29 E eles o constrangeram, dizendo: Fica conosco, porque já é tarde, e já declinou o dia. E entrou para ficar com eles.
30 ଆରି ସେମନର୍ ସଙ୍ଗ୍ କାଇବାକେ ବସ୍ଲା । ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଇକରି ସେଟା ବାଙ୍ଗାଇକରି ସେମନ୍କେ ଦେଲା ।
30 E aconteceu que, estando com eles à mesa, tomando o pão, o abençoou e partiu-o, e lho deu.
31 ସେ ବେଲାଇ ସେମନର୍ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍ଲାଇ । ମାତର୍ ସେ ଦାପ୍ରେ ଜିସୁ ସେମନର୍ତେଇଅନି ମାୟା ଅଇଗାଲା ।
31 Abriram-se-lhes então os olhos, e o conheceram, e ele desapareceu-lhes.
32 ସେବେଲାଇ ସେମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଜେଡେବଲ୍ ସେ ଆମର୍ ସଙ୍ଗ୍ ବାଟେ କାତା ଅଇତେ ରଇଲା, ଆରି ପର୍ମେସରର୍ ସାସ୍ତରର୍ କାତା ବୁଜାଇ ଦେଇତେ ରଇଲା, ଆମର୍ ମନ୍ ବିତ୍ରେ ଉଡୁକ୍ ଦୁଡୁକ୍ ନ ଅଇତେ ରଇଲା କି ?”
32 E disseram um para o outro: Porventura não ardia em nós o nosso coração quando, pelo caminho, nos falava, e quando nos abria as Escrituras?
33 ସେଦାପ୍ରେ ସେମନ୍ ଦୁଇଲକ୍ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍ ଏଗାର୍ଟା ସିସ୍ମନ୍ ଆରି ବିନ୍ଲକ୍ମନ୍ କାତାବାର୍ତା ଅଇତେରଇଲାଟା ଦେକ୍ଲାଇ ।
33 E na mesma hora, levantando-se, tornaram para Jerusalém, e acharam congregados os onze, e os que estavam com eles,
34 ସେ ଲକ୍ମନର୍ତେଇଅନି ସେମନ୍ ଜିସୁମାପ୍ରୁ ଆରି ତରେକ୍ ଜିବନ୍ଅଇ ଉଟ୍ଲା ଆଚେ ଆରି ସିମନ୍କେ ଦେକାଇଅଇଲା ଆଚେ ବଲି ଜାନ୍ଲାଇ ।
34 Os quais diziam: Ressuscitou verdadeiramente o Senhor, e já apareceu a Simão.
35 ତାର୍ ପଚେ ଦୁଇଲକ୍ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍କେ କଇଲାଇ ।
35 E eles lhes contaram o que lhes acontecera no caminho, e como deles fora conhecido no partir do pão.
36 ସେ ଦୁଇଲକ୍ ଏନ୍ତି କଇବା ବେଲେ ଏଦେ ଦେକା ! ମାପ୍ରୁ ନିଜେ ସେମନର୍ ମଜାଇ ଟିଆଅଇଦେଲା । ଆରି ସେମନ୍କେ କଇଲା, “ତମ୍କେ ସାନ୍ତି ଅ ।”
36 E falando eles destas coisas, o mesmo Jesus se apresentou no meio deles, e disse-lhes: Paz seja convosco.
37 ମାତର୍ ସେମନ୍ ସବୁ ଲକ୍ ଏଟା ଗଟେକ୍ ବୁତ୍ ଦେକ୍ଲୁନି ବଲି ଡରିଗାଲାଇ ।
37 E eles, espantados e atemorizados, pensavam que viam algum espírito.
38 ଜିସୁ ସେମନ୍କେ କଇଲା, “ତମେ କାଇକେ ଡର୍ଲାସ୍ନି ? ଆରି ଦେକି କରି ମିସା କାଇକେ ବିସ୍ବାସ୍ କରାସ୍ ନାଇ ?
38 E ele lhes disse: Por que estais perturbados, e por que sobem tais pensamentos aos vossos corações?
39 ମର୍ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍ ଆରି ମାଉଁସ୍ ଆଚେ ସେନ୍ତି ବୁତ୍କେ ନ ରଏ ।”
39 Vede as minhas mãos e os meus pés, que sou eu mesmo; apalpai-me e vede, pois um espírito não tem carne nem ossos, como vedes que eu tenho.
40 ଜିସୁ ଏଟା କଇକରି, ତାର୍ ଆତ୍ ଆରି ଗଡ୍ ସେମନ୍କେ ଦେକାଇଲା ।
40 E, dizendo isto, mostrou-lhes as mãos e os pés.
41 ସେଟା ଦେକି ସେମନ୍ ସାର୍ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍ବାସ୍ କରତ୍ ନାଇ । ସେଟାର୍ ପାଇ ଜିସୁ ସେମନ୍କେ ପାଚାର୍ଲା, “ତମର୍ ଲଗେ କାଇଟା କାଇବାଟା ଆଚେ କି ?”
41 E, não o crendo eles ainda por causa da alegria, e estando maravilhados, disse-lhes: Tendes aqui alguma coisa que comer?
42 ସେବେଲାଇ ସେମନ୍ ତାକେ କଣ୍ଡେକ୍ ବାଜ୍ଲା ମାଚ୍ ଦେଲାଇ ।
42 Então eles apresentaram-lhe parte de um peixe assado, e um favo de mel;
43 ସେଟା ଜିସୁ ଦାରିକରି ସେମନର୍ ମୁଆଟେ କାଇଲା ।
43 O que ele tomou, e comeu diante deles.
44 ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।”
44 E disse-lhes: São estas as palavras que vos disse estando ainda convosco: Que convinha que se cumprisse tudo o que de mim estava escrito na lei de Moisés, e nos profetas e nos Salmos.
45 ତାର୍ପଚେ ଦରମ୍ ସାସ୍ତରର୍ ଅରତ୍ ବୁଜ୍ବାକେ ଜିସୁ ସେମନର୍ ବୁଜ୍ବା ବପୁ ଉଗାଡି ଦେଲା ।
45 Então abriu-lhes o entendimento para compreenderem as Escrituras.
46 ଆରି ସେମନ୍କେ କଇଲା, “ପର୍ମେସର୍ ବାଚି ପାଟାଇଲା କିରିସ୍ଟ ରାଜା ମୁଇ, ଏନ୍ତି ଦୁକ୍ କସ୍ଟ ପାଇକରି ମର୍ବି । ପଚେ ତିନ୍ଦିନ୍ ଗାଲେ ଆରି ତରେକ୍ ଉଟ୍ବି ବଲି ଲେକା ଅଇଲା ଆଚେ ।
46 E disse-lhes: Assim está escrito, e assim convinha que o Cristo padecesse, e ao terceiro dia ressuscitasse dentre os mortos,
47 ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
47 E em seu nome se pregasse o arrependimento e a remissão dos pecados, em todas as nações, começando por Jerusalém.
48 ତମେ ଏ ସବୁ ବିସଇର୍ ସାକି ଆଚାସ୍ ।
48 E destas coisas sois vós testemunhas.
49 ଆରି ମର୍ ବାବା ଜନ୍ ଜିଦ୍ କରିରଇଲା, ମୁଇ ନିଜେ ସେଟା ପାଟାଇବି । ମାତର୍ ତମେ ପର୍ମେସରର୍ ଟାନେଅନି ବପୁ ନ ମିଲ୍ବା ଜାକ, ଏ ଜିରୁସାଲମେସେ ରୁଆ ।”
49 E eis que sobre vós envio a promessa de meu Pai; ficai, porém, na cidade de Jerusalém, até que do alto sejais revestidos de poder.
50 ତାର୍ପଚେ ଜିସୁ ସେମନ୍କେ ବେତ୍ନିଆ ନାଉଁର୍ ଜାଗାଇ ଜିବା ବାଟ୍ଜାକ ଡାକିନେଲା । ଆରି ସେମନ୍କେ ଆତ୍ ଟେକି ଆସିର୍ବାଦ୍ କଲା ।
50 E levou-os fora, até betânia; e, levantando as suas mãos, os abençoou.
51 ସେ ଏନ୍ତି ସେମନ୍କେ ଆସିର୍ବାଦ୍ କର୍ବାବେଲେ ପର୍ମେସର୍ ତାକେ ସରଗ୍ପୁରେ ଦାରିଗାଲା ।
51 E aconteceu que, abençoando-os ele, se apartou deles e foi elevado ao céu.
52 ସେମନ୍ ତାକେ ଜୁଆର୍ କଲାଇ ଆରି ସାର୍ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
52 E, adorando-o eles, tornaram com grande júbilo para Jerusalém.
53 ସବୁବେଲା ମନ୍ଦିରେ ରଇକରି ପର୍ମେସରର୍ ଡାକ୍ପୁଟା କର୍ବାର୍ ଦାର୍ଲାଇ ।
53 E estavam sempre no templo, louvando e bendizendo a Deus. Amém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 24, comparar traduções ou montar um estudo — tudo direto pelo WhatsApp.