Lucas 22
ସତିଅର୍ ବାଟ୍ (DSO) vs NAA
1 କମିର୍ ନ ପାକାଇ ରୁଟି ତିଆର୍ କର୍ବା ପରବ୍ ଜାକେକି ନିସ୍ତାର୍ ପରବ୍ ବଲି ମିସା କଇବାଇ, ସେ ପରବ୍ ଲଗାଲଗି କେଟି ଆଇତେ ରଇଲା ।
1 Estava próxima a Festa dos Pães sem Fermento, chamada Páscoa.
2 ଆରି ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଲକ୍ମନ୍କେ ଡର୍ତେ ରଇଲାଇ । ଜିସୁକେ କେନ୍ତି ଲୁଚ୍ତେ ମରାଉଁ ? ବଲି ବାଟ୍ କଜ୍ତେ ରଇଲାଇ ।
2 Os principais sacerdotes e os escribas procuravam uma forma de matar Jesus; porque temiam o povo.
3 ଆରି ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ରଇଲା । ସେବେଲାଇ ତାର୍ ମନ୍ ବିତ୍ରେ ସଇତାନ୍ ପୁରିଦେଲା ।
3 Ora, Satanás entrou em Judas, chamado Iscariotes, que era um dos doze.
4 ଆରି ସେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗି ରଇବା ସେନାପତିମନର୍ ଲଗେ, କେନ୍ତିକରି ଜିସୁକେ ବିସ୍ବାସେ ବିସ୍ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍ ସଙ୍ଗ୍ କାତାବାର୍ତା ଅଇବାର୍ ଗାଲା ।
4 Judas foi entender-se com os principais sacerdotes e os capitães sobre como lhes entregaria Jesus.
5 ସେଟାର୍ପାଇ ସେ ଲକ୍ମନ୍ ବେସି ସାର୍ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ ।
5 Eles se alegraram e combinaram em lhe dar dinheiro.
6 ଜିଉଦା ମିସା ରାଜି ଅଇଲା ଆରି ଲକ୍ମନର୍ ନ ଜାନ୍ତେ ଜିସୁକେ ଦାରାଇଦେବାକେ ସୁଜଗ୍ କଜ୍ତେରଇଲା ।
6 Judas concordou e buscava uma boa ocasião para lhes entregar Jesus, longe da multidão.
7 ତାର୍ପଚେ ନିସ୍ତାର୍ ପରବର୍ ବଜି କରି ମେଣ୍ଡାପିଲା ମାର୍ବା ଦିନ୍ ଆଇଲା ।
7 Chegou o dia da Festa dos Pães sem Fermento, em que era necessário fazer o sacrifício do cordeiro pascal.
8 ଜିସୁ, ପିତର୍ ଆରି ଜଅନ୍କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍ପାଇ ନିସ୍ତାର୍ ପରବର୍ ବଜି କାଇବାକେ ଟିକ୍ କରା ।”
8 Então Jesus enviou Pedro e João, dizendo:
9 ସେମନ୍ ଜିସୁକେ ପାଚାର୍ଲାଇ, “ଆମେ କନ୍ ଜାଗାଇ ବଜି ତିଆର୍କର୍ବୁ ବଲି ତମେ ମନ୍ କଲାସ୍ନି ?”
9 Eles lhe perguntaram: — Onde o senhor quer que a preparemos?
10 ଜିସୁ ସେମନ୍କେ କଇଲା, ଦେକା, ତମେ ଗଡ୍ ବିତ୍ରେ ପୁର୍ବା ବେଲେ ଗଟେକ୍ ଆଣ୍ଡିତେଇ ପାନିନେଇ ଜିବା ଲକ୍କେ ବେଟ୍ପାଇସା । ସେ ଜନ୍ ଗରେ ପୁର୍ସି, ତାର୍ ପଚ୍ପଚ୍ ଜାଇ ସେ ଗରର୍ ସାଉକାର୍କେ କୁଆ,
10 Jesus lhes explicou:
11 “ଆମର୍ ଗୁରୁ ତମ୍କେ ଏ କବର୍ କଇ ପାଟାଇଆଚେ, ମୁଇ ଆରି ମର୍ ସିସ୍ମନ୍ କନ୍ ବାକ୍ରାଇ ରକିଆ ପାଇବା ପରବର୍ ବଜି ମାନ୍ବୁ ?
11 e digam ao dono da casa: “O Mestre pergunta: ‘Onde fica o aposento no qual comerei a Páscoa com os meus discípulos?’”
12 ତାର୍ପଚେ ସେ ଲକ୍ ତମ୍କେ ଗର୍ ଉପ୍ରେ ରଇବା ମଅଲା ତିଆର୍ ଅଇରଇଲା ଗଟେକ୍ ବଡ୍ ବାକ୍ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍ କରା ।”
12 Ele lhes mostrará um espaçoso cenáculo mobiliado; ali façam os preparativos.
13 ସେମନ୍ ଜାଇକରି ଜିସୁ ସେମନ୍କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍ଲାଇ । ଆରି ନିସ୍ତାର୍ ପରବର୍ ବଜି ତିଆର୍ କଲାଇ ।
13 E, indo, acharam tudo como Jesus lhes tinha dito e prepararam a Páscoa.
14 ସମାନ୍ ବେଲା କେଟ୍ଲାକେ ଜିସୁ ପେରିତ୍ମନର୍ ସଙ୍ଗ୍ କାଇବାକେ ମିସ୍ତେ ବସ୍ଲାଇ ।
14 Chegada a hora, Jesus se pôs à mesa, e os apóstolos estavam com ele.
15 ସେବେଲା ଜିସୁ ସେମନ୍କେ କଇଲା, “ମୁଇ ଦୁକ୍ କସ୍ଟ ପାଇବା ଆଗ୍ତୁ ନିସ୍ତାର୍ ପରବ୍ ତମର୍ସଙ୍ଗ୍ ମିସ୍ତେ କର୍ବାକେ ବେସି ମନ୍ କରିରଇଲି ।
15 Então Jesus lhes disse:
16 ମୁଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ଏଟା ପୁରାପୁରୁନ୍ ନ ଅଇବାଜାକ, କେବେ ମିସା ଏଟା ନ କାଇ ।”
16 Pois eu lhes digo que nunca mais a comerei, até que ela se cumpra no Reino de Deus.
17 ଆରି ସେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି କଇଲା, “ଏଟା ନେଇ ତମର୍ ନିଜର୍ ନିଜର୍ ବିତ୍ରେ ବାଟା କରା ।
17 E, pegando um cálice, depois de ter dado graças, disse:
18 ମୁଇ ତମ୍କେ କଇଲିନି ପର୍ମେସରର୍ ରାଇଜ୍ ନ ଆଇବା ଜାକ, ଏ ରସ୍ କେବେ ମିସା ନ କାଇ ।”
18 Pois eu digo a vocês que, de agora em diante, não mais beberei do fruto da videira, até que venha o Reino de Deus.
19 ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
19 E, pegando um pão, tendo dado graças, o partiu e lhes deu, dizendo:
20 ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍ ରସ୍ ଦାରି କଇଲା, “ଏ ମୁତା ମର୍ ବନିତେଇ, ପର୍ମେସର୍ ଲକ୍ମନର୍ ସଙ୍ଗ୍ କଲା ନୁଆ ରାଜିନାମା । ଏଟା ତମର୍ପାଇ ଜର୍ଲା ମର୍ ବନି ।”
20 Do mesmo modo, depois da ceia, pegou o cálice, dizendo:
21 “ମାତର୍ ଦେକା ଇତି ମର୍ସଙ୍ଗ୍ ବସି କାଇବା ଗଟେକ୍ ଲକ୍ସେ ବିରଦି ଲକ୍ମନର୍ ଆତେ ମକେ ଦାରାଇ ଦେଇସି ।
21 — Mas eis que a mão do traidor está comigo à mesa.
22 ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ, ସେ ଜେନ୍ତି ଜଜ୍ନା କଲାଆଚେ, ସେନ୍ତାରିସେ ମର୍ବାକେ ଅଇସି । ମାତର୍ ଜନ୍ ଲକ୍ ମକେ ବିସ୍ବାସେ ବିସ୍ ଦେଲାପାରା ବିରଦିମନର୍ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍ ମିଲ୍ସି ।”
22 Pois o Filho do Homem vai segundo o que está determinado, mas ai daquele por quem ele está sendo traído!
23 ସେବେଲାଇ ସିସ୍ମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍ ବିତ୍ରେ କେ ଜିସୁକେ ସେନ୍ତି କର୍ସି ?”
23 Então começaram a perguntar entre si qual deles seria o que estava para fazer isso.
24 ତାର୍ ପଚେ ସେମନର୍ ବିତ୍ରେଅନି କେ ବଡ୍ ବଲି ଦଦାପେଲା ଅଇଲାଇ ।
24 Houve também entre eles uma discussão sobre qual deles parecia ser o maior.
25 ଜିସୁ ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ସେମନର୍ ଲକ୍ମନ୍କେ ନିଜର୍ ଅଦିକାର୍ ଦେକାଇ ସାସନ୍ କର୍ବାଇ । ଆରି ସେମନ୍, ଆମେ ଲକ୍ମନ୍କେ ଦରମ୍ କର୍ବା ଲକ୍ ବଲି ଡାକ୍ପୁଟା ଅଇବାଇ ।
25 Mas Jesus lhes disse:
26 ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ ।
26 Mas vocês não são assim; pelo contrário, o maior entre vocês seja como o menor; e aquele que dirige seja como o que serve.
27 ଏ ଦୁନିଆର୍ ଇସାବେ, ବସିକରି କାଇବା ଲକ୍ ବଡ୍ କି, ବାଟାକରି ଦେବା ଲକ୍ ବଡ୍ ? ବସିକରି କାଇବା ଲକ୍ ସେ ବଡ୍ ଅଇସି । ମାତର୍ ମୁଇ ସେନ୍ତି ନଇ । ମୁଇ ତମର୍ ବିତ୍ରେ ବାଟାକରି ଦେବା ଲକର୍ ପାରା ।
27 Pois qual é maior: aquele que está à mesa ou aquele que serve? Não é verdade que é aquele que está à mesa? Pois, no meio de vocês, eu sou como quem serve.
28 ତମେ ମର୍ ସବୁ ପରିକାଟାନେ ମର୍ସଙ୍ଗ୍ ରଇ ଆଇଲାସ୍ନି ।
28 Vocês são os que têm permanecido comigo nas minhas tentações.
29 ମର୍ ବାବା ପର୍ମେସର୍ ଜେନ୍ତି ସାସନ୍ କର୍ବାକେ ମକେ ତାର୍ ରାଇଜର୍ ଅଦିକାର୍ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଅଦିକାର୍ ଦେବି ।
29 E eu confio a vocês um reino, assim como o meu Pai confiou a mim,
30 ଆରି ତମେ ମର୍ ରାଇଜେ ମର୍ସଙ୍ଗ୍ ବସି କାଆପିଆ କର୍ସା । ରାଜ୍ଗାଦି ବସି ଇସ୍ରାଏଲର୍ ବାରଟା ଜାତିର୍ ଲକ୍ମନ୍କେ ସାସନ୍ କର୍ସା ।”
30 para que comam e bebam à minha mesa no meu Reino; e vocês se assentarão em tronos para julgar as doze tribos de Israel.
31 “ଏ ସିମନ୍, ସିମନ୍ ! ସୁନ୍ ! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ ।
31 — Simão, Simão, eis que Satanás pediu para peneirar vocês como trigo!
32 ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।”
32 Eu, porém, orei por você, para que a sua fé não desfaleça. E você, quando voltar para mim, fortaleça os seus irmãos.
33 ସେବେଲାଇ ସିମନ୍ ଜିସୁକେ କଇଲା, “ଏ ମାପ୍ରୁ ମୁଇ ତର୍ସଙ୍ଗ୍ ବନ୍ଦି ଗରେ ଜିବାକେ ଆରି ମର୍ବାକେ ମିସା ରାଜି ଆଚି ।”
33 Porém Pedro respondeu: — Estou pronto para ir com o Senhor, tanto para a prisão como para a morte.
34 ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
34 Mas Jesus lhe disse:
35 ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । “ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି ?” “ନାଇ, କାଇଟା ମିସା ଅବାବ୍ ଅଏ ନାଇ ।” ବଲି କଇଲାଇ ।
35 A seguir, Jesus perguntou aos discípulos: Eles responderam: — Não faltou nada!
36 ଆରି ସେ କଇଲା, “ମାତର୍ ଏବେ ତମ୍କେ କଇଲିନି, ବେସ୍ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍ବାଟା ବିକି କାଣ୍ଡା ଗେନ ।
36 Então Jesus lhes disse:
37 ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
37 Pois eu lhes digo que é preciso que se cumpra em mim o que está escrito: “Ele foi contado com os malfeitores.” Pois o que a mim se refere está sendo cumprido.
38 ସିମନ୍ ଜିସୁକେ କଇଲା, “ଏ ମାପ୍ରୁ, ଦେକା ଆମର୍ ବିତ୍ରେ ଜଡେକ୍ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍କି ଅଇସି ।”
38 Então lhe disseram: — Senhor, aqui estão duas espadas! Jesus lhes respondeu:
39 ତେଇଅନି ଜିସୁ ଗଡ୍ ଚାଡି ଆଗ୍ତୁର୍ ଅବିଆସ୍ ଇସାବେ ଜିତ୍ନାଉଁର୍ ଡଙ୍ଗ୍ରେ ପାର୍ତନା କର୍ବାକେ ଗାଲା । ସିସ୍ମନ୍ ମିସା ତାର୍ ସଙ୍ଗ୍ ରଇଲାଇ ।
39 E, saindo, Jesus foi, como de costume, para o monte das Oliveiras; e os discípulos o acompanharam.
40 ଆରି ସେ ଜାଗାଇ କେଟିକରି ସିସ୍ମନ୍କେ କଇଲା, “ତମେ ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
40 Chegando ao lugar escolhido, Jesus lhes disse:
41 ତାର୍ ପଚେ ଜିସୁ ତାକର୍ତେଇଅନି କଣ୍ଡେକ୍ ଦୁର୍ ଜାଇ ମାଣ୍ଡିକୁଟା ଦେଇକରି ପାର୍ତନା କର୍ବାର୍ ଦାର୍ଲା ।
41 Ele, por sua vez, se afastou um pouco, e, de joelhos, orava,
42 “ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।”
42 dizendo:
43 ସେଡ୍କିବେଲେ ଏଦେ ଦେକା ! ପର୍ମେସରର୍ ଗଟେକ୍ ଦୁତ୍ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍ସଙ୍ଗ୍ ରଇବାକେ ବପୁଦେଲା ।
43 Então lhe apareceu um anjo do céu que o confortava.
44 ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
44 E, estando em agonia, orava mais intensamente. E aconteceu que o suor dele se tornou como gotas de sangue caindo sobre a terra.
45 ଆରି ଜିସୁ ପାର୍ତନା କରିସାରାଇ ସିସ୍ମନର୍ ଲଗେ ଗାଲା । ସେମନ୍ ସବୁ ଲକ୍ ଦୁକ୍ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍ଲା ।
45 Levantando-se da oração, Jesus foi até onde os discípulos estavam, e os encontrou dormindo de tristeza.
46 ତେଇ ସେମନ୍କେ କଇଲା, “ତମେ କାଇକେ ସଇଦେଇ ଆଚାସ୍ ? ଉଟା ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
46 E disse:
47 ଜେଡେବଲ୍ ଜିସୁ ଏ କାତା କଇତେରଇଲା ଗାଦି ଲକ୍ମନ୍ ତେଇ ଆଇଲାଇ । ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଜିଉଦା ନାଉଁର୍ ସିସ୍, ସେମନର୍ ଆଗ୍ତୁ ଅଇ ସେମନ୍କେ ଡାକିଆନ୍ଲା, । ଆରି ଜିସୁକେ ଚୁମିକରି ସେମନ୍କେ ଚିନାଇଦେଲା ।
47 Enquanto Jesus ainda falava, eis que chegou uma multidão. E um dos doze, que se chamava Judas, vinha à frente deles e se aproximou de Jesus para o beijar.
48 ଜିସୁ ଜିଉଦାକେ ପାଚାର୍ଲା, “ଏ ଜିଉଦା ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମକେ, ତୁଇ ବିରଦି ଲକ୍ମନ୍କେ ଚୁମିକରି ଦାରାଇଦେଲୁସ୍ନି କି ?”
48 Jesus, porém, lhe disse:
49 ସେ ବିରଦି ଲକ୍ମନ୍ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍ମନ୍ ଜାନ୍ଲାଇ । ସେବେଲାଇ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ, ଆମର୍ କାଣ୍ଡା ବେଟ୍ବୁ କି ?”
49 Os que estavam ao redor de Jesus, vendo o que estava por acontecer, perguntaram: — Senhor, devemos atacar com as espadas?
50 ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍, ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ କାଟିପାକାଇଲା ।
50 Um deles golpeou o servo do sumo sacerdote e cortou-lhe a orelha direita.
51 ଏଟା ଦେକି ଜିସୁ କଇଲା, “ନିଚୁ” । ସେ ଚିଡ୍ଲା କାନ୍ ଚିଇକରି ନିକ କଲା ।
51 Mas Jesus interveio, dizendo: E, tocando na orelha do homem, o curou.
52 ଜିସୁ ତାକେ ବନ୍ଦି କର୍ବାକେ ଆଇଲା ମୁକିଅ ପୁଜାରିମନ୍କେ, ମନ୍ଦିର୍ ଜାଗି ରଇବା ସେନାପତିମନ୍କେ ଆରି ପାର୍ଚିନ୍ମନ୍କେ କଇଲା, “ମୁଇ କାଇ ଡାକୁ କି ? ମକେ ଦାର୍ବାକେ ବଡ୍ ବଡ୍ ଟେଙ୍ଗ୍ ଆରି କାତିକାଣ୍ଡା ଦାରି ଆସି ଆଚାସ୍ ।
52 Então Jesus disse aos principais sacerdotes, capitães do templo e anciãos que vieram prendê-lo:
53 ସବୁ ଦିନେତା ମୁଇ ମନ୍ଦିରେ ତମର୍ ସଙ୍ଗ୍ ରଇଲି, ମାତର୍ ତମେ ମକେ ବାନ୍ଦାସ୍ ନାଇ । ଏବେ ବେଲା କେଟ୍ଲା ଆଚେ । ମକେ କାଇଟାମିସା କର୍ବାକେ ପର୍ମେସର୍ ସଇତାନ୍କେ ଅନୁମତି ଦେଲାଆଚେ ।”
53 Todos os dias, estando eu com vocês no templo, vocês não tentaram me prender. Esta, porém, é a hora de vocês e a hora do poder das trevas.
54 ତାର୍ ପଚେ ସେମନ୍ ଜିସୁକେ ବାନ୍ଦିକରି ବଡ୍ ପୁଜାରିର୍ ଗରେ ଦାରିଗାଲାଇ । ପିତର୍ ଦୁରିକେ ରଇ ସେମନର୍ ପଚେପଚେ ଗାଲା ।
54 Então, prendendo Jesus, levaram-no e o introduziram na casa do sumo sacerdote. Pedro seguia de longe.
55 ସନିଅମନ୍ ଜଇଲାଗାଇ ଚାରିବେଡ୍ତି ବସ୍ଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ବସ୍ଲା ।
55 Quando acenderam um fogo no meio do pátio e se assentaram juntos, Pedro tomou lugar entre eles.
56 ଗଟେକ୍ ଗତିଦାଙ୍ଗ୍ଡି ପିତର୍କେ ଜଇପାଲି ବସ୍ଲାଟା ନିକକରି ଦେକି କଇଲା, “ଏ ଲକ୍ ମିସା ଜିସୁର୍ ସଙ୍ଗ୍ ରଇଲା !”
56 Uma empregada, vendo-o sentado perto do fogo, fixou os olhos nele e disse: — Este também estava com ele.
57 ମାତର୍ ପିତର୍ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।”
57 Mas Pedro negou, dizendo: — Mulher, não o conheço.
58 ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।” ମାତର୍ ପିତର୍ ତାକେ କଇଲା, “ମୁଇ ନଇ ।”
58 Pouco depois, outro homem, ao ver Pedro, disse: — Você também é um deles. Mas Pedro disse: — Homem, eu não sou um deles.
59 ଗଟେକ୍ ଗଁଟା ଗାଲାପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ଏ ଲକ୍ମିସା ନିଜେ ତାର୍ ସିସ୍ମନର୍ ସଙ୍ଗ୍ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍ ଗାଲିଲିର୍ ଲକ୍ ।”
59 E, tendo passado cerca de uma hora, outro afirmou, dizendo: — Com certeza este também estava com ele, porque também é galileu.
60 ଏଟା ସୁନି ପିତର୍ ସେ ଲକ୍କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍ନି ? ମୁଇ ବିଲ୍କୁଲ୍ ନାଜାନି ।” ସେ କାତା ପିତର୍ କଇଲା ଦାପ୍ରେ, କୁକ୍ଡା ଡାକ୍ଲା ।
60 Mas Pedro insistiu: — Homem, não sei do que você está falando. E logo, enquanto Pedro ainda falava, o galo cantou.
61 ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ ।
61 Então, o Senhor voltou-se e fixou os olhos em Pedro. E Pedro se lembrou da palavra do Senhor, como lhe tinha dito: “Hoje, antes que o galo cante, você me negará três vezes.”
62 ସେଟାର୍ପାଇ ପିତର୍ ସେଟା ଏତାଇ, ଦୁକ୍ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍ଲା ।
62 E Pedro, saindo dali, chorou amargamente.
63 ଜିସୁକେ ଦାରିକରି ସଙ୍ଗଇରଇଲା ଲକ୍ମନ୍ ତାକେ ମାରିମାରି କିଜାଇଲାଇ ।
63 Os homens que detinham Jesus zombavam dele, davam-lhe pancadas e,
64 ଆରି ତାର୍ ଆଁକି ବାନ୍ଦିକରି ତାକେ ପାଚାର୍ଲାଇ, “ତକେ କେ ମାର୍ଲା, କଅ ?”
64 colocando uma venda sobre os olhos dele, diziam: — Profetize! Quem foi que bateu em você?
65 ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
65 E muitas outras coisas diziam contra ele, blasfemando.
66 ତାର୍ ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲ୍ ବେଲାଇ, ପାର୍ଚିନ୍ମନ୍, ମୁକିଅ ପୁଜାରିମନ୍ ଆରି ସାସ୍ତର୍ ସିକାଇଦେବା ଲକ୍ମନ୍ ଗଟେକ୍ଟାନେ ରୁଣ୍ଡ୍ଲାଇ । ଆରି ଜିସୁକେ ବିଚାର୍ କର୍ବା ବଡ୍ଟା ଜାଗାଇ ନେଲାଇ ।
66 Logo que amanheceu, reuniu-se a assembleia dos anciãos do povo, tanto os principais sacerdotes como os escribas, e o conduziram ao Sinédrio, onde lhe disseram:
67 “ତୁଇ ସତଇସେ ପର୍ମେସର୍ ବାଚିପାଟାଇଲା କିରିସ୍ଟ କି ? ଆମ୍କେ କଅ ।” ମାତର୍ ଜିସୁ ସେମନ୍କେ କଇଲା, “ମୁଇ କଇଲେ ମିସା ତମେ ବିସ୍ବାସ୍ ନ କରାସ୍ ।
67 — Se você é o Cristo, diga-nos. Então Jesus lhes respondeu:
68 ମୁଇ ତମ୍କେ ପାଚାର୍ଲେ ମିସା ନ କୁଆସ୍ ।
68 E, se eu perguntar, vocês não me darão resposta.
69 ମାତର୍ ଏବେ ଅନି, ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ତାର୍ ଉଜାବାଟେ ବସିରଇବି ।”
69 Desde agora, o Filho do Homem estará sentado à direita do Deus Todo-Poderoso.
70 ସେ କାତା ସୁନି ଗୁଲାଇ ଲକ୍ମନ୍ ଆଉଲିଅଇ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇକାଇ ପର୍ମେସରର୍ ପିଲା କି ?” ଜିସୁ ସେମନ୍କେ କଇଲା “ମୁଇସେ ବଲି ତମେ କଇଲାସ୍ନି ।”
70 Todos perguntaram: — Então você é o Filho de Deus? Jesus respondeu:
71 ଆରି ସେମନ୍ କଇଲାଇ, “ଆମ୍କେ ଆରି କାଇ ସାକି ଦର୍କାର୍ ତା ? ଆମେ ନିଜେ ତାର୍ ଟଣ୍ଡେଅନି ସୁନ୍ଲୁ ଆଚୁ ।”
71 Eles disseram: — Que necessidade ainda temos de testemunho? Porque nós mesmos ouvimos o que ele falou.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 22, comparar traduções ou montar um estudo — tudo direto pelo WhatsApp.