Lucas 14
ସତିଅର୍ ବାଟ୍ (DSO) vs ARC
1 ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ ।
1 Aconteceu, num sábado, que, entrando ele em casa de um dos principais dos fariseus para comer pão, eles o estavam observando.
2 ତେଇ ଜିସୁ ତାର୍ ମୁଆଟେ ଗଟେକ୍ ପୁଲାରଗ୍ ଅଇରଇଲା ଲକ୍କେ ଦେକ୍ଲା ।
2 E eis que estava ali diante dele um certo homem hidrópico.
3 ତାର୍ ପଚେ ଜିସୁ ସେ ପାରୁସି ଆରି ମସାର୍ ନିୟମ୍ ସିକାଇଦେବା ଲକ୍ମନ୍କେ ପାଚାର୍ଲା । “ମସାର୍ ନିୟମ୍ ଇସାବେ ବିସ୍ରାମ୍ବାରେ ଗଟେକ୍ ରଗ୍ ଅଇଲା ଲକ୍କେ ନିକ କର୍ବା ବିଦି ଆଚେ କି ନାଇ ?”
3 E Jesus, tomando a palavra, falou aos doutores da lei e aos fariseus, dizendo: É lícito curar no sábado?
4 ମାତର୍ ସେମନ୍ କାଇଟାବଲି ମିସା ନ କଇ ଚୁପ୍ଚାପ୍ ଅଇ ରଇଲାଇ । ସେଟାର୍ ପାଇ ଜିସୁ ସେ ରଗିକେ ଚିଇଲା ଆରି ନିକ କରି ପାଟାଇ ଦେଲା ।
4 Eles, porém, calaram-se. E tomando- o, o curou e despediu.
5 ତାର୍ ପଚେ ଜିସୁ ସେମନ୍କେ ପାଚାର୍ଲା, “ ବିସ୍ରାମ୍ବାରେ ତମର୍ ବିତ୍ରେଅନି ଗଟେକ୍ କାର୍ଆଲେ ନିଜର୍ ପିଲା ନଇଲେ ଗଟେକ୍ ଗରୁ କୁଇସାଲେ ଅଦ୍ରି ରଇଲେ ତାକେ ଦାପ୍ରେ ଜିକି ନ ଆନାସ୍ କି ?”
5 E disse-lhes: Qual será de vós o que, caindo-lhe num poço, em dia de sábado, o jumento ou o boi, o não tire logo?
6 ଏତର୍ ମିସା ସେମନ୍ ଏ କାତାର୍ ଉତର୍ ଦେଇ ନାପାର୍ଲାଇ ।
6 E nada lhe podiam replicar sobre isso.
7 ଆରି ତେଇ କାଇବାର୍ ଆସି ରଇଲା ଲକ୍ମନ୍ ନିଜର୍ ନିଜର୍ ପାଇ ମୁକିଅ ଜାଗା ବାଚି ରଇଲାଇ । ସେଟା ଜିସୁ ଦେକି କରି ସେମନ୍କେ ଏ ଉଦାଅରନ୍ ଦେଇ କଇଲା,
7 E disse aos convidados uma parábola, reparando como escolhiam os primeiros assentos, dizendo-lhes:
8 “ଜେଡେବେଲା ତମ୍କେ କାର୍ଆଲେ ବିବାଗରେ ଜିବାକେ ଡାକ୍ବାଇ, ସେବେଲା ମୁକିଅ ଲକ୍ମନ୍ ବସ୍ବା ଜାଗାଇ ଜାଇ ବସାନାଇ । କାଇକେ ବଇଲେ ସେମନ୍ ତମର୍ତେଇଅନି ବଡ୍ ଲକ୍କେ ମିସା ବିବାଟାନେ ଜିବାକେ ଡାକି ରଇବାଇ ।
8 Quando por alguém fores convidado às bodas, não te assentes no primeiro lugar, para que não aconteça que esteja convidado outro mais digno do que tu,
9 କେ ତମ୍କେ ଆରି ବଡ୍ ଲକ୍କେ ଡାକ୍ଲା ଆଚେ ସେ ଆସିକରି ତମ୍କେ କଇସି, ‘ଆକେ ଏ ନିକ ଜାଗା ଦେସ୍’ ବଲି । ତେଇ ତମେ ଉଟି ମୁକିଅ ନଇଲା ଜାଗାଇ ଜାଇ ବସ୍ବାର୍ ଆଚେ । ସେବେଲାଇ ତମ୍କେ ବେସି ଲାଜ୍ ଲାଗ୍ସି ।
9 e, vindo o que te convidou a ti e a ele, te diga: Dá o lugar a este; e então, com vergonha, tenhas de tomar o derradeiro lugar.
10 ମାତର୍ ଜେଡେବଲ୍ ତମ୍କେ ଡାକ୍ବାଇ, ସେଡ୍କିବେଲେ ତମେ ଜାଇ ମୁକିଅ ନଇଲା ଜାଗାଇ ବସା । ସେବେଲା ତକେ ଡାକ୍ଲା ଲକ୍ ଆସି କଇସି, ‘ଏ ମଇତର୍ ତୁଇ କାଇକେ ଇତି ବସିଆଚୁସ୍ ? ଆଉ ଏ ନିମାନ୍ ଜାଗାଇ ବସ୍’ । ସେବେଲା ତମର୍ ସଙ୍ଗ୍ ବସ୍ଲା ସବୁ ଲକ୍ମନର୍ ମୁଆଟେଅନି ଡାକିନେଇ ନିକ ଜାଗାଇ ବସାଇ ଦେଇସି । ଆରି ସବୁ ଲକର୍ ମୁଆଟେ ତମେ ସନ୍ମାନ୍ ପାଇସା ।
10 Mas, quando fores convidado, vai e assenta-te no derradeiro lugar, para que, quando vier o que te convidou, te diga: Amigo, assenta-te mais para cima. Então, terás honra diante dos que estiverem contigo à mesa.
11 କେ ନିଜ୍କେ ବଡ୍ ଲକ୍ ବଲି ବାବ୍ଲାନି ତାକେ ପର୍ମେସର୍ ସାନ୍ କରାଇସି । ଆରି କେ ନିଜ୍କେ ସାନ୍ ଲକ୍ ବଲି ବାବ୍ସି ତାକେ ପର୍ମେସର ବଡ୍ କରାଇସି ।” ବଲି କଇଲା ।
11 Porquanto, qualquer que a si mesmo se exaltar será humilhado, e aquele que a si mesmo se humilhar será exaltado.
12 ତାର୍ପଚେ ଜିସୁ ବଜିତେଇ ଡାକ୍ଲା ଲକ୍କେ କଇଲା, “ତୁଇ ଲକ୍ମନ୍କେ ବଜିତେଇ ଡାକ୍ବା ବେଲାଇ ତର୍ ମଇତର୍ମନ୍କେ, ବାଇମନ୍କେ, ନିଜର୍ ଲକ୍ମନ୍କେ ଆରି ସାଉକାର୍ ଲକ୍ମନ୍କେ ଡାକ୍ ନାଇ । କାଇକେବଇଲେ ସେମନ୍ କେଡେବଲ୍ ମିସା ତକେ ଡାକିକରି ତୁଇ ଦେଲାପାରା ବଜି ବାଉଡାଇ ଦେଇପାରତ୍ ।
12 E dizia também ao que o tinha convidado: Quando deres um jantar ou uma ceia, não chames os teus amigos, nem os teus irmãos, nem os teus parentes, nem vizinhos ricos, para que não suceda que também eles te tornem a convidar, e te seja isso recompensado.
13 ତେବେ ତୁଇ ବଜି କଲେ ଗରିବ୍, କାଣା, ଚଟା ଆରି ଚେରେଙ୍ଗ୍ରଗି ଏନ୍ତାରି ଲକ୍ମନ୍କେ ଡାକି ଦେସ୍ ।
13 Mas, quando fizeres convite, chama os pobres, aleijados, mancos
14 ସେନ୍ତି କଲେ ପର୍ମେସର୍ ତକେ ଆସିର୍ବାଦ୍ କର୍ସି । କାଇକେ ବଇଲେ ଏନ୍ତାରି ଲକ୍ମନ୍ ତୁଇ ଦେଲା ବଜି ବାଉଡାଇ ଦେଇ ନାପାରତ୍ । ପର୍ମେସର୍ ଦରମ୍ ଲକ୍ମନ୍କେ ମଲାଟାନେଅନି ଉଟାଇଲା ବେଲେ ତକେ ପୁରୁସ୍କାର୍ ମିଲ୍ସି ।”
14 e serás bem-aventurado; porque eles não têm com que to recompensar; mas recompensado serás na ressurreição dos justos.
15 ଜିସୁ କଇଲା ବିସଇ ସୁନିକରି ତାର୍ ସଙ୍ଗ୍ ବଜିତେଇ କାଇବାକେ ବସି ରଇଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ କଇଲା, “କେ କେ ପର୍ମେସରର୍ ରାଇଜେ ତାର୍ ସଙ୍ଗ୍ ବଜି କାଇବାକେ ବସ୍ବାଇ, ସେଟା ତାକର୍ ପାଇ ଗଟେକ୍ ବଡ୍ ଆସିର୍ବାଦ୍ ।”
15 E, ouvindo isso um dos que estavam com ele à mesa, disse-lhe: Bem-aventurado o que comer pão no Reino de Deus!
16 ଜିସୁ ସେ ଲକ୍କେ କଇଲା, “ତରେକ୍ ଗଟେକ୍ ଲକ୍ ବେସି ବଡ୍ ବଜି କଲା ।” ସେ ବଜିତେଇ ବେସି ଗତିଆମନ୍କେ ଡାକି ରଇଲା ।
16 Porém ele lhe disse: Um certo homem fez uma grande ceia e convidou a muitos.
17 ଆରି ରାନ୍ଦ୍ବାଟା ଟିକ୍ ଅଇଲା ପଚେ ସାଉକାର୍ ତାର୍ ଗତିଦାଙ୍ଗ୍ଡାକେ ଡାକି କଇଲା, “ମୁଇ ବଜିର୍ ପାଇ ଡାକ୍ଲା ଲକ୍କେ ଜାଇ କଅ, କାଇବାଟା ଅଇଗାଲାବେ କାଇବାକେ ଆସତ୍ ।”
17 E, à hora da ceia, mandou o seu servo dizer aos convidados: Vinde, que já tudo está preparado.
18 ମାତର୍ ଲକ୍ମନ୍ ଗଟେକ୍ ରକାମ୍ କଇଲାଇ, “ମକେ କାମ୍ ଆଚେ, ନ ଆସୁ” ବଲି । ଗଟେକ୍ ଲକ୍ କଇଲା “ମୁଇ ନୁଆ ବେଡା ଗେନ୍ଲି ଆଚି ସେ ବେଡା ଦେକ୍ବାକେ ଜିବି । ଆସି ନାପାରି, ଦୟାକରି ତର୍ ସାଉକାର୍କେ ଅଲପ୍ କଇଦେସ୍ ।”
18 E todos à uma começaram a escusar-se. Disse-lhe o primeiro: Comprei um campo e preciso ir vê-lo; rogo-te que me hajas por escusado.
19 ଆରି ଗଟେକ୍ ଲକ୍ କଇଲା, “ମୁଇ ପାଁଚ୍ମୁଣ୍ଡ୍ ଗରୁ ଗେନ୍ଲି ଆଚି, ଗରୁମନ୍କେ କସିକରି ଦେକ୍ବାକେ ଗାଲିନି । ଆସିନାପାରି ଦୟାକରି ତର୍ ସାଉକାର୍କେ ଅଲପ୍ କଇଦେସ୍ ।”
19 E outro disse: Comprei cinco juntas de bois e vou experimentá-los; rogo-te que me hajas por escusado.
20 ଆରି ଗଟେକ୍ ଲକ୍ କଇଲା, “ମୁଇ ନୁଆରେ ବିବା ଅଇଆଚି, ତେବେ ମୁଇ ଆସି ନାପାରି ।”
20 E outro disse: Casei e, portanto, não posso ir.
21 ତାର୍ ପଚେ ସେ ଗତିଦାଙ୍ଗ୍ଡା ଆସି ସାଉକାର୍କେ ଏ ସବୁ କାତା ଜାନାଇଲା । ସେଟା ସୁନି ସାଉକାର୍ ବେସି ରିସାଅଇଜାଇ ତାକେ କଇଲା, “ଦାପ୍ରେ ଜାଇକରି ନଅରେ ଆରି ଗାଉଁ ମନ୍କେ ରଇଲା ଗରିବ୍, କାଣା, ଚଟା, ବଇରା ଆରି ଚେରେଙ୍ଗ୍ରଗିମନ୍କେ ଇତି ଡାକି ଆନ୍ ।”
21 E, voltando aquele servo, anunciou essas
22 ସେ ଗତିଦାଙ୍ଗ୍ଡା ଜାଇକରି ସାଉକାର୍ କଇଲାପାରା ଲକ୍ମନ୍କେ ଆନ୍ଲା । ତାର୍ ପଚେ ଗତିଦାଙ୍ଗ୍ଡା ତାର୍ ସାଉକାର୍କେ କଇଲା, “ଏ ସାଉକାର୍ ତୁଇ କଇଲା ଇସାବେ ମୁଇ ଡାକିଆନ୍ଲି । ଏଲେ ମିସା ଆରି କେତେ ଲକର୍ ପାଇ ଜାଗା ଆଚେ ।”
22 E disse o servo: Senhor, feito está como mandaste, e ainda há lugar.
23 ଆରି ସାଉକାର୍ ସେ ଗତିଦାଙ୍ଗ୍ଡାକେ କଇଲା, “ଗଡର୍ ସଡକ୍ ପାଲି ରଇଲା ଲକ୍ମନ୍କେ ଆରି ଗାଏଁ ରଇଲା ଗରିବ୍ ଲକ୍ମନ୍କେ ଜାଇକରି ଡାକିଆନ୍ । ମର୍ ଗରେ ଲକ୍ ପୁରୁନ୍ ଅଅତ୍ ବଲି ମୁଇ ମନ୍ କଲିନି ।”
23 E disse o senhor ao servo: Sai pelos caminhos e atalhos e força-
24 ତାର୍ପଚେ ଜିସୁ କଇଲା, “ମୁଇ ଜନ୍ ଲକ୍ମନ୍କେ ପର୍ତୁମ୍ ଡାକିରଇଲି, ସେମନ୍ କଣ୍ଡେକ୍ ମିସା ଚାକି ନାପାରତ୍ ।”
24 Porque eu vos digo que nenhum daqueles varões que foram convidados provará a minha ceia.
25 ତରେକ୍ ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଜାଇତେ ରଇଲାଇ । ଆରି ସେ ପଚ୍ବାଟେ ବୁଲିକରି ସେମନ୍କେ କଇଲା ।
25 Ora, ia com ele uma grande multidão; e, voltando-se, disse-lhe:
26 “ଜେ ମର୍ ଲଗେ ଆସିକରି ନିଜର୍ ବାବା, ମାଆ, ମାଇଜି ପିଲା, ବାଇ ବଇନି ଆରି ନିଜ୍କେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ ।
26 Se alguém vier a mim e não aborrecer a seu pai, e mãe, e mulher, e filhos, e irmãos, e irmãs, e ainda também a sua própria vida, não pode ser meu discípulo.
27 ଗଟେକ୍ ଲକ୍ ମର୍ ପଚେ ପଚେ ଇଣ୍ଡ୍ବାର୍ଆଲେ, ତାକେ ଦିଆଅଇଲା କୁରୁସ୍ ବଇକରି ନ ଇଣ୍ଡେ ବଇଲେ, ସେ କେବେ ମର୍ ସିସ୍ ଅଇନାପାରେ ।
27 E qualquer que não levar a sua cruz e não vier após mim não pode ser meu discípulo.
28 ତମେ ଜଦି ଗଟେକ୍ ବଡ୍ ଗର୍ ବାନ୍ଦ୍ବାକେ ମନ୍ କଲାସ୍ନି ବଇଲେ, ବାନ୍ଦ୍ବା ଆଗ୍ତୁ କେତେକ୍ କର୍ଚ ଅଇସି ସେଟା ବସି କରି ଇସାବ୍ କର୍ସା । ଆରି ସେ ଗରର୍ ସବୁ କାମ୍ କରିସାରାଇବାକେ ତମର୍ ଲଗେ ସେତ୍କି ଡାବୁ ଆଚେକି ନାଇ ବଲି ଇସାବ୍ କରିଦେକ୍ସା ।
28 Pois qual de vós, querendo edificar uma torre, não se assenta primeiro a fazer as contas dos gastos,
29 ତମେ ଜଦି ଇସାବ୍ କରି ନ ଦେକ୍ଲେ ଗର୍ କାମ୍ ଆରାମ୍ କରି ସାରାଇ ନାପାରାସ୍ । ସେ କାମ୍ କରି ନ ସାରାଇଲେ ତମ୍କେ ଦେକ୍ବା ଲକ୍ମନ୍ ଆଁସିକରି ଲାଜ୍କରି ଦେବାଇ ।
29 Para que não aconteça que, depois de haver posto os alicerces e não
30 ସେମନ୍ କଇବାଇ, ଏ ଲକ୍ ବଡ୍ଟା ଗର୍ ବାନ୍ଦ୍ବାର୍ ଆରାମ୍ କଲା, ମାତର୍ ସାରାଇବାର୍ ନାପାର୍ଲା ।”
30 dizendo: Este homem começou a edificar e não pôde acabar.
31 ଆରି ଜିସୁ କଇଲା, “ଗଟେକ୍ ରାଜା ଦସ୍ଅଜାର୍ ସନିଅ ଦାରି, କଡେଅଜାର୍ ସନିଅ ରଇଲା ରାଜାସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲେ, ପର୍ତୁମ୍ ତାର୍ ସନିଅମନ୍ ସଙ୍ଗ୍ ବସିକରି ତାର୍ ଦସ୍ଅଜାର ସନିଅମନ୍ ସଙ୍ଗ୍ ଜୁଇଦ୍ କଲେ ଜିତି ଅଇସି କି ନାଇ ବଲି ଜଜ୍ନା ନ କରେକି ?
31 Ou qual é o rei que, indo à guerra a pelejar contra outro rei, não se assenta primeiro a tomar conselho sobre se com dez mil pode sair ao encontro do que vem contra ele com vinte mil?
32 ଜଦି ସେ ରାଜା ଜିତି ନଏଁ ବଲି ବାବ୍ଲେ ସେମନ୍ ଦୁରିକେ ରଇଲା ବେଲେସେ, ଏ ରାଜା ତାର୍ କେତେଟା ଲକ୍କେ ପାଟାଇ କରି, ଜୁଇଦ୍ ନ କରି ସାନ୍ତିର୍ ରାଜିନାମା କର୍ବାକେ କଇସି ।
32 De outra maneira, estando o outro ainda longe, manda embaixadores e pede condições de paz.
33 ତମେମିସା ସେନ୍ତାରିସେ ମର୍ ସିସ୍ ଅଇବାକେ ମନ୍ କଲେ ତମର୍ତେଇ ରଇଲା ସବୁଟା ଚାଡିଦେବାକେ ମନ୍ କର୍ବାର୍ ଆଚେ । ନଇଲେ ତମେ ମର୍ ସିସ୍ ଅଇ ନାପାରାସ୍ ।”
33 Assim, pois, qualquer de vós que não renuncia a tudo quanto tem não pode ser meu discípulo.
34 “ନୁନ୍ ଗଟେକ୍ ବଡିଆ ଦିନ୍ସୁ । ନୁନ୍ ଜଦି ନୁନ୍ ପାରା କରିଆ ନ ଅଇଲେ ସେଟା ଆରିତରେକ୍ କେନ୍ତି ନୁନ୍ପାରା କରିଅଇସି ।
34 Bom é o sal, mas, se ele degenerar, com que se adubará?
35 ସେଟା ମାଟି କି କତ୍ କର୍ବାକେ ମିସା କାମେ ନ ଆସେ । ସେଟା ପିଙ୍ଗି ଦେବାର୍ସେ ଅଇସି । ଜାକେ ସୁନ୍ଲାପାରା କାନ୍ ଆଚେ ସେ ସୁନ ।”
35 Nem presta para a terra, nem para o monturo; lançam-no fora. Quem tem ouvidos para ouvir, que ouça.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 14, comparar traduções ou montar um estudo — tudo direto pelo WhatsApp.