Lucas 10
ସତିଅର୍ ବାଟ୍ (DSO) vs VC
1 ତାର୍ପଚେ ମାପ୍ରୁ ଆରି ସତୁରିଦୁଇ ଲକ୍କେ ମିସାଇଲା ଆରି ସେ ଜନ୍ ଜନ୍ ଜାଗାଇ ଆରି ଜନ୍ ଜନ୍ ନଅରେ ଜିବାକେ ମନ୍ କରିରଇଲା, ସେ ଜାଗାମନ୍କେ ଦୁଇ ଦୁଇ ଲକ୍କରି, ସେ ଜିବା ଆଗ୍ତୁ ପାଟାଇଲା ।
1 Depois disso, designou o Senhor ainda setenta e dois outros discípulos e mandou-os, dois a dois, adiante de si, por todas as cidades e lugares para onde ele tinha de ir.
2 ଆରି ଜିସୁ ସେମନ୍କେ କଇଲା, ଜମିତେଇ ପସଲ୍ ସିନା ଅଦିକ୍, ମାତର୍ କାମ୍କରୁମନ୍ ଉନା । ତେବର୍ପାଇ ତାର୍ ଚାସ୍କେତେ, ଅଦିକ୍ ଲକ୍ମନ୍କେ ପାଟାଇ ଦେବାକେ ଜମି ସାଉକାର୍ଟାନେ ଜାନାଆ ।
2 Disse-lhes: Grande é a messe, mas poucos são os operários. Rogai ao Senhor da messe que mande operários para a sua messe.
3 ତମେ ଜାଆ । ଦେକା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିନି ।
3 Ide; eis que vos envio como cordeiros entre lobos.
4 ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍ କରାନାଇ ।
4 Não leveis bolsa nem mochila, nem calçado e a ninguém saudeis pelo caminho.
5 ଜାର୍ ଗରେ ତମେ କେଟ୍ଲେ, ପର୍ତୁମ୍ କରା, ଏ ଗରେ ସାନ୍ତି ମିଲ ।
5 Em toda casa em que entrardes, dizei primeiro: Paz a esta casa!
6 ଜଦି ସେ ଜାଗାଇ ଗଟେକ୍ ସାନ୍ତିର୍ ଲକ୍ ରଇସି, ସେନ୍ତାର୍ଆଲେ ତମର୍ ଆସିର୍ବାଦ୍ ତାକେ ମିଲ୍ସି ।
6 Se ali houver algum homem pacífico, repousará sobre ele a vossa paz; mas, se não houver, ela tornará para vós.
7 ତାକର୍ଲଗେ ଜନ୍ଟା ରଇସି, ସେଟା କାଇକରି, ସେ ଗରେ ରୁଆ । କାଇକେବଇଲେ, ପାଇଟିକରୁ ନିଜର୍ ବୁତି ପାଇବାଇଆକା । ଗର୍ ଗର୍କେ ଜାଆନାଇ ।
7 Permanecei na mesma casa, comei e bebei do que eles tiverem, pois o operário é digno do seu salário. Não andeis de casa em casa.
8 ଜନ୍ ନଅରେ ତମେ କେଟ୍ଲେ, ଆରି ଲକ୍ମନ୍ ତମ୍କେ ଡାକିନେଲେ, ତେଇ ତମ୍କେ ଜନ୍ଟା କାଇବାକେ ଦେଲେ ସେଟା କାଆ ।
8 Em qualquer cidade em que entrardes e vos receberem, comei o que se vos servir.
9 ସେ ଜାଗାଇ ଜର୍ ଦୁକା ଅଇରଇଲା ଲକ୍ମନ୍କେ ନିକ କରା, ଆରି ସେମନ୍କେ କୁଆ ପର୍ମେସରର୍ ରାଇଜ୍ ତମର୍ଲଗେ ସେ ।
9 Curai os enfermos que nela houver e dizei-lhes: O Reino de Deus está próximo.
10 ମାତର୍ ଜନ୍ ନଅରେ ତମେ କେଟ୍ସା, ତେଇର୍ ଲକ୍ ତମ୍କେ ନ ଡାକିନେଲେ, ସେ ଡାଣ୍ଡେଅନି, ସେ ସାଇ ଅନି ବାରଇ କୁଆ,
10 Mas se entrardes nalguma cidade e não vos receberem, saindo pelas suas praças, dizei:
11 ତମର୍ ନଅରର୍ ଜନ୍ ଦୁଲି ଆମର୍ ପାଦେ ଲାଗିଆଚେ, ସେଟାମିସା ତମର୍ପାଇ ପାପ୍ଡିଦେଲୁନି, ଅଇଲେମିସା ପର୍ମେସରର୍ ରାଇଜ୍ ଲଗେସେ, ଏଟା ତମେ ଜାନିରୁଆ ।
11 Até o pó que se nos pegou da vossa cidade, sacudimos contra vós; sabei, contudo, que o Reino de Deus está próximo.
12 ମୁଇ ତମ୍କେ ସତ୍ କଇଲିନି, ବିଚାର୍ ଅଇବାଦିନେ ସେ ନଅରର୍ ଦସା, ଡଣ୍ଡର୍ଲାଗି ସଦମର୍ ଦସାତେଇଅନି ଅଦିକ୍ ରଇସି ।
12 Digo-vos: naqueles dias haverá um tratamento menos rigoroso para Sodoma.
13 ଅଇରେ ଡଣ୍ଡ୍ପାଇବାକେ ଜାଗିରଇବା କରାଜିନ୍ ! ଅଇରେ ଡଣ୍ଡ୍ପାଇବାକେ ଜାଗିରଇବା ବେତ୍ସାଇଦା ! ତମର୍ଟାନେ ବପୁର୍ସଙ୍ଗ୍ ଜନ୍ ଜନ୍ ନ ଅଇବା କାମ୍ମନ୍ ଅଇଲାଆଚେ, ସେ ସବୁ ସର ଆରି ସିଦନେ ଅଇରଇତା ବଇଲେ, ସେମନ୍ କେତେକାଲ୍ ପୁର୍ବେ ବାସ୍ତା ପିନ୍ଦି, ଚାରେ ବସି, ମାପ୍ରୁର୍ଟାନେ ମନ୍ ବାଉଡାଇତାଇ ।
13 Ai de ti, Corozaim! Ai de ti, Betsaida! Porque, se em Tiro e Sidônia tivessem sido feitos os prodígios que foram realizados em vosso meio, há muito tempo teriam feito penitência, cobrindo-se de saco e cinza.
14 ଅଇଲେମିସା ବିଚାର୍ଦିନେ ତମର୍ ଦସା ସର ଆରି ସିଦନର୍ ଦସାଟାନେଅନି ଅଦିକ୍ ଅଇସି ।
14 Por isso haverá no dia do juízo menos rigor para Tiro e Sidônia do que para vós.
15 ଆରି ଏ କପର୍ନାଉମ୍, ସରଗ୍ ଜେତ୍କି ଉଁଚ୍, ତୁଇ କାଇ ସେତ୍କିଜାକ ଉଁଚ୍ ଅଇସୁ କି ? ପାତାଲ୍ ଜେତ୍କି ତଲେ ଆଚେ, ସେତ୍କି ତଲେ ତକେ ଆନାଅଇସି ।
15 E tu, Cafarnaum, que te elevas até o céu, serás precipitada até aos infernos.
16 ଜେଡେବେଲେ ଜନ୍ ଲକ୍ମନ୍ ତମର୍ କାତା ସୁନ୍ବାଇ, ସେମନ୍ ମର୍ କାତା ସୁନ୍ବାଇ । ଜନ୍ ଲକ୍ମନ୍ ତମ୍କେ ନ ମାନତ୍, ସେମନ୍ ମକେ ନ ମାନତ୍, ଆରି ଜନ୍ ଲକ୍ମନ୍ ମକେ ନ ମାନତ୍, ସେମନ୍ ମକେ ପାଟାଇରଇବା ପର୍ମେସର୍କେ ମିସା ନ ମାନତ୍ ।
16 Quem vos ouve, a mim ouve; e quem vos rejeita, a mim rejeita; e quem me rejeita, rejeita aquele que me enviou.
17 ତାର୍ପଚେ ସେ ସତୁରି ଲକ୍ ବାଉଡି ଆଇଲାଇ ଆରି ସାର୍ଦାଅଇକରି କଇଲାଇ, “ମାପ୍ରୁ, ତମର୍ ନାଉଁ ଦାରି ଆଦେସ୍ ଦେଲେ ଡୁମାମନ୍ମିସା ଆମର୍ କାତା ମାନ୍ଲାଇନି ।”
17 Voltaram alegres os setenta e dois, dizendo: Senhor, até os demônios se nos submetem em teu nome!
18 ମାତର୍ ଜିସୁ ସେମନ୍କେ କଇଲା, “ସଇତାନ୍ ବାଦ୍ଲେଅନି ବିଜ୍ଲି ପାରା ଅଇ ଅଦର୍ବାଟା ମୁଇ ଦେକ୍ଲି ।
18 Jesus disse-lhes: Vi Satanás cair do céu como um raio.
19 ଦେକା, ମୁଇ ତମ୍କେ ସାଁପ୍ ଆରି ବିସ୍କାକ୍ଡା ଉପ୍ରେ ଇଣ୍ଡ୍ବାକେ ବପୁ ଦେଲିଆଚି, ଆରି ସତ୍ରୁର୍ ଉପ୍ରେ ରଇବା ବପୁ ମିସା ଦେଲିଆଚି । ତମ୍କେ କେ ମିସା କାଇଟା କରିନାପାରତ୍ ।
19 Eis que vos dei poder para pisar serpentes, escorpiões e todo o poder do inimigo.
20 ଏଲେମିସା ଆତ୍ମାମନ୍ ଆମର୍ କାତା ମାନ୍ଲାଇନି ବଲି ସାର୍ଦା ଉଆନାଇ । ତମର୍ ନାଉଁମନ୍ ସର୍ଗେ ଲେକାଅଇଆଚେ ବଲି ସାର୍ଦାଉଆ ।”
20 Contudo, não vos alegreis porque os espíritos vos estão sujeitos, mas alegrai-vos de que os vossos nomes estejam escritos nos céus.
21 ଜିସୁ ସେ ଡାଣ୍ଡେ ସୁକଲ୍ଆତ୍ମାଇ ପୁରୁନ୍ଅଇ କଇଲା, “ଏ ବାବା ! ସରଗ୍ ଆରି ମଚ୍ପୁରର୍ ମାପ୍ରୁ ! ତୁଇ ଗିଆନି ଆରି ବୁଦିରଇବା ଲକ୍ମନର୍ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍ ପିଲାମନର୍ ପାରା ଲକର୍ଟାନେ ଜାନାଇଲାସ୍ । ଏଟାର୍ପାଇ ତମ୍କେ ସୁମର୍ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍ବାକେ ମନ୍କର୍ତେ ରଇଲାସ୍ ।
21 Naquele mesma hora, Jesus exultou de alegria no Espírito Santo e disse: Pai, Senhor do céu e da terra, eu te dou graças porque escondeste estas coisas aos sábios e inteligentes e as revelaste aos pequeninos. Sim, Pai, bendigo-te porque assim foi do teu agrado.
22 ମର୍ ବାବାର୍ ସବୁ ବିସଇ ମକେ ସର୍ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍ । ପଅ ଜାର୍ଲଗେ ମର୍ ବାବାକେ ଜାନାଇବି ବଲି ମନ୍କରିରଇସି, ସେସେ ଜାନିରଇସି ।”
22 Todas as coisas me foram entregues por meu Pai. Ninguém conhece quem é o Filho senão o Pai, nem quem é o Pai senão o Filho, e aquele a quem o Filho o quiser revelar.
23 ଜିସୁ ସିସ୍ମନର୍ବାଟେ ମୁ ବୁଲାଇ ସେମନ୍କେ କଇଲା, “ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁ ଜେ ଦେକ୍ସି, ସେଟା ନିକ ।
23 E voltou-se para os seus discípulos, e disse: Ditosos os olhos que vêem o que vós vedes,
24 କାଇକେବଇଲେ ମୁଇ ତମ୍କେ କଇଲିନି, ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁଜାକ ଦେକ୍ବାକେ କେତେ କେତେ ରାଜାମନ୍ ଆରି ମାପ୍ରରୁ କବର୍ ଜାନାଉମନ୍ ମନ୍କଲାଇ, ମାତର୍ ଦେକିନାପାର୍ଲାଇ । ଆରି ତମେ ଜନ୍ ଜନ୍ଟା ସୁନ୍ଲାସ୍ନି, ସେ ସବୁ ସୁନ୍ବାକେ ସେମନ୍ ମନ୍କଲାଇ, ମାତର୍ ସୁନିନାପାର୍ଲାଇ ।”
24 pois vos digo que muitos profetas e reis desejaram ver o que vós vedes, e não o viram; e ouvir o que vós ouvis, e não o ouviram.
25 ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, “ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?”
25 Levantou-se um doutor da lei e, para pô-lo à prova, perguntou: Mestre, que devo fazer para possuir a vida eterna?
26 ଜିସୁ ତାକେ କଇଲା, “ନିୟମ୍ ସାସ୍ତରେ କାଇଟା ଲେକାଆଚେ ? ତୁଇ କେନ୍ତାରି ପଡ୍ଲୁସ୍ନି ?”
26 Disse-lhe Jesus: Que está escrito na lei? Como é que lês?
27 ସେ କଇଲା, “ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।”
27 Respondeu ele: Amarás o Senhor teu Deus de todo o teu coração, de toda a tua alma, de todas as tuas forças e de todo o teu pensamento {Dt 6,5}; e a teu próximo como a ti mesmo {Lv 19,18}.
28 ତାର୍ପଚେ ଜିସୁ ତାକେ କଇଲା, “ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।”
28 Falou-lhe Jesus: Respondeste bem; faze isto e viverás.
29 ମାତର୍ ସେ ନିଜେ ଦରମ୍ଲକ୍ ବଲି ଦେକାଇବାକେ ମନ୍କରି ଜିସୁକେ ପାଚାର୍ଲା, “ତେବେ କେ ମର୍ ପଡିସାର୍ ଲକ୍ ?”
29 Mas ele, querendo justificar-se, perguntou a Jesus: E quem é o meu próximo?
30 ଜିସୁ ତାକେ କଇଲା, ଗଟେକ୍ ଲକ୍ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍ମନର୍ ମୁଆଟେ ପଡ୍ଲା । ଚର୍ମନ୍ ତାର୍ ଲୁଗାପଚିଆ ଚାଡାଇ, ତାକେ ମାର୍ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ ।
30 Jesus então contou: Um homem descia de Jerusalém a Jericó, e caiu nas mãos de ladrões, que o despojaram; e depois de o terem maltratado com muitos ferimentos, retiraram-se, deixando-o meio morto.
31 ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା ।
31 Por acaso desceu pelo mesmo caminho um sacerdote, viu-o e passou adiante.
32 ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା ।
32 Igualmente um levita, chegando àquele lugar, viu-o e passou também adiante.
33 ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା ।
33 Mas um samaritano que viajava, chegando àquele lugar, viu-o e moveu-se de compaixão.
34 ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା ।
34 Aproximando-se, atou-lhe as feridas, deitando nelas azeite e vinho; colocou-o sobre a sua própria montaria e levou-o a uma hospedaria e tratou dele.
35 ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, “ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।”
35 No dia seguinte, tirou dois denários e deu-os ao hospedeiro, dizendo-lhe: Trata dele e, quanto gastares a mais, na volta to pagarei.
36 ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି ?
36 Qual destes três parece ter sido o próximo daquele que caiu nas mãos dos ladrões?
37 ସାସ୍ତର୍ ସିକାଉ କଇଲା, “ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍ ।”
37 Respondeu o doutor: Aquele que usou de misericórdia para com ele. Então Jesus lhe disse: Vai, e faze tu o mesmo.
38 ଜିସୁ ଆରି ତାର୍ ସିସ୍ମନ୍ ଜିବାବେଲେ ଗଟେକ୍ ଗାଏଁ କେଟ୍ଲାଇ । ତେଇ ମାର୍ତା ନାଉଁର୍ ଗଟେକ୍ ମାଇଜି ଜିସୁକେ ତାର୍ ଗରେ ଡାକି ବସାଇଲା ।
38 Estando Jesus em viagem, entrou numa aldeia, onde uma mulher, chamada Marta, o recebeu em sua casa.
39 ମାର୍ତାକେ ମରିୟମ୍ ନାଉଁର୍ ଗଟେକ୍ ବଇନି ରଇଲା । ସେ ମାପ୍ରୁର୍ ପାଦେ ବସି ତାର୍ ବାକିଅ ସୁନ୍ତେରଇଲା ।
39 Tinha ela uma irmã por nome Maria, que se assentou aos pés do Senhor para ouvi-lo falar.
40 ମାତର୍ ମାର୍ତାକେ ବେସି ପାଇଟି ରଇଲାଜେ ଦାନ୍ଦା ଅଇଜାଇତେ ରଇଲା । ତେବର୍ପାଇ ସେ ଜିସୁର୍ଲଗେ ଆସି କଇଲା, “ଏ ମାପ୍ରୁ, ମର୍ ବଇନି ଗରର୍ ସବୁ ପାଇଟି ମକେ ସେ କରାଇଲାନି, ସେବାଟେ କାଇ ତମର୍ ମନ୍ ନାଇ କି ? ସେଟାର୍ପାଇ ତାକେ କୁଆ, ସେ ମକେ ଆସି ସାଇଜ କର ।”
40 Marta, toda preocupada na lida da casa, veio a Jesus e disse: Senhor, não te importas que minha irmã me deixe só a servir? Dize-lhe que me ajude.
41 ମାତର୍ ମାପ୍ରୁ ତାକେ କଇଲା, “ଏ ମାର୍ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍ନି,
41 Respondeu-lhe o Senhor: Marta, Marta, andas muito inquieta e te preocupas com muitas coisas;
42 ମାତର୍, ଗଟେକ୍ ବିସଇ ଆକା ସବୁର୍ଟାନେଅନି ମୁକିଅ । ସେଟା ମରିୟମ୍ ବାଚିକରି ନେଇଆଚେ । ସେଟା ତାର୍ଟାନେଅନି କେ ନେଇ ନାପାରତ୍ ।”
42 no entanto, uma só coisa é necessária; Maria escolheu a boa parte, que lhe não será tirada.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 10, comparar traduções ou montar um estudo — tudo direto pelo WhatsApp.