Lucas 1
ସତିଅର୍ ବାଟ୍ (DSO) vs ACF
1 ଏ ତିଅପିଲ୍ ମଆସୟ, ଆମର୍ ବିତ୍ରେ ଜନ୍ ସବୁ ଗଟ୍ନା ଗଟ୍ଲା, ସେସବୁ ଲେକ୍ବାକେ ବେସି ଲକ୍ ଚେସ୍ଟା କଲାଇ ।
1 Tendo, pois, muitos empreendido pôr em ordem a narração dos fatos que entre nós se cumpriram,
2 ଆରାମ୍ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍ କବର୍ ବିନ୍ ଲକ୍ମନ୍କେ ଜାନାଇଲାଇ, ସେମନ୍ ଆମ୍କେ କଇଲା ଇସାବେ ଲେକ୍ଲାଇ ।
2 Segundo nos transmitiram os mesmos que os presenciaram desde oprincípio, e foram ministros da palavra,
3 ତେବର୍ପାଇ ଏ ମାନନିୟ ତିୟପିଲ୍. ପୁର୍ବେଅନି ଟିକିନିକି କଜ୍ଲଡ୍କରି ତେଇ ସବୁଜାକ ରିତିିନିତି ସଙ୍ଗ୍ ଅଇଲାଟା ତମର୍ପାଇ ମୁଇ ଲେକ୍ବିଆକା ବଲି ମନ୍କଲି ।
3 Pareceu-me também a mim conveniente descrevê-los a ti, ó excelente Teófilo, por sua ordem, havendo-me já informado minuciosamente de tudo desde o princípio;
4 ଜେନ୍ତି ତୁଇ ସବୁ ବିସଇର୍ ସିକିଆ ପାଇଆଚୁସ୍, ସେ ସିକିଆର୍ ପୁରାପୁରୁନ୍ ସତ୍ ପାଇପାରୁସ୍ ।
4 Para que conheças a certeza das coisas de que já estás informado.
5 ଜିଉଦା ଦେସର୍ ରାଜା ଏରଦର୍ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍ ଗଟେକ୍ ପୁଜାରି ରଇଲା । ତାର୍ ମାଇଜି ଏଲିସାବେତ୍ । ସେ ଆରଣ୍ ବଁସର୍ ରଇଲା ।
5 Existiu, no tempo de Herodes, rei da Judéia, um sacerdote chamado Zacarias, da ordem de Abias, e cuja mulher era das filhas de Arão; e o seu nome era Isabel.
6 ପର୍ମେସରର୍ ଦେକ୍ବା ଇସାବେ ସେମନ୍ ଦୁଇଲକ୍ ଜାକ ମାପ୍ରୁର୍ ସବୁ ଆଦେସ୍, ବିଦି ଇସାବେ କରତେରଇଲାଇ ।
6 E eram ambos justos perante Deus, andando sem repreensão em todos os mandamentos e preceitos do Senhor.
7 ମାତର୍ ସେମନ୍କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍ ବାଞ୍ଜି ରଇଲା । ଆରି ସେମନ୍ ଡକ୍ରା ଡକ୍ରି ଅଇଜାଇରଇଲାଇ ।
7 E não tinham filhos, porque Isabel era estéril, e ambos eram avançados em idade.
8 ଦିନେକ୍ ଜିକରିୟ ନିଜର୍ ଦଲର୍ ପାଲି ଇସାବେ, ଜିଉଦିମନର୍ ମନ୍ଦିରେ ପୁଜାରି କାମ୍ କର୍ବାବେଲେ,
8 E aconteceu que, exercendo ele o sacerdócio diante de Deus, na ordem da sua turma,
9 ରିତିନିତି ଇସାବେ ଜିକରିୟର୍ ନାଉଁ କେଡ୍ ପୁଟ୍ଲାଜେ ତାକେ ମାପ୍ରୁର୍ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍ ଦେବାକେ ପଡ୍ଲା ।
9 Segundo o costume sacerdotal, coube-lhe em sorte entrar no templo do Senhor para oferecer o incenso.
10 ଆରି ଦୁପ୍ ଦେବାବେଲେ ଲକ୍ମନ୍ ବାଇରେ ପାର୍ତନା କର୍ତେ ରଇଲାଇ ।
10 E toda a multidão do povo estava fora, orando, à hora do incenso.
11 ସେଡ୍କିବେଲେ ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଦୁପ୍ ଦେବା ବେଦିର୍ ଉଜାବାଟେ ଟିଆଅଇ ତାକେ ଦର୍ସନ୍ ଦେଲା ।
11 E um anjo do Senhor lhe apareceu, posto em pé, à direita do altar do incenso.
12 ଜିକରିୟ ତାକେ ଦେକି କିଲ୍ବିଲ୍ ଅଇ ଡରିଗାଲା ।
12 E Zacarias, vendo-o, turbou-se, e caiu temor sobre ele.
13 ମାତର୍ ଦୁତ୍ ତାକେ କଇଲା, “ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ ।
13 Mas o anjo lhe disse: Zacarias, não temas, porque a tua oração foi ouvida, e Isabel, tua mulher, dará à luz um filho, e lhe porás o nome de João.
14 ସେ ତମର୍ ପାଇ ବେସି ସାର୍ଦା ଆନ୍ସି ଆରି କେତେ କେତେ ଲକ୍ମନ୍ ତାର୍ ଜନମେ ସାର୍ଦା କର୍ବାଇ ।
14 E terás prazer e alegria, e muitos se alegrarão no seu nascimento,
15 ମାପ୍ରୁର୍ ଦେକ୍ବା ଇସାବେ ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି । ସେ ଆମଟ୍ ଅଇଜାଇରଇବା ଅଙ୍ଗୁର୍ ରସ୍ କି ନିସା ଜିନିସ୍ ମୁଲ୍କେ ନ କାଏ ଆରି ମାଆର୍ ଗର୍ବେ ଅନି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ଆଇସି ।
15 Porque será grande diante do Senhor, e não beberá vinho, nem bebida forte, e será cheio do Espírito Santo, já desde o ventre de sua mãe.
16 ଆରି ଇସ୍ରାଏଲ୍ ଲକ୍ମନର୍ ବିତ୍ରେ ଅନି କେତେ କେତେ ଲକ୍ମନ୍କେ ମାପ୍ରୁ ତାର୍ ପର୍ମେସରର୍ ଟାନେ ବାଉଡାଇସି ।
16 E converterá muitos dos filhos de Israel ao Senhor seu Deus,
17 ସେ ବବିସତ୍ବକ୍ତା ଏଲିୟର୍ ଆତ୍ମାଇ ବପୁଅଇ ପର୍ମେସରର୍ ଆଗ୍ତୁ ଜାଇସି । ବାବାମନର୍ ମନ୍ ପିଲାମନର୍ଟାନେ ବାଉଡାଇସି । ପର୍ମେସରର୍ କାତା ନ ମାନ୍ବା ଲକ୍ମନ୍କେ ଦରମ୍ ଲକ୍ମନ୍ ଚିନ୍ତା କର୍ବା ଟାନେ ବାଉଡାଇସି । ଆରି ପର୍ମେସରର୍ ଲକ୍ମନ୍କେ ତାର୍ ପାଇ ଜାଗ୍ରତ୍ କରାଇସି ।”
17 E irá adiante dele no espírito e virtude de Elias, para converter os corações dos pais aos filhos, e os rebeldes à prudência dos justos, com o fim de preparar ao Senhor um povo bem disposto.
18 ତେଇ ଜିକରିୟ ଦୁତ୍କେ କଇଲା, “ତମେ କଇବାଟା ସତ୍ ଅଇସି ବଲି ମୁଇ କେନ୍ତି ଜାନ୍ବି ? କାଇକେବଇଲେ ମୁଇତା ଡକ୍ରା ଅଇଗାଲିବେ, ଆରି ମର୍ ମାଇଜି ମିସା ଡକ୍ରି ଅଇଗାଲାନି ।”
18 Disse então Zacarias ao anjo: Como saberei isto? pois eu já sou velho, e minha mulher avançada em idade.
19 ଦୁତ୍ ତାକେ କଇଲା “ମୁଇ ଗାବ୍ରିଏଲ୍, ମୁଇ ପର୍ମେସରର୍ ମୁଆଟେ ଟିଆ ଅଇରଇବା ଦୁତ୍, ତମ୍କେ ଏ କବର୍ ଜାନାଇବାକେ ମକେ ପାଟାଇଆଚେ ।
19 E, respondendo o anjo, disse-lhe: Eu sou Gabriel, que assisto diante de Deus, e fui enviado a falar-te e dar-te estas alegres novas.
20 ଦେକ୍, ଏ ସବୁ ନ ଅଇବା ଦିନ୍ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍ ସବୁ ବାକିଅ ସମାନ୍ ବେଲାଇସେ ପୁରାପୁରୁନ୍ ଅଇସି । ସେଟା ସବୁ ତୁଇ ବିସ୍ବାସ୍ କୁରୁସ୍ ନାଇ ।”
20 E eis que ficarás mudo, e não poderás falar até ao dia em que estas coisas aconteçam; porquanto não creste nas minhas palavras, que a seu tempo se hão de cumprir.
21 ଏତ୍କି ଅଇବା ବିତ୍ରେ ଲକ୍ମନ୍ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍ ଅଲ୍ସମ୍ ଅଇଲାଜେ ସେମନ୍ କାବାଅଇ ଜାଇତେରଇଲାଇ ।
21 E o povo estava esperando a Zacarias, e maravilhava-se de que tanto se demorasse no templo.
22 ମାତର୍ ଜିକରିୟ ବାରଇ ଆସି ଲକ୍ମନର୍ ସଙ୍ଗ୍ କାତାଅଇ ନାପାର୍ଲା, ତେଇ ସେ ଦେଉଲେ ଦର୍ସନ୍ ପାଇଆଚେ ବଲି ଲକ୍ମନ୍ ବୁଜ୍ଲାଇ ଆରି ସେ ଲକ୍ମନ୍କେ ଆତ୍ ସଗିଆ କରି ଜାନାଇବାର୍ ଦାର୍ଲା ଆରି ଗୁଲାଅଇକରି ରଇଲା ।
22 E, saindo ele, não lhes podia falar; e entenderam que tinha tido uma visão no templo. E falava por acenos, e ficou mudo.
23 ଜିକରିୟ ତାର୍ ସେବା କର୍ବା ପାଲି ଦିନ୍ ସବୁ ସାର୍ଲା ପଚେ ତାର୍ ଗରେ ଉଟିଗାଲା ।
23 E sucedeu que, terminados os dias de seu ministério, voltou para sua casa.
24 ଏତ୍କି ଅଇ କେତେକ୍ ଦିନ୍ ଗାଲା ପଚେ ତାର୍ ମାଇଜି ଏଲିସାବେତ୍ ଗାଗ୍ଡେ ଅଇଲା ଆରି ସେ ପାଁଚ୍ ମାସ୍ ଜାକ କାକେ ନ ଜାନାଇ ଗରେସେ ରଇଲା ।
24 E, depois daqueles dias, Isabel, sua mulher, concebeu, e por cinco meses se ocultou, dizendo:
25 ତାର୍ପଚେ ଏଲିସାବେତ୍ କଇଲା, “ଲକ୍ମନର୍ ଜେଞ୍ଜେଟ୍ କର୍ବାଟା ଦୁର୍ କର୍ବାକେ ସାରାସାରି ମକେ ଦୟା କରି ମାପ୍ରୁ ଏନ୍ତାରି କଲାଆଚେ ।”
25 Assim me fez o Senhor, nos dias em que atentou em mim, para destruir o meu opróbrio entre os homens.
26 ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା ।
26 E, no sexto mês, foi o anjo Gabriel enviado por Deus a uma cidade da Galiléia, chamada Nazaré,
27 ସେ ଦାଙ୍ଗ୍ଡିର୍ ନାଉଁ ମରିୟମ୍, ଦାଉଦ୍ ବଁସର୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା ସଙ୍ଗ୍ ତାର୍ ମାଙ୍ଗ୍ନି ଅଇରଇଲା ।
27 A uma virgem desposada com um homem, cujo nome era José, da casa de Davi; e o nome da virgem era Maria.
28 ଦୁତ୍ ମରିୟମର୍ ଲଗେ ଆସି କଇଲା, “ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।”
28 E, entrando o anjo aonde ela estava, disse: Salve, agraciada; o Senhor é contigo; bendita és tu entre as mulheres.
29 ମରିୟମ୍ ସରଗର୍ ଦୁତ୍ କଇଲା ବାକିଅ ସୁନ୍ଲା ଆରି କାଇଟା ବୁଜିନାପାରି ଉଡୁକ୍ ଦୁଡୁକ୍ ଅଇଜାଇକରି, ବାବିବାବି ରଇଲା ।
29 E, vendo-o ela, turbou-se muito com aquelas palavras, e considerava que saudação seria esta.
30 ଦୁତ୍ ତାକେ କଇଲା, “ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ ।
30 Disse-lhe, então, o anjo: Maria, não temas, porque achaste graça diante de Deus.
31 ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା ।
31 E eis que em teu ventre conceberás e darás à luz um filho, e pôr-lhe-ás o nome de Jesus.
32 ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କରାଇସି ।
32 Este será grande, e será chamado filho do Altíssimo; e o Senhor Deus lhe dará o trono de Davi, seu pai;
33 ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।”
33 E reinará eternamente na casa de Jacó, e o seu reino não terá fim.
34 ମରିୟମ୍ ଦୁତ୍କେ କଇଲା, “ଏଟା କେନ୍ତି ଅଇସି ? ମୁଇତା ମୁନୁସ୍କେ ନାଜାନି !”
34 E disse Maria ao anjo: Como se fará isto, visto que não conheço homem algum?
35 ଦୁତ୍ ତାକେ କଇଲା, “ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।”
35 E, respondendo o anjo, disse-lhe: Descerá sobre ti o Espírito Santo, e a virtude do Altíssimo te cobrirá com a sua sombra; por isso também o Santo, que de ti há de nascer, será chamado Filho de Deus.
36 ଆରି ଦେକ୍, ତର୍ ଲାଗାର୍ ଲିତାର୍ ଏଲିସାବେତ୍ ମିସା ଡକ୍ରି ବେଲେ ଗାଗ୍ଡେ ଆଚେ, ଜାକେ ଲକ୍ମନ୍ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍ ଅଇଲାନି ।
36 E eis que também Isabel, tua prima, concebeu um filho em sua velhice; e é este o sexto mês para aquela que era chamada estéril;
37 କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
37 Porque para Deus nada é impossível.
38 ତେଇ ମରିୟମ୍ କଇଲା, “ଦେକା, ମୁଇ ଗଟେକ୍ ମାପ୍ରୁର୍ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍ପଚେ ଦୁତ୍ ତାର୍ଟାନେଅନି ଉଟିଗାଲା ।
38 Disse então Maria: Eis aqui a serva do Senhor; cumpra-se em mim segundo a tua palavra. E o anjo ausentou-se dela.
39 ସେଡ୍କିବେଲେ ମରିୟମ୍ ବାରଇକରି ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ଗଟେକ୍ ନଅରେ ଉଟିଗାଲା ।
39 E, naqueles dias, levantando-se Maria, foi apressada às montanhas, a uma cidade de Judá,
40 ତେଇ ଜିକରିୟର୍ ଗରେ ପୁରିକରି ସେ ଏଲିସାବେତ୍କେ ଜୁଆର୍ କଲା ।
40 E entrou em casa de Zacarias, e saudou a Isabel.
41 ମରିୟମ୍ ଜୁଆର୍କଲାଟା ସୁନ୍ଲା ଦାପ୍ରେ ଏଲିସାବେତର୍ ଗର୍ବେ, ପିଲା ସାର୍ଦା ଅଇ ଡେଗଇଲା ଆରି ଏଲିସାବେତ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇଲା ।
41 E aconteceu que, ao ouvir Isabel a saudação de Maria, a criancinha saltou no seu ventre; e Isabel foi cheia do Espírito Santo.
42 ଏଲିସାବେତ୍ ଆଉଲି ଅଇକରି କଇଲା, “ତୁଇ ସବୁ ମାଇଜିମନର୍ ବିତ୍ରେ ଅନି କେଡେକ୍ ନିକ କରମର୍ ଲକ୍ ! ତର୍ ଗରବର୍ ପିଲାର୍ ମିସା କେଡେକ୍ କରମ୍ !
42 E exclamou com grande voz, e disse: Bendita és tu entre as mulheres, e bendito o fruto do teu ventre.
43 ମୁଇ କେ ଜେ ମର୍ ମାପ୍ରୁର୍ ମାଆ, ମକେ ଦେକ୍ବାର୍ ଆଇଲା ଆଚେ ?
43 E de onde me provém isto a mim, que venha visitar-me a mãe do meu Senhor?
44 କାଇକେବଇଲେ, ଦେକ୍, ତୁଇ ଜୁଆର୍କଲାଟା ସୁନ୍ଲା ଦାପ୍ରେ ମର୍ ଗରବର୍ ପିଲା ସାର୍ଦା ଅଇ ଡେଗଇଲା ।
44 Pois eis que, ao chegar aos meus ouvidos a voz da tua saudação, a criancinha saltou de alegria no meu ventre.
45 ଜେ ବିସ୍ବାସ୍ କର୍ସି ତାର୍ କେଡେକ୍ ନିମାନ୍ କରମ୍, କାଇକେବଇଲେ ମାପ୍ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
45 Bem-aventurada a que creu, pois hão de cumprir-se as coisas que da parte do Senhor lhe foram ditas.
46 ତେଇ ମରିୟମ୍ କଇଲା,
46 Disse então Maria: A minha alma engrandece ao Senhor,
47 ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
47 E o meu espírito se alegra em Deus meu Salvador;
48 କାଇକେବଇଲେ ସେ ମର୍ପାରା କାକୁର୍ତିଆନିକେ ନିଜର୍ ଗତିଦାଙ୍ଗ୍ଡି ବଲି ଏତାଇଲା ଆଚେ ।
48 Porque atentou na baixeza de sua serva; Pois eis que desde agora todas as gerações me chamarão bem-aventurada,
49 କାଇକେବଇଲେ ସବୁର୍ଟାନେଅନି ବପୁର୍ ମାପ୍ରୁ, ମର୍ପାଇ କାବାଅଇଜିବା କାମ୍ କଲାଆଚେ,
49 Porque me fez grandes coisas o Poderoso; E santo é seu nome.
50 ଆରି ଜନ୍ ଲକ୍ମନ୍ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍କେ ଦୟା କର୍ସି ।
50 E a sua misericórdia é de geração em geração Sobre os que o temem.
51 ସେ ତାର୍ ନିଜର୍ ବପୁର୍ ଆତ୍ ଦେକାଇଆଚେ,
51 Com o seu braço agiu valorosamente; Dissipou os soberbos no pensamento de seus corações.
52 ସେ ବଡ୍ ବଡ୍ ରାଜାମନ୍କେ ସେମନ୍ ରଇବାଟାନେଅନି ଉତ୍ରାଇ ଦେଲା ଆଚେ,
52 Depôs dos tronos os poderosos, E elevou os humildes.
53 ସେ ବୁକର୍ ଲକ୍ମନ୍କେ ନିକ ନିକ ବିସଇ ଦେଇ ସାର୍ଦା କରାଇ ଆଚେ,
53 Encheu de bens os famintos, E despediu vazios os ricos.
54 ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା,
54 Auxiliou a Israel seu servo, Recordando-se da sua misericórdia;
55 ସେ ଅବ୍ରାଆମ୍ ଆରି ତାର୍ ନାତିମନ୍କେ ତାର୍ ଦୟା କାଲ୍କାଲ୍ ଜୁଗ୍ଜୁଗ୍ ଏତାଅତ୍ବଲି ଦେକାଇଲା ଆଚେ ।”
55 Como falou a nossos pais, Para com Abraão e a sua posteridade, para sempre.
56 ଆରି ମରିୟମ୍ ତିନ୍ ମାସ୍ ପାରା ଏଲିସାବେତର୍ ସଙ୍ଗ୍ ରଇ ନିଜର୍ ଗରେ ବାଉଡି ଗାଲା ।
56 E Maria ficou com ela quase três meses, e depois voltou para sua casa.
57 ପଚେ ଏଲିସାବେତର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲାଜେ, ସେ ଗଟେକ୍ ପିଲା ଜନମ୍ ଦେଲା ।
57 E completou-se para Isabel o tempo de dar à luz, e teve um filho.
58 ଆରି ମାପ୍ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍ ଲାଗାର୍ଲିତାର୍ ଲକ୍ ଆରି ଗତିଆ କୁଟୁମ୍ ତାକର୍ ସଙ୍ଗ୍ ସାର୍ଦା କର୍ବାର୍ ଦାର୍ଲାଇ ।
58 E os seus vizinhos e parentes ouviram que tinha Deus usado para com ela de grande misericórdia, e alegraram-se com ela.
59 ଆଟ୍ ଦିନ୍ ଗାଲାପଚେ ଲକ୍ମନ୍ ପିଲାର୍ ସୁନତ୍ଟାନେ ଆଇଲାଇ ଆରି ତାର୍ ବାବାର୍ ନାଉଁ ଇସାବେ ପିଲାର୍ ନାଉଁ ମିସା ଜିକରିୟ ଦେବାକେ ମନ୍କଲାଇ ।
59 E aconteceu que, ao oitavo dia, vieram circuncidar o menino, e lhe chamavam Zacarias, o nome de seu pai.
60 ମାତର୍ ଏଲିସାବେତ୍ କଇଲା, “ନାଇ ତାର୍ ନାଉଁ ଜଅନ ଦିଆ ଅ ।”
60 E, respondendo sua mãe, disse: Não, porém será chamado João.
61 ଲକ୍ମନ୍ ତାକେ କଇଲାଇ “ତମର୍ ବଁସ୍ ବିତ୍ରେ ତା ଏନ୍ତାରି ନାଉଁର୍ ଲକ୍ କେ ମିସା ନାଇ ।”
61 E disseram-lhe: Ninguém há na tua parentela que se chame por este nome.
62 ତେଇ ସେମନ୍ ପିଲାକେ କାଇ ନାଉଁ ଦେଉଁ ବଲି ମନ୍ କଲୁସ୍ନି ? ସେଟା ଜିକରିୟକେ ଆତ୍ ଦେକାଇକରି ପାଚାର୍ବାର୍ ଦାର୍ଲାଇ ।
62 E perguntaram por acenos ao pai como queria que lhe chamassem.
63 ସେଡ୍କିବେଲେ ଜିକରିୟ ଲକ୍ମନ୍କେ ଗଟେକ୍ ଲେକ୍ବା ପାଟା ମାଙ୍ଗ୍ଲା ଆରି “ଏଦେ ଦେକା ! ତାର୍ ନାଉଁ ଜଅନ୍ !” ବଲି ଲେକ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
63 E, pedindo ele uma tabuinha de escrever, escreveu, dizendo: O seu nome é João. E todos se maravilharam.
64 ସେଡ୍କି ଦାପ୍ରେ ଜିକରିୟର୍ ଟଣ୍ଡ୍ ପୁଟ୍ଲା, ସେ ଆରି ତରେକ୍ କାତା ଅଇ ପର୍ମେସର୍କେ ମଇମା କର୍ବାର୍ ଦାର୍ଲା ।
64 E logo a boca se lhe abriu, e a língua se lhe soltou; e falava, louvando a Deus.
65 ତାର୍ ଲଗର୍ ପାକର୍ ଲକ୍ମନ୍ ଡରିଗାଲାଇ, ଆରି ଏସବୁ କାତା ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ସବୁ ବାଟର୍ ଲକ୍ମନ୍ କୁଆବଲା ଅଇଲାଇ ।
65 E veio temor sobre todos os seus vizinhos, e em todas as montanhas da Judéia foram divulgadas todas estas coisas.
66 ଆରି ସୁନିରଇବା ସବୁ ଲକ୍ମନ୍ କାବା ଅଇକରି, ମନେ ମନେ ବାବ୍ଲାଇ, ତେବେ ଏ ପିଲା କାଇଟା ଅଇସି ? କାଇକେବଇଲେ ମାପ୍ରୁର୍ ବପୁ ପିଲାର୍ସଙ୍ଗ୍ ଆଚେ ବଲି ସବୁକେ ଜାନାପଡ୍ଲା ।
66 E todos os que as ouviam as conservavam em seus corações, dizendo: Quem será, pois, este menino? E a mão do Senhor estava com ele.
67 ଆରି ଜଅନର୍ ବାବା ଜିକରିୟ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ପର୍ମେସରର୍ କବର୍ କଇବାର୍ ଦାର୍ଲା ।
67 E Zacarias, seu pai, foi cheio do Espírito Santo, e profetizou, dizendo:
68 “ଆସା ଆମେ ଇସ୍ରାଏଲର୍ ମାପ୍ରୁକେ ଦନିଅବାଦ୍ ଦେଉ
68 Bendito o Senhor Deus de Israel, Porque visitou e remiu o seu povo,
69 ତାର୍ ନିଜର୍ ଗତିଦାଙ୍ଗ୍ଡା ଦାଉଦର୍ କୁଟୁମେ ଅନି
69 E nos levantou uma salvação poderosa Na casa de Davi seu servo.
70 ପୁରବ୍ କାଲେଅନି ସୁକଲ୍ ରଇବା ନିଜର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା,
70 Como falou pela boca dos seus santos profetas, desde o princípio do mundo;
71 ସେନ୍ତାରି ଆମ୍କେ ଇନ୍ କର୍ବା ସବୁ ସତ୍ରୁମନର୍ ଟାନେଅନି ମୁକ୍ଲାଇ ଆଚେ ।
71 Para nos livrar dos nossos inimigos e da mão de todos os que nos odeiam;
72 ଜେନ୍ତି ସେ ଆମର୍ ଆନିଦାଦିମନର୍ପାଇ ଦୟା ଦେକାଇଆଚେ, ଆରି ସେମନର୍ ସଙ୍ଗ୍ କରିରଇବା ନିଜର୍ ସୁକଲ୍ ନିୟମ୍ ଏତାଇ ଆଚେ,
72 Para manifestar misericórdia a nossos pais, E lembrar-se da sua santa aliança,
73 ଆମର୍ ପୁର୍ବର୍ ବାବା ଅବ୍ରାଆମ୍କେ ଜନ୍ କାତା ଦେଇରଇଲା ।
73 E do juramento que jurou a Abraão nosso pai,
74 ଆରି ଜେନ୍ତାରିକି ସତ୍ରୁର୍ ଆତେଅନି ଉଦାର୍ ପାଇ ଆଚୁ ।
74 De conceder-nos que, Libertados da mão de nossos inimigos, o serviríamos sem temor,
75 ଜେନ୍ତାରିକି ଆମେ ଜିବନ୍ସାରା ଦରମ୍ ସଙ୍ଗ୍, ସୁକଲ୍ ସଙ୍ଗ୍ ତାର୍ ସେବା କର୍ବାକେ, ଆମ୍କେ ଦୟା କର୍ସି ।
75 Em santidade e justiça perante ele, todos os dias da nossa vida.
76 ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
76 E tu, ó menino, serás chamado profeta do Altíssimo, Porque hás de ir ante a face do Senhor, a preparar os seus caminhos;
77 ପାପ୍ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
77 Para dar ao seu povo conhecimento da salvação, Na remissão dos seus pecados;
78 ଆମର୍ ପାଦ୍ ସାନ୍ତିର୍ ବାଟେ ଆନ୍ବାକେ, ଆମର୍ ପର୍ମେସରର୍ ଆଲାଦର୍ ଦୟାର୍ଲାଗି, ଆମର୍ପାଇ ସର୍ଗେଅନି ବେଲ୍ ତାରାସ୍ସି ।
78 Pelas entranhas da misericórdia do nosso Deus, Com que o oriente do alto nos visitou;
79 ସେ ପୁରାପୁରୁନ୍ ଆଲାଦର୍ ଦୟାର୍ଲାଗି ମାପ୍ରୁର୍ ଲକ୍ମନ୍କେ, ସେମନର୍ ପାପ୍ଟାନେଅନି ମୁକ୍ଲାଇବା ଗିଆନ୍ ଦେଇସୁ । ତାର୍ ବାଟ୍ ତିଆର୍ କର୍ବାକେ ମୁଲିଆଇସୁ ।”
79 Para iluminar aos que estão assentados em trevas e na sombra da morte; A fim de dirigir os nossos pés pelo caminho da paz.
80 ଆରି ଜଅନ୍ ବଡିକରି ଆତ୍ମାଇ ବପୁ ଅଇଲା ଆରି ଲକ୍ମନର୍ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍କେ ରଇତେ ରଇଲା । ପଚେ ସେ ଇସ୍ରାଏଲର୍ ଲକ୍ମନର୍ଟାନେ ବାକିଅ ସୁନାଇବାର୍ ଦାର୍ଲା ।
80 E o menino crescia, e se robustecia em espírito. E esteve nos desertos até ao dia em que havia de mostrar-se a Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 1, comparar traduções ou montar um estudo — tudo direto pelo WhatsApp.