Lucas 23
ସତିଅର୍ ବାଟ୍ (DSO) vs AAI
1 ତାର୍ ପଚେ ବିଚାର୍ କର୍ବା ବଡ୍ ସବାର୍ ଜାଗାଇ ବସିରଇଲା ସବୁ ଲକ୍ମନ୍ ଉଟିକରି ଜିସୁକେ ପିଲାତର୍ ଲଗେ ଦାରିଗାଲାଇ ।
1 Kou’ay tutufin etei himisir Jesu hibai hina Pilate nanamaim hitit.
2 ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
2 Nati’imaim ubar hitin hio, “Iti orot i ma kakaf bai na ai sabuw nawiyih tafaram hiti’afiyimih aki atita’ur, naatu sabuw eo’otanih Caesar isan kabay men hinibaiyan, naatu i taiyuwin isan eo, ‘Ayu i Keriso aiwob orot.’”
3 ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି ?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
3 Imaibo Pilate Jesu ibatiy, “O Jew sabuw hai aiwob?” Jesu iya’afut eo, “Nati kuo.”
4 ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
4 Pilate firis ukwarih naatu sabuw hiru’ay hibatabat iuwih eo, “Iti orot baimakiyin isan anunuwet men ana kakafin ta atita’urimih.”
5 ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
5 Baise abisa hio i hiukikin. “Iti orot i kougeyageyayan, ana bai’obaiyenamaim Galilee wanawanan busuruf sabuw etei hai ma bi’a’afiy boun na Judea wanawanan sabuw etei kugiyigiyih hai ma eafe’af.”
6 ଏ କାତା ସୁନି ପିଲାତ୍ ଲକ୍ମନ୍କେ ପାଚାର୍ଲା, “ଏଟା ଗଟେକ୍ ଗାଲିଲି ଦେସର୍ ଲକ୍ କି ?”
6 Pilate iti na’atube hio nonowar ufunamaim, ibatiyih eo, “Iti orot i Galilee matuwan?”
7 ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
7 Pilate nati ana veya’amaim so’ob Jesu i Herod ana aiwob babanamaim ma’am, imih Herod isan iyafar hibai hin. Anayabin nati ana veya Herod auman i na Jerusalem ma’am.
8 ଏରଦ୍ ଜିସୁକେ ଦେକି କରି ବେସି ସାର୍ଦା ଅଇଲା । କାଇକେ ବଇଲେ ଜିସୁର୍ ବିସଇ ଆଗ୍ତୁ ସୁନି ରଇଲା ଆରି ତାର୍ ମୁଆଟେ କାବା ଅଇଜିବା କାମ୍ ଦେକ୍ବାକେ ମନ୍ କର୍ତେରଇଲା ।
8 Herod Jesu i’itin ana maramaim yansisir gagamin maiyow, anayabin ana tur marasika nowar naatu kok kwanekwan Jesu taitin, ina’inan auman ta tiwa’an ta’itin.
9 ସେଟାର୍ ପାଇ ଏରଦ୍ ତାକେ କାଇ କାଇ ବିସଇ ପାଚାର୍ବାର୍ ଦାର୍ଲା । ମାତର୍ ଜିସୁ ତାକେ କାଇବଲି ମିସା କଏ ନାଇ ।
9 Imih Herod tur moumurih maiyow Jesu ibabatiy, baise Jesu men iya’afut tur ta eomih.
10 ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ସବୁ ମିସି କରି ଜିସୁର୍ ବିରୁଦେ ଆଉଲିଅଇ କଇବାର୍ ଦାର୍ଲାଇ ।
10 Firis ukwarih naatu Ofafar Bai’obaiyenayah hitit tur fokarin maiyow hio ubar hitin hiu kwanikwaniy.
11 ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
11 Imaibo Herod ana baiyowayah bairi Jesu hi’iyab hiu kwanikwaniy. Naatu faifuw gewasin hibai hi’us hiyafar maiye matabir in Pilate biyan tit.
12 ସେ ଦିନେଅନି ପିଲାତ୍ ଆରି ଏରଦ୍ ମଇତର୍ ଅଇଲାଇ । ତାର୍ ଆଗ୍ତୁ ସେମନ୍ ଦୁଇ ଲକ୍ ସତ୍ରୁ ଅଇରଇଲାଇ ।
12 Nati ana veya’amaim Herod Pilate hairi hitounuw, baise marasika i hairi rakit na’atube nanabih hima’am.
13 ତାର୍ପଚେ ପିଲାତ୍ ମୁକିଅ ପୁଜାରିମନ୍କେ, ନେତାମନ୍କେ ଆରି ସବୁ ଲକ୍ମନ୍କେ ଗଟେକ୍ଟାନେ ରୁଣ୍ଡାଇକରି ସେମନ୍କେ କଇଲା,
13 Firis ukwarih naatu bonawiyenayah, sabuw ukwarih etei’imak Pilate e’af ayuwih hina
14 ଏ ଲକ୍ ଲକ୍ମନ୍କେ ସର୍କାରର୍ ବିରୁଦେ ବୁଲ୍ ସିକିଆ ଦେଲାନି ବଲି ମର୍ ଲଗେ ଆନିଆଚାସ୍ । ଆରି ଦେକା ମୁଇ ତମର୍ ମୁଆଟେ ତାକେ ପରିକା କଲି, ତାର୍ ବିରଦେ ତମେ ସବୁଲକ୍ ନିନ୍ଦାକଲାଟା ମିଲେନାଇ ।
14 iuwih eo, “Iti orot kwabai kwana biyou kwatit sabuw nawiyih kakaf kwarouw kwa’o, naatu ayu kwa etei namaim ai babatiy kwa’itin, baise ana kakafin kwao anonowar na’atube men ta atita’urimih.
15 ଏରଦ୍ ମିସା ତାର୍ଟାନେ କାଇ ବୁଲ୍କଲାଟା ନ ଦେକି ଆମ୍କେ ବାଉଡାଇଦେଲା ଆଚେ । ଏ ଲକ୍ ମରନ୍ ଡଣ୍ଡ୍ ପାଇବାପାରା ବୁଲ୍ କାମ୍ କରେ ନାଇ ।
15 Na’atube Herod nunuwet ana kakafin men tatita’ur, imih iyafar maiye matabir na. Anayabin men abisa kakafin ta sinaf boro namorob.
16 ସେଟାର୍ପାଇ ମୁଇ ଆକେ କର୍ଡା ମାଡ୍ ମାରିକରି ଚାଡିଦେବି ।
16 Isan imih ayu boro anarab naatu anabotait natit nan.”
17 ଆରି ଦେକା ସବୁ ବର୍ସେ ରକିଆ ପାଇବା ପରବ୍ ବେଲାଇ ଜିଉଦି ଜାତିକେ ସନ୍ମାନ୍ ଦେବାକେ ଗଟେକ୍ ବନ୍ଦିକେ ମୁକ୍ଲାଇ ଦେବା ନିୟମ୍ ରଇଲା ।
17 Matan fufur Tar Nowaten hiyuw ana veya, Pilate mar etei dibur orot ta’imon sabuw isah ebobotait.
18 ମାତର୍ ସବୁଲକ୍ମନ୍ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍ ପାଇ ବାର୍ବାକେ ଚାଡିଦିଆସ୍ ।”
18 Baise sabuw rou’ay gagamin na’in hibatabat hiwow hio, “Nati orot i na morob! Aki akokok Barabas inabotait natit!”
19 ଏ ବାର୍ବା ବଲ୍ବା ଲକ୍, ସର୍କାରର୍ ବିରଦେ ବୁଲ୍ କରିରଇଲା ଆରି ଗଟେକ୍ ଲକ୍କେ ମାରି ରଇଲା । ସେଟାର୍ପାଇ ତାକେ ବନ୍ଦି କରିରଇଲାଇ ।
19 (Barabas i Jerusalemamaim kukugeyagey, naatu orot babin ta easabun momorob isan dibur hiyai ma’am.)
20 ମାତର୍ ପିଲାତ୍ ଜିସୁକେ ଚାଡିଦେବାକେ ମନ୍କରି ତାର୍ ଲଗେ କାଇ ବୁଲ୍କଲାଟା ଡିସେନାଇ ବଲି ସେମନ୍କେ ତର୍କେ ତର୍ ବୁଜାଇଲା ।
20 Pilate kok kwanekwan i Jesu tabotait tatit, imih fanan aumetawat na’in eafare maiye sabuw ifefeyanih.
21 ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ ! ତାକେ କୁର୍ସେ ଚଗାଇ ମରାଆ !”
21 Baise sabuw fah sib hinow hi’af ra’at hio, “Ku’onaf! Ku’onaf!”
22 ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ ? ସେ କାଇ ବୁଲ୍ କଲାଆଚେ ଜେ ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
22 Pilate iban mar baitounin ibatiyih maiye, “Abisa kakafin sinaf? Ayu ana kakafin men ta a’itin boro namorob, imih ayu boro anarab naatu anabotait.”
23 ମାତର୍ ଲକ୍ମନ୍ ଆରି ବେସି ଆଉଲିଅଇ ତର୍କେ ତର୍ “ତାକେ କୁର୍ସେ ଚଗାଇ ମରାଆ !” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍ ଆଉଲିଅଇଲାଟା ଜିତ୍ଲା ।
23 Baise sabuw fanah sib Jesu morobomih hiwow hio hinan yomaninamaim hai kok na yabin matar.
24 ତାର୍ ପଚେ ପିଲାତ୍ ଲକ୍ମନର୍ ଜାଇଟା କର୍ବାକେ ମନ୍ କଲାଇ, ସେ ଇସାବେ ଜିସୁକେ ମରନର୍ ଡଣ୍ଡ୍ ଦେବାକେ ରାଜି ଅଇଲା ।
24 Basit sabuw hio na’atube hai kokomaim Pilate sinaf, Jesu morob isan ibasit.
25 ପଚେ ପିଲାତ୍ ଲକ୍ମନର୍ କଇବା ଇସାବେ, ବାର୍ବା ନାଉଁର୍ ଲକ୍ ଜେ କି, ଆଗ୍ତୁ ଗଟେକ୍ ଲକ୍କେ ମରାଇରଇଲା ଆରି ସର୍କାରର୍ ବିରୁଦେ ବୁଲ୍କାମ୍ କରି ବନ୍ଦି ଅଇରଇଲା, ତାକେ ମୁକ୍ଲାଇଲା । ଜିସୁକେ ତାକର୍ ମନ୍କଲା ଇସାବେ ଡଣ୍ଡ୍ ଦେବାକେ ସର୍ପିଦେଲା ।
25 Naatu orot kougeyageyayan naatu asbunuwayan dibur ma’am isan hibifefeyan i botait, naatu Jesu isan abisa sinafumih hikokok na’atube bai itih.
26 ସନିଅମନ୍ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍ ନାଉଁର୍ ଲକ୍କେ ବେଟ୍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍କାଇକରି ଜିସୁ ବଇଲା କୁର୍ସ ଲାଦିଦେଲାଇ ଆରି ତାର୍ ପଚେ ଜିବାକେ ବାଦିଅ କଲାଇ ।
26 Roman baiyowayah Jesu onafinamih hibai hitit hinan efamaim, Sairini orot wabin Simon ana barene na au Jerusalem rur bairi hitar. Naatu hikwarar tatab, onaf hibai hitin e’abar Jesu ufun bairi hin.
27 ଆରି ବେସି ଲକ୍ମନ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍ବା ମାଇଜିମନ୍ ମିସା ରଇଲାଇ ।
27 Sabuw rou’ay gagamin na’in Jesu hi’ufunun bairi hinan wanawanahimaim baibin afa Jesu hi’itin yah baban hirerey.
28 ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।
28 Jesu tatabir itih eo, “Jerusalem baibin ayu isau men kwanarerey, baise kwa taiyuw isa naatu natunat isah kwaniyababan kwanarerey.
29 କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ !” ବଲି କଇବା ଦିନ୍ ଆଇଲାନି ।
29 Anayabin mar boro enan sabuw boro hinao, ‘Baibin iyab a’arih, taubu’e tema’am naatu kek men tibitotomanen boro hiniyasisir.’
30 ସେବେଲାଇ ଲକ୍ମନ୍ ଡଙ୍ଗର୍ମନ୍କେ କଇବାର୍ ଦାର୍ବାଇ, ଆମର୍ ଉପ୍ରେ ଅଦ୍ରି ଦିଆସ୍ । କୁପ୍ଲିମନ୍କେ କଇବାର୍ ଦାର୍ବାଇ, ଆମ୍କେ ତପିଦିଆସ୍ ।
30 Nati ana veya’amaim sabuw boro oyaw isah hinao,
31 କାଇକେ ବଇଲେ ଗଚ୍ କାଁଚାପତ୍ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍ନା ଗଟ୍ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
31 Anayabin sawar iti na’atube ai biyan ahiy ana veya’amaim tisisinaf, baise ai nakekerer ana veya’amaim hinasisinaf boro mi’itube?”
32 ଜିସୁର୍ ସଙ୍ଗ୍ ଆରି ଦୁଇଟା ବଡ୍ ବୁଲ୍ କରିରଇବା ଲକ୍ମନ୍କେ ମିସା ମରାଇବାକେ ନେଲାଇ ।
32 Nati ana veya’amaim orot kakafih rou’ab auman Jesu bairi morobomih hinawiyih hitit hin.
33 ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
33 Hitit hina efan wabin Gifow imaim hitit naatu Jesu hi’onaf orot kakafih rou’ab auman, orot ta ana asukwafune, orot ta ana beyawane. Jesu orot kakafih ro’ab bairi koros afe’en|alt="Jesus and thieves on the cross" src="CN01836B.TIF" size="col" loc="Luk 23.33" copy="©1978 David C. Cook Publishing Co." ref="23.33-35"
34 ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
34 Imaibo Jesu eo, “Tamai hai bowabow kakafih kunotawiyen men hiso’ob abisa tisisinaf.” Naatu ana faifuw hibosairen arowamaim hifaram hibow.
35 ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ “ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।”
35 Sabuw nati’imaim hibat hi’i’itin ana maramaim, bonawiyenayah orot ukwarih Jesu hi’iyab hio, “Sabuw afa iyawasih bo i Keriso God narurubin na’at taiyuwin niyawasiban tana’itin.”
36 ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, ।
36 Roman baiyowayah auman hi’iyab, naatu wine tenakuyakuy tomamih hitin
37 “ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।”
37 hio, “O Jew sabuw hai aiwob na’at taiyuw kwiyawasi!”
38 ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
38 Naatu ukwarinamaim hikirum hio, “Iti I Jew Sabuw Hai Aiwob.”
39 ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।”
39 Orot kakafin ta hi’onaf inu’in Jesu isan eafabon tur kakafih eo. “O Keriso na’at kwiyawas kure naatu aki auman kwiyawasi.”
40 ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, “ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି ? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ ?
40 Baise orot ta rounane inu’in turan kwarar iu, “O God isan kubirubir ai en? It etei i baimakiy ta’imon tabaib.
41 ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।”
41 It airit biyababan tabaib i ana efamaim tabaib, anayabin atasisinaf kwanekwanemaim wan tama ra’at biyat ebababan. Baise iti orot i men kafa’imo kakafin ta sinaf, asir biyababan ebaib.”
42 ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
42 Naatu Jesu isan eafabon eo, “Jesu a aiwobomaim inarur ayu inanuhu.”
43 ଜିସୁ ତାକେ କଇଲା, “ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।”
43 Jesu iya’afut eo, “Ao’omatani, boun ayu Paradise imaim ana rur o boro airit tanarun.”
44 ସେବେଲେ ଆଡ୍ବେଲା ଅଇରଇଲା । ଆରି ବେଲର୍ ଉଜଲ୍ ଜାଉଁଲିଜାଇକରି, ତିନ୍ ଗଁଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା
44 Veya yen na i’ouyit, veya rararan matan gugum tafaram etei fobe inu’in veya re three korok na’atube bai.
45 ଆରି ଏଦେ ଦେକା ! ମନ୍ଦିରର୍ ସୁକଲ୍ ଜାଗା, ବିନେ କର୍ବା ପାର୍ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
45 Basit faifuw gagamin Tafaror Bar wanawan hitaiy re efan kakafiyin, kakafiyin hirafut inu’in taseb rou’ab himatar.
46 ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।” ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
46 Imaibo Jesu fanan aumetawat rerey eo, “Tamai umamaim ayubu abit inab.” Iti na’atube eo basit morob.
47 ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
47 Baiyowayah hai ukwarin nati’imaim bat abisa mamatar itin, God wabin bora’ara’ah eo, “Turobe iti orot i gewasin.”
48 ଆରି ଜନ୍ ଲକ୍ମନ୍ ଏ ଗଟ୍ନା ଦେକ୍ବାକେ ରୁଣ୍ଡିରଇଲାଇ ସେମନ୍ ସେଟା ସବୁ ଦେକି ଦୁକ୍କରି ବୁକେ ମାରିଅଇ ଗରେ ବାଅଡ୍ଲାଇ ।
48 Sabuw nati’imaim hiru’ay hibat abisa mamatar hi’itin, dogoroh hirab yababan auman hai ubar himatabitabir hin.
49 ମାତର୍ ଜିସୁର୍ ଚିନାର୍ଜାନାର୍ ଲକ୍ମନ୍ ଆରି ଗାଲିଲିଅନି ଆସି ତାର୍ ପଚ୍ପଚ୍ ଆଇତେରଇବା ମାଇଜିମନ୍ ଦୁରିକେ ଟିଆଅଇ ଏ ସବୁ ଦେକ୍ତେ ରଇଲାଇ ।
49 Sabuw afa Jesu hisusu’ub, naatu baibin afa Galilee ine hi’ufunun bairi hina hibibais, nabinamaim hibat Jesu momorob hi’itin.
50 ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।
50 — ausente —
51 ମାତର୍ ଆରାମାତିଆ ଗାଉଁର୍ ସେ ଲକ୍ ବଡ୍ସବାର୍ ଗଟେକ୍ ମେମର୍ ରଇଲେ ମିସା, ସେମନର୍ ନିଆଇ ଆରି କାମ୍ ସଙ୍ଗ୍ ରାଜିଅଇ ନ ରଇଲା । ଆରି ପର୍ମେସରର୍ ରାଇଜ୍ ଜାଗ୍ତେରଇଲା ।
51 — ausente —
52 ସେ ପିଲାତର୍ ଲଗେ ଜାଇ ଜିସୁର୍ ମଲା ମଡ୍ ମାଙ୍ଗ୍ଲା ।
52 Na Pilate nanamaim tit Jesu biyan bai na ya’in isan ifefeyan naatu aiwob orot ibasit.
53 ଜିସୁର୍ ମଡ୍ କୁର୍ସେଅନି ଉତ୍ରାଇ ଉଲ୍ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍ ରାଙ୍ଗ୍ନି କାଟି ତିଆର୍କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
53 Joseph na Jesu biyan onaf afe’en inu’in bosair bai re faifuw boubunamaim sum bai in hub boubun to naiwanamaim tar numin inu’in imaim yai.
54 ସେ ଦିନ୍ ବିସ୍ରାମ୍ବାର୍ ଦିନ୍ ନ ଅଇରଇଲା, ସେ ଦିନ୍ କେଟି ଆଇତେରଇଲା ।
54 Naatu nati veya i Friday, Baiyarir busurufin isan ana veya nakabom.
55 ଆରି ଗାଲିଲିଅନି ଜିସୁର୍ ସଙ୍ଗ୍ ରଇଲା ମାଇଜିମନ୍ ଜସେପର୍ ସଙ୍ଗ୍ ଜାଇକରି ପାଆର୍ ବିତ୍ରେ ଜିସୁର୍ ଗାଗଡ୍ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍ଲାଇ ।
55 Baibin Galilee ine Jesu hi’ufunun bairi hinan i Joseph bairi hin hubemaim hitit, Jesu biyan mi’itube ya’iyai i hi’itin.
56 ସେମନ୍ ବାଉଡିଜାଇ ବାସ୍ନା ଚିକନ୍ ଆରି ବାସ୍ନା ଦିନ୍ସୁ ତିଆର୍ କର୍ତେ ରଇଲାଇ । ସେ କାମ୍ ସାର୍ବାକେ ବିସ୍ରାମ୍ଦିନ୍ କେଟ୍ଲା । ଆରି ସେ ଦିନେ ମସାର୍ ନିୟମ୍ ଇସାବେ, ସେମନ୍ ବିସ୍ରାମ୍ କଲାଇ ।
56 Naatu himatabir hin bar hitit Jesu biyan yabuna’in isan ana raiy hibogaigiwas naatu mar to Baiyarir Ana Veya i hima hiyarir hai ofafar eo na’atube.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 23, comparar traduções ou montar um estudo — tudo direto pelo WhatsApp.