Lucas 15
ସତିଅର୍ ବାଟ୍ (DSO) vs VC
1 ଦିନେକ୍ ଜିସୁ କଇବା କାତା ସୁନ୍ବାକେ ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ଆରି ଏନ୍ତି ବେସି ପାପିଲକ୍ମନ୍ ତାର୍ ଲଗେ ଆଇତେ ରଇଲାଇ ।
1 Aproximavam-se de Jesus os publicanos e os pecadores para ouvi-lo.
2 ତେଇ ପାରୁସି ଲକ୍ମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍, ଏଟା ଦେକି ତାର୍ ବିରଦେ ଏନ୍ତି କଇବାର୍ ବସ୍ଲାଇ । “ଏ ଲକ୍କେ ଦେକା, ସେ ପାପି ଲକ୍ମନର୍ ସଙ୍ଗ୍ ମଇତର୍ ପାରା ଅଇ ତାକର୍ ସଙ୍ଗ୍ ମିସ୍ତେ କାଇଲାନି ।”
2 Os fariseus e os escribas murmuravam: Este homem recebe e come com pessoas de má vida!
3 ସେଟାର୍ ପାଇ ଜିସୁ ସେମନ୍କେ ଏ ଉଦାଅରନ୍ କଇଲା ।
3 Então lhes propôs a seguinte parábola:
4 “ଜଦି ତମର୍ ବିତ୍ରେ ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସେ ବିତ୍ରେଅନି ଗଟେକ୍ ଆଜିଜାଇସି ବଇଲେ ତମେ କାଇଟା କର୍ସା ? ସେ ନବେ ନଅଟା ମେଣ୍ଡାମନ୍କେ ଚାରତ୍ବଲି ଚାଡିଦେଇ, ଆଜିଗାଲା ଗଟେକ୍ ମେଣ୍ଡା ମିଲ୍ବାଜାକ ନ କଜାସ୍ କି ?
4 Quem de vós que, tendo cem ovelhas e perdendo uma delas, não deixa as noventa e nove no deserto e vai em busca da que se perdeu, até encontrá-la?
5 ଆରି ଜେଡେବଲ୍ ସେ ମେଣ୍ଡା ମିଲାଇସି, ବେସି ସାର୍ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା ।
5 E depois de encontrá-la, a põe nos ombros, cheio de júbilo,
6 ତମେ ଗରେ କେଟ୍ଲା ପଚେ, ତମର୍ ମଇତର୍ମନ୍କେ ଆରି ଗର୍ ଲଗର୍ ଲକ୍କେ ଡାକିକରି ‘ମର ସଙ୍ଗ୍ ସାର୍ଦା କରା, କାଇକେବଇଲେ ମର୍ ଆଜିଗାଲା ମେଣ୍ଡା ମିଲ୍ଲା’ ବଲି କଇସା ।
6 e, voltando para casa, reúne os amigos e vizinhos, dizendo-lhes: Regozijai-vos comigo, achei a minha ovelha que se havia perdido.
7 ସେନ୍ତାରି ମୁଇ ତମ୍କେ କଇଲିନି, ‘ଆମେ ପାପି ଲକ୍ମନ୍ ନଉଁ’ ବଲି ବାବ୍ତେରଇବା ନବେ ନଅଟା ଦରମ୍ ଲକ୍ମନ୍ ରଇଲେମିସା ଗଟେକ୍ ପାପି ଲକ୍ ନିଜେ ‘ମୁଇ ଗଟେକ୍ ପାପି’ ବଲି ଏତାଇସି । ପଚେ ମନ୍ବାଦ୍ଲାଇ କରି ପର୍ମେସରର୍ ଲଗେ ଆଇସି । ସେ ନବେ ନଅଟା ଦରମ୍ ଲକ୍ମନର୍ତେଇ ଅନି ଏ ଗଟେକ୍ ଲକର୍ ପାଇ ସର୍ଗେ ଅଦିକ୍ ସାର୍ଦା କର୍ବାଇ ।”
7 Digo-vos que assim haverá maior júbilo no céu por um só pecador que fizer penitência do que por noventa e nove justos que não necessitam de arrependimento.
8 ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍ କାତାନି ସେମନ୍କେ କଇଲା, “ଜଦି ଗଟେକ୍ ମାଇଜିର୍ ଦସ୍ଟା ରୁପାଟାଙ୍ଗା ରଇଲା । ତେଇଅନି ଗଟେକ୍ ଅଦ୍ଲି ଆଜିଗାଲେ ସେ କାଇଟା କର୍ସି ? ସେ ବତି ଲାଗାଇ ଗୁଲାଇ ଗର୍ ସେଟା ନ ମିଲ୍ବାଜାକ ବାଡାନ୍ ଚୁଡାନ୍ କରି କଜ୍ସି ।
8 Ou qual é a mulher que, tendo dez dracmas e perdendo uma delas, não acende a lâmpada, varre a casa e a busca diligentemente, até encontrá-la?
9 ଆରି ସେଟା ମିଲ୍ଲା ଦାପ୍ରେ ତାର୍ ମଇତର୍ମନ୍କେ ଆରି ଗର୍ ଲଗେ ରଇଲା ଲକ୍ମନ୍କେ କଇସି ‘ତମେ ମର୍ସଙ୍ଗ୍ ସାର୍ଦା କରା, କାଇକେ ବଇଲେ ଆଜିଗାଲା ରୁପାଅଦ୍ଲି ଡାବୁ ମକେ ମିଲ୍ଲା ଆଚେ’ ।
9 E tendo-a encontrado, reúne as amigas e vizinhas, dizendo: Regozijai-vos comigo, achei a dracma que tinha perdido.
10 ମୁଇ ତମ୍କେ କଇଲିନି, ସେନ୍ତିସେ ଗଟେକ୍ ପାପି ଲକ୍ ମାପ୍ରୁର୍ତେଇ ମନ୍ବାଦ୍ଲାଇସି ବଇଲେ, ପର୍ମେସରର୍ ଦୁତ୍ମନ୍ ବେସି ସାର୍ଦା କର୍ବାଇ ।”
10 Digo-vos que haverá júbilo entre os anjos de Deus por um só pecador que se arrependa.
11 ଏ କାତା ବୁଜାଇ ଦେବାକେ ଜିସୁ ସେମନ୍କେ ଆରି ଗଟେକ୍ କାତାନି କଇଲା । ଗଟେକ୍ ଲକ୍କେ ଦୁଇଟା ପିଲାମନ୍ ରଇଲାଇ ।
11 Disse também: Um homem tinha dois filhos.
12 ଦିନେକ୍ ସାନ୍ ପଅ ତାର୍ ବାବାକେ କଇଲା, “ଏ ବାବା ତର୍ ଦନ୍ ମର୍ବାଗେ ଜେତ୍କି ଅଇସି, ସେଟା ଏବେ ମକେ ଦେଇପାକା ।” ସେଟାର୍ ପାଇ ତାର୍ ବାବା ତାର୍ ଦନ୍ ଦୁଇବାଗ୍ କରି ତାର୍ ପିଲାମନ୍କେ ଦେଲା ।
12 O mais moço disse a seu pai: Meu pai, dá-me a parte da herança que me toca. O pai então repartiu entre eles os haveres.
13 ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା ।
13 Poucos dias depois, ajuntando tudo o que lhe pertencia, partiu o filho mais moço para um país muito distante, e lá dissipou a sua fortuna, vivendo dissolutamente.
14 ତାର୍ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍ ଗୁଲାଇ ବାଟେ ମର୍ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍ଲଗେ ଡାବୁ ନ ରଇଲା ।
14 Depois de ter esbanjado tudo, sobreveio àquela região uma grande fome e ele começou a passar penúria.
15 ତେବେ ସେ ଗଡେ ଗଟେକ୍ ଲକର୍ ଗରେ କୁଲି ମିଲ୍ସି କାଇକି ବଲି କାମ୍ କଜ୍ବାର୍ ଗାଲା । ସେ ଲକ୍ ତାକେ ଗୁସ୍ରି ଚାରାଇବା କାମ୍ ଦେଲା ।
15 Foi pôr-se ao serviço de um dos habitantes daquela região, que o mandou para os seus campos guardar os porcos.
16 ଆରି ତାକେ ବେସି ବୁକ୍ ଲାଗ୍ତେ ରଇଲା । ତାକେ ଗୁସ୍ରିମନର୍ କାଦି କାଇବାକେ ମନ୍ଲାଗ୍ଲା ମାତର୍ ସେ କାଦି ମିସା ଦେଅତ୍ ନାଇ ।
16 Desejava ele fartar-se das vagens que os porcos comiam, mas ninguém lhas dava.
17 ସେବେଲେ ତାକେ ଚେତ୍ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍ଲା । ମର୍ ବାବାର୍ ଗରେତା କାମ୍ କର୍ବା ଗତିଦାଙ୍ଗ୍ଡାମନର୍ କେତେ କାଦି ଉବ୍ରି ଗାଲାନି । ମାତର୍ ମୁଇ ଇତି ବୁକେ ମରିଜିବିବେ ।
17 Entrou então em si e refletiu: Quantos empregados há na casa de meu pai que têm pão em abundância... e eu, aqui, estou a morrer de fome!
18 ସେଟାର୍ପାଇ ମୁଇ ଏ ଜାଗା ଚାଡିକରି ମର୍ ବାବାର୍ ଲଗେ ବାଉଡି ଜିବି । ଆରି ତାକେ କଇବି, “ଏ ବାବା ମୁଇ ପର୍ମେସର୍ ଆରି ତର୍ ବିରଦେ ପାପ୍ କରିଆଚି ।
18 Levantar-me-ei e irei a meu pai, e dir-lhe-ei: Meu pai, pequei contra o céu e contra ti;
19 ମୁଇ ଆରି ତର୍ ପିଲା ଅଇବାର୍ ଅଦିକାର୍ ନାଇ ଆରି ତର୍ ଗତିଦାଙ୍ଗ୍ଡାମନର୍ ବିତ୍ରେ ଗଟେକ୍ ଗତିଦାଙ୍ଗ୍ଡା ଅଇ ରଇବି” ବଲି କଇବି ।
19 já não sou digno de ser chamado teu filho. Trata-me como a um dos teus empregados.
20 ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା ।
20 Levantou-se, pois, e foi ter com seu pai. Estava ainda longe, quando seu pai o viu e, movido de compaixão, correu-lhe ao encontro, lançou-se-lhe ao pescoço e o beijou.
21 ସେ ପିଲା ତାର୍ ବାବାକେ କଇଲା, “ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।”
21 O filho lhe disse, então: Meu pai, pequei contra o céu e contra ti; já não sou digno de ser chamado teu filho.
22 ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।”
22 Mas o pai falou aos servos: Trazei-me depressa a melhor veste e vesti-lha, e ponde-lhe um anel no dedo e calçado nos pés.
23 ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ ।
23 Trazei também um novilho gordo e matai-o; comamos e façamos uma festa.
24 କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
24 Este meu filho estava morto, e reviveu; tinha se perdido, e foi achado. E começaram a festa.
25 ସେ ବେଲା ତାର୍ ବଡ୍ ପଅ ତାସ୍ପଦାଇ ରଇଲା । ସେ ବାଉଡି କରି ଗର୍ ଲଗେ ଆଇବା ବେଲାଇ ବାଜାବାଇଦ୍ କରି ନାଟ୍ଗିତ୍ କର୍ବାଟା ସୁନ୍ଲା ।
25 O filho mais velho estava no campo. Ao voltar e aproximar-se da casa, ouviu a música e as danças.
26 ସେ ଗଟେକ୍ ଗତିଦାଙ୍ଗ୍ଡାକେ ଡାକିକରି ପାଚାର୍ଲା, “ଇତି କାଇଟା ଅଇଲାନି ?”
26 Chamou um servo e perguntou-lhe o que havia.
27 ଗତିଦାଙ୍ଗ୍ଡା ତାକେ କଇଲା, “ତର୍ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍ ବାବା, ତର୍ ବାଇ ଜର୍ଦୁକା ନ ଅଇ ଜିବନ୍ଅଇ ଆଇଲାକେ ଗଟେକ୍ ଗାଗଡ୍ ପସୁକେ ମାର୍ଲା ଆଚେ ।”
27 Ele lhe explicou: Voltou teu irmão. E teu pai mandou matar um novilho gordo, porque o reencontrou são e salvo.
28 ଏ କାତା ସୁନି ବଡ୍ ପଅ ବେସି ରିସା ଅଇଗାଲା । ସେ ଗର୍ ବିତ୍ରେ ପୁରେ ମିସା ନାଇ । ମାତର୍ ତାର୍ ବାବା ବଡ୍ ପଅର୍ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍ ଦାର୍ଲା ।
28 Encolerizou-se ele e não queria entrar, mas seu pai saiu e insistiu com ele.
29 ମାତର୍ ବଡ୍ ପଅ ତାର୍ ବାବାକେ କଇଲା, “ଦେକ୍, ମୁଇ ଏତେକ୍ ବରସ୍ ଜାକ ଗଟେକ୍ ଗତିଦାଙ୍ଗ୍ଡା ପାରା ତର୍ ସେବା କଲିନି ଆରି ତର୍ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍ ? ମର୍ ମଇତର୍ମନର୍ ସଙ୍ଗ୍ ବଜି କରା ବଲି ଗଟେକ୍ ସାନ୍ଟା ପସୁ ମିସା ଦେଉସ୍ ନାଇ ।
29 Ele, então, respondeu ao pai: Há tantos anos que te sirvo, sem jamais transgredir ordem alguma tua, e nunca me deste um cabrito para festejar com os meus amigos.
30 ମାତର୍ ତର୍ ଏ ସାନ୍ ପଅ ସବୁ ଦନ୍ ଦାରିଜାଇ ବେସିଆମନ୍କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍ ପାଇ ଗଟେକ୍ ଗାଗଡ୍ଟା ପସୁକେ ମାର୍ଲୁସ୍ !”
30 E agora, que voltou este teu filho, que gastou os teus bens com as meretrizes, logo lhe mandaste matar um novilho gordo!
31 ସେବେଲେ ତାର୍ ବାବା ବଡ୍ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍ ସଙ୍ଗ୍ ରଇଲୁସ୍ନି ଆରି ମର୍ ଜେତ୍କି ଦନ୍ ଆଚେ ସେଟା ସବୁ ତର୍ଟାସେ ।
31 Explicou-lhe o pai: Filho, tu estás sempre comigo, e tudo o que é meu é teu.
32 ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇ ଆମେ ସାର୍ଦା କର୍ବାର୍ ରଇଲା ।”
32 Convinha, porém, fazermos festa, pois este teu irmão estava morto, e reviveu; tinha se perdido, e foi achado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 15, comparar traduções ou montar um estudo — tudo direto pelo WhatsApp.