Lucas 12
ସତିଅର୍ ବାଟ୍ (DSO) vs NTLH
1 ଏତ୍କି ବିତ୍ରେ ଅଜାର୍ ଅଜାର୍ ଲକ୍ ଟୁଲ୍ଅଇକରି, ତାକର୍ ତାକର୍ ବିତ୍ରେ ମାଣ୍ଡାଚୁଣ୍ଡା ଅଇଜାଇତେ ରଇଲାଇ, ସେଡ୍କିବେଲେ ଜିସୁ ପର୍ତୁମ୍ ନିଜର୍ ସିସ୍ମନ୍କେ କଇବାର୍ ଦାର୍ଲା, “ପାରୁସିମନର୍ କମିର୍ ପାରା କପଟ୍ ତେଇଅନି ଜାଗ୍ରତ୍ ଅଇରୁଆ ।
1 Milhares de pessoas se ajuntaram, de tal maneira que umas pisavam as outras. Então Jesus disse primeiro aos discípulos:
2 ଡାବିଅଇରଇବା ସବୁ ବିସଇ ଜାନାପଡ୍ସି, ଆରି ଲୁଚିରଇବା ବିସଇ ସବୁ ଦେକାଅଇସି ।
2 Tudo o que está coberto vai ser descoberto, e o que está escondido será conhecido.
3 ତେବର୍ପାଇ, ତମେମନ୍ ଜନ୍ ଜନ୍ଟା ଆନ୍ଦାରେ କଇଆଚାସ୍, ସେ ସବୁଜାକ ଉଜ୍ଲେ ସୁନ୍ବାଇ, ଆରି ଜନ୍ ଜନ୍ଟା ବିତର୍ଗରେ, କେ ନ ସୁନ୍ତେ କଇଆଚାସ୍, ସେଟା ଗରର୍ ଚାନିଉପ୍ରେ ଅନି ସୁନାଇଅଇସି ।”
3 Assim tudo o que vocês disserem na escuridão será ouvido na luz do dia. E tudo o que disserem em segredo, dentro de um quarto fechado, será anunciado abertamente.
4 “ମାତର୍ ତମେ ମର୍ ମଇତର୍, ତମ୍କେ ମୁଇ କଇଲିନି, ଜନ୍ ଲକ୍ମନ୍ ଗାଗଡ୍କେ ମରାଇବାଇ, ମାତର୍ ତାର୍ପଚେ ତମର୍ ଆତ୍ମାକେ କାଇଟା କରିନାପାରତ୍, ସେମନ୍କେ ଡରାନାଇ ।
4 Jesus continuou:
5 ମାତର୍ କାକେ ଡର୍ସା, ସେଟା ମୁଇ ତମ୍କେ ଜାନାଇବି, ମରାଇଲାପଚେ ନର୍କେ ପିଙ୍ଗ୍ବାକେ ଜାର୍ ଅଦିକାର୍ ଆଚେ, ତାକେ ଡରା, ଉଁ ମୁଇ ତମ୍କେ ସତ୍ କଇଲିନି, ପର୍ମେସର୍କେ ଡରା ।
5 Vou mostrar a vocês de quem devem ter medo: tenham medo de Deus, que, depois de matar o corpo, tem poder para jogar a pessoa no inferno. Sim, repito: tenham medo de Deus.
6 “ପାଁଚ୍ଟା ଚେଟିଆ ଚଡଇ କାଇ ଅଲପ୍ ଡାବୁକେ ବିକା ନଅଏ କି ? ଏଲେ ମିସା ସେମନର୍ ବିତ୍ରେଅନି ଗଟେକ୍କେ ମିସା ପର୍ମେସର୍ ନ ପାସ୍ରେ ।
6 — Por acaso não é verdade que cinco passarinhos são vendidos por algumas moedinhas? No entanto Deus não esquece nenhum deles.
7 ମାତର୍ ତମର୍ ମୁଣ୍ଡର୍ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍ କେତେକ୍ କେତେକ୍ ଚେଟିଆ ଚଡଇର୍ ଟାନେଅନି ମୁକିଅ ।”
7 Até os fios dos cabelos de vocês estão todos contados. Não tenham medo, pois vocês valem mais do que muitos passarinhos!
8 “ଆରି ମୁଇ ତମ୍କେ କଇଲିନି, ଜେ ଜଦି ମକେ ଲକ୍ମନର୍ ମୁଆଟେ ନାମ୍ସି ଆରି ବିସ୍ବାସ୍ କର୍ସି, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ପର୍ମେସରର୍ ଦୁତ୍ମନର୍ ମୁଆଟେ ତାକେ ନାମ୍ବି ।
8 Jesus disse ainda:
9 ମାତର୍ ଜେ ଲକ୍ମନର୍ ମୁଆଟେ ମକେ ନ ନାମି, ବିସ୍ବାସ୍ ନ କରେ, ତାକେ ପର୍ମେସରର୍ ଦୁତ୍ମନର୍ ମୁଆଟେ ମୁଇ ଇନ୍ କର୍ବି ।”
9 Mas aquele que disser publicamente que não é meu, o Filho do Homem também dirá diante dos anjos de Deus que essa pessoa não é dele.
10 “ଆରି ଜେ ପର୍ମେସର୍ ପାଟାଇରଇବା ନର୍ପିଲାର୍ ବିରୁଦେ କଇଲେ, ତାକେ କେମା ଦିଆଅଇସି, ମାତର୍ ଜେ ସୁକଲ୍ ଆତ୍ମାର୍ ବିରୁଦେ କଇସି, ତାକେ କେମା ନ ଦିଆଅଏ ।
10 — Quem falar contra o Filho do Homem será perdoado, porém quem
11 “ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
11 — Quando levarem vocês para serem julgados nas
12 କାଇକେବଇଲେ କାଇଟା କଇବାକେ ଅଇସି, ସେବେଲାଇ ସୁକଲ୍ଆତ୍ମା ତମ୍କେ ସିକାଇସି ।”
12 Pois naquela hora o Espírito Santo lhes ensinará o que devem dizer.
13 ଲକ୍ମନର୍ ଗଅଲି ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କଇଲା, “ଏ ଗୁରୁ, ମର୍ ବାବାର୍ ସଁପତି ବାଗ୍ବାଟା କର୍ବାକେ ମର୍ ବାଇକେ କୁଆ ।”
13 Um homem que estava no meio da multidão disse a Jesus: — Mestre, mande o meu irmão repartir comigo a herança que o nosso pai nos deixou.
14 ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ ?”
14 Jesus disse:
15 ଆରି ଜିସୁ ସେମନ୍କେ କଇଲା, “ଜାଗର୍ତା, ସବୁରକାମର୍ ଲବ୍ କର୍ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍ ଲକର୍ ଜିବନ୍ଟାନେଅନି ଦନ୍ସଁପତି ବଡ୍ ବିସଇ ନଏ ।”
15 E continuou, dizendo a todos:
16 ଆରି ସେ ଲକ୍ମନ୍କେ ଗଟେକ୍ ଉଦାଅରନ୍ ଦେଇ କଇଲା, ଗଟେକ୍ ସାଉକାର୍କେ ତାର୍ ଜମିଟାନେଅନି ବେସି ତାସ୍ ପାଚ୍ଲା ।
16 Então Jesus contou a seguinte parábola :
17 ସେ ଲକ୍ ମନେ ମନେ ବାବ୍ନାକରି କଇଲା, “କାଇଟା କର୍ବି ? ମର୍ କାଦି ଆନି ସଙ୍ଗଇବାକେ ଜାଗାନାଇ ।”
17 Então ele começou a pensar: “Eu não tenho lugar para guardar toda esta colheita. O que é que vou fazer?
18 ଆରି ସେ କଇଲା, “ଏନ୍ତାରି କର୍ବି, ମର୍ କାଦି ସଙ୍ଗଇବା ଗରର୍ କତି ବାଙ୍ଗାଇକରି ବଡ୍ ବଡ୍ କରି ତିଆର୍କର୍ବି ଆରି ତେଇ ମର୍ ସବୁ କାଦିକଣ୍ଡା ଜାଗ୍ରତ୍ କରି ସଙ୍ଗଇବି ।
18 Ah! Já sei! — disse para si mesmo. — Vou derrubar os meus depósitos de cereais e construir outros maiores ainda. Neles guardarei todas as minhas colheitas junto com tudo o que tenho.
19 ଆରି ମର୍ ଜିବନ୍କେ କଇବି, ର ଜିବନ୍, ତର୍ପାଇବଲି ବେସି ବରସର୍ କାଦିକଣ୍ଡା ସଙ୍ଗଇ ଅଇଲାଆଚେ, ପୁଣ୍ଡ୍, କାଆ ଆରି ଆରାମ୍ସଙ୍ଗ୍ ର ।”
19 Então direi a mim mesmo: ‘Homem feliz! Você tem tudo de bom que precisa para muitos anos. Agora descanse, coma, beba e alegre-se.’ ”
20 ମାତର୍ ପର୍ମେସର୍ ତାକେ କଇଲା, “ଏରେ ବକୁଆ ଜଦି ଆଜି ରାତି ପର୍ମେସର୍ ତର୍ ଜିବନ୍ ମାଙ୍ଗ୍ସି ବଇଲେ, ତୁଇ ତର୍ପାଇ ଜେତ୍କି ସଙ୍ଗଇଆଚୁସ୍, ସେ ସବୁ କାର୍ଟା ଅଇସି ?
20 Mas Deus lhe disse: “Seu tolo! Esta noite você vai morrer; aí quem ficará com tudo o que você guardou?”
21 ଜେ ନିଜର୍ପାଇ ଦନ୍ ଜତନ୍ କରି ସଙ୍ଗଇସି, ସେ ପର୍ମେସରର୍ ମୁଆଟେ ସାଉକାର୍ ନଏଁ, ତାର୍ପାଇ ଏନ୍ତାରି ଗଟ୍ସି ।”
21 Jesus concluiu:
22 ଜିସୁ ନିଜର୍ ସିସ୍ମନ୍କେ କଇଲା, “ଏଟାର୍ପାଇ ମୁଇ ତମ୍କେ କଇଲିନି, କାଇଟା କାଇକରି ଜିବନ୍ ବଁଚାଉ ଆରି ଗାଗଡର୍ପାଇ କାଇଟା ପିନ୍ଦ୍ବୁ ବଲି ଚିନ୍ତା କରାନାଇ ।
22 Então Jesus disse aos seus discípulos:
23 କାଇକେବଇଲେ କାଦିଟାନେଅନି ଜିବନ୍ ଆରି ବସ୍ତର୍ଟାନେଅନି ଗାଗଡ୍ ଆକା ମୁକିଅ ।
23 Pois a vida é mais importante do que a comida, e o corpo é mais importante do que as roupas.
24 ଚଡଇମନର୍ ବିସଇନେଇକରି ବାବିଦେକା, ସେମନ୍ ନ ବୁନତ୍ କି ନ କାଟତ୍, ଆରି ସେମନର୍ ବାଣ୍ଡାର୍ଗର୍ କି କାଦି ସଙ୍ଗଇବା ଆମାର୍ ଗର୍ ନାଇ । ଅଇଲେ ମିସା ମାପ୍ରୁ ସେମନ୍କେ କାଦି ଜାଗାଇଦେଇସି । ତମେ ଚଡଇମନର୍ ଟାନେଅନି କେତେକ୍ ଅଦିକାରର୍ ଲକ୍ ।
24 Vejam os corvos: não semeiam, não colhem, não têm despensas nem depósitos, mas Deus dá de comer a eles. Será que vocês não valem muito mais do que os pássaros?
25 ତମର୍ ବିତ୍ରେ ଏନ୍ତାରିଲକ୍ ନ ରଅତ୍, ଜେ କି ଚିନ୍ତାକରି ତାର୍ କଣ୍ଡେକ୍ ମିସା ଆଇସ୍ ବଡାଇ ପାର୍ସି ।
25 Qual de vocês pode encompridar a sua vida, por mais que se preocupe com isso?
26 ତେବର୍ପାଇ ତମେମନ୍ ଗଟେକ୍ ସାନ୍ ବିସଇ ମିସା କରିନାପାର୍ଲାସ୍ନି ବଇଲେ ବଡ୍ ବଡ୍ ବିସଇ କାଇକେ ଚିନ୍ତା କଲାସ୍ନି ?
26 Portanto, se vocês não podem conseguir uma coisa assim tão pequena, por que se preocupam com as outras?
27 ପୁଲ୍ମନର୍ ବିସଇ ବାବିଦେକା, ସେମନ୍ କେନ୍ତି ପୁଟ୍ଲାଇନି, ସୁତା ନ କାଟତ୍ କି ଲୁଗା ନ ବୁନତ୍ । ଏଲେମିସା ମୁଇ ତମ୍କେ କଇଲିନି, ସବୁର୍ଟାନେଅନି ମଆନ୍ ଆରି ଦନି ରାଜା ସଲ୍ମନ୍ ମିସା ସେ ପୁଲ୍ମନର୍ ବିତ୍ରେଅନି ଗଟେକ୍ ପୁଲର୍ ଏତ୍କି ସଜାଇ ନ ଅଇରଇଲା ।
27 Vejam como crescem as flores do campo: elas não trabalham, nem fazem roupas para si mesmas. Mas eu afirmo a vocês que nem mesmo Salomão, sendo tão rico, usava roupas tão bonitas como uma dessas flores.
28 ଆଜି ଜନ୍ ଗାଁସ୍ ପଦାଇ ଆଚେ, କାଲିକେ ସେଟା ରୁଣ୍ଡାଇ ଜଇ ଲାଗାଇବାଇ । ସେଟାକେ ପର୍ମେସର୍ ଏନ୍ତାରି ବେସ୍ ଦେଲାନି ବଇଲେ, ଏ ଅଲପ୍ ବିସ୍ବାସ୍ କର୍ବା ଲକ୍ମନ୍, ସେ ତମ୍କେ ପିନ୍ଦ୍ବାକେ କେତେକ୍ ଅଦିକ୍ ଦେଇସି !”
28 É Deus quem veste a erva do campo, que hoje está aqui e amanhã desaparece, queimada no forno. Então é claro que ele vestirá também vocês, que têm uma fé tão pequena!
29 “ଆରି କାଇଟା କାଇବୁ ? ବଲି ଚିନ୍ତାକରି ଲାଗିରୁଆନାଇ,
29 Portanto, não fiquem aflitos, procurando sempre o que comer ou o que beber.
30 କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ ବିସଇ କଜିବୁଲ୍ବାଇ । ମାତର୍ ଏ ସବୁ ବିସଇ ତମ୍କେ ଦର୍କାର୍, ସେଟା ତମର୍ ବାବା ଜାନିରଇସି ।
30 Pois os pagãos deste mundo é que estão sempre procurando todas essas coisas. O Pai de vocês sabe que vocês precisam de tudo isso.
31 ମୁଇ କଇଲିନି ତମେ ପର୍ମେସରର୍ ସରଗ୍ ରାଇଜ୍ କଜା, ଆରି ଏ ସବୁ ବିସଇ ସେ ତମ୍କେ ଦେଇସି ।”
31 Portanto, ponham em primeiro lugar na sua vida o
32 ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
32 Jesus continuou:
33 ତମ୍କେ ଜନ୍ ଜନ୍ଟା ଆଚେ, ସେଟା ବିକିଦେଇ ଗରିବ୍ମନ୍କେ ଦାନ୍ କରା । ଜନ୍ଟା କି କେବେ ନ ସାରେ, ନିଜର୍ ନିଜର୍ପାଇ ଏନ୍ତାରି କାଣା ନ ଅଇବା ବେସ୍ନି ତିଆର୍କରା । ଜନ୍ଟାନେ ଚର୍ ନ ଆସେ କି କିଡାମନ୍ ମିସା ନ ନସାଅତ୍ । ସର୍ଗେ ଏନ୍ତାରି ନ ସାର୍ବା ଦନ୍ ସଙ୍ଗଇରୁଆ ।
33 Vendam tudo o que vocês têm e deem o dinheiro aos pobres. Arranjem bolsas que não se estragam e guardem as suas riquezas no céu, onde elas nunca se acabarão; porque lá os ladrões não podem roubá-las, e as traças não podem destruí-las.
34 କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।
34 Pois onde estiverem as suas riquezas, aí estará o coração de vocês.
35 “ତମର୍ ଆଟର୍ ତୁଆଲ୍ ବାନ୍ଦିଅଇ ସେବା କର୍ବାକେ ଜାଗିରୁଆ, ଆରି ବତି ଲାଗ୍ତେରଅ ।
35 E Jesus disse ainda:
36 ମାପ୍ରୁ ବିବା ବଜିଟାନେଅନି ବାଉଡିଆସି କାପାଟେ ବାଜାଉ ବାଜାଉ ଜନ୍ଲକ୍ମନ୍ ଦାପ୍ରେ କାପାଟ୍ ଉଗାଡ୍ବାକେ ଜାଗିରଇବାଇ, ତମେ ସେମନର୍ପାରା ଅଇରୁଆ ।
36 Sejam como os empregados que esperam pelo patrão, que vai voltar da festa de casamento. Logo que ele bate na porta, os empregados vão abrir.
37 ମାପ୍ରୁ ଆସି ଜନ୍ ଦାଙ୍ଗ୍ଡାମନ୍କେ ଜାଗ୍ରତ୍ ରଇବାଟା ଦେକ୍ସି, ସେମନ୍ କେଡେ ନିକ କରମର୍ ଲକ୍ । ମୁଇ ତମ୍କେ ସତ୍ କଇଲିନି, ସେ ନିଜର୍ ଆଁଟାଇ ତୁଆଲ୍ ବାନ୍ଦିକରି, ସେମନ୍କେ କାଇବାକେ ବସାଇ, ତାକର୍ଲଗେ ଜାଇ ସେବାକର୍ସି ।
37 Felizes aqueles empregados que o patrão encontra acordados e preparados! Eu afirmo a vocês que isto é verdade: o próprio patrão se preparará para servi-los, mandará que se sentem à mesa e ele mesmo os servirá.
38 ଆରି ସେ ଜଦି ମଜାରାତି କି କୁକ୍ଡାଡାକେ ମିସା ଆସି ସେମନ୍କେ, ସେନ୍ତାରି ରଇବାଟା ଦେକ୍ସି, ସେନ୍ତାର୍ଆଲେ ସେ ଦାଙ୍ଗ୍ଡାମନ୍ କେଡେ ନିକ କରମର୍ ଲକ୍ ।
38 Eles serão felizes se o patrão os encontrar alertas, mesmo que chegue à meia-noite ou até mais tarde.
39 ମାତର୍ ଏଟା ଜାନିରୁଆ, କେଡେବେଲେ ଚର୍ ଆଇସି, ଏଟା ଗରର୍ ସାଉକାର୍ ଜେବେ ଜାନ୍ସି, ସେନ୍ତାର୍ଆଲେ ସେ ନିଜର୍ ଗରର୍ ପେଡି ବାଙ୍ଗାଇବାକେ ନ ଦେଏ ।
39 Lembrem disto: se o dono da casa soubesse a que hora o ladrão viria, não o deixaria arrombar a sua casa.
40 ତମେ ମିସା ଜାଗ୍ରତ୍ଅଇ ରୁଆ, କାଇକେବଇଲେ, କେବେ ତମେ ବାବି ନ ରୁଆସ୍, ସେ ବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆଇବି ।”
40 Vocês, também, fiquem alertas, porque o
41 ସେଟାସୁନି ପିତର୍ କଇଲା, “ଏ ମାପ୍ରୁ ତମେ ଆମ୍କେସେ କି ସବୁଲକ୍କେ ଏନ୍ତାରି କାତା ଦେକାଇ କଇଲାସ୍ନି ?”
41 Então Pedro perguntou: — Senhor, essa
42 ଜିସୁ କଇଲା, “ବିସ୍ବାସେ ରଇବା ଲକ୍ ଆରି ବୁଦିମାନ୍ ଲକ୍ କେ ଆଚତ୍ ? ତାକେ ସେ ସାଉକାର୍ ଗର୍ ଚାଲାଇବା ଦାଇତ୍ ଦେଇସି । ସେ ସମାନ୍ ବେଲାଇ ବିନ୍ ଦାଙ୍ଗ୍ଡାମନ୍କେ କାଦି ଜାଗାଇ ଦେଇସି ।
42 O Senhor respondeu:
43 ସାଉକାର୍ ଆସି, ତାର୍ ନିଜର୍ ଦାଙ୍ଗ୍ଡା ଏନ୍ତାର୍ କର୍ବାଟା ଦେକ୍ସି ବଇଲେ ସେ କେଡେ ନିକ କରମର୍ ଲକ୍ ।
43 Feliz aquele empregado que estiver fazendo isso quando o patrão chegar!
44 ମୁଇ ତମ୍କେ ସତ୍ କଇଲିନି, ସେ ତାକେ ନିଜର୍ ସବୁର୍ ଉପ୍ରେ ଅଦିକାର୍ ଦେଇସି ।
44 Eu afirmo a vocês que, de fato, o patrão vai colocá-lo como encarregado de toda a sua propriedade.
45 ଜଦି ସେ ଦାଙ୍ଗ୍ଡା, ମର୍ ସାଉକାର୍ ଆଇବାଟା ଅଲ୍ସମ୍ ଅଇସି ବଲି ମନେକରି, ମାତୁଆଲ୍ ଅଇ ବିନ୍ ଦାଙ୍ଗ୍ଡାମନ୍କେ ଲାଗ୍ମାର୍ କର୍ବାର୍ ଆରାମ୍ କର୍ସି,
45 Mas imaginem o que acontecerá se aquele empregado pensar que o seu patrão está demorando muito para voltar. E imaginem que esse empregado comece a bater nos outros empregados e empregadas e a comer e a beber até ficar bêbado.
46 ସେନ୍ତାର୍ଆଲେ ଜନ୍ ଦିନେ ସେ ଜାଗି ନ ରଏ, ଆରି ସେ କେଡେବେଲେ ଆଇବାଟା ଜାନି ନ ରଏ, ସେ ସାଉକାର୍ ଆସି ତାକେ ବେସି ବଡ୍ ଡଣ୍ଡ୍ ଦେଇସି । ଆରି ବିସ୍ବାସ୍ ନ କର୍ବା ଲକର୍ ସଙ୍ଗ୍ ମିସାଇ ଦେଇସି ।”
46 Então o patrão voltará no dia em que o empregado menos espera e na hora que ele não sabe. Aí o patrão mandará cortar o empregado em pedaços e o condenará a ir para o lugar aonde os desobedientes vão.
47 “ଆରି ଜନ୍ ଦାଙ୍ଗ୍ଡା ନିଜର୍ ସାଉକାରର୍ ମନ୍ ଜାନିକରି ଜାଗରତ୍ ନ ଅଇରଏ, କି ସାଉକାରର୍ ମନ୍କଲା ଇସାବେ ପାଇଟି ନ କରେ, ତାକେ କର୍ଡା ସଙ୍ଗ୍ ଅପର୍ବଲ୍ ମାଡ୍ ଅଇସି ।
47 — O empregado que sabe qual é a vontade do patrão, mas não se prepara e não faz o que ele quer, será castigado com muitas chicotadas.
48 ମାତର୍ ଜେ ତାର୍ ମନ୍କଲାଟା ନାଜାନିକରି, ଡଣ୍ଡ୍ମିଲ୍ବା କାମ୍ କର୍ବାର୍ ଦାର୍ସି, ତାକେ ଅଲପ୍ ମାଡ୍ ଅଇସି । ଜନ୍ ଲକ୍କେ ଅଦିକ୍ ଦିଆଅଇରଇସି, ତାକେ ଅଦିକ୍ ଦାବି କରାଅଇସି । ଆରି ଲକ୍ମନ୍ ତାକେ ଜାର୍ଲଗେ ଅଦିକ୍ ସର୍ପି ଦେଲାଇଆଚତ୍, ଅଦିକ୍ ଅଦିକ୍ ଦାବି କର୍ବାଇ ।”
48 Mas o empregado que não sabe o que o patrão quer e faz alguma coisa que merece castigo, esse empregado será castigado com poucas chicotadas. Assim será pedido muito de quem recebe muito; e, daquele a quem muito é dado, muito mais será pedido.
49 ଜିସୁ କଇଲା, “ମୁଇ ଏ ଦୁନିଆଇ ଜଇ ଲାଗାଇବାର୍ ଆଇଲିଆଚି । ସେଟା ଜଦି ଲାଗ୍ବାକେ ଆରାମ୍ ଅଇଲାନି, ସେନ୍ତାର୍ଆଲେ ମୁଇ ମନ୍କଲାଟା ପୁରାପୁରୁନ୍ ଅଇଗାଲାବେ ।
49 Jesus continuou:
50 ମାତର୍ ମକେ ଆରି ଗଟେକ୍ ଡୁବନେ ଡୁବନ୍ ନେବାକେ ପଡ୍ସି, ଆରି ସେଟା ନ ସାର୍ବାଜାକ, ମର୍ ମନ୍ବିତ୍ରେ କେନ୍ତି କସ୍ଟ ଲାଗ୍ଲାନି ।
50 Tenho de receber um batismo e como estou aflito até que isso aconteça!
51 ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍ଲାସ୍ନି କି ? ନାଇ ମୁଇ ସାନ୍ତି ଆନ୍ବାକେ ନାଇ, ମାତର୍ ବିଚାର୍ନା କର୍ବାକେ ଆସିଆଚି ।
51 Vocês pensam que eu vim trazer paz ao mundo? Pois eu afirmo a vocês que não vim trazer paz, mas divisão.
52 ଏବେଅନି ଗଟେକ୍ ଗରେ ପାଁଚ୍ ଲକ୍ ରଇଲେ, ଦୁଇଲକର୍ ବିରୁଦେ ତିନ୍ଲକ୍ ଆରି ତିନ୍ଲକର୍ ବିତ୍ରେ ଦୁଇ ଲକ୍ ବାଗ୍ ଅଇବାଇ ।
52 Porque daqui em diante uma família de cinco pessoas ficará dividida: três contra duas e duas contra três.
53 ପଅର୍ ବିରୁଦେ ବାବା, ବାବାର୍ ବିରୁଦେ ପଅ, ଜିଇର୍ ବିରୁଦେ ମା, ମାଆର୍ ବିରୁଦେ ଜିଇ, ବୁଆରିର୍ ବିରୁଦେ ସାତ୍ରି, ସାତ୍ରିର୍ ବିରୁଦେ ବୁଆରି ବିନେ ଅଇବାଇ ।”
53 Os pais vão ficar contra os filhos, e os filhos, contra os pais. As mães vão ficar contra as filhas, e as filhas, contra as mães. As sogras vão ficar contra as noras, e as noras, contra as sogras.
54 ଆରି ଜିସୁ ଲକ୍ମନ୍କେ କଇଲା, “ବୁଡ୍ତି ଦିଗେ ବାଦଲ୍ ଚଗ୍ବାଟା ଦେକ୍ଲେ, ପାନି ଆଇସିବେ ବଲି କଇସା । ଆରି ସେନ୍ତାରି ସେ ଅଇସି ।
54 Jesus disse também ao povo:
55 ଆରି ଦକିଣ୍ଦିଗ୍ ବାଟେଅନି ପବନ୍ ମାର୍ବାଟା ଜାନ୍ଲେ କାରା ଅଇସି ବଲି କଇସା । ଆରି ସେଟା ସେନ୍ତାରି ଅଇସି ।
55 E, quando sentem o vento sul soprando, dizem: “Vai fazer calor.” E faz mesmo.
56 ଏ କୁଟିଆଲ୍ମନ୍, ତମେ ଜଗତର୍ ଆରି ସରଗର୍ କାତା ଜାନି ପାଗ୍ କେନ୍ତି ଅଇସି ବଲି ଆଗ୍ତୁ କଇଲାସ୍ନି, ମାତର୍ ଏବେ କାଇଟା ଗଟ୍ସି, ସେଟା କାଇକେ ନାଜାନ୍ଲାସ୍ନି ?”
56 Hipócritas! Vocês sabem explicar os sinais da terra e do céu. Então por que não sabem explicar o que querem dizer os sinais desta época?
57 “ଆରି ନିଜେ ନିଜେ କାଇକେ ଟିକ୍ ବିଚାର୍ କରାସ୍ ନାଇ ?
57 E Jesus terminou, dizendo:
58 ଜଦି ତମର୍ ବିରଦିସଙ୍ଗ୍ ବିଚାର୍କାରିଆର୍ଲଗେ ଗାଲାସ୍ନି, ମଜାବାଟେ ତାର୍ସଙ୍ଗ୍ ବୁଜାମାନା ଅଇବାକେ ଚେସ୍ଟା କରା । ନଇଲେ କେଡେବେଲେ ସେ ତମ୍କେ ବିଚାର୍କାରିଆର୍ ଟାନେ ଜିକିନେଇସି, ବିଚାର୍କାରିଆ ସନିଅମନର୍ ଆତେ ସର୍ପିଦେଇସି, ସନିଅମନ୍ ତମ୍କେ ବନ୍ଦି ଗରେ ନେଇ ପୁରାଇଦେବାଇ ।”
58 Se alguém fizer uma acusação contra você e levá-lo ao tribunal, faça o possível para resolver a questão enquanto ainda está no caminho com essa pessoa. Isso para que ela não o leve ao juiz, o juiz o entregue ao guarda, e o guarda ponha você na cadeia.
59 ମୁଇ ତମ୍କେ କଇଲିନି, “କେନ୍ତିକଲେ ମିସା ସବୁ ଡାବୁ ନ ସୁଜ୍ବାଜାକ ସେ ଜାଗାଇଅନି ବାରଇ ଆସିନାପାରାସ୍ ।”
59 Eu lhe afirmo que você não sairá dali enquanto não pagar a multa toda.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 12, comparar traduções ou montar um estudo — tudo direto pelo WhatsApp.